Тёмный

Jibana Do Chhakire Ashara Alok Ep 421 20 JULY 2024 

OTV
Подписаться 11 млн
Просмотров 349 тыс.
50% 1

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 42#OdishaTV #OTV

Опубликовано:

 

15 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 260   
@drrskumar2901
@drrskumar2901 2 месяца назад
କି ବାଣ୍ଡ ବିଚାର କରୁଛ......ଗୋଟେ ସ୍ତ୍ରୀଲୋକ ମର୍ଡର କରିବ ବୋଲି ଚାଲେଞ୍ଜ ଦଉଛି ତୁମେ ସବୁ ଦାନ୍ତ ଛୋଡୁଛ,ଏହି ଜାଗାରେ ପୁରୁଷ ଲୋକଟି କହିଥିଲେ ସମସ୍ତେ ଚଡ଼ି ଯାଇଥାନ୍ତେ ଆଉ ମହିଳା ନେତ୍ରୀମାନେ ଲୁଗା ଟେକିକି ପୁରୁଷ ଲୋକଟିକୁ ଗେହିଥାନ୍ତେ ଆଉ ଗୋପବନ୍ଧୁ ପଟ୍ଟନାୟକ ଆଇନ ଦେଖାଇଥାନ୍ତା......କିନ୍ତୁ ଏଠି ପୁରା ଅଲଗା ମହିଳା ନେତ୍ରୀମାନେ କେତେ ଖୁସି ହଉଛନ୍ତି ମନେ ମନେ ଭାବୁଛନ୍ତି ଆମ ମହିଳାମାନେ ବହୁତ୍ ଆଗକୁ ଯାଇଛନ୍ତି ଆଉ ଯେତିକି ପୁରୁଷ ରାଣ୍ଡୁଆ ଜଯ ହେଇକି ବସିଛନ୍ତି ସ୍ତ୍ରୀଲୋକର କେତେ ଗୁଣଗାନ କରୁଛନ୍ତି........ସ୍ତ୍ରୀଲୋକ ଅବଳା ଦୁର୍ବଳା, ଏହି ଅବଳା ଦୁର୍ବଳାର ପରିଚୟ ନେଇକି ପୁରୁଷଙ୍କୁ ଯେତେ ଗେହି ପାରିବେ,ଆମେ ପୁରୁଷମାନେ ଆମ ଦେହ ଇଟା,ବାଲି ସିମେଣ୍ଟ କଂକ୍ରିଟରେ ତିଆରି ଆମକୁ କଣ କଷ୍ଟ ହେବ........ମୁଁ କହୁନାହିଁ ଯେ ଏଠାରେ ପୁରୁଷର ଭୁଲ ନାହିଁ ବୋଲି, ପୁରୁଷର ନିଶ୍ଚୟ ଭୁଲ ଅଛି କିନ୍ତୁ ଏଠାରେ ସ୍ତ୍ରୀଲୋକର ସମସ୍ତ ଭୁଲକୁ ସମ୍ମାନ ଦିଆଯାଉଛି କାରଣ ସେ ଅବଳାଦୁର୍ବଳା ସେ ଯେତେ ଭୁଲ କଲେବି,ସେଟା ଭୁଲ ନୁହଁ.......ଏହିପରି ଜାଗାରେ ବ୍ୟୋମକେଶ ସାରଙ୍କ ଭଳି ବିଚାରପତି ଦରକାର
@Debasish-gi9zl
@Debasish-gi9zl 2 месяца назад
Right bro
@tofanmuni850
@tofanmuni850 2 месяца назад
Bhai apanaka kothare dam achhi, I like your every sentence.
