Тёмный

Kahidere Kalia | କହିଦେରେ କାଳିଆ | Full Video | Aswin Tripathy | Sourav Bharadwaj | Jagannath Bhajan 

DEEP MUSIC BHAKTI
Подписаться 13 тыс.
Просмотров 1,2 млн
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@kattarhindu233
@kattarhindu233 6 месяцев назад
ଏ ମିଛ ମାୟା ସଂସାର ରେ ଭଗବାନ ହୁଏ ତ ସିଧାସଳଖ ଆସି ନ ପାରନ୍ତି ! କିନ୍ତୁ ଚିନ୍ତା କରନି ଭାଇ ସେ ଆମ ସମସ୍ତଙ୍କୁ ଦେଖୁଛନ୍ତି । ତୁ ଯେତେ ବେଳେ ବି ଅସୁବିଧା ରେ ପଡ଼ିବୁ ଦେଖିବୁ ସେ ଯେ କୌଣସି ରୂପ ରେ ଆସି ତତେ ସାହାର୍ଯ୍ୟ କରିବେ ! ଜୟ ଜଗନ୍ନାଥ 🤌🏻...🧡
@himanshumeher8398
@himanshumeher8398 5 месяцев назад
🙏🙏🙏🙏
@bibhutibhusanbhoi185
@bibhutibhusanbhoi185 5 месяцев назад
Right sir🙏
@praveenpatnaik4503
@praveenpatnaik4503 5 месяцев назад
Jai jaganath❤❤❤
@bijayakumarvlogs8349
@bijayakumarvlogs8349 5 месяцев назад
ଭାଇ ମୋ ସହ ସେମିତି ହୋଇଛି 😢
@SpiritualLove369
@SpiritualLove369 4 месяца назад
Manare biswaasa aau prema jadi tanka pai pragaadha achi sie samna ku b aasijibe🙏
@SocialWorkerPradeep-gr9mr
@SocialWorkerPradeep-gr9mr 6 месяцев назад
ମନକୁ ଛୁଇଁଯାଉଥିବା ଭଜନ ସହିତ ଭାଇଙ୍କ ଅଭିନୟ ଆହୁରି ମନକୁ ଛୁଇଁଗଲା ...
@ratiranjanbiswal4362
@ratiranjanbiswal4362 6 месяцев назад
ଅଶ୍ୱିନୀ ଭାଇ...ଆପଣଂକର ଅଭିନୟ ଦେଖି ଆଖିରେ ଲୁହ ଆସିଗଲା.... ହୃଦୟ ସ୍ପର୍ଶୀ ... ଗୀତର ପ୍ରତେକ୍ୟ ଶବ୍ଦ, ସ୍ୱର ଓ ଅଭିନୟ ...ସତରେ ବହୁତ ହୃଦୟସ୍ପର୍ଶୀ ....ଜୟ ଜଗନ୍ନାଥ 🙏
@BiswabhusanNayak-ov5cn
@BiswabhusanNayak-ov5cn 3 месяца назад
ହେ ପ୍ରଭୁ ଜଗନ୍ନାଥ ମୋ ଗୋଡ଼ ଭଲ କରିଦିଅ,, କେତେ ଆଉ ପକେଇ ରଖିବ ମତେ,, ମୁଁ କଣ ନିଜ ଗୋଡ଼ ରେ ଚାଲି ଚାଲି ତୋ ଧାମ କୁ ଯାଇପରିବିନି 😭😭🙏🙏
@guddygugu7570
@guddygugu7570 2 месяца назад
Bhagaban katantu tama goda bahut sighra thik heinau, auu tame Srikhetra jaiki asa.
