Тёмный

Haye Re Phul Gajara New Sambalpuri Song II Humane Sagar & Nisha Suna II S King Sushant 

S KING SUSHANT
Подписаться 78 тыс.
Просмотров 1,1 млн
50% 1

#hayerephulgajara #haye_re_phul__gajara #haerephulgajara #newsambalpurisong #humansagar #nishasuna
S King Sushant RU-vid channel Presents Studio Version Of New Sambalpuri Song ''Haye Re Phul Gajaraa''
Singing by Humane Sagar & Viral Girl Nisha Suna, Lyrics By Jadumani Bishi,
Dubbing & mixing at Yash Studio Cuttack (Shubu Daa)
Track Recording at Ghumura Studio, Madanpur
New Sambalpuri Song
#viralsong #viralgirl #sambalpuri #kalahandi #odisha #odiasong
Song Credits:-
*Haye Re Phul Gajaraa
..
* Singer: Humane Sagar & Viral Girl Nisha Suna
..
* Lyrics: Jadumani Bishi
..
* Producer: S King Sushant
: - ANTI-PIRACY WARNING ⚠️ :-
This Content Is Copyright To S KING SUSHANT RU-vid CHANNEL. Any Unauthorized Reproduction, Redistribution Or Re-upload Is Strictly Prohibited Of This Materials. Legal Action Will Be Taken Against Those Who violate The Copyright Of The Following Material Presented !
©️All Copyright Reserved With
S KING SUSHANT RU-vid CHANNEL
Subscribe Our Channel For More Updates

Опубликовано:

 

19 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,1 тыс.   
@user-ih4op9tw5m
@user-ih4op9tw5m 5 дней назад
ଏତେ ଛୋଟ ଛୁଆ ଏତେ ସୁନ୍ଦର କଣ୍ଠ ବୁଆ ଗୋ ମା କାହିଁ ଥିଲୁ ରେ ଧନ......
@rupecreation143
@rupecreation143 6 дней назад
ଏତେ କମ ବୟସର ଝିଅ ଏତେ ସୁନ୍ଦର କଣ୍ଠରେ ଗୀତ ଗାଉଛି ବହୁତ୍ ସୁନ୍ଦର ଏମିତି ସୁଯୋଗ ଦେବା କଥା !!
@bighnarajmirdha3778
@bighnarajmirdha3778 7 дней назад
ଛୋଟ୍ ଭଉଣୀ ର୍ ଲାଗି ଲାଇକ୍ ଟେ 👌, ସୁଶାନ୍ତ ଭାଇ କେ ବହୁତ୍ ବହୁତ୍ ଧନ୍ୟବାଦ୍ 👍
@bhupeshkarmi513
@bhupeshkarmi513 6 дней назад
ୟେ viral ହେଲା ଦିନୁ ମୁଇଁ ଜାଣିଥିଲି,,,,,ଦିନେ ମାନବି ଲେଖେନ ଗୀତ ଗାଇବା।thanks ସୁଶାନ୍ତ
@MoVlogs143
@MoVlogs143 10 дней назад
ଓଡ଼ିଶାରେ କିଏ ଅଛ ଲାଇକ କରନ୍ତୁ ❤
@SanjayRajesh-xt2gn
@SanjayRajesh-xt2gn 6 дней назад
Odisha re ta save a6an vai,,,tume ken jungle re a6a j,,,😂😂😂
