Тёмный

Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police 

News18 Odia
Подписаться 4,1 млн
Просмотров 49 тыс.
50% 1

Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police #JanataZindabaad #BharatpurPoliceStation #Bharatpurcase #ArmyVspolice #NewsUpdate #PublicOpinion #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Опубликовано:

 

23 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 390   
@vlogswithpadmini
@vlogswithpadmini 4 часа назад
ଜନସାଧାରଣ ଙ୍କ varosa ତୁଟି ଯାଇଛି ପୋଲିସ ଉପରୁ l ଅଭଯୋଗ କରିବାକୁ ଗଲେ ପଇସା ଦେଲେ ଯାଇକି ଅଭିଯୋଗ ଗ୍ରହଣ କରାହୁଏ l
@deepikamallik3078
@deepikamallik3078 4 часа назад
Kete paisa deiki Abhijit karibaku jaithila
@binta319
@binta319 3 часа назад
Right
@lipun1531
@lipun1531 3 часа назад
Tamathu kete tanka nele??
@vlogswithpadmini
@vlogswithpadmini 2 часа назад
@@lipun1531f l R dele kharchpani dia kuhanti 500 ki 1000 dele jaiki abhijog grahan hue l ଏଇ ଅଳ୍ପ ଦିନ ତଳର କଥା ଭାଇମାନେ ଆମର ଗୋଟେ ପାସପୋର୍ଟ apply କରିଥିଲୁ ପୋଲିସ ଭେରିଫିକେସନ ଲାଗି ବି ସେମାନେ ମାଗିଲେ l କେତେ ଦିନ ଦୌଡ଼ିଲା ପରେ କିଛି ଟଙ୍କା ଗେଂଜିଲେ ଯାଇକି ହୁଏ କାମ l
@girishbhoi9813
@girishbhoi9813 2 часа назад
Paisa magile tame deba loka kharap
@ratiranjanbehera2106
@ratiranjanbehera2106 4 часа назад
ନିଜେ ମୁଖ୍ୟମନ୍ତ୍ରୀ ତ ଖୋଦ୍ ଭିକ୍ଟିମ୍ ଆଉ କଣ ବଡ ଉଦାହରଣ ଦରକାର
@dalumahakud2723
@dalumahakud2723 2 часа назад
ଠିକ କହିଛନ୍ତି 🙏
@suparfonyfamily
@suparfonyfamily 4 часа назад
Police department ର behave 90/ଖରାପ ସେଥି ପାଇଁ ଲୋକେ ଚାହୁଛନ୍ତି ସମସ୍ତ ଙ୍କୁ ନ୍ୟାୟ ମିଳୁ,
@Rseries-93
@Rseries-93 4 часа назад
ଆମକୁ ଆଦର୍ଶ ଥାନା ଦରକାର ନାହିଁ!!ଆମକୁ ଆଦର୍ଶ ବ୍ୟବହାର ଦରକାର!!
@prasantkudas3438
@prasantkudas3438 4 часа назад
ଓଡ଼ିଶା ପୋଲିସ ଲାଞ୍ଚୁଆ ମଦୁଆ ଚୋର ଗାଲୁଆ
@trinathsinghmahapatra5032
@trinathsinghmahapatra5032 5 часов назад
Right madam ଭଲ କଥା କହିଲେ 95%polic ଖରାଵ
@sumantakubehera5135
@sumantakubehera5135 4 часа назад
୯୫ % ପୋଲିସ ଚୋର ଅଭଦ୍ର ମଗିହା
@salbegpradhan4118
@salbegpradhan4118 4 часа назад
ନାଇଁ ଭାଇ 99% maghia ଶସ୍ତା
@girishbhoi9813
@girishbhoi9813 2 часа назад
99% loka bhala,police ku chora kala kie
@munaajitblog8249
@munaajitblog8249 2 часа назад
Right😂
@NiranjanMohanty-z8t
@NiranjanMohanty-z8t 2 часа назад
ତୋ ମା,ଭଉଣୀକୁ କିଏ ଖଟା ଖୁଆଇଛି ?