@dhirendrapatra5908
@dhirendrapatra5908 Месяц назад
Kalia samastanku bhalara rakhiba.toma bi bhla haba bharasa rakha
@SamirKumarNayak-i1x
@SamirKumarNayak-i1x 15 дней назад
Bhai tama goda kana haichi
@bilashmalik791
@bilashmalik791 10 дней назад
bhai thakur nk uapr vharsa rakha prabhu jaganath tama daka sunieba
@krushna426
@krushna426 9 дней назад
Bhai tamo goda kn heichi
@Rekhavlog608
@Rekhavlog608 4 месяца назад
କେ ଯାଣେ ଭଗବାନ ମତେ କେବେ ଡାକିବେ,ଆଉ ମୁଁ ପୁରୀ ଜିବି,🙏😢😢
@Kulangaravlogs
@Kulangaravlogs 4 месяца назад
କାଲି ଆସ ପୁରି,,,,ପୁରା ସକାଳୁ ଆସ... ଆଉ ସନ୍ଦ୍ୟାରେ ଦର୍ଶନ ନିଶ୍ଚୟ କରିବେ... 👍🏼
@priyanathswain2376
@priyanathswain2376 4 месяца назад
ସେ ନିମନ୍ତ୍ରଣ ପଠେଇବ ତୁମପାଖକୁ... ଦେଖିବ ଭାଇ.. ତାର ଭୁଲା ମନ ତୁମକୁ ଭୁଲିଯାଇଛି... ଏଥର ଡ଼ାକିବ... ଆଉ ଗଲେ ତାକୁ ପଚାରିବ କଣ ପାଇଁ ମୋତେ ଭୁଲି ଗଲୁ.... ଆଉ ସେ ହସିକି ରାତିରେ କହିବ.....😂 ଭଲ ରେ ଅଛୁ ତ 😂
@Chandankandi243
@Chandankandi243 Месяц назад
Bhai tame bahara se dakinebe
@BAAPI_____0D
@BAAPI_____0D 6 месяцев назад
ଭାଇ ଲୋ ତୁମ ହସ ତମ ଅଭିନୟ ମାନିବା କୁ ପଡିବ ❤❤ ବହୁତ ବଢିଆ କରିଛ 😢😢❤❤
@anilkumarnayak4954
@anilkumarnayak4954 6 месяцев назад
ହେ ମହାପ୍ରଭୁ କାଳିଆ ସାଆନ୍ତ ସମସ୍ତଙ୍କୁ ଭଲରେ ରଖନ୍ତୁ
@papuxxx3476
@papuxxx3476 6 месяцев назад
Thank you bhai❤❤
@praveenpatnaik4503
@praveenpatnaik4503 5 месяцев назад
Jai jaganath❤❤❤
@pmmehergaming3195
@pmmehergaming3195 5 месяцев назад
ଏଇଟା କଲି ଯୁଗ ଯିଏ ଭଲ କାମ କରେ ସେ କାଳିଆ ର ପ୍ରିୟ ହୁଏ ଓ ସେ ମଣିଷ କୁ ବହୁତ୍ ଶୀଘ୍ର କାଳିଆ ତା ପାଖ କୁ ନେଇ ଯାଏ 🙏🙏🙏🙏🙏🙏🙏🙏🙏🙏
@SmitaMallik-g7r
@SmitaMallik-g7r 5 месяцев назад
Hn seithi pain bodhe mo bhai ku se tanka pakhaku nei gale ...... Se bahut bhala thila miss u mo bhai..... Please feriaase ......... 😭😭
@PremiMaobadi
@PremiMaobadi 4 месяца назад
ଏ ଗୀତ ଟି ମୁଁ ଶୁଣିବାରେ ଡେରି କରିଦେଲି ସତ , କିନ୍ତୁ ଶୁଣିଲା ପରେ ଏ ମିଛ ମାୟା ସଂସାର ଛାଡି଼ ସବୁଦିନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ଇଚ୍ଛା ହେଉଛି 😢
@Epic_Status.
