Тёмный

Gopa Parityaga Pare Krushna Gopaku Pherileni Kahinki ? Dharma Bitarka - ଧର୍ମବିତର୍କ | Sidharth Bhakti 

Sidharth Bhakti Channel
Подписаться 797 тыс.
Просмотров 153 тыс.
50% 1

ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
ବିତର୍କର ବିଷୟ : ବିଲ୍ୱମଙ୍ଗଳ ପ୍ରସଙ୍ଗରେ କାହାର ଶ୍ରେଷ୍ଠତ୍ଵ ପ୍ରତିପାଦିତ ହୋଇଚି ?
ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ସୁରେନ୍ଦ୍ର ନାଥ ଛୋଟରାୟ,ପ୍ରଜ୍ଞା ରାଉତ
ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ବିଦୁତ ପ୍ରଭା ମିଶ୍ର, ନିରଞ୍ଜନ ଶାସନୀ
ସଂଯୋଜନା: ରଞ୍ଜନ ମହାପାତ୍ର
ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
--------------------------------
ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
ALL THREE CHANNELS NOW AVAILABLE ON:
EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
Subscribe us on RU-vid to watch clippings & promos of our All 3 Television Channels :
👉 Sidharth Bhakti : / sidharthbhakti
👉 SidharthTV: / sidharthtv
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawa

Развлечения

Опубликовано:

 

11 фев 2022

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 172   
@ashokkumarmishra7424
@ashokkumarmishra7424 Год назад
ମୁଁ ମାନୁଛି ପ୍ରଭୁଙ୍କର ସମଗ୍ର ସୃଷ୍ଟି ପାଇଁ କର୍ତ୍ତବ୍ୟ ରହିଛି | କିନ୍ତୁ ମୁଁ ସୁଦାମ, ସୁବଳ, ମଧୁମଙ୍ଗଳ, ମାତା ଯଶୋଦା, ନନ୍ଦ ରାଜ ଓ ଶକ୍ତି ସ୍ୱରୂପିଣୀ ରାଧିକା ରାଣୀ ଙ୍କ ସପକ୍ଷ ରେ ରହିବି
@kahnucharansahoo6672
@kahnucharansahoo6672 Год назад
ଶ୍ରିମତୀ ବିଦ୍ୟୁତପ୍ରଭା ମିଶ୍ରକଁର କଣ୍ଠସ୍ବର ଅତିମଧୁର,ଭଗବାନ ତାକଁର ମଗଂଳକରନ୍ତୁ
@bhabagrahijena4134
@bhabagrahijena4134 Год назад
ଆଜିର ଧର୍ମଚର୍ଚ୍ଚା ଆଲୋଚନା ଚକ୍ରଟି ବହୁତ ବହୁତ ଶିକ୍ଷଣୀୟ, ହୃଦୟସ୍ପର୍ଶି ଓ ଉଚ୍ଚକୋଟୀର ସେମାନଙ୍କୁ ମୋର ଷାଷ୍ଠାଗ ଭୂମିଷ୍ଠ ପ୍ରଣାମ 👏।
@rameyapata2053
@rameyapata2053 Год назад
😊 ,,, , ,
@parbatipara3978
@parbatipara3978 10 месяцев назад
​@@rameyapata2053de😢
@abhirampanda5462
@abhirampanda5462 Год назад
ସୁନ୍ଦର ଉପସ୍ଥାପନା, ସମସ୍ତ ଆଲୋଚକ ମାନଙ୍କୁ ଧନ୍ୟବାଦ୍
@user-nf3mk7yi9n
@user-nf3mk7yi9n 3 месяца назад
ପଦ୍ମନାଭ ଶ୍ରୀନିବାସ ବିଶ୍ୱରୂପୀ ବିଶ୍ଵନାଥ , କ୍ଷମଶିନ୍ଧୁ ଚିନ୍ତାମଣି ବ୍ରମେଶ୍ୱର୍ ନମସ୍ତେ ନମସ୍ତେ ❤❤❤
@sashikantanayak4639
@sashikantanayak4639 Год назад
ବହୁତ ବହୁତ ଭକ୍ତିର ଚର୍ଚ୍ଚା. ଜୟ ଶ୍ରୀକୃଷ୍ଣ.
