Тёмный

Indian Army Officer Assault Case | DGP Suspends 5 Officers Of Bharatpur Police Station 

Kanak News
Подписаться 8 млн
Просмотров 258 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 904   
@DPM3777
@DPM3777 2 дня назад
ଓଡ଼ିଶା ପୋଲିସର ପେଟ ଦେଖିଲେ ଜଣା ପଡ଼ିଛି କେତେ ଲାଞ୍ଚ ଖୋଉଥିବେ🫄🫄🫄
@sidhikumari9025
@sidhikumari9025 День назад
Thik kahile
@ysmuna
@ysmuna 20 часов назад
Hnn yaar Right
@saraswatisahoo5171
@saraswatisahoo5171 2 часа назад
ଏକଦମ୍ ସତ୍ୟ
@ranjitkumargajendra7662
@ranjitkumargajendra7662 2 дня назад
Respect Soldier
@DNVideo
@DNVideo 2 дня назад
Mg ପୋଲିସ ଵାଲା ତମ ଓକାତ କଣ ବେ ତମେ army ଵାଲା ଙ୍କୁ ଏମିତି କରୁଛ
@kkcreation7782
@kkcreation7782 2 дня назад
Kete Jana bhai tme desa pi jibna dabku job krucha khila Bada bada ktha khuch
@djmixed3066
@djmixed3066 2 дня назад
Tu taa maa ku pachhare ta bapa kea​@@kkcreation7782
@ramakantarout2484
@ramakantarout2484 2 дня назад
@@kkcreation7782 kamse kam ta army ku support karuchanti but you are asking to those support army
@kkcreation7782
@kkcreation7782 2 дня назад
@@ramakantarout2484 semankn pi sabu subidha ame kn
@suryakantamahalik3462
@suryakantamahalik3462 2 дня назад
ମୁଁ army ଆଉ police କୁ ସପୋର୍ଟ କରେ କିନ୍ତୁ ଯିଏ ଦୋଷୀ ସେ ଦଣ୍ଡ ପାଉ...
@Sached299
@Sached299 2 дня назад
ସେ ଡିସିପି କୁ ତୁରନ୍ତ ସୋସ୍ପେଣ୍ଡ କରାଯାଉ l
@motoggaming8484
@motoggaming8484 2 дня назад
Sabu government officers ki suspend karajau 😂
@RajaRaja-pq7ud
@RajaRaja-pq7ud День назад
Only dismissed karajau
@rajneeshkumar1303
@rajneeshkumar1303 День назад
Se IPS tara kichi hebani
@ysmuna
@ysmuna 20 часов назад
Good yaar
@Kiila-b9p
@Kiila-b9p 2 дня назад
ଗିରଫ କରାଯାଉ, ଓଡିଶା ରେ ଥିବା ସବୁ ଥାନା ର IIC ମାନଂକୁ ଚେତାଇ ଦିଆଯାଉ.
@ysmuna
@ysmuna 2 дня назад
Thik katha
@ganeshcreation3290
@ganeshcreation3290 2 дня назад
Right
@SujataRoyDailyVlogs
@SujataRoyDailyVlogs 2 дня назад
Right
@Abhayanayak-wo6ir
@Abhayanayak-wo6ir 2 дня назад
Right
@ambarishswain3233
@ambarishswain3233 2 дня назад
Right
@cameramanalok3830
@cameramanalok3830 2 дня назад
ଆପଣ ମାନେ ଚିନ୍ତା କରନ୍ତୁ ଯଦି ଜଣେ ସେନା ଅଧିକାରୀ ଙ୍କ ସହ ଏମିତି ହୋଇପାରୁଛି ତ ଆମେ ସଧାରଣ ଲୋକଙ୍କ ସହ କଣ କଣ ନକରୁଥିବେ , ଓଡ଼ିଶା ପୋଲିସ୍ ସବୁବେଳେ ନିଜର power କୁ ଅପବ୍ୟବହାର କରୁଛନ୍ତି । ଏମାନେ ଲୋକଙ୍କ ପାଇଁ ରକ୍ଷକ ହେବା ବଦଳରେ ଭକ୍ଷକ ହୋଇଯାଉଛନ୍ତି,
@duryadhangadaba5172
@duryadhangadaba5172 2 дня назад
Right
@BalunkeswarBehera-e2l
@BalunkeswarBehera-e2l 2 дня назад
Right 👍
@bimbadharrout1373
@bimbadharrout1373 День назад
Previous government & current government both are failure in home department.. very sad & unfortunately matter..