@ttuna-dv5cz
@ttuna-dv5cz 6 дней назад
Bhai ame Bengluru re achu
@seshadehury1915
@seshadehury1915 5 дней назад
😂​@@SanjayRajesh-xt2gn
@ntmallvlog2939
@ntmallvlog2939 5 дней назад
Mui Australia ru Dekhuchii 😂😂😂😂😂
@Sukadebabhue
@Sukadebabhue 4 дня назад
Odisha look kehinaina sabhe marigalena 😂😂😂
@santoshlifelive2693
@santoshlifelive2693 11 дней назад
ଇ ନନୀ କେ ସାନ୍ ଟା ନାଇଁ କହେବରେ ବୁଆ । ଆର୍ ଟିକେ ବଡ଼ ହେଲେ ଖେଲ୍ କରବା । Expression queen 👑 🎉 Award ଦିଆଯାଉ ।
@Sanjey143
@Sanjey143 11 дней назад
Right kahela👍
@mrtej1432
@mrtej1432 11 дней назад
Gana magihe kini😂😂😂😂
@user-mm3mb1ie1p
@user-mm3mb1ie1p 10 дней назад
Right daa, amar nisha queen pare ❤❤❤
@dkphotography8336
@dkphotography8336 10 дней назад
Suna title pare ho😅❤
@rashmijal2060
@rashmijal2060 10 дней назад
😂
@radhikakhara6421
@radhikakhara6421 7 дней назад
ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଏହି କୁନି ଝିଅ ବହୁତ ଆଗକୁ ଯାଉ love from Malkangiri ❤️
@ranjanhalba5090
@ranjanhalba5090 4 дня назад
ଛୋଟ ଝିଅର ଏତେ ସୁନ୍ଦର କଣ୍ଠ ସ୍ୱର ସହ my favorite Human Bhai, ଆଉ music combination bahuta bhala laguchhi,ବାରମ୍ବାର ଶୁଣିବାକୁ ମନ ହେଉଛି।ସମସ୍ତଙ୍କୁ ବହୁତ୍ ଧନ୍ୟବାଦ୍।
@user-vb6kd9gl1r
@user-vb6kd9gl1r 9 дней назад
ସମ୍ବଲପୁରୀ ଇଣ୍ଡଷ୍ଟ୍ରି ଥି ତୋର ସୁର କିହେ ନାଇଁ ପାଆ ନ ରେ ବୁହେନ ତୁଇ ବହୁତ ଆଗକେ ଯିବୁ ଆମର ୱେଷ୍ଟଟର୍ନ ଓଡିଶା ର ନା ଇତିହାସ ରହେବାgod bless you
@airforce_lovers9721
@airforce_lovers9721 6 дней назад
Best voice but 60% Autotune raa Kamal eaa ...😂
@rmediasambalpuri3746
@rmediasambalpuri3746 6 дней назад
Right
@SbSuresh-kf2de
@SbSuresh-kf2de 5 дней назад
.. . bb B b B n.. ❤,.?..,. 🥺❤ . 🥺 🥺 🥺 ❤ 🥺
@trilokyabag310
@trilokyabag310 4 дня назад
​@@rmediasambalpuri3746pmkkkkoiik gujjar nujjjuuu fruit r dude unn kay 😅o
@movieclipxyz.
@movieclipxyz. 4 дня назад
​@@airforce_lovers9721nai
@durbadalarana3354
@durbadalarana3354 10 дней назад
ସମ୍ବଲପୁରୀ ଭାଷା କହୁଥିବା କେନ୍ କେନ୍ ଅଛ ❤❤
@mr_bikash....2196
@mr_bikash....2196 9 дней назад
Kacha sambalpuria 😍🐼👻
@user-gn3du9gn2k
