Тёмный

Exclusive Interview With Friend of India's Youngest Martyr Baji Rout Who Witnessed His Death 

Odisha Reporter
Подписаться 2,5 млн
Просмотров 1,1 млн
50% 1

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 901   
@bhabanisankardas8641
@bhabanisankardas8641 Год назад
Old is gold ଏଇଥି ପାଇଁ କୁହାଯାଇଛି, ବୟସ୍କ ଲୋକ ଆଗ କାଳ କଥା ଆଖିରେ ଯାହା ଦେଖି ଛନ୍ତି, କାନରେ ଯାହା ଶୁଣିଛନ୍ତି ସବୁ କଥା ଅଙ୍ଗେ ଲିଭେଇ ଛନ୍ତି ସବୁ ସତ କଥା 🙏ଏ ମହାଶୟ ଙ୍କୁ 🙏
@deshpremsahu2199
@deshpremsahu2199 Год назад
😔😔
@TheDesignDreams09
@TheDesignDreams09 3 месяца назад
ବିଲକୁଲ ଠିକ କହିଛନ୍ତି ଭାଇ
@BikashPatra-z7c
@BikashPatra-z7c Месяц назад
Apana Sethi thile aau ingreja mane tamaku chadi dele
@user-um8de5nk6e
@user-um8de5nk6e Месяц назад
ଟିକ କଉଛନ୍ତି ମଉସା 🙏🙏🙏🙏🙏🙏🙏🙏🙏
@siddharthasankarray1236
@siddharthasankarray1236 Год назад
ବାଜି ରାଉତ ଙ୍କ ସାଙ୍ଗ ହିସାବରେ ତାଙ୍କୁ ସମ୍ମାନୀତ କରାଯାଉ
@ChandanKumar-km2ww
@ChandanKumar-km2ww Месяц назад
Ys bro
@taraprasaddas4804
@taraprasaddas4804 Месяц назад
Respect kn karibe bhai ajira Dina re bi mousa nka situation re kichi bi change heini odisha government upare ghruna asuchi
@pramodpradhan9171
@pramodpradhan9171 Год назад
ବାଜି ରାଉତ ଙ୍କ ଜନ୍ମମାଟିରୁ ଆପଣଙ୍କର ଏହି ଭିଡ଼ିଓ ଆନନ୍ଦ ହେଲା । ଧନ୍ୟବାଦ ।
@fakirmohansahoo2079
@fakirmohansahoo2079 Год назад
ମଉସାଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲
@sureshmalik2125
@sureshmalik2125 Год назад
ସତରେ ମଉସାଙ୍କ କଥା ଶୁଣି ମୋ ରୁମ ଟାଙ୍କୁରୀ ଉଠିଲା ଧନ୍ୟ ତମେ ମୋହା ପୁରୁଷ ତୁମକୁ କୋଟି କୋଟି ଜୁହାର 🙏🙏🙏🙏🙏🙏🙏🙏🙏
@akshyasahu4335
@akshyasahu4335 Год назад
ଇଂରେଜ ମାନଙ୍କ ଅତ୍ୟାଚାର ସହିଥିବା ମହାନ ବ୍ୟକ୍ତି ମାନେ ଏବେ ବି ଅଛନ୍ତି, ଆଉ ଇଛା ହଉଛି ସେମାନଙ୍କ ପାଦଧୂଳି ନବାକୁ 🙏🙏🙏ମଉସା ଠିକ କହୁଛନ୍ତି ବାଜିରାଉତ ସହିଦ ହେଲାବେଳକୁ ବାର ବର୍ଷ ର ହେଇଥିଲେ 👍ଆଉ ଏ ମଉସା ଙ୍କୁ ସାତ ବର୍ଷ 🤔ଜୀବିତ ଇତିହାସ କୁ ସାମ୍ନା କୁ ଅଣିଥିବାରୁ ଧନ୍ୟବାଦ ସାର 🙏
@jivanpattanayak6120
@jivanpattanayak6120 Месяц назад
@@akshyasahu4335 ଭାଇ ବର୍ତ୍ତମାନ 77ଵର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବ୍ୟକ୍ତି ପରାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲେ।ଅନେକ ବ୍ୟକ୍ତି ଏଭଳି ଆହୁରି ବଞ୍ଚିଛନ୍ତି।
@priyacharandas653
@priyacharandas653 Месяц назад
ଇଂରାଜୀ ଭାଷା ହେଉଛି ମ୍ଲେଛ ଭାଷା । ବିଧର୍ମୀ ମାନଙ୍କ ଭାଷା । ଇଂରାଜୀ ଭାଷା କୁ ହଟାଯାଉ
@tukunkumar-zu1qm
@tukunkumar-zu1qm Год назад
ହେ ମହାନ୍ ବ୍ୟକ୍ତି ଆପଣଙ୍କୁ ପ୍ରଣାମ 🙏🙏🙏🙏 ଆପଣ ସେତେବେଳେ ଏତେ ଛଟୋ ଥାଇବି ଏତେ ସବୁ ମନେରଖିଛୋନ୍ତି ।
@iamnatlina
@iamnatlina Год назад
ବାଜିଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ❤
@shivashakti772
@shivashakti772 Год назад
ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତ ତଥା ସମସ୍ତ ସହୀଦ ମାନଙ୍କୁ କୋଟି କୋଟି ପ୍ରଣାମ 🙏🚩
@santoshpradhanfoodvlogs
@santoshpradhanfoodvlogs Год назад
Baji rout ku katay barsa hai thila marila belaku?
