Тёмный

India Shutdown on 21 August ।। ଭାରତ ବନ୍ଦ ଚେତାବନୀ | Bharat Band on 21 Aug 

Sunstar TV
Подписаться 452 тыс.
Просмотров 515 тыс.
0% 0

Warning of India shutdown
ସୁପ୍ରିମକୋର୍ଟର ଅନୁସୂଚିତ ବର୍ଗ ବିରୋଧୀ ରାୟକୁ ଅତି ଗମ୍ଭୀରତାର ସହ ନେଇ ଆସନ୍ତା ୨୧ ତାରିଖରେ ଭାରତ ବନ୍ଦର ଚେତାବନୀ ଦେଇଛି ବିଭିନ୍ନ ସାମାଜିକ ସଂଗଠନ। ଏନେଇ ST,SC, OBC ମାଇନୋରିଟୀ ମିଳିତ କମିଟି ସଦସ୍ୟ ବିବୃତି ରଖିଛନ୍ତି, ଗଡ଼ିବନି ଗାଡ଼ି ମୋଟର,ବନ୍ଦ ରହିବ ଅଖଚକ।
#india #shutdown #supremecourt #ST #SC #OBC #sunstartv #sunstarnews ★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/...
➠RU-vid: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,2 тыс.   
@chandrasekharkamila9754
@chandrasekharkamila9754 22 дня назад
ଭାରତୀୟଙ୍କ ମଧ୍ୟରେ ଜାତୀଗତର କୈାଣସି ପ୍ରଶ୍ନ ନାହିଁ ତେବେ ସ୍ଥାନ ସଂରକ୍ଷଣର ପ୍ରଶ୍ନ କାହିଁକି ଉଠୁଛି ସମସ୍ତଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିବା ଉଚିତ। ଏଥିରେ ରାଜନୀତି କାହିଁକି ହେଉଛି।
@WilliamRussell-ws9uo
@WilliamRussell-ws9uo 22 дня назад
ଆପଣ ମାନଙ୍କ ବୁଝିବା ଭୁଲ. ସୁପ୍ରିମକୋର୍ଟ କହିଲେ ଯେଉଁମାନେ ଉନ୍ନତ ହୋଇ ସାରିଲେଣି ସେ ମାନଙ୍କୁ ବାଦ ଦିଆଯିବ ସମସ୍ତଙ୍କୁ ନୁହେଁ ଯାହାକି ଅତି ଉଚିତ ପଦ କ୍ଷେପ. ତା ମାନେ ନୁହେଁ ଯେ ଯିଏ ସୁବିଧା ପାଉଥିବ ସବୁଦିନ ପାଉଥିବ ଆଉ ଅନ୍ୟ ମାନେ ଅନେଇ ଥିବେ
@sanunaik2930
@sanunaik2930 22 дня назад
Puri mandira ru kebe uthibo kota. Sethi sc st pilanku posting karajau. Khali brahman mane kn puja kari janichhanti.
@snehanjalibag7802
@snehanjalibag7802 22 дня назад
Right
@satyaodisha8591
@satyaodisha8591 22 дня назад
ଜାତି ପ୍ରଥା ଉଠୁ ଏବଂ ସଂରକ୍ଷଣ ଭି ଉଠୁ ,ସମାନତା ର ଅଧିକାର ଦିଆ ଯାଉ।
@gnwonder6432
@gnwonder6432 22 дня назад
@@sanunaik2930 ପୁରୀ ମନ୍ଦିର କାହାର ପୈତୃକ ସମ୍ପତି ନୁହେଁ। ସେଠି ବାହାର ବ୍ରାହ୍ମଣବି ପୂଜା କରି ପାରିବେନି। କେବଳ ପଣ୍ଡାମାନଙ୍କ ବଂଶର ଲୋକ ପୂଜା କରିପାରିବେ।
@samanamajhi573
@samanamajhi573 22 дня назад
Mandir ରେ ପୁଜା କରିପାଇ ଦିଅ
@sukantisahoo3460
@sukantisahoo3460 23 дня назад
ଗରିବ ହିସାବରେ ସରକ୍ଷଣ ହେଉ
@litudas6793
@litudas6793 22 дня назад
ଜାତି ବ୍ୟବସ୍ଥା ହଟେଇ ଦିଅ
@sanunaik2930
@sanunaik2930 22 дня назад
ପୁରୀ ପଣ୍ଡା ମାନେ କଣ ଗରିବ boli ଯୁଗ ଯୁଗ ଧରି ପୂଜା କରି ଆସୁଛନ୍ତି
@sanunaik2930
@sanunaik2930 22 дня назад
ତାଙ୍କଠୁ ଆହୁରି ମଧ୍ଯ sc st obc ଗରିବ ଅଛନ୍ତି
@bhabanisankarnath8888
@bhabanisankarnath8888 22 дня назад
ଆଜି ରାଷ୍ଟ୍ରପତି ଆଦିବାସୀ ,ତାଙ୍କୁ କେନ୍ଦ୍ର ସମ୍ମାନ ଦେଇଛି ଓ ସେଥିପାଇଁ ଆମେ ଆନନ୍ଦିତ ।ଆମ ବ୍ୟାସଦେବ, ବାଲ୍ମୀକି, ଶାରଳା ଦାସ ଙ୍କ ପାଇଁ ଆମେ ଗର୍ବିତ । ଆନ୍ଦୋଳନ କରି ଦେଶର କିଛି ଉପକାର ହେବନି ।
@dillipsingh390
@dillipsingh390 22 дня назад
Ri8
@srinathmurmu8104
@srinathmurmu8104 21 день назад
Achhi,prathame bibhnna dharma bhitare bibheda karagala,ebe sehi dharma bhitare swachhala ebon aaswachhala bhitare matabheda ra sadojantra ate.
