Тёмный

Janata Zindabad News Live: DJ ବ୍ୟାନ, ଜୀବନ ନା ଜୀବିକା ବଡ଼ ?ଜନତା ଜିନ୍ଦାବାଦ ମଞ୍ଚରେ ବଡ଼ ବିତର୍କ Odia News 

News18 Odia
Подписаться 4 млн
Просмотров 64 тыс.
50% 1

Janata Zindabad News Live: DJ ବ୍ୟାନ, ଜୀବନ ନା ଜୀବିକା ବଡ଼ ?ଜନତା ଜିନ୍ଦାବାଦ ମଞ୍ଚରେ ବଡ଼ ବିତର୍କ Odia News #djban #mohanmajhi #naveenpatnaik #bjdvsbjp #narendramodi #odishacm #newcm #dharmendrapradhan #naveenpatnaik #Vigilanceraidinodisha #Bigbreakingnews #bartamanrabadakhabar #weatherupdate
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
Subscribe now and turn on notifications to stay connected with News18 Odia and stay ahead of the curve with our comprehensive news coverage. Stay informed, stay engaged, and stay connected with News18 Odia on RU-vid.
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 409   
@rudrakumar8024
@rudrakumar8024 26 дней назад
DJ କୁ କଉ ମାନେ ଭଲ ପାଉଛନ୍ତି। like kara❤
@DJ_BABU_ULTRA
@DJ_BABU_ULTRA 26 дней назад
Sound mo ଜୀବନ କହିଲେ ଚଳେ love you my dj setup ❤
@JagadaNayak
@JagadaNayak 24 дня назад
I love Dj
@Diamond.supar.
@Diamond.supar. 22 дня назад
ନାଁ ବାଳ ନାଁ ଆମର dj ଦରକାର ନାହିଁ
@Maxx_18
@Maxx_18 8 дней назад
I lov dj❤
@bsahoo7190
@bsahoo7190 27 дней назад
ମୋ ଜାଣିବାରେ ଭୁବନେଶ୍ୱର ରେ ସବୁଠାରୁ କମ ସାଉଣ୍ଡ ବାଜୁଛି
@Cricket_lover_96683
@Cricket_lover_96683 26 дней назад
Hmm
@Cricket_lover_96683
@Cricket_lover_96683 26 дней назад
Ama saheed Nagar re 65 decimal ru bi kom bajuchi
@babluup8699
@babluup8699 24 дня назад
2box re pogram hauchi
@bajirout2708
@bajirout2708 24 дня назад
Right
@manasranjansahu4729
@manasranjansahu4729 22 дня назад
ବନ୍ଦ ହେବା ଜରୁରୀ ନୁହେଁ, କିନ୍ତୁ ୬୫ ଡିଵି ରେ ଵଜେଇଵା ଆବଶ୍ୟକ,, ଯେଉଁ ମାଲିକ ଏହାକୁ ଅମାନ୍ୟ କରୁଛନ୍ତି ସେହି ସାଉଣ୍ଡକୁ ବ୍ୟାନ୍ କରାଯାଉ
@nareshkumarjena5995
@nareshkumarjena5995 26 дней назад
Dj owner bhai mananka pain gote gote like hou
@KaberiDash
@KaberiDash 26 дней назад
DJ ବନ୍ଦ୍ ନ ହେଉ DJ ନାହିତ ଲୋକ ସଭା ନାହି DJ ବାଜୁ ନିୟମ ରେ ବାଜୁ
@Onlyvibrationdj
@Onlyvibrationdj 26 дней назад
ଟ୍ରେନ , ଘଡଘଡି ବନ୍ଦ କର ଭାଇ 😮😮😮😮😮
@shrikantadas7745
@shrikantadas7745 26 дней назад
😂
@Djsunil-y1v
@Djsunil-y1v 26 дней назад
Right
@jitendrasasmal2158
@jitendrasasmal2158 26 дней назад
😂
@subashchandradas1638
@subashchandradas1638 19 дней назад
ଜୀବିକା ବଦଳି ପାରିବ କିନ୍ତୁ ଜୀବନ ମିଳିବନି ଏଣୁ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଶାସନ ର ପଦକ୍ଷେପ ଠିକ୍।