@jayantibehera5126
@jayantibehera5126 Год назад
🙏ହୃଦ ଛୁଆଁ ଆଲୋଚନା , 🙏 🙏ଜୟ ଶ୍ରୀ ରାଧାକୃଷ୍ଣ 🙏
@bharatidas7169
@bharatidas7169 Год назад
ବହୁତ ଭଲ ଲାଗିଲା ଶୁଣିବାକୁ, ସମସ୍ତ ଆଲୋଚକମାନଙ୍କ ଧନ୍ଯବାଦ ଅର୍ପଣ କରିବାକୁ ଇଚ୍ଛା । 🙏🙏
@MuraliParida-nh8ix
@MuraliParida-nh8ix Год назад
ସମସ୍ତଙ୍କୁ ଧନ୍ୟବାଦ
@ranendradash1258
@ranendradash1258 Год назад
ଭଗବାନ ବାସୁଦେବ ଙ୍କର ଇଛା ସର୍ବକାଳେ ଭକ୍ତଙ୍କର ଉଦ୍ଧାର ପାଇଁ 🙏🏻
@saratchandradas1308
@saratchandradas1308 Год назад
@kailashshaw5959
@kailashshaw5959 7 месяцев назад
​@@saratchandradas1308❤❤❤❤❤❤❤❤❤❤❤❤❤❤❤❤❤❤❤ hu TV Bu hu
@bharatdarsanwithraja5653
@bharatdarsanwithraja5653 Год назад
ଜୟ ଜଗନ୍ନାଥ 🙏🙏🙏 ଯେଉଁ ମହାନ ଲୋକ ଦୁଇ ଜଣ କୃଷ୍ଣ ନଫେରିବା କୁ ଗ୍ରହଣ କରୁ ନାହାନ୍ତି ସେମାନଙ୍କ ତର୍କ ରହିଛି ଯେ ଗୋପପୁର ପ୍ରେମ ଓ ମୋହ ମାୟା ର ସ୍ଥାନ ଗୋପପୁର ର ଶେ ମାୟାକୁ କୃଷ୍ଣ ଭୁଲିଗଲେ,,, କିନ୍ତୁ ସେମାନେ ଏତିକି ଭୁଲିଗଲେ ଯେ କୃଷ୍ଣଙ୍କ ପାଖରେ ମୋହ ନଥିଲା ବୋଲି ତାଙ୍କୁ ମୋହନ କୁହାଗଲା,, ଯାହାଠାରୁ ମାୟା ର ଜନ୍ମ ତାକୁ ମାୟା କିପରି କବଳ କରିବ,,,, ସେଥିପାଇଁ କୁହାଗଲା ଯଦି ପାଇବୁ ଭେଟ ଆଗ ମାୟାକୁ କାଟ,,,ଏହାକୁ ଯଗତକୁ ଜଣାଇବା ପାଇଁ କୃଷ୍ଣ ଫେରିଲେ ନାହିଁ,,,,, କର୍ମମୟ ଜୀବନ ଆଗକୁ ଆଗକୁ କର୍ମ କରିଚାଲ ପଛକୁ ଫେରି ଚାହଁ ନାହିଁ ,,,
@nalinisethiy8422
@nalinisethiy8422 Год назад
ସୁପ୍ରଭାତ! ଶ୍ରୀକୃଷ୍ଣ ତ ଗୋପପୁରରୁ ମଥୁରାକୁ ଗଲେ ଯେ ଆଉ ଫେରିଲେ ନାହିଁ । କାରଣ ତାଙ୍କର ଜନ୍ମସ୍ଥାନକୁ ତାଙ୍କ ସେ ଫେରିଲେ । ସେ କୌଣସି ନୂଆ ଜାଗାକୁ ଯାଇନାହନ୍ତି ଯେ ତାଙ୍କ ଫେରିବା ଉପରେ ପ୍ରଶ୍ନ ଉଠିବ ? ଦ୍ବିତୀୟତଃ ଗୋପପୁର ଲୀଲାକରି ଯେତିକି ଅସୁର ମାରିବା କଥା ମାରିଲେ । ପୁଣି ଯାହା ବି ଅସୁର ନିଧନ କରିବା ତାହା ମଥୁରାରେ ରହିବା ଆବଶ୍ୟକ ବୋଲି ଅନୁଭବ କଲେ ; ତେଣୁ ଗୋପପୁରକୁ ନ ଫେରି ମଥୁରାରେ ରହିଗଲେ । ତୃତୀୟରେ ସେ ମଥୁରାରେ ଦେବକାର୍ଯ୍ୟ ସମାପ୍ତ ପରେ ଆଉ ମଥୁରାରେ ନ ରହି ଦ୍ବାରକାରେ ରହିଲେ । କେବଳ ଦ୍ବାରକା ନୁହେଁ ଆଜ୍ଞା ! ରହସ୍ୟ ଦ୍ବାରକା । ଯାହାର ରହସ୍ୟ ଦେବ ମାନବ ଗନ୍ଧର୍ବ ଆଦିଙ୍କୁ ଅଜଣା । ମୋର ପ୍ରଶ୍ନ ଯେ ଗୋପୀମାନେ ତାଙ୍କର ସର୍ବଶ୍ରେଷ୍ଠ ଆଦରର ଶ୍ରୀକୃଷ୍ଣଙ୍କୁ ଭେଟହେବା ପାଇଁ ମଥୁରାକୁ ଗଲେ ନାହିଁ କାହିଁକି ? ଅଥଚ ନଦୀ ନାଳ ପାହାଡ ପର୍ବତ ଚାରିଆଡେ ବୁଲିଲେ ଓ ଶ୍ରୀକୃଷ୍ଣଙ୍କୁ ଝୁରିହେଲେ ।।ଜୟଶ୍ରୀକୃଷ୍ଣ ।।
