Тёмный

Haryana Election Results Break The Dreams Of Naveen | Nirbhay Gumara Katha 

Nirbhay
Подписаться 286 тыс.
Просмотров 16 тыс.
50% 1

Haryana Election Results Break The Dreams Of Naveen | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621

Опубликовано:

 

8 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 229   
@brajakishorepadhi4022
@brajakishorepadhi4022 35 минут назад
ମିଥ୍ଯା ଓ ଦିବା ସପନ ର ସୌଦାଗର ନବୀନ ପଟ୍ଟନାୟକ। ପାଗଳ
@SUPER-e7e
@SUPER-e7e Час назад
ମହାଶୟ ସତ୍ଯବାଦି ବିଧାୟକଙ୍କ ହୋଟେଲର ଗୁମର କଥା ଥରେ ଲେଖନ୍ତୁ
@rushinayak5830
@rushinayak5830 55 минут назад
ବହୁତ ସୁନ୍ଦର ଅନାଲ୍ୟସିସ l
@manojpasayat3115
@manojpasayat3115 2 часа назад
ରାଜନୀତି ବାଟ ଖସଡା,ନବୀନ ହେଉଛି ଲଙ୍ଗଳା,ମନପବନ ଘୋଡାରେ ବସୁ ବସୁ ଖାଇଲା ଶକତ କଚଡା ।
@pitabasbarik7970
@pitabasbarik7970 52 минуты назад
Head of "Mungeri Lal"😂😂😂
@nikunjabiharisahani2070
@nikunjabiharisahani2070 Час назад
ରୁଟି ଜଳିଗଲା, ରୋଷେଇୟା କହିଲେ ତାଉଆ ବଦଳାଓ।ବଦଳା ଗଲା। ରୁଟି ପୁଣି ଜଳିଗଲା, ରୋଷେଇୟା କହିଲେ ଅଟା ବଦଳାଅ - ମାନେ ଭଲ ଅଟା ଆଣ। ଅଣାଗଲା। ରୁଟି ପୁଣି ଜଳିଗଲା, ରୋଷେଇୟା କହିଲେ, ପାଣି ବଦଳାଅ,ଭଲ ପାଣି ଦିଆଗଲା। ରୁଟି ପୁଣି ଜଳିଗଲା, ରୋଷେଇୟା କହିଲେ ଚୁଲି ବଦଳାଅ। ଚୁଲି ନୁଆ ଆସିଲା। ରୁଟି ପୁଣି ଜଳୁଛି, ମାନେ... ରୋଷେଇୟା ନିଶ୍ଚିତ ଖରାପ। କିନ୍ତୁ,କାହାର ସାହସ ନାହିଁ କହିବାକୁ ଯେ ରୋଷେଇୟା ବଦଳା ଯାଉ। କଂଗ୍ରେସର ବିପର୍ଯ୍ୟୟର କାରଣ ହେଉଛି ସେଇ ଖରାପ ରୋଷେଇୟା। ଯିଏ ଦେଶ ବିରୋଧୀ,ତାର ଭାରତରେ ସ୍ଥାନ ନାହିଁ।ଆଉ ବିଜେଡି ପାଗଳ ନ ହେବା ଭଲ। ରାହୁଲ କଥା କହିଲେ, ଯାହା ଟିକେ ଭଲ ଇମେଜ ନବୀନ ବାବୁଙ୍କର ଅଛି, ସବୁ ପଳେଇବ ସତରେ। ହୁସିଆର! ଲୋକମାନେ ଧିରେ ଧିରେ ବୁଝିଲେଣି ଦେଶରେ କିଏ ଶାସନ କରିବା ଉଚିତ।
@dinabandhutarai49
@dinabandhutarai49 8 минут назад
ଚମତ୍କାର ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ୍।
@pramodkumarbiswal4883
@pramodkumarbiswal4883 53 минуты назад
Your topic is most welcome. Thank u Nabinji.