@ysmuna
@ysmuna 20 часов назад
Hnn satare
@realinformationalvideos
@realinformationalvideos 2 часа назад
Yes
@sushantasahoo2209
@sushantasahoo2209 2 дня назад
ଜଦି ସାଧାରଣ ଲୋକଟେ ଏମିତି ହେଇଥାନ୍ତା ତାହେଲେ ବିଚରା ଲୋକଟା ଫୁଲ୍ ହଇରାଣ ହେଇଥାନ୍ତା
@pravatkumarsethy1205
@pravatkumarsethy1205 2 дня назад
Han agyan emiti ta heuchi
@jagadishkumbhar1328
@jagadishkumbhar1328 2 дня назад
ସାଧାରଣ ଲୋକ ଛାଡ଼ ଯଦି Army ra gute jawan heithile case highlights hei nathanta,se officer bali ଏବଂ ତାଙ୍କର ବାନ୍ଧବୀ army officer jhia boli case highlights hei gala,army jawan heithile Army b support karinathanta
@soumyaranjanmohanty3533
@soumyaranjanmohanty3533 День назад
​@@jagadishkumbhar1328right
@kuldeepparida1608
@kuldeepparida1608 День назад
Right bhai
@user-wc3rq1ki5w
@user-wc3rq1ki5w День назад
ଠିକ ​@@jagadishkumbhar1328
@ranjitpati5265
@ranjitpati5265 2 дня назад
Indian Army ପରିସ୍ରା କରିଦେଲେ ପୁଲିସ ମାନେ ଭାସି ଯିବେ
@indianprimitiveliving2479
@indianprimitiveliving2479 2 дня назад
କେତେକ ପୋଲିସ ଅଛନ୍ତି ନିଜକୁ ମୁଣ୍ଡି ଭାବନ୍ତି
@saraswatisahoo5171
@saraswatisahoo5171 2 часа назад
Right 👍
@SadhabanandaPanda
@SadhabanandaPanda 2 дня назад
ସୈନିକ ମାନେ ଦେଶର ସୁରକ୍ଷା ବାହିନୀ, ସେମାନଙ୍କୁ ସମ୍ମାନ ଦିଆଯାଉ
@soumyaranjanmohanty3533
@soumyaranjanmohanty3533 День назад
ଅନ୍ୟ ମାନଙ୍କୁ 😢
@brahmanandam7370
@brahmanandam7370 День назад
Anya mananku pare, krushak aau sainika, aau teacher,​@@soumyaranjanmohanty3533
@SujitShialEducation
@SujitShialEducation День назад
Au tate kn goitha mariba katha ,
@mr.sanjayinformationdiscov3282
ଓଡିଶା ପୋଲିସ ହାଏ ହାଏ,,, ଏମାନେ ନିଜକୁ ବଡ଼ ଡ଼ନ ଭାବନ୍ତି,,,,
@amiyasahu5694
@amiyasahu5694 2 дня назад
Orissa police criminal
@pradhanashok5005
@pradhanashok5005 2 дня назад
କେତେ ହାରାମି ୟେ ଭରତପୁର ଥାନା ଅଧିକାରୀ ଓ ପୋଲିସ ବାଲା.... ଜଣେ FIR ଲେଖିବାକୁ ଆସିଲେ, FIR ଲେଖୁନାହାନ୍ତି ବରଂ, ସେହି ଲୋକ ଉପରେ ଅତ୍ୟାଚାର କରୁଛନ୍ତି... ଅତ୍ୟନ୍ତ ଧୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ୟେମାନକୁ
@ODISHABHAI-eq8jq
@ODISHABHAI-eq8jq 2 дня назад
ଆର୍ମି ଅଫିସର ବୋଲି, ପୋଲିସ ବିରୁଧ ରେ ଯାଇ, ନିଲମ୍ବିତ କଲେ, ସାଧାରଣ ଜନତା ପୋଲିସ ଙ୍କ ର କିଛି ବି କରି ପାରି ବେ ନାହିଁ, ଥାନା ଓ ଆଇନ କୁ ଓଡ଼ିଶା ପୋଲିସ ନିଜ ହାତ କୁ ନେଇ ସାରିଛି
@livecartoontv8804
@livecartoontv8804 2 дня назад
ୟେ 1000% ସତ କଥା🙏
@ysmuna
@ysmuna 2 дня назад
Hnn yaar
@gobindachandrajena4560
@gobindachandrajena4560 2 дня назад
Sadharan janataku vakua banauchhanti nirdosiku dosi sajai jail pathaiba
@SiddarthNewsOdia
@SiddarthNewsOdia 2 дня назад
Right Katha