@salbegpradhan4118
@salbegpradhan4118 Час назад
@@girishbhoi9813 tu
@biswabhusanswain2598
@biswabhusanswain2598 4 часа назад
ପୋଲିସ ନିଜେ ଭାବୁଛି ଥାନା ଆମ ବୋପାର ଆଉ ବ୍ୟବହାର ପୁରା ଖରାପ କଦର୍ଯ୍ୟ , ଝାଙ୍ଗଡ
@lovesongs7640
@lovesongs7640 4 часа назад
ହୋଇରେ ଦୀନକୃଷ୍ଣ କି କାଣ୍ଡ କରିଲୁ ରେ ,ଖାଲି ତୋ କଥା ଚାଲିଛି
@MadhusmitaShaoo-nv9kc
@MadhusmitaShaoo-nv9kc Час назад
😂😂😂
@lalitmohanmohapatra8761
@lalitmohanmohapatra8761 3 часа назад
ସବୁ ପୋଲିସ ଆମେ କହିବା ନି ଖରାପ ।ତଥାପି 99% ପୋଲିସ ଖରାପ । ତାଙ୍କର ଅବସର ପରେ ସେମାନେ ଭଲରେ ରହୁନାହାନ୍ତି । ତାଙ୍କର ପିଲା ମାନେ କେହି ମଣିଷ ହୁଅନ୍ତି ନାହିଁ । ସେମାନେ ବହୁ କଷ୍ଟରେ ମାରନ୍ତି । ଶେଷ ଜୀବନ ବହୁତ କଷ୍ଟରେ କାଟେ ।
@ujjwalkumardas405
@ujjwalkumardas405 2 часа назад
Reality sepain mo maa mote choto thili mana karithile jaha chakri karibu kintu police au advocate hebunahi .semanko atimo jiban bahut kasto re bite
@JyotsnaraniMahunta
@JyotsnaraniMahunta 3 часа назад
ଓଡ଼ିଶା ପୋଲିସ ହାଏ ହାଏ
@sudarsanmaharana230
@sudarsanmaharana230 3 часа назад
ଯାହା ବି ହେଉ ପୋଲିସ କୁ କେହି ବିଶ୍ବାସ କରନ୍ତି ନାହିଁ। ଆମେ ଯେତେ ଅସୁବିଧା ଭୋଗିଲେ, ପୋଲିସ ପାଖକୁ ଯିବାକୁ ସାହସ ନାହିଁ।
@balabhadramahanty5466
@balabhadramahanty5466 4 часа назад
ପୋଲିସ ପ୍ରତି ଜନତାଙ୍କ କେବେ ଭରସା ନଥିଲା କି ଏବେ ନାହିଁ , ଆଦର୍ଶ ଥାନା ଦରକାର ନାହିଁ ଆଦର୍ଶ ଅଧିକାରୀ ଦରକାର।
@anujgogoud2749
@anujgogoud2749 4 часа назад
ଜନତା ଙ୍କ ମତ ଭଗବାନ ଙ୍କ ମତ
@kshirodkumarbehera5105
@kshirodkumarbehera5105 Час назад
ପୋଲିସ ବିଭାଗ ରେ ଯେଉଁ ମାନେ ଚାକିରି ରୁ ଅବସର ପରେ ଯଦି ପଚାରିବେ ସେମାନେ ମଧ୍ୟ କହିବେ ସାଧାରଣ ଲୋକ ଥାନାକୁ ଆସିବାକୁ ଡରୁଛନ୍ତି।
@anandamohakuda4943
@anandamohakuda4943 4 часа назад
Black shirt lady right 👍..,many many thanks 4 opinion
@jaladharjena953
@jaladharjena953 4 часа назад
ଜଣା ପଡୁଛି ପୋଲିସ ବାଲା ଭୁଲ ଜାଗାରେ ହାତ ମାରିଦେଇଛଂତି।
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc 2 часа назад
ସର୍ଭେ ହେଉ ୯୯'/.ପୋଲିସ ଅଫିସର ଦୁର୍ନୀତି ଗ୍ରସ୍ତ ।
@prabhatkumardas8803
@prabhatkumardas8803 4 часа назад
Thank you news18 to arrange this type of public opinion show
@kabirsingh5555
@kabirsingh5555 4 часа назад
I support Indian Army
@aryan7799
@aryan7799 4 часа назад
Indian army mada pi toki saha rati re kana border jauthila...
@salbegpradhan4118
@salbegpradhan4118 4 часа назад
ନୂଆ ସରକାର କୁ ଅନୁରୋଧ odissa ପୋଲିସ ମାନଙ୍କୁ nighty ପିନ୍ଧି ବାକୁ ଦିଆ ଯାଉ
@soumyaranjanmoharana8793
@soumyaranjanmoharana8793 4 часа назад
Matia colour ra nighty au 😢
@HINDUSAMAJ-rv6ng
