Тёмный

Gaon Majhire Chandini - Romantic Odia Song | Sidharth Music 

World Music Odia
Подписаться 1,1 млн
Просмотров 18 млн
50% 1

Song : Gaon Majhire Chandini
Album : Chandini
Album No :
Singer: Md.Aziz
Lyrics : Swarup Nayak
Music : Saroj Nanda
Music Label : World Music
Music Released by: Sidharth Music
--------------------------------------------
♪ Full Song Available on ♪
JioSaavn :
Wynk :
Gaana :
Apple Music :
Amazon Music :
Spotify : open.spotify.c...
Resso :
Also available on ITunes
--------------------------------------------------
Set Caller Tune ; Operator Codes:
Airtel Users Dial
Airtel Users also get it free from Wynk App
Vodafone Users Dial
BSNL (East/ South) Users sms BT To 56700
Idea Users Dial
Jio Users get it free from JioSaavn App
----------------------------------------------------------
Watch & Subscribe to our other RU-vid Channels:
👉 Sidharth TV: / sidharthtv
👉 Sidharth Music: / sidharthmusic
👉 Sidharth Bhakti: / sidharthbhakti
👉 Namita Agrawal : / namitaagrawal
---------------------------------------------------------------------------------------
Enjoy & stay connected with us!
👉 Like us on Facebook : / sidharthmusicodia
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
----------------------------------------------------------------------------------------------
#WorldMusicOdia #SidharthTV #SidharthMusic
Enjoy and stay connected with us!!
To watch all time Super Hit Album songs & Bhajans of popular music company of Odisha "World Music" please subscribe this channel & also to get updates regarding new videos please press the Bell 🔔 Button.
#WorldMusicOdia #SidharthTV #SidharthMusic

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 3,1 тыс.   
@sipunbehera9703
@sipunbehera9703 2 года назад
ଆହାଃ କି ସୁନ୍ଦର ଗୀତ, ପୁରୁଣା ଗୀତ ହେଲେ ମଧ୍ୟ ଆଜି ବି ମଧ୍ୟ 4 1/2କୋଟି ଜନତାଙ୍କ ଭିତରୁ ନିଶ୍ଚୟ ଏ ଗୀତ 2କୋଟି ଲୋକ ଶୁଣୁଥିବେ ବୋଲି ମୋର ଧାରଣା.....
@sushantamahakud706
@sushantamahakud706 2 месяца назад
Thik bhai
@chintubehera7256
@chintubehera7256 2 месяца назад
Mu sunuchi
@sisirpatro5892
@sisirpatro5892 Год назад
ପିଲା ଦିନେ ଏ ଗୀତ ବାଜିବା ମାତ୍ରେ ନିଜକୁ hero ପରି ଲାଗୁଥିଲା 😍
@chinmayamohanty7973
@chinmayamohanty7973 Год назад
100 percents sata katha .Gita sunila pare Mane Mane hasa lage.really miss those days
@manasmanasranjanpanigrahi28
Datare Bhai
@prashantameher7669
@prashantameher7669 Год назад
ସତ କହୁଛ ଭାଇ
@subratbarik5845
@subratbarik5845 Год назад
😃
@tanuj549
@tanuj549 Год назад
ମନ ର କଥା ଟା, କହିଦେଲ😊😊
@crazyysanta
@crazyysanta 7 месяцев назад
2024 ରେ କିଏ କିଏ ଏ ଗୀତ ଶୁଣୁଚ
@abhinashsamal1532
@abhinashsamal1532 6 месяцев назад
Mu bhai
@RameshNayak09
@RameshNayak09 6 месяцев назад
ହଁ ଭାଇ
@sunilkumarsukla6493
@sunilkumarsukla6493 6 месяцев назад
Mun re bhai.daily sunuchi kana hela sithu,kana karibu mora.
@crazyysanta
@crazyysanta 6 месяцев назад
@@sunilkumarsukla6493 କିଛି ନାହିଁ ଭାଇ । ଏତେ ବଢ଼ିଆ song ଶୁଣି ବି ନାଗୁଚ କାହିଁକି ଯେ । ଟିକେ ଖୁସି ହେଉନା ☺️
@tutun7320
@tutun7320 6 месяцев назад
HM
@bimaljena3116
@bimaljena3116 2 года назад
ଆଉଥିରେ ଯିବାକୁ ଚାହେଁ ମୋ ପିଲା ଦିନ କୁ ହେ ପ୍ରଭୁ ଡକ ଶୁଣ 🙏🏼😭😭😭😭😭😭
@SudhirkumarNayak-nz6pr
@SudhirkumarNayak-nz6pr Месяц назад