@drrskumar2901
@drrskumar2901 2 месяца назад
Thanks for your valuable feedback ​@@tofanmuni850
@manasranjandash2464
@manasranjandash2464 2 месяца назад
ବର୍ତ୍ତମାନ ପୁରୁଷ ଯେମିତି ମେଣ୍ଢା ହୋଇଯାଉଛି,ସେ କେମିତି ନିଜ ଭିତରେ ନିଜେ ତ୍ରାହି ଡାକୁଛି, ତଥାପି ଏତିକି କହିବି ସ୍ତ୍ରୀ କଥା ଆଉ ଗାଳି ଭାରି କଷ୍ଟ ନୁହେଁ କଷ୍ଟକର।
@RashmitaMohanty-de6fi
@RashmitaMohanty-de6fi 2 месяца назад
Are bhai samaste ta chalench dekhile se tike chandi boli bi kahile au kn karibe
@SarojiniRout-j6i
@SarojiniRout-j6i 2 месяца назад
ସ୍ତ୍ରୀ ଲୋକଟି ସ୍ପଷ୍ଟ ବାଦି, ତେଣୁ ଲୋକ ମାନେ ତାଙ୍କୁ ଖରାପ ଭାବିବା ଉଚିତ ନୁହେଁ, ବିନା କାରଣ ରେ ସନ୍ଦେହ କଲେ ଜମାରୁ ସହି ହୁଏ ନାହିଁ
@santoshichinara750
@santoshichinara750 2 месяца назад
He pravu se swami ku Rakhya karantu 🙏🙏 ...mu aji dekhuchi dunia re emiti bi stree loka achhanti..se swami ku kebala bhagaban bharasa
@Runi.Madhabaodiavlog
@Runi.Madhabaodiavlog 2 месяца назад
ସେ କଜିଆ କରୁ ନାହାନ୍ତି ସତ କଥା କହୁଛନ୍ତି କାହିଁକି ନା ଖୋଲା ମଣିଷ ଟିଏ ମୋତେ ବହୁତ ଭଲ ଲାଗିଲା ତାଙ୍କର କଥା ବାତ୍ ☺️☺️
@SilaBehera-il5zp
@SilaBehera-il5zp 2 месяца назад
Right katha❤
@SahadevsabarSahadevsabar-q2o
@SahadevsabarSahadevsabar-q2o 2 месяца назад
@@Runi.Madhabaodiavlog ବଳନା
@SahadevsabarSahadevsabar-q2o
@SahadevsabarSahadevsabar-q2o 2 месяца назад
@@Runi.Madhabaodiavlog ତା କଥା ବାର୍ତା ରୁ ଜଣା ପଡୁଛି ସେ କେତେ ଭଦ୍ର ସ୍ତ୍ରୀ ତାକୁ ଟିଆ ଠିଆ ଗେଁ ଅଛି
@RAlok687
@RAlok687 2 месяца назад
ତୁ ବେଧ ସେଈଭଳିଆ ହେଇଥବୁ ବୋଧେ ଘୋଡାଗେଈ
@Runi.Madhabaodiavlog
@Runi.Madhabaodiavlog 2 месяца назад
@@RAlok687 ମୁହଁ ସମ୍ଭାଳି କଥା ବାର୍ତା କରେ ବୁଝି ଲୁ 😡😡😡😡
@KingOfRost-df9ou
@KingOfRost-df9ou 2 месяца назад
କଥା ରେ ଅଛି, ଆଖି ରେ ହାଣିଦେଉଛ, କିନ୍ତୁ ଏ ଗେହି ମାଇଇକିନା ପାଟିରେ ହାଣିଦେଉଛି
@TilottamaSamal-hp2ws
@TilottamaSamal-hp2ws 2 месяца назад
ମୁଁ ପ୍ରଥମ ଥର ପାଇଁ ଏମିତିଆ ସ୍ତ୍ରୀ ଲୋକଟିଏ ଦେଖୁଛି ଯେ ଯିଏ ତା ସ୍ୱାମୀକୁ ବେ ଵା ତୁ ତା କୋହୁଛି
@sabitaprusty8035
@sabitaprusty8035 2 месяца назад
ଯୁଗ ଓଲଟା ହେ ଭଗବାନ୍
@dibyasinghparida4360
@dibyasinghparida4360 2 месяца назад
ଏ ସ୍ତ୍ରୀ ଲୋକଟା ଭାରି ମୁହ ଖୋର,ନାଟର ଗୋବର୍ନ୍ଦନ,
@sjlifestyle6541
@sjlifestyle6541 2 месяца назад
One of the best wife of the year 😂😂oswm ..se bhouni bohut bhala loka ...clean heart ❤️
@bibhutibhusannayak6445
@bibhutibhusannayak6445 Месяц назад
