Тёмный

Gayak Ratna Prabhat Kumar Sahu's First Death Anniversary | ODIA PALA 

Shree Jagannath Pala Research Foundation
Подписаться 70 тыс.
Просмотров 43 тыс.
50% 1

Опубликовано:

 

11 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 84   
@ranjanpradhan8423
@ranjanpradhan8423 Год назад
କିଏ କହିଲା ସେ ମରିଯାଇଛନ୍ତି ସେ ଓଡିଶାବାଷିଙ୍କର ହୃଦୟରେ ଅମର ହୋଇ ରହିଛନ୍ତି । ଧନ୍ୟ ସେ ମା ଯିଏ ଯୋଗ୍ୟ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।ସେ ଆଉ ସ୍ୱର ଶୁଭୁନି କିନ୍ତୁ ମୋବଇଲ୍ ରୁ ମୋବଇଲ୍ ଘୁରୁବୁଲୁଛି ତାଙ୍କରି ସେ ସ୍ୱର । ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଅମର ହୋଇ ରହିଛନ୍ତି ।
@gyanaranjanparida786
@gyanaranjanparida786 Год назад
MO hrudayare Amarahoi rahichhnti Jay satyanarayana.
@nrusinghcharansadangi8579
@nrusinghcharansadangi8579 Год назад
ଜୟ ଜଗନ୍ନାଥ 🙏🙏 ଅମୂଲ୍ୟ ରତ୍ନ କର୍ଣ୍ଣ କୁହରରେ ଗୁଞ୍ଜରିତ ହେଉଥିବ ଅଦିତୀୟ କଣ୍ଠସ୍ବର ପାଲା ଜଗତର ସତରେ * ପ୍ରଭାତ * ସବୁଦିନେ ସ୍ମୃତି 🙏🙏
@sushantb8524
@sushantb8524 Год назад
Prabhat ku sahu sir nka Atma ro Prabhu sadgati diantu...He is Best pala kalakar ..,....
@trilochanpatnaik6321
@trilochanpatnaik6321 Год назад
ଗାୟକ ରତ୍ନ ପ୍ରଭାତ ସାହୁ ଙ୍କ କଥା ଶୁଣି ଆଖିରୁ ଲୁହ ମନକୁ ମନ ବୋହି ଆସୁଛି। କାରଣ ତାଙ୍କ ପାଲା ମୁଁ ବହୁ ଆଗ୍ରହ ସହ ଦେଖେ ଓ ଶୁଣେ।
@rabinarayanbehera1480
@rabinarayanbehera1480 Год назад
Late Mr. Prvat ku Sahoo, Bharatratna was a excellent and versatile artist. He was God Gifted. Jay jagannath
@santanukumarnayak8233
@santanukumarnayak8233 Год назад
Sir nka Katha bhabile mo akhiru luha asuchi mu mo vitara kohaku roki paruni he prabhu jagannath tanku au thare eie dharani prusta ku pathantu please god au puni se pala gaeiki naa kamantu please god
@krushnasahoo7401
@krushnasahoo7401 Год назад
Swagat Prabhat Kumar Sahoo Amar rahe Tanka prati mor gabhir shradhanjali Jay Jagannath Swami
@AJAYKUMAR-nw4xv
@AJAYKUMAR-nw4xv Год назад
Pravat sahoo Amar rahy Jay jaganath
@bibhutibhusanmishra9002
@bibhutibhusanmishra9002 Год назад
ଅନେକ ଲବ୍ଧପ୍ରତିଷ୍ଠ ପାଲା ଗାୟକ ଙ୍କ ପାଲା ଦେଖିଛି, ଶୁଣିଛି ହେଲେ ପ୍ରଭାତ ସାହୁଙ୍କ ପାଲା ଅନନ୍ୟ। ସୁନ୍ଦର କଣ୍ଠରେ ଗାୟନ ଚମତ୍କାର ।ଅମର ଆତ୍ମା ଶାନ୍ତି ଲାଭ କରୁ
@arnapurnarout7501
@arnapurnarout7501 Год назад
Gayak ratna pravat kumar sahoo sir pala jagatara jajulyaman prativa ....chira smaraniya ...tanka pada tale koti koti pranam ...pravu jagannath tanka amar atma ra sadgati deantu ...tankar smruti sara jagatara manaba samaja re chira smaraniya hoi rahu ...jay jagannath 💐🙏💐🌺💐🙏💐🌺💐🙏💐🌺💐🙏💐🌺💐🙏💐🌺🌸🏵️🌸😢😢😢😢😢😢
@shreebatakrushnadashsharma5028
Bahut jane bhala loka thile manda abhyas jogu epari ghatila.