@jagadishkumbhar1328
@jagadishkumbhar1328 2 дня назад
Jadi se army jawan heithante ,case highlights hei ନଥାନ୍ତା,se army officer and tankar bandhabi army officer jhia boli case ta besi highlights heigala,jawan heithile Army b support karinathanta
@NIRANJANRout-bl6gk
@NIRANJANRout-bl6gk 2 дня назад
ଜୟ ଇଣ୍ଡିଆନ ଆର୍ମି, ଓଡିଶାର ପୋଲିସ ସବୁଗୋଡାକ ଚୋର ଦଲାଲ,
@kkcreation7782
@kkcreation7782 2 дня назад
Tu bodhe bhlta
@suparfonyfamily
@suparfonyfamily 2 дня назад
ତେବେ ସାଧାରଣ ଲୋକେ କେମିତି ନ୍ୟାୟ ପାଉଛନ୍ତି ଥାନାରେ, ଏବେ ପୋଲିସ ନିଜକୁ ବ୍ରିଟିଶ ଅମଳ ର ପୋଲିସ୍ ଭଳି ଲାଗୁଚି
@SadhabanandaPanda
@SadhabanandaPanda 2 дня назад
ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ଉପରେ ଭଲଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ
@Sikhya555
@Sikhya555 2 дня назад
ଓଡ଼ିଶା ପୋଲିସ ସବୁ ଠାରୁ ବେକାର
@smrutiranjanparida9766
@smrutiranjanparida9766 2 дня назад
Army upare atyachar hele semanankara unit achanti. Front ku asuchanti, defend karuchanti. kintu ama sadharana loka nka sathire hela bele amara kan unit nahi kichi. Ame kemti nijaku defend karibu 😢😢
@sundargarhsng9463
@sundargarhsng9463 2 дня назад
Right
@Ashutosh55342
@Ashutosh55342 2 дня назад
sala army against ରେ ଲାଗିବ, ମରିଯିବ। ପୋଲିସ wala ଜମା ଲୋକଙ୍କୁ ସାହାଯ୍ୟ କରୁ ନାହାନ୍ତି
@KesabaSahoo-f2l
@KesabaSahoo-f2l 2 дня назад
Jay jawan
@rajendrajena605
@rajendrajena605 2 дня назад
ସେଠି major ଜାଗାରେ ସାଧାରଣ ଲୋକ ଥିଲେ କଣ ଏତେ ହୋ ହଲ୍ଲା ହୁଅନ୍ତା କି ? ସାଧାରଣ ଜନତା ଙ୍କ ଦୁଃଖ ବୁଝିବ କିଏ
@rudrakshyabhusansahu3379
@rudrakshyabhusansahu3379 День назад
ବାଷ୍ଟାର୍ଡ ଦୀନକୃଷ୍ଣ କୁ କିଏ ଅଧିକାର ଦେଲା ସେନା କର୍ମଚାରୀଙ୍କ ପ୍ରତି ଦୁର୍ବ୍ଯବହାର କରିବା ପାଇଁ ବହୁତ ନିନ୍ଦନୀୟ ଘଟଣା ଅଟେ ।
@priyabrat000
@priyabrat000 2 дня назад
IIC ଦୀନକୃଷ୍ଣ ଟା ହାରାମି ଟା କଟକ cantonment ଥାନା ରେ ଥିଲା ବାଲିଯାତ୍ରା ସମୟରେ SDPO ସହ ମିସି ଗାଡି ଷ୍ଟାଣ୍ଡ ପାଈଁ ଲକ୍ଷ୍ୟ ଲକ୍ଷ ଟଙ୍କା ଖାଇଥିଲେ ତାକୁ Dismiss କରାଯାଉ।
@bijayrautaray3420
@bijayrautaray3420 2 дня назад
ଖାଲି ସେଇ ଥାନାରେ ନୁହେଁ ଓଡ଼ିଶାରେ ସବୁ ଥାନାରେ ଏଭଳି ଖରାପ ବ୍ୟବହାର କରୁଛନ୍ତି ଯେ ଗୋଟେ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛି
@PrinceKumar-y9p1h
@PrinceKumar-y9p1h День назад
Right katha
@realinformationalvideos
@realinformationalvideos 2 часа назад
Yes
@deepenkumarsahu2047
@deepenkumarsahu2047 2 дня назад
Governor sir ଙ୍କ ପୁଅ case ରେ ବି inquiry କରାଯାଉ.
@suryakantamahalik3462
@suryakantamahalik3462 2 дня назад
ପ୍ରାୟତଃ ଲେଡ଼ିଜ police ମାନେ... "ନାରୀ ନୁହେଁ ତୁ ନାରାୟଣୀ,,, ଆଉ ସିଂଘ ବାହିନୀ ଫିଲ୍ମ ଦେଖିକି ଏମିତି ଉତୁପାତ ହେଉଛନ୍ତି...