@BabyBarik-io2zt
@BabyBarik-io2zt Год назад
​@@santoshpradhanfoodvlogsbaji rout ku 12 barsa heithila nd se deso pai jibon deo deithile
@natureinspirerelaxation8922
Around 12 year
@santoshpradhanfoodvlogs
@santoshpradhanfoodvlogs Год назад
@@natureinspirerelaxation8922 12 barsa ray 24 barsia kaama
@prasantsitha7738
@prasantsitha7738 Год назад
Fghtiut
@diptiranjansahoo3045
@diptiranjansahoo3045 Год назад
Hero heroine ଦେଖିଲେ ବସେଇବ studio ରେ ଆଉ ଏମାନେ କଣ ପାଇଁ standing haire ମୁର୍ଖ। ଟିକିଏ ବୁଦ୍ଧି ନାହିଁ।
@SingalSandhayniOfficial
@SingalSandhayniOfficial Год назад
Right
@ashoknaik4384
@ashoknaik4384 Год назад
Right
@tilucreations
@tilucreations Год назад
Ekdam thik katha, Yemane Nisa malik ku studio ku daakibe kintu
@amulyaswain5753
@amulyaswain5753 Год назад
Right sir
@basudevhalba5361
@basudevhalba5361 Год назад
ବସିକି କଥା କରାଉ ନାହାନ୍ତି
@sunilnath3572
@sunilnath3572 Год назад
😭🙏ସେହି ମହାନ ଆତ୍ମା ଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି 🙏😭
@bharatasahu1628
@bharatasahu1628 Год назад
ଆପଣ ତାଙ୍କ ସାଙ୍ଗ ହୋଇ ଧନ୍ୟ l ଜୟ ହିନ୍ଦ୍ 🇳🇪
@bibhuti7502
@bibhuti7502 Год назад
Jay hind lekhichha hele bharata ra flag kouta janina 🤣🤣
@krushnamohansahoo5633
@krushnamohansahoo5633 Год назад
​@@bibhuti7502ଏ ବ୍ୟକ୍ତି ମଧ୍ୟ ସେ ଚୁତିଆ ରିପୋର୍ଟର ପରି
@satyajit7444
@satyajit7444 Год назад
ଭାରତ ର ଜାତୀୟ ପତାକା କୋଉଟା ଜାଣିନ 😅
@Ritun237
@Ritun237 6 месяцев назад
Murkha bharat ra flag kouta janinu 🇮🇳
@pabitramohangayan1482
@pabitramohangayan1482 Год назад
ବାଜୀ ରାଉତ ଙ୍କ ସହିତ ସମସ୍ତ ସହୀଦ ମାନଙ୍କୁ ଶତ ଶତ ପ୍ରଣାମ ❤। ମଉସା ଙ୍କୁ ବି ପ୍ରଣାମ 🙏
@malayarana5533
@malayarana5533 Год назад
@bsantoshkumar1332
@bsantoshkumar1332 Год назад