@chintamanimuduli5336
@chintamanimuduli5336 Год назад
ଅମର ଆତ୍ମା ର ସଦ୍ ଗତି କାମନା କରୁଛି... ଜୟ ଶ୍ରୀ ଜଗନ୍ନାଥ.. 🙏
@nimaindas313
@nimaindas313 Год назад
Prabhu asathare mo hrudaya asanare upaneshana kara Jay satyanarayan 🙏🙏🙏🙏
@BRAJAMOHANMISHRA-pt1gv
@BRAJAMOHANMISHRA-pt1gv 27 дней назад
Juba pala jagata ra Amlan prativa tanku harei Ame pala premi bahuta Nirasa jagannath tanku aashribad karantu
@kamalakantabehera3064
@kamalakantabehera3064 Год назад
ସ୍ବର୍ଗତ ପ୍ରଭାତ ଭାଇଙ୍କର ଜ୍ଞାନ ପ୍ରତିଭାର ପ୍ରଭାବ ଆମ ସ୍ମୃତିରେ ଚିରଦିନ ପର୍ଯ୍ୟନ୍ତ ରହିଥିବ ଓ ତାଙ୍କ ସ୍ବରର ମୂର୍ଚ୍ଛନା ଶୁଭୁଥିବ ଅନନ୍ତ ସମୟ ପର୍ଯ୍ୟନ୍ତ, ସେହି ଜ୍ଞାନଦିପ୍ତ ଗାୟକ ରତ୍ନଙ୍କର ଅମର ଆତ୍ମାଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି 🙏🏻
@ramachandramohanty3128
@ramachandramohanty3128 Год назад
ଗାୟକ ରତ୍ନ ପ୍ରଭାତ ସାହୁ ଙ୍କ ଆତ୍ମା ର ସଦ୍ଗତି ହେଉ ଏ ହା ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା।
@basudevrath3520
@basudevrath3520 Год назад
କିର୍ତ୍ତୀ ଯସ୍ୟ। ସଃଜୀବତି । ଦିବ୍ୟାତ୍ମାଙ୍କ ଅବର୍ତ୍ତମାନରେ ଆମ୍ଭେ ମାନେ ସମଦୁଃଖୀ । ଗାୟକ ରତ୍ନ ଙ୍କ ରଚିତ ସୁପ୍ରଭାତ ଓଡ଼ିଆ ବିଭବରେ ସ୍ଥାନ ଦେବାର ବ୍ୟବସ୍ଥା କରାଯାଉ । ମଞ୍ଚାସୀନ ବିଦଗ୍ଧ ପୂଜ୍ୟ କର୍ଣ୍ଣଧାର ମାନଙ୍କ ଦିର୍ଘଜୀବନ କାମନା କରୁଛୁ ସତ୍ୟନାରାୟଣଙ୍କ ପାଦକଞରେ ।
@sumantagouda1385
@sumantagouda1385 Год назад
Apana nku ajib gala Jaya Mane rakhib guruji🙏🙏🙏
@dipusamal7935
@dipusamal7935 2 месяца назад
Apananka pada jugalare mora anata koti pranam
@pravashnayak123
@pravashnayak123 Год назад
Pravat sahoo banchi rahichhanti samastanka hrudayare.