@laxmidharnayak4191
@laxmidharnayak4191 Час назад
ସଠିକ୍ ଉପସ୍ଥାପନା ଓ ବିଶ୍ଳେଷଣ ପାଇଁ ଅଶେଷ ଅଶେଷ ଧନ୍ୟବାଦ ନମସ୍କାର।
@santoshnarayanbhagat2437
@santoshnarayanbhagat2437 Час назад
Jay jagannath
@satishchandrabehera7291
@satishchandrabehera7291 2 часа назад
ନବୀନ ବାବୁ ଏବେ ବି ଯଦି ସ୍ଵପ୍ନ ଦେଖୁଛନ୍ତି, ତେବେ ତାହା😢😢😢 କେବଳ ଦୁଃସ୍ଵପ୍ନ। ପରାଜୟର ' ଭୟ ' ତାଙ୍କୁ ଏମିତି ଘାରିଛି ଯେ ଯାହା ଦେଖୁଛନ୍ତି ଦିବା ସ୍ଵପ୍ନ।। ଜୟ ଜଗନ୍ନାଥ!!!
@dhamirona8662
@dhamirona8662 3 часа назад
ଠିକ୍ କଥା କହିଲେ, ପୂର୍ବ ରୁ ଭାରତୀୟ ରାଜନୀତି ନବୀନ ଙ୍କୁ ଅନୁକୂଳ ହେଉଥିଲା, ଭାଗ୍ଯ ଦେବୀ ସାଥ୍ ଦେଉଥିଲେ କିନ୍ତୁ ବର୍ତ୍ତମାନ ନବୀନ ଙ୍କ ଅତିତ କେଳେଙ୍କାରୀ ଅନ୍ୟାୟ ଅନିତି ପାଇଁ ଭାଗ୍ଯ ବାମ ହୋଇଗଲା
@manjupravamishra8000
@manjupravamishra8000 34 минуты назад
ଜୟ ଶ୍ରୀ ଜଗନ୍ନାଥ 🙏🌺।
@basantdhal1577
@basantdhal1577 2 часа назад
ନବୀନଙ୍କ ସମ୍ପର୍କରେ ଆଲୋଚନା କଲେ ଆଜି କେତେକଙ୍କ ପୋଡାଜଳା ହେବା ଏକ ସ୍ଵାଭାବିକ ପ୍ରତିକ୍ରିୟା ମାତ୍ର
@saratmishra7100
@saratmishra7100 19 минут назад
Perfectly said, it washed out Naveen's nightmare.
@gajendranathjena356
@gajendranathjena356 Час назад
ନବୀନ ପଟ୍ଟନାୟକଙ୍କ ଦିନରେ ଶୋଇ ଶପ୍ନ ଦେଖି ମନେ ଖୁସୀ ହୋଇ ଛାୟା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ରୁ ମୁଖ୍ୟମନ୍ତ୍ରୀ ହୋଇ ସରକାର କରିବା ଆଶା ମଉଳିଗଲା ହରିଆନା ନିର୍ବାଚନ ଫଳାଫଳରୁ😢ଦୁଷ୍ଟମତି ନବୀନ ପଟ୍ଟନାୟକ ରାହୁଳ ପ୍ରିତି ବାରି ହେଉଥିଲା ଦୁଷ୍ଟ ଦୃଜନ ମର୍ଡର ହତ୍ୟାକାରୀ ଧର୍ଶଣ ଅତ୍ୟାଚାରୀ ସହ ନବୀନ ମିଳେ ଯୁଲେକରି ସରକାର ଆଶା ଧୂଳିଶାତ ହୋଇଗଲା😂
@bichitrapalai800
@bichitrapalai800 Час назад
Mungerilal ki hasin swapan.
@Jagannath-oc9ht
@Jagannath-oc9ht 2 часа назад
ଜୟ ଜୟ ଶ୍ରୀଜଗନ୍ନାଥ ।
@ajayasahu5402
@ajayasahu5402 2 часа назад
Very excellent
@jeetendrakumarmohanty2963
@jeetendrakumarmohanty2963 Час назад
ନବୀନ ପଟ୍ଟନାୟକ ଦିବା ସ୍ବପ୍ନ ଦେଖୁଛନ୍ତି,ମୁଙ୍ଗେରିଲାଲ କେ ହସନି୍ ସପନେ।
@rajanikantachoudhury2343
@rajanikantachoudhury2343 Час назад
ନବୀନ ପଟ୍ଟନାୟକ ମଧ୍ୟ ଜଣେ ହିନ୍ଦୁ ବିରିଅଧି.
