Тёмный

Interview Damo guru_ସମସ୍ତ ଙ୍କ ଅତି ପ୍ରୀୟ କଲା କାର ଦାମୋ ଗୁରୁ  

KD KORAPUTIA
Подписаться 31 тыс.
Просмотров 212 тыс.
50% 1

Interview Damo guru_ସମସ୍ତ ଙ୍କ ଅତି ପ୍ରୀୟ କଲା କାର ଦାମୋ ଗୁରୁ ‎@KDKORAPUTIA
#kd_koraputia
ନମସ୍କାର ଦର୍ଶକ ବନ୍ଧୁ ଆକଣ ମଆନଙ୍କର ଭଲପାଇବା ଆଉ ସପର୍ଟ ଲାଗି ବଲି ଆଜି ଆମର ଇ ଚ୍ୟାନେଲ ବହୁତ ଭଲ ଭାବରେ ଆଗକୁ ବଢ଼ିବାରେ ଲାଗିଛି। ଆଜିର ଏହି ଭିଡିଓ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସୁନାମଧନ୍ୟ କଳାକାର ଆପଣମାନଙ୍କ ଅତି ପ୍ରୀୟ ନାଟ୍ୟ ଗୁରୁ ଶ୍ରୀ ଦାମୋ ବିଷୋଇ ଗୁରୁ ଙ୍କ interview ବା ସାକ୍ଷାତକାର ନେଇକି ଆସିଛୁ। ଯଦି ଆପଣ ମାନଙ୍କୁ ଏହି ଭିଡିଓ ଟି ଭଲ ଲାଗେ ତାହେଲେ କମେଣ୍ଟ କରନ୍ତୁ ଲାଇକ୍ କରନ୍ତୁ ଆଉ ଆମର ଏହି ଚ୍ୟାନେଲ କୁ ସବ୍ସକ୍ରାଇବ ମଧ୍ୟ କରନ୍ତୁ 🙏
ଆରି ଆମକେ ସପର୍ଟ କରବାକେ ଦୟାକରି ଲିଙ୍କ ଥାନେ କ୍ଲିକ କରା👇👇
Facebook page👇
www.facebook.c...
WhatsApp chenal👇👇
whatsapp.com/c...
Instagram I'd👇 ...
ମୁଇଁ ନାଟ୍ ଗୁରୁ ଚ୍ୟାନେଲ👇👇
/ @travelkrishna1

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 451   
@surendrogadaba2909
@surendrogadaba2909 5 месяцев назад
କୋରାପୁଟ ଜିଲ୍ଲାର ବହୁତ ସୁନ୍ଦର ନାଟ ଗୁରୁ ଦାମ
@NatDukan
@NatDukan 5 месяцев назад
ଅଭିବକ୍ତ କୋରାପୁଟ ଜିଲ୍ଲା ପାଇଁ Damo guru is Popular ❤❤❤
@BalalabhadraPujari
@BalalabhadraPujari 5 месяцев назад
I love you damo guru my favorite guru ❤❤❤bhagaban apananku bholare rakantu jay jagannath
@suknathgond6850
@suknathgond6850 5 месяцев назад
ଦାମ ଗୁରୁଙ୍କୁ ବହୁତ ବହୁତ ଧନ୍ୟବାଦ ତାଙ୍କର ଗୀତ ପାଇଁ ମୁଁ ଅତୀ ପ୍ରିୟ thanks 🎉
@JAYRAMMUSIC143
@JAYRAMMUSIC143 5 месяцев назад
ବହୁତ ସୁନ୍ଦର ଗୁରୁ thank you kd koraputia bhai
@KDKORAPUTIA
@KDKORAPUTIA 5 месяцев назад
Thanks
@bablupujari2395
@bablupujari2395 5 месяцев назад
ଦାମୋ ଗୁରୁ ଆମ ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଏକ ନଂ ଗୁରୁ ଆମର ଦାମୋ ଗୁରୁ ❤❤❤❤ ଦାମୋ ଗୁରୁ ନାଟକ କୁ କିଏ ବି ବାରି ପାରିବେନି ଆଉ ଜଣେ ହେଲେ ଆମର ସମସ୍ତ ଙ୍କ ବୟଜ୍ୟାଷ୍ଟ କର୍ଣ୍ଣ ଗୁରୁ ଏହି ଦୁଇ ଗୁରୁ ଙ୍କ ନାଟକ ପୁରା ସୁପର ହିଟ୍ ❤❤❤❤