@Epic_Status. 6 месяцев назад
ହୃଦୟ ସ୍ପର୍ଶ ଗିତ ସହିତ ଅଶ୍ବିନୀ ଭାଇର ଅଭିନୟ ଦେଖି ମତେ ଜଗା ପାଖକୁ ପୁଣି ଯିବା ପାଇଁ ଇଚ୍ଛା ହେଲିଣି 🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻
@Abhimusical1432
@Abhimusical1432 6 месяцев назад
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କିଏ କିଏ ହୃଦୟ ରୁ ଭଲ ପାଅ comment' କର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଅତି ସୁନ୍ଦର ହେଇଚି ଗୀତ ଟି 💯💯💯
@beautybehera236
@beautybehera236 5 месяцев назад
Jay Jagannath
@pranatirout5734
@pranatirout5734 19 часов назад
Sourav bhai your voice is soo thrilling...❤ Jaga tamaku sabubale bhala re rakhantu...❤😊 Jay Jagannath ❤
@jyotiranjanbaral6280
@jyotiranjanbaral6280 5 месяцев назад
ଭଜନ ଟି ଯେତିକି ସୁନ୍ଦର ଶୁଣିବାକୁ ଲାଗୁଚି ଅଶ୍ୱିନି ଭାଇ ର ଆକ୍କଟିଂ ଆହୁରି ସୁନ୍ଦର ଲାଗୁଚି ଦେଖିବାକୁ❤
@_Santosh-Kumar_
@_Santosh-Kumar_ 5 месяцев назад
ଅଶ୍ୱିନୀ ଭାଇ ଅତି ଚମତ୍କାର ଏବଂ ହୃଦୟସ୍ପର୍ଶୀ ଅଭିନୟ କରିଛନ୍ତି । ଜୟ ଜଗନ୍ନାଥ🙏🙏
@Hxtsufofocighxhdhfjfjxidfiit
@Hxtsufofocighxhdhfjfjxidfiit 6 месяцев назад
ହେ ଜଗା କଣ ପାଇଁ ଏମିତି କରୁଛୁ ନେବାର ଇଚ୍ଛା ତ ନେଇଯା ନା....... 😢କଣ ପାଇଁ ଏତେ କଷ୍ଟ ଦଉଛୁ 😢
@mrajay3280
@mrajay3280 5 месяцев назад
Bhai tk sahi jao ❤
@rudranarayanjena3382
@rudranarayanjena3382 6 месяцев назад
ଜଗତ ର ନାଥ ,,,ସେଇ ଏକା ❤❤ ଜୟ ଜଗନ୍ନାଥ ଙ୍କ ଚରଣ ରେ ମୋର କୋଟି କୋଟି ପ୍ରଣାମ ,,,,,,,_ସର୍ବେ ଭବନ୍ତୁ ସୁଖିନଃ ''
@sudesnaswain3700
@sudesnaswain3700 6 месяцев назад
ଜଗା ତୋ ବିନା ମୋର କେହି ନାହାନ୍ତି ରେ ଜଗା ତୋ ବିନା ମୁଁ କିଛି ବି ନୁହେଁ ରେ ମୋତେ ରକ୍ଷାକର ଜଗା❤
@RADHERADHE21-l2m
@RADHERADHE21-l2m 5 часов назад
ବହୁତ୍ କିଛି ପାଇବା ଆଶାରେ ମଣିଷ ବହୁତ୍ କିଛି ହରି ଦିଏ ହେଲେ ଯାହା ପାଇଗଲା ପରେ ଆଉ କିଛି ଇଚ୍ଛା ରୁହେନି ସେ ହେଉଛି ମୋ ଜାଗା ଜୟ ଜଗନ୍ନାଥ 🙏
@Brainy_bytes234
@Brainy_bytes234 5 месяцев назад
ହୃଦୟସ୍ପର୍ଶୀ ଗୀତଟିଏ... ଶୁଣିଲା ପରେ ଦେହରେ ଶିହରଣ ଆଉ ଆଖିରେ ଲୁହ ଆସିଗଲା... ଏହା କେବଳ ଏକ ଗୀତ ନୁହେଁ, ଆମ ଭାବର ଶେଷ ଠିକଣା... ଜୟ ଜଗନ୍ନାଥ 🥺🥹🥺🥹🙏🙇
@shyamaghana6484
@shyamaghana6484 6 месяцев назад
Jete bele mu mo Prabhu jagannath nka bhajana sune mo akhiru luha bahari ase ...Jai.. jagannath
@rojalindakua
@rojalindakua 5 месяцев назад
Mo ra bi semiti hue jay jagannath 🙏🙏🙏
@Mrsmile1998
@Mrsmile1998 3 месяца назад
ହୃଦୟ କୁ ଛୁଇଁଲା ପରି ଆଉ ଆଖି ରୁ ଲୁହ ଆସିଲା ପରି ଭିଡିଓ ❤
@rahulbal9396
@rahulbal9396 4 дня назад