@deviprasaddas85
@deviprasaddas85 3 часа назад
Good topic sir
@rkbehera1241
@rkbehera1241 49 минут назад
Good news sir
@bhagabataprasadpanda2271
@bhagabataprasadpanda2271 Час назад
ମୁଁ ବି ବାସ୍ତବିକ ଏହି କଥା ଭାବୁଥିଲି। ଆପଣ ମୋ ମନ କଥା କହିଦେଲେ।
@prafulasingh2267
@prafulasingh2267 3 часа назад
ବେଇମାନ ଖଣ୍ଡିଆଙ୍କୁ ଚନ୍ଦନ ଲେପିଲେ ବି ସେ ତୁମର ହେବେନାହିଁ । ବେଇମାନ ଖଣ୍ଡିଆଙ୍କୁ କେବେବି ବିଶ୍ଵାସ କରିବେ ନାହିଁ ।
@chittaranjanbehera8173
@chittaranjanbehera8173 Час назад
Bhai namaskar, one mla from BJD will join with bjp
@sarojpradhan830
@sarojpradhan830 2 часа назад
❤❤❤❤❤❤
@netajidash9367
@netajidash9367 2 часа назад
ବେଗାନି ମୋଉତ ମେ ଅବଦୁଲ୍ଲା ମାତମ ମେ। (ମୁଁ ହିନ୍ଦୀରେ ଦୁର୍ବଳ ମାନୁଚି)
@kishorchsrichandan307
@kishorchsrichandan307 3 часа назад
ଆପଣ ଠିକ୍ କହିଛନ୍ତି କଂଗ୍ରେସ ହାରିଲା ପରେ ବିଜେଡି ର ବିଳାପ କିନ୍ତୁ ଟିକିଏ ସୂଚନା ଦେଇଥିଲେ ଭଲ ହୋଇଥାନ୍ତା କିଏ ସେହି ଏମପି ।
@gautammoharana7677
@gautammoharana7677 2 часа назад
Odisha re competitive exam like FOREST GUARD, RI, ARI etc, exam re jeu corruption hauchi taha bisayare gote video anantu sir...
@bhaskarMahata-rx6ij
@bhaskarMahata-rx6ij Час назад
Jay Jagannath Swami nayanpathagami bhabatume 🙏🙏🙏❤️🙏🙏🙏
@pragnyaparimitakudei4675
@pragnyaparimitakudei4675 22 минуты назад
ଓଡିଶା ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ଙ୍କ ପାଇଁ ଗୋଟିଏ ଆଲୋଚନା ଅlଣନ୍ତୁ ଅନୁରୋଧ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ଆମ ଦୁଃଖ ସୁଖ କୁ ଟିକେ ସମୟ ଦିଅନ୍ତୁ
@Funnytrainvideos-u1g
@Funnytrainvideos-u1g 2 часа назад
Hariyana has shown that Hindus are coming together,they have identified the anti Hindu parties
@ABehera-t8x
@ABehera-t8x Час назад
Anantaram behera 3 oth Ananda papa balangir 100 💯
@santoshbiswal6256
@santoshbiswal6256 Час назад
Nabin babu and pandian and other bjd bale cbi tadanta ku jauchhanti. Eha sure .
@nareshpanda4485
@nareshpanda4485 2 часа назад
ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ହରିୟାଣା ନିର୍ବାଚନ ପ୍ରମାଣ କରିଦେଲା,କଥାରେ ଅଛି ଭାଗ୍ୟ ଯେତେବେଳେ ଭଲ ଥାଏ ମାଟି ଧରିଲେ ବି ସୁନା ହୋଇଯାଏ କିନ୍ତୁ ଭାଗ୍ୟ ବାମ ହୁଏ ସୁନା ଧରିଲେ ବି ମାଟି ହୁଏ. ନବୀନ ବାବୁ ନାହି ରେ ଜଡାତେଲ ଲଗେଇ ଦିବା ସ୍ବପ୍ନ ସ୍ବପ୍ନ ରେ ରହିଗଲା
@LipuBabu-gw9wc
@LipuBabu-gw9wc Час назад
ସବୁ କଥା ରେ ନବୀନ ଫୋଟ ନ ମାରିଲେ ତମ ରୋଜଗାର ହେବ ନି
@srikantsahoo3504
@srikantsahoo3504 5 минут назад
BJD ର ରଶି ଜଳି ଯାଇଛି ହେଲେ ବଳ ଯାଇନାହିଁ।😂😂😂
@PrasantKumarSwain-f5t
