Тёмный

Is Pandian Involved In Mines Scam ? | Nirbhay Gumara Katha 

Nirbhay
Подписаться 286 тыс.
Просмотров 63 тыс.
50% 1

Is Pandian Involved In Mines Scam ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

4 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 383   
@BishnucharanRay-xy5ox
@BishnucharanRay-xy5ox 3 месяца назад
ଆମେ ଜନସାଧାରଣ ଆପଣ ପରି ବିଜ୍ଞ ଜ୍ଞାନୀ ଥିବାରୁ ସବୁ ବିଘ୍ନ ର ସୂଚନା ପାଇପାରୁଛୁ.
@ashwinisahu6584
@ashwinisahu6584 3 месяца назад
TAHA BHI TURANT PAUCHHU SIR 🎉🎉
@LaxmikantaPradhan-h1d
@LaxmikantaPradhan-h1d 3 месяца назад
ମୋହନ ସରକାର ନେଇଥିବା ଦୁଇଟିଯାକ ନିଶ୍ପତି ପାଇଁ ବହୁତ ବହୁତ ଧନ୍ଯବାଦ। ଜୟ ଜଗନ୍ନାଥ।
@saratchsatatpathy6055
@saratchsatatpathy6055 3 месяца назад
Jay Jagannath 🙏
@rajkumarmohanty9330
@rajkumarmohanty9330 3 месяца назад
ସବୁରି ମୂଳରେ ନବୀନ ଆଉ ତାଙ୍କ ଭାଇ ପ୍ରେମ ।
@umakantadas1325
@umakantadas1325 3 месяца назад
ନବୀନ ଦାଶ ସାର ଆପଣଙ୍କ ପରି ସବୁ ସାମ୍ବାଦିକମାନେ ହେବା ଆବଶ୍ୟକ
@hardworkneverdies5679
@hardworkneverdies5679 3 месяца назад
ହଁ ଅନ୍ଧ ଭଳି ନାହିଁ କି😅😅
@BishnucharanRay-xy5ox
@BishnucharanRay-xy5ox 3 месяца назад
ପ୍ରତିଦିନର ଘଟଣା ବଳି ର ମୁଖ୍ୟ ଘଟଣା ସାରାଂଶ ଆପଣ ଜଣେ ଜାଗ୍ରତ ପ୍ରହରୀ ପରି ସବୁ କଥା କୁ ଲୋକ ଲୋଚନ କୁ ସମାଜ ରେ ଜଣାଉଛନ୍ତି. ସେଥିପାଇଁ ଆପଣଂକୁ ପ୍ରଣାମ.
@dr.purnendutripathy5263
@dr.purnendutripathy5263 3 месяца назад
ଜଷ୍ଟିସ ଅରଜିତ ପଶାୟତ ଅଯଥାରେ ଆମ ଅର୍ଥ ରେ ମସ୍ତି କରୁଥିଲେ।କାମ ଶୂନ ଥିଲା। ଏମାନେ ଜଷ୍ଟିସ ହେବା ପାଇଁ ଅଯୋଗ୍ୟ।
@ajayajena1410
@ajayajena1410 3 месяца назад
👌👌👌
@BishnucharanRay-xy5ox
@BishnucharanRay-xy5ox 3 месяца назад
ଆପଣଙ୍କ ଭଳି ମାତ୍ର କେତେଜଣ ଓଡିଶା ର ପ୍ରେମୀ ସାମ୍ବାଦିକ ଥିବାରୁ ଓଡିଶା ଆଜି ଗର୍ବିତ.
@santoshsahoo6523
@santoshsahoo6523 3 месяца назад
Bhai scam khali kn BJD ra, au NEET Exam Scam bisayare tike kahile kn asubidha heijiba ki
@SoraojKumar
@SoraojKumar 3 месяца назад
Khajuri gachha jaha,BJD seya​@@santoshsahoo6523
@saratchsatatpathy6055
@saratchsatatpathy6055 3 месяца назад
We are very proud of you as you are an impartial reporter
@mohansahu5898
@mohansahu5898 3 месяца назад
​@@santoshsahoo6523by😮6 ,h6 gg6bb6g😢pbybh
@kabitasahoo8385
@kabitasahoo8385 3 месяца назад
🙏👍❤ thank you, CMji, for taking care of Prabhu Jagannatha. Prabhu bless you and keep you healthy and safe 🙏.