ଆପଣ ଏଭଳି ଗୁପ୍ତ କଥାକୁ ଲୋକ ଲୋଚନକୁ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ କିନ୍ତୁ ଦୁଃଖର ବିଷୟ ଜଣେ ସ୍ୱାଧୀନତାର ପ୍ରତ୍ୟକଦର୍ଶୀଙ୍କୁ ଠିଆ କରି ପ୍ରଶ୍ନ ପଚାରିବା କେତେ ଯୁକ୍ତି ଯୁକ୍ତ କଥା ଆପଣ ମାନେ ବିଚାର କରିବେ 🙏
@KRISHNA-eu8bi
@KRISHNA-eu8bi Год назад
ମଉସାଙ୍କୁ ସମସ୍ତଙ୍କ ହୃଦୟରୁ କୋଟି କୋଟି ପ୍ରଣାମ 🇮🇳🇮🇳, ଜୟ ଜଗନ୍ନାଥ🙏🙏🙏🙏
@manojmohapatramanoj8137
@manojmohapatramanoj8137 Год назад
Mausamku. Sanman diyajau
@amritmallick2005
@amritmallick2005 Год назад
Nobody - I am at 1 am smiling seeing this HISTORIC MAN🥰☺️☺️👀🤍🇮🇳🇮🇳🇮🇳 JAY BHARAT
@amritmallick2005
@amritmallick2005 Год назад
And now I am crying 😭😭😭
@Khusiparimusic7228
@Khusiparimusic7228 Год назад
ମଉସା ଆପଣ ଙ୍କୁ ହୃଦୟରୁ ପ୍ରଣାମ ତମେ ଆମର ଓଡ଼ିଶା ମାଟିର ଗର୍ବ ଗଉର୍ବ ଶାହାସି ବାଜି ରାଉତ ଙ୍କୁ ଦେଖି ଛନ୍ତି 🙏🙏
@SonaliSahoo-lb6un
@SonaliSahoo-lb6un Месяц назад
ମଉସା ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରମାଣ ମଉସା.. କିନ୍ତୁ ବୟସ୍କ ମଉସା ଙ୍କୁ ଏମିତି ଠିଆ କରି ପ୍ରଶ୍ନ କରିବା ଜମାବି thik ନୁହେଁ..ଟିକେ ବସେଇକି କଥା ହୁଅ.. 🙏🏻🙏🏻🙏🏻
@brajakishoresahoobabu9866
@brajakishoresahoobabu9866 Год назад
ମଉସାଙ୍କୁ mor କୋଟି ପ୍ରଣାମ ଆଜି ବି ସ୍ଵାଧୀନତା ବାଦୀ ଅଛନ୍ତି ତାଙ୍କ ସମୟରେ ବିତି ଯାଇଥିବା ପ୍ରତେକ ଘଟଣା ବହୁତ୍ କଷ୍ଟ ସାଧ୍ୟ।ବାଜି ରାଉତ ଅମର ରହେ 🙏🙏🙏🙏
@jagannathsahoo133
@jagannathsahoo133 Год назад
ବାଜି ରାଉତଙ୍କ ଉପରେ ଓଲିଉଡ ରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଲେ ଭଲ ହୁଅନ୍ତା ।
@pravurambhramarray9248
@pravurambhramarray9248 Год назад
bhai a oliwood indersti chakuli pitha ra kana ganibe sir,baji rout nka u pare kana film Kari be
@sarthaksatapathy9208
@sarthaksatapathy9208 2 месяца назад
Kahara setiki standard nahi tanka upare movi karibaku sir...
@sandhyamanas-gx9ve
@sandhyamanas-gx9ve 2 месяца назад
Kete bhala huanta, odisa re super duper hit huanta
@ManoranjanP2023
@ManoranjanP2023 2 месяца назад
Odia re telgu Hindi dubbed movie karibe...