@HINDUSAMAJ-rv6ng 3 часа назад
ବର୍ଦି ପିନ୍ଧି ଜୋ ଭାବରେ ଆନ୍ଦୋଳନ କରିଛି ପୋଲିସ୍ ଏହା ଓଡିଶା ଶହ ପୁରା ଭାରତ ଦେଶକୁ ଗୋଟିଏ ବିପଦ ସଙ୍କେତ କାହିଁକି ନା ଜଦି ପୋଲିସ୍ ଏ କେଶ୍ ଜିତିବ ତାହେଲେ ପୋଲିସ୍ ର ଅତ୍ୟାଚାର ବଢିବ, ଲାଞ୍ଚ କାରବାର ବଢିବ, ବିନା କାରଣରେ ଲୋକ ହନ୍ତସନ୍ତ ହେବେ ଆହୁରି ଅନେକ କିଛି ଅଘଟଣ ହେବ ଶେଷରେ ଲୋକ ସହି ନପାରି ଆଇନ୍ କୁ ହାତକୁ ନେବ ଜାହା ଫଳରେ ଦେଶରେ ଗୃହ ଯୁଦ୍ଧ ହେବ କାରଣ ଦେଶରେ ଇଂରେଜ ମାନଙ୍କ ବିରୋଧରେ ହେଉ ଅବା ମୁଗଲ ସମ୍ରାଟ ମାନଙ୍କ ବିରୋଧରେ ଜେତେ ସବୁ ସ୍ବାଧୀନତା ସଂଗ୍ରାମ ଦେଶରେ ହୋଇଛି ସବୁ ଓଡିଶା ରୁ ଆରମ୍ଭ ହୋଇଛି ସେଥିପାଇଁ ଏ କେଶ୍ ଜଦି ପୋଲିସ୍ ଜିତିବ ତାହେଲେ ଓଡିଶା ରୁ ହିଁ ଗୃହ ଯୁଦ୍ଧ ଆରମ୍ଭ ହେବ ଜଦି ହାରିବ ତାହେଲେ ପ୍ରକୃତରେ ସ୍ବାଧୀନତା ମିଳିବ
@amrjitbiswal7243
@amrjitbiswal7243 3 часа назад
କ୍ୟାପଟେନ ଓ ତାଙ୍କ ବାନ୍ଧବୀ ସପକ୍ଷରେ ଜନତା
@parameswarpatra3209
@parameswarpatra3209 4 часа назад
Bjd କରିଥିଲା ଆଦର୍ଶ ଥାନା
@littlequeenrakhi
@littlequeenrakhi 4 часа назад
ଜେ ଆର୍ମୀ ବୋଲି ଭାବୁଛି ତାର ଜାଣିବା ଦରକାର୍ je ସେ ଆର୍ମୀ ମେଜର ହୋଇ ବୁଲୁ ନ ଥିଲେ ତେଣୁ କର୍ତ୍ତବ୍ୟ ଅଛି ସେବା ଦବା କଥା
@sudhansusekharpanda2916
@sudhansusekharpanda2916 3 часа назад
On leave re thile sir
@anilbhaiz5209
@anilbhaiz5209 3 часа назад
😂army ku pulici khali copy karipariba...but se kalija aau desha paain guli khaiba kouthu aniba....lancha paisa ru 🤣😂🤣
@HrushikeshTripathi
@HrushikeshTripathi 3 часа назад
25 ବର୍ଷ ହେଲା ପୋଲିସ୍ ମାନଙ୍କର ଏହିପରି କାରନାମା
@arkribikaanant
@arkribikaanant 3 часа назад
ଏବେ ଠୁ ପୋଲିସ ସାବାଡ ହେବାର ଅଛି... ଲୋକଙ୍କୁ ଭଲରେ service ଦେବା shikhantu... Loka ଆଜି police ku ଦେଖିଲେ ଭୟ karuchanti... ସେମାନଂକୁ ଦେଖିଲେ ନିଜକୁ asurakhita mane କରନ୍ତି...
@parameswarpatra3209
@parameswarpatra3209 4 часа назад
Police beimani nirat satya
@sachikantasahoo3390
@sachikantasahoo3390 3 часа назад
ସବୁ ପୋଲିସ ବଦମାସ୍ ଖରାପ ଭ୍ରଷ୍ଟ ଲାଞ୍ଚୁଆ ନୁହଁନ୍ତି , ମାତ୍ର 99.9 % ହେଉଛନ୍ତି ଏଇ ପ୍ରକୃତି ର ଭାରତ ର ପ୍ରତ୍ୟେକ ଲୋକ ପୋଲିସ ଦ୍ୱାରା କମ୍ ବେଶୀ re ପ୍ରଭାବିତ ସେଇମାନେ ହିଁ ପୋଲିସ କୁ ଉଚିତ୍ ଶିକ୍ଷା ଦେବା ପାଇଁ ଚାହାଁନ୍ତି
@ssBiranchi
@ssBiranchi 2 часа назад
ପୋଲିସ କେବଳ ଧନୀ, ଏବଂ ନେତା ମାନଙ୍କ ପାଇଁ ,ଜଣେ ଗରିବ ଲୋକ ପାଇଁ ଥାନାରେ କିଛି ଅଧିକାର ନାହିଁ, କାହିଁକି ମୁଁ କହୁଛି ବିଜେଡି ସାଶନ ରେ , ମୁଁ ଓଦାହରଣ ବିନା କାରଣ ରେ ବଜାର ଭିତରେ ୧୫,୨୦କ୍ୟାମେରା ସାମ୍ନା ରେ ତିନି ଜଣ ହେଇ ମୋ ମୁଁହ ଓଠ ଫାଟି ରକ୍ତ ଝରିଲା ମୁଁହ ଫୁଲିଗଲା ସାଟ ଗଞି ଚିରା ହେଲା ମୁଁ ଥାନା କୁ ଗଲି ଥାନାରେ କହିଲେ ମେଡିକାଲ ରିପୋଟ ଆଣ ଓଠ ପାଟିରେ ଚାରିଟା ଷ୍ଟିଚ ପଡିଲା ହାପ ମଡର କେଶ୍ ଲାଗିଲା ,କିନ୍ତୁ ୨ବର୍ଷ ହେଲା କିଛି ନାହି ଥାନାକୁ ଗଲେ କହିଲେ କୋଟ ଫରୋଆଡ ହେଇଛି , ଏମିତିରେ ଗୋଟେ ସାଧାରଣ ଲୋକ କେତେ ଥାନାକୁ ଜିବ, ତେଣୁ ମୁଁ କହିଲି ସାଧାରଣ ଲୋକ ପାଇଁ ଥାନା ନୁହେଁ,