@Pravati-z7j
@Pravati-z7j 18 часов назад
😂😂
@Pravati-z7j
@Pravati-z7j 18 часов назад
But se movie re police officer bhala thila
@adaitakumarbaliyarsingh
@adaitakumarbaliyarsingh 2 дня назад
ଜୟ ଯବାନ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏହା ଏକ ବାସ୍ତବ ସତ୍ୟ, ଏହାର ଦୃଷ୍ଟାନ୍ତ ଓଡିଶା ହେଉ
@sitaramsahu3883
@sitaramsahu3883 2 дня назад
ଏ ପ୍ରକାରର ଦୁଃଖଦାୟକ ଘଟଣା କିନ୍ତୁ ଜଣେ ହେଉଛନ୍ତି ଦେଶର ସେବକ ଅନ୍ୟ ଜଣେ ହେଉଛନ୍ତି ରାଜ୍ୟର ସେବକ। ଜଣେ ଭୂଲ କଲେ ଅନ୍ୟ ପକ୍ଷରୁ ଆଇନ୍ ହାତକୁ ନେବା ଠିକ୍ ନାହିଁ। ଏହି ଦୁଇ ପକ୍ଷଙ୍କୁ, ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ନେଲେ ଭଲ ହୁଅନ୍ତା।
@brahmanandam7370
@brahmanandam7370 День назад
Army kebe emiti bhul karibani
@Kiila-b9p
@Kiila-b9p 2 дня назад
ସାମ୍ବାଦିକ ମାନେ ଆପଣ ମାନଙ୍କ ପ୍ରୋଟେଷ୍ଟ କୁ ଭଣ୍ଡୁର କରିବାପାଇଁ ବାଇଟ ଚେଞ୍ଜ କରୁଛି, ଗୋଲିଆଘାଣ୍ଟ ପ୍ରଶ୍ନ ପଚାରୁଛନ୍ତି ସାମ୍ବାଦିକ ପ୍ରତି ସତର୍କ ରୁହନ୍ତୁ.
@KesabaBehera-of8kl
@KesabaBehera-of8kl 2 дня назад
ବିଜେଡି ସାଶନ ଗଲାଣି ପୋଲିସ ଥାନାରେ ବିଜେଡି ସାଶନ ଚାଲିଛି
@suryakantamahalik3462
@suryakantamahalik3462 2 дня назад
Bjd ଶାସନ ରେ army କୁ police ଵାଲା ମାରୁନଥିଲେ... Bjp ସମୟରେ police କୁ ମାରୁଛନ୍ତି...
@user-wc3rq1ki5w
@user-wc3rq1ki5w День назад
Ha ha...ଆଜି ନୂଆ ବୋଧେ ଶୁଣିଲ​@@suryakantamahalik3462
@abhiseksingha
@abhiseksingha 3 часа назад
Murkha Loko tume. Aakhi kholo tike Kan hauthila au Kan hauchi au Kan haba. Dekha au bhaba. Nije upare hele bujhiba au kichi Kari paribani @kesaribehera
@salamkhan2534
@salamkhan2534 2 дня назад
President rule need in odisha
@HeyNarayan.
@HeyNarayan. 2 дня назад
Not enough decision...request to honorable H court to make Act against this type of police character...
@gobindachandrajena4560
@gobindachandrajena4560 2 дня назад
Ladies police officer nk besi vau khash kari police station re
@chisac1
@chisac1 2 дня назад
Khali police station nuha ...sabu office re semane mundi bhabuchhanti...
@prabhatpradhan6355
@prabhatpradhan6355 10 часов назад
Thik katha.bahare kukura ku dekhile hagi dauchhanti thana bhitare ladies home guard nijaku minister bhabuchhanti
@rakeshkumarsahu3143
@rakeshkumarsahu3143 2 дня назад
Pakistana ku pothidio Suspended kichhi nuho plz respect soldier bhai
@ramakantarout2484
@ramakantarout2484 2 дня назад
Well done mohan majhi govt excellent
@bijaypanda1843
@bijaypanda1843 2 дня назад
ଭାଇ କୋଉ ଥାନା ରେ ଏଣ୍ଟ୍ରାନ୍ସ ରେ ସିସି କ୍ୟାମେରା ଚାଲୁ ନାହିଁ
@brahmanandam7370
@brahmanandam7370 День назад
Pc nele dhara padijiba
@sriramkisan7692
@sriramkisan7692 День назад
ପବ୍ଲିକ୍ ଭୂଲ୍ କଲେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ୁଛି ପୋଲିସ୍ ଭୂଲ୍ କଲେ କଣ ପାଇଁ ଜେଲ୍ ଦଣ୍ଡ ଦିଆଯିବ ନାହିଁ ?
@satyaranjansethi9902
@satyaranjansethi9902 2 дня назад
Respect the soldiers...
@rudrakshyabhusansahu3379
@rudrakshyabhusansahu3379 День назад
ସବୁ ପୋଲିସ ଙ୍କ ପ୍ରତି ଅତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ , ଆଜୀବନ କାରାଦଣ୍ଡ ଦିଆଯାଉ ଏପରି କାର୍ଯ୍ୟ ପୂର୍ବ ସରକାର ପରି ହେଲେ ବରଦାସ୍ତ କରାଯିବନି..........
