Тёмный

JAGANNATH TEMPLE DIVINE FLAG CHANGE 21-Sep-2024 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV 

JAY JAGANNATH TV
Подписаться 433 тыс.
Просмотров 2,8 тыс.
50% 1

Puri Sri Jagannath Temple’s glorious divine flag alteration on Nilachakra - Dt- 21th SEP 2024
"ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ ।
ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#patakalagidarshan #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 251   
@bidyabharatisabar2789
@bidyabharatisabar2789 6 часов назад
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🥥🥥🥥🥥🥥🥥🥥🥥🥥🥥🥥🥥⭕❗⭕🙏🙏🙏🙏🙏🙏🥥🥥🥥🥥🙏🙏🙏🙏🙏🙏🙏🙏🙏
@satyanaranmeher9223
@satyanaranmeher9223 6 часов назад
ହେ ନୀଳଚକ୍ର ⭕❗⭕🙏
@Renuka-Barik
@Renuka-Barik 5 часов назад
🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ ମହାପ୍ରଭୁ 🙏🙏🙏
@ajayarout8392
@ajayarout8392 5 часов назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କି ଜୟ 🔘‼️🔘🙌🙌🙌🙌🙌🙌🚩🚩🚩🚩🙏🙏🙏🙏🙏🚩
@pareshkumarbehera1483
@pareshkumarbehera1483 6 часов назад
ଜୟ ଶ୍ରୀଜଗନ୍ନାଥ*🙏
@ghanasyamnimalu1193
@ghanasyamnimalu1193 6 часов назад
ହେ ମଣିମା ମତେ ସବୁବେଳେ ତୁମ ପତାକା ବନ୍ଧ।ର ଅପୂର୍ଵ ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।
@AkashMeher-wx7oh
@AkashMeher-wx7oh 5 часов назад
🚩🚩🚩🪔🪔🪔🙏🏻🙏🏻🙏🏻
@gouttammunda412
@gouttammunda412 6 часов назад
Jay Jay shreejagannath. Jay patitapabanabana. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@bapinajena1848
@bapinajena1848 5 часов назад
ଜୟ ଜଗନ୍ନାଥ ମହା ପ୍ରଭୁ ମୋ କାଳିଆ ଶାନ୍ତ ଙ୍କର ଜୟ ହେଉ 🙏🙏🙏
@nilujena9876
@nilujena9876 6 часов назад
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ପତିତପାବନ ଦର୍ଶନ ର ଜୟ ହଉ ଓଡିଶା ବାସୀଙ୍କର ଜୟ ହଉ 🙏🏼
@chitrasenpradhan3824
@chitrasenpradhan3824 5 часов назад
ହେ ମହାବାହୁ ‌ତୁମର ଦର୍ଶନ ତୁମରି କରୁଣା ସଦାସର୍ବଦା ମିଳୁଥାଉ 🙏🌸🌸🌸🌸
@lalatendujena4026
@lalatendujena4026 5 часов назад
ଜୟ ପ୍ରଭୁ କଳାଠାକୁର ତୁମେ ଏକା ସାହା ବରଷା 🙏
@BasantaSahu-et9kc
@BasantaSahu-et9kc 5 часов назад
Om namo Patitapabana Nilachakra Dhojanku koti koti pranaam🙏🙏🙏🙏
@ThinkAboutStudy
@ThinkAboutStudy 3 часа назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@namitabiswal-go7vt
@namitabiswal-go7vt 2 часа назад
ଜୟ ପତିତ ପାବନ କି ଜୟ 🙏ହରି ହରି ବୋଲ 🙏
@auroshreegallery2304
@auroshreegallery2304 Час назад
ପ୍ରଭୁ ସତରେ ମଣିମା କାଲି ଡାକିଲି ଆଜି ଶୁଣିଦେଇ ମୋ ମଣିମା ସତରେ ତୁମେ ମୋ ମହାପ୍ରଭୁ ❤❤❤