ଇଏ ସ୍ତ୍ରୀ ଲୋକ ଟା ମାଲ୍ ମାରି ଦେଇଛି । ମୋ ଛୁଆ । ସିଏ ଛୁଆ ଆସିଲେ କେଉଁଠୁ । ସାଧାରଣ ଜ୍ଞାନ ର ଅଭାବ । ଛି ଛି ଛି ଛି ।
@urmilasahoo5807
@urmilasahoo5807 2 месяца назад
Dhanya lo Naari 🥰🥰🥰🥰🥰🙏🙏🙏🙏
@dusmantpalatasingh6598
@dusmantpalatasingh6598 2 месяца назад
Jaya Jagannath swami 🎉🎉🎉best of luck 👍
@AkshayKumar-j5l6t
@AkshayKumar-j5l6t 2 месяца назад
ପ୍ରକୃତ ବେଧ ମାଇକିନା
@ashokkumarpradhan1674
@ashokkumarpradhan1674 2 месяца назад
Welcome good decision Jay jagannath 🙏
@bibhutibhusannayak6445
@bibhutibhusannayak6445 Месяц назад
ମାମିନା ର ଏ ସବୁ ପର କିଆ ପ୍ରୀତି ସନ୍ଦେହ ନୁହେଁ ସତ ବୋଲି ଜଣା ପଡୁଛି
@bapi2988
@bapi2988 2 месяца назад
ଝିଅର ତୁଣ୍ଡ ଏଇଠି ଏତିକି ଘରେ କଣ୍ କରୁଥିବା
@manasranjandash2464
@manasranjandash2464 2 месяца назад
ମାମିନାଙ୍କ ହାରଟା ଠିକ୍ ସେ ପଡିପାରିଲା ନାହିଁ,କଥା ଟିକେ ବଙ୍କା। ତଥାପି ଏପରି ସ୍ତ୍ରୀ ବିରଳ।
@lovely861
@lovely861 Месяц назад
Really show ta aji bahut interesting lagila because Somesh Sir majhire majhire jou sundar sentence deideuchhanti really bhala lagila.But a stree loka mentality ta thik nahin. A loka inocent achhi but bhul achhi two side ru but stree loka side ru adhika bhul rahijaichhi.Bujha mana thik nahin ubhaya nka bhitare.Interesting story.Tebsion re Mamina pani piki pura bottle pani saridele.😂😂
@sinurout6560
@sinurout6560 2 месяца назад
ଏ ସ୍ତ୍ରଲୋକର ପ୍ରବଳ ଦୋଷ ସେତ ମଞ୍ଚରେ ଏମିତି ଘରେ କଣ ନ ହେଉଥିବା
@tofanmuni850
@tofanmuni850 2 месяца назад
Otv ku dhanyavaad, louthu ehi bhalia pieces anichha
@RashmitaMohanty-de6fi
@RashmitaMohanty-de6fi 2 месяца назад
A episod ti bahut funny😅😅😅
@santoshichinara750
@santoshichinara750 2 месяца назад
Ye mancha re kebe purusa Loka nku right justice mileni ..
@jyostnathanapati1826
@jyostnathanapati1826 2 месяца назад
True words
@sitikantharaulo6250
@sitikantharaulo6250 2 месяца назад
ଏକଦୁମ୍ ସତ କଥା ଭାଈ
@lokanathbehera8577
@lokanathbehera8577 2 месяца назад
ମୁଁ ମlନୁଚି କି କିଛମାତ୍ରାରେ ଭୁଲ୍ ଥିବ ପୁଅ ର ହେଲେ ଏ ଶାଳୀ ମାଇକିନିଆ ର ଛଡି ଗେହୀ ହେଇଥିବା ଜଗୁ ଏମିତି ଘର ନିହାତି ଭାଙ୍ଗିବ ।
@Alphamunna7
@Alphamunna7 2 месяца назад
ଶିକ୍ଷା ଓ ସ୍ନକାର ଅଭାବ
@bhaktikantasahoo3080
@bhaktikantasahoo3080 2 месяца назад
Garibi sahab garibi🤕
@ganeshsahoo5754
@ganeshsahoo5754 Месяц назад
Anangawadi jaini ea ..
