Тёмный

Governor-Son-Assaults-Officer Case: Has A Compromise Been Worked Out? Baikuntha Pradhan, Lalit Kumar 

Odisha Sambad
Подписаться 173 тыс.
Просмотров 115 тыс.
50% 1

Опубликовано:

 

28 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 291   
@sadhudas2758
@sadhudas2758 3 месяца назад
ଓଟିଭି ଓ ଅରଗସ୍ ଚାନେଲ ମରିଗଲେ ।
@nrusinghcharanpalei8938
@nrusinghcharanpalei8938 3 месяца назад
Otv o argus tv nka patire ........... pasichhi .
@subashchandradas1638
@subashchandradas1638 3 месяца назад
ଧନ୍ୟ ରେ ରାଜ୍ୟପାଳ ପୁଅ, ଛିଃ ଛିଃ ବାପା ର ନାମକୁ ମାଟିରେ ମିଶାଇଲୁ। ଏତେ ଅହଂକାର!
@SatyamebaJayate-ml8qx
@SatyamebaJayate-ml8qx 3 месяца назад
ମାମଲା ରଫା ଦଫା ହେଲେ ଜଣାପଡିବ "ଆଇନ ସମସ୍ତ ଙ୍କ ପାଇଁ ସମାନ ନୁହେଁ"
@pravakarpradhan1571
@pravakarpradhan1571 3 месяца назад
Argus news ଶୋଇ ପଡ଼ିଛି
@jiki.polad8642
@jiki.polad8642 3 месяца назад
Rajya pala ra pua peliki sueideichi
@santilatapanda1386
@santilatapanda1386 3 месяца назад
Kukura chobei del tanka ra kn kahibi. ..... Chhi chhi magia
@santilatapanda1386
@santilatapanda1386 3 месяца назад
Godei godei Mari eba uchit
@nrusinghcharanpalei8938
@nrusinghcharanpalei8938 3 месяца назад
Tankera dhatu khya hoichhi .
@himansudash9149
@himansudash9149 3 месяца назад
ତା ପାଟିରେ ବାନ୍ଡ ପଶିଛି
@odishavillagearea5838
@odishavillagearea5838 3 месяца назад
ଓଟିଭି ଅର୍ଗଷ କୁଆଡେ ଗଲ ତମ‌ ମାନକୁ ଲାଜଲାଗିବା କଥା
@pratappani1114
@pratappani1114 3 месяца назад
Argus asmita ko dhund ne ke liya nikla hai
@pranatisamantaray144
@pranatisamantaray144 3 месяца назад
Argus kuade marichu ki hajichu to akhi ki dharama pradhan Ku dekha jauni
@shreekrishnabhakta326
@shreekrishnabhakta326 3 месяца назад
Sabu adharmi. Khali tanka aau nija image pain ahi news chanel waalaa. Argus tengura pituchi sabu aade. Argus satyara sandhan. Kuade gale sir maane. Samastanka pain dhrama re mantabya rakhantu. Nahin ki tanka pain pakhya paarita karantuni.
@SantanuNamita
@SantanuNamita 3 месяца назад
Odia asmita bele esabu Chanel munda biki deichhanti
@benudharharichandan8993
@benudharharichandan8993 3 месяца назад
​@@pranatisamantaray144🕘 9999999999999999999999999999
@bijaypatra9105
@bijaypatra9105 3 месяца назад
ଗୋଟିଏ ମାସ ହୋଇନି ଆଗକୁ କଣ ହବ ଜୟ ଜଗନ୍ନାଥ 🙏
@Cool_boy_Deepak5005
@Cool_boy_Deepak5005 3 месяца назад
Banda heba..