@PrasantKumarSwain-f5t Час назад
ଯୋଗେନ୍ଦ୍ର ଯାଦବ ନିରପେକ୍ଷ ନିର୍ବାଚନ ସମୀକ୍ଷକ ନୁହଁନ୍ତି । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ନିର୍ବାଚନ ସଂପର୍କରେ ମଧ୍ଯ ମନଗଢା ସମୀକ୍ଷା କରି ଜିତିବାର ଦାବୀ କରିବେ ଏହି ଆମଆଦମୀ ପାର୍ଟିରୁ ତଡାଖିଆ ନେତା ଓରଫ ସମୀକ୍ଷକ ।
@birajakumarbarik3038
@birajakumarbarik3038 2 часа назад
ନବୀନ ଗୁଲୁଗୁଲା ରାହୁଲ ଜିଲାପି
@rashmibijaykumarmishra5543
@rashmibijaykumarmishra5543 2 часа назад
Sir , Good Afternoon. Great presentation today. Kindly distribute some jalebis to friends and team members on our behalf. Also kindly send some jalebis to Niwas and Mr Kart
@motilaldash4645
@motilaldash4645 2 часа назад
BJD କରୁଛି ବିଳାପ .....କିନ୍ତୁ ଆପଣ କରୁଛନ୍ତି ଚିତ୍କାର
@Jagannath-oc9ht
@Jagannath-oc9ht 2 часа назад
ବିଜୁ ଜନତା ଦଳ ତଳକୁ ତଳ।
@sasthakumarpurohit2580
@sasthakumarpurohit2580 Час назад
ମୁଁ b j d ବାଳ।,ମୁଁ ସ୍ୱପ୍ନରେ ଗୋଟିଏ ସୁନ୍ଦର ପରି କୁ ବାହା ହେଉଛି, ହାତ ଗଣ୍ଠି ପଡ଼ିଗଲା,ମୁଁ ତାକୁ ଘରକୁ ନେଲି,ମୋର ସ୍ବପ୍ନ ଭା ଙ୍ଗି ଗଲା,,,,,,,,,
@anjananayak3971
@anjananayak3971 Час назад
Sir chamcha au kritadasa mananku Bahut badhichhi hariyana jilapi Kichhi semannku diantu
@SantoshBai-z3b
@SantoshBai-z3b 10 минут назад
Jai jagannath
@trilochanpatnaik6321
@trilochanpatnaik6321 3 часа назад
ଯାହାର ପୂର୍ବ ପୁରୁଷ ଅଣ ହିନ୍ଦୁ ସେ ସଦାବେଳେ ସେହି ଅଣ ହିନ୍ଦୁ ମାନଙ୍କ ସପକ୍ଷରେ କହିବେ ଓ ଲଢ଼ିବେ।
@nrushinghnathsahu1630
@nrushinghnathsahu1630 3 часа назад
ଝିଲାପି କାରଖାନା ରେ କାମ ମିଳିବ ବୋଲି ବହୁ ଆଶା ରଖିଥିଲେ, ଜଗନ୍ନାଥ ତାହା ବି କରେଇ ଦେଲେ ନାହିଁ ।
@Manoranjansahoo34680
@Manoranjansahoo34680 3 часа назад
😅😅😅👌👌👌
@PurnachandraBehera-if5tu
@PurnachandraBehera-if5tu 2 часа назад
ଧନ୍ୟବାଦ ନବୀନ ବାବୁ।
@bibhuti1887
@bibhuti1887 Час назад
Ehi bhali upakhyan paen apananku koti koti pranam 🙏
@haraprasaddash7452
@haraprasaddash7452 Час назад
Excellent presentation
@kalucharanpaikray7238
@kalucharanpaikray7238 34 минуты назад
ଜାମ୍ମୁକାଶ୍ମୀର ଧୋଇଲା........... ସ୍ବପ୍ନ...
@sushantakumardas9901
@sushantakumardas9901 2 часа назад
The Most Corrupted Mr Naveen Patnaik, Ex- Chief Minister of Odisha Consequitively for 24 Years and Outsted from Power in 2024 Election should Sincerely Dream for the Post of Prime Minister of India with the help of Congress Party instead of Hankering to be Chief Minister of Odisha Again for Squandering of Money of the Poor State .