@ganganarayan8380
@ganganarayan8380 Год назад
Tumor laga nahi paramprabhunkara bhul thik bachucha perhaps mane kahibe Suriya nahi tahele Kan Suriya nahi bandakar Murtha dala
@jagannathpanigrahi5286
@jagannathpanigrahi5286 Год назад
ବହୁତ ସୁନ୍ଦର ।
@bharatdarsanwithraja5653
@bharatdarsanwithraja5653 Год назад
ସାର୍ କହିଲେ ମା ଯଶୋଦା ର ଯେଉଁ ପ୍ରେମ ଥିଲା କୃଷ୍ଣ ତାକୁ ରକ୍ଷା କଲେନାହିଁ,,,,ସାର୍ ଭୁଲିଗଲେ ଯେ ଯେତେବେଳେ ମା ଯଶୋଦା ନନ୍ଦରାଜା ସମସ୍ତେ ମଥୁରା ଯାଇଥିଲେ,,ଦୁଇ ମା ଙ୍କ ମଧ୍ୟରେ କଳି ରହିଲା କୃଷ୍ଣ ମୋ ପୁଅ, ସେତେବେଳେ କଥା ରହିଲା ଦୁଇ ମା କୃଷ୍ଣ କୁ ଡାକିବେ ଜାହା ଡାକରେ କୃଷ୍ଣ ଦୈାଡି ଆସିବେ କୃଷ୍ଣ ତା ପୁଅ,,,,କାହା ଡାକରେ କୃଷ୍ଣ ଦୈାଡି ଦୈାଡି ଆସିଲେ,,,,
@godabarimangaraj5027
@godabarimangaraj5027 Год назад
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
@ranendradash1258
@ranendradash1258 Год назад
ରାଧେ ରାଧେ 🙏🏻
@Odia.old.album.
@Odia.old.album. Год назад
Ati sunder visaya
@dancesteps-vaishnavi5639
@dancesteps-vaishnavi5639 Год назад
ମୋ ମାୟା ମୋତେ ଅଗୋଚର, କାହୁଁ ଜାଣିବ ଛାର ନର? 🙏🙏🙏
@MuraliParida-nh8ix
@MuraliParida-nh8ix Год назад
Dr madam ଙ୍କ ସ୍ୱର ଅତୀବ ମନ ମୁଗ୍ଧ କର
@ranendradash1258
@ranendradash1258 Год назад
ଓଁ ବାସୁଦେବଂ ସର୍ବମିତି 🙏🏻ଅର୍ଥାତ ଭଗବାନ ସବୁଠାରେ ବିଦ୍ୟମାନ 🙏🏻🧎
@Mahalaxmi1184
@Mahalaxmi1184 5 месяцев назад
Jaya Sri radhe krishna 🙏🌹❤️
@dayanidhipatra4373
@dayanidhipatra4373 Год назад
ଓଁ ନମଃ ଭଗବତେ ବାସୁଦେବାୟ
@nirupamamishra5221
@nirupamamishra5221 Год назад
Jay sri Krishna. Sei gotie prashna ra uttara pain mo akhiru luha kebe v sukhuni. Apana mana nku mora koti koti pranam.. Sabubele emiti alochana kale e bidagdha prana ta tike shanti lava karanta. Jay srikrishna.
