Тёмный

Janamile Jishu Raja ll Christmas Song ll Subhasish Kumar 

Geet Official
Подписаться 4,8 тыс.
Просмотров 894
50% 1

Welcome To Geet Official RU-vid Channel. Here You'll Find Hindi & Odia Devotional Songs.
Please Like, Share, Subscribe & hit 🔔 button ...
Video Title : Janamile Jishu Raja
Singer : Subhasish Kumar
Music : Subhasish Kumar
Lyric : Rev. Girish Ch. Pradhan
Rhythm : Ghumura Studio
Drums : Dhiraj Sahu
Keyboard: Ramesh ( Remo )
Arranger : Prakash Behera ( Shubu )
Record,Mix & Mastered : Prakash Behera ( Shubu )
Editogifty: Byoms'ClickGlanza
LYRIC
ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
ପାପ ରୁ ଉଦ୍ଧାର କରିବା ପାଇଁ
- Filler Music -
ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
ପାପ ରୁ ଉଦ୍ଧାର କରିବା ପାଇଁ
ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
ଏ ଭବୁ ଉଦ୍ଧାର କରିବା ପାଇଁ
ପାପୀ ତୋ ମୁକତି ଲାଗି ଏଇ ଶୁଭ ବାରତା
ପାପୀ ତୋ ମୁକତି ଲାଗି ଏଇ ଶୁଭ ବାରତା,
ଆଜି ତୋ ଦୁଆରେ ପରିତ୍ରାଣ କରତା,
ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
ପାପ ରୁ ଉଦ୍ଧାର କରିବା ପାଇଁ,
ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
ଏ ଭବୁ ଉଦ୍ଧାର କରିବା ପାଇଁ l
1st Interlude Music
ଏଇ ଦେଖ ଚମକୁଚି ଆଜି ବେଥଲିହିମ
ଶୀତ ଭରା ଏ ରାତି କହେ ଯୀଶୁଙ୍କ ନାମ
- Filler Music -
ଏଇ ଦେଖ ଚମକୁଚି ଆଜି ବେଥଲିହିମ
ଶୀତ ଭରା ଏ ରାତି କହେ ଯୀଶୁଙ୍କ ନାମ
ନାଚି ଉଠେ ଆଜି ଧରା ନାଚେ ବେଥଲିହିମ
ଆସିଲେଣି ପୂର୍ବ ଦେଶୁ ତିନି ପଣ୍ଡିତ ଗଣ
ଚାଲ ସାଥେ ଯିବା ପୂଜି ତାଙ୍କ ଚରଣ
ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
ପାପ ରୁ ଉଦ୍ଧାର କରିବା ପାଇଁ
ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
ଏ ଭବୁ ଉଦ୍ଧାର କରିବା ପାଇଁ l
2nd Interlude Music
ଜଗତେ କ୍ଷଣିକ ଖୁସି ବିଭୋର କରୁଚି
ଅନନ୍ତ ଜୀବନ ତୁମେ ଯୀଶୁ ମୁଁ ଜାଣିଚି
- Filler Music -
ହଁ..ଜଗତେ କ୍ଷଣିକ ଖୁସି ବିଭୋର କରୁଚି
ଅନନ୍ତ ଜୀବନ ତୁମେ ଯୀଶୁ ମୁଁ ଜାଣିଚି
ତୁମେ ପରା ଶାନ୍ତି ଦାତା ତୁମେ ମୁକତି ଦାତା
କୋଣ ଅନୁକୋଣେ ପହଞ୍ଚିବ ଶୁଭ ବାରତା
ଗାଇ ଯିବା ଆମେ ଏଇ ଖୁସି ର ଗାଥା
ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
ପାପ ରୁ ଉଦ୍ଧାର କରିବା ପାଇଁ
ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
ଏ ଭବୁ ଉଦ୍ଧାର କରିବା ପାଇଁ l
- END-
All Copyrights Reserved With -
GEET OFFICIAL PRODUCTION
Cuttack, Odisha, India
Email : prakash.behera.shubu@gmail.com
#christmassongs
#janamilejishuraja
#subhasish
#oriyachristmassong
#christiansongs
#charani
#xmas2023
#hindidevitional
#devotionalsongs
#christiandevotionalsongs
#christiandevotional
#odiabhajan
#sambalpuribhajan
#shubuda
#subu
#bible
#raja
#yeshu
#christiandevotionalsongs
#newchristiansong
#yeshuraja
#sadrisongs
#anuradhapanigrahi
#shasankshekhar
#humansagar
#aseema
#koraputiasong
#mashihisong
odiachristmassong
#badadina
#geetofficial
#gospelsong

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 19   
@anjanananda1471
@anjanananda1471 9 месяцев назад
🎉🎉🎉🎉🎉🎉ବହୁତ ସୁନ୍ଦର
@smitadas5869
@smitadas5869 9 месяцев назад
Wonderful keep it up 🎉🎉🎉🎉🎉🎉🎉
@jasankumarbardhan2630
@jasankumarbardhan2630 9 месяцев назад
Nice
@paschimodalbehera6161
@paschimodalbehera6161 9 месяцев назад
Super cool song God bless you
@prashantbehera6170
@prashantbehera6170 9 месяцев назад
Bhai ready
@timatmajhicreation
@timatmajhicreation 9 месяцев назад
Praise the lord Beautiful song ❤❤
@bikashitsahoo5070
@bikashitsahoo5070 9 месяцев назад
God bless ❤
@sunandansagar9684
@sunandansagar9684 9 месяцев назад
Wonderful Hallelujah 🙌
@stylishpinky_132
@stylishpinky_132 9 месяцев назад
Love this song minde blowing ❤❤
@jeetenkumar-z8k
@jeetenkumar-z8k 9 месяцев назад
ବୋହୁତ୍ bodhiya heichi gito, Sir.
@SaiShreeCreation
@SaiShreeCreation 9 месяцев назад
Nice song
@snmusic7825
@snmusic7825 9 месяцев назад
Wonderful composition, lyrics, arrangement & Singing... All glory to God 🙏
@priyadarshineesahoo4997
@priyadarshineesahoo4997 9 месяцев назад
Congratulations to the whole team for this beautiful song, it's excellent
@swarnasahu9855
@swarnasahu9855 9 месяцев назад
Good after a long time
@Suravimuzik
@Suravimuzik 9 месяцев назад
Nice Congratulations to the Geeta official and team
@subasishmahakul2822
@subasishmahakul2822 9 месяцев назад
Long--Live Geet Official RU-vid Channel.. Dance Pattern Song Christmas Paiin Bahut Sundar Heiichhi.. Subhasish Badhia Gaiichhi 👍👍🎉👌👌❤️❤️❤️❤️❤️
@jeetenkumarmusic
@jeetenkumarmusic 9 месяцев назад
Praise the Lord, Sir.. nice song. MerryChristmas
@debmusic2720
@debmusic2720 9 месяцев назад
Aaahhhh such a treat to soul❤ How heavenly u sound bhai🙌
@g2official439
@g2official439 9 месяцев назад
❤❤❤
Далее
ANAO THARE KRUSHA UPARE II Dibyajit Sabath
4:28
Просмотров 21 тыс.
Ozoda - Lada (Official Music Video)
06:07
Просмотров 4,4 млн
ТАЙНА ТРАВЫ #shorts
00:22
Просмотров 691 тыс.
ସମର୍ପଣ ଗୀତ
5:04
Просмотров 6 тыс.
9 September 2024
4:51
Просмотров 806