@jiki.polad8642
@jiki.polad8642 3 месяца назад
Bhat kichi heba Gujarat bhali
@deepess_deepu83
@deepess_deepu83 3 месяца назад
Gujrati chamcha andha bhakt, Narendra khan ra chamcha odisha ku Manipur bhali karibe 😊
@MMedia-xg4qb
@MMedia-xg4qb 3 месяца назад
ଜଣେ ଅତ୍ୟାଚାରୀ ଗଭର୍ଣର୍ ପୁଅ ଆଗରେ ଏ ସାଧାରଣ କର୍ମ୍ୟଚାରି କଣ କରିବ
@oparpitff828
@oparpitff828 3 месяца назад
Oh. Ki. Dukha
@RabiJakaka-rd2cr
@RabiJakaka-rd2cr 3 месяца назад
Argus news କୁଆଡେ ଗଲେ ସଲ ଏକପାଖିଆ ପାଦ chata news।
@lilamayasahu6669
@lilamayasahu6669 3 месяца назад
ଓଟିଭି ଭି
@princerajesh475
@princerajesh475 3 месяца назад
Odisha ra godi media😂
@bapuncreationab
@bapuncreationab 3 месяца назад
Argus News bala j bjp bala phone pay karideichi Sethi pai asuni au😂😂
@youthexplosion6453
@youthexplosion6453 3 месяца назад
ରାଜ୍ୟପାଳ ଚୋର ଟା ପରି ଦେଖା ଯାଉଛି
@nuelbaa8392
@nuelbaa8392 3 месяца назад
Seto bhai ek no.chor ! Modinko HMV. Remote to Modi Shah hatore 😂😂😂
@subhasispattnaik5405
@subhasispattnaik5405 3 месяца назад
ଭଲ କଥା ଟେ କହିଲ
@rasanandasethy
@rasanandasethy 3 месяца назад
ନିୟୁଜୁ ବାଲା ଗୁଡାକ କୁଆଡେ ଗଲେ ଓଟିଭି ଅଗଶ୍ ଆଉ ପାଟି ଫିତିବନି ଏ ଆକୁଦେଖା ଛି ଛି ଛି ବାଳ ନିୟୁଜୁ
@MNDIGITALSARAKANA
@MNDIGITALSARAKANA 3 месяца назад
Se BJP channel
@santilatapanda1386
@santilatapanda1386 3 месяца назад
Pela news OTV Argas
@puspanjalipradhan3336
@puspanjalipradhan3336 3 месяца назад
ପୁଅ ସଂସ୍କାର ଶିଖି ନାହିଁ
@ChitarsanBehera
@ChitarsanBehera 3 месяца назад
🎉😂
@avayjena9238
@avayjena9238 3 месяца назад
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦରକାର୍
@trailoknathkhatua6995
@trailoknathkhatua6995 3 месяца назад
ସମ୍ବିଧାନ ବିନାଶର କାରଣ, ଶିକ୍ଷାର ଅଭାବ ଏବଂ ଅହଂକାରର ଉତ୍ଥାନ
@swapneswarpaikaray1229
@swapneswarpaikaray1229 3 месяца назад
ରାଷ୍ଟ୍ରପତି ଥିବା ସମୟରେ ଏମିତି ଘଟଣା ଘଟୁଛି ଆଉ ରାଜ୍ଯପାଳ ଏତେ ଦିନ ଗତ ହେବାପରେ ମଧ୍ୟ ନିରବ ଅଛନ୍ତି ।
@ganeswarnayak7161
@ganeswarnayak7161 3 месяца назад
ଘଟଣା ଦୁଃଖ ଦାୟକ, ଦୋଷୀକୁ କଠୋର ଦଣ୍ଡ ରେ ଦଣ୍ଡିତ କରାଯିବ। ଉଚିତ୍ । ସିଏ ଯିଏ ବି ହେଉ ଦୋଷୀ ଦୋଷୀ, ମୋହନ ସରକାର ଉଚିତ୍ ପଦ ଖେପ ନେବା ଉଚିତ୍।
@sibanarayanpanda-fx6fb
@sibanarayanpanda-fx6fb 3 месяца назад
ଗଭର୍ଣ୍ଣର ଙ୍କୁ ଓଡ଼ିଶାରୁ ବଦଳି କରାଯାଉ
@subaldas3254
@subaldas3254 3 месяца назад
ଏପରି ସରକାର। ଦରକାର ନାହିଁ। ଶିଘ୍ର ସରକାରଙ୍କୁ ବିରୋଧୀ ।
@BibhutiDalei-hz7xs
@BibhutiDalei-hz7xs 3 месяца назад
ଧଇଁ ସଇଁ ସାମ୍ବାଦିକ ଅର୍ଗଶ ଗଲା କୁଆଡେ ?