@jyotirmayjena1869
@jyotirmayjena1869 3 месяца назад
ଜଷ୍ଟିସ୍ ବିଶ୍ବନାଥ ରଥ ଜଣେ ଜଗନ୍ନାଥ ପ୍ରେମି ଏବଂ ଅତ୍ଯନ୍ତ ଅମାୟିକ ବ୍ଯକ୍ତି । ତାଙ୍କ ଅଧ୍ଯକ୍ଷତାରେ ସରକାର ଯେଉଁ କମିଟି ଗଠନ କରିଛନ୍ତି ତାହା ରତ୍ନ ଭଣ୍ଡାରକୁ ଖୋଲି ସଠିକ୍ ଭାବେ ଗଣତି ଓ ମଣତି କରିପାରିବ ବୋଲି ଓଡିଶା ବାସୀ ଆଶା ରଖିଛନ୍ତି ।
@padmalayaprusty4526
@padmalayaprusty4526 3 месяца назад
ଘର ମାଲିକ ଅପାରଗ ହେଲେ ଚାକର ମାଲିକ ଠୁ ବି ଅଧିକ କ୍ଷମତାଶାଳ।ସେଠି କିଛି ବି ସୁରକ୍ଷିତ ରହେ ନାହିଁ
@durgaprasadsamantaray7084
@durgaprasadsamantaray7084 3 месяца назад
ନବୀନ ଶାସନ ରେ ପ୍ରତ୍ୟେକ କେଳେଙ୍କାରୀ ରେ ପାଣ୍ଡିଆନ୍ ଙ୍କ ନିଶ୍ଚିତ ହାତ ରହିଛି
@susamadash3483
@susamadash3483 3 месяца назад
ନବୀନ ସରକାର ଗଲେବି ତାଙ୍କ ଚାମଚା ଅଫିସର୍ ଓ କେଳେଙ୍କାରୀଲୋକ ତ ସବୁ ଖେଳ କରେଇବେ।
@ranjanpradhan9374
@ranjanpradhan9374 3 месяца назад
99999999o99o9999999o999o9999o9o99o999999​@@susamadash3483
@saratchsatatpathy6055
@saratchsatatpathy6055 3 месяца назад
Yes Absolutely right 👍
@laxmidharapanda6086
@laxmidharapanda6086 3 месяца назад
@@durgaprasadsamantaray7084 ନାଁ ଭୁଲ କହିଲେ ! ପାଣ୍ଡିଆନର ସବୁ କେଳେଙ୍କାରୀରେ ନବୀନର ହାତ ଅଛି !
@PrahladchandraRaut-pu7yo
@PrahladchandraRaut-pu7yo 3 месяца назад
🎉yes,Pandian is Most credited
@DivineEnergy0508
@DivineEnergy0508 3 месяца назад
ଯଦି ମୋହନ ସରକାର ପୂର୍ବ ଦୁର୍ନୀତି ଉପରେ ଓ କରିଥିବା ଅଫିସର ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଏମାନେ ବି ଏଥିରେ ସାମିଲ ଅଛନ୍ତି , ଜଣା ପଡିଯିବ
@bijaykhuntia868
@bijaykhuntia868 3 месяца назад
Right
@roshnimohapatra2797
@roshnimohapatra2797 3 месяца назад
ଜୟ ଶ୍ରୀଜଗନ୍ନାଥ......... ନୈତିକ ଦୃଷ୍ଟି କୋଣରୁ ମୁଖ୍ୟମନ୍ତ୍ରୀଙ୍କ ର ଏ ପ୍ରକାର ଉଲ୍ଲେଖନୀୟ ପଦକ୍ଷେପ ବିଶେଷ ଭାବରେ ସ୍ୱ।ଗତ ଯୋଗ୍ଯ .......