@smcreation3452
@smcreation3452 5 месяцев назад
ବହୁତ ଭଲ ଲାଗୁଛି ଦାମୋ ଗୁରୁଙ୍କ ନାଟ ❤❤❤
@gulshankumarofficial1595
@gulshankumarofficial1595 5 месяцев назад
ଅଭିଭକ୍ତ କୋରାପୁଟ ଜିଲ୍ଲାର ଭଲ ନାଟ ଗୁରୁ ହିସାବରେ ଗୋଣାଯାଏ ଦାମ ଗୁରୁଙ୍କୁ ସବୁଠୁ ବେଶୀ ଦାମ ଗୁରୁ ର ନାଟରେ ନାଚ ବହୁତ ସୁନ୍ଦର ଥାଉଛି 10ମିନିଟ ର ଗୀତ ରେ 20 ପ୍ରକାର ନାଚିବେ... ବହୁତ ଜଲ୍ଦି ସୁସ୍ଥ ହୁଅନ୍ତୁ ଗୁରୁ ଭଗବାନ ଆଶୀର୍ବାଦ କରନ୍ତୁ ତୁମକୁ ଆଉ ତୁମ ପରିବାର କୁ
@RukdharGouda-e8v
@RukdharGouda-e8v 5 месяцев назад
ନାଟ୍ୟ ଜଗତରେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଶ୍ରୀ ଦାମୋ ଗୁରୁ , ତାଙ୍କର ସୁନ୍ଦର ଗୀତ ପାଇଁ ଆଜି ତା'ର ନାଟ ସୁପରହିଟ୍_❤
@milongram4300
@milongram4300 5 месяцев назад
ଧନ୍ୟବାଦ୍ ଭାଇ ଅନେକ ଥର request କରିଥିଲି ଦାମୁ ଗୁରୁଙ୍କ ସଇତ ସାକ୍ଷାତ କରିବାକୁ ଏବଂ ପ୍ରତିଶ୍ରୁତି ରକ୍ଷା କରି ସାକ୍ଷାତ କରିଥିବାରୁ ଆହୁରି ଥରେ ଧନ୍ୟବାଦ୍ ମୁ ଜଣେ ଦାମୁ ଗୁରୁ ପ୍ରସଂସକ ❤🙏
@KDKORAPUTIA
@KDKORAPUTIA 5 месяцев назад
Thanks 👍
@BudanbaktMlp
@BudanbaktMlp 5 месяцев назад
ଗୁରୁ 🙏🙏ବହୁତ ଦୁଃଖ ଲାଗିଲା ଗୁରୁ ଦେଖିବାରୁ ଦୁଇତିନି ବର୍ଷ heitila ଗୁରୁ ଙ୍କୁ ଦେଖି ନୋତିଲି 🙏🙏ଆପଙ୍କ ଡାନ୍ସ ମେଜିକ ଗୀତ ବହୁତ ସୁନ୍ଦର ମୋର ମନ କେବରାଇଟ ଗୁରୁ 🙏🙏🙏
@kanheibabu5622
@kanheibabu5622 5 месяцев назад
ସୁପର ହିଟ ନାଟକ, ଶଙ୍ଖା ଭାଙ୍ଗି ଦେଲି ସିନ୍ଦୁର ପାଇଁ
@GupteswarMajhi-c5v
@GupteswarMajhi-c5v 3 месяца назад
କୁନ୍ଦୁରା ବ୍ଲକ ସିଉନୀଗୁଡା ର ନାଟ ଶଙ୍କା ଭାଙ୍ଗି ଦେଲି ସିନ୍ଦୁର ପାଇଁ ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା
@anantajhodia2854
@anantajhodia2854 5 месяцев назад
ଦାମୋ ଗୁରୁ ଙ୍କର ନାଟ ଦେଖି ଥିଲି ମୁଁ ପ୍ରେମ ❤ ରହିଗଲା ଅଧା ବାଟରେ ବହୁତ ସୁନ୍ଦର ଥିଲା ❤❤❤❤❤ଦାମୋ ଗୁରୁ my favourite singer and guru ❤❤❤ ଭଗବାନ ଙ୍କର ଆଶ୍ରୀ ବାଦରେ ଜଲଦି ଜଲଦି ଭଲ ହୋଇ ଯାଆନ୍ତେ ❤❤❤❤❤❤
@HaladharjaniJanibabu
@HaladharjaniJanibabu 5 месяцев назад
ଦାମୁ ଗୁରୁର୍ ନାଟ ମେଲଡି ଦେକଲା ପରା ଲାଗସି i love damu guru ❤❤❤❤
@ArjunDalei-b3g
@ArjunDalei-b3g 22 дня назад
