Тёмный

Interview: ଇତିହାସ ରଚିଥିବା ନବ ନିର୍ବାଚିତ ଚର୍ଚ୍ଚିତ ଅଧ୍ୟକ୍ଷା ଗୁଲମୁକ୍କୀଙ୍କ ସହ ସାକ୍ଷାତକାର | Bhadrak NAC 

ETV Bharat Odisha
Подписаться 27 тыс.
Просмотров 7 тыс.
50% 1

ପୌରପାଳିକା ନିର୍ବାଚନରେ ଇତିହାସ ରଚିଛନ୍ତି ସ୍ବାଧୀନ ପ୍ରାର୍ଥିନୀ ଗୁଲମକ୍କୀ ଦଲାୱାଜି ହାବିବି । ଶାସକ ବିଜେଡିର ପ୍ରାର୍ଥିନୀ ସମିତା ମିଶ୍ରଙ୍କୁ ୩୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ଗୁଲମକ୍କୀ । ଏଥିସହିତ ଭଦ୍ରକ ପୌର ଇତିହାସରେ ପ୍ରଥମଥର ଲାଗି ଜଣେ ମୁସଲିମ ମହିଳା ଅଧ୍ୟକ୍ଷ ଆସନରେ ବସିବାକୁ ଯାଉଛନ୍ତି । ସାରା ରାଜ୍ୟର ନଜର ଭଦ୍ରକ ପୌରପାଳିକା ଉପରେ ଥିଲା । ବିଜେଡି ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା ।
#BhadrakMunicipalElectionResult #OdishaBhadrakDistrict #BhadrakIndependentChairman2022 #OdishaCMNaveenPatnaik #ULBElectionBhadrak2022
ETV Bharat Odisha is an exclusive news channel on RU-vid which streams news related to Odisha. Get latest news, breaking news, video, audio and feature stories in ETV Bharat Odisha.
ଇଟିଭି ଭାରତ ଓଡିଶା ହେଉଛି ଏକ ସ୍ୱତନ୍ତ୍ର ନ୍ୟୁଜ୍ ଚ୍ୟାନେଲ ଯାହା ଓଡିଶା ସହ ଜଡିତ ଖବର ପ୍ରସାରଣ କରେ | ଆପଣ ETV ଭାରତ ଓଡିଶା ୟୁଟ୍ୟୁବ୍ ଚ୍ୟାନେଲରେ ସର୍ବଶେଷ ଖବର, ବ୍ରେକିଙ୍ଗ୍ ନ୍ୟୁଜ୍, ଭିଡିଓ, ଅଡିଓ ସହ ସମସ୍ତ ଖବର ପାଇପାରିବେ
For daily news updates visit WWW.ETVBHARAT.COM or download ETV Bharat app :- bit.ly/33ZE4MX
ଆମର ସୋସିଆଲ ମିଡିଆ ଚ୍ୟାନେଲରେ ଯୋଡି ହୋଇ ରୁହନ୍ତୁ | :-
Facebook ( ଫେସବୁକ ) :- / etvbharatodisha
Twitter ( ଟ୍ୱିଟର ) :- / etvbharatod
Koo :-www.kooapp.com...
Share Chat ( ସେୟାରଚାଟ ) :- sharechat.com/...

Опубликовано:

 

17 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 13   
@bijaya225
@bijaya225 2 года назад
ଓଡ଼ିଆ ଲୋକଙ୍କୁ ଓଡ଼ିଆ ରେ କହିଲେ ଭଲ ହୁଅନ୍ତା
@sksoleman2060
@sksoleman2060 2 года назад
💖👍
@trilochandas5
@trilochandas5 2 года назад
Bhadrak district odisha bahare badhe nahale se odiya chadi hindi kahina thanta....
@sipun2712
@sipun2712 2 года назад
Kn bhadrak re hindi odisha odia
@sandippisharody1370
@sandippisharody1370 2 года назад
How come the Muslim candidate is not able to converse in odiya language and speaking only in hindi . It means she is not from Odissa but an outsider .
@gullquadri8291
@gullquadri8291 2 года назад
Our respected cm also not able to speak odiya then he became the cm of odisha . language is not the boundry for doing anything
@s2s717
@s2s717 2 года назад
No,not at all. You can watch other videos of her in which she is speaking Odia fluently.
@mynameallhafatherjesusgran7864
@mynameallhafatherjesusgran7864 2 года назад
@@gullquadri8291 hindu ra icha se odia kahiba ki hindi tame musalmaan kie
@gullquadri8291
@gullquadri8291 2 года назад
@@mynameallhafatherjesusgran7864 then eta b muslim ra icha se Hindi kahiba who are u to indicate
@gullquadri8291
@gullquadri8291 2 года назад
@@mynameallhafatherjesusgran7864 and this is India and Hindi is our National language , Odisha is not out of India
Далее
Kolkata Doctor Case
32:57
Просмотров 12 млн