କେଡେ ସୁନ୍ଦର ମୋ ଓଡ଼ିଆ ଭାଷା 🙏🙏🙏🥰🥰🥰,,
@rakeshkumarmallick4152
@rakeshkumarmallick4152 2 года назад
ସତରେ ପୁରୁଣା ଗୀତରେ ଯୋଉ ଭଳି ଶଦ୍ଦ ବ୍ୟବହାର ହଉଥିଲା , ଅତି ସୁନ୍ଦର୍. ଆଜି କା date ରେ ତା ନାହି . Always Gold is Gold..❤️❤️ ଆମେ ଯେତେ ଚାହିଁଲେ ବି, ସେ ପୁରୁଣା ଦିନ ଫେରି ଆସିବ ନାହିଁ, କି ଆମର ସେ ପିଲା ଦିନ ମନ୍ ଗୁଡ଼ିକ, ସତରେ ସମୟ ବଡ଼ ବଳବାନ..😔😔😔
@kumarbapi3173
@kumarbapi3173 2 года назад
Satare bhai 😭😭
@baghadon4512
@baghadon4512 2 года назад
@@kumarbapi3173 mm km mm mm k mm MLM my mm mm km mm km ok my mm m mm mm km m my mm mm mm mm mm mm km mk km mm mm m of km m mm m mm mm m Mo m mm mm mm mm mm m mm k mk mm mm km mmkm mm mm km m mm mm ok mm mm immediately m mm MLM mm mm mmkm mm mmkmmm mm m mm m mm mmkmmm mm mmmmmkmmmmmmmmm mb M xx. . NM. M of. M
@baghadon4512
@baghadon4512 2 года назад
@@kumarbapi3173 Nm Mm mm m mm mm M mmm Mo m mm mm Hi mm mm.m
@ID4027-my2jp
@ID4027-my2jp Год назад
🥺🥺🥺🥺🥺🥺🥺🥺🥺🥺🥺🥺🥺🥺🌃
@rabindranaik41
@rabindranaik41 Год назад
Old is gold bro
@biranchiprashadmahapatra2890
@biranchiprashadmahapatra2890 4 года назад
ପିଲାଦିନ ର ସୁନ୍ଦର ଗୀତ କିୟେ ସବୁ 2024 ରେ ଦେଖୁଛ ଛୋଟ like ଟେ କର❤️👍
@avinashjena6646
@avinashjena6646 4 года назад
Super
@Zoyas.World2015_
@Zoyas.World2015_ 4 года назад
Mu
@nityakumarnayak4160
@nityakumarnayak4160 4 года назад
Mu
@p.r.screativiti9474
@p.r.screativiti9474 4 года назад
Iam
@ghanasyammallik6922
@ghanasyammallik6922 4 года назад
Hamid k.u Malik.
@manmathkumarbehera4153
@manmathkumarbehera4153 2 года назад
2022 re kie e song sunucha like kara . Childhood memories ru gote e song..
@prajnasahoo271
@prajnasahoo271 2 года назад
Na karibuni like😂
@smileworld2521
@smileworld2521 2 года назад
Mu sunuchi 😄 gaon majhi re Chandini Chandini majhi re kuan 😄🤪😄
@appkadostakshay5067
@appkadostakshay5067 2 года назад
@@prajnasahoo271 jiioo
@Dilsegodlikegxdl
@Dilsegodlikegxdl 2 года назад
Miss this song
@theaddictive7655
@theaddictive7655 2 года назад
Bhai mu 10 yr purburu sunuthili...au aji v sunuchhi those Days are nostalgic yar 🥺❤️
@GaneshPrasadPanda
@GaneshPrasadPanda 2 года назад
DD national ଚନ୍ନେଲ ରେ ଦେଖିବା ଯୋଉ ମଜା ଥିଲା 3.15 ରେ ଝଙ୍କାର ରେ ପୁଣି
@redbutton4379
@redbutton4379 2 месяца назад
ରବିବାର ରଙ୍ଗୋଲି
@pratapsahu8477
@pratapsahu8477 Месяц назад
Right bhai❤❤
@anilbehera570
@anilbehera570 29 дней назад
Sata kahila
@Shersingh-nf2qv
@Shersingh-nf2qv 4 года назад
ପୁରୁଣା ଦିନର ସ୍ମୃତି 😍😍... ହୃଦୟ କୁ ସ୍ପର୍ଶ କଲା ଭଲି ଗୀତ 😘😘😘😘
@ranjansundaray649
@ranjansundaray649 2 года назад
ସ୍କୁଲ୍ ଜୀବନର ସେ ଅଭୁଲା ଦିନ ସବୁ ଏବେବି ତାଜା ହେଇ ରହିଛି। ଏ ଭଳି ଗୀତ ଭିତରେ। ଜୟ ଜଗନ୍ନାଥ
@rakeshpadhan8904
@rakeshpadhan8904 2 года назад
କେଜାଣେ କାହିଁକି ଏ ଗିତ ସବୁ ପୁରୁଣା ସୃତି ଓ ବସ୍ତବତା ସହିତ ମିସିଯାଏ ସେଥି ପାଇ ଏ ଗିତ ସବୁ ଆଜି ମଧ୍ଯ ଶୁଣିବାକୁ ମନେହୁଏ ପୁରୁଣା ସୃତି ସବୁ ମନେ ପକାଇ ଦିଏ,,କାହିଁ ସେ ସମୟ ,,,ସତରେ କି ସେ ସମୟ ଫେରି ଆସନ୍ତା
@mamina_253
@mamina_253 Год назад
😊😊
@rakeshpadhan8904
@rakeshpadhan8904 Год назад
​@@mamina_253 😊😊
@Rameshkumar-od6tf
@Rameshkumar-od6tf Год назад
​@@mamina_253🎉😂😮😮,
@bharatrao9188
@bharatrao9188 Год назад
Bhai se samaya ta gote alga au bahut shanti dayak thila but Abi ka au samaya jemti peleigala bhalia 😣
@payelradhapayelradha4277
@payelradhapayelradha4277 Год назад