@NrusingaPanda
@NrusingaPanda Год назад
Gayak ratnna pravat sahoo amra rahea
@kathamohatmya7013
@kathamohatmya7013 Год назад
Jai jagannath
@sanjaybai14
@sanjaybai14 Год назад
Jaymaabiraja
@pradeepray5492
@pradeepray5492 Год назад
Performance unique of late pravat sahoo
@rajkishorpanda7814
@rajkishorpanda7814 Год назад
ଏଭଳି ଏକ ଗାୟକ ରତ୍ନ ପ୍ରଭାତ ସାହୁ ଙ୍କୁ ହରାଇ ସମଗ୍ର ଓଡ଼ିଶା ଅପୂରଣୀୟ କ୍ଷତି ସହିଛି। ମୁଁ ଏତେ ପ୍ରଭାବିତ ଯେ ବିଶ୍ବାସ କରି ପାରୁନି ସେ ଆଉ ନାହାଁନ୍ତି ବୋଲି। ଗଭୀର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଖି ରେ ଅଶ୍ରୁ ଆସି ଯାଉଛି।
@basudevmaharana2916
@basudevmaharana2916 Год назад
Jai ଜଗନ୍ନାଥ,ପ୍ରଭୁ ତୁମ ଆତ୍ମାକୁ ସ ଦ ଗତି ପ୍ରଦାନ କରନ୍ତୁ.
@dilipkumardas1984
@dilipkumardas1984 Год назад
Jay jagannath ...🙏
@krupasindhunayak5967
@krupasindhunayak5967 Год назад
ଆସ ଆସ ପ୍ରିୟତମା,,,,, ଅଦ୍ଭୁତ ପରିବେଷଣର ଶୈଳୀ ବିରଳ ହୋଇ ରହିଗଲା,,,, ଜୟ ଜଗନ୍ନାଥ,,,,
@jetubabu1296
@jetubabu1296 Год назад
Right
@somnathcreation3167
@somnathcreation3167 Год назад
ତାରକା ଗହଣରେ ଚନ୍ଦ୍ରମା ଯେମିତି ଜାଯୁଲ୍ୟ ମାନ ।ପାଲା ଜଗତରେ ପ୍ରଭାତ ସାର୍ ସେହିଭଳି ଯାଯୁଲ୍ୟମାନ ଓ ଉଜ୍ଜଳମୟ ପ୍ରତିଭା । ତାଙ୍କ ପାଦତଳେ ମୋର କୋଟି ପ୍ରଣାମ ।ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାଥନା ହେ ପରମ ପୁରୁଷ ଆଉଥରେ ଏ ଜଗତକୁ ତାଙ୍କୁ ପଠାନ୍ତୁ ତାଙ୍କ ସ୍ଥାନ ପୁରାଣ କରିବାପାଇଁ ।
@jagneswarmishra8391
@jagneswarmishra8391 Год назад
My favourite gayak
@sudarshanmalla5489
@sudarshanmalla5489 Год назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@shesadharbiswal8420
@shesadharbiswal8420 Год назад
God. Bless
@subashchandradash6659
@subashchandradash6659 Год назад
JAI JAGANNATH
@rohitakumarsethi2503
@rohitakumarsethi2503 9 месяцев назад
God bless his family, he is the legend of odisha kala sanskruti🙏🙏🙏
@dhaneswarmohanty8474
@dhaneswarmohanty8474 Год назад
Jay jagannath🙏🙏🙏
@prakashsahoo5130
@prakashsahoo5130 Год назад
Prabhat Sahoo Amar Rahe
@nonanona5624
@nonanona5624 Месяц назад
କୋଟି କୋଟି ପ୍ରଣାମ ଆପଣ ଙ୍କୁ
@sarojbhutia3776
@sarojbhutia3776 Год назад
ଚନ୍ଦ୍ରନନା ପରିବେଷଣ ପ୍ରଭାତ ସାର ଙ୍କୁ ଅମର କରି ଦେଇଛି, ଜୟ ଜଗନ୍ନାଥ
@uttammallick162
@uttammallick162 Год назад
ମାଆ ର ଯୋଗ୍ୟ ସନ୍ତାନ ଏମିତି ପୁଅ ଆଉ ମା ଜନ୍ମ ଦେବନି