@dr.purnendutripathy5263
@dr.purnendutripathy5263 4 часа назад
ଦୁଇ ପ୍ରତିଶତ ପୋଲିସ ଭଲ। ଆନ୍ଧ୍ର ର ପୋଲିସ ଠାରୁ ଏମାନେ ଶିଖିବା କଥା।
@sangrmjenatrucksdrivervlogs
@sangrmjenatrucksdrivervlogs 2 часа назад
ଯେତିକି ସବୁ ପୋଲିସ ଙ୍କୁ ଅର୍ମୀ ଚାକିରି ଦିଆ ଜାଉ ସବୁ ଅର୍ମୀ ବାଲାଙ୍କୁ ପୋଲିସ ଚାକିରି ଦିଆଯାଉ
@dalumahakud2723
@dalumahakud2723 2 часа назад
କେବଳ ୨୦ ପ୍ରତି ସତ ଅଫିସର ହଁ ଠିକ ଅଛନ୍ତି
@rajendrasahu939
@rajendrasahu939 3 часа назад
ପୋଲିସ ବାଲା ଗୁଣ୍ଡା, ଓଡ଼ିଶାର ସବୁ ପୋଲିସ ଷ୍ଟେସନ ଦେଖନ୍ତୁ,
@chintamanimajhi640
@chintamanimajhi640 3 часа назад
ବର୍ଷା ଯୁଆଡେ ଛତା ସେ ଆଡେ ଠିକ୍ ସେମିତି ପୋଲିସ ପ୍ରଶାସନ ଚଲାଇଛନ୍ତି।
@arucharanpradhan5502
@arucharanpradhan5502 3 часа назад
ପୋଲିସ୍ ଚାକିରୀରୁ ଉପୁରି ଅଧିକ ଆଦାୟ ହୁଏ ଏବଂ ଦାମିକା ମାଛ ଖାଇ ପାରିବ।ଏଣୁ କୁହାଯାଏ ମାଛ ଖାଇବ ଇଲିଶ, ଚାକିରୀ କରିବ ପୋଲିସ୍। ସେମାନଙ୍କ ଘରକୁ ବଟି ହିସାବରେ ଇଲିସି ଯାଏ। ପୋଲିସ୍ ମଧ୍ୟରେ ୨୫% ସଚ୍ଚୋଟ।
@pradipray6127
@pradipray6127 2 часа назад
ଜଣେ କେହି ପୋଲିସ ସପକ୍ଷରେ ନ ଥିବେ
@debiprasadbehera9120
@debiprasadbehera9120 4 часа назад
All peoples are loved to Indian army
@aapu_tv
@aapu_tv 4 часа назад
Samaste ଜାଣୁଛନ୍ତି ରେ ବାବୁ ଲୋକ ଭାକୁଆ ନାହାନ୍ତି.. ହେଲେ କଣ କରିବା ଏହି ଅନ୍ୟାୟ କେବେ ଠିକ ହେଇ ପାରିବ.. ମେଡ଼ିଆ ଭାଇ ମାନେ 🙏🙏🙏🙏🙏 please❤️ଏହାକୁ dyana🥰 ଦିଅନ୍ତୁ...
@manojkumarmallick8677
@manojkumarmallick8677 4 часа назад
Odisha police corrupted
@ManojKumarJena-v5j
@ManojKumarJena-v5j Час назад
ପୋଲିସ ଙ୍କ ବିଷୟରେ ଆଲୋଚନା କରୁଛନ୍ତି ଏବଂ ସରକାର ଙ୍କୁ ଜଣାଉଛନ୍ତି । ଆପଣମାନେ ଏତେଶିଘ କ'ଣ ଭୁଲିଗଲେ । କିଛିଦିନ ପୂର୍ବରୁ ଆଜିର ମୁଖ୍ୟ ମନ୍ତ୍ରୀ ଙ୍କୁ ମଧ୍ୟ କି ଭଳି ସମ୍ମାନ ଦିଆଯାଇଥିଲା ତାଙ୍କର ପୋଲିସ ଷ୍ଟେସନ ରେ । ଯଦି ମୁଖ୍ୟମନ୍ତ୍ରୀ କଢାଆଭିମୁଖ୍ୟ ନେବେ ତେବେ ଯାଇ ସୁଧୁରିବ ବୋଲି ଆଶା କରାଯାଇପାରେ।
@manoranjanmullick3487
@manoranjanmullick3487 3 часа назад
No1 ଚୋର ହଉଛନ୍ତି ଓଡିଶା ପୋଲିସ, ମାଘିଆ 🖤
@AntaryamiSamal-nc6uo
@AntaryamiSamal-nc6uo 2 часа назад
ଜନତା କେବ ପୋଲିସ ବାଲାଙ୍କୁ ଭଲ କହିବ ନାହିଁ
@Reenabehera0
@Reenabehera0 4 часа назад
Police station re samasta police kharap nuhanti bhala police achhanti hamare liye Odisha police ar Indian army sab hamare liye respect hai isiliye Jo sahi hai unko justice dijiye proper investigation kijiye aur Sahi Sahi justice dijiye 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@soumyaranjanmoharana8793
@soumyaranjanmoharana8793 4 часа назад
Sirf army ke liye respect , ye ghatia police ko kaun respect karega
@defenceintel
@defenceintel 3 часа назад
କୁକୁର ଲାଞ୍ଜ କେବେ ସିଧା ହେଲାଣି??
