Тёмный

Jataka kemiti dekhiba part - 4 || ସରଳ ଜ୍ୟୋତିଷ ଶିକ୍ଷା || ଜାତକ କେମିତି ଦେଖିବା ଓଡ଼ିଆ ରେ || 

Sarala jyotisha sikhya
Подписаться 10 тыс.
Просмотров 26 тыс.
50% 1

Jataka kemiti dekhiba part - 4
ସରଳ ଜ୍ୟୋତିଷ ଶିକ୍ଷା
ଜାତକ କେମିତି ଦେଖିବା ଓଡ଼ିଆ ରେ
#odiaastrology #jatakakemitidekhiba #saralajyotiahsikhya
ଯଦି ଆପଣ ବହୁତ କମ୍ ମୂଲ୍ୟରେ ନିଜର ଜାତକ ବିଶ୍ଳେଷଣ କରାଇବା ପାଇଁ ଚାହୁଁଛନ୍ତି,
ତେବେ ଏହି ଭିଡିଓ ଟିକୁ ପୁରା ଦେଖନ୍ତୁ 👇👇👇👇
ସଂପୂର୍ଣ୍ଣ ଜାତକ ବିଶ୍ଳେଷଣ 👉 - • jataka kemiti dekhiba ...
ଏହି ଭିଡିଓ ରେ ମୋର WhatsApp ନମ୍ବର ମିଳିଯିବ । ସେହି ନମ୍ବର ରେ ଆପଣ ନିଜର ଡିଟେଲ ଦେଇ ଜାତକ ବିଶ୍ଳେଷଣ କରାଇ ପାରିବେ ।
WhatsApp ରେ ନିଜର ନିମ୍ନ ସୂଚନା ଦେବାକୁ ପଡ଼ିବ -
(୧) ନାମ :-
(୨) ଜନ୍ମ ତାରିଖ :-
(୩) ଜନ୍ମ ସମୟ :-
(୪) ଜନ୍ମ ସ୍ଥାନ :-
(୫) ଯଦି ବର୍ତ୍ତମାନ କୌଣସି ରତ୍ନ ଧାରଣ କରିଛନ୍ତି, ତେବେ ତାର ଫଟୋ :-
(୬) ଆପଣଙ୍କ ବର୍ତ୍ତମାନ ର ଓଜନ :-
(୭) ଆପଣଙ୍କ ଲଗ୍ନ କୁଣ୍ଡଳୀ ର ଫଟୋ ବା ଆପଣଙ୍କ ଲଗ୍ନ କୁଣ୍ଡଳୀ କେଉଁ ଲଗ୍ନ ରୁ ଆରମ୍ଭ ହୋଇଅଛି :-
ଜାତକ କେମିତି ଦେଖିବା part 1 to part 3 କେବଳ ଗୋଟିଏ vdo ରେ ସବୁ doubt କିଲିଅର୍
ଜାତକ ଦେଖିବା ଶିଖନ୍ତୁ କେବଳ ଗୋଟିଏ vdo ରେ ।
link 👉 - • Jataka kemiti dekhiba ...
Jataka kemiti dekhiba sikhantu
ଜ୍ୟୋତିଷ ର ଅନେକ ତଥ୍ୟ ପାଇବା ପାଇଁ ଆମ ଜ୍ୟୋତିଷ ପରିବାର ରେ ଯୋଗ ଦିଅନ୍ତୁ, ଚାନେଲ କୁ subscribe କରନ୍ତୁ ଓ ଆମ ସହ ଯୋଡ଼ି ରହିବା ପାଇଁ subscribe ବଟନ୍ ପାଖରେ ଥିବା ବେଲ୍ ଆଇକନ୍ ଟିକୁ ବଜାଇ ଦିଅନ୍ତୁ ।
Don't forget to like, share and subscribe this channel.
Thanks for watching this video.