@umakantaparida8086
@umakantaparida8086 3 месяца назад
ସୋମୂରଞନ ପଟ୍ଟନାୟକ କୁଆଡ଼େଗଲେ ଖଣିଚୋର।
@Omm-i4g
@Omm-i4g 3 месяца назад
Mukhya mantri resign karantu
@shesadevpati7290
@shesadevpati7290 3 месяца назад
No compromise with Governors SON.
@krushnasamal7485
@krushnasamal7485 3 месяца назад
Modi should take stringent action against Governor of odisha. It will be a good lesson for others.
@himansudash9149
@himansudash9149 3 месяца назад
ରାଜ୍ୟପାଳ ର ମଦୁଆ ପୁଅ ଗାନ୍ଡିମରା ପଇସା ରେ ଅୟସ କରି ପୋଟଳ ପରି ହେଇଛି। ରାଜ୍ୟପାଳ କୁ ଲଜ୍ୟା ନାହିଁ। ମଦୁଆ ପୁଅ କୁ ସୁରକ୍ଷା ଦେଉଛି। ମୁଖ୍ଯ ମନ୍ତ୍ରୀ ବି ଅସ୍ମିତା କଥା କହୁଛନ୍ତି କିନ୍ତୁ କାମରେ ନାହିଁ। ଡର କାଳେ ଚାକିରି ଚାଲିଯିବ।
@manishkumar2010rout
@manishkumar2010rout 3 месяца назад
No compromise
@gopabandhubehera453
@gopabandhubehera453 3 месяца назад
ରାଜ୍ଯରେ ଏଡେବଡ ଘଟଣା,ଘଟିଗଲା,ଧରିତ୍ରି ଖବରକାଗଜ ଛଡା,କୈଣସି ଖବର କାଗଜ କିମ୍ବା ଟିଭି,ମିଡିଆ,ସବୁ,ଜାଣିକି,କିଛି,ନଜାଣିଲା ଭଳିଆ,ଆଖି,ବୁଜିଦେଲେ,ଏକମାତ୍ର ସାହାସୀ ସମ୍ପାଦକ ତଥାଗତ ସତପଥୁ ମହାସୟଙ୍କୁ,ହ୍ରୁଦୟ ରୁ ଧନ୍ଯବାଦ
@skbbsrodisha
@skbbsrodisha 3 месяца назад
ମୁଁ ଜାଣିବାରେ ପ୍ରଥମ ଥର ପାଇଁ ଓଡ଼ିଶାର ରାଜଭବନ ଓ ମହାମହିମ ରାଜ୍ୟପାଳ ବଦନାମ ହୋଇଛନ୍ତି ମହାମହିମ ରାଜ୍ୟପାଳ ଙ୍କର ପୁଅ ପାଇଁ !
@sagarsahu5937
@sagarsahu5937 3 месяца назад
ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ବୋଧେ ରାଜ୍ୟପାଳ ଜାଣିନାହାନ୍ତି 😂 ସେଇଥି ପାଇଁ action ନେଉନାହାନ୍ତି।
@rajendramallik7573
@rajendramallik7573 3 месяца назад
ଗିରଫ କରାଯାଉ ନକଲେ ଅଖ ଚକ ବନ୍ଦ ହେବ
@ballavcharanpradhan3532
@ballavcharanpradhan3532 3 месяца назад
ଓ ଟିଭି ଅର୍ଗୁସ ଟଭି ପାଟି ରେ କଣ କିଳା ପଇଚି ।
@santilatapanda1386
@santilatapanda1386 3 месяца назад
Patire bando
@MNDIGITALSARAKANA
@MNDIGITALSARAKANA 3 месяца назад
ଭାଇ କାହିଁକି ହୋ ହାଲ୍ଲା କରୁଛ, ଯାହା ପାଇଁ କରୁଛ ତାକୁ ସେମାନେ ବୁଝେଇ ଦେବେ fir withdraw ହେବ ସବୁ ପ୍ୟାଚ ପଡ଼ି ଯିବ ସେ ନିଜେ କହିବେ ରାଜ୍ୟପାଳ ଙ୍କ ପୁଅ ନିର୍ଦ୍ଦେଶ ବୋଲି , ସେ କେବେ arrest ହେବେନାହିଁ ଲେଖିକି ରଖ
@ajaykumarswain2294
@ajaykumarswain2294 3 месяца назад
ଏ ମନ୍ତ୍ରୀ ଖାଲି ପାନ ଖାଇବା ଜାଣିଛି
@prasantapattanaik862
@prasantapattanaik862 3 месяца назад
ସେମାନେ ସମସ୍ତେ ଯିବେ ମିଶି।ତମେ ସମସ୍ତେ ଯିବ ଫସି।
@arabindamishra4045
@arabindamishra4045 3 месяца назад
ଓଡ଼ିଶାର ସୁଯୋଗ୍ୟ କେନ୍ଦ୍ରମନ୍ତ୍ରୀ ଓ ବିଜେପି ର ବରିଷ୍ଠ ନେତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଘଟଣା ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ର ଦାବି ରଖିବା ଉଚିତ ହେବ । ଓଡ଼ିଶାର ଅସ୍ମିତା ଦୃଷ୍ଟିରୁ ଦୋଷୀ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
@sadhudas2758
@sadhudas2758 3 месяца назад
କ୍ରିମିନାଲ କେଶ କାହିଁକି ନ ହେବ ?