@Onlyvibrationdj
@Onlyvibrationdj 26 дней назад
ଭାଇ ଲୋ ମୋ ମାଉସୀ ମାନେ ଆଉ ଭଉଣୀ ମାନେ ଏବଂ ଉପରିସ୍ତ ଅଧିକାରୀ ମାନେ ଘଡ଼ ଘଡି ଟା ପ୍ରଥମେ ବନ୍ଦ କରନ୍ତୁ । Ashok lelyand ଗାଡି ରାସ୍ତା ରେ ଯାଉଛି କେତେ ଜୋର ସାଉଣ୍ଡ ହଉଛି ଆଉ 3 କିଲୋମିଟର ଶୁଭୁଛି ତାକୁ ବନ୍ଦ କର ଗାଡି । ସବୁଠୁ ବଡ଼ କଥା ଟ୍ରେନ ବନ୍ଦ କର ସେ 10 କିଲୋମିଟର ଶୁଭୁଛି । 😮😮😮
@AnilKumarNayak-fi9gi
@AnilKumarNayak-fi9gi 26 дней назад
Ashok Leyland ଗାଡ଼ି ସାଉଣ୍ଡ 10km ଦୂରକୁ ଶୁଭୁଚି 😂 ଭାଈ ତମରି ଭଳିଆ ମୂର୍ଖ ଚିନ୍ତା ଧାରା ଯୋଗୁ dj ସାଉଣ୍ଡ ରେ ଲୋକଙ୍କ ଛାତି ପେନ୍ ହଉଛି
@Onlyvibrationdj
@Onlyvibrationdj 26 дней назад
@@AnilKumarNayak-fi9gi 10km subhuni jodi କାନ ରେ କିରୋସିନ ପକାଇଲେ ଭଲ ହବ
@GyanaranjanSitha
@GyanaranjanSitha 26 дней назад
​@@AnilKumarNayak-fi9gi tume kana kama karucha tame kaama chadi ghare basi pade
@subratpradhan1570
@subratpradhan1570 24 дня назад
​@@AnilKumarNayak-fi9gi lightning heuchi jau😂
@meyoutube2
@meyoutube2 22 дня назад
@@Onlyvibrationdj are murkha choda hanu chua ghadaghadi heba ta prakrutika au dj bajeiba ta manishakruta Au rahila train sound katha train ta per hour 100 speed re cross kari palaye au dj gadi 1 ghanta khali gote jaga re rahi gota bajaye au ashok leyland katha jau kahuchu khola jaga re gadi ra sound adhika subhiba au traffic area re sound subhibani
@SatyajeetpothalBanty
@SatyajeetpothalBanty 24 дня назад
ବାଳ ଯାହାର ଅସୁବିଧା ହଉଚି ସେ ଦେଖିବାକୁ କଣ ପାଇଁ ଯାଉଛି
@sanjayakumarsahoo3531
@sanjayakumarsahoo3531 6 дней назад
To bou
@TheMrsukanta
@TheMrsukanta 20 дней назад
DJ ବାଜୁ କିନ୍ତୁ ଯୋଉମନେ ଜୋରରେ ବଜାଉଛନ୍ତି ତାଙ୍କ ନାମରେ କେସ କରାଯାଉ
@spcreation6501
@spcreation6501 25 дней назад
ଖାଲି dj ବଜେଇଲେ ଲୋକ ମରୁଛନ୍ତି ଆଉ ମଦ ପି ଲେ ଠିକ୍ ଅଛି ମଦ ବନ୍ଦ୍ କରି ପାରୁନା ଖାଲି dj ବନ୍ଦ୍ କଥା କହୁଛ ଯୋଉ ମାଉସୀ dj ବନ୍ଦ୍ କଥା କହିଲେ ତାଙ୍କ ସ୍ଵାମୀ ମଦ ପିଉନି ସେଟା କୁ ବନ୍ଦ୍ କରିବାକୁ କହୁନାହାନ୍ତି
@BISWALNETWORK
@BISWALNETWORK 26 дней назад
DJ ବାଜିବ, କୋଉ ଶଶୁର ପୁଅ ବନ୍ଦ କରି ପାରିବ ନାହିଁ।
@BhaktaRam-yv4ct
@BhaktaRam-yv4ct 21 день назад
Right
@DYNAMIC.DJ.FAMILY
@DYNAMIC.DJ.FAMILY 27 дней назад
Bhai jau kahile mobail band karidaba daraka you are right 👍
@MukundaShoo
@MukundaShoo 20 дней назад
DJ ସାଉଣ୍ଡ ବାଜୁ କିନ୍ତୁ, ବରଯାତ୍ରୀ ନ ରହନ୍ତୁ।
@allinonecreator5148
@allinonecreator5148 25 дней назад
Jagadish bhai pura ready ❤
@Sunildas-zm6zh
@Sunildas-zm6zh 26 дней назад
ଭାଇ ମୁଁ ଡିଜେ ରେ 15 ହଜାରେ ପାଉଛି ଆଉ ସେଥିରେ ମୋ 7 ପରିବାର ଚୋଳୁଛି ପ୍ଲିଜ଼ ଡିଜେ କୁ ବନ୍ଦ କରନି ସାଉଣ୍ଡ କମ କରି ବାଜିବା ଦର୍କାର...