Опубликовано:

 

10 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 49   
@sureshkumarmeher338
@sureshkumarmeher338 Год назад
ଆଜ୍ଞା ପ୍ରଣାମ ! ଗୋଟିଏ ଗ୍ରହର ଦୁଇଟି ରାଶି ଓ ଭାବ ମଧ୍ୟ , ଯଥା ମେଷ ଲଗ୍ନ ର ଲଗ୍ନ 1ମ ତ୍ରିକୋଣ ଭାବ ମେଷ ରାଶି ଓ 8ମ ତ୍ରୀକ ଭାବ ବିଛା ରାଶି ର ସ୍ୱାମୀ ମଙ୍ଗଳ । ଯଦି ମଙ୍ଗଳ ଦୁର୍ବଳ ଅଛନ୍ତି ତାହେଲେ ତ୍ରିକୋଣ ଶୁଭ ଭାବର ଫଳ ଦେବେନାହିଁ ଓ ତ୍ରୀକ ଅଶୁଭ ଭାବର ଫଲ ମଧ୍ୟ ଦେବେନାହିଁ । କିନ୍ତୁ ଯଦି ବଳବାନ ଅଛନ୍ତି ତାହେଲେ ଶୁଭ ଓ ଅଶୁଭ ଭାବର କଣ ଫଳ ଦେଇପାରିବେ । ଅନୁରୋଧ ଦୟାକରି ଜଣାଇବେ । ଧନ୍ୟବାଦ ଆଜ୍ଞା ପ୍ରଣାମ ।
@SaralajyotishasikhyaOdia
@SaralajyotishasikhyaOdia Год назад
ପ୍ରଣାମ । ସେସବୁ ଏମିତି ରେ ବୁଝି ହେବ ନି ତାହା ଗୋଟେ ଗୋଟେ କରି deep ଭାବରେ କେଉଁ ଫଳ ଦେବା ସହ କେତେ ପରିମାଣ ରେ ଦେବା,,,,କେଉଁ ଭାବର ସ୍ବାମୀ କେଉଁ ଭାବରେ ବସିଲେ କିପରି ଫଳ ଦେବେ ଆଦି ଆହୁରି କିଛି ଆଗରୁ ଆଣିବା ପାଇଁ ଚେଷ୍ଟା ଚାଲିଛି । ଆପଣ ମାନଙ୍କ ଭଲପାଇବା ଥିଲେ ଆସିଶିଘ୍ର ସେଟା ମାନେ ଆସିଯିବ ।
@silapradhan5134
@silapradhan5134 2 года назад
Very good video sir
@SaralajyotishasikhyaOdia
@SaralajyotishasikhyaOdia 2 года назад
Tq
@dishabhue6932
@dishabhue6932 3 года назад
Nice
@SaralajyotishasikhyaOdia
@SaralajyotishasikhyaOdia 3 года назад
Thanks
@Rkkidofficial340
@Rkkidofficial340 2 года назад
Super ❤️❤️❤️❤️ 🥀
@SaralajyotishasikhyaOdia
@SaralajyotishasikhyaOdia 2 года назад
Tq
@chandrasekharnayak9092
@chandrasekharnayak9092 2 года назад
Very nice, carry on beta God bless you From- Jyotirbid pandit Chandrasekhar Nayak (Jyotisha re jataka ) RU-vid channel
@SaralajyotishasikhyaOdia
@SaralajyotishasikhyaOdia 2 года назад
Thank you so much
@mishramusic7838
@mishramusic7838 3 года назад
❤❤❤
@sekharm2496
@sekharm2496 2 года назад
Achha guru Jana ho. Shashi ❤️❤️❤️❤️❤️
@sonuacharya509
@sonuacharya509 3 года назад
Best video sir ji
@SaralajyotishasikhyaOdia
@SaralajyotishasikhyaOdia 3 года назад
Thank you
@nrupalalchand4285
@nrupalalchand4285 2 года назад
Bahut sundar upasthapana karuchhanti. May god bless you.
@SaralajyotishasikhyaOdia
@SaralajyotishasikhyaOdia 2 года назад
Thank you
@nrupalalchand4285
@nrupalalchand4285 2 года назад
How I can contact you Sir ?