@mohanhembram427
@mohanhembram427 3 месяца назад
ମୋହନ ସରକାର ଦାୟୀ ରହିବେ କିଛି ପଦକ୍ଷେପ ନ ନେଲେ
@bhabanisankardas8641
@bhabanisankardas8641 3 месяца назад
କାହିଁକି ରାଜଭବନରୁ କୌଣସି ପ୍ରତକ୍ରିୟା ଆସୁନି?? ବିଜେପି ରାଜୁତି ର ଏହା ଏକ ପ୍ରଥମ ଉଦାହରଣ???? ଜଗନ୍ନାଥ ନିଶ୍ଚୟ ଦୋଷୀକୁ ପରୋକ୍ଷ ରେ ଦଣ୍ଡିତ କରିବେ
@khirodmohanty3629
@khirodmohanty3629 3 месяца назад
No compromise , action may be taken by the govt . Why law ? Take step Saswata Misra & show IAS power of Odisha . Govt . will blame if compromise. It will prove " nikama sarakar " .
@BibhutiDalei-hz7xs
@BibhutiDalei-hz7xs 3 месяца назад
ମାଡ଼ ଖାଇ ପୁଣି କାହିଁକି ରାଜ୍ୟପାଳ ଙ୍କ ପାଖକୁ ଯାଇଥିଲେ ବୈକୁଣ୍ଠ ? ସମାଧାନ କରିବାର ଥିଲା ଯଦି କାହିଁକି ମେଡିଆକୁ ଆସୁଥିଲ ?
@GURUDAS-iy9nx
@GURUDAS-iy9nx 3 месяца назад
ଆରେ ମୋହନ ସରକାର ତତେ ଟିକେ ଲଜ୍ଜା ନାହିଁ ରେ
@bhaktimarga853
@bhaktimarga853 3 месяца назад
The Govt should take action against the deliquent.
@samuelkhuntia5258
@samuelkhuntia5258 3 месяца назад
ରାଜ୍ୟ ପାଳ ନା ବାଳ ପାଳ ,,ଆଇନ୍ ସମ୍ବିଧାନ ସମସ୍ତ ଙ୍କ ପାଇଁ ସମାନ୍ ।
@renubalamohapatra7437
@renubalamohapatra7437 3 месяца назад
ଯଦି ବୈକୁଣ୍ଠ ବୁଝିଯାଇଥିବ ତେବେ ସେ ଗୋଟେ କୁକୂର ହୋଇଥିବ।
@pakhi1023
@pakhi1023 3 месяца назад
Chhi chhi re odia Asmita😢
@gopalkrishnapattnaik5313
@gopalkrishnapattnaik5313 3 месяца назад
LAW IS ABOVE ALL. IT CAN NOT BE TWISTED.
