PLZ SHARE AND SUSCRIBE OUR CHENNAL
JOGESH JOJO 1ST VIDEO LINK- • JOGESH JOJO_ 1st Bauns...
OUR CHENNAL VISIT LINK- / @amasanskrutiamaparampara
ଆଜି କାଲି ବ୍ୟସ୍ତ ବହୁଳ ଦୁନିଆରେ ମଣିଷ ନିଜକୁ ହଜାଇ ଦିଏ ବ୍ୟସ୍ତତା ଭିତରେ । ଭୁଲିଯାଏ ସଂସ୍କୃତି ଓ ପରମ୍ପରାକୁ । କିନ୍ତୁ କିଛି ମଣିଷ ଆଛନ୍ତି ଯିଏ କି ଓଡିଶା ର କଳା ଓ ସଂସ୍କୃତି କୁ ଆଜି ଵଂଚାଇ ରଖିଛନ୍ତି । ଓଡ଼ିଶାର କଥା ଓ ଗାଥା କୁ ଦୁନିଆରେ ଆଖିରେ ପରିଚିତ କରିବାକୁ ଚାହୁଁଛନ୍ତି । ଆଉ ନିଜକୁ ଓଡିଆ ଵୋଲି ଗର୍ବ ଅନୁଭବ କରୁଛନ୍ତି । ତାଙ୍କ ପାଇଁ ଆମେ ଆଜି ଵିଶ୍ଵ ଦରଵାର ର କୋଣ ଅନୁକୋଣରେ ପରିଚିତ ଆଉ ଗର୍ବିତ । ବୁଡ଼ି ଯାଉଥିବା ଲୋକ କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ ବୁଡ଼ି ଯାଉଥିବା ଲୋକ କଳା ଓ ଲୋକ ସଂସ୍କୃତି କିଭଲି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବା ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିବା ଏବଂ ଏହି ଚେନାଳ ମାଧ୍ୟମରେ କିପରି ଭାବରେ ଅନେକ କଳାକର ଜିଏ କି ଗ୍ରାମାଂଚଳରେ ରହିଯାଉଛନ୍ତି ମାତ୍ର ଲୋକ ଲୋଚନ କୁ ଆସିପାର ୁନାହାନ୍ତି । ସେମାନେ କିଭଲି ଭାବରେ ଲୋକଲୋଚନକୁ ଆସିପାରିବେ ସେଥିପାଇଁ ଆମେ ଚେଷ୍ଟା କରିବୁ ଏହି ଚେନାଳ ମାଧ୍ୟମରେ
#jogeshJojoBaunsuni
#JogeshJOJO
#ketekathakahesire
#AmasanskrutiAmaparampara
#1stLokaMahotsavBaunsuni2019
12 сен 2024