@baikunthabehera3971
@baikunthabehera3971 6 дней назад
ବିଚାରପତି ମହାଶୟ. ପୁରୁଷ କୁ ନ୍ୟାୟ ଦିଅ. ସ୍ତ୍ରୀ କୁ ଥାନା ର ଢୋଲ ବାଡ଼ି. ଖାଲି ଜାବୁଡ଼ା ମାରି ବହିଷ୍କାର କର.
@khanakhazanawithsmita586
@khanakhazanawithsmita586 2 месяца назад
Aaj ka episode comedy full 😂😂😂
@rakeshmohanta8783
@rakeshmohanta8783 Месяц назад
ଏ ମନ୍ଚରେ ସୁବୁବେଳେ ପୁଅ ପିଲା ଙ୍କୁ ଦୋଷ ଦିଆଯାଏ ,
@narendrapradhan9044
@narendrapradhan9044 17 дней назад
Ehi episode ra naata bujha
@bapi2988
@bapi2988 2 месяца назад
ତୁ ତା କରି କହୁଚି ଛି ଛି ନାରୀ
@rbpresents2885
@rbpresents2885 2 месяца назад
Sanjay Bhai tike dekhiki ...... Maikina hanilanbelaku ai tv Bala kehi nathibe ....
@MuktaPanigrahi-e9l
@MuktaPanigrahi-e9l Месяц назад
Eithi mihir sir thile bHut maja karithint
@tulusirdaspattanayak5671
@tulusirdaspattanayak5671 2 месяца назад
ଲ ମାଆ। ସାକ୍ଷାତ କାଳୀ। କଲିକତା ନ ଯାଇ ଏଠରୁ ମୁଣ୍ଡିଆ ମାରୁଛି।୧୨ ବର୍ଷ ଛୁଆ ହେଉ ନ ଥିଲା ପରେ ଛୁଆ ହେଲା କିପରି। ଏଣୁ ପୁରୁଷ ଲୋକଟି ଯାହା ଦେଖିଛି ତାହାରି ଛୁଆ। ଏଣୁ ଡିନ ଏ ଟେଷ୍ଟ କରି ପୁରୁଷ ଟି ଏ ମାଇକିନିଆ ପାଇଁ ଅଯୋଗ୍ୟ ଘୋଷଣା କରାଯାଉ।
@bibhutibhusannayak6445
@bibhutibhusannayak6445 Месяц назад
ମୁଁ ବି ସମର୍ଥନ କରୁଛି ।
@soumyaranjanswain1759
@soumyaranjanswain1759 3 дня назад
❤❤❤
@sanjayofficial6609
@sanjayofficial6609 2 месяца назад
ଏହା ଏକ ରଚନାତ୍ମକ ନାଟକ ସତରେ ଏମାନଙ୍କ କିଛି ବି ଝଗଡ଼ା ନାହିଁ। ଓଟିଭି ଲୋକଙ୍କୁ କଲ୍ କରି ଡାକୁଛି ଆଉ ତାଙ୍କୁ ରୋଲ୍ ଦେଇ ସୁଟିଂ କରୁଛି , ଏହା ନିରାଟ ସତ୍ଯ। 😂😂😂
@TapasPatra-v7v
@TapasPatra-v7v 2 месяца назад
Tamaku kia kahila
@SitaRaniBehera-fc4uv
@SitaRaniBehera-fc4uv 11 дней назад
ମୋତେ ମୋର ପରିବାର ଦରକାର Please ସାରେ ମୋତେ ମୋ ପରିବାର ଫେରେଇ ଦିଅ
@bubunaanu9358
@bubunaanu9358 2 месяца назад
Lady Don super
@SahadevsabarSahadevsabar-q2o
@SahadevsabarSahadevsabar-q2o 2 месяца назад
ମେଡମ ତାଙ୍କ ସନ୍ଦେହ ଦେଖା ଗଲା ଝିଅର ଫାଟି ଦେଖା ଯାଉନି
@sriramsahoo193
@sriramsahoo193 2 месяца назад
Otv ର ଭଲ ପ୍ରୟାସ ଧନ୍ୟବାଦ 👍
@SUBHAM222_s60
@SUBHAM222_s60 2 месяца назад
Se swamiku jagannath bharasa.