@lipun1531
@lipun1531 3 часа назад
​@@soumyaranjanmoharana8793 jadi police hatijiba tu to ghare Rahi paribuni
@sri1047
@sri1047 4 часа назад
We are always with our Indian army.
@lalit98193
@lalit98193 Час назад
ମରିଯିବି ପଛେ ପୋଲିସ କୁ support କରିବିନି
@santoshgouda77
@santoshgouda77 3 часа назад
FIR ଲେଖିଲେନି କାହିଁକି ସେଥିପାଇଁ ସେ ଝିଅଟି ସେମିତି କହୁଚି l ସେ ଗୋଟେ ସାଧାରଣ ଲୋକ ନୁହେଁ ଯେ ଗୋଡ ହାତ ଧରିକି ପୋଲିସ କୁ କହିବା ମୋ fir ଟା ଲେଖିବାକୁ ଯେତେ ବେଳେ ବାରମ୍ବାର କହିବା ପରେ ବି Fír ଲେଖିଲେଣି ତାପରେ ସେ ଏମିତି କହିଲେ ଯେ ହେତୁ ସେ ଓକିଲ ଅଛନ୍ତି ଆଇନ୍ କାନୁନ୍ ଜାଣିଛନ୍ତି l ଭିଡିଓ ରେ ସ୍ପଷ୍ଟ ଜଣା ପଡ଼ୁଛି ପୋଲିସ fír ନ ଲେଖିବାରୁ army officer ଜଣକ fír ଲେଖୁଛନ୍ତି l Police ପ୍ରଥମେ fir ଲେଖିଥନ୍ତl ତା ପରେ investigation ହେଇଥାନ୍ତା l
@bairagibehera6011
@bairagibehera6011 3 часа назад
25 ବର୍ଷ ର ଗୁଲାମୀ ର ପ୍ରମାଣ
@sudarsanmaharana230
@sudarsanmaharana230 3 часа назад
ପୋଲିସ law and order କୁ ନେଇ ଦୁର୍ନୀତି କରୁଛି।
@managobindakanhar
@managobindakanhar 2 часа назад
ପୋଲିସ୍ କଉଠି ସୃଷ୍ଟି ପୋଲିସ୍ ବିଭାଗ ବନ୍ଦ କରି ଜନତା ବିଭାଗ ତିଆରି କର ସବୁ ଠିକ୍ ହେବ
@jayantidhrua9738
@jayantidhrua9738 2 часа назад
Right
@susamadash3483
@susamadash3483 4 часа назад
ପୋଲିସ୍ ବ୍ରିଟିଶ୍ ଶାସନଠାରୁ ବଳେ।ଲାଞ୍ଚଖାଇବା ତାଙ୍କ Duty.FIR change kari complainantku accused sajeidie.
@MamataBagha-nx5ki
@MamataBagha-nx5ki 3 часа назад
Right madam kahile
@pitambarsingh7904
@pitambarsingh7904 Час назад
ଜନତା ପୀଡ଼ିତାଙ୍କ ସପକ୍ଷରେ ମତାମତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଅନ୍ତୁ ନ୍ୟାୟ ପ୍ରଦାନ କରନ୍ତୁ
@m.santoshkumar2504
@m.santoshkumar2504 4 часа назад
ହଇରେ ଦୀନକୃଷ୍ଣ। ଵାପା ମାଆ କେତେ ଆଶାରେ ଏଭଳି ନା ଦେଇଥିଲେ। ଶେଷରେ ଏଇଆ କରିବା ପାଇଁ??? ପୂରା ଵିଭାଗକୁ ବଦନାମ କରିଦେଲୁ?? ଚାକିରି କଲାବେଳେ ଯଦି ଟିକିଏ ଭଗବତ୍ ଗୀତା ପଢିଥାନ୍ତୁ, ତାହେଲେ ଭଗବାନ ଶ୍ରୀକୃଷ୍ଣ ସଦଵୁଦ୍ଧୀ ଦେଇଥାନ୍ତେ। ହଉ।ଏ ଘଟଣା ଦେଖି ସୁଧୁରିଲା ଵାଲା ସୁଧୁରିଯିବେ। ନହେଲେ ଶ୍ରୀକୃଷ୍ଣ ଭଲରେ ଦେଵେ। ଜୟ ଜଗନ୍ନାଥ।
@abhinnakumarsahoo3384
@abhinnakumarsahoo3384 4 часа назад
Ki byabastha je emane sarakaaranku bi dhamakaileni !!!Yanka parimaana odishare bahut adhika helani .Emane court kacheri CM sarakara uppare satejepari.!!!