Same filings
@gopidas2189
@gopidas2189 4 года назад
Lockdown ରେ କିଛି ପୁରୁଣା ସ୍ମୃତି.. 😁😁
@mahapatarabapi5329
@mahapatarabapi5329 4 года назад
Hn
@gopidas2189
@gopidas2189 4 года назад
@@mahapatarabapi5329 👍👍
@ravidas5145
@ravidas5145 4 года назад
Sate kahila bhai
@ranjan9588
@ranjan9588 4 года назад
So nice
@omsai5937
@omsai5937 4 года назад
Hnn wa
@rganeshreddy22
@rganeshreddy22 4 года назад
ପିଲା ଦିନର ସେଇ ପୁରୁଣା ଗୀତ ଆଜି ମଧ୍ୟ ସ୍ମୃତି ହେଇ ରହିଛି । ପୁରୁଣା ଗୀତ ସବୁ ଆଜି ମଧ୍ୟ ଶୁଣିବାକୁ ବହୁତ୍ ଭଲ ଲାଗେ ଆଉ ସେଇ ପିଲା ଦିନ କଥା ମନେପଡେ । 2020 କିଏ କିଏ ଶୁଣୁଚ ଚୋଟିଆ Like please
@karanbadi1664
@karanbadi1664 2 года назад
I am
@subratbarik1542
@subratbarik1542 2 года назад
1998 re
@lipurout8165
@lipurout8165 2 года назад
Q
@PapuKumar-qm4pr
@PapuKumar-qm4pr 2 года назад
❤️🌺
@gpltoka8142
@gpltoka8142 2 года назад
Hooo. Bhai. Bhahuta. Mone. Pode
@swadeshbehera8121
@swadeshbehera8121 Год назад
ଏ ଗୀତ ଶୁଣିଲେ ପିଲାଦିନର ସ୍ମୃତି ଜୀବନ୍ତ ହୋଇଉଠେ। କଣ ଥିଲା ସେ ଦିନ ସବୁ!! ❤️
@biswajitstudypoint4224
@biswajitstudypoint4224 Год назад
Sanga cl tk karuna
@laxmipriyatudu9824
@laxmipriyatudu9824 Год назад
Ebe b mu ei Geeta sabu sune au mo akhiru luha asi jae
@binayaraut1241
@binayaraut1241 Год назад
Lovely sonng
@Rajesh-mh7cc
@Rajesh-mh7cc Год назад
@@laxmipriyatudu9824 କଣ ପାଇଁ ଆପଣ ଗୀତ ଶୁଣି କାନ୍ଦୁଛନ୍ତି
@Rajesh-mh7cc
@Rajesh-mh7cc Год назад
@@laxmipriyatudu9824 ଆଜି କାଲି ଦୁନିଆରେ ପ୍ରେମ କଲେ ଧୋକା ଖାଇବ
@Riteahdutta5567
@Riteahdutta5567 Год назад
ମୁଁ 2003 ର ଛୁଆ ତଥାପି ଏ ଗୀତ କୁ ମୁଁ ବାରମ୍ବାର ଶୁଣେ 💗💗
@_U_N_K_N_O_W_N216
@_U_N_K_N_O_W_N216 Год назад
Bhai mu 1998 ra au eve bi mu sunuchi❤
@ratnakarsahoo7178
@ratnakarsahoo7178 Год назад
Micha katha kahucha bhai
@bablypriya6088
@bablypriya6088 Год назад
Mu v ❤
@skailashpatra1998
@skailashpatra1998 Год назад
Really ❤
@jasmanthabaral6637
@jasmanthabaral6637 Год назад
1901 ro video dhkiche
@sibaprasadbeherasiba
@sibaprasadbeherasiba 4 года назад
ଅଭୁଲା ସେ ଅତୀତର ପିଲାଦିନ😭😭😭 ଯାହା କେବେ ଭୂଲି ହେବନାହିଁ😢😢😢
@pabitrabehera2692
@pabitrabehera2692 4 года назад
Kuade Gala Se Dina
@ranjanpatra5342
@ranjanpatra5342 4 года назад
Aau kebe asibani re se dina
@sibaprasadbeherasiba
@sibaprasadbeherasiba 4 года назад
@@ranjanpatra5342 😭😭😭😭
@narayannayak8803
@narayannayak8803 3 года назад
Nice
@sunilsau3066
@sunilsau3066 3 года назад
🙄🙄🙄🙄
@jagannathmohanty6133
@jagannathmohanty6133 2 года назад
କଣେଇ କଣେଇ 🥰ମତେ ସେ ଅନେଇ😍 କହିଲା ଛେପ ଢ଼ୋକି,ଧରିଲା ଯଦି ହାତକୁ ମୋର ଦେବନାହିଁ ମତେ ଠକି..... This lines ❣️😘😍😍
@tunasahoo2524
@tunasahoo2524 Год назад
Mo mana au tama mana katha sem 2 sem love you bro
@beingodia1227
@beingodia1227 3 года назад
ପିଲା ଦିନ ସ୍ମୃତି ଟା ପୁଣି ତାଜା ହେଇଗଲା ରେ..... ଏମିତି ମୋ ସହ ଘଟିଥିଲା ମାଉସୀ ଘର ଗାଁ ରେ ତେଣୁ ଏ ଗୀତ ଟି ମୋର ବହୁତ ପ୍ରିୟ ଥିଲା ସେଟବେଳେ ସେତେବେଳେ ❤️
@RomeoSoy-rh9rc
@RomeoSoy-rh9rc 7 месяцев назад
ମୁଁ ଏହି ଗୀତକୁ 10 ଥର ଶୁଣି ସାରିଛି, ହେଲେ ବି ମୁଁ ମନ ମାନୁନି,,, ❤❤❤❤❤❤❤
@rameshnayak4936
@rameshnayak4936 2 года назад
୧୯୯୭ ର ସୁପର ହିଟ୍ ଗିତ 💘💘💘👌👌👌👌🙏🏾
@abhimanyuofficial9056
@abhimanyuofficial9056 Год назад
Mo janma barsara gita
@Mr.g-host
@Mr.g-host 4 года назад
ସତରେ କେତେ ସୁନ୍ଦର ଆଉ ବାସ୍ତବ ଏ ପୁରୁଣା ଗୀତ ସବୁ, ସେଥିପାଇଁ ଏଗୁଡିକ ଆଜି ଯାଏ ଆମ ଭିତରେ ବଂଚି ରହିଛି। ହାଏ , ସେ ପିଲା ଦିନ ଫେରି ଆସନ୍ତା କି!