@damodarpanda859
@damodarpanda859 10 дней назад
Good management
@AntarjyamiSwain-y1f
@AntarjyamiSwain-y1f 17 дней назад
ଏ ସମାଜରେ ଏଭଳି ବୋହୁ ଅଛନ୍ତି ମୁଁ ଭାବି ପାରୁନାହିଁ ସମାଜ ରେ ମା ମାନଙ୍କ ର ଧଜୈ ବେଶି ଧ୍ୟାନ ଦେଲେ ଏ ମା ପାଖରୁ କ'ଣ ଏସବୁ ଆଶା କରାଜାଇ ପାରେ ନାହିଁ ଛିଛି ଏ କଳିଜୁଗର ନାରୀ
@kanhaswain9403
@kanhaswain9403 6 дней назад
mora bahaghara heaipatuni tike help karantu sir
@ashokdas5443
@ashokdas5443 Месяц назад
Sir ପୁରୁଷ ଆଉ ନାରୀଙ୍କୁ ସମାନ ଆଇନ ହଉ ନାରୀ ମାନେ ପୁରୁଷଙ୍କୁ ଆପଣଙ୍କ ଆଗରେ କେମିତି ଯଦି ପୋଲିସ କେସ ହେଲେ ପୁରୁଷଙ୍କ ବେଳା ଖରାପ
@sipupradhan5281
@sipupradhan5281 Месяц назад
Maa mamina maa mamina tike sunantu auu ragana 😂😂😂eps 28.27
@sarbeswardas9828
@sarbeswardas9828 2 месяца назад
Real stree ku respect dia
@JitendarSahu-w3h
@JitendarSahu-w3h 2 месяца назад
ଭଲ ଲାଗିଲା
@BikramRout-d6j
@BikramRout-d6j Месяц назад
Jay jagannath bharsa
@rabindrapradhan6946
@rabindrapradhan6946 Месяц назад
Well. Thank you for mutual solution
@tunamohanty8415
@tunamohanty8415 13 дней назад
Mu apanaku salot karuchi asar alok mrbarnku kintu tanka madam nkar katharu bhalalagilane .... 🎉
@Situn__15
@Situn__15 6 дней назад
ଧନ୍ୟ ଲୋ ତୁ ନାରୀ 😂
@SahadevsabarSahadevsabar-q2o
@SahadevsabarSahadevsabar-q2o 2 месяца назад
ଆରେ ମାଜ୍ଞା ଶଳା ସେ ଝିଅର ବିଆ ରେ କାଠ ପୁରେଇ ଦିଅ
@ChittaChitta-i3z
@ChittaChitta-i3z 2 месяца назад
Hmm bhai 😂😂😂😂😂😂
@bininayak225
@bininayak225 7 дней назад
Swami ku sanman dei sikhini Sethi pain jhagada.
@dilipnayak8431
@dilipnayak8431 2 месяца назад
Balungi... 😊😊😊😊😊😊
@AakashSahu-u1u
@AakashSahu-u1u Месяц назад
ମୋତେବି ସାହାଯ୍ୟଜା କର ମସ୍ୱାମୀ ବି ଝିଅ ଟି ଦରି ପଳେଇ ଛ ନ୍ତି
@santoshichinara750
@santoshichinara750 2 месяца назад
He bhai se bhalia stree ku rakhani lo kain ki nija marana ku Barana karucha ..eka ruha bhala santi re banchiba
@susantakumarbehera9231
@susantakumarbehera9231 2 месяца назад
Asara aloka episode band Kari dia. Au tume thik bichara Kari paruna.