@kshyamanidhisahoo1248
@kshyamanidhisahoo1248 3 месяца назад
Istapa dintu rajyapal
@ashoksahoo1779
@ashoksahoo1779 3 месяца назад
Action should taken as per law
@GaneshJena-mr1hf
@GaneshJena-mr1hf 3 месяца назад
ଆଦୈ ଏହା ଠିକ୍ ନୁହେଁ ,ଆଇନ ଠିକ୍ ଭାବରେ କାମ ନ କଲେ BJP ମାଟି କାମୁଡି ବେ ।
@satyanarayanprasadnayak4505
@satyanarayanprasadnayak4505 3 месяца назад
ଅପରାଧ ଘଟେଇଥିବା ରାଜ୍ୟପାଳଙ୍କ ପୁଅ ପାଇଁ କଣ ଏ ଦେଶର ଆଇନ ଲାଗୁ ହେବନାହିଁ ? ପ୍ରଶାସନ ନୀରବ କାହିଁକି ?
@vijoybaliarsingh8050
@vijoybaliarsingh8050 3 месяца назад
ଯେ ହେତୁ ସେ ଜଣେ ସରକାରୀ କର୍ମଚାରୀ ତେଣୁ ଯେ କୌଣସି ପ୍ରକାରେ ଡରେଇ ଧମକାଇ ଏ ଘଟଣା କୁ ସମାଧାନ ନିମନ୍ତେ ଅନେକ ଡ୍ରାମା ହେବ। ଦେଖି ବାକୁ ବାକି ରହିଲା ।
@madhabanandaswain4695
@madhabanandaswain4695 3 месяца назад
ଗୁଣ୍ଡପରି ଦେଖାଯାଉ ଛନ୍ତି
@User.no.420
@User.no.420 3 месяца назад
ସୁ ପୁତ୍ର ନୁହେଁ କୁ ପୁତ୍ର
@bamadevjena3571
@bamadevjena3571 3 месяца назад
Action neba darkar
@trilochonrautaray2092
@trilochonrautaray2092 3 месяца назад
Right
@chinmayakumarpati5631
@chinmayakumarpati5631 3 месяца назад
ଦୋଷୀ କୁ ଦଣ୍ଡିତ କରାଯାଉ।ନହେଲେ ଓଡ଼ିଆ ଅସ୍ମିତା କୁଆଡେ ଯିବ??ରାଜ୍ୟପାଳଙ୍କ ପୁଅ ବୋଲି କଣ ଆଇନ ଠୁ ଉର୍ଦ୍ଧ୍ବରେ??
@parsuramjena7119
@parsuramjena7119 3 месяца назад
Yes waiting but it's very very important for odisha people.
@purnachandrapradhan2399
@purnachandrapradhan2399 3 месяца назад
CM Sir! Are you for the common man or for the Governor Raghubardas. Shame to our police officials.
@alokaranjandash9853
@alokaranjandash9853 3 месяца назад
ଆପଣ ଦୁଇ ଜଣ ଯାକ ପ୍ରବଳ ଭୟାଳୁ । ନହେଲେ ଖରାପ୍ କାମ କଲା ପରେ ବି ତାଙ୍କୁ ସୁପୁତ୍ର ବୋଲି କାହିଁକି କହୁଛନ୍ତି ?
@PrasantaBehera-y5o
@PrasantaBehera-y5o 2 месяца назад
ରାଜ୍ୟପାଳ ପୁଅକୁ ଛିଛି
@subaldas3254
@subaldas3254 3 месяца назад
ଜଣେ Exservice man.. ନିର୍ଭୀକ ଭାବରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ଉଚିତ।
@purnachandrapradhan2399
@purnachandrapradhan2399 3 месяца назад
Baijanta Sr where is your OTV not reporting Rajbhavan issue.
@Jsjhjzjjz
@Jsjhjzjjz 3 месяца назад
ମାଗିହା ବିହାରୀ ମାନଂକୁ ପିଟ ତେବେ ଜାଣିବେ ଓଡ଼ିଆ ମାନେ କେନ୍ତା ଯେ
@amarnathbadhei6586
@amarnathbadhei6586 3 месяца назад
Mamita Meher kandare kete action nia gala.