@DNPTechnical18
@DNPTechnical18 2 дня назад
INDIAN Soldier ଙ୍କୁ ଏଭଳି ବ୍ୟବହାର। ସାଧାରଣ ଲୋକଙ୍କୁ କଣ ସୁରକ୍ଷା ମିଳୁଥିବ।
@AshishMeher-w8i
@AshishMeher-w8i 2 дня назад
ଓଡ଼ିଶାରେ ପୋଲିସ ଗୁଣ୍ଡାଗିରି ବଢୁଛି ଏମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
@BasantaSingh-x1s
@BasantaSingh-x1s День назад
ଏମାନେ ସବୁ ପୋଲିସ୍ ନୁହଁନ୍ତି, ସବୁ ଗୋଟିଏ ଗୋଟିଏ କଳା ଇଂରେଜ । ପୁରା ଫାଲତୁ ପୁଲିସ ଲୋକ ମାନେ । ଡିସିପି ପୁରା ଖାଉଟିଆ, ଆଉ ଅଭଦ୍ର ଲାଞ୍ଚୁଆ, ଲୋଭୀ ସ୍ୱଭାବ ର । 🙏📚📖🖊💯
@kumar90804
@kumar90804 2 дня назад
ଯେତିକ ଓଡିଶା ପୋଲିସ ସବୁ ମାଗିହା,
@devilkingraaz
@devilkingraaz 2 дня назад
That's why I hate odisha police.....
@GupteswarJharsing
@GupteswarJharsing 17 часов назад
ସେଇ ମାନଙ୍କୁ ଡିସ୍ ମିସ୍ କରାଯାଉ ଶୀଘ୍ର
@ysmuna
@ysmuna 2 дня назад
Thik heichhi ସତ କଥା ଯେତେବେଳେ ଲୋକମାନେ କମ୍ପ୍ଲେନ କରନ୍ତି ପୋଲିସ ଆକ୍ସନ ନାଇଁ ଭଲ ହେଇଚି
@subhransubindhani8996
@subhransubindhani8996 2 дня назад
ଇଏ police ଵାଲା (ମୋହନ ମାଝୀ )ଥିବା ବେଳେ ତାଙ୍କୁ ହଇରାଣ କରି ଥିଲେ. ଏବେ Army ର ସୈନିକ ଙ୍କୁ ଏମିତି ବ୍ୟବହାର। ସାଧାରଣ ଜନତା ଙ୍କୁ ଯାହା ସେବା ଦଉଥିବେ ଜଣାପଡୁଛି
@sashikantamohapatra2635
@sashikantamohapatra2635 2 дня назад
Please respect the hero of Nation
@Sksudhir75
@Sksudhir75 2 дня назад
ଗୋଟେ ସାଧାରଣ ନାଗରିକ ଯଦି ପୋଲିସ ଥାନା ରେ ମାଡ଼ ଖାଏ,କିମ୍ବା ଦୁର୍ବ୍ୟବହାର କରାଯାଏ ତେବେ ଏଭଳିଆ ଦେଶ ରକ୍ଷ ଙ୍କ ଦେଶପ୍ରେମ ଜାଗ୍ରତ ହେଉନାହିଁ କାହିଁକି??😅😅😅😅😅କେବଳ ନିଜ profession ରେ କେହି ଜଣେ suffer ହେଲେ ଦେଶ ପ୍ରେମ ଦେଖେଇ army cap amry medal ଦେଖେଇ ସରକାରଙ୍କୁ ଦୋଷ ଦେଉଛନ୍ତି।ଏଇ କେସ କୁ defence person angle ନ ଦେଇ truth and legal way ରେ ନିଆ ଯାଉ।ଯେ ପର୍ଯ୍ୟନ୍ତ ନିଜ ଉପରକୁ ନ ଆସିଲା ଯାଏଁ କିଛି voice rise କରିବେନି ଭାବିବେ ଏମିତି ଦେଶ ବିଭାଜିତ ହେଇ ରହିଥିବ,ପଡୋଶୀ ମାନେ ଏଭଳି ଫାଇଦା ଉଠଇଆସୁଥିବେ। Jay jawan jay kisan❤mera bharat mahan
@NishikanthRana
@NishikanthRana 2 дня назад
Good 👌👌👌
@biswaranjanmohapatra2518
@biswaranjanmohapatra2518 День назад
DGP 🎉🎉🎉 ଙ୍କୁ ସାଧୁବାଦ୍ 🎉🎉🎉 ଠିକ୍ ପଦେକ୍ଷପ ନେଇଛନ୍ତି 🎉🎉🎉🎉
@ranjitkahalsingh9890
@ranjitkahalsingh9890 2 дня назад
Mohan majhi nka prati jou negligence heithila aji ta former army service personnel relative upare hela. FIR ବିଷୟରେ ସାଧାରଣ ଲୋକ କାମ ଜାଣନ୍ତି।ସାଧାରଣ ଲୋକଟିଏ ହୋଇଥିଲେ ସେ ଭୟ କରାଯାଇଥାନ୍ତା। ତେଣୁ ଆମ ଅଳସୁଆ ପୋଲିସ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋହନ ସରକାର odisha police ku strict kara।
@yogaforhumanity1483
@yogaforhumanity1483 День назад
ଗରିବ ଲୋକମାନେ ଏଥିପାଇଁ ଥାନାକୁ ଯିବାକୁ ଡରୁଛନ୍ତି ସେମାନେ ସାହାଯ୍ୟ କରିବା ବଦଳରେ ହଇରାଣ କରୁଛନ୍ତି।
@chittaranjandas7140
@chittaranjandas7140 2 дня назад
Police action against a defence officeri is condemnable. Suspension is not enough dismissed all the Police officers from service.