@ChandrakantaSenapati-dk6mt
@ChandrakantaSenapati-dk6mt Месяц назад
Jete jaha kuha jhiata bhala❤🎉
@KedarBarik-b3b
@KedarBarik-b3b 20 дней назад
@prakashkujena8324
@prakashkujena8324 Месяц назад
Elo bopa ଏ ତ ବିଷାକ୍ତ ମାଇକିନିଆ...ଶଳା ମୁଁ ତ ଡରି ଯାଉଛି।।।
@biswanathpanda8549
@biswanathpanda8549 2 месяца назад
ବିଷାକ୍ତ ଜନ୍ତୁ
@kanhucharankeshari9383
@kanhucharankeshari9383 Месяц назад
This is Lady DON
@gameshbehera8793
@gameshbehera8793 2 месяца назад
Plz stop in husband &wife
@asiskhutiya8620
@asiskhutiya8620 2 месяца назад
Ok
@arunnayak1880
@arunnayak1880 Месяц назад
C̺h̺i̺ r̺a̺ m̺a̺i̺ k̺i̺n̺a̺ b̺a̺l̺a̺m̺a̺i̺k̺i̺n̺a̺
@susantakumarbehera9231
@susantakumarbehera9231 2 месяца назад
Madam sandheha sabu jagare hueni. Jouthi kichhi thiba Sethi automatic sandeha rahiba.
@HaribolaBagartti
@HaribolaBagartti Месяц назад
ଏ ଶାଳିର ବିଆ ଶଳ ଶଳ ହେଉଛି ତାକୁ ବିଆରେ ଶାବଳ ପୁରେଇ ଦିଅ
@Surabhibiswal
@Surabhibiswal 2 месяца назад
Full comedy 😂😂😂😂
@SibaPadhan-j7i
@SibaPadhan-j7i Месяц назад
ଏ ଝିଅର ଦୋଷ ବେଶି ପାଟି କରୁଛି
@Birsingh-h1i
@Birsingh-h1i 2 месяца назад
Mancha agre ete phutani ,ghare kete phutani,mahila mane bhabu chhanti,ame collector jhio
@jharanajhankar7335
@jharanajhankar7335 19 дней назад
Mainkinia ta ugra chandi ta samarthan heiparibani
@amitraut752
@amitraut752 Месяц назад
ହେ ମାଆ ତୁ କେଉଁ ଚଣ୍ଡୀ ଆଉ ରୁପ ଦେଖାନି
@abhimanyubehera7051
@abhimanyubehera7051 2 месяца назад
Judge saheb.dont.english
@ashutosh2991
@ashutosh2991 2 месяца назад
ମାଇକିନା ନୁହଁ କଞ୍ଚା ରାଣ୍ଡି ଟା 😮😮😮
@amulyamajhi9393
@amulyamajhi9393 2 месяца назад
Nari ta janapadhuchi kete bhola.... khajuri gacha ki Guna gaibi mula ru pahancha pahancha ..😮god bay 😮
@sumitrajena1564
@sumitrajena1564 2 месяца назад
Se stree lokara badapati boli sabu dosa taku diajauchhi
@pinkymishra333
@pinkymishra333 2 месяца назад
କେବଳ ସନ୍ଦେହ ଏବଂ ରାଗ ।
@jagabandhubehera164
@jagabandhubehera164 6 дней назад
ମୋ ଗାଁ ପାଖ ଗାଁ ଲୋକ
@ganeshsahoo5754
@ganeshsahoo5754 Месяц назад
Sandheya karani Bhai jhia nkara Guna seibhalia . Aeta ta kahibaku bhasa nahi .😂😂
@jharanajhankar7335
@jharanajhankar7335 2 месяца назад
Laxmi nku jaganathh mithha kkhhuaile
@anitarout2924
@anitarout2924 9 дней назад
Stree sabu torture ku sahiba kichhi mane nthae
@prasantamoharana3310
@prasantamoharana3310 Месяц назад
ଆଲୋ ମା ତମ ଚାରି ଖୁରାକୁ ଯୁହାର ମାନିବାକୁ ପଡ଼ିବ ତୋ ମୁହଁକୁ
@umacharanpatra5536
@umacharanpatra5536 10 дней назад
😊😊😊
@lopamudrasahoo7774
@lopamudrasahoo7774 2 месяца назад
Emiti wife ku rakhiba thha ru life re eka rahiba Vala. Jhia ta nuhe gote muha Khor badmas jhia .bhai re jadi life re Santi re rahibar achhi ae jhia ku life ru out karidia.