କଳାକାର ଭାଇମାନଙ୍କୁ ଉତ୍ସାହିତ କରିବାପାଇଁ ବହୁତ ସୁନ୍ଦର ପ୍ରୟାସ ଏମିତି ପ୍ରାୟାସ୍ ଜାରି ରହୁ ଜୟ ଜଗନ୍ନାଥ🙏🙏🙏🙏🙏🥰
@madanmohandisari1617
@madanmohandisari1617 5 месяцев назад
ଧନ୍ୟବାଦ ଦାମଭାଇ ଆପଣ ମୋର ବାଳସଖା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ, ଆପଣ ଗୁରୁ ହେବାରୁ ଆମେବି ଗର୍ବ ଆପଣଙ୍କ ପାଇଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବି ମୁ ଶୀଘ୍ର ଆପଣଙ୍କ ଦେଓ ସୁସ୍ଥ ହେଉ, ଜୟ ଶ୍ରୀରାମ 🙏🙏🙏
@kamalachangouda-uv5xt
@kamalachangouda-uv5xt 5 месяцев назад
ଆଇଲଭ୍ ଦାମ ଗୁରୁ 👌👌👌👌👌
@bablupujari2395
@bablupujari2395 5 месяцев назад
ମୋର ଜୀବନ ର ପ୍ରଥମ ପ୍ରିୟ ଗୁରୁ ଦାମୋ ଗୁରୁ I love you too ❤️❤️❤️ ଗୁରୁ ତମର ପ୍ରତି ନାଟକ ରେ ସମାଜ ର ଶିକ୍ଷା ଅଛି ତମ ନାଟ ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସବୁ ଜାଗା ରେ ଚହଳ ସୃଷ୍ଟି କରିଛି ଜୟ ଦାମୋ ଗୁରୁ
@IndraGouda-j6d
@IndraGouda-j6d 5 месяцев назад
ମତେ ଦାମ ଗୁରୁଙ୍କୁ ବହୁତ ଭଲ ଲାଗେ ଦାମ ଗୁରୁ ବହୁତ ଭଲ ଗୁରୁ ମୁ ଏତିକି ପ୍ରାର୍ଥନା କରୁଛି ଭଗବାନ ଙ୍କ ପାଖରେ ଦାମ ଗୁରୁ ଭଲ ହେଈ ଯାଆନ୍ତୁ ଦାମ ଗୁରୁ କୋରାପୁଟ ର famous ଗୁରୁ
@prahalladkhemundu9751
@prahalladkhemundu9751 5 месяцев назад
Super hit Guru dama guru
@Amujbidika
@Amujbidika 5 месяцев назад
Damo ଗୁରୁ ଜିନ୍ଦାବାଦ❤❤❤
@rabipangi6114
@rabipangi6114 5 месяцев назад
Damo guru jindabad
@gmsadan8254
@gmsadan8254 5 месяцев назад
ବହୁତ୍ ବହୁତ୍ ଧନ୍ୟବାଦ୍ KD Bhai ଦାମ ଗୁରୁ ଙ୍କୁ ମିସିଥିବାରୁ
@KDKORAPUTIA
@KDKORAPUTIA 5 месяцев назад
Thanks
@gangadharbhumia6384
@gangadharbhumia6384 5 месяцев назад
ଦାମ ଗୁରୁଙ୍କ ଡେନ୍ସ ସଲିଟ
@user-tp3yo6ed3vJbsgdh
@user-tp3yo6ed3vJbsgdh 5 месяцев назад
Damo guru betile super bhai video❤❤❤
@GopinathKhunti
@GopinathKhunti 2 месяца назад
Damo guru is best guru
@krutibasgadaba9243
@krutibasgadaba9243 5 месяцев назад
ତଳ ଗୁଞ୍ଜି ନାଟ superhit Choreography, ଗୀତ,acting ବଢିଆ।
@tularamharijan9051
@tularamharijan9051 5 месяцев назад