@omsahoo4370
@omsahoo4370 Час назад
3-4 bada agency ethar exit poll kari nathile , sarkari birodhi hawa thile 67% voting re rahi nathanta . Himchal pradesh , Haryana ra podosi rajya ta condition loka dekhu chanti , OPS hei sarkar ku asile , state goverment emp ku tanka daba pai budget nahi , Congress time congress gunda kana karu thile loke bhuli nahanti , kemiti land for job scam hue
@omsahoo4370
@omsahoo4370 Час назад
Yearly 72000 daba , au bpl hitadihkari ku ghar daba kahila pare bhi loka vote dele nahi . Karnatak re free bus , free bijuli kahi only gote duita dharma ra loka ku dela , baki sabu upkhedita hele
@aksahoo346
@aksahoo346 2 часа назад
Pranam sir kalira sesa samaya aasigalani tenu Raja mantri nku biparita budhi dekhajauchi jay jaganath
@hemalatasandhibigraha6645
@hemalatasandhibigraha6645 Час назад
Excellent
@sanatanivinood
@sanatanivinood 3 часа назад
ହରିଆଣା ନିର୍ବାଚନ ଫଳ ମାଟିରେ ମିଶାଇ ଦେଲା ବିଜୁ ଜନତା ଦଳ 🕉️🚩
@PrasantaPattanayak-d8s
@PrasantaPattanayak-d8s Час назад
Purba sarakar nka aparadhik pashbika atyachar ete badhijaithila bhagaban bhi dariki abhishap dele
@laxmidharapanda6086
@laxmidharapanda6086 29 минут назад
ହରିୟାନା ନବୀନବାବୁଙ୍କ ସ୍ୱପ୍ନକୁ 1st ଷ୍ଟ୍ରୋକ ୟାପରେ ଝାଡ଼ଖଣ୍ଡ 2nd ଓ ମହାରାଷ୍ଟ୍ର 3rd ଷ୍ଟ୍ରୋକ ଦେବ ଏବଂ ସ୍ୱପ୍ନର ରାମନାମ ସତ୍ୟ ହୋଇଯିବ !
@PrasnnaMansingh
@PrasnnaMansingh 2 часа назад
କଂଗ୍ରେସପାଟି ସତୁରି ବର୍ଷ ଭାରତକୁ ବହୁତ ଲୁଟିଲା ଏବେ କେଉଠି ଭୋଟ ପାଇବା ଏତେ ସହଜ ହେବ ନି
@yudhisthiraswain
@yudhisthiraswain Час назад
Good bhai🎉🎉🎉🎉
@sarojkar1469
@sarojkar1469 2 часа назад
Very precious explanation from realistic points
@prasantakumarswain1968
@prasantakumarswain1968 2 часа назад
Ajna, Namaskar. Mohan Government should take dastric action against B. J. D. Mungerilaal even Naveen Pattnaik by coal scam.
@sarojmohanty1350
@sarojmohanty1350 2 часа назад
Always dreams don't turn to be real.
@nilanchalnaik1921
@nilanchalnaik1921 Час назад
NAVEEN..BABU AYA RAM GAYA RAM😂😂😂
@durgaprasadsamantaray7084
@durgaprasadsamantaray7084 Час назад
ଆପଣା କଲା କର୍ମମାନ, ଆଗକୁ ହୁଅ ସାବଧାନ
@manojdash6263
@manojdash6263 2 часа назад
ପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି।କିଏ ଦେଶ ପାଇଁ ଚିନ୍ତା କରୁଛି ଆଉ କିଏ ନିଜ୍ ପାଇଁ ଭାବୁଛି।ବିଜେଡି ର ପାପ କୁ ଆଉ କେହି ବି କ୍ଷମା କରି ପାରିବେ ନାହିଁ।
@basantapattnaik7812
@basantapattnaik7812 3 часа назад
ସାର ପ୍ରଣାମ 🙏🌹
@sujeetpanda-m9b
@sujeetpanda-m9b 2 часа назад
I think you are very smart to campaign for bjp
@rabimohanty112
@rabimohanty112 Час назад
ଜାତି ପ୍ରଶ୍ନ ବର୍ତ୍ତମାନ ନିରର୍ଥକ. କାରଣ ବଧୂ ପ୍ରଶ୍ନ ଜାତିରେସୀମିତ ନାହିଁ, ଜାତିକଥା ଆଉ ନାହିଁ, ବର୍ତ୍ତମାନ ଅର୍ଥନୈତିକ ଦମର୍ଥ୍ୟ ହିଁ ଜାତି. ଜାତି ଭିତ୍ତିକ ଜଣ ଗଣନା ମଳ କି ଘାଣ୍ଟିବା, ଧିକରେ ମାନବ ଦ୍ରୋହି କଂଗ୍ର୍ରସ ବିଜେଡି
@GolakaBiswal
@GolakaBiswal 2 часа назад
Bjp.zindabad 🎉🎉🎉🎉
@Lat4688
@Lat4688 Час назад
BJP jindabad
@AshokPanda-cu6zb
@AshokPanda-cu6zb 33 минуты назад
Jay Jagannath ❤
@pratapchpradhan7158
@pratapchpradhan7158 Час назад
Udaan
@ajoykumarbehera4313
@ajoykumarbehera4313 Час назад
Nabin patnaik should plan in constructive way
@prafullamohanty5557
@prafullamohanty5557 2 часа назад
Nabin babu nka matibhrma hei galani. BUju janta dal Is now Barabula Jaraja Dal
@KurumaniBarik
@KurumaniBarik 2 часа назад
ନବୀନ ପଟ୍ଟନାୟକ ଚାଉଛନ୍ତି ଯେଣେ ତେଣେ ହେଉ ମୁଖ୍ୟମନ୍ତ୍ରୀ କିପରି ହେବ. ଏଣୁ ସେ କଂଗ୍ରେସ ସହତ ମେଣ୍ଟ ଦରକାର.