@Sjremix722
@Sjremix722 24 дня назад
ଯାହା ବନ୍ଦ କରିବା କଥା ସେଟା କରି ପାରିବେନି ଖାଲି ଗୋଟେ ପାଇ ଛନ୍ତି dj ବନ୍ଦ କରିଦବୁ
@Su_takeshi
@Su_takeshi 22 дня назад
ଆରେ ହଁ ଭାଇ alcohol ta ban kariparileni au khali footani dj upare didi nka
@krishnadj5985
@krishnadj5985 26 дней назад
ଭାଇ dj କଣ ପାଇଁ ବନ୍ଦ ହବ ଓଃ dj କୁ ବନ୍ଦ କରିବାପାଇଁ ପ୍ରଶାସନ ଜୋର୍ ସୋର୍ ଲାଗିଛି କାଇ କାଇଁ ମଦ କୁ ବନ୍ଦ କରିବାପାଇଁ ପ୍ରଶାସନ ଜୋର୍ ସୋର୍ କିଛି କାଇ କରୁନି ଏତେ ଲୋକ ମରୁଛନ୍ତି
@debasismahalik9252
@debasismahalik9252 26 дней назад
Hmm Bhai but mada ku eia maaghia band karibeni nehal election time re neta matri mane jitibe kemiti 😅
@pinkubariky1839
@pinkubariky1839 27 дней назад
Jou manankara hart rogi achhanti semane kan pain sound pakhaku asuchanti
@manasranjanmohanty3270
@manasranjanmohanty3270 13 дней назад
ବାଳ ସାଓଉଣ୍ଡ ବନ୍ଦ ହେଲେ ଭଲ ଯାହା ହେଇଛି ବହୁତ ଭଲ ହେଡଚି
@speditz6669
@speditz6669 16 дней назад
ପ୍ରଚାର ସମୟ ରେ ସରକାର dj କଣ ପାଇ ବୁଲୁଥିଲେ
@i_im_kartik
@i_im_kartik 24 дня назад
Dj bajiba darakara dj ama jibana ❤❤❤❤
@kabodas
@kabodas 20 дней назад
Hmm
@BasudabRout-c2u
@BasudabRout-c2u 24 дня назад
ଡିଜେ ବନ୍ଦ. ହେଉ
@sridharmurmu7568
@sridharmurmu7568 22 дня назад
ପ୍ରଥମେ ମଦକୁ ବନ୍ଦ କର । ଓଡିଶା ରେ ମଦ ବେଶୀ ପ୍ରଭାବ କରୁଛି ନା dj ବେଶୀ ପ୍ରଭାବ କରୁଛି ? 😅 ନିଜକୁ ପଚାର ?