@chandanbehera2630
@chandanbehera2630 2 дня назад
Shame on DCP
@Mrmithunroyal
@Mrmithunroyal 2 дня назад
Bhala heichi
@seksoukatalli3377
@seksoukatalli3377 День назад
Respect for every Indian army and army family also
@sipun5
@sipun5 2 дня назад
Ama media bala sabu domuha sedina major sir ku villian sajei dei thile kichi na jani .aji puni Anya gote katha .
@jibanmajhi2733
@jibanmajhi2733 День назад
ସବୁ case ରେ ଘଟଣା ପରେ cctv କୁଆଡେ ହଜିଯାଉଛି
@Mrmithunroyal
@Mrmithunroyal 2 дня назад
Bjd sarkar thila bele emiti hounathina daruthile hele ebe jatra party ra sarkar asila pare emiti houchi
@SKJ-vh8kv6rp9l
@SKJ-vh8kv6rp9l 2 дня назад
tamo nabin ta harila tu chhodi hauchu kahinki
@bibhuprasaddash4231
@bibhuprasaddash4231 2 дня назад
Amiti haunathila sethipain,, Odisha ra na paduchi , laja laguni
@haranarayanparida2366
@haranarayanparida2366 День назад
ଓଡ଼ିଶାର ସବଠୁ ଠକ ଥାନା ହେଲା ଭରତପୁର ଥାନା (ଭୁବନେଶ୍ୱର)
@Prasnjitmishravlog1102
@Prasnjitmishravlog1102 2 дня назад
Sapa languda re hata maricha 😂😂😂😂 mariba Abe
@tudurusika81
@tudurusika81 2 дня назад
ଲୋକାଲ ପୋଲିସ ର ଦାଦାଗିରି ସୋବୁ ଜାଗାରେ ଏଇମେତି ହିଁ ହେଇଥାଏ , ବେଙ୍ଗଲ ରେ ସବୁଠୁ ଅଧିକ ଦେଖାଯାଏ
@sushilkumardashdashsushi-ip9tz
ରାତି ଅଧରେ ନାଇଟି ପିନ୍ଧି ଥାନାରେ ବଡ ମୁସ୍କିଲ କଥା
@imshree99
@imshree99 2 дня назад
ଯାହା ହେଲା ବହୁତ୍ ଭଲ ହେଲା କିନ୍ତୁ ଆଉ ଜଣେ ପୂର୍ବ ସେନାଧିକାରୀ ଙ୍କୁ ଯେଉଁ ରାଜ୍ୟପାଳ ର ଗୁଣ୍ଡା ପୁଅ ବାଡ଼େଇ ଚାଲିଗଲା ତା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି? କୋଉ ପୋଲିସ୍ ଅଫିସର୍ କୁ ନିଲମ୍ବନ କରା ଯାଇଛି? ସେତେବେଳକୁ ଡିଜି କାହିଁକୁ ଚୁପ୍? କାହା ଚାପରେ?
@soumyamusic4u87
@soumyamusic4u87 День назад
24 ବର୍ଷ ର ବାବୁ ଶାସନ ଭୁଲି ଯାଅ ସରକାର ବଦଳିଛି ପୋଲିସ ବାଲା ସୁଧୁରି ଯାଅ
@raghubirdas7621
@raghubirdas7621 День назад
Suspention is no punishment Govt should take action urgently with NO CCTV
@focusstudy8435
@focusstudy8435 2 дня назад
Respect soldier ❤
@biswaranjanmohapatra2518
@biswaranjanmohapatra2518 День назад
ପୋଲିସ ଦରମା ଟି ଲୋକ ସରକାର ଙ୍କୁ tax ଦବାରୁ ପାଉଛି 🎉🎉🎉 ସେଟ। ୯୦ ଭାଗ ପୋଲିସ ଭୁଲି ଗଲେଣି 🎉 ମୋହନ ସରକାର ଏମାନଙ୍କୁ ଠିକ୍ ସବ।ଡ କରିଦେବେ ବ୍ୟସ୍ତ ହୁଅନି 🎉 କରଣ ସେ ନିଜେ ଅନୁଭବୀ 🎉🎉🎉
@DrSabarBN
@DrSabarBN 2 дня назад
Jai Ho Indian Army.