@vikramkumar...2265
@vikramkumar...2265 3 часа назад
Thanks to news 18🎉🎉🎉
@gaganbiharimahanta4951
@gaganbiharimahanta4951 2 часа назад
All the people of Odisha support Indian army mostly.
@ଜୟଜଗନ୍ନାଥ-ଠ8ଡ
ଏଠି ଭୁଲ ନିଶାଡୀ ଝିଅ ର.... ପୋଲିସ ଖରାପ ଏହା ମିଥ୍ୟା ନୁହଁ କିନ୍ତୁ ଏ case ରେ ସେ ଝିଅ ର ସବୁ ଭୁଲ
@abhinnakumarsahoo3384
@abhinnakumarsahoo3384 4 часа назад
Emananku kebala janata sajadi debe
@alokmangaraj8308
@alokmangaraj8308 2 часа назад
ଆମର ଗୋରୁ ମାତା କଥା ଉଠାନ୍ତୁ ଅପହରଣ ହତ୍ୟା ହୁଉଛୀ ଏଥୀରେ ପୋଲିସ ଵାଲା ହାତ ଅଛି
@mihirranjansahu6190
@mihirranjansahu6190 2 часа назад
Police feedback survey required ,with indipendent agency
@jayanarayanmohapatra263
@jayanarayanmohapatra263 46 минут назад
ଥାନାକୁ ଗଲେ ନ୍ୟାୟ ମିଳୁ ନାହିଁ। ଗାଳି, ମାଡ଼, ଗୋଇଠା। କୁହାଯାଏ ପୋଲିସ ଆପଣ ମାନଙ୍କର ବନ୍ଧୁ। ସେଠି ଲେଖା ଯିବା କଥା ପୋଲିସ ଆପଣ ମାନଙ୍କର ଶତ୍ରୁ।
@ajitakar4373
@ajitakar4373 Час назад
Army department zindabad ❤❤❤❤❤🇮🇳🌹🌹🌹🌹🌹🙏🙏🙏🙏🙏✌️✌️👌👌
@amulyakumardas3
@amulyakumardas3 4 часа назад
Police ku upajukta. Danda milu
@likunsahu3457
@likunsahu3457 4 часа назад
ବିଜେଡି ଵାଲା ଯେମିତି କୋଢ଼ିଆ ଥିଲେ,, ସେମାନେ ବି ସମସ୍ତଙ୍କୁ ସମାନ ଢାଞ୍ଚା ରେ ପକେଇ ଦେଇଛନ୍ତି 24 ବର୍ଷ ଭିତରେ.
@HareKrushna-f3d
@HareKrushna-f3d 2 часа назад
ନା ଭରତ ପୁର ବିଷରେ ଭରପୁର ଭରତଙ୍କ କେଉଁ ଗୁଣକୁ ସରି ଆଦର୍ଶ ଥାନା ଏ ଓଡିଶା ରାଇଜେ ସାରା ଭାରତ ଟା ପଡୁଛି ହୁରି । ବେଇମାନ ଦଳେ କଳେ ବଳେ ରହି ଲୋକଙ୍କୁ କିପରି ପଶୁ ପଋକା ବାଦ ପଡିଲେନି କର୍ନେଲ ସାହେବ ତାଙ୍କ ଠି ବି ଦେଲେ ବିଧା ଗୋଇଠା । ସେ ଯେଉଁ ପୋଲିସ ବାବୁ ତାଙ୍କ ନାମରେ କେତେ ଜେ ମାମଲା କେ କରିଛି ଥାନା ବାବୁ ? ଅତି ଶିଘ୍ର ତାଙ୍କୁ ଘରକୁ ପଠାଅ ଗାଁ ଘରେ ରହି ପଡ଼ୁ ଖବର ଯୋଗ୍ୟ ନୁହେଁ ସିଏ ଥାନ ପତି ପାଇଁ ଏ ପରି ଲୋକ ପାଇଁ ପୋଲିସ ଚୋର ।
@SurendraMohanty-w5f
@SurendraMohanty-w5f 4 часа назад
100 ru 100 right
@laxmidharadalai3019
@laxmidharadalai3019 4 часа назад
Government should take zero tolerance against police.
@Mr.behera-uu8it
@Mr.behera-uu8it 3 часа назад
Indian army i❤you
@dr.rangadharkar5314
@dr.rangadharkar5314 4 часа назад
The public will support the public ,not the unjust & corrupt police !