@saumyask9434
@saumyask9434 24 дня назад
ତମେ mg କେତେଟା ଡିଜେ ବନ୍ଦ କରିବାକୁ ଚାଁହୁଚ ତମ ବୋଉ ବିଆରେ sound ଗଳି ଯାଉଚି ନା vibration ରେ ତମ ମାଈପ ଦୁଧ ଥରିଯାଉଛି
@speedvirus5038
@speedvirus5038 27 дней назад
Sabu limited re hi chaluchhi
@shortswithadr3182
@shortswithadr3182 2 дня назад
ଭାଇ ସତ ଭୁବନେଶ୍ୱର ରେ ଏତେ ଜୋର୍ ରେ ବଜୁନି । ମୋ ଘର ଡେଲାଙ୍ଗ ଏଥି ପିପିଲି ଭଦ୍ରକ ,ଅନୁଗୁଳ ର Dj ଆସେ ଆମର ୨୦ base boster ଲଗେଇକି ଯାଉ ଚନ୍ତି । ହେଲେ ଭୁବନେଶ୍ୱର ରେ dj ଯୋରେ ବାଜୁନି।
@binjharpurvlog
@binjharpurvlog 26 дней назад
ଆରେ ଭାଇ ବନ୍ଦ କରିବାର ଅଛି ତ ମଦ କୁ ବିରୋଧ କରିକୀ ବନ୍ଦ୍ କର,
@subhamkingof8122
@subhamkingof8122 26 дней назад
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
@ruturajgarnayak7613
@ruturajgarnayak7613 26 дней назад
Bhai perfect katha kahila
@debasismahalik9252
@debasismahalik9252 26 дней назад
Aare Bhai Bhai seita band hela election jitibe kemiti mantri mane 😅😅
@subhamkingof8122
@subhamkingof8122 26 дней назад
@@debasismahalik9252 right bro
@OdishaVibex
@OdishaVibex 26 дней назад
8/6 Bass 4 Top/Liners Re DJ Chaliba 🎉
@natureplaces4306
@natureplaces4306 26 дней назад
4 bass 4 top
@pinkubariky1839
@pinkubariky1839 27 дней назад
Jou mane dj ku oppose karuchanti semane bodhe baha heiki asinahanti palei asichanti tanka baha ghara re bodhe dj baji nathila
@crazy.television.
@crazy.television. 23 дня назад
ଜଦୀୟ Dj ବନ୍ଦ ହବ ତାହାଲେ ଘଡ ଘଡି କୁ ବି ବନ୍ଦ କର ସେଥିରେ ବି ବହୁତ୍ ଲୋକ ମରିଯାଇଛନ୍ତି
@BhaktaRam-yv4ct
@BhaktaRam-yv4ct 21 день назад
Right
@SunshineNishaStatus
@SunshineNishaStatus 16 дней назад
Dj ban to odisha ban 👿
@basantakumarpanda9022
@basantakumarpanda9022 8 дней назад
ଜଣେ ନିୟମ ମାନିଲେ ଅନ୍ୟମାନେ ମାନୁନାହାନ୍ତି ।
@soubhagyadehury1705
@soubhagyadehury1705 23 дня назад
Right katha bhai
@shortswithadr3182
@shortswithadr3182 2 дня назад
Honestly Bhubaneswar ରେ କମ୍ ବାଜେ । ଗ୍ରାମ ରେ ୨୦୦ DB ରେ ବାଜେ ।
@ArakhitaSamal-t3g
@ArakhitaSamal-t3g 21 день назад
Good mydam❤
@Sjremix722
@Sjremix722 24 дня назад
ସେ ବୁଢ଼ୀ ଲୋକଟା ର dj ଆଗରେ କିଛି ହଉନି ସେ ମାଇକିନା ଟା ର dj ପଶି ଯାଇଛି 😂
@MukundaShoo
@MukundaShoo 20 дней назад