@sukantisahoo3460
@sukantisahoo3460 23 дня назад
ଏମାନେ ଶଳା ରାବିଡି ଖାଉଛନ୍ତି ପ୍ରକୃତ‌ଗରିବ ସୁବିଧା ପାଉନି
@Deshbhakt-hx9du
@Deshbhakt-hx9du 23 дня назад
@@sukantisahoo3460 sahoo pila nije OBC reservation katha dekhe 😂😂🎉🎉
@gnwonder6432
@gnwonder6432 22 дня назад
ବ୍ୟସ୍ତ ହୁଅନି ଭାଇ, SC ST creamy layer ଯେଉଁ ମାନେ ବାର୍ଷିକ 8 ଲକ୍ଷରୁ ଅଧିକ ଆୟ କରୁଥିବେ ତାଙ୍କୁ ଆଉ କୋଟା ମିଳିବନି। ଏ କୋଟା କେବଳ ଗରିବ SC ST ଲୋକଙ୍କୁ ମିଳିବ
@Deshbhakt-hx9du
@Deshbhakt-hx9du 22 дня назад
@@gnwonder6432 Latest news dekha. Creamy layer hebani ST SC nka pain
@BokaSantal-h2d
@BokaSantal-h2d 22 дня назад
@@sukantisahoo3460 tu goboro kha
@aurovilprasad4024
@aurovilprasad4024 22 дня назад
Ye sabu galua gudak. Ye manku proper treatment darkar. Yemanku sabu subhidha miluchi boli bahut hohala hauchanti
@suvanojha2618
@suvanojha2618 24 дня назад
କୋଟାରେ ଗଧ ଚାକିରି ପାଉଛି ଆଉ ପାଠୁଆ ନିରାଶ ହଉଛି
@JogeswarMajhi-lt7hj
@JogeswarMajhi-lt7hj 23 дня назад
ସେ ପ୍ରଥା ଆଉ ନାହିଁ,,,କେହି ବି ଗଧ ନାହାନ୍ତି,,ସବୁ ଶିକ୍ଷିତ ଆଉ ଜ୍ଞାନୀ,,
@prakasrout2636
@prakasrout2636 21 день назад
Kie kahila
@srikant6521
@srikant6521 21 день назад
​@@JogeswarMajhi-lt7hjSC ST Cutoff dekhile jana paduchi kete gyanai 😂😂😂
@GurutarKhabar
@GurutarKhabar 22 дня назад
ସମାନତା ଅଧିକାର ହେଉ
@jagannath-creation
@jagannath-creation 22 дня назад
ଯେତେବେଳେ sc , st ଙ୍କୁ ଖ୍ରୀଷ୍ଟିଆନ କରାଯାଉଛି ସେତେବେଳେ sc, st କେଉଁଟି ଶୋଇରହୁଛନ୍ତି
@WilliamRussell-ws9uo
@WilliamRussell-ws9uo 22 дня назад
ସମାଜର ତାଡନା ନିର୍ଯ୍ୟାତନା ହେୟଜ୍ଞାନ ହତାଦର ଏବଂ ଅନ୍ଧବିଶ୍ୱାସ କୁସଂସ୍କର ଯୋଗୁଁ ଏମାନେ କ୍ରିଷ୍ଟିଆନ ସମାଜରେ ସାମିଲ ହେବାକୁ ପସନ୍ଦ କରୁଛନ୍ତି କାରଣ ଏଠାରେ ହିଁ ସେମାନଙ୍କୁ ସମ୍ମାନ ସହଯୋଗ ସମାନତା ପ୍ରେମ ମିଳିପାରିବ
@BhagabanNaik-hr6zm
@BhagabanNaik-hr6zm 22 дня назад
ଆମ ପଟେ ବ୍ରାହ୍ମଣ ଲୋକ ଖ୍ରୀଷ୍ଟ ହୋଇଛନ୍ତି ମୂ ଆପଣ ଙ୍କୁ ପୁରା ଦେଖେଇ ଦେବୀ
@Indiawalla_07
@Indiawalla_07 22 дня назад
​@@WilliamRussell-ws9uo Hn j ta pare tanka thu se sc, sc kota ta ban karidaba katha... Na vhul kahili !!
@Indiawalla_07
@Indiawalla_07 22 дня назад
​@@BhagabanNaik-hr6zmsemane bramhana hei nathibe... Converted heithibe
@user-hu1iq7mk4b
@user-hu1iq7mk4b 22 дня назад
​@@Indiawalla_07what is converted
@kaliabehera4956
@kaliabehera4956 24 дня назад
ଏ ଜାତି ପ୍ରଥା ବନ୍ଦ୍ କର ବୋହୁତ ରାଜନୀତି କରିଲ
@rohitamahananda520
@rohitamahananda520 22 дня назад
Sir apananka samaj re sc st pua & jhia nka bibaha karantu tahele sc st kuta hatiba
@ChabitaUrlaka
@ChabitaUrlaka 21 день назад
Right
@manishamajhi9872
@manishamajhi9872 21 день назад
Jadi Jati Pratha Uthiba Tebe ST,SC reservation uthiba
@DebakiKamrami
@DebakiKamrami 21 день назад
Tu ki bando janisu
@suvransujena5310
@suvransujena5310 20 дней назад
​@@manishamajhi9872sc st gariba loka semanka ku sujaga millu
@susantasatpathy7863
@susantasatpathy7863 22 дня назад
ଭାରତ ପାକିସ୍ତାନ ଭଳିଆ ଏସି ଏଷ୍ଠି ମାନଂକୁ ଦେଶର କିଛି ଅଂଶ ଦିଆଯାଉ ସେମାନେ ତାଙ୍କର ରାଜ୍ୟ ଚଲାନ୍ତୁ
@mmmadan-vt4vn
@mmmadan-vt4vn 23 дня назад
SC ST ଓଡିଶାରେ total population ର 42 ଭାଗ ଅଛି କି, 42 ଭାଗ reservation ଦାବି କରିବା ହାସ୍ୟ ସ୍ପଦ। Reservation total ଉଠାଇଦେବା ଦରକାର। ଗାନ୍ଧୀ ଭାରତ କୁ ବୁଡେଇ ଦେଇ ଯାଇଛି, ଏଇ resevation କରିକି। ଅନ୍ୟ ଜାତି କଣ ପାପ କରିଛନ୍ତି?
@BibhutiDalei-hz7xs
@BibhutiDalei-hz7xs 21 день назад
@@mmmadan-vt4vn ପାପ ନୁହେଁ ଶଳା ତମେ ମହାପାପି । ଦଳିତ ଆଦିବାସୀଙ୍କୁ ଗାଆଁ ମୁଣ୍ଡରେ ଅଲଗା ବସ୍ତି, ଅଲଗା ତୁଠ ,ଭୋଜିଭାତରେ ତାଙ୍କୁ ନ ଡାକିବା , ଡାକିଲେ ବି ଅଲଗା ଖାଇବାକୁ ଦେବା , ଛୁଇଁ ଦେଲେ ଆଉ ଥରେ ଗାଧୋଇବା ଇତ୍ୟାଦି ଅମାନୁଷିକ କାମ କିଏ କରୁଛନ୍ତି ? ସ୍ବାର୍ଥ ପୂରଣ ବେଳେ କଣ ନା କୋଟା ଉଠେଇ ଦିଆଯାଉ !!!!ତମମାନଙ୍କ ଲଜ୍ଜ୍ୟା ସରମ ଅଛି ନା ?