@sanjunaik1130
@sanjunaik1130 4 года назад
Haiii
@sovanasovana3012
@sovanasovana3012 4 года назад
Right
@deepaksahoo352
@deepaksahoo352 4 года назад
@@sovanasovana3012 QQ WE
@tapasmalik318
@tapasmalik318 4 года назад
Please whfofj
@narendraraul8144
@narendraraul8144 3 года назад
Raof
@pralayaofficial1060
@pralayaofficial1060 4 года назад
କାସ ଏଇ ସମୟ ଫେରି ଆସନ୍ତା । ପିଲା ଦିନର କଥା ବହୁତ ମନେ ପଡୁଛି
@rasmitapatra1719
@rasmitapatra1719 4 года назад
Right 😭😭😭😭
@tapasmalik318
@tapasmalik318 4 года назад
Tfoffmw
@rakeshbehera6779
@rakeshbehera6779 3 года назад
Hmm.. Re vai gotie TV re samaste dekhuthila
@j.jcreation2522
@j.jcreation2522 3 года назад
same feeling bhai
@riteshmishra9442
@riteshmishra9442 3 года назад
Kashhhhh😥
@ardhendukhilar2641
@ardhendukhilar2641 9 месяцев назад
ଏ ଗୀତ ଶୁଣିଲେ ସେତେବେଳର ନୂଆ ନୂଆ ପ୍ରଥମ ପ୍ରେମ କଥା ମନେ ପଡିଯାଏ, ସେତେବେଳର ସେଇ କୌତୁହଳ ଆଉ ଉତ୍କଣ୍ଠା ❤
@r.ngoutamdebadutta2142
@r.ngoutamdebadutta2142 8 месяцев назад
ତୁମ କୌତୁହଳ କଥା ଘରେ ଘରେ ପରିଚିତ
@ardhendukhilar2641
@ardhendukhilar2641 8 месяцев назад
@@r.ngoutamdebadutta2142 ହଁ ପରା, ମୁଁ ତ ନଥିଲେ କିଛି ହବନି ଆଉ
@AkashKumar-in7iz
@AkashKumar-in7iz 5 месяцев назад
Right
@kartikdas2021
@kartikdas2021 2 месяца назад
Right ✅️
@satyaprakashofficial...2786
@satyaprakashofficial...2786 2 года назад
Nice song..👌👌😍😍........melodies singer🎤🎤 mohammad aziz 😭😭😭😭 ସେ ଏଵେ ଏହି ଦୁନିଆରେ ନାହାନ୍ତି ଼଼଼଼
@bijayasahoo6313
@bijayasahoo6313 2 года назад
ସତରେ ଯଦି କେଉଁ ସୁନ୍ଦରୀ ତରୁଣୀ କୂଅରୁ ପାଣି କାଡୁଥାଏ, ତାର ସୁନ୍ଦରତା ଦୁଇଗୁଣ ହୋଇଯାଏ
@dipuranjan8060
@dipuranjan8060 4 года назад
ଅତି ସୁନ୍ଦର ଗୀତ ହୃଦୟକୁ ଛୁଇଁଲା ଭଳି👌👌👌👌👌👌👌👌👌👌👌
@LOKANATAK
@LOKANATAK Месяц назад
କେଉଁ ଗାଁରେ ଗୀତ ଟି shoot ହୋଇଥିଲା, ବହୁତ ସୁନ୍ଦର ଗାଁ ଟି ସତେ ଯେମିତି ଏହି ଗୀତ ଟି ପାଇଁ ଗାଁ ଟି ଆଦିତ୍ୱିୟ
@NOOBGAMING-rt5eu
@NOOBGAMING-rt5eu Год назад
କଥା କହୁଥିଲେ ସରିବନି କିଏ ଦେଖି ଛି❤
@deepakbhadra8245
@deepakbhadra8245 2 месяца назад
ଭାଇ ମୁଁ ଦେଖିଛି
@user-ee8by3oh9l
@user-ee8by3oh9l 2 месяца назад
Mu dekhichi
@NOOBGAMING-rt5eu
@NOOBGAMING-rt5eu 9 дней назад
​❤@@deepakbhadra8245
@NOOBGAMING-rt5eu
@NOOBGAMING-rt5eu 9 дней назад
​@❤user-ee8by3oh9l
@SanjayKumar-ul3vk
@SanjayKumar-ul3vk 4 года назад
2020 ଭି ଜଉ ଭାଇ ମାନେ ଏ ଗିତ ସୁଣୁଛ like କରିବେ ବହୁତ ଖୁସି ହେବି
@RakeshKumar-xc7cg
@RakeshKumar-xc7cg 3 года назад
Ok
@animaodiavlogger3373
@animaodiavlogger3373 3 года назад
Haa. Ok
@deepakkumarbehera9422
@deepakkumarbehera9422 3 года назад
Khusi ta
@pharmaaim1960
@pharmaaim1960 3 года назад
Mu bhai 2021 ree sunuchi...mu kn like karibii
@rikashsingh4726
@rikashsingh4726 2 года назад
2022
@DivyaRanjanVlogs
@DivyaRanjanVlogs 11 месяцев назад
ସମୟ କୁ କେବେ ରୋକି ହୁଏନି... ହେଲେ ଏମିତି ସଂଗୀତ ଦ୍ୱାରା କିଛି ମାତ୍ରାରେ ଆମ ର ମୂଲ୍ୟବନ୍ଧୁ ସମୟ କୁ ଆମେ ପୁଣି ଫେରିପାଆନ୍ତି 😍