@manjupravamishra8000
@manjupravamishra8000 3 месяца назад
ଆଜ୍ଞା ଅପେକ୍ଷାର ଫଳ ବାସ୍ତବିକ୍ ମିଠା ତଥା ସତ୍ୟ 👍👌🙏। "ତୁ ଗୁହାରି କରିବୁ ଯାହାକୁ, ମୁଁ କୋଳେଇ ନିଏ ତାହାକୁ!!!"ଜୟ ଶ୍ରୀ ଜଗନ୍ନାଥ 🙏💐।
@ajitkumarpanda6388
@ajitkumarpanda6388 3 месяца назад
ମୋହନ ସରକାରଙ୍କୁ ନିଶ୍ଚିତ ଭାବେ ସମସ୍ତେ ବଧେଇ ଦେବା ଉଚିତ୍ କାରଣ ତାଙ୍କର ଦୁଇଟି ଠିକ୍ ନିଷ୍ପତି ପାଇଁ,,,,,,ଆଗକୁ ଅନେକ କଠୋର ପଦକ୍ଷେପ ନେଲେ ଯାଇ ଓଡ଼ିଶା ଶାନ୍ତି ପାଇବ,,,,,,,,,ଲୋକେ ମଧ୍ୟ ଖୁସି ହେବେ,,,,,
@adhikaridash7543
@adhikaridash7543 3 месяца назад
ଆପଣଙ୍କ ଭଳି ସାହସୀ , ନିର୍ଭୀକ ଏବଂଅଭିଜ୍ଞ ସାମ୍ବାଦିକ ହିଁ ଅନେକ ସମସ୍ୟାର ସରଳ ବିଶ୍ଳେଷଣ ସୁନ୍ଦର ଭାବରେ କରିଛନ୍ତି ଏଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ।
@pankajkumarjena8256
@pankajkumarjena8256 3 месяца назад
ମୋହନ ସରକାର ଙ୍କୁ ଏମିତି ହାଲୁକା ନେବା ମୂର୍ଖାମୀ
@rautrayapat6822
@rautrayapat6822 3 месяца назад
ପାଣ୍ଡିଆଁ ନ ର ହଜାର ହଜାର ମାଲ ବୋଝେଇ ଟ୍ରକ keonjhar ଜିଲା ରେ ଚାଲୁ ଅଛି।
@satyabansarangi7693
@satyabansarangi7693 3 месяца назад
ନିର୍ଭୟ ନାମକୁ ଆପଣଙ୍କ ଉପସ୍ଥାପନା ଯଥାର୍ଥ ବୋଲି ପ୍ରତିପାଦନ କରୁଛି। ହୃଦୟରୁ ଧନ୍ୟବାଦ୍।
@ashwinisahu6584
@ashwinisahu6584 3 месяца назад
SABU tathy turanta deuthibaru .Dhanyabad sir
@prafulasingh2267
@prafulasingh2267 3 месяца назад
ଆଜ୍ଞା ନମସ୍କାର ! ନୂତନ କମିଟି କରି ରତ୍ନ ଭଣ୍ଡାର ଖୋଲିବାର ନିଷ୍ପତ୍ତି ନେଇଥିବାରୁ ମୋହନ ସରକାରଙ୍କୁ ଅନେକ ଧନ୍ୟବାଦ । କିନ୍ତୁ ଯେପର୍ଯ୍ୟନ୍ତ ତାମିଲ ଗୃପ୍ ର ଥିବା ସମସ୍ତ ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ବିଦା ନକଲା ପର୍ଯ୍ୟନ୍ତ , ଓଡ଼ିଶାରେ ସ୍ବଚ୍ଛ ଶାସନ ଆଶା କରିବା ବୃଥା ।
@saratmishra7100
@saratmishra7100 3 месяца назад
Jay Jagannath. Well said and perfect analysis.
@Business-inodia
@Business-inodia 3 месяца назад
Thanks a lot sir.Only you are only person who highlights real facts of Odisha for the Odiya people of Odisha.