@anantakumarvideoscreations9508
@anantakumarvideoscreations9508 24 дня назад
SC, ST ର କୋଟା ରେ ଚାକିରି ପାଇ ପାଠ ପଢ଼ାଇ ପାରୁନ ଦେଶ କୁ ନିମ୍ନଗାମୀ କରିସାରିଲେଣି
@Deshbhakt-hx9du
@Deshbhakt-hx9du 24 дня назад
Pakistan pala😂😂😂
@RupNarayanMajhi
@RupNarayanMajhi 24 дня назад
ତାହେଲେ କୋଉ ପାଠ ପଢ଼ିଲେ ସରକାରୀ ଚାକିରୀରେ lateral entry ମାଧ୍ୟମରେ ପଶୁଛନ୍ତି, ଦୟା କରି ଟିକେ କହିବେ କି ? ଯୋଉଠି ପାଠ ପଢ଼ିକି ପରିଶ୍ରମ କରି ଯଦି କେହି IAS ହେଉଛନ୍ତି, ତାହେଲେ career ର ଆରମ୍ଭ SDM post ରୁ କରିବାକୁ ପଡ଼େ , କିନ୍ତୁ କୋଉ ପାଠ ପଢ଼ିଲେ lateral entry ମାଧ୍ୟମରେ ମନ୍ତ୍ରାଳୟରେ ନିର୍ଦ୍ଦେଶକ, ଉପ-ସଚିବ ଏଵଂ ଅତିରିକ୍ତ-ସଚିବ ଭଳି ପଦରେ ସିଧା ବସୁଛନ୍ତି ଟିକେ କହିବେ ।
@dineshsh9690
@dineshsh9690 24 дня назад
Sc ,st kete population achonti
@RupNarayanMajhi
@RupNarayanMajhi 24 дня назад
@@dineshsh9690 ସେଇଟା ତ ଜାତି ଜନଗଣନା କଲେ ଜଣା ପଡ଼ିବ ।
@user-gq1yo9ib3c
@user-gq1yo9ib3c 24 дня назад
ଯେତେ ସୁବିଧା ଦିଆଗଲେ ଏମାନେ ସେହିପରି ରହିବେ
@gnwonder6432
@gnwonder6432 23 дня назад
ଏମାନେ କିଛି ଜାଣନ୍ତିନି। Supreme court ଏହି ବିଷୟରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଥିଲେ। ତେଣୁ କିଛି ନ ଜାଣି ଏପରି ଆନ୍ଦୋଳନ କରିବାକୁ ଧମକ ଦେବା ଅଯୁକ୍ତିକର ଅଟେ। ପୁନଶ୍ଚ ମୋ ମତ ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ ଜଣେ SC ST IAS Officer କିମ୍ବା SC ST class 1 ଓ class 2 ଅଫିସରଙ୍କ ପିଲାଙ୍କୁ କୋଟା କାହିଁକି ମିଳିବ? ସୁପ୍ରମକୋର୍ଟ କେବଳ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ବା ଅଧିକ ଆୟ କିମ୍ବା ଅଧିକ ସମ୍ପତି ଥିବା SC ST ପରିବାରକୁ କୋଟା ଦେବାକୁ ମନା କରିଥିଲେ। ଯେଉଁଟା କି ସମ୍ପୂର୍ଣ୍ଣ ସଠିକ୍ decision ଥିଲା।
@nigama3585
@nigama3585 22 дня назад
Right SC ST ATI low mark rakhi job pauchhi ame general pila kn karibu
@birajakrupa
@birajakrupa 22 дня назад
କୋଟା କରାଯାଇଥିଲା ଅନୁନ୍ନତ ବର୍ଗ ଙ୍କୁ ଉପରକୁ ଉଠାଇବା ପାଇଁ ତୁମ ଭିତରୁ ତ କିଏ ଅନୁନ୍ନତ କାହିଁ ଜଣାପଡ଼ୁନି ସବୁ ଶଳା ଧଳା ଭାଲୁ
@educationandentertainment8065
@educationandentertainment8065 22 дня назад
ଯାଇକି ସେ ମନୁ କୁ କହୁନ କାହିଁକି caste system କଲା
@birajakrupa
@birajakrupa 22 дня назад
@@educationandentertainment8065 କୋଟା ହେଇଥିଲା ଅନୁନ୍ନତ ବର୍ଗ ମାନଙ୍କ ପାଇଁ ଯେଉଁ sc st ମାନେ ଉନ୍ନତ ହେଲେଣି ସେମାନଙ୍କୁ ଆଉ କୋଟା କାହିଁକି ଦିଆଯିବ, ଯିଏ ସମାଜରେ ଉନ୍ନତି କରି ପାରୁନାହିଁ ତାକୁ ହିଁ କୋଟା ଦିଆ ଯାଉ ସେ sc ହେଉ କି st ହେଉ କି general ହେଉ ସମସ୍ତଙ୍କର ଉନ୍ନତି କରିବା ସରକାରଙ୍କ ଦାୟିତ୍ୱ ଖାଲି sc st ମାନଙ୍କୁ ନୁହେଁ,
@snehanjalibag7802
@snehanjalibag7802 22 дня назад
Right
@amareshamohanty69
@amareshamohanty69 24 дня назад
କୋଟା ଯୋଗୁ ହିଁ ଏ ଦେଶ ତଳକୁ ଯାଉଛି । କେବଳ ଗୋଟିଏ କୋଟା ରହିବ Economically Backward Caste. ଭଲ ପାଠ ପଢିଥୀବା ପିଲା ଚାକିରି ନ ପାଇବାରୁ ଭଲ ଇଞ୍ଜିନିୟର କି ଡାକ୍ତର କିମ୍ବା ଶିକ୍ଷକ କି ଲେକଚର୍ ବାହାରୁ ନାହାନ୍ତି । ଯାହା ଫଳରେ ବ୍ରିଜ୍ ଭୁଷୁଡୁଛି , ଅପରେସନ୍ କରୁ କରୁ ରୋଗୀ ମରି ଯାଉଛନ୍ତି । ଶିକ୍ଷକ ମାନେ କଖାରୁ କୁ କାକାରୁ କହି ପଢାଉଛନ୍ତି । ତେଣୁ ସରକାର ଙ୍କୁ ଅନୁରୋଧ , ଯାହାକୁ ବି ଯାହା ସାହଯ୍ଯ କରିବା କଥା , ପାଠ ପଢିବା ସମୟରେ କରନ୍ତୁ । ନା କି ଚାକିରି କ୍ଷେତ୍ର ରେ ।
@RajeshRaita-s1h
@RajeshRaita-s1h 24 дня назад
Kie be tu tor pain desha talaku galani . Ama st sc pain sabu factory chalichi. Ama pain tame
@user-di4cs7es4b
@user-di4cs7es4b 24 дня назад
ST Manaku sabu bele tale rakhibaku chunchanti
@Deshbhakt-hx9du
@Deshbhakt-hx9du 24 дня назад
Pakistan pala😂😂😂
@RupNarayanMajhi
@RupNarayanMajhi 24 дня назад
ତାହେଲେ କୋଉ ପାଠ ପଢ଼ିଲେ ସରକାରୀ ଚାକିରୀରେ lateral entry ମାଧ୍ୟମରେ ପଶୁଛନ୍ତି, ଦୟା କରି ଟିକେ କହିବେ କି ? ଯୋଉଠି ପାଠ ପଢ଼ିକି ପରିଶ୍ରମ କରି ଯଦି କେହି IAS ହେଉଛନ୍ତି, ତାହେଲେ career ର ଆରମ୍ଭ SDM post ରୁ କରିବାକୁ ପଡ଼େ , କିନ୍ତୁ କୋଉ ପାଠ ପଢ଼ିଲେ lateral entry ମାଧ୍ୟମରେ ମନ୍ତ୍ରାଳୟରେ ନିର୍ଦ୍ଦେଶକ, ଉପ-ସଚିବ ଏଵଂ ଅତିରିକ୍ତ-ସଚିବ ଭଳି ପଦରେ ସିଧା ବସୁଛନ୍ତି ଟିକେ କହିବେ ।
@murarisunaofficial4587
@murarisunaofficial4587 24 дня назад
Tu Pakistan pala
@user-qi9yr5nh6x
@user-qi9yr5nh6x 22 дня назад
ST/SC ଦେଶର ମୂଳ ନିବାସୀ ଆଉ General ବିଦେଶରୁ ଆସିଛନ୍ତି।
@anilkumardash_123
@anilkumardash_123 22 дня назад
ସମସ୍ତେ ଏଇ ଦେଶର ମୂଳ ଅଧିବାସୀ
@madhusmitamohanty2332
@madhusmitamohanty2332 22 дня назад
Han ba..tote vika darkar ambedkar na sarkar daba,ai general tax tume lutucha khaucha,ame asi kangala helunu.tax dei tamaku posibu.kain gareeba general mananka katha kahuna be magana khaiba avyasa hei galani
@thakurprasadbehera3001
@thakurprasadbehera3001 22 дня назад
​@@madhusmitamohanty2332right
@user-xu9em8gm6m
@user-xu9em8gm6m 22 дня назад
OBC Kota ta jama phulphil hauni. No Kota. Na General na OBC na SC na ST. Jiye Padhiba se paiba.