@pramodkumarpanda2673
@pramodkumarpanda2673 Год назад
ଅମର ଆତ୍ମା ଯୁଗେ ଯୁଗେ ଅମର ହୋଉ 🙏🙏🙏
@tapasaranjanbehera5078
@tapasaranjanbehera5078 Год назад
Amar atmar Sadgadi heu🙏🙏🙏😭😭
@parsuramswain7259
@parsuramswain7259 Год назад
ଅଭୁଲା ସ୍ମୃତି ସ୍ବର୍ଗତ ପ୍ରଭାତ ସାହୁ ଙ୍କ ପରି ଗାୟକ ଆଗାମୀ ଦିନରେ ଓଡ଼ିଶା କୁ ମିଳିବା ବିରଳ।ଆମେ ପ୍ରଭାତ ସାହୁ ଙ୍କ ଦ୍ଵାରା ପାଲା ପରିବେଷଣ ଦେଖିଛୁ ହେଲେ ତାଙ୍କ ପରି ଆସ ଆସ ପ୍ରିୟତମା,କାହୁଁ ସିଖିଲୁ ଏବଂ ହରିହେ କେହି ବୋଲି ପାରିବେନି।ଜୟ ନାରାୟଣ
@rabindranayak7173
@rabindranayak7173 Год назад
Jay jagannath 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢
@prakashpradhan4469
@prakashpradhan4469 Год назад
❤❤❤ good sir
@psahoo3918
@psahoo3918 Год назад
ଅମର ଆତ୍ମା ର ସଦଗତି ହେଉ,🙏🙏🙏🙏
@nalinidash3196
@nalinidash3196 Год назад
Amar atma ra sadgati heu
@abhiramnayak8221
@abhiramnayak8221 Год назад
ଭଗବାନ ଏପରି ପ୍ରତିଭାବାନ ବ୍ୟକ୍ତିଙ୍କୁ ଆଉକିଛି ଦିନ ଧରାଧାମରେ ରଖିଥିଲେ ସାହିତ୍ୟର ଓ ପାଲା ସମାଜର ଅନେକ ଉନ୍ନତି ହୋଇଥାନ୍ତା ।
@bikashchandrasatapathy5579
@bikashchandrasatapathy5579 Год назад
ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ
@rasmiranjanparida1895
@rasmiranjanparida1895 Год назад
First view
@yadavsanghaharishpur7298
@yadavsanghaharishpur7298 Год назад
ମୁଁ ପ୍ରଭାତ ବାବୁ ଙ୍କୁ କେବେ ଭୁଲି ପାରୁନି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛି
@lokeshkumar-nv8yj
@lokeshkumar-nv8yj Год назад
କୋଟି କୋଟି ନମନ🙏⚘⚘
@tirthabasimohanta4452
@tirthabasimohanta4452 Год назад
🙏🙏🙏.......
@NiranjanSethi-e3i
@NiranjanSethi-e3i 6 месяцев назад
ଏ ସ୍ୱର ଆଉ ଶୁଭି ବନି 🙏🏻🙏🏻🙏🏻🙏🏻
@sumantagouda1385
@sumantagouda1385 Год назад
Mu guru nku gili dia sabu bele je mate thaki dele agaku mo jibi kemiti 😭😭😭
@litubarik5807
@litubarik5807 Год назад
🙏🙏🙏
@hemantsamantary9312
@hemantsamantary9312 Год назад
Bhavnani sradhanjili 🙏🙏
@t.m.s.4175
@t.m.s.4175 Год назад
ସତରେ ବହୁତ ଦୁଃଖ ର କଥା ଆଉ ଏଇ ଭଳି କେହି ଗାଇପାରିବେନି ବହୁତ ଉଚ୍ଚ କୋଟିର ତାଙ୍କ ଗାଇବା ଶୈଳି ତା ଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ ଆଜି ର ପ୍ରଥମ ଶ୍ରଦ୍ଧାଞ୍ଜଳି ରେ ଏହା ହିଁ ଭଗବାନଙ୍କ ପାଖରେ ପାର୍ଥନା ଜୟ ଜଗନ୍ନାଥ
@santoshkumarsahoo4170
@santoshkumarsahoo4170 Год назад