@MANOJAKUMARDAS-ex3lm
@MANOJAKUMARDAS-ex3lm 2 дня назад
ଜୟ ଜଗନ୍ନାଥ 🙏 ଯେଉଁ ବ୍ୟକ୍ତି ଦେଶ ର ସୁରକ୍ଷା କରୁଛି ତାର ଏଠୀ ନିଜର ସୁରକ୍ଷା ନାହିଁ , ଏହା ବହୁତ ବଡ଼ ଦୁଃଖ ଖବର କାରଣ ସାଧାରଣ ଜନତାର ଏଠୀ କି ଭଳି ସୁରକ୍ଷା ପାଇବ ତାହା ଚିନ୍ତା ଜନକ ଖବର🙏🙏🙏🙏
@chandandasl7504
@chandandasl7504 2 дня назад
We want justice
@sasanksekharaswain9208
@sasanksekharaswain9208 День назад
ପଦସ୍ତ୍ ଅଫସରମାନେ ଅନୁଭବ କରନ୍ତୁ , ଥାନାରେ ସଧାରଣ ଲୋକଙ୍କୁ କିଭଳି ବ୍ୟବାହର କରୁଥିବେ , ତୁରନ୍ତ କଠୋର ପଦକ୍ଷେପ ନିଆଯାଉ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ , ଜୟ ଯବାନ
@umeshrout3599
@umeshrout3599 2 дня назад
Odisha police thinking he is powerful person in odisha .
@balaramnatha2249
@balaramnatha2249 2 дня назад
ମୋତେ ଯଦି ମାଓବାଦୀ ମାନେ ଟିକେ ସୁଯଗ ଦିଅନ୍ତେ ମୁଁ ଓଡ଼ିଶା ପୋଲିସ୍ ମାନଙ୍କୁ ମାରିବାକୁ ମୁଁ ମୋ ଜୀବନ ଦେଇ ଦିଅନ୍ତି ଏ ଥାନା ବେଲା ଙ୍କ ବେବହାର ଭାରି ଖରାପ ମିଛ କେସରେ ଫସାନ୍ତି ନିରିହ ଲୋକଙ୍କୁ
@kumardeepak8417
@kumardeepak8417 2 дня назад
Hmm na.
@chinmayakumarmohapatra697
@chinmayakumarmohapatra697 9 часов назад
Police officers children must be feeling proud of this type of parents 😮😮
@Jayasanta-m7s
@Jayasanta-m7s 2 дня назад
ବହୁତ ଭଲ ଆକ୍ସନ, ଯିଏ ବି ଭୁଲ କରିବ ତାଙ୍କୁ ଏମିତି ଚାକରିରୁ ନୀଳମ୍ବନ କରାଯାଉ, ଯା ହେଉ 25 ବର୍ଷ ପରେ ଆମ ଓଡିଶା ବାସି ସୁନ୍ଧର ଶାସନ କରିବାର ଦେଖିବାକୁ ପାଇଲୁ ନୂଆ ସରକାର ଦ୍ୱାରା,
@saraswatisahoo5171
@saraswatisahoo5171 2 часа назад
ନିଲମ୍ବନ ନୁହେଁ ଏନ୍ କାଉଣ୍ଟର କରା ଯାଉ।ଏ ପୋଲିସ ମାନେ ଥାନାରେ ରଙ୍ଗିନ ପୋଷାକ ପିନ୍ଧିକି ବସୁ ଛନ୍ତି । ଏ ମାନଙ୍କୁ ଚିହ୍ନି ହେଉନି କିରମ୍ନନାଲ ଭଳି ଦେଖାଉଛନ୍ତି।
@debaduttapatanaik453
@debaduttapatanaik453 5 часов назад
ଆର୍ମି ର କିଛି ୟୁନିଟ୍ ଆସି ପୁରା ଥାନା ଷ୍ଟାଫ୍ ଙ୍କୁ ଉଠେଇ ନେଇଯାଇ ଆର୍ମି ବାରାକ୍ ରେ ଗୋଟେ ସପ୍ତାହ ରଖି ପ୍ରତି ଜବାବ ଦିଅନ୍ତୁ। ନହେଲେ ଧୟାଁ ପ୍ରଶାସନ ଏବଂ ହାରାମୀ ରାଜନେତା ଙ୍କ ଯୋଗୁ ନ୍ୟାୟ ମିଳିବ ନାହିଁ
@ashokkumarjenajena499
@ashokkumarjenajena499 День назад
ସବୁ ଥାନାରେ ଅଭିଯୋଗ କାରୀମାନଙ୍କୁ ପୋଲିସ୍ ବାବୁ ସମ୍ମାନ ଦେବା ଉଚିତ।
@lalitamohanmallick5779
@lalitamohanmallick5779 9 часов назад
ଯଦି ପ୍ରତି ୨ ବର୍ଷରେ ବାହାର ଜିଲ୍ଲାକୁ ବଦଳି କରାଯାଇଥାନ୍ତା ତାହେଲେ ଏ ଘଟଣା ଘଟି ନଥାନ୍ତା
@dukhishyamsahoo9708
@dukhishyamsahoo9708 2 дня назад
Sabu thanara iic nku chenge karajau mohan sir
@sunilsuren3178
@sunilsuren3178 5 часов назад
ଦିନକୃଷ୍ଣ ମିଶ୍ର କୁ ଜେଲ ପଠାଯାଉ । ଏ ବଳିୟା ପୋଲିସ୍ ଥିଲେ ଆମ ସମାଜ ଆମ ସହର ଗାଁ ସୁରକ୍ଷିତ ନାହିଁ। ରକ୍ଷକ ହେଲା ବକ୍ଷକ । ଆଃ ତୁ
@Deepak-wi5oe
@Deepak-wi5oe 2 дня назад