@mahendramahanta9244
@mahendramahanta9244 22 дня назад
Right bro
@bijayalaxmimishra8596
@bijayalaxmimishra8596 23 дня назад
ବି ଆର ଆମ୍ବେଦକର କହିଥିଲେ ଭାରତରେ ଯେଉଁଦିନ ଦଳିତ ଆଦିବାସୀ ବର୍ଗର ନାଗରିକ ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବ ସେଇଦିନୁ ଆରକ୍ଷଣ ନିୟମ ଉଠିଯିବ ।ମୁଁ ଭାବୁଛି ବର୍ତ୍ତମାନ ସେଇ ସମୟ ଆସିଛି ।
@thakurprasadbehera3001
@thakurprasadbehera3001 22 дня назад
Right👍
@kishordharua
@kishordharua 22 дня назад
Michha katha.. Kete bele kahi thile... Khali michha prachar
@KALICHARANMOHANTA-fh2ph
@KALICHARANMOHANTA-fh2ph 22 дня назад
Yes bhai
@SAMARESHDASH-jt2cx
@SAMARESHDASH-jt2cx 22 дня назад
Hm bhai
@snehanjalibag7802
@snehanjalibag7802 22 дня назад
Right
@chaturbhujabhoi3568
@chaturbhujabhoi3568 24 дня назад
Bahut sundar Katha
@prasadmahanty3319
@prasadmahanty3319 22 дня назад
ବିଜେପି ଯା କରୁଛି ଭଲ କରୁଛି 👌👌👌
@RabiJakaka-rd2cr
@RabiJakaka-rd2cr 23 дня назад
ଜୟ ଭୀମ ଯାଇ ସମ୍ବିଧାନ
@sukantisahoo3460
@sukantisahoo3460 22 дня назад
@@RabiJakaka-rd2cr ଜୟ ଭିମ‌ ନା ଜୟ ଯୁଧିଷ୍ଠିର କହୁନ ହରିଜନ ଆଦିବାସି ଙ୍କ ନାମରେ ରାବିଡି ଖାଉଚ ଗରିବ ଆଦିବାସି ହରିଜନ ତମ ଯୋଗୁ କିଛି ପାଉ ନାହାନ୍ତି
@Chandinia-qn4hh
@Chandinia-qn4hh 22 дня назад
ଏବେବି ଆଦିବାସି ମାନଙ୍କୁ ଘୃଣା କରୁଛ‌ ଦେଖ ରାଷ୍ଟ୍ରପତି‌ ଏବଂ ଓଡିଶାର ମୋହନଚରଣ ମାଝି ବର୍ତମାନର ସରକାର ସମସ୍ତ ପ୍ରକାର ଜାତିକୁ ସମ୍ଭିଧାନ ସମାନ ଭାବରେ ବଞ୍ଚିବାର ଅଧିକାର ଦେଇଚି
@Indiawalla_07
@Indiawalla_07 22 дня назад
ଜୟ ଭୀମ, ଜୟ କଦଳୀ 😂
@BibhutiDalei-hz7xs
@BibhutiDalei-hz7xs 24 дня назад
We Full support 21 bharat band
@Chemistryprofessional712
@Chemistryprofessional712 23 дня назад
Why
@BibhutiDalei-hz7xs
@BibhutiDalei-hz7xs 23 дня назад
@@Chemistryprofessional712 against removing kota system
@gnwonder6432
@gnwonder6432 22 дня назад
Kota system has not been removed. The order was only for removing reservation for SC ST people who's income is more than 8lakhs per annum, not for all. Again why the children of SC ST IAS officer or SC ST higher government officials or SC ST rich people be given reservation? By this it is occurring a great loss to country as well as poor SC ST families.
@shesadevsahoo7454
@shesadevsahoo7454 22 дня назад
magana khai khai Bharat pachua.bhik magutha parisam Kari ki66i paibani
@manishamajhi9872
@manishamajhi9872 21 день назад
We are always with you Jai bhim
@shankarsanbehera1004
@shankarsanbehera1004 24 дня назад
ପ୍ରଥମେ ଜାତି ପ୍ରଥା ଉଠା ଯାଉ । ତାହା ପରେ ସମସ୍ତ ଙ୍କୁ ସମାନ ଭାବରେ ଜମି ବଣ୍ଟନ କରା ଯାଉ , ଏବଂ ସମସ୍ତେ ମନ୍ଦିରକୁ ଯାଇ ପୂଜା କରି ପାରିବେ , ସମସ୍ତେ ସମସ୍ତଙ୍କ ଘରେ ବିବାହ କରିପାରିବେ , ସମସ୍ତଙ୍କୁ ସମାନ ଦୃଷ୍ଟି ରେ ଦେଖିବେ , ତାହା ପରେ କୋଟା ଉଠେଇ ଦିଅ , 🙏🙏🙏🙏🙏🙏🙏🙏🙏
@suriyatk1992
@suriyatk1992 24 дня назад
👌👌👌
@santoshsuna5558
@santoshsuna5558 24 дня назад
Right
@MatkaG
@MatkaG 24 дня назад
Ye sabu sambidhana jadi achhi ta hele uthaa jau😂😂😂
@MatkaG
@MatkaG 24 дня назад
Sambhidhan re jati pratha achi hele utha jau..au stsc Kota b.......sambhidhana jadi St SC nku mandira jibaku mana karichi hele seita bi utha jau😂😂😂
@bruhaspatibhue7001
@bruhaspatibhue7001 24 дня назад
U absolutely right
@shyama4185
@shyama4185 24 дня назад
ଯେ ପଯ୍ୟନ୍ତ ଜାତି ପ୍ରଥା ରହିବ ସେ ପଯ୍ୟନ୍ତ sc/st କୋଟା ରହିବ.... ଜୟ ଭୀମ ରାଓ ଆମ୍ବେଦକର ଜୟ ସମ୍ବିଧାନ
@bhubananandajena2243
@bhubananandajena2243 24 дня назад
👍❤️
@ipsitudgata4
@ipsitudgata4 24 дня назад
❤👍👍 jati pratha uthajau ... only we are Hindu
@jagobahujan8520
@jagobahujan8520 24 дня назад
​@@ipsitudgata4 But ame ହିନ୍ଦୁ ନୁହ ଆଦିବାସୀ
@ipsitudgata4
@ipsitudgata4 24 дня назад
@@jagobahujan8520 adibasi Mane kn hindu nuha ki ?? Kemtia adibasi ki bhai tume .... Amara bi bahut sara friends adibasi
@akhyansh94
@akhyansh94 24 дня назад
ମାଇଘିୟେ St sc ହରମଜାଦା ମାନେ
@brainlicker5647
@brainlicker5647 24 дня назад
100% ଦେଲେ ବି ତାଙ୍କର ପ୍ରକୃତି ବଦଳିବନି,କଣ ଠିକ୍ କହିଲିନା !
@Gopinath-sb7hl
@Gopinath-sb7hl 23 дня назад
Tahele reserveration dwara kichhi asubidha nahin thanks
@santaliworlds334
@santaliworlds334 23 дня назад
Tahele kn pain fatuchhi be st SC kota pain
@sunilbarge896
@sunilbarge896 22 дня назад
Right bro
@SanjayNaik-qk2dg
@SanjayNaik-qk2dg 22 дня назад
Prakruti kahara,badoluchi,,sei jeneral manakoro,,na SC st manakoro
@Artgaller82
@Artgaller82 22 дня назад
Right
@sishirgiri-dv2ib
@sishirgiri-dv2ib 22 дня назад
SalA ସବୁ ଥିରେ ରାଜନୀତି ପ୍ରକୃତ ଗରିବ jia ତାର କୋଟା rahiba ଦରକାର
@Indianarmy143
@Indianarmy143 24 дня назад
ଏଥର କୋଟା ବନ୍ଦ ହେବା ଦରକାର
@RajeshRaita-s1h
@RajeshRaita-s1h 24 дня назад
Firstre bramana ru crimi layer katha kahinki uthilani . St au sc upare padhuchhi.