@sumitrarana1977
@sumitrarana1977 4 часа назад
ଜୟ ଜଗନ୍ନାଥ ପ୍ରଭୁ କାଳିଆ ସାଆନ୍ତ ତୁମ ଚରଣ ତଳେ ମନ ମୋର ସଦା ସର୍ବଦା ଥାଉ ❤❤❤❤❤
@lovestoryforu9
@lovestoryforu9 4 часа назад
ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤ ଜୟ ଜଗନ୍ନାଥ ❤❤❤❤
@manoramanayak8419
@manoramanayak8419 6 часов назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ସଂସାର ମଙ୍ଗଳ ମୟ ହେଉ
@somanathdas686
@somanathdas686 3 часа назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕🙏🙏🙏
@Kanhu479
@Kanhu479 6 часов назад
ହେ ଜଗନ୍ନାଥ ମୁଁ ଯୋଉଦିନ ମୋ ଫୁଲେଇ bayani❤️କୁ ସାଥିରେ ନେଇ ପୁରୀ ଯିବି 🙏ସେହିଦିନ ମୋ ସୁନ୍ଦରୀ bayani❤️ର ମଙ୍ଗଳ ପାଇଁ ମୋ ଫୁଲେଇ bayani❤️ନାମରେ ବାନା ବାନ୍ଧିବି 🙏ହେ ଜଗନ୍ନାଥ ସେହିଦିନ ଠାରୁ ଆପଣଙ୍କ ଆଶ୍ରିବାଦ ନେଇ ମୁଁ, ମୋ ଫୁଲେଇ bayani❤️ର ହାତ ଅନନ୍ତକୋଟି ଜନ୍ମ ପାଇଁ ଧରିବି 🙏
@sukumarpandesukumarpande8233
@sukumarpandesukumarpande8233 5 часов назад
ଜୟ ଜୟ ଜଗନ୍ନାଥ ପତିତପାବନ. ଭାବ ବିନୋଦିଆ ତୁମେ ଭଗବାନ
@amiyanayak842
@amiyanayak842 4 часа назад
ଓଁ ଶ୍ରୀ ଭଗବତେ ବାସୁଦେବାୟ ନମଃ 🙏🏾🙏🏾
@prasantasahoo8363
@prasantasahoo8363 3 часа назад
ଜୟ ପତିତପାବନ ଙ୍କର ଜୟ 🙏🙏🙏
@auroshreegallery2304
@auroshreegallery2304 2 часа назад
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ❤❤❤ ଜୟ ଶ୍ରୀ ମା ଲୋ ମହାଲକ୍ଷ୍ମୀ ❤❤❤ ମା ଲୋ ବିମଳା ❤❤❤
@RakeshBarik-w8w
@RakeshBarik-w8w 6 часов назад
Jay Jay shree jaganath Jay Jay shree jaganath Jay Jay shree jaganath
@BasantaSahu-et9kc
@BasantaSahu-et9kc 5 часов назад
Om namo Patitapabana Narayananku Nilachakra Dhojanku koti koti pranaam🙏🙏🙏🙏
@SuryaprakashSethy
@SuryaprakashSethy 3 часа назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏🙏❤️🙏❤️🙏❤️🙏❤️🙏❤️
@santidattamohanty7680
@santidattamohanty7680 3 часа назад
ଜୟ ଜଗନ୍ନାଥ ❤❤
@ddvlog7000
@ddvlog7000 5 часов назад
Jai Jai Shree Jagannath
@truptirout736
@truptirout736 3 часа назад
ହେ ନୀଳଚକ୍ର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@ranjanjena4844
@ranjanjena4844 3 часа назад
JayJagannath
@DeepakParida-sj7eo
@DeepakParida-sj7eo 5 часов назад
Jay Jagannath Swami 🙏🙏🙏🙏🙏🌹❤️❤️❤️
@BhabaniMahapatra-x3l
@BhabaniMahapatra-x3l 5 часов назад
JayJogannath
@pinkyswain3122
@pinkyswain3122 2 часа назад
Jai jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺🌹🌹🌹🌹🌹🌹🌹🌹🌹🌹🌹🌺🌺🌺🌺🌺🌺🌺🌺🌺🌺🌹🌹🌹🌹🌹🌹🌹🌹🌹🌺🌺🌺🌹🌹🌹🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🌺🌺