@user-gn3du9gn2k 9 дней назад
Same bro
@user-qd9qd1kq4i
@user-qd9qd1kq4i 9 дней назад
Aame bi
@prafullabhuyan9595
@prafullabhuyan9595 9 дней назад
Muin achhe mate bahut val lagila git ta
@DanceloverSk
@DanceloverSk 6 дней назад
बहुत ही सुन्दर है, भले ही उम्र कम है लेकिन आवाज में दम है,,,, बेहेन बहुत आगे जाना 😊God Bless You 🫵🤗🤗
@b.charanmj1746
@b.charanmj1746 6 дней назад
ସମ୍ବଲପୁରୀ ର ବର୍ତ୍ତମାନ ଓ ଭବିଷ୍ୟତ ର Queen👸 Singer👩‍🎤🥰✨🎤❤️🎶✨🥰
@RashmiltaMajhi
@RashmiltaMajhi 9 дней назад
ମନ କେ ପୁରା ଛୁଇଁ ଦେଲା ମୋର ପ୍ରୀୟ ଭଉଣୀ bhagwaan ଙ୍କ ଆଶ୍ରୀ ବାଦ୍ ଏମିତି ସବୁବେଳେ ରହୁ ସଙ୍ଗୀତ ରେ ଏମିତି ଆହୁରି ଆଗକୁ ନିଅନ୍ତୁ ❤❤❤❤❤❤
@LovelySambalpuri
@LovelySambalpuri 10 дней назад
ବହୁତ୍ ବଢିଆ ଗୀତ ଗାଉଛନ୍ ନିଶା ବୁହେନ୍ 🎉 ମୋର୍ ଆସା ଇ ଗୀତ Million+ ଯାଉ 👍 Jai Maa Samlei 🙏
@RimjhimMedia
@RimjhimMedia 5 дней назад
Super song ନିଶା ବହେନ 😃❤️❤️❤️👌
@amarsinggond2890
@amarsinggond2890 8 дней назад
ଓଡ଼ିଶା ର ନମୂର ୧ ସିଗର ହେବାକୁ ଦରକାର ହେ ଝିଅ ଗୀତ ବହୁତ ସୁନ୍ଦର ଲାଗିଲା ❤❤❤❤❤❤❤❤❤
@RATILALBAGARTY
@RATILALBAGARTY 11 дней назад
ବହୁତ ଭଲଲାଗଲା ବହୁତ ବଡ଼ ଲୋକ ହେବୁ ବାକି ସୁଶାନ୍ତ ଭାଇ କେ କେଭେ ନେଇଁ ଭୁଲବୁ 👌👌👌👌👌 ବହୁତ ଭଲଲାଗଲା ବହୁତ ବଡ଼ ଲୋକ ହେବୁ ବାକି ସୁଶାନ୍ତ ଭାଇ କେ କେଭେ ନେଇଁ ଭୁଲବୁ 👌👌👌👌👌 ବହୁତ ଭଲଲାଗଲା ବହୁତ ବଡ଼ ଲୋକ ହେବୁ ବାକି ସୁଶାନ୍ତ ଭାଇ କେ କେଭେ ନେଇଁ ଭୁଲବୁ 👌👌👌👌👌
@AK.Music.182
@AK.Music.182 11 дней назад
Susan bhae mote bi tike chans dia please mue bi Gita gaesi
@PKPARAYANA
@PKPARAYANA 10 дней назад
Tamar voice nia hebar ​@@AK.Music.182
@AamaGaonAamaMati
@AamaGaonAamaMati 10 дней назад
ଏକ ଦମ୍ ସତ କଥା ଆଏ 🙋🙋🙋
@Judhistirgoud23
@Judhistirgoud23 10 дней назад
Really bahut bada singer te buhen ❤️ God bless you
@gopabandhuhans3955
@gopabandhuhans3955 9 дней назад
Right katha shushant bhai k keve nai bhulbar katha
@manaranjansahu1868
@manaranjansahu1868 9 дней назад
ଶୁଶାନ୍ତ୍ ଭାଇ କେ ଅଶେଷ ଅଶେଷ ଧନ୍ୟବାଦ୍ ଜେ ଇ କୁନି ଛୁଆ କେ ଆଗ୍ କେ ବଢିବା ଲାଗି ଏତେ ସାହାଯ୍ୟ କରି ଥିବାର୍ ଲାଗି thank you sushant Bhai Dil se
@RohitDas-us4hd
@RohitDas-us4hd 9 дней назад
ବହୁତ୍ ସୁନ୍ଦର ଗୀତ ଗାଇଛ ଭଉଣୀ ବହୁତ୍ ସୁନ୍ଦର ଲାଗଲା ତୁମର voice ଟା