@sanjaykumarbasantia5653
@sanjaykumarbasantia5653 3 месяца назад
Raghubeer naitikata drustiru ISTAFA diantu
@aratadash5311
@aratadash5311 3 месяца назад
ବିଜେଡି ଓ କଂଗ୍ରେସ ଭଲ କିଏ
@BabulaBenya-w3w
@BabulaBenya-w3w 3 месяца назад
BJD
@satrughansethy386
@satrughansethy386 3 месяца назад
The dignity of Governor post is hampered alot.It would have been better if the Governor had resigned then.
@amaodia7362
@amaodia7362 3 месяца назад
Boycott OTV and Argus
@lokanathmohanty345
@lokanathmohanty345 3 месяца назад
Is there any doubt about the compromise?
@juluchsahu7279
@juluchsahu7279 3 месяца назад
Emided action please odisha sarkaar👍👍👍
@goutammahato1887
@goutammahato1887 3 месяца назад
Bjp ko vote dene ka parinam janta ko pachhtayegi ab
@santilatapanda1386
@santilatapanda1386 3 месяца назад
Ame utpat hele governor kn sunibe ki jadi sunibe jagi thantu
@saratbal682
@saratbal682 3 месяца назад
Saswat sachiba nuhen ghulam. Ghulam Malik upare kaan action neba?
@niranjantripathy9066
@niranjantripathy9066 3 месяца назад
Definitely as predicted Transfer to place of choice Cash Promotion
@SanuM-p9r
@SanuM-p9r 3 месяца назад
No compromise will do any right to the victim. Only the culprits being punished will show an example.
@tasmitadalai4769
@tasmitadalai4769 3 месяца назад
ଧିକ୍ ସେ ରାଜ୍ୟ ପାଳ ତ ପୁଅ ଦନଡ ମିଲୁ
@purnachandrapradhan2399
@purnachandrapradhan2399 3 месяца назад
Saswat Sir please proceed and not biased for Raghubardas.
@bibhutibhusanswain3843
@bibhutibhusanswain3843 3 месяца назад
କଣ କରିବା..24 ବର୍ଷ ସରକାର ରେ କେତେ କଣ ହେଇଯାଇଚି...ଯେତେ strike କରିଲେ ବି bjd ସରକାର.. ନ ଦେଖିଲା ପରି ରହୁଥିଲା.. ଏବେ ଟିକେ copy ହଉଚି
@sanjibakumardash7246
@sanjibakumardash7246 3 месяца назад
Compromise sarichi bodhe.
@SomanathaMahapatra-p4o
@SomanathaMahapatra-p4o 3 месяца назад
ଦେଖିବା ଓଡ଼ିଶା ର ଆଇନ କେତେ ମଜଭୁତ
@bijaykumardas1676
@bijaykumardas1676 3 месяца назад
ओडिशा में पहली बार बीजेपी की हकीकत सामने आई
@amarrout3916
@amarrout3916 3 месяца назад
ଆଇନ କାନୁନ୍ ଖାଲି ବଡ଼ବଡ଼ିଆ ବାବୁ ମାନଙ୍କ ପାଇଁ ସାଧାରଣ ମଳି ମୁଣ୍ଡିଆ ଙ୍କ ପାଇଁ ନୂହେଁ
@ShriramEnterprises-mn6qf
@ShriramEnterprises-mn6qf 3 месяца назад
Immediate appointment an Odia Rajyapal
@bhagabanchaini2149
@bhagabanchaini2149 3 месяца назад
Law is not equal every one
@g.venkatkrishna2083
@g.venkatkrishna2083 3 месяца назад
No comprimise should be dont he as to arrested treatef in jail speacially
@subratakumarpatra1170
@subratakumarpatra1170 3 месяца назад
ରାଜ୍ୟ ପାଳିବା ସହଜ ନା ପୁତ୍ର ପାଳିବା ?
@AjayabarikAjaya-k2s
@AjayabarikAjaya-k2s 3 месяца назад
Governer Hatao Odisha Banchao
@bimaldash2987
@bimaldash2987 3 месяца назад
Argus Reporter kuade gale, jemity anyasamayare bhada bhada huanti Reporter Babu, se kuade gale, e kana sambedana sila case nuhen
@nrusinghcharanpalei8938
@nrusinghcharanpalei8938 3 месяца назад
Sir apana suputra kana kuhantu kuputra .