@suranarayana4042
@suranarayana4042 6 месяцев назад
ଘର୍ ଗୁଡ଼ିକ ଖାଲି ଥିଲେ ଗ୍ରହ ନଥିଲେ କଣ କିପରି କଣ ଜାଣିବା
@SaralajyotishasikhyaOdia
@SaralajyotishasikhyaOdia 6 месяцев назад
ପ୍ରତ୍ୟେକ ଘରରେ ଗୋଟିଏ ଗୋଟିଏ ରାଶି ଥାଏ ସେହି ଘରେ କେଉଁ ରାଶି ରହି ଅଛି , ସେ ରାଶି ର ରାଶିସ୍ବାମୀ କେଉଁଠି ଅଛନ୍ତି ତାହା ଦେଖି ବିଚାର କରିବା ।
@PramodkumarPanda-b5j
@PramodkumarPanda-b5j 8 месяцев назад
Part 5
@SaralajyotishasikhyaOdia
@SaralajyotishasikhyaOdia 8 месяцев назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-TztcO0sT-Vw.html
@DHIRENKUMARDAS-n4n
@DHIRENKUMARDAS-n4n 21 день назад
ଡିଗ୍ରୀ କେମିତି ଗଣନା କରିବା ।
@SaralajyotishasikhyaOdia
@SaralajyotishasikhyaOdia 20 дней назад
ତା ଉପରେ ମଧ୍ୟ ଭିଡିଓ ଅଛି channel page ରେ ମିଳିଯିବ ଦେଖନ୍ତୁ ।
@divinelove7514
@divinelove7514 2 года назад
beautiful sir
@SaralajyotishasikhyaOdia
@SaralajyotishasikhyaOdia 2 года назад
Tq
@jitunaik258
@jitunaik258 Год назад
ଡିଗ୍ରୀ କେମିତି ଜାଣିବା sir, କେତେ ଡିଗ୍ରୀ ଅଛି ବୋଲି ଜାଣିବା ଦୟାକରି କୁହନ୍ତୁ
@SaralajyotishasikhyaOdia
@SaralajyotishasikhyaOdia Год назад
ତା ଉପରେ ଗୋଟିଏ ଭିଡିଓ ଅଛି channel page କୁ ଯାଇକି ଦେଖନ୍ତୁ ମିଳିଯିବ।
@ArunKumar-jz6ok
@ArunKumar-jz6ok Год назад
ଲଗ୍ନ କିପରି ଆଣିବା
@durgaprasadpanda4996
@durgaprasadpanda4996 Год назад
Lagna re mangala thile tara pratikara kn kahile mu upakruta hebi
@SaralajyotishasikhyaOdia
@SaralajyotishasikhyaOdia Год назад
Taha Jataka dekhila pare kahiheba. Upaya pain anek jinish dekhajay.
@RAMAKRUSHNAMISHRA
@RAMAKRUSHNAMISHRA 2 года назад
ଧନୁ ଘରେ ବୃହସ୍ପତି ବକ୍ରି ମାନେ ଓ ଫଳ କଣ କହିବେ କି ?
@SaralajyotishasikhyaOdia
@SaralajyotishasikhyaOdia 2 года назад
Dhanu rasire bruhaspati bhala fala debe.
@pradeepkumarsahoosahoo7758
@pradeepkumarsahoosahoo7758 2 года назад
Degree kouthi rahelay kam tike lakhi ki bujhantu
@astiksahu4007
@astiksahu4007 2 года назад
Jatak re ଗଣ mane kana ate??????