@yamahatrbx5053
@yamahatrbx5053 2 месяца назад
Anubhav nahele babushaan in lead role as Baajia😂
@sarojinidas8793
@sarojinidas8793 19 дней назад
ସତରେ,ଆପଣଙ୍କ କଥା ମୋ ଜେଜେ ଙ୍କୁ ମନେ ପକାଇବା ସହିତ ମୋ ଦେଶର ପରାଧିନତା ର କରୁଣ ଦୃଶ୍ୟ ଅନୁଭୂତ ହେଲା।ଆପଣଙ୍କ ଚରଣ ସ୍ପର୍ଶ ଜେଜେ
@prasantakumarnaik8055
@prasantakumarnaik8055 Год назад
ଧନ୍ୟ ଏ ବ୍ୟକ୍ତି ମଧ୍ୟ ମହାନ କୋଟି କୋଟି ପ୍ରଣାମ ବାବା
@user-ls9pf5tf4g
@user-ls9pf5tf4g Месяц назад
ଏ ମଉସାଙ୍କୁ 🙏କଣ କହି ବି ଜାଣି ପରୁନି ହୃଦୟରୁ ଧନ୍ୟବାଦ୍ ଜଣାଉଛି 🙏🙏🙏🙏🙏
@Village_thoughts
@Village_thoughts Год назад
ମଉସା ଙ୍କୁ ବହୁତ ବହୁତ ଧନ୍ୟବାଦ୍ ଅଙ୍ଗେ ନିଭାଇଛନ୍ତି ଏସବୁ ଇତିହାସ ଭଗବାନ ତାଙ୍କୁ ଭଲରେ। ରଖଙ୍କୁ ନମସ୍କାର
@lightingseven5492
@lightingseven5492 Год назад
ଆମ ଭାରତ ଆଜାଦ ହୋଇନାହିଁ ସମସ୍ତ ଭାରତ ରେ ଇଂରାଜୀ ଭାଷା ରେ ହିଁ କାର୍ଯ୍ୟ ହେଉଛି, ତେଣୁ ମୋର ଅନୁରୋଧ ଏହା ଯେ ଏହି ଇଂରେଜ ଲୋକ ଙ୍କ ଭାଷା କୁ ଆମ ଭାରତ ରେ ନିଷେଧ କରାଯାଉ 🙏🏻🙏🏻ଆଉ ଆମ ଭାରତୀୟ ଭାଷା କୁ ଆମ ଅଫିସ, ସ୍କୁଲ, କଲେଜ, ଶିକ୍ଷା କ୍ଷେତ୍ର ରେ ଉପୟୋଗ ହେଉ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@bhaiteravlogbala
@bhaiteravlogbala Год назад
ନିଜଘର ଖିରି ପୁରୀ ଆମ ଲୋକାଙ୍କୁ ଭଲ ଲାଗେନା ପର ଘର ମାଗିଅଣା ତିଅଣ ଆମକୁ ଭଲ ଲାଗେ😂🤣
@biswabhusannanda8664
@biswabhusannanda8664 Год назад
Baji Rout amar rahe. You have become immortal and you will stay in the hearts of every Indian.
@nutankumarnayak3059
@nutankumarnayak3059 Год назад
Odisha reporter plz rusticate this reporter from ur organization....
@onlineshopping9390
@onlineshopping9390 Год назад
ବହୁତ ସୁନ୍ଦର ନିୟୁଜ, ମନ ଖୁସି ହୋଇଗଲା
@sanjaymohanty9357
@sanjaymohanty9357 Год назад
ଏମିତି କରି ଆମ ଜିବନ ବଞ୍ଚେଇ ଥିବାରୁ ମୁଁ ଆପଣଙ୍କୁ ପ୍ରଣାମ କରୁଚି 🙏🙏🙏🙏🙏🙏🙏🙏🙏
@GobindaSagaria
@GobindaSagaria Год назад
We have not seen Baji Rout . after seeing this,,it seems as we are talking and looking him...a grand salute to this great person who has spent his memorable moments with BAJI ROUT
@satyamrout8868
@satyamrout8868 Год назад
ରାଉତ ସୁଖ ହେଉ କିମ୍ବା ଦୁଃଖ ସମସ୍ତଙ୍କ ସହିତ 🙏❤️ THE TRUE LEGEND BAJII ROUT 💐🇮🇳
@pradeeptadash6501
@pradeeptadash6501 Год назад
ବାଜି ରାଉତ ଅମର ରହେ..... 🙏🙏🙏
@litugarnayak8452
@litugarnayak8452 Год назад
ମଉସା ଙ୍କ ଆଖି ଛଳ ଛଳ ହେଇ ଯାଉଛି 😭🙏😭
@goutamjena9327
@goutamjena9327 Год назад
ଟିକେ ବେସେଇକି କଥା ହୁଅ l under matric media ଭାଇ
@SwarnapriyaJena23
@SwarnapriyaJena23 2 месяца назад
Se kebala di kaudira odia actor actress manku chair debe
@abinashmishra7646
@abinashmishra7646 Месяц назад
kau media wala yeah na nahi gaon nahi murkha .tk basaiki katha hua
@user-en1hx7xk1x
@user-en1hx7xk1x Год назад
ଅଶେଷ ଧନୟବାଦ୍
@pradiptakumarmishra768
@pradiptakumarmishra768 Год назад
The. SUPER HERO of INDIA BAJI ROUT...❤ Him too much...kaas puni ASANTU se Mahan ATMA....🙏🙏🙏
@jmsbehera2844
@jmsbehera2844 Год назад
ଏମତି ଇଣ୍ଟର୍ଭ୍ୟୁ ପାଇଁ ଏହି ଭାଇ କୁ ଶୋଭ ପାଉ ନି aameti ଜାଗା ରେ ମନୋରଞ୍ଜନ ଯୋସି ରେପୋଟର ଦରକାର 😢😢😢😢😢😢😢
@debasisjena7074
@debasisjena7074 Год назад
Thankful to this journalist and this news channel for telecast this type of news 🙏
@deeptimohapatra3182
@deeptimohapatra3182 Год назад
Absolutely right👌👌
@shydollpriti8691
@shydollpriti8691 Год назад
🙏🙏🙏🙏😢କେତେ କଷ୍ଟ କରି ଏ ଦେଶକୁ ନୂଆ ଜିବନ ଦେଇଛନ୍ତି ସେମାନେ
@ajitdalei7218
@ajitdalei7218 Год назад
ବାଜି ରାଉତ ଅମର ରହେ ଭାରତ ମାତା କି ଜୟ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@ajitbehera3390
@ajitbehera3390 Год назад
We r so lucky to hear such a brave matter...