@jitendrasamal7028
@jitendrasamal7028 4 дня назад
ସାରା ଓଡ଼ିଶା ରେ ଏକ ନମ୍ୱର୍ 🎉
@user-kv8ks5gw9i
@user-kv8ks5gw9i 9 дней назад
ଝୀଅ କୁ ଲୋକଲୋଚନ କେ ଅଣିଥିବାରୁ ଅନେକ ଧନ୍ୟବାଦ ଚମତ୍କାର 👌ପରିବେଷଣ
@RASHMIRANJANKUMAR-ik3oi
@RASHMIRANJANKUMAR-ik3oi 8 дней назад
Nihati vabre Right
@RajeswariPradhan-xe9lf
@RajeswariPradhan-xe9lf 6 дней назад
Thik katha sir
@bikashKumar-vg9fh
@bikashKumar-vg9fh 10 дней назад
ବହୁତ ବଢିଆ କଣ୍ଠ ମୋର କୁନି ଭଉଣୀ ର ମାଡିଚାଲ ଜୟ ଜଗନ୍ନାଥ
@Jy_215
@Jy_215 4 дня назад
ସୁଶାନ୍ତ ଭାଇ ଭଉଣୀ କେ ରୁକୁ ସୁନା ଦାଦର୍ ସାଙ୍ଗେ ଗୁଟେ ଗୀତ ଗୁଏଇ କରୁନ ❤🥰🫡💯🙏👍 ek number heba
@user-kn5py4sb4i
@user-kn5py4sb4i 8 дней назад
ଅତି ସୁନ୍ଦର ଭାବରେ ଗାଇ ଛନ୍ତି, ନିଶା ସୁନା, ଧନ୍ୟବାଦ୍ ଜଣାଉଛୁ, ଜୟ ଶ୍ରୀ ରାମ
@lakita_008
@lakita_008 10 дней назад
We are really proud of you dear Nisha baby😇❤️🤗
@BUBUN_3434
@BUBUN_3434 9 дней назад
ଛୋଟ୍ ସାପ୍ ର ବେଶି ବିସ୍ ବଲ୍ସନ୍ ଯେ ଇଟା କାଏ ଯେ😊😊😊
@ChandanPanda-gi5kw
@ChandanPanda-gi5kw 5 дней назад
A kuni jhia voice ti magic pari laguchi..mind blowing singing karuchi❤❤❤
@laxmanbag8205
@laxmanbag8205 7 дней назад
ଇ ବୁହେନ୍ କେ ଗାଏବା କେ ସୁଜଗ ଦେଇ ଥିବାରୁ ବହୁତ୍ ବହୁତ ଧନ୍ୟ ବାଦ୍ ❤😊😊
@ChandrabhanuJal
@ChandrabhanuJal 11 дней назад
ଆମର କଳାକାର ସମାଜର ସବୁବେଳେ ତୋର ଉପରେ ଆଶୀର୍ବାଦ ଥାଉ ରେ ମୋର ବୁହେନ God Blues you my cute sister
@Mitu_Nayak
@Mitu_Nayak 10 дней назад
କୁନି ଭଉଣୀ ବଢିଆ ଗାଉଛି ! Future singer 🎉❤
@sasmitanag7317
@sasmitanag7317 7 дней назад
Very good Nisha sister enta git mane sabubele gautha aru amar sambalpuri industries ra man k bahut bahut khus karutha jesus Christ is always with u Nisha sister ❤❤❤
@blackarmygangs5070
@blackarmygangs5070 4 дня назад
Ethaara khali nisha suna 👍👍👍👍👍amr pyr sabu bele tor sange ache sister agke badhi chala....jay Hind jay shree Ram
@prasannasandha45
@prasannasandha45 10 дней назад
ବହୁତ୍ ସୁନ୍ଦର୍, ନିଶା ର ଉଜ୍ବଲ୍ ଭବିଷ୍ୟତ କାମନା।
@user-us7jz4ou2o
@user-us7jz4ou2o 11 дней назад
ବହୁତ୍ ସୁନ୍ଦର୍ ଗୀତ ଓ ବହୁତ୍ ଲେଖା ଓ compojision ବହୁତ୍ ସୁନ୍ଦର୍ ଯୋଡ଼ି କଣ୍ଠ ଶିଳ୍ପୀ ନିଶା ଓ humane Sagar ଦାଦା ❤❤❤