@ranjanbiswal7466
@ranjanbiswal7466 4 месяца назад
@baba__rider5146
@baba__rider5146 Месяц назад
ଆଜି ବି ମନେ ପଡେ ପିଲା ଦିନର ଗୀତ
@mr.rakesh2095
@mr.rakesh2095 2 года назад
ଏହି ଭଳି କିଛି ଗୀତ ଜୀବନର ପୁରୁଣା ସ୍ମୁତି କୁ ମନେ ପକେଇଦିଏ really old is always gold❤️🥰😍
@dillipsamal
@dillipsamal 3 года назад
ସେ କି ଦିନ ଥିଲା....👌 କେତେ ସୁନ୍ଦର ଦିନ ଥିଲା😓😓😓
@teetanpatra8411
@teetanpatra8411 2 месяца назад
ଏ ଗୀତ ଶୁଣିଲେ ମନ ଖୁସି ହେଉଯାଉଥାଏ ସେ ସମୟରେ ମନେ ମନେ ହିରୋ ଭଳି ଲାଗେ
@RAlok687
@RAlok687 6 месяцев назад
ଆଜି ଆଉ ଶେ କୁଅନାହିଁ ସେଙ୍ଗା ନାହିଁ ସେଦିନ ନାହିଁ ମୋ ପିଲାଦିନ ଗିତ ବହୁତ ଭଲ
@sdfilmysports4683
@sdfilmysports4683 Месяц назад
ଏହି ଗୀତକୁ କିଏ ଆଜି ଦେଖୁଛ comment କର
@milansoren6361
@milansoren6361 8 дней назад
Mu dekhuchi aau sunuchi...video song😊
@sarojbehera2137
@sarojbehera2137 4 месяца назад
ମହମ୍ମଦ ଅଜିଜ ଙ୍କର ଭଏସ ବହୁତ ସୁନ୍ଦର ❤❤❤❤❤❤
@hariharpalata6759
@hariharpalata6759 4 года назад
ବହୁତ ସୁନ୍ଦର ଏହି ଗୀତ ସତରେ ଏ ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡ଼େ ବହୁତ miss କରୁଛି ପିଲା ଦିନ ସୃତି
@Niakhuntai3595
@Niakhuntai3595 4 года назад
ଜୀବନରେ ଉଙ୍କି ମାରୁଥିବା ମନର ମାନସୀ ଓ ମନର ନାୟିକାକୁ ପାଇବାର ଏକ ସୁନ୍ଦର ସଂଗୀତ ମନର ଏ ଗୀତ, ହେ....
@MrT7461
@MrT7461 Год назад
ମନ କଥା କହିଦେଲ ଭାଇ
@shantanusahu8853
@shantanusahu8853 Год назад
Very good Explain Bro
@Mangalbadatya
@Mangalbadatya 3 месяца назад
ମୁଁ ଏ ଗୀତ ଶୁଣିବା ମାତ୍ରେ ମନରେ ଲଭ୍ ଫିଲ୍ସ ହୋଇ ଯାଉଛି 😢😢
@ashokbag3012
@ashokbag3012 5 лет назад
Old is gold... very nice.. remembered our childhood... ..
@binodsutar1313
@binodsutar1313 5 лет назад
Nice song
@niranvishal4970
@niranvishal4970 4 года назад
Thanks
@prasantakusahoo2333
@prasantakusahoo2333 Год назад
​@@niranvishal4970 a
@somu_fair_carrom
@somu_fair_carrom 11 месяцев назад
2024 aasuchi.... ebe v kie kie yeh song sunuchanti.. mora odia bhai. Bhouni
@sultanakhaan6990
@sultanakhaan6990 6 месяцев назад
mu bangal se hu mu khuv valpaychu odissa ro gito
@somu_fair_carrom
@somu_fair_carrom 6 месяцев назад
@@sultanakhaan6990 good broo
@MadhuMadhu-eh1on
@MadhuMadhu-eh1on Год назад
Old is gold ❤❤❤ bahut sunder video au cute song emiti song sunile mind fresh haijauchi ❤❤❤❤❤
@sanjibmajhiyadav9746
@sanjibmajhiyadav9746 2 года назад
ସେ ପିଲା ଦିନ ଗୀତ ଜୀବନରେ ସ୍ମୃତି ହୋଇ ରହିଯିବ। ❤️❤️
@GFA341
@GFA341 10 месяцев назад
ସୂରୁପ ନାୟକଙ୍କ ଗୀତ ଭଲ ପାଉଥିଲେ ଗୋଟେ ଲାଇକ ହେଇଯାଉ । ସୂରୁପ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 😭 । ତାଙ୍କ ଆତ୍ମାର ସତ୍ଗତି କାମନା କରୁଛି 🙏 ॐ ଶାନ୍ତି 🙏🙏
@balarambarik6416
@balarambarik6416 4 месяца назад
Actor and actress name??
@user-bj9iv9fv9f
@user-bj9iv9fv9f 2 месяца назад
ଅଭୁଲା ସେ ଦିନ ଅଭୁଲା ସେ ସୃତି ଆଜିବି ମନେପଡିଯା ଏ ଏହି ଗୀତ ଶୁଣିଲେ
@debasishsasmal4517
@debasishsasmal4517 3 года назад
Golden time of odia album.....you can't compare it in present time...