@sisirpatro5892
@sisirpatro5892 Год назад
ବହୁତ୍ ଦୁଃଖ ଦାୟକ ସେ ସମୟ 😢 ଲୋମ ଟାଙ୍କୁରି ଯାଉଛି ।। କେତେ ଯେ କଷ୍ଟ ରେ ଆମକୁ ସ୍ଵାଧୀନ ମିଳିଛି ସେ କଥା ବୁଝିବା ବେଳକୁ ଆଖିରୁ ଲୁହ ଆସିଯାଇଛି 😢।।। ଜୟ ହିନ୍ଦ୍
@jayantiswain1732
@jayantiswain1732 Год назад
କଣ କହିଵା ଆମର କେନ୍ଦ୍ର ସରକାର ଓଡ଼ିଶା ସରକାର ରେ ଥିବା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଵିଷୟ ରେ! ଏଭଳି ଘଟଣାର ଜୀବନ୍ତ ସାଖି ଥିବା ବ୍ୟକ୍ତିଙ୍କୁ ଚିନ୍ହିଁ ପାରିଲେ ନାହିଁ। ଜିଏ ଭୋଟ ଦେବ ତାଙ୍କୁ କେବଳ ଜାଣିବେ।
@nirmalkumarbehuria6411
@nirmalkumarbehuria6411 Год назад
ବହୁତ ସୁନ୍ଦର ଘଟଣା ଟି ଉପସ୍ଥାପନା କଲେ ଭାଇ
@sivajirajpradhan1287
@sivajirajpradhan1287 Год назад
We are the last generation having opportunity to see our respected freedom fighters and people who witness of British era
@aurobindoswain685
@aurobindoswain685 Год назад
Yes🎉
@minatinaik4821
@minatinaik4821 Год назад
Really
@ganeswarbehera8639
@ganeswarbehera8639 2 месяца назад
ସତ ରେ ଖୁବ୍ ଲୋମ ହର୍ଷଣ କଥା ମଉସା ଙ୍କୁ ଶତ ପ୍ରଣାମ
@adhira.12M
@adhira.12M Год назад
Sir ଏତିକି ଟିକେ respected ଦେବା କି ନାହିଁ ସିନିୟର୍ citizen ଲୋକଙ୍କୁ ତାଙ୍କୁ ଠିଆ କରିକି interview ନେଉଛନ୍ତି ଆଶା କରୁଛି କି ଆଗକୁ ଆଉ ଏମିତି ଭୂଲ ହେବ ନାହିଁ jai jagannath swami 🙏🙏🙏🙏
@chitaranjanchhualasingh8026
Jai hind🇮🇳🇮🇳🇮🇳🇮🇳🇮🇳🇮🇳
@rishideogarh2367
@rishideogarh2367 Год назад
ଅଭଳି news ପ୍ରସାରିତ କରି ଥିବାରୁ ଧନ୍ୟବାଦ୍ ଦୟା କରି untalent boy ଭଳି news ପ୍ରସାରିତ କରିବେ ନାହିଁ
@dkp5743
@dkp5743 Год назад
Thanks to odisha reportor for that kind of news.