@abhijitbarik2601
@abhijitbarik2601 20 минут назад
If the BJP is doing an alliance for the PM seat, then why no BJD. In politics the formula is the same for all parties.
@dwarikanath1958
@dwarikanath1958 Час назад
ହେଲିକ୍ୟାପ୍ଟର ଚଡ଼ିବା ସ୍ବପ୍ନ ସହଜେ ଭୁଲିପାରିବେ ନାହିଁ ବିରୋଧି | ତା ଛଡ| ପଇସା ପାଇଁ ମୋହ ତ ପୁଣି ଅଛି |
@rabindrapalatasingh6000
@rabindrapalatasingh6000 Час назад
The analysis is excellent.
@abhiramsahoo5642
@abhiramsahoo5642 Час назад
ହରିଆନାରେ ବିଜେପି ଜିତିବା ଫଳରେ ସ୍ବପ୍ନରେ ସ୍ବପ୍ନରେ ହେଉ ପଛେ କିଛି ଦିନ ଖୁସି ହେବାର ମଉକାଟିଏ ଅନ୍ତତଃ ନବୀନ ବାବୁ ଓ ବିଜେଡିଦଳର ହାତଛଡା ହେଇଗଲା। ସମଦୂରତା କହୁଥିବା ବିଜେଡି ଏବେ ବାର ଦୁଆର ଶୁଣ୍ଢିପିଣ୍ଡା ହେବାକୁ ଯାଉଛି !
@harekrishnamajhi7778
@harekrishnamajhi7778 2 часа назад
Mungerilal ki hasin sapne is very appropriate in the present scenario of the opposition mind set
@SubhaNarayan-u3f
@SubhaNarayan-u3f 2 часа назад
G00d
@abanikumarmishra1924
@abanikumarmishra1924 2 часа назад
Pandian pasakhalla khaluchhanti
@smrutidharbehera8048
@smrutidharbehera8048 21 минуту назад
Beautiful
@pradipray6127
@pradipray6127 2 часа назад
ଆପଣ ଠିକ୍ କହିଚନ୍ତି
@Tengen_uzui.003
@Tengen_uzui.003 Час назад
ହରିୟାଣା ସହ ନବୀନ ଙ୍କ କଣ ସମ୍ପର୍କ?ନବୀନ ଙ୍କ ପାଟିରୁ ଶୁଣିଛନ୍ତି କିଏ congress ମେଣ୍ଟ କଥା ?ମନ ଗଢା କାହାଣୀ
@govindab4089
@govindab4089 2 часа назад
Nabeen pattnayak au kichhi heba nahin. Se aka akarma, alajuka.
@RanjanBehera-ge1kf
@RanjanBehera-ge1kf 2 часа назад
☀️... ନା ଥିବ ବାଉଁଶ....ନା ବାଜିବ ବଇ°ଶୀ.... ମୋହନ ବାବୁ ଆଉ କାଳ ବିଳମ୍ବ ନକରି ଯଥା ଶିଘ୍ର ନିର୍ଦ୍ଦେଶ ଦିଅନ୍ତୁ...ED...CBI କୁ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ.................