@baladevbhumia5797
@baladevbhumia5797 Год назад
ଡ଼ିଗ୍ରୀ କେମିତି ନିରୂପଣ କରିବା sir
@SaralajyotishasikhyaOdia
@SaralajyotishasikhyaOdia Год назад
ଡିଗ୍ରୀ ଉପରେ channel page ରେ ଭିଡିଓ ମିଳିଯିବ ଦେଖନ୍ତୁ ।
@pramodakumarnayak1508
@pramodakumarnayak1508 2 года назад
ରାହୁ ଓ କେତୁ ସର୍ବଦା ବକ୍ର ଓ ରବିଙ୍କ ଠାରୁ ୬ ୭ ୮ ଦୂରତାରେ ରହିଲେ ବକ୍ର ହୁଅନ୍ତି ସେ ସିଧାସଳଖ ଦେଖିବେ ନା ବକ୍ର ଦେଖିବେ ।କେତୁଙ୍କୁ କୌଣସି ଦୃଷ୍ଟି ନାହିଁ।ଯେ ହେତୁ ମୁଣ୍ଡ ନାହିଁ। ସେ କିପରି ଦେଖିବେ କି ?
@SaralajyotishasikhyaOdia
@SaralajyotishasikhyaOdia 2 года назад
ରାହୁ ଓ କେତୁ ବକ୍ରି ଚଳନ୍ତି କିନ୍ତୁ ରାହୁ, କେତୁ ଙ୍କ ତିନ ଟି ଦୃଷ୍ଟି ଅଛି ପଞ୍ଚମ , ନବମ ଓ ଅନ୍ୟ ଟି ସପ୍ତମ ଯାହା ସେ ନିଜର ସିଧାସଳଖ ସାମ୍ନା କୁ ଦୃଷ୍ଟି ଦିଆନ୍ତି । କେତୁ ଙ୍କ ମୁଣ୍ଡ ନାହିଁ କିନ୍ତୁ କେତୁ ଅନ୍ତର୍ଦୃଷ୍ଟି ର କାରକ ଗ୍ରହ ଅଟନ୍ତି । କେତୁ ଙ୍କ ଆଖି , ନାକ , କାନ କିଛି ନାହିଁ କିନ୍ତୁ କେତୁ ନିଜର ମନ ର ଆଖି ରେ ସବୁ ଦେଖିପାରନ୍ତି । ତେଣୁ ଯାହା ବାହାର ଆଖିରୁ ନ ଦିସେ ତାହା ଜଣେ ବ୍ୟକ୍ତି ମନର ଆଖି ରୁ ଦେଖି ପାରିବ କେତୁ ଙ୍କ କୃପାରୁ ।
@madhabacharya1649
@madhabacharya1649 2 года назад
Rahu 5,7,9,12ku drusti
@madhabacharya1649
@madhabacharya1649 2 года назад
Ravi achhanti sani ghore satru heyi kemiti result volo Debe ravi
@RakeshAcharya-tk1ni
@RakeshAcharya-tk1ni 8 месяцев назад
wp nmb...
@SaralajyotishasikhyaOdia
@SaralajyotishasikhyaOdia 8 месяцев назад
ଏହି ଭିଡିଓ ଟିକୁ ପୁରା ଦେଖନ୍ତୁ 👇👇👇👇 ସଂପୂର୍ଣ୍ଣ ଜାତକ ବିଶ୍ଳେଷଣ 👉 - ru-vid.com/video/%D0%B2%D0%B8%D0%B4%D0%B5%D0%BE-gmVo9WBEEQk.html ଏହି ଭିଡିଓ ର description ରେ ମୋର WhatsApp ନମ୍ବର ମିଳିଯିବ ।
@harvestwealth4u
@harvestwealth4u 3 года назад
Very good babu
@SaralajyotishasikhyaOdia
@SaralajyotishasikhyaOdia 3 года назад
Thank you
@dipakbhaisal3009
@dipakbhaisal3009 Год назад
Nice
@SaralajyotishasikhyaOdia
@SaralajyotishasikhyaOdia Год назад
Tq
@HariharaMishra-e4t
@HariharaMishra-e4t 2 месяца назад
Nice
@SaralajyotishasikhyaOdia
@SaralajyotishasikhyaOdia Месяц назад
Thank you
Далее
Hurricane Milton Extreme Surge Wind Slams Sarasota, FL
03:59
ଉଚ୍ଚ ନୀଚ୍ଚ ବିଚାର  PART-3
21:40
ଗୃହ ଓ ଗୃହସ୍ୱାମୀ    PART-2
9:20