@ppsbppresent2839
@ppsbppresent2839 5 лет назад
2019 କେଉଁ କେଉଁ ଭାଇ ମାନେ ଏ ଗୀତ ଶୁଣୁଛ ଲାଇକ କର ନିଶ୍ଚୟ
@gourabhoi4153
@gourabhoi4153 4 года назад
Nice.kuade gale a smart boy .chandan
@jitendrakisan946
@jitendrakisan946 4 года назад
JOSHI KISOR ENJOYING
@madanmohanojha6301
@madanmohanojha6301 4 года назад
I love you song
@sumiteats9119
@sumiteats9119 4 года назад
Like kale jan 2 tankia chaula 2kg miliba?😁😁😁
@pradeeptapatra8136
@pradeeptapatra8136 4 года назад
Mu
@pravatkumarparida7092
@pravatkumarparida7092 2 года назад
ସତରେ କେତେ ସୁନ୍ଦର ଥିଲା ଏ ସବୁ ହୃଦୟସ୍ପର୍ଶୀ ଗୀତ ର ଅଭିନୟ ଆଉ ସଙ୍ଗୀତ
@NandiniNandini-r7p
@NandiniNandini-r7p Месяц назад
❤❤❤❤❤❤❤
@mudulisagarika4525
@mudulisagarika4525 4 года назад
2020 re kiye kiye sunucha like Kara😘😘😍😍
@krishnadakua638
@krishnadakua638 4 года назад
2020 mu sunichi
@prafullakumar6703
@prafullakumar6703 4 года назад
Mee too
@mamalisahu8147
@mamalisahu8147 4 года назад
Mu
@sankarpradhan9923
@sankarpradhan9923 4 года назад
I love this song
@rthvhjh
@rthvhjh 4 года назад
Nyc song
@dillipkumarbehura4008
@dillipkumarbehura4008 8 месяцев назад
ସୁନ୍ଦର ଗୀତ ever green ସବୁ ବେଳେ ନୂଆ ନୂଆ ଲାଗେ
@manaskumarsahoo6315
@manaskumarsahoo6315 3 месяца назад
Without autotune, today's generation can never feel the original soulful voice of singers...
@surendrapadhi8178
@surendrapadhi8178 4 года назад
Bahhut sundar geeta ..Amazing voice sir ..RIP..M Aziz.
@dipakrout1205
@dipakrout1205 5 лет назад
This song famous for MD Aziz sir voice.... Hatssoff mr Aziz sir such A beautiful voice for All Odia song's.. remaining my childhood memories
@trptoneaboveall7627
@trptoneaboveall7627 5 лет назад
RIP MOHAMMED AZIZ 😔😔😔😔😔
@rashmiranjanpradhan4522
@rashmiranjanpradhan4522 4 года назад
Super song my childhood song
@ajayajena319
@ajayajena319 23 дня назад
ଗୀତ ଯେମିତି ନାଚ ବି ସେମିତି ❤
@bijayasahoo6313
@bijayasahoo6313 2 года назад
ଏବେବି ଗୀତଟି ତାର ମାଦକତାପୂର୍ଣ୍ଣ ରସରେ ସମସ୍ତଙ୍କୁ ମତୁଆଲା କରିପକଉଛି।
@rajeshkumarlenka4937
@rajeshkumarlenka4937 Год назад
ଅତୀତ ର ବାସ୍ତବତା ... Golden Song😢
@AmritaJeevanJyoti
@AmritaJeevanJyoti 10 месяцев назад
ଅତୀତ ଏମିତି ଏକ ସ୍ମୃତି ଫୁଲ ଟିଏ ଯେତେ ବାସି ହୁଏ ସେତେ ବାସୁଥାଏ✍️ ଜୟ ଜଗନ୍ନାଥ ସ୍ୱାମୀ🙌
@D2ev786
@D2ev786 4 года назад
What a beautiful voice Mohammad Aziz sir, Your contribution to Odiya film industry will be remembered for ages. My very favourite singer. RIP sir.
@Rashmiranjan999
@Rashmiranjan999 4 года назад
I am the biggest fan of MD Aziz on Earth
@mtarkes
@mtarkes 4 года назад
One and only kind.
@akshayakumarsahoo1002
@akshayakumarsahoo1002 3 года назад
Pop🥐🥐🥐
@narayanpradhan8521
@narayanpradhan8521 2 года назад
@@Rashmiranjan999 😀🙏
@ajayabehera7527
@ajayabehera7527 2 года назад
❤️
@a4dharuaclicks920
@a4dharuaclicks920 5 лет назад
Yaar kana moments thila se tym re... Golden Era Miss u my childhood tym miss a lots
@SreekanthDas-px4or
@SreekanthDas-px4or 4 года назад
Very nice song really heart touching
@rajeshmohanty3436
@rajeshmohanty3436 Год назад
କାସ.... ପୁଣି ମୋ ପିଲା ଦିନ ଫେରି ଆସନ୍ତା କି ? ଏ ସବୁ ଗୀତ ସେତେବେଳେ ମୋତେ ବହୁତ୍ ଭଲ ଲାଗେ ଆଉ ଏବେ ବି।
@chandannaik728
@chandannaik728 9 месяцев назад
ଭାଈ ଏ ଗୀତ ବହୁତ ପୁରୁଣା ହେଲେ ବି ଆମ ମନରେ ଅଛି ❤️❤️❤️❤️❤️❤️
@SHARMA-9X
@SHARMA-9X Год назад
ଓଡ଼ିଆ ଭାଇ ଭଉଣୀ like କର
@ranjankumarsahoo7000
@ranjankumarsahoo7000 2 года назад
ଏହି ଗୀତ ଶୁଣି ରେ ମୋ ପିଲା ଦିନ କଥା ମନେ ପଡେ
@Bhitirikhabar5927
@Bhitirikhabar5927 Год назад
2023 ରେ କଉମନେ ଏ ଗୀତ ଶୁଣୁଚ ଲାଇକ କର👍👍👍
@Jetendrabiswal
@Jetendrabiswal 4 года назад
ଏ ଗୀତ ଭଳି ଆଉ ଏବେ ଗୀତ ଶୁଣିବାକୁ ମିଲୁନି ଏବେ କl ଗୀତର କିଛି ମାନେ ନାହିଁ କି ସ୍ଵର ବି ନାହିଁ l ସତ ରେ ଛୋଟ ବେଳେ ଯୋଉ ଗୀତ ସେ ସବୁ ବେଳେ ମନେ ପଡିବ l
@maheswarnaik4833
@maheswarnaik4833 4 года назад
Right
@prasantananda4737
@prasantananda4737 4 года назад
Right
@madhuchhandanayak7670
@madhuchhandanayak7670 3 месяца назад
25 year's hei jiba ae song suni asu chi.ajibi nuaa nuaa lagu chi.