@KrishnaDas-w2u1c
@KrishnaDas-w2u1c 4 часа назад
କାହାକୁ ନ୍ୟାୟ ମିଳିଛି କି? ପୋଲିସ ଦ୍ୱାରା 100% କାହାକୁ ମିଳେନି ନ୍ୟାୟ ଏଠି...
@lalitmohanmohapatra8761
@lalitmohanmohapatra8761 3 часа назад
ବାପାମାଙ୍କ ସମ୍ପତିରେ ବାପାମାଙ୍କ ଅନ୍ତେ ଯେମିତି ତାଙ୍କର ପିଲାମାଙ୍କର୍ ଭାଗ ଥାଏ , ତାହାହେଲେ ଯେଉଁ ବାପାମାଅ ଏଭଳି କୁକର୍ମ କରୁଛନ୍ତି । ସେଥିରେ କଣ ପିଲାମାନଙ୍କାର୍ କଣ ଭଗନଥଏ ? ସେଥିଜୋଙ୍ଗୁ ଦେଖିବେ ତାଙ୍କ ପିଲା ମଣିଷ ହୁଅନ୍ତିନି । ସେ ସମସ୍ତଙ୍କ ଠାରୁ ଖାଇବେ କାହାକୁ ଦିଅନ୍ତିନି । 99%ଖରପ ।
@PramodKumar-iw8ys
@PramodKumar-iw8ys 3 часа назад
Tome kichhi kariparibani. Kichhi dina pare sabukichhi semiti heba jemiti agaru.
@basantasenapati9462
@basantasenapati9462 5 часов назад
❤ Rite news
@trilochanswain3201
@trilochanswain3201 3 часа назад
ଅଯୋଗ୍ୟ ଏଇଥି ପାଇଁ ଜେ ଅଧିକାଂଶ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଇ ଚାକିରୀ କରିଛନ୍ତି .
@rajaashoksamrat417
@rajaashoksamrat417 2 часа назад
ଆମର ଆଦର୍ଶ ସମ୍ବିଧାନ ବାଦି,ଅପିଶର ଆଉ ନେତା ପଲିଶି ଦର୍କାରେ
@a.r.sgamer4051
@a.r.sgamer4051 2 часа назад
ଥାନାରେ ଅଭିଯକ୍ର/ଅଭିଯୋଗକାରୀ ଦୁଇ ଜଣ ଲାଞ୍ଚ ଦିଅନ୍ତି।
@amrjitbiswal7243
@amrjitbiswal7243 3 часа назад
ପୋଲିସ ମାନେ କୁତା ନିଜ ଟଙ୍କା ରେ କିଛି କିଣି ଖାଇବେନି ଜନତା ଟଙ୍କା ଲୁଟିବେ
@user-qx7xy7sl1q
@user-qx7xy7sl1q 4 часа назад
Polish training centre ra asavya vassare gali gujab traning diajai ki ?? Jadi diajuachi. Taha band hebakatha
@DinabandhuNaik-yw1xs
@DinabandhuNaik-yw1xs 2 часа назад
ପୋଲିସ ଶବ୍ଦ ବ୍ରିଟିସ ଶାସନର ଏହାକୁ ଅମୂଲ ଚୂଳ ପରିବର୍ତ୍ତନ ଦରକାର
@ManojSahoo-i5q
@ManojSahoo-i5q 4 часа назад
Right
@JayantkumarSethi
@JayantkumarSethi 3 часа назад
ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ 😂😂😂. କେତେଟା ପୋଲିସ କଥା କହିବା ଓଡ଼ିଶା ସାରା ପୋଲିସ ତ ଦୁର୍ନୀତି ଖୋର୍ ଲାଞ୍ଚୂଆ । ଜଣେ ସାଧାରଣ ଲୋକ ଥାନାକୁ ଗଲେ କେତେ ନୀତି ନିୟମ କଥା କହି ଅଭିଯୋଗ ରଖିବେ ନାହି କିନ୍ତୁ ଯଦି କେହି ନେତା ଙ୍କ ଲୋକ କିମ୍ବା ଧନୀ ଲୋକ ଗଲା ସଙ୍ଗେ ସଙ୍ଗେ fir register ହୋଇଯିବ । ପୋଲିସ ବିଭାଗ ରେ ମୂଳରୁ ସଂଶୋଧନ ଆବଶ୍ୟକ ।
@rajaashoksamrat417
@rajaashoksamrat417 Час назад
ଜିଏ କହୁଛନ୍ତି ଏଇ ପଣ୍ଡା ମିଶ୍ର ପୋଲିଶି ଭଲ ବୋଲି,ଶିଏ କଣ୍ ଖରାପ୍ ପୋଲିସି ବିରୋଧରେ କେବେ ଶୋର ଉଠାଇ ଛନ୍ତି, ସବୁ ବେଳେ ଥାନାକୁ କିଏ ଜାଆନ୍ତି,ପେଶାଦାର ଚୋର ଡକାୟତ ନିଶା ବେପାରି,ଚୋରା କାରବାର କରୁଥୀବା ଲୋକ,ତାଙ୍କର ଜୋଉ ପୋଲିଶି ଭାଗିଦାର ଥୀବେ ସିଏ ଜିବେ,ଲାଞ୍ଚ ଦେଇ ପେପାର ଚଲେଇବ
@Ryan023abc
@Ryan023abc 4 часа назад
ୟେ ଗୋଟିଏ ଠକ ରିପୋର୍ଟର ସରକାରଙ୍କୁ ସୁହାଇଲା ଭଲି ନିଉଜ ଦେଖାଇବ ମୁଁ ନିଜ ଅନୁଭଵରୁ କହୁଛି ,ଆଉ ଆପଣ କହିଥିବା କଥାକୁ କଟକରି ଦେଖାଇଵ ,ଗତ ଇଲେକ ସନ ସମୟରୁ ଏହାକୁ ମୁଁ ଜାଣିଛି
@santoshkumarpatra1870
@santoshkumarpatra1870 4 часа назад
People are giving their own opinion in the democratic country
@basantibalapanigrahi5289
@basantibalapanigrahi5289 2 часа назад
Nice statement
@sarojmahanta6926
@sarojmahanta6926 3 часа назад
Right 👍
@Ranjitasahoo-c4k
@Ranjitasahoo-c4k 3 часа назад
Odisha Police ku Mohan babu kathora danda diantu .
