LYRICS and COMPOSITIONS :-
Mr. Bidyasagar Nayak(Sagar)
&
Mr. Sachin Kumar Nayak(Litu)
(Damadua)
MUSIC :-
Paras (Keyboard)
Nitin (Octapad)
Prasana (Tabla)
OUR TEAM OF SINGERS :-
1. Mr. Ranjit Pani (Dharme)
2. Fr. Ashish Pani (Gagan)
3. Mr. Sachin Kumar Nayak (Litu)
4. Mr. Bidyasagar Nayak (Sagar)
5. Mr. Dasaratha Nayak (Simon)
6. Miss. Queen Mary Nayak(Queen)
7. Mrs. Pushpita Mallick (Pushpita)
8. Miss. Chinky Sabha Nayak (Chinky)
9. Miss. Jinu Priya Nayak (Jinu)
SPECIAL THANKS :-
Fr. Malakyas Bira
&
Fr. Gajendra Mallick
SONG LYRICS :-
(ହେ ମଧୁର ଯୀଶୁ
ହେ ମୋର ପ୍ରିୟ ଯୀଶୁ) - ୨
ଆସ ମୋର ହୃଦ ମନ୍ଦିରେ....ହୋ ....ହୋ..
ଆସ ମୋର ହୃଦ ମନ୍ଦିରେ
ହେ ମଧୁର ଯୀଶୁ....
(୧)
(ଚିରଞ୍ଜିବୀ ମାନ୍ନା ତୁମେ କ୍ଷୁଧିତ ମୋ ପ୍ରାଣର
ଭୁଞ୍ଜି ତାହା ଲଭିବୁ, ଚିରନ୍ତନ ଜୀବନ
ଚିରଞ୍ଜିବୀ ନୀର ତୁମେ ତୃଷିତ ମୋ ପ୍ରାଣର
ପାନ କରି ଲଭିବୁ ଚିରନ୍ତନ ଜୀବନ) - ୨
ଆସ ମୋର ହୃଦ ମନ୍ଦିରେ... ହୋ... ହୋ..
ଆସ ମୋର ହୃଦ ମନ୍ଦିରେ
ହେ ମଧୁର ଯୀଶୁ......
(୨)
(ତ୍ରାଣକର୍ତ୍ତା ଜଗତର, ମୁକ୍ତିଦାତା ମାନବର
ତୁମେ ଦାୟର ସାଗର,ତବ ପ୍ରେମ କି ଅପାର) - ୨
ଆସ ମୋର ହୃଦ ମନ୍ଦିରେ... ହୋ... ହୋ..
ଆସ ମୋର ହୃଦ ମନ୍ଦିରେ
ହେ ମଧୁର ଯୀଶୁ......
22 сен 2024