ଜୟ ଜଗନ୍ନାଥ ❤❤❤ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖା ନ୍ତୁ
@devashreerana8226
@devashreerana8226 5 месяцев назад
ଜଗନ୍ନାଥ ଭକ୍ତ ଦୁଃଖୀ ହେଇ ପାରନ୍ତି,କଷ୍ଟ ପାଇ ପାରନ୍ତି କିନ୍ତୁ ଜଗା ତାଙ୍କ ହାତ କେବେ ଛାଡେନି।ଆମେ କର୍ମରେ ବନ୍ଧା ସେଥିପାଇଁ ସେ ବି ବା କଣ କରି ପାରିବ।ଯିଏ ଭଗବାନ ହେଇବି କାନ୍ଦେ। Awesome singing Sourav and nice acting Ashwin bhai.... congratulations all the team ଓଡ଼ିଆ ଭଜନ ଲୋପ ପାଇବାକୁ ଲାଗିଥିଲା ବେଳେ ଏମିତି ଭଜନ ଭେଟି ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। ଜଗନ୍ନାଥ୍ ପ୍ରେମୀ ନିଶ୍ଚୟ ଏ ଗୀତ ଶୁଣି ଖୁସି ହେବେ। ଜୟ ଜଗନ୍ନାଥ
@Lipkumar123
@Lipkumar123 6 месяцев назад
ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏ାା ଅଶ୍ୱିନୀ ସାର୍ ଜଣେ ଭଲ ମଣିଷ ଏବଂ ଭଲ ଅଭିନେତା ମଧ୍ଯ 👍👍👍ାା
@Sudhanshudash9090
@Sudhanshudash9090 6 месяцев назад
ହେ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ 🙏⭕‼️🙏🚩🚩
@pitambarakisan6897
@pitambarakisan6897 6 месяцев назад
@lipicooking1957
@lipicooking1957 5 месяцев назад
ଜୟ ଜଗନ୍ନାଥ 🙏❤
@AchintyaSamal
@AchintyaSamal 2 месяца назад
ବହୁତ ମର୍ମସ୍ପର୍ଶୀ ମହାପ୍ରଭୁଙ୍କ ଭଜନ ଗୀତିକାର ଏଵଂ ସଙ୍ଗୀତକାର ଉଭୟଙ୍କୁ ନମସ୍କାର
@swadistpradhan2296
@swadistpradhan2296 5 месяцев назад
କାଳିଆ କାହାକୁ ଭଲ ରେ ରଖେନି । କାଳିଆ ଭକ୍ତ ହିଁ ବେଶୀ କଷ୍ଟ ପାଏ।
@SREENUSREENU7183
@SREENUSREENU7183 5 месяцев назад
Chup kara.... Emiti katha kuhantini please🙏
@diptipradhan7446
@diptipradhan7446 5 месяцев назад
Right
@nirakardas3825
@nirakardas3825 5 месяцев назад
Se kasta dieni se bas tamaku strong banaye ye Kali juga saha ladhiba paine
@abhayakumarbehera5835
@abhayakumarbehera5835 5 месяцев назад
ସତ କହିଲ 😢
@vicky4939
@vicky4939 5 месяцев назад
Se kebe bi kahaku kasta dieni actually se kebe amaku kasta dei bi paribani, actually sata tw eita ki ame purbaru karithiba ra karma ra phala pau au se karma ra besi kasta se neijae au alpa amaku bhogibaku pade. jay Jagannath 🙏🏻🩵
@Tom_Jerry_43
@Tom_Jerry_43 6 месяцев назад
Everyone at their best Jay jagannath Swami Nayan patha gami bhava tumhe....from Bangalore...❤
@jayantswain3631
@jayantswain3631 6 месяцев назад
Such a beautiful creation, can't hold my tears. A perfect example of how we should carry the humanity in our heart and treat everyone around us with respect.