ଭଗବାନ ପାଖରେ ଏତିକି ପ୍ରାଥନା ଦାମ ଗୁରୁ ଠିକ୍ ହଇ ଯାଆନ୍ତୁ
@BishuBhatra-mw2wr
@BishuBhatra-mw2wr 5 месяцев назад
Namasagarkaragama
@BishuBhatra-mw2wr
@BishuBhatra-mw2wr 5 месяцев назад
Hllogudu
@haricharangond3040
@haricharangond3040 5 месяцев назад
ଦାମ ଗୁରୁ ର ନାଟକ ବଡିୟ ଅଛି
@bhagirathidas7268
@bhagirathidas7268 5 месяцев назад
Damo gurunkara swasthya khubsighra arogya heu aha jagannathanka pakhare prarthana.damo guru favorite guru.
@lbmusicofficial7448
@lbmusicofficial7448 5 месяцев назад
ବହୁତ ସୁନ୍ଦର 🎉
@Antarambhatra-gn6tm
@Antarambhatra-gn6tm 5 месяцев назад
Bauth Sundar damo guru super
@koraputiacomedyvideo
@koraputiacomedyvideo 5 месяцев назад
କୋରାପୁଟ ଜିଲ୍ଲାର ବେଷ୍ଟ ଦାମ ଗୁରୁ 🎉🎉🎉🎉❤
@MSMAHENDRASINGH86
@MSMAHENDRASINGH86 5 месяцев назад
Super hit natak
@arunsanta
@arunsanta 5 месяцев назад
My favourite guru DAMO❤❤❤🎉🎉🎉
@hemadharbhatra9491
@hemadharbhatra9491 5 месяцев назад
Supar damo guru
@anantajhodia2854
@anantajhodia2854 5 месяцев назад
Damo guru no 1❤❤❤❤
@lachhmanlachhmankumbhar1196
@lachhmanlachhmankumbhar1196 5 месяцев назад
May favourite dhamu guru
@rubenkumargouda9590
@rubenkumargouda9590 5 месяцев назад
ମୋତେ ଦାମ ଗୁରୁଙ୍କ ନାଟକ ଦେଖି ବାକୁ ବହୁତ ଭଲ ଲାଗେ ଆଉ ଗୀତ ନାଚ ଦେଖିବାକୁ ବହୁତ ଭଲ ଲାଗେ ଆଉ କମେଡି ଦେଖବାକୁ ମଧ୍ୟ ଭଲ ଲାଗେ
@Rajrodance420
@Rajrodance420 5 месяцев назад
I love damo guru ♥️🙏🙏🙏
@DIBAKAR_GURU_809
@DIBAKAR_GURU_809 5 месяцев назад
Super ଦାମ ଗୁରୁ
@MrJitSambalpuria-
@MrJitSambalpuria- 5 месяцев назад
ଅପେକ୍ଷା ରେ ଥିଲି ଦାମୋ ଗୁରୁଙ୍କୁ ଦେଖିବାକୁ ବହୁତ୍ ବହୁତ୍ ଧନ୍ୟବାଦ୍ kd ଭାଈ
@KDKORAPUTIA
@KDKORAPUTIA 5 месяцев назад
Thanks 👍
@kamalupujari4332
@kamalupujari4332 5 месяцев назад
Damo guru nka danc so biutiful I love you danc
@Rajrodance420
@Rajrodance420 5 месяцев назад