@MadhusudanHarpal
@MadhusudanHarpal 2 дня назад
ବହୁତ ବଢିଆ ଭଉଣୀ ଭଗବାନ ଆଶ୍ରିବାଦ କରନ keep it up ❤
@SushantaPodh-dx9jm
@SushantaPodh-dx9jm 3 дня назад
ବହୁତ ସୁନ୍ଦର ଗାଇଛନ୍ତି ଆମର ଛୋଟ ଭଉଣୀ
@purnachannel3699
@purnachannel3699 9 дней назад
ଜୟ ମାଁ ସିକେର୍ ପାଟ୍ ବୁଢ଼ା 💪 ଜୟ ମାଁ ସମଲେଇ
@ruchishreesahu9206
@ruchishreesahu9206 10 дней назад
Wow my fav singer ହୁମାନ ସାଗର my fav ସମ୍ବଲପୁରୀ song ହାଏ re ଫୁଲ ଗଜରା nyc lyrices 👍👍👍👌👌👌👌👌
@ratapatvillage9042
@ratapatvillage9042 2 дня назад
ପ୍ରଭୁ ଜଗତର ନ୍ନାଥ ଜଗନ୍ନାଥ ମା ସମଲେଇ ମୋ ଭଉଣୀ କୁ ଭଲରେ ରଖନ୍ତୁ ସବୁବେଳେ ଏମିତି ଆହୁରି ଭଲ ଗୀତ ଗାଅ ଭଉଣୀ👌
@bhijaybhijay3212
@bhijaybhijay3212 2 дня назад
ବୋଉତ ସୁନ୍ଦର ଗୀତ କିଉଠି ବେବି କୁଇନ 😍😍👍
@user-ce6il2ow3b
@user-ce6il2ow3b 9 дней назад
ବହୁତ ସୁନ୍ଦର ହେଇଛି ❤❤❤
@DilKaRajaLipun
@DilKaRajaLipun 9 дней назад
ବେଶି କିଛି କହୁନି କେବଳ only SUPER HIT SUPER HIT👌💞👍NISHA SUNA 1NUMBER 👌
@user-ff4yl4qf6g
@user-ff4yl4qf6g 9 часов назад
O my God.... ବହୁତ ବଢିଆ ହେଇଛେ ❤️❤️❤️❤️❤️❤️ 👍👍👍👍👍👍👍 👌👌👌👌👌 😘😘😘 🌹🌹
@RakeshHaripal-v9d
@RakeshHaripal-v9d День назад
Jete jaha hele bi amar sambalpuri song r vibe tk alga thisi❤
@MalayaKumbhar-gq1bi
@MalayaKumbhar-gq1bi 9 дней назад
Sinior singer sangare sing kariba bada katha .......best🎉 off luck ❤❤❤
@agastirout5111
@agastirout5111 9 дней назад
ଉମା ଦାଦା ର ସାଙ୍ଗେ ଥିଲେ ଆହୁରି ଭଲ ହେବା 👌👌👌🙏❤️
@papukasmajhi6356
@papukasmajhi6356 4 дня назад
No
@manasthapa4784
@manasthapa4784 6 дней назад
Ek no awaj nani bahut agke tor dine jibu
@dhoblesawarrotu
@dhoblesawarrotu 8 дней назад
Agami dinre e geet besi chalba.. besi kari 2024 ra ganesh pooja re dhamaka heba..nyc voice bhaena...tq human da e jhia sange geet gaithibaru
@JyotiRajuj9hdmi
@JyotiRajuj9hdmi 11 дней назад