@dasdas416
@dasdas416 Год назад
Mun madhyana bahudina hela bahut byathita jebe tharu ee prasna mo mundaku asilani.........
@manashpalai5238
@manashpalai5238 Год назад
ମୋ ମହାପ୍ରଭୁଙ୍କ ନାଁ ରେ ଏମିତି କୁହନ୍ତୁନି 🙏 ଯିଏ ସାରା ଜଗତକୁ ଚଳାଉଛନ୍ତି ! ଭଗବାନ ଶ୍ରୀକୃଷ୍ଣ ଙ୍କୁ ଆପଣ ମାନେ ଭୁଲ କେମିତି କହି ପାରୁଛନ୍ତି ? ଏହା ଉଚିତ ନୁହେଁ
@nareshdash3796
@nareshdash3796 Год назад
ଜୟ ଶ୍ରୀକୃଷ୍ଣ ।
@rabinarayansamal6521
@rabinarayansamal6521 Год назад
Best subject good good good
@saudamininayak8537
@saudamininayak8537 11 месяцев назад
Jay Shreekrushna. 🙏🙏🙏🙏🙏🙏🙏🙏🙏
@priyamahato2514
@priyamahato2514 Год назад
Very.good.discous. Thankyou.all
@anjalipanda1681
@anjalipanda1681 Год назад
ଜୟ ଜଗନ୍ନାଥ
@MuraliParida-nh8ix
@MuraliParida-nh8ix Год назад
ସର୍ବକାଳେ ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ. କାର୍ଯ୍ୟକ୍ରମ ଜାରି ରହୁ
@bighnarajmishra6985
@bighnarajmishra6985 Год назад
ସର୍ବ ପ୍ରଥମେ ଶ୍ରୀକୃଷ୍ଣ ଙ୍କ ଅବତାର ର ମୂଳ ଉଦ୍ୟେଶ ବୁଝିବା ଜରୁରୀ l
@samhitawrites2879
@samhitawrites2879 Год назад
ଜୟ ଶ୍ରୀକୃଷ୍ଣ 🙏🙏🙏
@binapanidash2313
@binapanidash2313 Год назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ
@pranabmohanty8527
@pranabmohanty8527 Год назад
All are right
@nabinbeura3225
@nabinbeura3225 Год назад
ସେ ତାଜପୁତ୍ର ଥିଲେ। ଶିକ୍ଷା ସମାପ୍ତ ପରେ ବାଳ ଚପଳତା ତ୍ୟାଗକରି ମର୍ତ୍ତ୍ୟକୁ ଆସିବାର ଦାୟିତ୍ବ ଲିଭାଇବାକୁ ଏକମୁଖ ହୋଇ ମଥୁରା ଓ ଦ୍ବାରକାକୁ ଗଲେ।
@prasantapatra8730
@prasantapatra8730 Год назад
God is right,,
@basantamallik4011
@basantamallik4011 Год назад
Bhagaban jete bele lila kari Baku asanti se jiva pakhare bandhi hoi rahanti nanhi se manaku ramana karanti boli tanka nama heuchhi rama au se manaku akarsita kariniyanti boli se krusna au se thakibare sidha hasta boli se thula bramha thakur
@adityakumarmohanty9597
@adityakumarmohanty9597 Год назад
Pranam angya bhagaban srikrishna gopaku na asibarakaran kansaku badhakalapare Jarasandha barambara Mathura akramanakala jadikrushna gopapuraku jaithante tebe Jarasanda gopapremajani niriha gopi gopala manaku akramana karithante. Parnapriya gopi gopalanku rakhakaribapain gopaku au ferinathile. Radhe Radhe
@reenaswain1277
@reenaswain1277 2 года назад
Bah bahre program
@bidyutlatapradhan5037
@bidyutlatapradhan5037 Год назад
Jay Srikrishna 🙏👍
@prabhasiniswain6845
@prabhasiniswain6845 2 года назад
ଜୟ ଶ୍ରୀ କୃଷ୍ଣ
@s.ksahoo5855
@s.ksahoo5855 Год назад
sundara samikshya
@shibaprasadsahoo3162
@shibaprasadsahoo3162 Год назад
Jay Jay shree radhe Krishna
@prasanku.tripathy1574
@prasanku.tripathy1574 Год назад
ଗୋଟିଏ କଥା , ଯତ୍ର ଯୋଗେଶ୍ବର. ସ ପଂକ୍ତିଟି ଗେୀଟିଏ ଅର୍ଥ ଯେ ,,, ଯେ ପର୍ଯ୍ୟନ୍ତ ଭଗବାନ କ୍ରୁଷ୍ଣ ଯେ ପର୍ଯ୍ୟନ୍ତ ଧରୁର୍ଧାରି ପାଖରେ ଅଛନ୍ତି ସେ ପର୍ଯ୍ୟନ୍ତ କେହି ଅର୍ଜୂନକୁ ହରାଇ ପାରିବେନାହିଁ.