@prasantakumarswain3419
@prasantakumarswain3419 2 часа назад
ସ୍ବପ୍ନ ଦେଖିବା ଭୁଲ ନୁହେଁ, ତାପରେ ସ୍ୱପ୍ନ ଦେଖିବା କଣ ଦରକାର, ଭଲ ନିଦ ହେଲେ ସ୍ୱପ୍ନ ଆସିଯାଏ କିନ୍ତୁ ଦୁସ୍ଵପ୍ନ, ଦିବାସ୍ଵପ୍ନ ଖୁବ୍ ମାରାତ୍ମକ ଚାହିଁଲେ ବି ଦୂରେଇ ପାରିବା ନାହିଁ ଯାହାକି ବିଜେଡ଼ି କ୍ଷେତ୍ରରେ ଘଟୁଛି । ନିର୍ଭୟ ତର୍ଜମା କରି ଆମକୁ ବୁଝେଇ ଦେଇଥିବାରୁ ଧନ୍ୟବାଦ।
@manubhaihappylife6728
@manubhaihappylife6728 Час назад
କପଟ ଓ ସଚୋଟ ଲଢେ଼ଇରେ ସଚୋଟ ଆନନ୍ଦ କରିଥାଏ।
@alekhachandra6982
@alekhachandra6982 2 часа назад
ମାଇପ, ନାହିଁ, ପୁଅ ନାମ ଗୋପାଳ,
@amiyamishra1661
@amiyamishra1661 Час назад
🎉🎉🎉🎉, Excellent analysis
@birakishoresahoo3080
@birakishoresahoo3080 2 часа назад
BJD eniki talaku talaku.Aaau Nabin Babu nka yojana phalabati hebara nahin.Patanara Bela asijaichhi.
@manjushaswain1037
@manjushaswain1037 3 минуты назад
ଦେଶ।, ରାଜ୍ୟ ର‌ ସ୍ବାର୍ଥ ଚୁଲି କି ଯାଉ‌ ନବୀନ ଙ୍କର ଯାଏ ଆଶେ ନାହିଁ କଂଗ୍ରେସ ରେ ରାହୁଲ ପି ଏମ୍ ପ୍ରାର୍ଥୀ ଥିବା ପର୍ଯ୍ୟନ୍ତ କଂଗ୍ରେସ ଜିତି ପାରିବ ନାହି । ଭୈରବ ନବୀନ। ପାଖରେ ଥିବା ଯାଏ ‌ ନବୀନ ହାରିବ ‍ ।
@SantoshKumarBhoi-w7h
@SantoshKumarBhoi-w7h 2 часа назад
ଗୋଟିଏ ବନ୍ଧୁ ମାଡ଼ ଖାଇଲେ ଆଉ ଗୋଟେ ବନ୍ଧୁ ତ ନିଶ୍ଚୟ ବିଳାପ କରିବ।
@AjayakumarSwain-xn7sq
@AjayakumarSwain-xn7sq 55 минут назад
କଣ୍ କହିଲେ ଭାଇ ମାନିବାକୁ ପଡ଼ିବ
@BijayMishra-o8p
@BijayMishra-o8p 2 часа назад
ପ୍ରଣାମ ଆଜ୍ଞା ଚମତ୍କାର ବିଶ୍ଳେଷଣ
@BabaJCBBaba-e8w
@BabaJCBBaba-e8w 53 минуты назад
Thumbnail ଟା ଟିକେ "କଡ଼ା" ହେଇଗଲା,,,,,,,🤪
@sobadhabeura8369
@sobadhabeura8369 2 часа назад
Ajira political episoda b j d pain murtu ghanti,congratulation nabin das ji,
@sanjaytripathy9675
@sanjaytripathy9675 Час назад
ହିନ୍ଦୁ ସଫେଇ କର୍ମଚାରୀ କଣ ପାଇଁ ମୁସଲମାନ ଓ ଖ୍ରୀଷ୍ଟିୟାନ ମାନଙ୍କ ଏରିଆରେ ସଫେଇ କାର୍ଯ୍ୟ କରିବେ କଣ ପାଇଁ?
@achandrasekhardora5773
@achandrasekhardora5773 2 часа назад
Odia pua Dhermendra Pradhanji jindabad
Далее
would you eat this? #shorts
00:13
Просмотров 4,7 млн
ПОНТОРЕЗКА САША BELAIR / ОБЗОР
27:43
Find The Real MrBeast, Win $10,000
00:37
Просмотров 61 млн