@debabratadev2713
@debabratadev2713 4 года назад
ପୂର୍ବର ଏଇ ହୃଦୟସ୍ପର୍ଶୀ ଗୀତ ସାମ୍ନାରେ ଆଜିର dj song ବି କିଛି ନୁହଁ .. !
@pritiajay6917
@pritiajay6917 3 года назад
ଆଜି ର dj song ରେ ସେ ମଜା କାହିଁ
@niharranjangope3524
@niharranjangope3524 2 года назад
Totally agree 👍
@pratyush_mishra
@pratyush_mishra 4 года назад
It was the time when Odia Album industry was at its peak...
@deepakkumarpradhan8901
@deepakkumarpradhan8901 Год назад
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@musicscholl
@musicscholl 3 месяца назад
ବହୁତ୍ ସୁନ୍ଦର୍ ଗୀତ ଆଜୀ ବି ଶୁଣିବାକୁ ଇଚ୍ଛା ହୁଏ❤
@RehanShaikh-gn3sm
@RehanShaikh-gn3sm 4 года назад
One of my all time favorite odia song. I even sang this during my college days in college fests and election campaigns. The music and lyrics are really incredible but the singing of Mohd. Aziz takes to another level altogether.
@santasakumarapto7991
@santasakumarapto7991 2 года назад
Yes u are absolutely right
@ssp9645
@ssp9645 2 года назад
Who would sing this song in election campaign 😅😅😅
@anitaray7523
@anitaray7523 2 года назад
@@ssp9645 m
@dillipsahoo1079
@dillipsahoo1079 Год назад
@@santasakumarapto7991 ³³
@rununaik622
@rununaik622 Год назад
​@@santasakumarapto7991
@manasranjanbarik7484
@manasranjanbarik7484 Год назад
2023.... Still incomparable...this voice omg
@subashswain9147
@subashswain9147 8 месяцев назад
Bro now 2024 but this song feels a omg😊😊😊
@malayaranjanbarik5892
@malayaranjanbarik5892 5 месяцев назад
Aziz sir nka voice 😊😊❤😊😊 wah wah
@satyabratasamantaray3271
@satyabratasamantaray3271 Год назад
ଫଗୁଣ ର ପରସ ରେ ଋତୁ ର ରଙ୍ଗ ବଦଳିଲା ପରି ସମୟ ମଧ୍ୟ ବଦଳୁଛି କିନ୍ତୁ ଏ ଗୀତ ଶୁଣିଲା ପରେ ମାନେ ପଡ଼ିଯାଏ ଅତୀତ ରେ ହଜିଯାଇଥିବା ସେ ପିଲା ଦିନ ।
@odishastory
@odishastory 4 года назад
ମୋ ର ସବୁଠାରୁ ପସନ୍ଦ ର ଗୀତ।।।
@sridharrocks385
@sridharrocks385 2 года назад
Mor b
@priyankachampatypetlover5083
@priyankachampatypetlover5083 6 месяцев назад
ସେ time ର love ରେ ପବିତ୍ରତା ଥିଲା ❤❤❤❤❤❤❤❤❤❤❤❤ ସେଇ ଗାଁ ସେଇ ଗଛ ସେଇ ପାଣି ପବନ ରେ ଗୋଟିଏ ନିଆରା ମଧୁର ମୂର୍ଚ୍ଛନା ଥିଲା ମନେ ହୁଏ ଯେମିତି ସ୍ୱର୍ଗ ❤❤❤❤❤❤
@Sivaanandraman
@Sivaanandraman 5 месяцев назад
ମା ରାଣ
@Sivaanandraman
@Sivaanandraman 5 месяцев назад
Feel ଗୋଟେ ଅଲଗା ଥିଲା
@aloktripathy6918
@aloktripathy6918 5 лет назад
ହୁଦୟ କୁ ଛୁଁଏଲା ଗୀତ ଟା ଭାରି ସୁନ୍ଦର
@sanusanuratha1351
@sanusanuratha1351 4 года назад
Best odia song
@kumaduniroula985
@kumaduniroula985 4 года назад
Song
@sanjunaik1130
@sanjunaik1130 4 года назад
Hai
@bigyanbaliarsingh5342
@bigyanbaliarsingh5342 4 года назад
Golden era of Odia Album industry.. Beautiful song from wonderful voice of Md. Ajij Sir..Also the choreography is excellent..