ପାଲା ଜଗତର ଉଜଳ ଧୂର୍ବ ତାର ଥିଲେ
@ashishkumarbehera3939
@ashishkumarbehera3939 Год назад
Prabhata sahoo jane amulya pratibha
@GaneshPanigrahi-xu7vr
@GaneshPanigrahi-xu7vr 4 месяца назад
ମହାନ ଗାୟକ ରତ୍ନ ପ୍ରଭାତ କୁମାର ସାହୁ ବାସ୍ତବରେ ପାଲା ଜଗତର ସୂର୍ଯ୍ୟ ଅନନ୍ୟ ଉଦାହରଣ ସୃଷ୍ଟି କରି ନିକଟ ଭବିଷ୍ୟତରେ ନିଶ୍ଚିତଭାବେ "ଗାୟକ ସମ୍ରାଟ ଉପାଧି"ରେ ବିଭୂଷିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀପଦ୍ମ ପାଦରେ ଲୀନ ହୋଇଯାଇଛନ୍ତି...🇮🇳🚩🙏🕉️
@ajitmaharana1487
@ajitmaharana1487 Год назад
🙏❤️🙏😭😭😭
@ashokdcure7847
@ashokdcure7847 10 месяцев назад
ମୋ ଜୋଇଁ ପ୍ରଭାତ
@pabitrachampati5239
@pabitrachampati5239 Год назад
ଈଶ୍ୱର ତାଙ୍କ ଅମର ଆତ୍ମାର ସଦ୍ଗତି କରନ୍ତୁ,ସେ ସଦା ଅମର, ଜୟ ଜଗନ୍ନାଥ।
@Snehashisbehera5728
@Snehashisbehera5728 9 месяцев назад
🙏
@prajnadas9532
@prajnadas9532 Год назад
Manoj babu, Pandit Nilakantha Dash is elder than Pandit Godabarisha Mishra. Pandit Godabarisha was died on 1956 and Pandit Nilakantha was died on 1967.
@deepakdash8015
@deepakdash8015 Год назад
😢😢😢😢,🙏🙏🙏
@abhimanyujena8837
@abhimanyujena8837 Год назад
🎉
@Jigyanshu1234
@Jigyanshu1234 Год назад
🙏🙏🙏🙏🙏
@bimbaswain
@bimbaswain 7 месяцев назад
Kemiti hela a sabu kichhi
@sudhakarpalei6598
@sudhakarpalei6598 Год назад
Rip
@beherasabita9517
@beherasabita9517 Год назад
He ratna kuade chaligale
@BhabaniShankar-gj2gk
@BhabaniShankar-gj2gk Год назад
ଫେରିଆସନ୍ତୁ ସାର୍ 😢😭😭
@pramodkumarsahoo9114
@pramodkumarsahoo9114 Год назад
Gayak namaku sarthak karichhanti
@santanusahoo469
@santanusahoo469 Год назад
Mane pade tankara se kantta swara 😂😂😂👃👃👃
@maheswarparhi1613
@maheswarparhi1613 2 месяца назад
କେମିତି ତାଙ୍କର ଡେ଼ଥ ହେଲା ଟିକେ କହିବେ କି
@asitrout7659
@asitrout7659 Год назад
🙏🙏ପ୍ରଣାମ 😭😭. ଜୟଜଗନ୍ନାଥ
@LTDpankajofficial
@LTDpankajofficial Год назад
Jai Jagannath
@litumajhi9223
@litumajhi9223 Год назад
ଜୟ ଜଗନ୍ନାଥ 🙏🙏🙏
@tapankumarsahoo7945
@tapankumarsahoo7945 Год назад
🙏🙏
@kalandiojha6152
@kalandiojha6152 Месяц назад
🙏🙏🙏
@kamakshyasamal4574
@kamakshyasamal4574 Год назад
🙏🙏🙏
Далее
Women vs Men Bicycle Kicks 😮‍💨
00:20
Просмотров 893 тыс.
Breakfast Odisha with Palagayaka Prabhat Kumar Sahu
28:05