@hariomm2301
@hariomm2301 3 месяца назад
ପାଣ୍ଡିଆ ଓ ତାଙ୍କର କୀର୍ତଦାସ ଆରେଷ୍ଟ ହେଲେ ଓଡ଼ିଶାର ଜନସାଧାରଣ ନ୍ୟାୟ ପାଇବ 😂😂😂😂
@Sanjukta-k9k
@Sanjukta-k9k 3 месяца назад
Krita das+pandyan=bandian
@rameshmishra2257
@rameshmishra2257 2 месяца назад
Absolutely correct 👍 👏
@rabimohanty112
@rabimohanty112 3 месяца назад
କେତେକ ଏବେବି ବିଜେଡି ଖୋସାମତିଆ achhanti
@prabhasray675
@prabhasray675 3 месяца назад
Jay Shriram
@arundhatibehera9197
@arundhatibehera9197 3 месяца назад
ଆଜ୍ଞା ଆପଣଙ୍କର ଶେଷ ପଦ କଥା ଶୁଣି ଆଖିରୁ ପାଣି ଜକେଇ ଆସିଲା ।
@manasdas5715
@manasdas5715 3 месяца назад
ସବୁ ସବୁ ସତ୍ତ୍ୱେ ଆମର ବିଶ୍ଵସନୀୟ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡି,ଆଇ ଟି ଏବଂ ରାଜ୍ୟର ଇଓଡବ୍ଳୁ କରୁଥିଲେ କଣ ? ଧନୀ ରାଜ୍ୟରେ କିନ୍ତୁ ଜନତା ଗରୀବ ଆଉ ଦାଦନ😢, ଜଣେ ନିର୍ଭୀକ ସାମ୍ବାଦିକତା ପାଇଁ ଆପଣଙ୍କୁ ଅନ୍ତରରୁ କୃତଜ୍ଞତା 🙏👌👍
@AnilkumarSethi-b7f
@AnilkumarSethi-b7f 3 месяца назад
Very very nice 👍👍👍👍
@PatrakanaTV
@PatrakanaTV 3 месяца назад
ସାର୍ ଆପଣଙ୍କ ଉପସ୍ଥାପନା ଏବଂ ବୁଝେଇବା ପକ୍ରୀୟା ବେଶ୍ ଉଚ୍ଚକୋଟୀର | ଆପଣଙ୍କ ସବୁ ଅଧ୍ୟାୟ ଦେଖି ବହୁତ ଭଲ ଲାଗୁଛି
@SurendraMishara-h1p
@SurendraMishara-h1p 3 месяца назад
ସାଦର ନମସ୍କାର, 🙏ଗତ 2019ମସିହା ଠାରୁ 2024ମସିହା ପର୍ଯ୍ୟନ୍ତ ବିଜେଡି ସରକାରର ଦୁର୍ନୀତିର ବର୍ଷ କହିଲେ ଭୁଲ ହେବନି.. ଆଉ ଏ ଦୁର୍ନୀତିର ଖଳନାୟକ ଯେ ସ୍ୱୟଂ ପାଣ୍ଡିଆନ ଏ କଥା ସମସ୍ତେ ସ୍ୱୀକାର କରିବେ... ଜୟ ଶ୍ରୀରାମ 🙏🙏🙏
@narendrabarik9855
@narendrabarik9855 3 месяца назад
Jay Jagannath Bharasa
@TirtharajPanda
@TirtharajPanda 3 месяца назад
Jai Jagannath
@tapashkumarnayak4989
@tapashkumarnayak4989 3 месяца назад
ପରିବହନ ରେ କେବଳ ତାମିଲ ନାଡୁ truck ମାଲିକ ,ଗାଡ଼ି ଲାଗୁଥିଲା ବିଗତ 10 ବର୍ଷ ହେଲାଣି
@Katak_Dk
@Katak_Dk 3 месяца назад
କମିଟି ଏଥିପାଇଁ ଭଙ୍ଗା ଗଲା କାରଣ ଏଥର ମଧ୍ୟ କିଛି ଡ୍ରାମା କରି ଫେରି ଆସିଥାନ୍ତେ କିଛି ଡ୍ରାମା କଥା କହିଥାନ୍ତେ ସରକାର ଙ୍କୁ ଅପଦସ୍ତ ହେବାକୁ ପଡ଼ିଥାନ୍ତା ତେଣୁ ସରକାର ବହୁତ୍ ବଢିଆ ନିଷ୍ପତି ନେଇଛନ୍ତି ନୂଆ କମିଟି କରି । କାରଣ ପୂର୍ବ କମିଟି ପାଣ୍ଡୁ ଦ୍ଵାରା ଗଠନ
@prasantakumarswain3419
@prasantakumarswain3419 3 месяца назад
ଆଜିର ଏପିସୋଡ ଟି ବେଶ ଗରମା ଗରମ୍ ହେବ ବୋଲି ମୁଁ ଆଶା ବାନ୍ଧି ବସିଥିଲି କାହିଁକି ନା ପ୍ରସଙ୍ଗ ବେଶ ଗୁରୁତ୍ବ ବହନ କରେ ।