@surendrasunani735
@surendrasunani735 2 года назад
Mor bitigala sabu katha mane paduchhe e song sunuchheje.. Taaari jau muluki hasa, aau chahani e geeta ta pura nua kari dauchhi MO Old memories ku ❤
@user-eq7zy6dg5o
@user-eq7zy6dg5o 4 года назад
ପିଲା ଦିନର ଏଇ ଗୀତ କାହାକୁ ଭଲ ଲାଗେ 2020 ରେ କେତେ ଜଣ ଦେଖୁଚ like Kara
@user-mt1zz3jd8f
@user-mt1zz3jd8f 3 месяца назад
2024 re dekhuchi😊😊😊
@deepakkumarjena6681
@deepakkumarjena6681 5 лет назад
Just make me emotional when I hear this beautiful song.... Pula dina katha mane pade e geeta sunile..
@lipibarmalipibarma4482
@lipibarmalipibarma4482 3 года назад
Really it's herty song old is gold👨‍❤️‍💋‍👨👨‍❤️‍💋‍👨
@balrambehera5159
@balrambehera5159 2 месяца назад
Gita, music, singer, lyrics,hero, heroin, location superb
@vijaychauhan7720
@vijaychauhan7720 3 года назад
Such a beautiful Song Salute to Music Director Saroj Nanda Sir for making such a Beautiful composition Miss u Sir And salute to my favorite Mohd. Aziz Miss u Sir. U both are now in the heaven and in our heart too
@fullmoonbehera5753
@fullmoonbehera5753 Год назад
& u forgot the lyricist brother..one of the legend swaroop Nayak sir
@vijaychauhan7720
@vijaychauhan7720 Год назад
@@fullmoonbehera5753 Oh absolutely Thanks to Lyricist Swaroop Kayak Sir🙏
@Cyclists.krishna
@Cyclists.krishna 4 года назад
ସୁନ୍ଦର ଅଭିନୟ ଏ କଳାକାର ମାନଙ୍କର ।।।।
@twosidevlogs14
@twosidevlogs14 4 месяца назад
Bhai re All time Favourite song ❤❤❤
@ShubhamPanda-1234
@ShubhamPanda-1234 24 дня назад
୨୦୨୪ ର କିଏ କିଏ ଲାଇକ କରନ୍ତୁ
@ravirajkapal3574
@ravirajkapal3574 4 года назад
Superhit forever...kahaku pasanda asichi like karantu
@bipinbipin8989
@bipinbipin8989 Год назад
କୋଉ ମାନେ 2023 ରେ ଦେଖୁଚ like kara❤
@hariharmohanty8551
@hariharmohanty8551 4 года назад
ରଜ ରେ ଯେଉଁମାନେ ଦେଖୁଛନ୍ତି like କରନ୍ତୁ
@rasmiranjan111
@rasmiranjan111 4 года назад
Feeling so nostalgic. One of my favorite songs in childhood. Md Aziz Sir's voice is just mesmerizing.
@sunilpradhan451
@sunilpradhan451 Год назад
Aji ka date re bi ae song ra loka priyata achhi ,old is gold
@sibakumardas5439
@sibakumardas5439 5 лет назад
Really m just remembering my child hood period...when I was 8years old really this song makes me cry.......
@sabyasachibiswal7092
@sabyasachibiswal7092 5 лет назад
Mee too...
@ranji_odia
@ranji_odia 4 года назад
Satare bhai
@helenanayak1164
@helenanayak1164 4 года назад
I was in 4th class me too
@amarendrasethi6729
@amarendrasethi6729 4 года назад
I was in 7th class
@beautyofnature8512
@beautyofnature8512 4 года назад
What's there to make u cry bro? So funny 😂😂
@subhrabasusahoo175
@subhrabasusahoo175 3 года назад
Missing my old days ... Missing Odisha ... Missing such type of songs now a days ...
@stube4035
@stube4035 11 месяцев назад
ଏ ଗୀତ କେବେ ପୁରୁଣା ହେବନାହିଁ ।
@achhapuhana9098
@achhapuhana9098 4 года назад
Kie kie ebe e song sunuchha like kara
@DebadatabiswalBiswal
@DebadatabiswalBiswal 4 года назад
Mu
@adityasahu3147
@adityasahu3147 4 года назад
Mo data recharge karibuki
@milanmohapatra4796
@milanmohapatra4796 4 года назад
kain like karibu bey
@laxmidhardash54
@laxmidhardash54 4 года назад
Bahut sundar odia geeta.. evergreen song of odia industry
@chino__art3181
@chino__art3181 4 года назад
Nice song 👌👌👌👌... childhood memories...
@arabindaarabinda707
@arabindaarabinda707 4 года назад
Hay
@arabindaarabinda707
@arabindaarabinda707 4 года назад
6371201662
@smofficial3174
@smofficial3174 3 года назад
Hello 👍👍
@sasmitaswain6395
@sasmitaswain6395 2 года назад
Llll
@kanhucharan8222
@kanhucharan8222 2 года назад
Bhala memory tamara
@rdas78
@rdas78 2 года назад
Childhood memories....A1 song Aji b nua laguchi ....
@DrSpattanayak
@DrSpattanayak 4 года назад
such a beautifull song.Now a days it is diff to get such type of song.Legend song
@manashtarei6208
@manashtarei6208 4 года назад
You are right so u beutyfull all ready heroin try plz
@DrSpattanayak
@DrSpattanayak 4 года назад
@@manashtarei6208 ha ha thanku
@manashtarei6208
@manashtarei6208 4 года назад
Smail kanhiki karile angya sorry for. Not joke i really appreciate but no joking i am sirusly
@manashtarei6208
@manashtarei6208 4 года назад
Plz plz mam i am Frind plz only Frind i am chaild
@manashtarei6208
@manashtarei6208 4 года назад
Hii good evening how are you
@debasishsasmal4517
@debasishsasmal4517 Год назад
90's children have special memories of odia album songs....