@maheswarsahu1913
@maheswarsahu1913 Год назад
Heart touching Topic
@maniramsabar4263
@maniramsabar4263 Год назад
ଜୟ ଶ୍ରୀକୃଷ୍ଣ , ଜୟ ଜଗନ୍ନାଥ 🙏
@reenaswain1277
@reenaswain1277 2 года назад
Ati heart touching
@user-sb3zo2zn5k
@user-sb3zo2zn5k 2 месяца назад
ମହାଭାରତ ର କୃଷ୍ଣ ପ୍ରକୃତ କୃଷ୍ଣ। ଭାଗବତ ଓ ଅନ୍ୟ ଗ୍ରନ୍ଥ ରେ ବିଶେଷ କରି ବ୍ରହ୍ମ ବୈବର୍ତ ପୁରାଣରେ ରାଧା କଳ୍ପନା କରି ଆମ ଯୋଗେଶ୍ୱର କୃଷ୍ଣ ଙ୍କ ଧାଜିଆ ଉଡ଼ାଇ ସନାତନ ଧର୍ମର ଅପମାନ କରୁ ଛନ୍ତି। ତାଙ୍କ ବୀରତ୍ବ ତୀକ୍ଷ୍ଣ ବୁଦ୍ଧି ଯୋଗିଶ୍ୱରତା ଆଲୋଚନା ହେଉନି। ଯେତେ ଆଲୋଚନା ହେଲା ୫ପ୍ରତିଶତ ମଧ୍ଯ ସତ୍ୟତା ନାହିଁ।
@nirmalashaoo2284
@nirmalashaoo2284 Год назад
Bahu sundar alochana.
@bimbadharmohanty5236
@bimbadharmohanty5236 Год назад
God always right
@sarbeswardash9117
@sarbeswardash9117 Год назад
Prabhu Lila Maya radhe radhe
@sankarsahu570
@sankarsahu570 Год назад
ଶ୍ରୀକୃଷ୍ଣ ଜଣେ ଅଜନ୍ମା ଯୋଗୀ।ସେ ଜଗତର ଉଦ୍ଧାର ପାଇଁ ଏ ଜଗତକୁ ଆସିଥିଲେ।ସାରା ବିଶ୍ବ ଥିଲା ତାଙ୍କ ଆଶ୍ରୟରେ।ସେ କାହାରି ଦ୍ବାରା ବନ୍ଧା ନ ଥିଲେ।ସେ ଥିଲେ ଅନାସକ୍ତ କର୍ମ ଯୋଗୀ ଯୋଗେଶ୍ୱର। ଏ ସଂସାର ଥିଲା ତାଙ୍କର,କିନ୍ତୁ ସେ ସଂସାରରେ ବନ୍ଧା ନ ଥିଲେ।ସେ କାହିଁବା ଗୋପୀଙ୍କଠାରେ ବନ୍ଧା ରହିବେ?