@RupNarayanMajhi
@RupNarayanMajhi 24 дня назад
ତାହେଲେ କୋଉ ପାଠ ପଢ଼ିଲେ ସରକାରୀ ଚାକିରୀରେ lateral entry ମାଧ୍ୟମରେ ପଶୁଛନ୍ତି, ଦୟା କରି ଟିକେ କହିବେ କି ? ଯୋଉଠି ପାଠ ପଢ଼ିକି ପରିଶ୍ରମ କରି ଯଦି କେହି IAS ହେଉଛନ୍ତି, ତାହେଲେ career ର ଆରମ୍ଭ SDM post ରୁ କରିବାକୁ ପଡ଼େ , କିନ୍ତୁ କୋଉ ପାଠ ପଢ଼ିଲେ lateral entry ମାଧ୍ୟମରେ ମନ୍ତ୍ରାଳୟରେ ନିର୍ଦ୍ଦେଶକ, ଉପ-ସଚିବ ଏଵଂ ଅତିରିକ୍ତ-ସଚିବ ଭଳି ପଦରେ ସିଧା ବସୁଛନ୍ତି ଟିକେ କହିବେ ।
@udhabanaik8432
@udhabanaik8432 22 дня назад
ସମସ୍ତେ ସମାନ । ସବୁରାଜନୀତି ।
@salegramkar3029
@salegramkar3029 24 дня назад
SC.ST-କେବଲକାହିଁକି GENARAL-କୁଆଡେଯିବେ କହୁନ
@sunilkumarkaran4814
@sunilkumarkaran4814 24 дня назад
ଦେଶ କୁ ସଳା ଖାଇଗଲନି।
@trilochonmohanta4396
@trilochonmohanta4396 22 дня назад
Gariba adibasi manaku anuradh ଏହି ଆଇନ ଗରିବ ଲକାଙ୍କ ପାଇଁ ହେଇଛି ଏହି ଆନ୍ଦୋଳନରେ ଗରିବ ଲୋକ କେହି ସାମିଲ ହେବେ ନାହଁ, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
@sunilkumarkaran4814
@sunilkumarkaran4814 24 дня назад
Sc st ଦେଶ କୁ ନିମ୍ନ ମାନର କରିସାରିଲନି
@prananathpati9976
@prananathpati9976 22 дня назад
ଗାଡ଼ି ମଟର ବନ୍ଦ କରିବାକୁ ତମେ କିଏ ବେ? ଅନ୍ୟ ଜାତିର ଲୋକ ବାଡେଇବେ।
@udaynathray4251
@udaynathray4251 23 дня назад
ଜାତି ବର୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ sc st ଙ୍କୁ କଣ ପାଇଁ ପୁଣି ସଂରକ୍ଷଣ
@Chemistryprofessional712
@Chemistryprofessional712 23 дня назад
All are general
@Sriansh321
@Sriansh321 23 дня назад
କୋଟା କହିଲେ ପରିବାର ଜଣ କୁ ଟ୍ୟାଲେଣ୍ଟେଡ କହିଲେ ସମସ୍ତେ କାରଣ ଦିନ ରାତି ପରିଶ୍ରମ କରି ପାଠ ପଢୁ ଥିବା ଛାତ୍ର ଛାତ୍ରୀ କଣ ତେଲେଙ୍ଗାନା ଯିବେ ନା ହୋଟେଲ ରେ ବାସନ ମାଜିବେ ଏଥିରେ ପାଠ ପଢା ମୂଲ୍ୟ କଣ ରହିଲା ଜାତି ସମାନ ଧର୍ମ ସମାନ ତ ଚାକିର ରେ କୋଟା କାହିଁକି ଦିୟା ଯିବ ଆମ୍ବେଦକର sir ଙ୍କ ସମ୍ବିଧାନ ସମସ୍ତେ ପଢିବା ଉଚିତ ଯେ କୌଣସି ନିଅମ 10 ବର୍ଷ ରୁ ଉର୍ଦ୍ଧ ରହିବା ଉଚିତ ନୁହଁ ଏ ସବୁ ରାଜନୀତି ଆ ମାନେ ଭର୍ମିତ କରି ଲୋକଙ୍କୁ ହଇରାଣ କରୁଛନ୍ତି
@vladimirputin6530
@vladimirputin6530 23 дня назад
ହଟାଓ କୋଟା । ଭାରତ ବନ୍ଦ ରଦ୍ଦ କରାଯାଉ । ଜାତିପ୍ରଥା ହଟିବ କେମିତି ତମେତ କୋଟାରେ ଚାକିରି କଲ । ମୂଳ ନିବାସି ମାନେ ??
@mamalimahapatra407
@mamalimahapatra407 21 день назад
Seya para
@pravashsadangi8209
@pravashsadangi8209 24 дня назад
କୁଟା ହଟାଓ ❤ ନୋ ହେଲେ ସବୁ ମରିବା ସରକାର କି କୋର୍ଟ ବି ଦାଇ ହୋବୋନି ରେ ଆମେI ପାଇଁ
@biruamamalaxmi541
@biruamamalaxmi541 24 дня назад
@@pravashsadangi8209#ପ୍ରଥମେ ଜାତି ପ୍ରଥା ଉଠେଇ ଦିଆ ଯାଉ. ସମସ୍ତେ same caste ରଖା ଯାଉ.one Nation one education system କରା ଯାଉ
@BokaSantal-h2d
@BokaSantal-h2d 22 дня назад
@@pravashsadangi8209 fatuchi na, ja ja hata, jaldi ja, ba*o na
@pravashsadangi8209
@pravashsadangi8209 22 дня назад
@@BokaSantal-h2d ଭାଇ ଟିକେ sms ଭଲ କର
@BokaSantal-h2d
@BokaSantal-h2d 22 дня назад
@@pravashsadangi8209 sms na comment age decide kar ? Kichhi janini comment kari deichi. Tu reservation against re kahuchhu, reservation hele sabu mariba, to comment hin misleading. Tume emti kahili rply emti hin milibo, aame b chup rahibar nai.