ନିନି ଠିକ୍ ଗାଉଛେ ❤️ ଏକ୍ଟିଂ ବି ବଢ଼ିଆ କରୁଛେ ବାକି ଯୋଡ଼ି ଠିକ୍ ନେଇ ହେଲା ତାର ସାଇଜ ର ବାବୁ ଗୁଟେ ଆନ୍ ବାର ଥିଲା 😊👍 Replies 👉 ମୋର୍ କଥା ନେଇ ବୁଝଲ ମୁଇ କିନ ସିଙ୍ଗର କେ ଖରାପ୍ ନେଇ କହେବାର ଏତେ ଛୋଟ୍ ଟୁକେଲ୍ ହେଡକି ବଡ ସିଙ୍ଗର ସାଙ୍ଗେ ଗାଉଛେ ଖୋବ ବଡ଼ କଥା ଏ । ଇ ଜାଗାନେ ଯଦି ( ଭାଈ ବହେନ୍ ) ( ବାପା ଆଉ ଝିଅ ର ) ଭଲପାଇବା ସ୍ନେହ ପ୍ରେମ ର ଗୀତ ହେଲେ ଭଳ ଅଛେ । ବାକି ଇ ଜାଗାରେ ଗୁଟେ ପିଲା ଆଉ ଟୁକେଲ ର love story କେ ନେଇ କରି ଗୀତ ବନିଛେ ଇ ଗୀତ ରେ ଯଦି album ଗୀତ ବନବା ବେଲେ ପିଲା ଟୁକେଲ୍ ର voice କେନତା କରି ମ୍ୟାଚ୍ କର୍ବ ଅଲଗା ଲାଗବା ନା । ବଡ଼ ପିଲା ସଙ୍ଗେ ଛୋଟ ଟୁକେଲ ସଙ୍ଗେ କେବେ ହେନ୍ତି love ହେଶି ? ମୋର କମେଣ୍ଟ ଆଉ Replies ଯଦି ଖରାପ୍ ଲାଗ ଲା ବେଳେ sorry ଧନ୍ୟବାଦ୍ 😊
@ruchishreesahu9206
@ruchishreesahu9206 10 дней назад
ନିଶା ସୁନା cute singer 👍👍👍
@AamaGaonAamaMati
@AamaGaonAamaMati 10 дней назад
👌👌👌
@kartikselma
@kartikselma 10 дней назад
😂
@Tapan_short_vlogs
@Tapan_short_vlogs 10 дней назад
Right
@bibhutibhusanbabu3237
@bibhutibhusanbabu3237 10 дней назад
Right👍
@dungibahalsbm4347
@dungibahalsbm4347 11 дней назад
ବହୁତ୍ ଭଲ ଆମ ଗାଁ ପାଖ ଅଂଚଳ ଭଉ ଣୀ ଟି ଭଲ ଗୀତ ଗାନ କରି ଚନ ନ୍ତି
@santoshkalet5868
@santoshkalet5868 11 дней назад
କେନ ଗାଁ ର ନିଶା ଭଉଣୀ
@RunaSuna-xn5xb
@RunaSuna-xn5xb 7 дней назад
ଗୁଡଭେଲ ବ୍ଲକ୍ ଗୁନିମୁଣ୍ଡା​@@santoshkalet5868
@mcadulikuna5504
@mcadulikuna5504 5 дней назад
Gunimunda ra​@@santoshkalet5868
@suryakantakhatua2604
@suryakantakhatua2604 7 дней назад
ବହୁତସୁନ୍ଦର voice ଆମ କୁଣିଝିଅଙ୍କର 👌👌
@sanjibbiswal4561
@sanjibbiswal4561 2 дня назад
ବହୁତ୍ ବହୁତ୍ ବହୁତ୍ ବଢିଆ 👍
@GopinathNaik-wq3ml
@GopinathNaik-wq3ml 11 дней назад
ସୁପର ସଙ୍ଗ ହୁମୋନ ସାଗର ❤️❤️❤️
@sita7747
@sita7747 11 дней назад
Bad hele nini sambalpuri singar queen heba , god bless you sis ❤
@makardhajbag584
@makardhajbag584 8 дней назад
Very nice voice nisha baby❤Ede chhot bayas re ete sundar kantha....Waah !❤ମୋର ଆଶା ଅଛେ ନିଶା ବୁହେନ୍ ବଡ ହେଇକରି ଗୁଟେ ବହୁତ ବଡ ସିଂଗର ବନୁନ😊😊❤❤💐
@daktarmishra4117
@daktarmishra4117 6 дней назад
Very good ଛୋଟ ଛୁଆ ବହୁତ ବଢ଼ିଆ ଗୀତ ଗାଉଚେ 👍👍👍👍👍
@gupteraut2380
@gupteraut2380 10 дней назад
କାବା ହେଇଯିବ ହୋ ❤❤ ବହୁତ୍ ସୁନ୍ଦର୍
@binaya5264
@binaya5264 11 дней назад
Mor Buhen ra expression au voice ra jabab nai na.. 🎉🙌
@NirakarRout-em9wk
@NirakarRout-em9wk 6 дней назад
Jai shree Ram 🚩 Bahut bhal gaeichan nini ❤❤❤❤ E song k savhe like comment share Kara ho....