@dibyaranjanmohanty888
@dibyaranjanmohanty888 Год назад
Baji rout was a very brave and true patriot person ❤❤
@ssrcreation9742
@ssrcreation9742 Месяц назад
🙏ହୃଦୟ ରୁ ନମନ୍ ସେହି ସହିଦ ମହାନ୍ ବିରପୁତ୍ର ମାନଙ୍କୁ 🙏
@manassethi9828
@manassethi9828 Год назад
You are great Mousa Mora koti pranam Jaya hind Jaya Bharat 🙏🙏🙏
@pratyusasahoo2693
@pratyusasahoo2693 Месяц назад
ସାନ ସିନା ଦାନ ତା ମହାନ୍ ❤❤❤❤❤😢କିଛି ତ deiparibani ଆଖିରୁ ଟିକେ ଲୁହ ମୋ ସ୍ଵାଧୀନତା ସଂଗ୍ରାମୀ ବାଜିଆ ପାଇଁ 😢😢😢😢😢🙏
@samirpattanaik7789
@samirpattanaik7789 Год назад
JAI HIND. PRANAM. Government SHOULD HELP TO FREEDOM FIGHTER BAJI ROUT FRIEND.
@pritiranjannath3797
@pritiranjannath3797 Год назад
ଏଇ reporter ଭାଇ ଙ୍କୁ ଚପଲ ହାରଟିଏ ପିନ୍ଧାଇବାକୁ ଇଚ୍ଛା ହଉଚି କାରଣ ଆପଣ ମାନେ ଜାଣିପାରୁଥିବେ।।
@anilkumarjena7590
@anilkumarjena7590 Год назад
ମଉଷା ଙ୍କୁ ପ୍ରଣାମ । ❤ From Anandapura, ODISHA.......
@thinkcreativity3638
@thinkcreativity3638 Год назад
ଏତେ କମ୍ ବୟସ ରେ ସେ ନିଜ ମାଟି ପାଇଁ ବଳିଦାନ ଦେଇ ଦେଲେ 🙏 କୋଟି କୋଟି ପ୍ରଣାମ ତାଙ୍କୁ
@BLOGGERAlok
@BLOGGERAlok Год назад
😰😰😰😰😰 ଢେଙ୍କାନାଳର ଗୌରବ ତଥାଉତ୍କଳ ମାଟିର ବୀର ପୁତ୍ର ବାଜି ରାଉତ ଅମର ରହେ 🙏🙏
@satyadurga1267
@satyadurga1267 Год назад
Jayhind 🇮🇳🇮🇳🇮🇳🇮🇳🙏🙏🙏
@kaminikantamohanty1787
@kaminikantamohanty1787 Год назад
Paying you my reverential pranam as you were the friend of Baji Rout, the youngest freedom fighter/martyr of India.
@SDsikhyastory
@SDsikhyastory Месяц назад
ଆଉ କିଛି ସଂଗ୍ରହ କରାଯାଉ ଏହି ଓଡ଼ିଶାର ସ୍ମୃତି କୁ
@susantabehera1027
@susantabehera1027 Год назад
We are proud to this man who was the youngest sahid in india 🙏
@mahendrajena3928
@mahendrajena3928 Месяц назад
He mahan byakti apanaknu pranam karuchi 🙏💐💐
@supermechanic9392
@supermechanic9392 Год назад
ବହୁତ ବଢିଆ ପ୍ରୟାସ 👏👏
@mks-2228
@mks-2228 Месяц назад
ସ୍ଵାଧୀନତା ସଂଗ୍ରାମୀ ଙ୍କ ସାଙ୍ଗ ଙ୍କୁ ନମସ୍କାର 🙏, ଯିଏ ନିଜ ପୂର୍ବ ପୁରୁଷ ଙ୍କୁ, ନିଜ ଇତିହାସ ପ୍ରତି ଅବହେଳା ପ୍ରଦର୍ଶନ କରିଛି ସେ ସଭ୍ୟତା ନଷ୍ଟ ହେଇ ଯାଇଛି। ଆଜି ର ପିଢ଼ି ଅନେକାଂଶରେ ପାଶ୍ଚାତ୍ୟ ସଭ୍ୟତା ର ଅନୁକରଣ, ଅନୁସରଣରେ ଯୁକ୍ତି ତର୍କ କରି ଜୀବନ ଜିଉଛି ।
@anwesana.