Mukunda Sahoo, ବାଲିପାଟଣା, ନରିଶୋ, ଖୋର୍ଦ୍ଧା, ୫୦ମିଟର ଦୂର ରେ DJ ବାଜିଲେ ଘର ଭିତରେ ଲାଇଟ୍ ହୋଲ୍ଡର ରୁ ହୁଗୁଳୀ ଯାଉଛି ଓ କାନ୍ଥ ରୁ ଘଣ୍ଟା ତଳେ ପଡି ଯାଉଛି,DJ ବନ୍ଦ ସ୍ବାଗତ।
@ChandanRemix-v3
@ChandanRemix-v3 23 дня назад
ମାମ୍ କଥା କହିବା ଶିଖନ୍ତୁ ତା ପରେ news ରେ କହିବେ ଆପଣ ଖାଲି viral ହେବା ପାଇଁ news ଆଗରେ ଆସୁଛନ୍ତି
@ChandanRemix-v3
@ChandanRemix-v3 23 дня назад
ଯଦି DJ ବନ୍ଦ ହେବ ତାହାଲେ ଯେତେ ପ୍ଲାଣ୍ଟ ବନ୍ଦ ହଉ ସେଥିରେ ବି ଲୋକ ମରୁଛନ୍ତି ବେଶି 😢
@nareshsamal8950
@nareshsamal8950 26 дней назад
ଯଦି ବନ୍ଦ କରିବାର ଅଛି ଆଗେ ମଦ ବନ୍ଦ କର ସଫଲ ଗୁଟୁକା ବନ୍ଦ କର
@ArakhitaSamal-t3g
@ArakhitaSamal-t3g 21 день назад
Nijasw byabahara kari pariba very nice ❤
@sushantkumarpradhan5956
@sushantkumarpradhan5956 24 дня назад
ଦିଦି ଟିକେ ଅଧିକ ପଇସା ନେଇଛନ୍ତି
@KrishnaPagal-yg5xl
@KrishnaPagal-yg5xl 16 дней назад
Dj band karani sound tike low kara pache 👍 ok
@Tanmayprofessional
@Tanmayprofessional 24 дня назад
1)ତାହେଲେ mobile phone କୁ ବି ଵନ୍ଦ କରିଦିଆ ଯାଉ mobile ପାଈଁ ତ ଲୋକେ ସୁବିଧା ସହ ଅଧିକ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି 2)ମଦ ଵନ୍ଦ କରାଯାଉ, ଯାହାପାଇଁ ଗୋଟେ ପରିବାର ଛୀନ ଭିନ ହୋଉଛି, ଲୋକ ଗୋଟେ ନିଜ ଆୟତରେ ରହୁ ନାହାନ୍ତି, 3)Rape ଵନ୍ଦ କରାଯାଉ ଆଉ ପୂର୍ବରୁ କଣ ଥିଲା ଏବେ କଣ ଅଛି ଯଦି ଦେଖୁଛ ସବୁ କ୍ଷେତ୍ର କୁ ଦେଖା ଯାଉ! ଗଛ କାଟିବା ଫଳରେ ଯୋଉ ଆଜି ବର୍ଷା ହଉନି ପଶୁ ପକ୍ଷୀ ମାନେ ଗାଁ ରେ ପଶିଲେଣି ତେଣୁ କାଠ କାମ ଵନ୍ଦ କରାଯାଉ, କାଠ ରେ କିଛି ବି କାମ ହବ ନାହିଁ, , ଯଦି ଦେଖୁଛ ସବୁ ଅସୁବିଧା କୁ ଦେଖ ଯାହା ପାଈଁ ଅସୁବିଧା ହୋଉଛି ତାକୁ ଵନ୍ଦ କର, ,ଖାଲି ଡିଜେ କୁ ଵନ୍ଦ କଲେ ହବନି
@rabindrananda943
@rabindrananda943 19 дней назад
D J Should Be Stoped In Every Occasions.
@ArakhitaSamal-t3g
@ArakhitaSamal-t3g 21 день назад
Good good
@Rprasad8144
@Rprasad8144 26 дней назад
ଯଦି dj ବନ୍ଦ୍ କରୁଛ ତାହେଲେ ସେଥିରେ କାମ କରୁଥିବା ଲୋକଙ୍କ ପରିବାରକୁ ରୋଜଗାର ଦିଅ ଓ ତା ସହିତ dj owner ଯାହା ଖର୍ଚ୍ଚ କରିଛନ୍ତି ତା ପଇସା ଦିଅ
@jnanaranjanrout6486
@jnanaranjanrout6486 27 дней назад
Jou police prasasana dj ku ban kariba pain kahuchi semane kn nijara kimba semananka relatives nka marriage ya anya kounasi program re kn neiki jauchhanti dj nauchhanti na kirtan mandali jauchi ...
@ArakhitaSamal-t3g
@ArakhitaSamal-t3g 21 день назад
Pablik re haba katha nuha good nice
@Sanjibmalik-k8s
@Sanjibmalik-k8s 27 дней назад
Election re dj kai bajucha
@Diamond.supar.