ନିଳମ୍ବନ ପଦକ୍ଷେପ ଟି ଯୁକ୍ତିଯୁକ୍ତ ପଦକ୍ଷେପ
@dihanpujari757
@dihanpujari757 День назад
I really proud of you I'm small part of Indian army Jay hind dosto
@abinashsamantaray9609
@abinashsamantaray9609 День назад
Badhia heichi🎉strong action must be taken against these officers
@manasnaik4379
@manasnaik4379 2 дня назад
Thank u D. G sir
@laxmikanhar986
@laxmikanhar986 День назад
ଏପରି ପୋଲିସ୍ ଯୋଗୁଁ ପୁରା department ବଦନାମ ହେଉଛି ଏବଂ ପୋଲିସ କୁ ସମସ୍ତେ ଘ୍ରୁଣା କରନ୍ତି,ଜୟ ଜବାନ
@terabapu1
@terabapu1 2 часа назад
IIC ଏବଂ ସମସ୍ତ ସଂପୃକ୍ତ ଦୋଷୀକୁ ଭୁବନେଶ୍ୱରର ରାଜ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଦରକାର ।
@jitenmirdha6461
@jitenmirdha6461 День назад
ଯଦି soldier ମାନଙ୍କୁ ପୋଲିସମାନେ ଏପରି ବୟବହାର ଦେଖାଉଛନ୍ତି ତାହେଲେ ସାଧାରଣ ଲୋକମାନଙ୍କୁ କେମିତି କରିବେ
@salamkhan2534
@salamkhan2534 2 дня назад
Now where are those people who are set the crime to them?
@sagarsahu5937
@sagarsahu5937 День назад
Dear odisha government ଓଡ଼ିଶା ପୋଲିସ ମାନଙ୍କୁ ତାଗିଦ୍ କରନ୍ତୁ ସେମାନେ ଯେମିତି ଲୋକଙ୍କୁ ଭଲ ବ୍ୟବହାର କରିବେ ।
@ManjariManjari-p6f
@ManjariManjari-p6f 2 дня назад
DCP Bhubaneswar is not capable , question is police administration is loose at Bhubaneswar.DCP should be transfer immediately.
@PradeepMohanty-y2g
@PradeepMohanty-y2g День назад
Write madam ur speech
@mdzamilakhtar9874
@mdzamilakhtar9874 День назад
Right decision
@prakashbehera8252
@prakashbehera8252 День назад
ଗୋଟିଏ ହାତରେ ତାଳି ବଜେନା proper inquiry କରାଯାଉ ତାପରେ ମତାମତ ନିଆଯାଉ... ଜୟ ଜଗନ୍ନାଥ 🙏
@BijayBehera-yp9cb
@BijayBehera-yp9cb День назад
Tu parama ମଗିହା ଦକାୟତ ଶଳା
@srikantrout7633
@srikantrout7633 2 дня назад
Sir i also suffer from Chandrasekhar pur police station
@sadanandmohanty3537
@sadanandmohanty3537 2 дня назад
Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad 🙏🙏🙏 Jay Odisha police 🙏🙏🙏🙏
@beinghumanstressfreelife4746
@beinghumanstressfreelife4746 2 дня назад
This is the Power of Armed Forces . The great Decision by DGP
@chittaranjanparida9514
@chittaranjanparida9514 День назад
suspend not fair......they should be arrested ...
@gourapatra323
@gourapatra323 2 дня назад
ଏହା ବଡ଼ ଲୋକ ଙ୍କ ପାଇଁ ନ୍ୟାୟ ମିଳୁଛି,,, ଛୋଟ ଲୋକ ଙ୍କ ପାଇଁ ନୁହ,,,,
Далее
Как мы играем в игры 😂
00:20
Просмотров 1,4 млн
fast food baya //gulua comedy //odia comedy
23:17
Просмотров 64 тыс.