@surendranathbarahi5927
@surendranathbarahi5927 Год назад
L AA appi
@rakeshbgh
@rakeshbgh Год назад
😃 👍👍👍
@AjayaNayak-zu6qu
@AjayaNayak-zu6qu Год назад
​@@surendranathbarahi5927 ⁶😅😮😅😮❤😅l97.h😅🎉😂❤
@pramilasen4938
@pramilasen4938 Год назад
❤❤❤❤❤❤❤❤❤❤❤❤❤❤❤❤❤
@mmohanta8004
@mmohanta8004 Год назад
@@surendranathbarahi5927 222w22ww2222222
@user-nv6od4oq5c
@user-nv6od4oq5c Год назад
Jay Shree Radhe Krishna
@geetamishra814
@geetamishra814 Год назад
tame gala dinu ahe gopinatha .sangita ra murchhana abhibhuta kare . he mahàa bhaaba ra adhikarini aapana nku sata koti pranam
@abhirampradhan6616
@abhirampradhan6616 Год назад
God is everywhere.
@surendramallik8749
@surendramallik8749 Год назад
ପ୍ରଜ୍ଞା ରାଉତ madam ଭୁଲ କହୁଛନ୍ତି,
@King-sh2hr
@King-sh2hr Год назад
କ୍ଷମା କରିବେ sir ଆପଣ ବୁଝିବା ଟା ଭୁଲ...
@user-mw9jt6ow6e
@user-mw9jt6ow6e 9 месяцев назад
Jay sree krushna Jay jagarnnath Jay Jay ram....
@ArunNayak-hg2zf
@ArunNayak-hg2zf 16 дней назад
ଏକାକ୍ଷର ବ୍ରହ୍ମ ଏକବ୍ରହ୍ମ ଦୁତୀୟ ନାଁ ସ୍ତି ବଳ କର୍ମ ସଂସାର କର୍ମ ଶୁଭୁଚି ଅସାକ୍ଷର ହେଉଛନ୍ତି ଲୋକେ ଡରିକିମାନିନେଵେ ଵଳବିଅଛି କଳିଯୁଗ ଶେଷ ଶୂନ୍ୟବାଣୀ ଵଳ ରେ ଲୋକମାନେ।
@tripurarimeher2319
@tripurarimeher2319 Год назад
Jay Jagannath Jay shree krishna
@dushasanpatra9420
@dushasanpatra9420 Год назад
JAY JAGANNATH...
@bharatdarsanwithraja5653
@bharatdarsanwithraja5653 Год назад
ଗୋପି ମାନେ କୃଷ୍ଣ ପ୍ରେମକୁ ଗୋଳେଇ ଗୋଳେଇ ପି ଥିଲେ ତେଣୁ ସେମାନେ ହେଲେ ଗୋପି,,,,
@kbrana901
@kbrana901 Год назад
Rama
@arjunsobeautifulsahoo2766
@arjunsobeautifulsahoo2766 Год назад
While Krishna leaving to mathura, had told "I will return to Vrindavan ".. Krishna never tells lie. What He speaks he does. He had told to kubja to visit her once, and he visited her house. Hence as per Bhagbat puran after killing dantabdkra, he came to Vrindavan and took all gop, gopis jadhoda, nanda baba, Radha rani to Golak Vrindavan by his yogmaya. Hare Krishna
@sarbeswardash9117
@sarbeswardash9117 Год назад
Prabhu Maya dhara mo Maya mote agochara tu ki najanu chara nara tanka Katha jete kahiba saribani Jay shree Krishna radhe radhe baba ki Jay
@nirupamamishra5221
@nirupamamishra5221 Год назад
Jete bujhaile mana manuni jama Kahinki ferila nahin gopa ku Kanha. 😭😭😭😭😭😭😭😭😭😭😭😭😭😭😭😭
@antarjyamigiri1192
@antarjyamigiri1192 Год назад
Chhotray babu jane talented person
@bhubananandaswain3231
@bhubananandaswain3231 Год назад