@Diamond.supar. 22 дня назад
DJ sound ବନ୍ଦ ହେଲେ ଆମେ ଶାନ୍ତି ରେ ନିଃଶ୍ୱାସ ମାରିବୁ
@rajendrabedanta4405
@rajendrabedanta4405 26 дней назад
ବୁଢ଼ୀ ମା ମର ଭଲ କହିଲା 😂😂🔥🔥🔥🔥🔥 DJ ବାଜିବ
@Officalyoutubramraj
@Officalyoutubramraj 25 дней назад
ମଦ କୁ ଜବଦ କରି ପାରୁନ dj କଣ ବଦ କରିବ
@bhagabatsoren249
@bhagabatsoren249 21 день назад
Dj ବନ୍ଦ କରାଯାଉ ଭୋଲ ହୋବ
@sushantkumarpradhan5956
@sushantkumarpradhan5956 24 дня назад
ହକି କଥା କହିଲେ ମିଡ଼ିଆ ବାବୁ chup
@royalbasudevpurmusic
@royalbasudevpurmusic 25 дней назад
ତମେ ସବୁ west bengal ଜାଓ Dj Mane kn ବୁଝିପାରିବ।😂😂😂
@biswalsaraswati1752
@biswalsaraswati1752 17 дней назад
D.j band hau D.j band hau D. J band hau
@RØÑĀLMØHĀPĀTRĀ
@RØÑĀLMØHĀPĀTRĀ 22 дня назад
ଯଦି ଅନୁମତି ଦଉଛ Pickup ନହେଲେ Tata Ac କୁ ଦିଆଯାଉ.....Eicher ନୁହଁ
@chxdxn
@chxdxn 22 дня назад
Naa tu tekiki Ane pickup darkar nahii
@ranjankumar-cv9zp
@ranjankumar-cv9zp 24 дня назад
ଯିଏ heart patient ଅଛନ୍ତି ତାଙ୍କ ଘର ଆଗରେ ଗୋଟେ board ରେ doctor certificate ମାରିକି ରଖିଲେ DJ Sound କମ କରି ଦିଆଯିବ
@mundafatakalia4780
@mundafatakalia4780 24 дня назад
Dj band karantu nahi pls 😢
@Jashobantamusic
@Jashobantamusic 20 дней назад
Yes aayeta sound ❤
@milankumarsubudhi6725
@milankumarsubudhi6725 27 дней назад
Total close karantuni tanka business seta sound low karidiantu
@brajakishormajhi2324
@brajakishormajhi2324 17 дней назад
Eta bahut badhiya dj band heba darkar
@pikunbhoi9007
@pikunbhoi9007 26 дней назад
Dj ବାଜିବ
@ridergudu3902
@ridergudu3902 26 дней назад
Dj bagiba albata bagiba 🎶🎶
@ns_creation_073
@ns_creation_073 26 дней назад
Dj Bajiba Albat Bajiba 🙂💪🏻👀
@Sa_Babu_Official.
@Sa_Babu_Official. 24 дня назад
3000 watt RMS power ru aadhika sound system install haba katha nuha..
@SanjibkumarJena-t8p
@SanjibkumarJena-t8p 22 дня назад
Bhauja good
@nityanandamallik5952
@nityanandamallik5952 24 дня назад
Tha power of dj 😊
@basantakumarsahoo1255
@basantakumarsahoo1255 19 дней назад
କିଛି ଶୁଣାଯିବନି D J ବନ୍ଦ୍ ମାନେ ବନ୍ଦ୍
@Di-rx2fb
@Di-rx2fb 27 дней назад
Bhai dj re ta lekha hauchi please don't use camera 📸 ta pare tame video kn pai karucha
@dillipkumarpanda825
@dillipkumarpanda825 27 дней назад
Swagata jogya padakhyapa 👍
@OMMSAIMOHAPATRA-w5c
@OMMSAIMOHAPATRA-w5c 27 дней назад
Tu maa giha
@rashmiranjanbehera4122
@rashmiranjanbehera4122 24 дня назад
Hats off to all dj owner.
@Nk_Binu
@Nk_Binu 26 дней назад
Ei jhio bohu manku Bandhiki Bia katidio 🤧
@villagesboybiki9191
@villagesboybiki9191 26 дней назад
Jhia bohu kahila ete au respect kahiki dela maikina ,toki ta kahi thanta
@villagesboybiki9191
@villagesboybiki9191 26 дней назад
Bhala Tama sistachar
@brajakishormajhi2324
@brajakishormajhi2324 17 дней назад
Dj band heu
@munabadajena3527
@munabadajena3527 26 дней назад
Eia ମାଇକିନିଆ ଦଳଟା ବହୁତ ଛୋଡ଼ି ହଉଛନ୍ତି
@chiranjitbehera2628
@chiranjitbehera2628 24 дня назад
Sound ବାଜୁ କିନ୍ତୁ limit ଅନୁସାରେ ପୁରା ବନ୍ଦ କରନ୍ତୁନି ଥରେ ଯୋଉମାନେ ଏତେ ଟଙ୍କା lone କରି ବ୍ୟବସାୟ ଆରମ୍ଭ କରିଚନ୍ତି ସେମାନେ କଣ କରିବେ ତେଣୁ ସେଇ 4କି 6 ଟି box ବାଜୁ ପୁରା ବନ୍ଦ ନ କରନ୍ତୁ ନାହିଁ ଆଉ ଜିଏ ଏହି ନିୟମ ନ ମାନିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ pliz ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻
@Firefighter7902
@Firefighter7902 19 дней назад
Band heba darkar..💪💪💪
@mithunswain1705
@mithunswain1705 22 дня назад
DJ BAJIBA DARAKAR
@surajpradhan92
@surajpradhan92 6 дней назад
Dj sound should be at legal limit.