ଦେଶିଆ ରେ କହିଲେ ସମସ୍ତେ ବୁଝିପାରିଥାନ୍ତେ ଅଉ ଆପଣଙ୍କୁ ବି ସୁଭିଧା ହେଇଥାନ୍ତେ ମୋର ଭୁଲ ଥିଲେ ଖେମକର 🙏♥️🚩
@GaneshBhatra-it6hu
@GaneshBhatra-it6hu 5 месяцев назад
I Love you. Damo guru
@userbudra4u
@userbudra4u 5 месяцев назад
Super damo guru🎉🎉🎉
@panigrahisatya-
@panigrahisatya- 5 месяцев назад
ଦାମ ଗୁରୁ ଆମ ଗ୍ରାମର ଅତିପ୍ରିୟ, ତାଙ୍କ ଉପରେ ସମସ୍ତ ଙ୍କ ଆଶ୍ରିବାଦ ରହିଛି ଓ ରହିଥିବ। ବର୍ତମାନ ସେ କୋରାପୁଟ ଜିଲ୍ଲାର ସମ୍ମାନ ଓ ଗୋୖରବ ବଢ଼ାଇଥିବାରୁ ଧନ୍ୟବାଦ।
@padmankarlia2040
@padmankarlia2040 5 месяцев назад
କୋରାପୁଟ ଜିଲ୍ଲାର ନମ୍ୱର 1ନାଟ ଗୁରୁ ଦାମୋ ଗୁରୁ ❤❤❤❤❤
@RajuChallan
@RajuChallan 5 месяцев назад
Damo guru sabubele kusi re rahu ba Bhala re rahu mu bhagaban ku hetiki parthana koruchi jay Jagannath
@CHANDRAKULISHIKA
@CHANDRAKULISHIKA 5 месяцев назад
My febright guru damo❤❤❤❤❤
@jogdishmajhiofficial
@jogdishmajhiofficial 5 месяцев назад
🙏 damu guru
@ShreeKrishnBhakt1934
@ShreeKrishnBhakt1934 3 месяца назад
Damo guru bohut bholo monisho tanko Katha barta ru jana podila .... bhagwan tanku sabu bele sustha au khusi re rakhontu.🙏
@DibaKar-f7y
@DibaKar-f7y 5 месяцев назад
Thank you bhai damo guru my favourite guru
@PrasantKumarmajhi-t8g
@PrasantKumarmajhi-t8g 5 месяцев назад
ଧନ୍ୟବାଦ ଭାଇ ଦାମଗରୁଏକସରଳ ଶାନ୍ତ ଶିଷ୍ଟଳୁକ।। ଜୟ ଜଗନ୍ନାଥ
@KDKORAPUTIA
@KDKORAPUTIA 5 месяцев назад
Thanks
@anirudhharijan2670
@anirudhharijan2670 5 месяцев назад
ଭଗବାନ ଆପଣଙ୍କ ଶରୀରକୁ ସୁସ୍ଥ ରଖନ୍ତୁ
@SantoshkumarPradhaniTonda
@SantoshkumarPradhaniTonda 5 месяцев назад
Bahut badiya lagila guru
@mr.bharat7325
@mr.bharat7325 5 месяцев назад
No 1 guru
@nakuljani4315
@nakuljani4315 5 месяцев назад
ବହୁତ ବହୁତ ଧନ୍ୟବାଦ ଗୁରୁ
@nakulpanka5378
@nakulpanka5378 5 месяцев назад
Bohut.Bohut.sundar.krishna.bhai.damo guru.nka.natak.sacial.media.ku.ani.thibaru.dhanyabad.i.like.you.damoguru.