ଭଗବାନ ଶ୍ରୀକୃଷ୍ଣ ନ ଫେରିବା ଯଥାର୍ଥ କାରଣ ଭଗବାନଙ୍କ ଉଦ୍ଧେଶ୍ୟ ଦୁଷ୍ଟଙ୍କୁ ନିବାରଣ କରି ସନ୍ଥ ପାଳିବା । ଗୋପୀମାନଙ୍କ ପ୍ରେମ ଏତେ ସୁଦୃଢ଼ ଥିଲା ଯେ ଯଦି ଭଗବାନ ଫେରିଥାନ୍ତେ ତେବେ ଆଉ ମୁଥୁରା ଫେରି ନ ଥାନ୍ତେ କିମ୍ବା ଭଗବାନ ଆବ୍ରିଭାବ ହେବା ଉଦେଶ୍ୟ ପୂର୍ଣ୍ଣ ହେଇ ନ ଥାନ୍ତା । ପ୍ରେମ, ନିକଟରେ ଥିଲେ ଯେତିକି ଗମ୍ଭୀର ହୁଏ ,ଦୂରରେ ରହିଲେ ତା'ଠାରୁ ଅଧିକ ଗମ୍ଭୀର ହୁଏ ବୋଲି ସେ ଗୋପୀମାନଙ୍କ ନିକଟକୁ ଫେରି ନ ଥିଲେ । ଗୋପୀମାନେ , ନନ୍ଦ ଯଶୋଦା , ଓ ଗୋପପୁର ବାସୀ ଭଗବାନଙ୍କ ପ୍ରତି ଦୂରତା ଯୋଗୁ ଅଧିକ ଭକ୍ତି ଓ ପ୍ରେମରେ ଥିଲେ ଯାହା ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀକୃଷ୍ଣ ଜାଣିଥିଲେ । ଲୀଳାମୟ ନ୍କ ଲୀଳା ଆଲୋଚନା କରିବା ଠିକ କିନ୍ତୁ ତାଙ୍କର ଭୁଲ ଠିକ ବାଛିବା ଭୁଲ । ତେଣୁ ତାଙ୍କ କାର୍ଯ୍ୟ ସବୁବେଳେ ଦିବ୍ୟ ସେ ଯାହା କରନ୍ତି ସଂସାର ର ମଙ୍ଗଳ ପାଇଁ କରନ୍ତି । ଏହିପରି ଆଲୋଚନା ଚାଲୁ କିନ୍ତୁ ଭୁଲ ଠିକ ବଛା ନ ଯାଉ । ଜୟ ଶ୍ରୀକୃଷ୍ଣ ।
@hrushikeshshankhua1685
@hrushikeshshankhua1685 Год назад
Jai Sri krusna
@rashmiranjansahoo173
@rashmiranjansahoo173 Год назад
Wright ansarpragyn bhauni
@ramaranisenapati5719
@ramaranisenapati5719 11 месяцев назад
Pagya Rout,Niranjan Sirnka bani hurdaya ku Chuila❤
@reenaswain1277
@reenaswain1277 2 года назад
Program ku 🙏🙏
@nirmalashaoo2284
@nirmalashaoo2284 Год назад
Bhagaban manyusya rupa dhari jibamnara pratok muhurtara kete mulyaban se gopa chanti jiban gathanare sikhyara kete abasyaka taha janataku suchaiba saha michha snehare jibanaku kalusita na karibar prerana matra..
@reenaswain1277
@reenaswain1277 2 года назад
Vala karinahanti
@bapunnayak7425
@bapunnayak7425 Год назад
Jay Shree Krishna🙏
@bijaykumarbaliyarsingh7723
@bijaykumarbaliyarsingh7723 Год назад
Very heartful topics on God srikrishna .
@reenaswain1277
@reenaswain1277 2 года назад
Dr mishra is 💯% right
@Hemant-oe3qp
@Hemant-oe3qp 8 месяцев назад
Jay.sri.krusna
@sangramnayak4170
@sangramnayak4170 Год назад
Whatever that might be,but the lord Krishna should return for a short duration
@dasdas416
@dasdas416 Год назад
I say so....
@prabhatguin3062
@prabhatguin3062 2 года назад
Jay Jagannath
@surendramallik8749
@surendramallik8749 Год назад
Surendra sir ଠିକ୍ କହୁଛନ୍ତି
@mastermaneesee2581
@mastermaneesee2581 Год назад
Excellent.
@evenswarpradhan6329
@evenswarpradhan6329 Месяц назад
କୁଷନ କେତେ ଚଣ ଗୋପି ମାନଂକ ପ୍ରେମ କରି ଵାହା ଼ହ ଈ ଥିଲେ
@reenaswain1277
@reenaswain1277 2 года назад
Dr mishra 🙏
@nilachalapadhan5882
@nilachalapadhan5882 Год назад
Jete kartabya thile madhya.kamsekam tike sukha dukha Buji asuba kha.hele bhagan jaha karntu pranira mangala pain
@reenaswain1277
@reenaswain1277 2 года назад
Ajaira topic mo manare sabubele prasna uthe
@rabindranathbaral1813
@rabindranathbaral1813 Год назад
ସାରା ସଂସାର ର ସ୍ୱାମୀ ଙ୍କୁ ଗୋପ ରେ ସୀମିତ ରହିବା ଯଥାର୍ଥ ନୁହେଁ ଶ୍ରୀକୃଷ୍ଣ ଯାହା କରିଛନ୍ତି ତାହା ଯଥାର୍ଥ
@rajanimohanty1518
@rajanimohanty1518 Год назад
Nqqq2
@puspanjalijani4454
@puspanjalijani4454 Год назад
Kamlshan❤
@dasdas416
@dasdas416 Год назад
Kete Sundar alochana sate.....!!!