@Dil__sa__mayurbhanjia
@Dil__sa__mayurbhanjia 23 дня назад
Dj lover like ❤
@pintumitucreation947
@pintumitucreation947 26 дней назад
Over acting anchor
@soumyashreedalai5647
@soumyashreedalai5647 12 дней назад
କବାଟ ଦେଇକି ଘରେ ରୁହ dj ଶବ୍ଦ କମ ସୁଭିବ ।😂
@Sunshinetvodia
@Sunshinetvodia 26 дней назад
We need dj who the hell is that to ban the DJ 🙄 🤬🤬
@Sjremix722
@Sjremix722 24 дня назад
Bhadrak ଆଶ ଗଣେଶ ପୂଜା କୁ WB sound ର ଆତଙ୍କ ଦେଖିବ unlimited speaker 🔊
@AjayakumarSwain-xn7sq
@AjayakumarSwain-xn7sq 19 дней назад
ଡ଼ିଜେନବାଜୁ.ସରକାର ଠିକ୍ କରିଛନ୍ତି
@explosive_events.
@explosive_events. 27 дней назад
Film hall band kara tahale....
@AnilKumarNayak-fi9gi
@AnilKumarNayak-fi9gi 26 дней назад
Film hall କଣ ରାସ୍ତା ଉପରେ ଚାଲୁଛି 😂
@GyanaranjanSitha
@GyanaranjanSitha 26 дней назад
Seithi sound heuni
@subratpradhan1570
@subratpradhan1570 24 дня назад
​@@AnilKumarNayak-fi9ginhi to gandi re bajuchi
@DipuLucky
@DipuLucky 20 дней назад
Sound ,, jia adhik deikibajeib.. abetharu .. botalare . Kirosini pakei .. niaalageidio... Aita hi thik heba.. kantaku kantare kadhantu..
@padmankisan303
@padmankisan303 21 день назад
ଡିଜେ ଜବଦଟି ବାଜିବ
@swaineventserasamajagatsin1448
@swaineventserasamajagatsin1448 27 дней назад
Kichi guideline kara jau sound pai Sara odisha pai Khali ctc bbsr re band kale kn haba. Jouthire samaste upakruta Hebe au jiban jibika prabhabita habani
@KING-OFFJITU
@KING-OFFJITU 24 дня назад
Dj ବାଜିବ ଅଲବତ
@travelindiawithnirmal4180
@travelindiawithnirmal4180 26 дней назад
Dj malika manankara patiara tk badhijaichi ae Bhubaneswar re soo ete jukti tarka...... Dj malika mane ajatha jukti ku neiki nija sanstha ku chaleibaku chesta chanhuchanti bodh hue....jaha ki bilkul grahanajogya nuhe....
@TheDNAMusic-jk9ev
@TheDNAMusic-jk9ev 27 дней назад
Daya Kari ki Amaku amaa kama Kariba pain diyantu amee rules ku follow karuchu abang Bhubaneswar re sound limits re play karuchu
@rameshbariha9369
@rameshbariha9369 23 дня назад
ଡିଜେ ର ବାଶ ବନ୍ଦ କର
@sudarshanmandal2424
@sudarshanmandal2424 10 дней назад
Dj baja jau but saund limit re deba uchit
@ArakhitaSamal-t3g
@ArakhitaSamal-t3g 21 день назад
Rogi sabuthi achhantiprati
@aloksatpathy1680
@aloksatpathy1680 18 дней назад
Kam sound karajau.
@bajirout2708
@bajirout2708 24 дня назад
Gute jinish karantu dj company ku band kara😂😂
Далее
HA-HA-HA 👊  #countryball
00:15
Просмотров 1,4 млн
Распаковка iPhone 16 Pro Max
01:01
Просмотров 1,1 млн