@KDKORAPUTIA
@KDKORAPUTIA 5 месяцев назад
Thanks
@trinathkuldeep3377
@trinathkuldeep3377 2 месяца назад
ଭଗବାନ ପଖରେ ଅଥିକି ମୋର ପ୍ରାଥନା ଦାମ ଗୁରୁ ଠିକ୍ ହଇ ରୁହନ୍ତୁ ଜୟ ଜଗନ୍ନାଥ ❤️🙏🙏
@BaidyanathPujari-d9b
@BaidyanathPujari-d9b Месяц назад
Pevret kolakar dame guru❤❤
@RobindraKalar
@RobindraKalar 5 месяцев назад
Super dham guru
@amarsingbhatra7505
@amarsingbhatra7505 5 месяцев назад
Bahut Sundar Guru❤❤❤❤❤❤
@MohanKumar-v3f
@MohanKumar-v3f 5 месяцев назад
Super damo guru bhai
@tulasibhatra4084
@tulasibhatra4084 5 месяцев назад
Thank you Krishna bhaina Damo guru sahito sakyat korithuba hetu
@KDKORAPUTIA
@KDKORAPUTIA 5 месяцев назад
Thanks guru
@bibekanandachety5971
@bibekanandachety5971 5 месяцев назад
ଦାମ ଗୁରୁ ବହୁତ ଭଲ ନାଟ ଗୁରୁ ଆଉ ସେ ଜଣେ କଳାକାର ତାଙ୍କ ବିଷୟରେ ଏମିତି ଖରାପ କମେଣ୍ଟ କରିବା ଠିକ ନୁହେଁ ସବୁ ବେଳେ କଳାକୁ respect ଦିଅନ୍ତୁ ତେବେ ଯାଇ ଅବିଭକ୍ତ କୋରାପୁଟ ର ଜିଲ୍ଲା ର ସଂସ୍କୃତି ବଜାୟ ରଖିବା ଆମର ଉତ୍ତର ଦାୟିତ୍ୱ
@RanjitAmanatya-qy2um
@RanjitAmanatya-qy2um 4 месяца назад
Super Damo guru' ❤❤❤❤❤
@Khagapti
@Khagapti 3 месяца назад
@abhisoura9509
@abhisoura9509 5 месяцев назад
Super hit damo guru ro gito
@jagannathbhatra7694
@jagannathbhatra7694 5 месяцев назад
Bahut Sundar domo guru ❤🎉
@PCNblog
@PCNblog 5 месяцев назад
ବହୁତ ବହୁତ ଧନ୍ୟବାଦ ଓ ଶୁବେଚ୍ଛା ଦାମୋ ଗୁରୁ 🎉🎉🎉🎉
@dineshchandra9597
@dineshchandra9597 5 месяцев назад
ଧନ୍ୟବାଦ kd karaputia bhai
@KDKORAPUTIA
@KDKORAPUTIA 5 месяцев назад
Thanks
@haramishra8
@haramishra8 4 месяца назад
Great guru
@bibhisenrandhari2203
@bibhisenrandhari2203 5 месяцев назад
ଭାଇ ଭୁବନ ଗୁରୁ ନାଟ ରେ ବେଶି ମାରାମରି
@MrJitSambalpuria-
@MrJitSambalpuria- 5 месяцев назад
ଗୋଟିଏ ଗୀତ ହେଲେ ଆଉ kushi heitantu ଭାଇ
@Rajkumar_vlog
@Rajkumar_vlog 5 месяцев назад
Damo guru pai gate like❤
@labiparaja-qr8be
@labiparaja-qr8be 5 месяцев назад
ଗୁରୁ ର ଦେହ ସିଗ୍ର ଭଲହେଇଯାଉ
@lipshgadaba2192
@lipshgadaba2192 5 месяцев назад
ବହୁତ ସୁନ୍ଦର ଭାଇ ଆଉ ସରଜ ଗୁରୁ ସହିତ ଟିକେ କିଛି ଭିଡିଓ କର ଭାଇ। ❤❤❤❤❤😘😘 ଖରାପ ଭାବ ନାଇଁ ଭାଇ
@KDKORAPUTIA
@KDKORAPUTIA 5 месяцев назад
Ok
@Sbdasiavideo
@Sbdasiavideo 5 месяцев назад
Damo guru no1
@KhirabiduBiswe
@KhirabiduBiswe 5 месяцев назад
Supor**very+naec❤❤❤
@user-lf5xx4zt1x
@user-lf5xx4zt1x 5 месяцев назад
