SINGER: SANDHYA RANI
MUSIC: JEET KUMAR MISHAL
ARRANGEMENT & PROGGRAMING: BAPI SAMAL
RECORDING: BLESSINGS STUDIO (Semiliguda)
MIXING & MASTERING: BIKRAM TAKRI
MUSIC LEVEL @jkmishalofficial4223
VIDEO EDDITING: HAPPY KUMAR
CAST: SANDHYA RANI
LYRICS....
ହେ ସ୍ଵର୍ଗସ୍ଥ ପିତା ତୁମ ଇଛା ସଫଳ ହେଉ
ହେ ସ୍ଵର୍ଗସ୍ଥ ପିତା ତୁମ ଇଛା ସଫଳ ହେଉ
ତୁମ ରାଜ୍ୟ ଆସୁ ପ୍ରଭୁ
ତୁମ ରାଜ୍ୟ ଆସୁ ପ୍ରଭୁ
ତୁମ ନାମ ଯୁଗେ ଯୁଗେ ଥାଉ
ତୁମ ନାମ ଯୁଗେ ଯୁଗେ ଥାଉ
ହାଲ୍ଲେଲୁୟା, ହାଲ୍ଲେଲୁୟା(୪ ଥର)
ପଦ ୧_ ସୁଖରେ ମୋତେ ସାଥି ଆନେକ
ଦୁଃଖରେ କେହି ନାହିଁ
ସୁଖରେ ମୋତେ ସାଥି ଅନେକ
ଦୁଃଖରେ କେହି ନାହିଁ
ଶୁଣିଲି ତୁମେ ଅନାଥର ପିତା
ଆସିଛି ପ୍ରଭୁ ଧାଇଁ
ହାଲ୍ଲେଲୁୟା ( ୪ଥର)
ପଦ ୨_ କେହି ନାହିଁ ପ୍ରଭୁ ଏହି ଦୁନିଆରେ
ନିଜର ବୋଲି ମୋର
କେହି ନାହିଁ ପ୍ରଭୁ ଏହି ଦୁନିଆରେ
ନିଜର ବୋଲି ମୋର
ଆପଣାର ମୋତେ କରିଦେଲେ ପର
ତୁମେ ହୁଅ ମୋ ନିଜର
ହାଲ୍ଲେଲୁୟା (୪ ଥର
#Newodiachristiansong
#odiachristiansong2022
#SandhyaraniChristiansong
#koraputiaChristiansong
#Bidyutbhatrachristiansong
#jaganmahannagofficial
#christiangallery
#Jkmishalofficial
#Jehovahjereh
#newodiaworshipsong
#Humansagarnewchristiansong
#humansagarchristiannews
odia christian song, odia christian song 2022, odia christian song 2021, odia christian song new, odia christian song status, odia christian song video, odia christian song dj, odia christian song amit pani, odia christian song new 2022, odia christian song dance
ଏହି ଗୀତ କିମ୍ବା ଭିଡିଓ ଆମ ବିନା ଅନୁମତିରେ
ଅନ୍ୟ channel ରେ ଯଦି reupload କରାଯିବ
ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ
22 сен 2024