@onlinestudy9705
@onlinestudy9705 Год назад
ଆପଣମାନେ କୁହୁଡ଼ିରେ କାହିଁକି ପହଁରୁ ଅଛନ୍ତି?
@reenaswain1277
@reenaswain1277 2 года назад
MA josoda MA Radha nka prati thik karinahanti
@reenaswain1277
@reenaswain1277 2 года назад
JAY Shree Krishna
@sokuntalabehera6782
@sokuntalabehera6782 Год назад
Sri krushna Zane Sadharana purusa naThile Se bhagavana kahili pherne pherile bhula heithantha
@brajamohanty6220
@brajamohanty6220 Год назад
ଭାଇ "ବୃନ୍ଦାବନଂ ପରିତ୍ଯଜ୍ଯ ପଦମେକଂ ଗଚ୍ଛାମି"। ପ୍ରେମ କ'ଣ ତାହା ନଜାଣି ଆଲୋଚନା କରିବା ଯଥାର୍ଥ ନୁହେଁ। ଦୟାକରି ଶ୍ରୀକୃଷ୍ଣଙ୍କର ସମାଲୋଚନା କରନ୍ତୁ ନାହିଁ।
@susantasahoo4217
@susantasahoo4217 Год назад
Susanta. Sahoo
@fukunmaster
@fukunmaster Год назад
ଅଙ୍କେ ଦ୍ରବ୍ୟ ପ୍ରୀତି ହ୍ରାସ ନିତି ନିତି ଦେଖି ଦେଖି
@reenaswain1277
@reenaswain1277 2 года назад
🙏🙏🙏🙏🙏🙏🙏
@bhaktameher8992
@bhaktameher8992 Год назад
କାହାର ନୁହନ୍ତି ସେହୂ ବଶ ।।
@ramakantabehera4856
@ramakantabehera4856 Год назад
Krushna nkara abatars jasoda nka kimba Gopi mananka nuhe Sara sansara pai jadi atma paramatma nku kebala bhabare bandhi pariba sakshya ta re bandhiba taha eka dhrusta ta
@saubhagyabiswal4401
@saubhagyabiswal4401 Год назад
Shola.sahars.gopi.nku.shola.sahars.krushna.
@sripatibiswal7312
@sripatibiswal7312 Год назад
Krishna,NafeibaTik
@akpeasymath1301
@akpeasymath1301 Год назад
Jada Jada hi dharmasya glanivabati bharat avyuthanam adharmasya tadamtanam suryamyaaham.. Bhagaban nkar lila kichi baki thila jaha samparna karibapain pain tanku jibaku padila.
@ratikantabehera8987
@ratikantabehera8987 Год назад
ଛୋଟରାୟ ସାର ଙ୍କ ବ୍ୟତୀତ ଅନ୍ୟମାନେ ଏ ଆଲୋଚନା ପାଇଁ ଅଯୋଗ୍ୟ. ସେଥିପାଇଁ ଏକ ଅପରିପକ୍ୱ ଆଲୋଚନା ପରି ମନେହୁଏ.
@avirambhuyan9374
@avirambhuyan9374 Год назад
Pravas jyanjya ku nimatran gopimanaku deleni kahinki krushna
@dasdas416
@dasdas416 Год назад
Ehi Sidhartha bhakti channel ra Malika oo malikani Sitaram Agrawal ebang Namita Agrawal nischayana Krisha oo Radha nkara ansa bisesa.....
Далее
Dasia Bauri Village Baligaon. 🙇🙇🙇
10:24
Просмотров 10 тыс.
Thakura Kashaba chandra=3
59:15
Просмотров 196 тыс.
Ещё и в кредит
1:01
Просмотров 4,2 млн