@PrasantaBehera-y5o
@PrasantaBehera-y5o 2 месяца назад
ବିଜେପି ଓଡିଶାକୁ ଖାଇଯିବ ପୁରା ଚିଳିନି ବ
@rakeshkumarmohapatra4501
@rakeshkumarmohapatra4501 3 месяца назад
Block grant highschool ଶିକ୍ଷକ ମାନଙ୍କ ଦୂରାବସ୍ଥା ଦୂର୍ କରନ୍ତୁ। ସେମାନେ ୨୦ ବର୍ଷ ଧରି ବିନା ଦରମାରେ ଓ ଶେଷ ୧୦ ବର୍ଷ ଚାକିରି ଜୀବନ ରେ ଅଳ୍ପକିଛି ଦରମା ପାଇ ଅବସର ନେଉଛନ୍ତି। GPF ନାହିଁ କି pension ନାହିଁ। ଦୟାକରି ସେମାନଙ୍କୁ ନ୍ୟାୟ ଦିଅନ୍ତୁ। ଏଇମାନଙ୍କ ଅବଦାନ ରେ ଓଡ଼ିଶା ର ଅନୁନ୍ନତ ଓ ଅପହଞ୍ଚ ଇଲାକାରେ ପାଠ ପଢ଼ି ବହୁତ୍ ଛାତ୍ରଛାତ୍ରୀ ଜୀବନ ରେ ସଫଳତା ପାଇଛନ୍ତି । ସରକାରୀ କଳର ଅପାରଗତା ଯୋଗୁଁ ଏଇ ଶିକ୍ଷକ ମାନଙ୍କ ଅବସ୍ଥା ଆଜି ଶୋଚନୀୟ। ଔଷଧ କିଣିବା ପାଇଁବି ପଇସା ନାହିଁ ଏମାନଙ୍କ ପାଖରେ।
@ganeswarpanda2367
@ganeswarpanda2367 3 месяца назад
Law is different for Governor's son and his friends
@durbashasahani4154
@durbashasahani4154 3 месяца назад
ସେ ଇରାଶିଷ ଆଉ ସେ ଲେଡିସ ସାମ୍ବାଦିକ କୁଆଡେ ଗଲେ,,, ଆଉ ଅର୍ଗୁସ କଣ ଠିକା ଛାଡିଦେଲା କି,,, ସେ ରାଜଭବନ ଟା ଏବେ କୋଉ ଶାଳା ବୋଲି ଉଚ୍ଚାରଣ କରି ଚିତ୍କାର କରିବ ଇରାଶିଷ 😄😄😄😄
@milunanda2515
@milunanda2515 3 месяца назад
Argus news kuade gale
@Srabankumarpalei-o7v
@Srabankumarpalei-o7v 3 месяца назад
Argas tv otv kuade gole vadia news bala
@Lililataswain-zi2fn
@Lililataswain-zi2fn 3 месяца назад
Arrest kara
@banasahu7961
@banasahu7961 3 месяца назад
Ok parts dev sir and Tara prasad your oponion
@sunilkumarpatnaik6953
@sunilkumarpatnaik6953 3 месяца назад
Darei dhamakai case withdrawal paain pressure..... ! Sabu Jumla.... 2 dina parey sabu Chup hoijibey...case dabi jiba. ....
@bijaykumarpattnaik3987
@bijaykumarpattnaik3987 3 месяца назад
He mukhya mantri, tume asmita kahuthila,aita kuade gala,tumara pati banda,odiya kuade gala,.
@medimisantosh496
@medimisantosh496 3 месяца назад
Puraa Film Style Chalichii...No justice...😮😢...
@santilatapanda1386
@santilatapanda1386 3 месяца назад
First re OTV Argas dui chanel comments padhu cha na nahi laza laguni
@mamataparida2685
@mamataparida2685 3 месяца назад
Governor son should know this is odisha and what he has done against odia
@SameerSinku-rq8tu
@SameerSinku-rq8tu 3 месяца назад
Satya maiba jayate
Далее
ДУБАЙСКАЯ ШОКОЛАДКА 🍫
00:55
Просмотров 2,7 млн
Ex-cm naveen pattnayak
1:52
Просмотров 27 тыс.
Ong Bak | Fight Club Scene
15:05
Просмотров 76 млн