@Bnbwq7133
@Bnbwq7133 3 месяца назад
ହଁ, ଯେଉଁଠି ପାଣ୍ଡିଆନ୍ ସେଇଠି ଦୁର୍ନୀତି ଘମାସାନ୍ ।ପାଣ୍ଡିଆନ୍ ସମସ୍ତ କାର୍ଯ୍ୟରେ ମୂଳ ଖଳନାୟକ ।
@trilochanpatnaik6321
@trilochanpatnaik6321 3 месяца назад
BJD ମୁଖିଆ 2024 ନିର୍ବାଚନ ପରେ ତ ସଂପୂର୍ଣ୍ଣ ସୁସ୍ଥ ହେଲେଣି ତେଣୁ ଗଣ ମାଧ୍ୟମ ରେ ଯେଉଁ ସବୁ ଦୁର୍ନୀତି ଅଭିଯୋଗ BJD ସରକାର ଅମଳରେ ହେଇଥିଲା ବୋଲି ପ୍ରଚାର ପ୍ରସାର ହେଉଛି ସେ ବିଷୟରେ ପଦେ ଉତ୍ତର ଦିଅନ୍ତୁ। ନହେଲେ ଜାଣିବା ସେ ମଧ୍ୟ ଦୁର୍ନୀତି ଦ୍ଵାରା ଯାହା କଳାଧନ ଆସୁଥିଲା ତାହାର ରାଜା ଭାଗ ନବୀନ ବାବୁ ଙ୍କ ପାଖକୁ ଆସୁଥିଲା ଓ ତାହା ନବୀନ ନିବାସ ଭିତରେ under ground ରେ ରହିଛି ଯେପରି ବବି ଦାସ ତାଙ୍କ ସରକାରୀ ବାସଭବନ ରେ ଗୁପ୍ତ ରେ ରଖିଥିଲେ ବୋଲି ପ୍ରଚାର ହେଉଛି।
@lalatenduparida6198
@lalatenduparida6198 3 месяца назад
Jay Jagannath🙏🙏🙏
@laxmidharabarik2952
@laxmidharabarik2952 3 месяца назад
ଶେଷରେ ଜଣା ପଡ଼ିଲା ନବୀନ ପଟ୍ଟନାୟକ ନିଦାବିଷ୍ଣୁ ଥିଲେ ବୋଲି। ❤❤
@mituprdhan2020
@mituprdhan2020 3 месяца назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@ArakhitaDash
@ArakhitaDash 3 месяца назад
Welcome. Strongfaith
@PrithvirajReigns
@PrithvirajReigns 3 месяца назад
You are great sir.bahut bahut dhanyabad.
@raghumaninayak9593
@raghumaninayak9593 3 месяца назад
ନିର୍ଭର ଗୁମର କଥାରେ ଆପଣ ପୂର୍ବ ସରକାର ଦୁର୍ନୀତି ବିଷୟ ଲୋକ ଲୋଚନକୁ ଆଣି ଥିବାରୁ ଆପଣଙ୍କୁ ଅନେକ୨ ଧନ୍ୟବାଦ୍ ନବୀନ ଦାସ ବାବୁ...
@sushilsahu1612
@sushilsahu1612 3 месяца назад
Jay shree Jagannath
@manojkumarsahu8816
@manojkumarsahu8816 3 месяца назад
True thing
@santoshbiswal6256
@santoshbiswal6256 3 месяца назад
Sir you are very correct.
@Uttamdihudi
@Uttamdihudi 3 месяца назад
ସାର୍ ଆମ ଓଡିଶାର ସବୁଠୁ ବଡ଼ ଘୋଟାଲା ଖଣି ଦୁର୍ନୀତି ଯାଇପାରେ ସାଇଥି ପାଇଁ ଆମ ନୂଆଁ ସରକାର ଏହା ଉପରେ ଯେତେ ଶୀଘ୍ର ସମ୍ଭବ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନେବା ଆବଶ୍ୟକ ସାର୍ ଆପଣଙ୍କ ବାର୍ତ୍ତା ବହୁତ ଭଲ ଯାହାକି ଆମର ସୁଦୃଢ ଓଡ଼ିଶା ହେବା ଦିଗରେ ପ୍ରଥମ ପୃଷ୍ଠାରେ ଲିପିବଦ୍ଧ ହବ
@laxmidharapanda6086
@laxmidharapanda6086 3 месяца назад
ଖଣି ସ୍କାମ କେବଳ ପାଣ୍ଡିଆନ ନୁହେଁ ନବୀନ ପଟନାୟକ ଓ ପ୍ରେମ ପଟନାୟକ ପର୍ଯ୍ୟନ୍ତ ଲମ୍ବିଛି ! ସିବିଆଇ ତଦନ୍ତ ହେଲେ ସବୁ ରହସ୍ୟ ଉନ୍ମୋଚନ ହେବ !
