Jhulila Mo Pain Krushare Odia Christian Song||ଝୁଲିଲା ମୋ ପାଇଁ କ୍ରୁଶରେ||#goodfriday
ଝୁଲିଲ ମୋ ପାଇଁ କ୍ରୁଶରେ
ଆହେ ମୋର ଯୀଶୁ ସୁନ୍ଦର
ଝରିଗଲା ଝର ଝର
କେତେ ତପତ ରୁଧିର । ୦ ।
ରକତେ ରଞ୍ଜିତ ଶରୀର
ଛୁଟେ ତହୁଁ ପ୍ରେମର ଧାର
ମୋର ପାପ ଧୋଇବା ପାଇଁ
ବହିଥିଲା ସେ ଧାର ଧାର । ୧ ।
ପ୍ରଭୁ ଯୀଶୁ କ୍ରୁଶ ବିନାରେ
ନୋହୁ ମୋର ଦର୍ପ କାହିଁରେ
ଯେତେ ପ୍ରିୟ ଅସାର ପେଡ଼ି
ଥୁଏ ପଦେ ମୁଁ ବାର ବାର । ୨ ।
ସହିଲ ହେ କେତେ କଷଣ
ନାହିଁ କାହିଁ ପ୍ରେମ ଏସନ କରେ ଦାବୀ ତୁମରି ପ୍ରେମ
ଦେହ ଆତ୍ମା ମନ ମୋର
• He ma mariya jisunka m...
22 сен 2024