@pravashsadangi8209
@pravashsadangi8209 22 дня назад
@@BokaSantal-h2d ମୋ କମେଣ୍ଟ ଭୋଲ ରେ ଟିକେ ପଢ଼ିକି କୁହ.... ମୁଁ ଓଡ଼ିଆରେ କହୁଚି ଆମେ ପିଲାବେଳେ ପାଠ ପଢିବା ବେଳେ ଟିଚର ସାର୍ ଆମୋ ସମସ୍ତ ଙ୍କୁ ଅଲୋଗI ପଢ଼ୁଥିଲେକି... ନା ଏଇ ରାଜନେତା ମାନେ ତାଙ୍କ ଗiଦୀ ପାଇଁ ଭୋଟ ଆଲୋଗI କିଏ ଜଉ ଛନ୍ତିକି କୁହ ଭାଇ ମୁଁ ତମକୁ କି କଉ ବର୍ଗର ଜାତିକୁ କହୁନି ଆମେ ସମସ୍ତେ ଏଇ ଭାରତ ମା ର ସନ୍ତାନ ମୁଁ କହିବା ମାନେ ପାଠ ପଢିଲା ବେଳେ ଭୋଟ ଦେଲା ବେଳେ ସମସ୍ତେ ସମାନ ଯେମିତି ଚାକିରି କଲା ବେଳେ ସମସ୍ତେ ସମାନ ହେବା ପାଇଁ ଉଚିତ୍ ନା ଅନୁଚିତ୍ ଟିକେ ଭାଇ ମୋ କୋମେଣ୍ଟ ପଡ଼ିକି କହିବ
@jagankumarpadhy445
@jagankumarpadhy445 24 дня назад
Sc st ଯିଏ ଆଗକୁ ଗଲାଣି ତାକୁ କୋଟା ନଦେଲେ ହିଁ bhala,, ସହର ର sc କୋଟା ପାଇ ପାଇ ଧନୀ ହେଲେଣି, ଗାଁ ଗହଳି ର sc st tike ପଛରେ,, ଜେନେରାଲ ତ ଛାଡ଼ ସେମାନେ ଗରିବ ଥାଆନ୍ତୁ କି ଧନୀ ସରକାର୍ କୁ କିଛି farak padeni କାରଣ ଯେତିକି vote ମିଳୁଚି sc st obc ଠୁ ମିଳୁଚି, general ସଂଖ୍ୟା kom ନା, 🤷🤷
@SankarshanaBishi
@SankarshanaBishi 22 дня назад
ସରକାର ମାନୀବାର କଥା ନୁହେଁ ଖାଲି sc st କୁ ଅସୁବିଧା ହଉଛି ଆଉ କାହାକୁ ନୁେହଁ obc କେତେ ଫେସେଲେଟି ଦିଆଜାଉଛି
@bhabanisankarnath8888
@bhabanisankarnath8888 22 дня назад
ଆପଣମାନେ କାହିଁକି ଆନ୍ଦୋଳନ କରୁ ନାହାନ୍ତି ସାଧାରଣ ଓ ଉଚ୍ଚ ବର୍ଗର ଲୋକ ଯିଏ sc ଙ୍କୁ ବିବାହ କରିବ ,ସେ କେବଳ ସଂରକ୍ଷଣ ପାଉ ଆଉ କେହି ନ ପାଉ ? ଏପରି ନିଷ୍ଠା ଦେଖାଇବା ବଦଳରେ ଆପଣ କଣ କରୁଛନ୍ତି ଟିକେ ବିଚାର କରନ୍ତୁ ।
@ghasirammajhi9222
@ghasirammajhi9222 23 дня назад
Right
@ShambhuJani-mz6zz
@ShambhuJani-mz6zz 24 дня назад
Good👌👌👌
@murukkala737
@murukkala737 23 дня назад
Good decision
@ugresensethi586
@ugresensethi586 23 дня назад
ଯିଏ କହୁଛି କୋଟା ଉଠେଇ ବା ଠିକ ତାର ଝିଅ କୁ ଗୋଟେ ଦଳିତ ଘରେ ବିବାହ ଦେଇ ଖାଇପାରିବ ପାରିବ କି.ଏ ସମାଜ ଆଗରେ. ଗାଁ ରେ ଥିବା ମନ୍ଦିର ରେ sc, st ଲୋକ କୁ ପ୍ରବେଶ କରିବାକୁ ଦିଅନ୍ତୁ ତାପରେ କୋଟା ଉଠା.
@user-pb1zl4vm3p
@user-pb1zl4vm3p 23 дня назад
Right katha bhi
@minatiojha3513
@minatiojha3513 23 дня назад
Kota uthigale kaun tame bramhana heijiba
@user-mn4lm3bf8x
@user-mn4lm3bf8x 23 дня назад
Tui bhau mandir jauni bodhe majjit jauchu​@@user-pb1zl4vm3p
@user-mn4lm3bf8x
@user-mn4lm3bf8x 23 дня назад
Kota bond hoi gale tume sale aau chakiri paibani obc and general Pila ta 90 % rakhuchi aau tume ta 30% rakhucha ta chakiri paisa kemiti Murkha gudaka Nijar name lekhi janina aau bada bada Katha kahucha
@user-mn4lm3bf8x
@user-mn4lm3bf8x 23 дня назад
​@@user-pb1zl4vm3ptume mane Marijiba Kota band hele
@niky5249
@niky5249 24 дня назад
Absolutely right 👍👍....❤❤🎉🎉
@balarampurohit1895
@balarampurohit1895 24 дня назад
କୋଟା ବ୍ୟବସ୍ଥା ସମ୍ପୂର୍ଣ ବନ୍ଦ ହେବା ଉଚିତ
@murarisunaofficial4587
@murarisunaofficial4587 24 дня назад
Jati prtha band pain kahi paribani
@lipunpani4831
@lipunpani4831 21 день назад
ସଂପୂର୍ଣ୍ଣ ଭାବରେ କୁଟା କୁ ଉଚ୍ଛେଦ କରାଯାଉ । ସବୁ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ହେଉ ।ଏଠି ଏମାନେ ବହୁତ୍ ଭାଉ ଦେଖାଉଛନ୍ତି
@sanjayabhoi2742
@sanjayabhoi2742 21 день назад
Jati ta aga uthei de tapare Kota ape ape uthijiba
@lipunpani4831
@lipunpani4831 21 день назад
@@sanjayabhoi2742 ଜାତି ଉଠାଇବା ପାଇଁ ଭଗବାନ ପାଖକୁ ଯିବାକୁ ପଡ଼ିବ କିନ୍ତୁ କୁଟା ଉଠାଇବା ପାଇଁ କୋର୍ଟ କୁ ଯିବା କୁ ପଡ଼ିବ ତେଣୁ ଭାବି ନେ କଉଟା ସହଜ ହେବ
@ratnakarbadra119
@ratnakarbadra119 21 день назад
tu sala besi katha kahu chu sc st bharat sara achu
@ratnakarbadra119
@ratnakarbadra119 21 день назад
Sc St jinda bad 🎉
@rsawaiyan6767
@rsawaiyan6767 24 дня назад
ପ୍ରଥମେ ଜାତିପ୍ରଥା ଉଠାଅ ତା ପରେ କୋଟା ଉଠାଅ .....ଜୟ ଆଦିବାସୀ ଜୟ ଜହାର୍
@ranjansm6014
@ranjansm6014 23 дня назад
Jati pratha sarakari kamare pachara jauchhi form re lekha jauchhi prathame taku band kara tame mane
@Shortsbreak676
@Shortsbreak676 22 дня назад
Right
@ayubm19
@ayubm19 24 дня назад
Kota band hau 1 st
@SurajKumar-id9jd
@SurajKumar-id9jd 24 дня назад
We fully support
@niranjanparhi5726
@niranjanparhi5726 23 дня назад
Suprime court is right
@sureshmallick5946
@sureshmallick5946 24 дня назад
ଭଲ ପଦକ୍ଷପ । ଜୟ ଭୀମ
@SrankMelo-ev6kk
@SrankMelo-ev6kk 22 дня назад
We support you
@pabitrasahoo7592
@pabitrasahoo7592 22 дня назад
ସମସ୍ତେ ସମାନ ଅଧିକାର ପାଇବା ଦରକାର
@madhabpangi4858
@madhabpangi4858 22 дня назад
ସମ୍ଭିଧାନ ଆଉଥରେ ଲେଖାଯାଉ
@hiranyarohidas4648
@hiranyarohidas4648 24 дня назад
Good Padakshap, jai Bhim.