ଦାମୋଗୁରୁ ପ୍ରଥମେ ଖିଲୋଗୁଡା ସାଇଟରାମ ମାରୁଥିଲା ଆଉ ଏବେ ଦାମୋଗୁରୁ ଙ୍କ ନାଟକ ଭଲ ଲାଗେ 👍❤️🙏କୋରାପୁଟ ଜିଲ୍ଲା ନମ୍ବର (1)👌❤️🙏🙏🙏KD 👍❤️❤️❤️❤️🙏
@mayadharbhatra1829
@mayadharbhatra1829 5 месяцев назад
Super damoguru
@niranjankhosla1269
@niranjankhosla1269 День назад
🎉dhamo guru mo bhogban
@DamuJani-lx6hg
@DamuJani-lx6hg Месяц назад
❤❤❤❤❤
@UmakantaHarijan
@UmakantaHarijan 5 месяцев назад
Super damoguru thanks Bhai
@UmakantaHarijan
@UmakantaHarijan 5 месяцев назад
Hello Bhai
@KDKORAPUTIA
@KDKORAPUTIA 5 месяцев назад
Hello
@RohanTanti-qi3jg
@RohanTanti-qi3jg 4 месяца назад
Begi bhala haijao damo guru ❤❤
@RinkuGond-b4e
@RinkuGond-b4e 5 месяцев назад
Nice guru❤❤❤
@BidyaDhar-er8yu
@BidyaDhar-er8yu 5 месяцев назад
ଭଗବାନ କୁ ପ୍ରlତାନl 🙏🕉️damo ଗୁରୁ ଜଲଦି ଟିକ ହେଇଯାଉ ଆଉ ଦର୍ଷକ ମାନଙ୍କ ର 🕺🏼😃😃😃🤗😆😁 iloveyou ଦାମ ଗରୁ
@BidyaDhar-er8yu
@BidyaDhar-er8yu 5 месяцев назад
Hi
@KuldharUmerkote
@KuldharUmerkote 5 месяцев назад
Bahut Sundar krishana bhai
@KDKORAPUTIA
@KDKORAPUTIA 5 месяцев назад
Thanks
@bastarpoyam1751
@bastarpoyam1751 5 месяцев назад
Nice dada damo guru ka najara
@BKumarflutter123
@BKumarflutter123 5 месяцев назад
Best naat guru ho sate damo guru .....koraputia 1 number
@hirasingbhatra6097
@hirasingbhatra6097 5 месяцев назад
Bhauta Sundar krisna bhaina thank you damo guru ku banybada ❤❤❤❤❤🎉🎉🎉🎉🎉
@KDKORAPUTIA
@KDKORAPUTIA 5 месяцев назад
Thanks
@koraputiacomedyvideo
@koraputiacomedyvideo 5 месяцев назад
ଦାମୋ ଗୁରୁ ଙ୍କୁ ରାଜନୀତିରେ ପ୍ରବେଶ କରି ଲେ ବଲ ଲାଗିବ ନାହିଁ 🎉🎉❤❤❤❤
@haripriyabagh6406
@haripriyabagh6406 17 дней назад
Rayagada dist ro favourite nato guru damo guru ghore ghore porichito
@jogdishmajhiofficial
@jogdishmajhiofficial 5 месяцев назад
Supar hit Damu guru
@subashsanta7659
@subashsanta7659 5 месяцев назад
Super dama guru❤❤❤
@PrasantaBisoi-gp8uh
@PrasantaBisoi-gp8uh 5 месяцев назад
Bahut Sundar guru
@SudarshanPar
@SudarshanPar 5 месяцев назад
Nice to you damo Bhai ❤❤❤❤❤❤
@jayagouda9806
@jayagouda9806 5 месяцев назад
No 1 guru koraputia
@sanpatkallar4646
@sanpatkallar4646 27 дней назад
I like dhamu guru❤❤❤
@ParshuKeut-w6f
@ParshuKeut-w6f 5 месяцев назад
Damo guru my favourite ❤
Далее