@Sudhir_Vlog
@Sudhir_Vlog 2 дня назад
E ନନି ର school viral git k k ଦେଖିଚ like କର 👍
@tunasahu7457
@tunasahu7457 9 дней назад
sambal puri song ne human singing karichhan bali mast hoechhe
@user-rn7dq8uc2p
@user-rn7dq8uc2p 10 дней назад
ଜି‌ଏ ଆକେ ବଢୁଛେ ତାକେ ସୋପୋଟ୍ କରବାର୍ କଥା ଲାଇକି କର
@SitaramKumura
@SitaramKumura 7 дней назад
To good ❤
@BikuBiku-ff7hq
@BikuBiku-ff7hq 7 дней назад
Too good 😃😃
@KanhaOfficial-bx4mc
@KanhaOfficial-bx4mc 7 дней назад
ସତ କଥା
@RohitMahananda143
@RohitMahananda143 7 дней назад
He tukel path padba katha bhai
@sujitkumarnanda5907
@sujitkumarnanda5907 2 дня назад
Bahut badhiya composed and her expression is next level ❤❤❤❤❤❤❤
@manojbabu6690
@manojbabu6690 3 дня назад
ବଢିଆ👌
@SambalpuriMkStudio
@SambalpuriMkStudio 11 дней назад
ବହୁତ ସୁନ୍ଦର All the best nisa Bahen
@missnamitamahanandiamissna9408
@missnamitamahanandiamissna9408 9 дней назад
💯
@kartika5766
@kartika5766 9 дней назад
Mor buhean ra expression au voice ra jabab Naina ❤❤🎉🎉🎉
@AnnoyedNeuron-uj5zs
@AnnoyedNeuron-uj5zs 15 часов назад
Very very thanks humane dada❤sanbuhen❤jay Maa samalei ki jay ho
@user-nl4zl5uc2f
@user-nl4zl5uc2f 2 дня назад
ବହୁତ ସୁନ୍ଦର ଗିତ 😮😮👌👌👌👌👍👍👍
@anusuyamahananda486
@anusuyamahananda486 9 дней назад
Nice expression ke sath brilliant performance beta with great singer Human sir
@latakaruan7764
@latakaruan7764 9 дней назад
A1 expression baby, mind-blowing 👍
@d.d.k
@d.d.k 2 дня назад
Human Bhai ବହୁତ ସୁନ୍ଦର ଗୀତ।
@chinababudeep8703
@chinababudeep8703 3 дня назад
Thanks to Sushant sir give a chance a small girl ...God bless you sister I hope you are western odisha top number one singer in future ..maa samalei bless you
@krimanbhoi
@krimanbhoi 10 дней назад
ଗୀତ ଟି ସତରେ ବହୁତ ସୁନ୍ଦର ହୋଇଛି ❤ ଭାଇ
@user-usepunyarajrana
@user-usepunyarajrana 10 дней назад
ଛୋଟା ପକକେଟ ବଡା ଧମାକା ❤❤❤
@user-ud2jq1mt9i
@user-ud2jq1mt9i 8 дней назад
Mor buhen bahut badhiaa gauchhe sabhe like kara❤
@gajindrabag8550
@gajindrabag8550 2 дня назад
Sushant Bhai Tamku Dhaniya Bad E Aamar San sister k Agku Nebar Jogu Ar Agku nian Sushant Bhai 💞 Human Da Tamku B 🙏r
@user-qt3nx4ve9j
@user-qt3nx4ve9j 10 дней назад
ଗୀତ ବହୁତ୍ ଭଲ ଲାଗଲା ବାକି ଢୋଲ ,ନିଶାନ, ତାସା, ର ଦମ୍ ନାଇ ନ😂 🙏🙏🙏🙏🙏🙏🙏🙏🙏🙏
@user-fb1do9mw6k
@user-fb1do9mw6k 5 дней назад
Right 💯daa
@user-rt6hc8kj5b
@user-rt6hc8kj5b 10 дней назад
ଛୋଟା ପେକେଟ ବଡା ଧାମକା
@kumbharsubash143
@kumbharsubash143 3 дня назад
Bahut sundar gauchhu lo jhia ❤❤❤❤❤❤❤❤❤❤❤❤
@SanjayDas-br6qm
@SanjayDas-br6qm 7 дней назад
Bahut sundar lajawab hai 💘💘💘
@sarojbarik6185
@sarojbarik6185 11 дней назад
Mast gauchhu re buhen ... bahut ake jibu.. baba saheb ambedkar blesss u...