@ommprakashsahoo5231
@ommprakashsahoo5231 24 дня назад
Nili kabutar😂😂✅
@Deshbhakt-hx9du
@Deshbhakt-hx9du 24 дня назад
​@@ommprakashsahoo5231Akhand Andhbhakt 😂😂😂
@Deshbhakt-hx9du
@Deshbhakt-hx9du 24 дня назад
​@@ommprakashsahoo5231Akhand Andhbhakt 😂😂😂
@Deshbhakt-hx9du
@Deshbhakt-hx9du 24 дня назад
​@@ommprakashsahoo5231Sahoo OBC .tu bi nila kabutar😂😂😂
@bharatiyachannel2026
@bharatiyachannel2026 23 дня назад
💙
@prakashmallik3487
@prakashmallik3487 22 дня назад
@jagannath-creation
@jagannath-creation 22 дня назад
କୋଟା ଜାତିଦେଖି ନୁହେଁ ଗରିବ ଦେଖି ମିଳୁ
@kalyanpanda5885
@kalyanpanda5885 24 дня назад
କୋର୍ଟ ଠିକ କରିଛି
@BhikaricharanDas-jh2kd
@BhikaricharanDas-jh2kd 22 дня назад
Very GoodSujetion
@narayanparida3001
@narayanparida3001 21 день назад
ଜାତି ପ୍ରଥା ବନ୍ଦ କରିବା ପାଇଁ ଏକ ସ୍ବତନ୍ତ୍ର ଭାବେ ଆଇନ ହେବା ଦରକାର
@NilambarDash-mq1ry
@NilambarDash-mq1ry 22 дня назад
କୋଉଠି ଜାତି ଭେଦ ଅଛି,, ତମକୁ ହରିଜନ କହିଲେ ତମେ ତ କେଶ୍ କରୁଛ,,,, ଯଦି ସଂରକ୍ଷଣ ଦରକାର ଶଳା ମନ୍ଦିର କୁ ଆସିବେନି କି ସ୍କୁଲ କଲେଜ ରେ ବି ଜାତି ଦେଖା ହବ,,,, ହେଲେ ସଂରକ୍ଷଣ ଦିଆ ଯାଉ ଆମର ଆପତ୍ତି କିଛି ନାହିଁ
@jayantakumarshial
@jayantakumarshial 22 дня назад
ଅନୋଷୋଚିତ ଜାତି କହୁନ ହରିଜନ କଣ
@helpinghandsforanimals6007
@helpinghandsforanimals6007 22 дня назад
ଏ ସଳେ ଗୋଟେ ପ୍ରହସନ ଚଲେଇଛନ୍ତି।
@mamalimahapatra407
@mamalimahapatra407 21 день назад
Hm bina patha re%paibe au job kribe bada chalak amane
@MithunNaik-ju3tb
@MithunNaik-ju3tb 24 дня назад
ଆମେ ତମ ସହିତ ସପୋର୍ଟ ରେ ଅଛୁ
@kailashsadangi6012
@kailashsadangi6012 22 дня назад
ସବୁ ଜାତିକୁ ସମାନ ଚାକିରୀ ଅନ୍ୟ ଗରିବ ଉଚ୍ଚ ଜାତି କୁଆଡେ ଯିବେ
@PS-jd2yo
@PS-jd2yo 22 дня назад
Dhani Garib Soman Tar Pore Bikosit Bharat Aadhunik Bharat 👍
@mamalimahapatra407
@mamalimahapatra407 21 день назад
Hmm para thik
@labangasahu4418
@labangasahu4418 24 дня назад
Sc st ତମେ ପାଠ ପଢି ବହୁତ ଖୁଶି ହେଲେ ମାର୍କ 30 % ପାଇକରି ଚାକ୍ରି କରୁଛ ସାମ୍ନା ବାଲା 50%ପାଇକରୀ ବେକାର
@Deshbhakt-hx9du
@Deshbhakt-hx9du 24 дня назад
Sahu OBC Tu mandal commission katha dekhe.😂😂😂
@sarthakrout5112
@sarthakrout5112 24 дня назад
Tate jete Kota dele bii tu semiti asiki cmnt karibu RU-vid ree
@Deshbhakt-hx9du
@Deshbhakt-hx9du 24 дня назад
@@sarthakrout5112 Tu kahinki comment karuchu YT re ?
@choudhuri99
@choudhuri99 23 дня назад
Very good decision Wel done .
@BokaSantal-h2d
@BokaSantal-h2d 22 дня назад
@@labangasahu4418 hairan he, tu b aago janma re st hei janma ne paibu 30% re
@kshiteswarsahoo2457
@kshiteswarsahoo2457 23 дня назад
Good decision of supreme court
@DurgaMajhi-wf8iy
@DurgaMajhi-wf8iy 24 дня назад
we full support 21 bharat band
@Indiawalla_07
@Indiawalla_07 22 дня назад
ହଁ ତମେ ଟେକି ଧରିବ ତାଙ୍କର😂
@prakasrout2636
@prakasrout2636 21 день назад
No
@sangramnayak7586
@sangramnayak7586 22 дня назад
Good information sir right point's 👌 SC, ST power 🔥
@smileentertainmentmusic1320
@smileentertainmentmusic1320 24 дня назад
Good right ❤❤❤
@ranjitamallick6336
@ranjitamallick6336 22 дня назад
ନିଜ ସ୍ବାଭିମାନ ଅନୁସାରେ କାର୍ଯ୍ୟକାରୀ ହୋଉ
@hemantabhue288
@hemantabhue288 24 дня назад
Pura all india st aur sc pura Bharat band
@ranjankumarpradhan7858
@ranjankumarpradhan7858 22 дня назад
ଏଇ ଭାରତ ବନ୍ଦ୍ ସଫଳ ହୋପାରିବନାହି। ଆଉ ରହିଲା ସରକାର ଭାଙ୍ଗି ପାରିବ ଯଦି ଭଙ୍ଗିଦିଅ
@TapanaJena-qq5su
@TapanaJena-qq5su 24 дня назад
Right, Jay Jagannath
@Dibyaexprs
@Dibyaexprs 24 дня назад
Right 👍
@baidyanath90
@baidyanath90 24 дня назад
Tamar khali Unati darkar.... General pila karjbe kn??? Poor Sc/st loka suvida paantu... but sc/st dr ,enignier ,teacher pila b resrevation paeba...but gote poor general pua job pauni...ea kou prakar justice??? General pila b andolan Kariba katha India re....
@chhabilasahu10
@chhabilasahu10 24 дня назад
Good ଭାଇ ସବୁ ସାଧାରଣ ବର୍ଗ ର ଲୋକ ମାନେ ମଧ୍ୟ ସଜାଗ ହୁଅନ୍ତୁ ଆନ୍ଦୋଳନ କରିବା ପାଇଁ
@Deshbhakt-hx9du
@Deshbhakt-hx9du 24 дня назад
​@@chhabilasahu10Tu OBC reservation katha dekhe 😂😂😂😂 general nku 10% sudama quota miluchi
@user-ui6ne2fm4c
@user-ui6ne2fm4c 23 дня назад
I Support Bharat Band 🎉
@ratikantajena6809
@ratikantajena6809 24 дня назад
Yes medical seat re 90 % re bi seat paibe nahi au sc st 0 Mark re seat paibe. Se ki Dr hebe
@RanjitKumar-fi1dl
@RanjitKumar-fi1dl 21 день назад
Bhai tu Mari ja ଆର ଜନ୍ମ ରେ st sc ghare ଜନ୍ମ ନେବୁ ଜଲ୍ଦୀ job paibu😅😅😅😅
@mamalimahapatra407
@mamalimahapatra407 21 день назад
Hm para ki katha sc st ra he bhagwaan
@kirttanmahanta9806
@kirttanmahanta9806 22 дня назад
Supreme Court judgement is right.
@pintuputel7257
@pintuputel7257 22 дня назад
କୋଟା ହଟାଅ ସମସ୍ତେ ସମାନ
@raghunathsabar808
@raghunathsabar808 23 дня назад
Yes I am supporting
@nabinlaguri6917
@nabinlaguri6917 24 дня назад
Good
@dsahu9640
@dsahu9640 24 дня назад
୨୧ ବନ୍ଦକୁ ତମେତ କଥା କହିପାରୁନ ହୋ କଣ ଚାକିରି କରୁଛ
@sarmisthadash4508
@sarmisthadash4508 24 дня назад
Very good step.