@anwesana. Год назад
Baji Raut Katha sunili ama akhire bhi luha asuchi. Ate chota Chua desa pain nija jiban dela. Se bada sahid ama desa jati pain. Salam
@KuniParibar
@KuniParibar 2 месяца назад
ଯଉ ପିଲାର ଅଜା କି ଜେଜେ ବାପା ହୋଇଥିବେ ଏହି ମଉସା ଜଣକ ସେ ପିଲାଟି କେତେ ଭାଗ୍ଯବାନ୍ କେତେ ଶିକ୍ଷ୍ୟା ପାଇପାରିବ 😊 ପ୍ରତ୍ୟେକ ଟି ଘରେ ଏହି ଭଳି ଅଜା କି ଜେଜେ ବାପା ଟେ ନିହାତି ଦର କାର ଆଜିକା ପିଲାଙ୍କ ପାଇଁ |
@pitabaskhuntia-nl3ms
@pitabaskhuntia-nl3ms Год назад
Satare mausha bahut mahan Old is Gold maushanku Sanmankaribakatha sia Amapaee Garba Jay Jagannath 🙏🙏🏻🙏
@pujaranidakua3769
@pujaranidakua3769 Год назад
ଏଇ ଭଳି ଖବର ପ୍ରସାରଣ କରିଥିବାରୁ ବହୁତ୍ ବହୁତ ଧନ୍ୟବାଦ ଏବଂ ସେ ମଉସାଙ୍କୁ କୋଟି କୋଟି ନମନ
@Reenabehera0
@Reenabehera0 Год назад
Jay jagannath 🙏 Jay bharat 🇮🇳🙏 Jay odisha 🇮🇳🙏❤ Odisha
@rajyabardhan1017
@rajyabardhan1017 Год назад
ମଉସା ଆପଣକୁ କୋଟି ପ୍ରଣାମ, 🙏ଆଜି ବି ସେ ବିଭିଷିକା ଆପଣକୁ କଷ୍ଟ ଦେଉଛି ଓ ଅପାଙ୍କ ସେ ଘଟଣା ଦେଖିଛନ୍ତି 🙏🌹
@SureshKumar-xg3qw
@SureshKumar-xg3qw Год назад
This reporter doesn't know how to give respect to a freedom fighter calling him BAJIA
@daitarymohanty2107
@daitarymohanty2107 Год назад
ଯେହେତୁ ସେ ମଉସା ବାଜିଆ କହୁଛନ୍ତି ତାଙ୍କ ସହ କଥା ହେବାକୁ ସୁବିଧା ହେବାକୁ ବାଜିଆ ବୋଲି କହିଛନ୍ତି ସ୍ୱାଧୀନ ରାଉତ ଜଣେ ଭଲ ରିପୋର୍ଟର 🥰🥰
@taranumparween6059
@taranumparween6059 Год назад
​@@daitarymohanty2107 Yes Bro 👍🏻👍🏻
@ratiranjanbehera2106
@ratiranjanbehera2106 Год назад
ବହୁତ ଭଲ ମଉସା ଆପଣଙ୍କୁ ଦେଖିବାକୁ ଇଛା ହଉଛି ପାଖରେ
@kedarsahu9888
@kedarsahu9888 Год назад
ପ୍ରଣାମ ପିତା ❤🙏🙏🙏
@ruchikabehera5775
@ruchikabehera5775 Год назад
Pranam mausa. Ur tone of talking,mode of talking speak d truth . U should be given freedom fighter pension. Hope u getting,if not move proposal to collector and DM Dhenkanal. U are deserving that.❤🎉
@nishikantakumar7153
@nishikantakumar7153 День назад
ସୁନ୍ଦର ❤🙏
@kamalabehera7051
@kamalabehera7051 Год назад
Salute to great soul❤
@satyabratmahapatra4620
@satyabratmahapatra4620 4 минуты назад
Love n respect @mausa n baji rout
@ommgyana
@ommgyana Год назад
Mausanku baseiki pacharile huantani...
@anwesana.