@saratsahoo268
@saratsahoo268 3 месяца назад
ମୋହନ ସରକାର୍ ସାହସ ଅପେକ୍ଷା ଆପଣ ଗୁମର ଖୋଲି ଯେଉଁ ସାହସ ଦେଖାଇଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ୍
@prasad906Panda
@prasad906Panda 2 месяца назад
Your presentation is very good Present Government of odisha, India must take action against corrupt
@chhatishmohanta6403
@chhatishmohanta6403 3 месяца назад
ସାର୍ ଆମକୁ ଅପେକ୍ଷା କରିବାକୁ ପଡ଼ିବ ଆଗକୁ ବହୁତ କିଛି ହେବାକୁ ଯାଉଛି 🙏🙏🙏
@basantapattnaik7812
@basantapattnaik7812 3 месяца назад
ସାର ପ୍ରଣାମ 🙏🌹
@niharranjannayak7534
@niharranjannayak7534 3 месяца назад
MLA Sri Badrinarayan patra Nabin Pattnaik X cm. ଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ loss ପାଇଁ ଯିଏ ଥାଇ ତାଙ୍କୁ ଦଣ୍ଡ ମିଳିବା ଉଚିତ
@gouranganayak731
@gouranganayak731 3 месяца назад
ଧନ୍ୟବାଦ
@basantapattnaik7812
@basantapattnaik7812 3 месяца назад
ସାର ମୋର ଅନୁମାନ ପ୍ରେମ ପଟ୍ଟନାୟକ ଭୈରବ କାର୍ତିକେୟନ ପାଣ୍ଡିଆନ ଏବଂ ବବି ଦାସ ସବୁଠାରୁ ବେଶୀ ଖଣି ଦୁର୍ନୀତି କରୀ ଛନ୍ତି ସହଯୋଗ କରିଛନ୍ତି ନବୀନ ପଟ୍ଟନାୟକ l
@pramoddas4658
@pramoddas4658 3 месяца назад
Sir l am regularly see your program. Thanks for your braveness.
@AchintyaBiswal
@AchintyaBiswal 3 месяца назад
Many many thanks to Mohan govt. for taking strong decision regarding formation of new Ratnabhandar committee headed by Justce Biswanath.
@sasikantkant4780
@sasikantkant4780 3 месяца назад
You are always fine and fresh, କାମ କୁ ଦେଖନ୍ତୁ, ମୟୂରଭଞ୍ଜ ର ଜଇଁ, କଣ କରୁଚି, ଭାରତ ଥିଲା ସନାତନୀ ଦେଶ ତାପରେ ହେଲା ପଠାଣ ରାଜ୍ଯ ସବୁ ସନାତନୀ କୁ ଜବରଦସ୍ତ କରାଗଲା, ତାପରେ ଆସିଲା ବିଟ୍ରିଶ ୨୦୦ ବର୍ଷ, କଂଗ୍ରେସ କଲା ୬୦ ବର୍ଷ ଅଭି ଆସିଲା ବିଜେପି କେତେ ଦିନ
@sabitamishra3732
@sabitamishra3732 3 месяца назад
Thank you so much 🙏 aapna hin common people nkara varasa
@brajabandhusahoo6043
@brajabandhusahoo6043 3 месяца назад
ମୋହନ ସରକାର ଙ୍କୁ ବହୁତ ଧନ୍ୟବାଦ.
@gyanabratamohanty4219
@gyanabratamohanty4219 3 месяца назад
ଠିକ କହିଛନ୍ତି, ନୂଆ ମୁଖ୍ୟମନ୍ତ୍ରୀ ମୋହନ ବାବୁ କେଉଁଝରବାସୀ ହୋଇଥିବାରୁ ସବୁ ଖଣି ଲୁଟେରାଙ୍କୁ ଜାଣନ୍ତି | ଲୁଚିଛି - ନା ଗୋଡ଼ ଦୁଇଟା ଦିଶୁଛି | ଧର୍ମ ପୁଅ - ସବୁଥିରେ ଥାଇ, କୋଉଠି ନ ଥାଇ | ଧନ୍ୟବାଦ, ଶୀଘ୍ର ବାନ୍ଧ 🙏🙏🙏
@sabitamishra3732
@sabitamishra3732 3 месяца назад
Thank you so much 🙏 aapna hin common people nkara varasa voice of common people
@brundaban4
@brundaban4 3 месяца назад
ନବୀନ ବାବୁ କୁଆଡୁ ଏତେ ଖବର ଆପଣ ପାଉଛନ୍ତି ବଡ ଆଶ୍ଚର୍ଯ୍ୟ ଲାଗୁଚି ଯାହା ହେଉ ଆପଣଙ୍କ ଠାରୁ ଏହି ସବୁ ଶୁଣିଲା ପରେ ଆପଣଙ୍କୁ ଅନ୍ତର ରୁ ଧନ୍ୟବାଦ ଜଣାଉଛି
@sushamadash8383
@sushamadash8383 3 месяца назад
Sir you are absolutely correct 🙏🙏
@malayabasantadas8339
@malayabasantadas8339 3 месяца назад
SIR,APANAKU BAHUT BAHUT DHYANABAD.