@krishnagoldmasti1124
@krishnagoldmasti1124 11 дней назад
Outstanding performance... Tor singing au face expression re mui fida ... Khus kari delu re buhen ... Bahut ag k jibu ... ସମସ୍ତଙ୍କର ଆଶୀର୍ବାଦ ଅଛେ ତୋର ଉପରେ...❤❤❤❤❤
@rajjacksionofficial5880
@rajjacksionofficial5880 5 дней назад
Bahut sundar beti ❤❤je tate etedur aaji neichhe life re ,kevebi vulbu ni jhia ❤❤❤bahut sundar gaichhu jhia ❤❤❤❤
@sumatopno1609
@sumatopno1609 7 дней назад
Bahut achcha song❤❤❤🎉🎉 beautiful video
@GAHIR_OFFCIAL
@GAHIR_OFFCIAL 11 дней назад
Fast Time Nisha Studio Re Gita Gaela Bahut Bhal Lagla❤ but Human Sir & Nisha K Bhal Gita Gote Compose Kari Guabar Thila
@user-LaxmanBehera
@user-LaxmanBehera 11 дней назад
Nisha nka voice mind blowing... Prabhu shree Jagannath nka ashirwad emiti thau❤❤❤
@kisanjasani5500
@kisanjasani5500 8 дней назад
Bhal ଗାଉଛେ ନିନି ଟା 👍🏻🍫🍫🍫👌🏻
@user-mr6rz6nz6l
@user-mr6rz6nz6l 7 дней назад
❤❤❤ wow 😲 E buhen khatra singing karuchhe .... Sambalpuri industries bahut agh k jiba ❤❤❤❤❤
@sesadevbag9210
@sesadevbag9210 11 дней назад
ବହୁତସୂନଦର ଗାଇଛ ଭଉଣୀ
@hemantapatra268
@hemantapatra268 11 дней назад
Amar paschim odisha ra new gitkar nice gauchhan
@user-dq6yt2vo8v
@user-dq6yt2vo8v 5 дней назад
ବହୁତ୍ ସୁନ୍ଦର୍ ହେଇଛେ ନିଶା ବୁହେନ୍
@somanathputel2473
@somanathputel2473 7 дней назад
ନନି କମାଲ କରୁଛ ରେ ବୁଆ 👌👌👌👏👏👏
@ltdcreation536
@ltdcreation536 11 дней назад
Nisha suna buhen ra voice chhua mankar bhalia nai lagbar k bad tukel mankar enta voice achhe ❤❤😘😘 bahut badhia lagla 😘❤️
@Dsusil123
@Dsusil123 11 дней назад
Bahut badhiya heichi sushant.god bless you and your support team.
@bimalkumarjenaremunabls4107
@bimalkumarjenaremunabls4107 4 дня назад
ଖୁବ୍ ସୁନ୍ଦର ଗୀତଟେ ହଇଛି ବେସିକରି ମ୍ୟୁଜିକ୍
@SanjuKristina
@SanjuKristina 11 дней назад
ବହୁତ୍ ସୁନ୍ଦର୍ ଗୀତ ହେଇଛେ ହ୍ୟୁମାନ ଭାଇ ଆଉ ନିଶା ଭଉଣୀ
@mukeshkachhap9155
@mukeshkachhap9155 10 дней назад
Hii
@mamatabivar8225
@mamatabivar8225 11 дней назад
A million dollar song 🎉🎉 congratulations
@Chaitanmarndi112
@Chaitanmarndi112 День назад
ବହୁତ ବଢିୟା SONG🎵❤❤
@nrmedia7950
@nrmedia7950 7 дней назад
I, m from assam. This song is very very nice ❤🙏🏻😇i love Odisa and chhattisgarh ❤ Jay Shree Ram 🙏🙏🙏
@diptimayeebehera3757
@diptimayeebehera3757 11 дней назад
(ବହୁତ୍ ସୁନ୍ଦର୍ ଗାନା) , music outstanding, voice excellent..... Just wao bala song👌👌👌👌🎶🎶🎶🎶🎶
Далее