@viralRajesh5160
@viralRajesh5160 2 месяца назад
ସାରେ ଏଇ ମାଇକିନିଆ ର ଭୁଲ ଅଚି
@Anonymouskid6932
@Anonymouskid6932 2 месяца назад
100 baat ki ek baat single ruha mst rahiba....
@SimiPadhy
@SimiPadhy 12 дней назад
A jhia ra ta jo bala mnuha, vashmol black thu ahuri black sethire high attitude,se jhia sbu micha khuchi
@Barsha-pani31
@Barsha-pani31 2 месяца назад
Asha ra Alok ku Kemit jibaku padiba kaha through re
@SahadevsabarSahadevsabar-q2o
@SahadevsabarSahadevsabar-q2o 2 месяца назад
ଏଇ ଶଳା ମାଇକିନା ର ଭାରି des des କୁଣ୍ଡେଇ ହଉଚି
@santoshsatapathy4249
@santoshsatapathy4249 2 месяца назад
Mancha eka sanmanaspada anusthan ethi bhasa byabaharare salinata rahiba uchita
@SwainpabitraSwain
@SwainpabitraSwain Месяц назад
Mmu aasar aalok. Tlm sath katha. Hebaku chanhu chho
@stiphenhanhagastiphenhan-qm7yp
@stiphenhanhagastiphenhan-qm7yp 2 месяца назад
ପିଲା ଉପରେ ଅତ୍ୟାଚାର... ରେ ମାଘିଆ
@Sima....priyadarsinia123
@Sima....priyadarsinia123 2 месяца назад
Dekhiba ey episode ta comedy series haba agaku
@PoojaSamal96
@PoojaSamal96 2 месяца назад
Ebe yaku nei reels madhya hobo
@kisanbabuvlog9129
@kisanbabuvlog9129 2 месяца назад
ନାରୀ ନୁହେଁ ତୁ ନାରାୟଣୀ 😂😂😂 ଶଳା ବାୟାଣୀ ମାଇକିନା,,
@ManojSeth-f5j
@ManojSeth-f5j 2 месяца назад
ଏ ନରି କୁ ଧକକା ଦେଇ ବାହାର କରିବା କଥା
@BibhutiNaik-d4o
@BibhutiNaik-d4o 15 дней назад
ଉଦଣ୍ଡି ମାଇକିନିଆ 😂😂😂😂😂
@DMPriteevlog
@DMPriteevlog Месяц назад
Pati karani chup kini basa 😂😂
@GorachandBehera-z5j
@GorachandBehera-z5j Месяц назад
Sar satakatha ajithu purusa nari ku Puja kariba
@Ganeshbiswal440
@Ganeshbiswal440 2 месяца назад
Mate jaha laguchi bahut chandi Ae maikinaa
@touchyourheart8868
@touchyourheart8868 2 месяца назад
Nari Durbala Kahiki govt au kete act kariba
@biswojitdash5811
@biswojitdash5811 6 дней назад
Asabhya Maikina
@EralinBiswal-vz2kg
@EralinBiswal-vz2kg 2 месяца назад
😃😃😃😃😃😃😃😃bou loo mo peta daraj hei galeni
Далее
Jibana Do Chhakire Ashara Alok Ep 422   27 JULY 2024
44:26
Jibana Do Chhakire Ashara Alok Ep 419   29 JUNE 2024
43:29
Это было очень близко...
00:10
Просмотров 2,3 млн
Jibana Do Chhakire Ashara Alok Ep 427  31st  AUG 2024
44:36
Jibana do chaki re ashara alok Ep58_13May2017
40:06
Просмотров 901 тыс.
Jibana Do Chhakire Ashara Alok Ep 429   14 SEPT 2024
44:52