@anwesana. Год назад
Yes
@LalmohanDora-xe1wc
@LalmohanDora-xe1wc Год назад
ମଉସା ଏତେ ଗୁଡ଼େ ଆମ୍ବ ଗଛ ମଧ୍ୟ ଲଗେଇ ଛନ୍ତି ସବୁ ଗଛ ଆଜି କେତେ ସୁନ୍ଦର ବଢି ଫୁଳ ଫଳ ଦେଉଛନ୍ତି
@basantakumar8943
@basantakumar8943 Год назад
Jay hind ❤
@KuniParibar
@KuniParibar 2 месяца назад
ମଉସାଙ୍କୁ ସର୍ବ ପ୍ରଥମେ ମୋର କୋଟି କୋଟି ପ୍ରଣାମ 🙏କାହାଣୀ ଟି ଅତି କଷ୍ଟ ଦାୟକ ସାରା ଓଡ଼ିଶା ଜାଣିଛିି ତଥାପି ସେ ଯୁଗର ମଉସା ଅଛନ୍ତି ବହୁତ ଖୁସି ଲାଗୁଛି ମଉସାଙ୍କ ପାକୁଆ ପାଟିରୁ ଅତି ସୁନ୍ଦର କଥା ଶୁଣିବାକୁ ମିଳିଲା ସେଥିପାଇଁ ବହୁତ୍ ବହୁତ୍ ଧନ୍ୟ ବାଦ ମଉସା 🙏ସେହି ଭିତରେ ଆପଣଙ୍କର ଗୋଟିଏ କଥା ମନକୁ ଛୁଇଁଲା ବହୁତ ଟିକେ ହସି ଦେଇ କହିଲେ ହଁ ମା ସାଙ୍ଗରେ ପଳେଇଲି ଅତି ସୁନ୍ଦର ଲାଗିଲା ବହୁତ ବହୁତ ଅନ୍ୟବାଦ ମଉସା 🙏❤❤🙏
@dhirenmohapatra4584
@dhirenmohapatra4584 Год назад
ବାଜି ରାଉତ ଅମର ରହେ
@purnachandrasahoo2847
@purnachandrasahoo2847 11 месяцев назад
ଧନ୍ୟବାଦ୍ ଶୁଭକାମନା ଆପଣଙ୍କୁ
@Rakesh48486
@Rakesh48486 Год назад
You are lucky dadu Salute to Baji Rout🙏🇮🇳🙏
@manasmanas509
@manasmanas509 Год назад
Mausa nk Katha suni mo akhire bi luha 😢😢asijauchi Jay hind
@abhishekjena1798
@abhishekjena1798 Год назад
Thik katha bhai
@NajrulIslam-mz5fw
@NajrulIslam-mz5fw Год назад
Congratulations ❤
@technicalsupport6875
@technicalsupport6875 Месяц назад
Mousa pronam🙏🙏🙏 Love & respect❤
@jatinkumarnayak123
@jatinkumarnayak123 Год назад
Baji rout amar rahe..
@panchapradhan7069
@panchapradhan7069 8 дней назад
କି ସମ୍ମାନ କିରେ ମିଡିଆ ବାଲାରା ଧନ୍ଯ ରେ
@priyanshibehera1277
@priyanshibehera1277 Год назад
Jay Jagannath⭕❗⭕🙏
@arunakumarbehera
@arunakumarbehera Год назад
Good presentation of our past. Have a salute to our martyrs.
@sushantkumarsahoo4014
@sushantkumarsahoo4014 Год назад
Amane Kete Sarala manisha😢
@santoshpadhy5574
@santoshpadhy5574 Год назад
Jaya jagannatha
@rajeshmallick7570
@rajeshmallick7570 Год назад
Jay jabana jay jaganatha
@ManamohanSethi-q4q
@ManamohanSethi-q4q 22 дня назад
Thank you bajia and other
@rajubehera4249
@rajubehera4249 Год назад
Kehela aja jindabad my village man old is gold ❤
@sharadamohanty5629
@sharadamohanty5629 3 дня назад
Pranam 🙏💐🙏💐🙏💐
@pramodkumarrout7641
@pramodkumarrout7641 Год назад
Thanks. Very good interview. You explore such type of untold events for Odia people and publish in your Channel.
@SlfSmu
@SlfSmu Месяц назад
@sujataexpress9778
@sujataexpress9778 Год назад
Jay hind
Далее
Veer Surendra Sai Story !! Surendra Sai Sambalpur Story
18:34
The Most Elite Chefs Ever!
00:35
Просмотров 6 млн
iPhone 16 для НИЩЕБРОДОВ!
00:51
Просмотров 313 тыс.
▼ЮТУБ ВСЁ, Я НА ЗАВОД 🚧⛔
30:49
Просмотров 519 тыс.
Sri Jagannath and Kalapahad
7:08
Просмотров 817 тыс.
The Most Elite Chefs Ever!
00:35
Просмотров 6 млн