@sipunpradhan3019
@sipunpradhan3019 5 месяцев назад
ବୋହୁତ ସୁନ୍ଦର ଆଖି ରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏😭😭
@parthasaratheeprusty1093
@parthasaratheeprusty1093 6 месяцев назад
Prabhu nka pakhaku jiba ku ali karuthiba Manisha eitiki Jani pareni je prabhu ta pakhe sabu bele thanti...bahut sundar video bhai
@SwarnaChand
@SwarnaChand 28 дней назад
Right 👍❤
@bikashbehera9280
@bikashbehera9280 6 месяцев назад
Bahut sundar Gita saha acting ... proud to be an odia ..Jay shree jagannath
@KrishnaraniOfficial-u5f
@KrishnaraniOfficial-u5f 8 дней назад
ଜଗା ତୁ ସମସ୍ତଙ୍କ ଦୁଃଖ ସୁନୁଛୁ । ମୋ ଦୁଃଖ କାହିଁକି ଶୁନୁନାହୁ ରେ 😭😭🙏
@papunayak168
@papunayak168 4 месяца назад
ଆମ ଓଡ଼ିଶବାସୀଙ୍କର ମଉଡମଣି ଜୟ ଜଗନ୍ନାଥ 🙏
@__mrnirakarsamal__4484
@__mrnirakarsamal__4484 Месяц назад
Kebhe kehibi nijaku akutia bhabibani Kan pain na ama papkhare Kalia achi❤Jay jagannath ❤
@madhusmitamohanty8320
@madhusmitamohanty8320 5 месяцев назад
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ଭଜନ 👌 ଜୟ ଜଗନ୍ନାଥ 🙏
@alokbehera828
@alokbehera828 Месяц назад
Bhai apnka acting taa puraa heart touching,,akhiree luhaa😢ଆସିଗଲା
@henasahoo3693
@henasahoo3693 6 месяцев назад
Ohhh. Bahut bahut badhia Haichi aswin babu. Apana b odia industry ra bhabisyata after Bijay Mohanty , mihir Das , uttam Mohanty
@ramabarman620
@ramabarman620 4 дня назад
ଜଗତର ଜଗା ......ହେ ମହାବାହୁ............🙏
@silen_tking
@silen_tking 5 месяцев назад
ମିଛ ମାୟା ସଂସାର 😢 ଏଠି କାଳିଆ ହି ନିଜର 🙏❤
@elirealcon
@elirealcon Месяц назад
ଜୟ ଜଗନ୍ନାଥ ଭାଇ 🙏🙏🙏♥️♥️♥️
@subratsahoo8892
@subratsahoo8892 3 месяца назад
ହେ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖ ❤
@girijasahukar206
@girijasahukar206 Месяц назад
Jaga song sunile pura kanda poli ase akhiru...jay jagannath 🙏 ❤
@ramakrushnagiri6082
@ramakrushnagiri6082 6 месяцев назад
Wow.... Bahut sundar. Heart Touching. Jay JAGANNATH 🙏
@ishanishortvideochannel2594
@ishanishortvideochannel2594 5 месяцев назад
😥 ପ୍ରଭୁ ତୁମ ଛଡ଼ା ଆଉ କେହି ଗରିବ ମାନଙ୍କର ଦୁଃଖ ଶୁଣି ବେନି 🙏🙏 ସେଥିପାଇଁ ତ ତମକୁ ଦେଖିଲେ ହିଁ ଗରିବ ଆଖିରେ ଲୁହ ଆସିଯାଏ