@sudhirkumarsahu4705
@sudhirkumarsahu4705 23 дня назад
ତୁମେ ଯେଉଁ ଭାଷଣ ମାରୁଛ ତୁମେମାନେ ତୁମର ଗରିବ ଲୋକଙ୍କ ବିରୁଦ୍ଧରେ ଯାଉଛ
@RupNarayanMajhi
@RupNarayanMajhi 24 дня назад
ମାଡ଼ି ଚାଲ
@prananathpati9976
@prananathpati9976 22 дня назад
ସୁପ୍ରିମକୋର୍ଟ ଠିକ୍ ରାୟ ଦେଇଛନ୍ତି। ଏହାକୁ ଯିଏ ମାନୁନି ତାକୁ ଗୁଳି କର।
@BiswanathPanda-d6n
@BiswanathPanda-d6n 23 дня назад
👍👍👍ଏ ବେକାର କଥା ତୁମେ ସ୍ୱାଧୀନତା ଠାରୁ ଏ ପର୍ଯ୍ୟନ୍ତ ପାଇଲଣି , କଣ ଏ ମିତି ଚାଲିଥିବା ତୁମେ ଭାରି ଗିହାଳିଆ , ଅନ୍ୟ ମାନେ ଯିବେ କୁଆଡେ, ଅଉ ଚିନ୍ତା କରନା ବହୁତ ପାଇଲଣି , କେନ୍ଦ୍ର ସରକାର ଙ୍କର ସବୁଠାରୁ ବଢିଆ ନିଷ୍ପତି , ଜୟ ହିନ୍ଦୁସ୍ତାନ, 👍👍👍
@kamalakantabarik8549
@kamalakantabarik8549 23 дня назад
ସତରେ ଭାଇ ପାଠ ପଢିବା କଷ୍ଟ କରି ସେମାନଙ୍କୁ ଚାକିରି ରେ discount ଦିଆ ଯାଉଛି, କି ବାଳ ଜାତି , education ପାଖରେ ଜାତି ନ ରହିବା ଦରକାର
@litudas6793
@litudas6793 22 дня назад
ମନ୍ଦିରରେ କୋଟା ତମେ ଛାଡିଛ କି?
@indianeedshimodiaenglish9505
@indianeedshimodiaenglish9505 22 дня назад
ଦେଶରୁ ବ୍ରାହ୍ମଣ ବିଦାୟ ନିଅନ୍ତୁ ତାପରେ ସବୁ ଠିକ୍ ହେବ । ଆମେ ହିନ୍ଦୁ ନୁହେ
@indianeedshimodiaenglish9505
@indianeedshimodiaenglish9505 22 дня назад
ବ୍ରାହ୍ମଣ Iran ଯିବାପାଇଁ ପ୍ରସ୍ତୁତ ହେଁ
@indianeedshimodiaenglish9505
@indianeedshimodiaenglish9505 22 дня назад
ବ୍ରାହ୍ମଣ ଠାରୁ ବ୍ରିଟିସ ସରକାର ଭଲ
@minakshidehury3189
@minakshidehury3189 24 дня назад
କୋଟା ପାଇଁ ସବୁ Student ଗଧ
@hembramonam4250
@hembramonam4250 24 дня назад
ଏଥିରେ ଦାୟୀ କିଏ
@BokaSantal-h2d
@BokaSantal-h2d 22 дня назад
@@minakshidehury3189 tu brilliant student ta aau
@SPCreation-jq8pg
@SPCreation-jq8pg 22 дня назад
ତୁ ବଡ଼ ମାଷ୍ଟର ତ ଆଉ ‌ କୋଟା ପାଇଁ ସବୁ students ଗଧ । ତମର ସବୁ ଏବେ ଫାଠୁଛି କି ସେଥିପାଇଁ କୋଟା ଉଠାଅ
@BokaSantal-h2d
@BokaSantal-h2d 22 дня назад
@@SPCreation-jq8pg badhuchi na 😁 kichhi hoboni tumor fatuchhi, aau eita continue rahibo, aau aamo progress b. Aau thik katha kahichhu mun gote master. 👍
@BokaSantal-h2d
@BokaSantal-h2d 22 дня назад
@@SPCreation-jq8pg ja uthei de ja kota, ja ja, tote hin jagichhanti....
@kamallochannayak9660
@kamallochannayak9660 23 дня назад
Thanks, Right Done .
@pravashsadangi8209
@pravashsadangi8209 24 дня назад
କଳୀ ଯୁଗ ସରିବରେ ତମ ପାଇଁ କାହିଁକି ଏମିତି ହଉଚ ଆମେ ପାଠ ପଢିବା କୁ ଡର ଲାଗୁଚି କାଇହିଙ୍କିନା ଚାକିରି ନାଇ କେବଳ st sc ଚାକିରି ପାଉଚ
@suriyatk1992
@suriyatk1992 24 дня назад
Sabu general mane tho higher post re achonti aau kn darakar
@pravashsadangi8209
@pravashsadangi8209 24 дня назад
@@suriyatk1992 ଭାଇରେ ଥିଲେ କଣ ହେବ ସବୁ cbi ଲାଗୁଚି ଆଉ ଲାଗିବ ମୁଁ general କିନ୍ତୁ ଏମାନଙ୍କ ଏ ଚରିତ୍ର ବହୁତ ଖରାପ ଲାଗୁଚି ମୁଁ ଘୃଣା କରୁଚି
@biruamamalaxmi541
@biruamamalaxmi541 24 дня назад
EWS ତମେ କଣ ଗିଳି ଦଉଚ ବୋଧେ.
@mamalimahapatra407
@mamalimahapatra407 21 день назад
​@@suriyatk1992 hard work pain high post re achNti tme padhuna
@JatadharMarndi
@JatadharMarndi 21 день назад
ଆଦିବାସୀ ହରିଜନ ଲୋକମାନେ ମନଦିର ର ପୂଜକ ହୋଇପାରିବେ ଆଦିଵାସି ହରିଜନ ସମସ୍ତ ଜାତି ର ଝିଅ ପୁଅ ମଧ୍ଯ ରେ ବିବାହ କରିପାରିବେ ତା ହେଲେ ଭାରତ ରେ କୋଟା କିଛି ଆବଶ୍ଯକ ହବନି କଉ ଭାଇଭଉଣୀ ଏଥି ରେ ରାଜି like କରନ୍ତୁ
@rabindrabhoi3478
@rabindrabhoi3478 24 дня назад
Jay adivasi 🏹🏹🏹
@tapankhuntia3602
@tapankhuntia3602 22 дня назад
ଭଗବାନ strick ବନ୍ଦ ହଉ l
@Sirdharapatra471
@Sirdharapatra471 23 дня назад
ଜାତି ପ୍ରଥା ବନ୍ଦ କରାଯଉ
@pravatkumar1070
@pravatkumar1070 22 дня назад
ଜାତି ଉଠାଇ ଦିଅ 🙏🙏🙏
@Narmada-s3y
@Narmada-s3y 24 дня назад
Quata hatao🎉
@RajeshKumar-ze7qm
@RajeshKumar-ze7qm 22 дня назад
Tu Ambedkar ke e thu heluni
@durjyadhanmajhi7417
@durjyadhanmajhi7417 19 дней назад
Bahut dhanyawad bro
@ChandrasekharSanta-r8l
@ChandrasekharSanta-r8l 24 дня назад
Very good ଜୟ ଆଦିବାସୀ 🙏🙏
@ranjitamallick6336
@ranjitamallick6336 22 дня назад
ଦେଶ ର ଉନ୍ନତି ପାଇଁ କୋଠା ଉଠି ବା ଉଚିତ
@mamalimahapatra407
@mamalimahapatra407 21 день назад
Right
@mathuradakshin8002
@mathuradakshin8002 23 дня назад
ଜୟ ଆମ୍ବେଦକର,ଜୟ ସମ୍ବିଧାନ,ଜୟ ମୂଳ ନିବାସୀ
Далее
Sura routray has targeted PM Modi and Mohan Majhi
10:07
Презентация iPhone 16 за 4 минуты
04:00
Вопрос Ребром - Булкин
59:32
Просмотров 786 тыс.