@nagengaria7734
@nagengaria7734 5 часов назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମୋ ଜଗନ୍ନାଥ ⭕❗⭕🙏🙏🙏
@TanayaSahu-c9w
@TanayaSahu-c9w Час назад
Jay sri jagannath
@jharanamohanty4852
@jharanamohanty4852 Час назад
JaiJagannath❤❤❤❤❤❤❤❤❤❤❤❤❤❤❤
@bibekanandamallick8420
@bibekanandamallick8420 4 часа назад
Jai Jagannath Swami ⭕‼️⭕ 💓🙌💓🙌💓🙌💓🙌💓🙌💓
@ranjubalasahoo4097
@ranjubalasahoo4097 Час назад
ଜୟ ଶ୍ରୀ ଜଗନ୍ନାଥ 🙏🌼🙏
@Aloksamal-gj8bs
@Aloksamal-gj8bs 4 часа назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🚩🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏
@dandapaninayak931
@dandapaninayak931 4 часа назад
He Ram ,Krishna, Jaganath ,,He PatiTapabana Thakur,, Mora Koti Pranam Thakur, pranam 🙏🙏
@nirmalbehera949
@nirmalbehera949 4 часа назад
ଜୟ ଜୟ ଜଗନ୍ନାଥ 🙏🙏🙏❤ ହରିବୋଲ
@priyaranjansamal4517
@priyaranjansamal4517 2 часа назад
JAYAAAA VINAYAK JAYAAAA SIARAM JAYAAAA SHREE SHREE SHREE JAGANNATH MAHAPRABHU MAHABAHU SWAMY MAA NARAYANI MAA LAXMI MAA ANNAPURNA JAYAAAA SIARAM JAYAAAA SIARAM JAYAAAA SIARAM JAYAAAA SIARAM 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 PRABHU PURUSHOTTAM MAAA JANAKI 🙏🙏🙏🙏🙏
@ramshankargoswami4299
@ramshankargoswami4299 5 часов назад
Jay Nilachakra
@gitanjalipanigrahi6062
@gitanjalipanigrahi6062 3 часа назад
Jay Jagannath kaliasanta Mahaprabhu krupasindhu dayamayahari Dukhanasa. 🙏🌹🌹🙏🌹🌹🙏🌹🌹🙏
@sganeshbehera3886
@sganeshbehera3886 6 часов назад
Jay Jay Shree Jagannath Mahaprabhu Chakanayana Patitapabana Mahabahu Baliarbhuja Parambrahma Parameshwar Hari Om Hari
@indbap1
@indbap1 5 часов назад
Joi mahaprobhu sri sri jogonnath ji
@SureshMajhi-ow6hw
@SureshMajhi-ow6hw 6 часов назад
Jay Jagannath Swami 🙏🙏🙏
@omprakashpaikaray2319
@omprakashpaikaray2319 5 часов назад
JAY JAGANNATH❤
@praspitabarick3087
@praspitabarick3087 6 часов назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ
@lokeshupadhyay3914
@lokeshupadhyay3914 5 часов назад
Jai ho prabhu 🙏🙏🙏
@nirmalarout728
@nirmalarout728 4 часа назад
Jay Jagannath Swami Nayana Patha Gami Vobo Tume 🙏🌹❤️🪔❤️🌹🙏🦚🕉️
@SK-kl5uj
@SK-kl5uj 5 часов назад
Jai Shree Jagannath 🙏
@pratapkumardaspappu9375
@pratapkumardaspappu9375 6 часов назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ 🙏 ଜୟ ଶ୍ରୀ ପତିତପାବନ 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙌🙏
@laxmannaik2317
@laxmannaik2317 6 часов назад
Jayajagannatha🙏
@laxmipriya4378
@laxmipriya4378 6 часов назад
🌼Jay shree Jagannath 🌼🙏🙏🙏🙏❤️
@kanhaparida4145
@kanhaparida4145 Час назад
Jay jagannath
@parthasarathibarik633
@parthasarathibarik633 2 часа назад
Omm jay shree hari Omm namaha vagabate basu debaya namaha
@sarojsagarsarangi8810
@sarojsagarsarangi8810 6 часов назад
ଜୟ ଜଗନ୍ନାଥ 🙏🙏🙏 ଜୟ ମା ସୁଭଦ୍ରା 🙏🙏🙏 ଜୟ ଶ୍ରୀ ବଳ ଭଦ୍ର 🙏🙏🙏
@skdalai9483
@skdalai9483 2 часа назад
ଜୟ ଜଗନ୍ନାଥ
@pradeepdas8422
@pradeepdas8422 4 часа назад
Jay Jay Jagannath
@Subhranshu100
@Subhranshu100 5 часов назад
Hari Hari bolo manimaa🙏🙏🙏🙏
@yogendrashukla5605
@yogendrashukla5605 5 часов назад
🙏🙏🚩🚩🚩 जय जय भगवान जगन्नाथ स्वामी 🙏🙏🙏🌈🌈🌈💐💐💐💐💐💐🌄🌄🌄🌄🌄
@dipakmuduli8288
@dipakmuduli8288 Час назад
Jay jagnnath 🙏 🙏🙏
@toofansingh2532
@toofansingh2532 4 часа назад
Jai jagannath swami❤❤❤❤
@ranjansahoo6087
@ranjansahoo6087 6 часов назад
Jay jagannath ❤
@sampathsahu4530
@sampathsahu4530 6 часов назад
Hari Hari bol Hari Hari bol Hari Hari bol 🙏❤️
@rabindranathpradhan4378
@rabindranathpradhan4378 5 часов назад
Jay sri jaganath swami Nayana patha gami bhaba tume prabhu 🙏🙏🙏🙏🙏🙏🙏🙏
@chandanprasadsahoo7229
@chandanprasadsahoo7229 6 часов назад
Jay jagannath
@subhasmitabasantia6660
@subhasmitabasantia6660 5 часов назад
Jay Jagannath Swami ❤❤❤
@satyashreenayak3953
@satyashreenayak3953 2 часа назад
Jay Jagnnath Swami ❤❤❤
@rejeshmoharana1561
@rejeshmoharana1561 6 часов назад
Jay Jagannath Swami
@pushpendramishra-yz1nj
@pushpendramishra-yz1nj 4 часа назад
Jai jagannath prabhu ji 🙏🙏
@goutampradhan4035
@goutampradhan4035 6 часов назад
Jai shree jagannath swami ji ki jai
@santanughosh7619
@santanughosh7619 5 часов назад
Joy Jaganath Joy Subhadra Joy Balaram 🙏🙏🙏🙏🙏🙏🙏🙏🙏🙏 Hare Krishna Hare Krishna Krishna Krishna Hare Hare Hare Ram Hare Ram Ram Ram Hare Hare 🙏🙏🙏🙏🙏🙏🙏🙏🙏🙏
@KhageswarbhoiKhageswarbhoi
@KhageswarbhoiKhageswarbhoi 6 часов назад
Jay shree krishna jay shree jagannatha suammi maha pravu rakhya kar mate 🪷🪷🪷🙏🙏🙏
@banasmitanayak5280
@banasmitanayak5280 6 часов назад
ମହାପ୍ରଭୁ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ ❤❤❤🙏🙏🙏🙏🙏
@MANASHKHILAR-k2m