@Mahi_Official74
@Mahi_Official74 6 месяцев назад
ସତରେ ଅତି ସୁନ୍ଦର ଲେଖା ଓ ସୁମଧୁର କଣ୍ଠ ରେ ଗୀତିକାର ସୌରଭ ଭାଇ ନିଖୁଣ ଭାବରେ ପରିବେଶ କରିଛନ୍ତି 🤗❤️ଅଶ୍ୱିନୀ ଭାଇ ସବୁବେଳେ ବହୁତ ଭଲ କରିଛନ୍ତି! କହିଦେ ରେ କାଳିଆ 🙏
@official-tofan-mr-guru1999
@official-tofan-mr-guru1999 5 месяцев назад
ଭାଈ ସବୁ କଂଗିନେସନ ଭଲ ଲାଗୁଚି
@ratikantnayak3032
@ratikantnayak3032 6 месяцев назад
ଗୀତ ଏବଂ ଅଭିନୟ ବହୁତ୍ ଭଲ ଲାଗିଲା
@Sureshkumarsahoo-dl8ur
@Sureshkumarsahoo-dl8ur 2 месяца назад
ରେ ଜଗା ମୁଁ ତ ଭକତ ନୁହେରେ ତୋ ଭକ୍ତ ହେଇଥିଲେ ତୁ କଣ ଥରୁଟେ ମୋ ପାଖକୁ ଅସନ୍ତୁନି ନା ତତେ ଟିକିଏ ଧରିକି କାନ୍ଦିବାକୁ ଇଚ୍ଛାରେ
@PradeepKumarDas-ov3vv
@PradeepKumarDas-ov3vv 6 месяцев назад
ଯେତେବେଳେ ନିଜକୁ ଏକା ମନେ କରୁଚୁ ନା ହେ ବାୟା ମନ ଥରେ ଖୋଲା ମନରେ କହିଦେ ଜୟ ଜଗନ୍ନାଥ ସ୍ଵାମୀ 🙏🚩🙏🚩🙏🚩🙏🚩🙏🚩
@rojalindakua
@rojalindakua 5 месяцев назад
Jay jagannath 🙏🙏🙏
@PradeepKumarDas-ov3vv
@PradeepKumarDas-ov3vv 5 месяцев назад
@@rojalindakua Jai jagannath Swami 🙏🙏
@BijayaLaxmiPanigrahi-th2zo
@BijayaLaxmiPanigrahi-th2zo Месяц назад
Eye dukha bharaa GITA suni dukha bi or khusibi thank u very much sirji
@sibaprasadojha5067
@sibaprasadojha5067 6 месяцев назад
Sourav ur voice diffrent for lord jagannath .. ur last odia Bhajan great job
@vikramdas1985
@vikramdas1985 Месяц назад
जय जगन्नाथ, बहुत बढ़िया भजन है ❤
@munmoontripathy4737
@munmoontripathy4737 5 месяцев назад
Ati sundar...❤❤❤❤❤kebe se bhagya mora asiba to pakhaku tike jibi tate tike dekhibi😢
@BalunkeswarBABUNI
@BalunkeswarBABUNI Месяц назад
ରେ କାଳିଆ ତତେ କଣ ମୋର କଷ୍ଟ ଦେଖାଯାଉନି 😢😢 ମଣିମା
@Aspirant0731
@Aspirant0731 5 месяцев назад
ଜୟ ଜଗନ୍ନାଥ🙏🏼 ଅତି ସୁନ୍ଦର ହୋଇଛି ଭିଡ଼ିଓ ଟି ❤
@mkproduction6570
@mkproduction6570 4 месяца назад
ଭାଇଙ୍କର ଏ ଭିଡିଓ ବହୁତ୍ ଭଲ ଲାଗିଲା ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି କି ଭାଇ ଙ୍କ ଆହୁରି ଭିଡିଓ ଆସୁ ଜଗନ୍ନାଥ ଙ୍କ ଉପରେ ବହୁତ ଭଲ ଲାଗିଲା ❤❤❤❤ super mind blowing attitude bro🙏🙏🙏 Jay jagannath 🚩
@dharmendralifestylle
@dharmendralifestylle 4 месяца назад
ସବୁ ତୋରି ଲୀଳା ଜଗା ମୁଁ ତୋ ଉପରେ ଅଭିମାନ କରିଛି। କଣ ସେମିତି ଖାଲି ବସି ଦେଖୁଥିବୁ । ଜଗା ତୋ ଜଗତକୁ ଦୁଇ ଦୁଇ ଟା ବିପଦ ଘେରି ରଖିଛି। ଏ ଦୁଇ ବିପଦରୁ ଉଦ୍ଦାର କରେ.... ଆମେ ପା କହୁ ତୁ ଥିଲେ ଆମ ଡ଼ର କାହାକୁ। ଜୟ ଜଗନ୍ନାଥ 🙏