@rajendramohanty9940
@rajendramohanty9940 4 часа назад
Petua police ku 1600 m running karantu sir
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc 2 часа назад
ଯୋଗ୍ୟ ପୋଲିସ ଅଫିସର ତାର ବସ ଯଦି ପାଇସଚାହ୍ନେ ତେବେ ତାର ଅଧୀନରେ ଥିବା କର୍ମଚାରୀ ବେନିୟମ ହିସାବରେ ଲୋକଙ୍କ ଠାରୁ b UI b k
@bhimarana8956
@bhimarana8956 51 минуту назад
ସବୁ ଆଡ଼େ ଆଦର୍ଶ ପୋଲିସ ଦରକାର
@Official_B.kanhar7289
@Official_B.kanhar7289 4 часа назад
ହାଣ୍ଡି ରେ ଗୋଟିଏ ଚାଉଳ ଚିପୁଡ଼ିଲେ ଜଣାପଡ଼ିବ, ହାଣ୍ଡି ର ଅଳ୍ପ ଚାଉଳ ପୁଡ଼ିଲେ ହାଣ୍ଡି ର ଚାଉଳ ଖରାପ ହୋଇଯିବ ।
@bishnuprasadpradhan9749
@bishnuprasadpradhan9749 4 часа назад
Magia army ful phase re pasinii jete bele pasibe e polish nka gandi fati jiba
@hariharamahanta375
@hariharamahanta375 3 часа назад
ଆରେ ଭାଈ ଲୋକ ମାନଙ୍କୁ ଅନୁରୋଧ ସେଇ ଆଖ ପାଖ ଲୋକ ଏ ବଂ ସେଇ କିଛି ଦିନ ପୂର୍ବ ରୁ ସେଇ ଥାନା କୁ ଯାଇ ଛନ୍ତି ସେମାନେ ତ ଜାଣି ଥିବେ ସେ ଥାନାରେ cc tv ଥିଲା କି ନାହିଁ ତା ପରେ ସେଇ ଥାନା ର ସବୁ ଷ୍ଟା ପ୍ କୁ ଚାକିରି ରୁ ବାହାର କରା ଯାଉ ଖାଲି cctv ର ପ୍ରମାଣ ଦରକାର
@bijayanandapanda8816
@bijayanandapanda8816 2 часа назад
Aparajita madam ବିନା ଏ ସବୁ ବେକାର ପ୍ରୟାସ
@snehalatasi1726
@snehalatasi1726 2 часа назад
I am supporting the Indian Army and ashamed of the police officers who went for a strike against the suspension of IIC Dinakrushna Mishra...
@laxmidharadalai3019
@laxmidharadalai3019 4 часа назад
Police must change their attitude.
@sissis8654
@sissis8654 3 часа назад
ବାଳୁଙ୍ଗା ବଛା ହେଇ, ତାହାହେଲେ ଫସଲ,ଭଲହେଵ
@AJ.....440
@AJ.....440 Час назад
First mohila support re thilu but viral video dekhila pare 50 50
@user-qx7xy7sl1q
@user-qx7xy7sl1q 4 часа назад
Thana ku jibaku hela gate re entry fee debaku pade pare IIC dekhakarihua
Далее
Eco-hero strikes again! ♻️ DIY king 💪🏻
00:48
Распаковка #MonsterHigh Potions №5
00:55
Просмотров 172 тыс.
БЕЛКА РОЖАЕТ#cat
00:19
Просмотров 917 тыс.
Eco-hero strikes again! ♻️ DIY king 💪🏻
00:48