@MANASHKHILAR-k2m 6 часов назад
jay sree jaganatha.mahaprabhu
@vivekanandanayak4367
@vivekanandanayak4367 4 часа назад
Jay jagannath🙏 Jay badathakura🙏 Jay maa subhadra🙏 Jay maa mahalakshmi🙏
@manmathanayak4230
@manmathanayak4230 3 часа назад
Jay Shree Jagannath Swami
@papunkumarpadhy3151
@papunkumarpadhy3151 6 часов назад
🙏 Jai jagannath Prabhu 🙏 Prabhu balbhadra 🙏 Jai maa Lakshmi 🙏 Jai maa subhdara 🙏
@santoshbiswalsanatanbiswal9530
@santoshbiswalsanatanbiswal9530 5 часов назад
Jay Shree Jagannath
@seemadevgan5183
@seemadevgan5183 2 часа назад
Jai shree Jagannath Swami ki.🙏🙏🌹🌹🌹🌹🌹🙏🙏
@ManasDas-rv4mc
@ManasDas-rv4mc 5 часов назад
🔴‼️🔴 Jai shree jagannath 🪔🪔🪔🙏🙏🙏♥️🚩
@kabitapalit4953
@kabitapalit4953 53 минуты назад
Jay jagannath 🙏🙏🙏🙏🙏♥️♥️♥️♥️♥️🌹🌹🌹🌹🌹
@saratchandramala5377
@saratchandramala5377 3 часа назад
Jay shree jagannath 🙏🏻🙏🏻🙏🏻
@BasantaSahu-et9kc
@BasantaSahu-et9kc 5 часов назад
Om namo Mohapravu Dhanya pravu Jagannath🙏 Hari Hari Bola🙏
@user-zy4hy8fq2x
@user-zy4hy8fq2x 3 часа назад
Jay Shree Jagannath Swami Nayan pathagame Bhabatume 🙏🙏🙏🙏🙏🙏🙏🙏🙏
@julybehera1234
@julybehera1234 3 часа назад
Jay Jagannath 🙏🙏🙏🙌🙌🙌🌼🌼🌼🌺🌺🌺🙏🙏🙏
@manojkumardas7553
@manojkumardas7553 5 часов назад
জয় জগন্নাথ
@priyabratamaiiick7145
@priyabratamaiiick7145 3 часа назад
Jay jagannath Prabhu 👏🪔🙌
@user-zy4hy8fq2x
@user-zy4hy8fq2x 3 часа назад
Jay Shree Jagannath Swami Nayan pathagame Bhabatume 🙏🙏🙏🙏🙏🙏🙏
@DILLIPKUMARPRADHAN-mh4cs
@DILLIPKUMARPRADHAN-mh4cs 2 часа назад
Jay Jagannath Prabhu 🌺🌺🌷🌺🌺
@sanjaykumargadnayak243
@sanjaykumargadnayak243 5 часов назад
Jai jagannath❤❤❤
@kulbhushanchawla8752
@kulbhushanchawla8752 4 часа назад
Jai shree hari
@pintupradhan2658
@pintupradhan2658 6 часов назад
ଜୟ ଜଗନ୍ନାଥ 🙏🙏🙏🙏🙏🙏
@rabiparadhan3929
@rabiparadhan3929 5 часов назад
Jay Jagannath swami
@BasantaSahu-et9kc
@BasantaSahu-et9kc 5 часов назад
Hari Hari Bola🙏
@digantajena5177
@digantajena5177 6 часов назад
Hari Hari bol 🚩🪔🚩🚩🌹🌹🛐🌹🌹🌹🛐🛐🚩🛐🛐🛐🚩🚩🌹🌹🛐
@chittaranjanmohapatra8131
@chittaranjanmohapatra8131 6 часов назад
🙏🙏🙏🙏Jai jagannath swami 🙏🙏🙏
@srikhetra6351
@srikhetra6351 2 часа назад
Jay Jagannath🙏🙏🙏
Далее
Распаковка iPhone 16 Pro Max
01:01
Просмотров 883 тыс.
7PM Bulletin || 21st September 2024 || Kanak News
27:56