@abhiramsahoo5642
@abhiramsahoo5642 3 месяца назад
ଆଜ୍ଞା ଆଜିର ଖଣିଦୁର୍ନୀତିର ଆଶ୍ଚର୍ଯ୍ଯଜନକ ରହସ୍ଯ ଉନ୍ମୋଚନ ଆଲୋଚନା ଓଡିଶାବାସୀଙ୍କୁ ଅନେକ ପରିମାଣରେ ସଚେତନ କରିଛି ! ଆପଣଙ୍କର ଏଭଳି ଆଲୋଚନାକୁ ଅନେକ ଅନେକ ସ୍ବାଗତ !
@samarendranathmahapatra3347
@samarendranathmahapatra3347 3 месяца назад
ବିନା ମାଇକ୍ରୋଫୋନ୍ ରେ ଆଜି ଭଲ ଲାଗିଲା ।
@manojkumardas1991
@manojkumardas1991 3 месяца назад
That is the yummy staple food.
@newbestknow4141
@newbestknow4141 3 месяца назад
ଓଡିଶା ରେ ନବୀନ ପଟ୍ଟନାୟକ ଶାସନ ସମୟ ରେ ଓଡିଶା କୁ ଯେତେ ଲୁଟିଛନ୍ତି ବୋଧେ ଇଂରେଜ ମାନେ ୧୪୪ ବର୍ଷ ଶାସନ କରି ସେତେ ଲୁଟି ନଥିଲେ. ଧନ୍ଯ ନେତୃତ୍ବ, ଧନ୍ଯ ରାଜନୀତି, ଧନ୍ଯ ଓଡିଶା ର ଶାସକ.
@samarendranathmahapatra3347
@samarendranathmahapatra3347 3 месяца назад
Salute for this episode.
@harihardhal1974
@harihardhal1974 3 месяца назад
Sarakarnku dhanyabad❤❤❤❤
@surendranarayanpanda8021
@surendranarayanpanda8021 3 месяца назад
ନିର୍ଭର ଗୁମର କଥା ରେ ଆପଣଙ୍କ ଅତି ଭୟଙ୍କର ଗୁମର ସତ୍ଯ ର ଖୁଲାସା କରୁଥିବାରୁ ମୁଁ ଆପଣଙ୍କୁ ବଧେଇ ଜଣାଉଛି..ଆପଣଙ୍କ ଉପରେ ଜଗନ୍ନାଥ ଙ୍କ ଆଶୀର୍ବାଦ ଅଛି.
@PurnachandraBehera-if5tu
@PurnachandraBehera-if5tu 3 месяца назад
ନବୀନ ବାବୁ ଓ ତାଙ୍କ ସରକାର ଦୁର୍ନୀତି ରେ ବିଶ୍ବସ୍ତରୀୟ।
@chhotatimepass3303
@chhotatimepass3303 3 месяца назад
Brilliant presentation, thank you sir.
@ChittaranjanMohanty-j9m
@ChittaranjanMohanty-j9m 3 месяца назад
ଜୟ ଜଗନ୍ନାଥ ତୁହି ରକ୍ଷା କର ଓଡ଼ିଶା ବାସୀଙ୍କୁ ।
@arabindabehura4181
@arabindabehura4181 3 месяца назад
Naveen au prem babu apnaku koti koti pranam.Gariba odianka luha kebe sambhali paribani.
@LoocyRath
@LoocyRath 3 месяца назад
Aapananka sabu episode mu regular dekhe.Aau apanankara upasthapana shaili bahut bhala lage.Jay Jagannath🙏
@pradeepsutar9471
@pradeepsutar9471 3 месяца назад
Very good news sir, l salute you.
@BirendraDas-xr1sk
@BirendraDas-xr1sk 3 месяца назад
No doubt there was close nexus between KVP n erstwhile popular CM in all scams under the garb of clean image of Naveen ji.None other than my friend Navin Das ;my friend n a brilliant Odia scholar can unravel mysteries in such a lucid manner.Keep going.
@mathsforcompetitiveandscho3189
@mathsforcompetitiveandscho3189 3 месяца назад
ବଢିଆ ଲାଗିଲା
@manasmandal4983
@manasmandal4983 3 месяца назад
🎉🎉🎉
@gunanidhinaik3699
@gunanidhinaik3699 3 месяца назад
ଆପଣଙ୍କ ଆଲୋଚନାରୁ ମନେହୁଏ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଏବେ ବି ବଞ୍ଚିଛି।
@laxmidharnayak4191
@laxmidharnayak4191 3 месяца назад
😢Namaskar ji 🙏. Ati sundar bislesana. All scams root are ex- cm and tamilian . So the govt. must take strong actions against them. People of odisha are waiting to see the anti- curruptional steps. For which the govt will be more popular otherwise disqualified in first term.
@arundhatibehera9197
@arundhatibehera9197 3 месяца назад
ସତ କହିବି ଆଜ୍ଞା । ମୁଁ ଚତୁର୍ଥ ସ୍ତମ୍ଭ ଉପରୁ ଏଇ କେତେ ବର୍ଷ ହେଲା ଆଶା ତୁଟେଇ ଦେଇଥିଲି । କିନ୍ତୁ ଏବେ ଆପଣଙ୍କର ଉପସ୍ଥାପନା ଯୋଗୁଁ ହତୋତ୍ସାହିତ ହେଉନାହିଁ ।
@hrusikeshmaharana9614
@hrusikeshmaharana9614 3 месяца назад
Jaya jagannath
@Prasantaparida-o1w
@Prasantaparida-o1w 3 месяца назад
ସାର ପ୍ରଣାମ 🙏 ସତ୍ୟକୁ ଲୋକଲୋଚନକୁ ଆପଣ ଆଣୁଛନ୍ତି କିନ୍ତୁ ସତ୍ୟକୁ ପ୍ରମାଣ କରିବା ଦାୟିତ୍ୱ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କର l🙏
@binayamishra3723
@binayamishra3723 3 месяца назад
Excellent analysis sir 🙏🙏
@dksahu5541
@dksahu5541 3 месяца назад
Thanks sir
@puspitapatra9415
@puspitapatra9415 3 месяца назад
God bless you sir
@JdSatpathy
@JdSatpathy 3 месяца назад
Thank you for a positive news in 1st 3 minutes..
@RenubalaBehera-e8i
@RenubalaBehera-e8i 3 месяца назад
Sir ଆପଣ ଦୁର୍ନୀତି ବିଷୟରେ ଯେତେ ପର୍ଦାଫାଶ କରିବେ ସରକାର ସେତିକି active ହେବ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ଓଡିଶା ର ଉନ୍ନତି ହେବ
@PramodchandraSarangi
@PramodchandraSarangi 3 месяца назад
Sir, excellent
@laxmanmurmu3285
@laxmanmurmu3285 3 месяца назад
Jay jaganath 🙏
@upendrakumarbiswal4682
@upendrakumarbiswal4682 3 месяца назад
ନିର୍ଭୟ ଗୁମର କଥା ଭୋଲେ ବାବା ଙ୍କ ବିଷୟରେ କିଛି ପ୍ରକାଶ କରନ୍ତୁ, କାରଣ 121ଜଣଙ୍କ ପ୍ରାଣ ଗଲାପରେ ଆଉ କଣ ଶିଖିବା? ଆଗକୁ ଆମ ପବିତ୍ର ଘୋଷଯାତ୍ରା....
@sanjibakumardash7246
@sanjibakumardash7246 3 месяца назад
We appreciate your analysis 😊
@PrahladchandraRaut-pu7yo
@PrahladchandraRaut-pu7yo 3 месяца назад
Good urgoment.
@gunanidhinaik3699
@gunanidhinaik3699 3 месяца назад
ଆମ ରାଜ୍ୟରେ ୨୫ ବର୍ଷ ରେ ଅଫିସର ଙ୍କ ଅଭାବ ଥିଲା କି ଯେ ଅବସର ପରେ କାର୍ୟ୍ଯ କାଳ ବଢୁ ଥିଲା
@kishorchandra2531
@kishorchandra2531 3 месяца назад
ଆପଣଙ୍କୁ ଶତ କୋଟି ନମସ୍କାର।
@natabarmishra8367
@natabarmishra8367 3 месяца назад
Sir, Namaskar.You have in fact justified the title "Nirbhaya Gumar Katha'' and opened the eyes of Odias.
Далее
Песня РАСПУТИН на русском!🔥
00:56