@sahoocreations1941
@sahoocreations1941 Месяц назад
ମାହାବାହୁ କୃପା ଏତିକି କର କି ସବୁବେଳେ ତୁମକୁ ଭଲପାଏ ❤
@sonaliswain3492
@sonaliswain3492 6 месяцев назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ଭବ ତୁମେ 🙏🙏
@PujaSasmal-6971
@PujaSasmal-6971 5 месяцев назад
ବହୁତ ତ୍ସୁନ୍ଦର 😊ଜୟ ଜଗନ୍ନାଥ🙏🥰
@sidhantod18
@sidhantod18 6 месяцев назад
The megical voice of Sourav Bhai ....... And Realistic Acting of Ashwin Bhai
@manabendrasahani6677
@manabendrasahani6677 5 месяцев назад
ଅତି ସୁନ୍ଦର ❤
@soumyaranjandas678
@soumyaranjandas678 6 месяцев назад
ଆମ ଓଡ଼ିଶା🙏🏽🪷❤️ଜଗନ୍ନାଥ ଓଡ଼ିଶା ଜୟ ଜଗନ୍ନାଥ 🙏🏽
@Officer_Madam
@Officer_Madam 3 месяца назад
He Jagannath..mu kahiparuni e song kemiti aau kete deeply mo hrudayku chhui6i🫂🫂🫂🫂🫂🫂🫂🫂🫂🫂
@subhashreefamilyvlogs9071
@subhashreefamilyvlogs9071 4 месяца назад
Jete sabu dukhi achanti sabu kaliara bhakta sabu dukha sia daichi 😢🥺🥺ashwin bhai bahut badhiya karechanti 🥹🥹
@SwarnaChand
@SwarnaChand 28 дней назад
❤❤
@90smemories190
@90smemories190 3 месяца назад
SOURAV's singing and ASWINI's natural acting both r making this song a master piece.....Our odia song is going back to touch the level of our 90's golden period.....
@LaxmipriyaMurmu-tp1pb
@LaxmipriyaMurmu-tp1pb 5 месяцев назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙇
@Manikya287
@Manikya287 3 месяца назад
ଭିଡିଓ ରେ ଜଗା ଯିଏ ହେଇଛନ୍ତି ଲାଗୁଛି ସେ ସତରେ ମୋ ଜଗା😭ସେ ସୁନ୍ଦର ହସ,ସୁନ୍ଦର ହଳଦିଆ ବସ୍ତ୍ର❤ମୁଁ ଏବେ ବୁଝି ପାରୁଛି କାଳିଆ ତୁ ମୋତେ ବି ଦେଖା ଦେଇଥିବୁ କିନ୍ତୁ ମୁଁ ଅଭାଗିନୀ ଜାଣିପାରିଲିନି 😭🙏
@jishnupal4888
@jishnupal4888 5 месяцев назад
ହେ କାଳିଆ ସାଆନ୍ତ ମୋତେ ଏ ସଂସାର ରୁ ପାରିକରିଦେ ରେ
@dibyarekhanayak3636
@dibyarekhanayak3636 11 дней назад
ହେ ପ୍ରଭୁ , ଗୀତ ଟି କୁ କହିବାକୁ କିଛି ଭାଷା ନାହିଁ , ମାନିବାକୁ ପଡ଼ିବ❤🎉
@sasikantamohanty9623
@sasikantamohanty9623 4 месяца назад
ମୁଁ ଗର୍ବ ରେ କହୁଛି ମୋର ମୃତ୍ୟୁ ଦରକାର 🙏
@LipiMeher-iz4ve
@LipiMeher-iz4ve 4 месяца назад
Mate v bhai
@sasikantamohanty9623
@sasikantamohanty9623 4 месяца назад
@@LipiMeher-iz4ve no. Tame bhala re ruha 🙏
@avi6533
@avi6533 3 месяца назад
Mate v❤
@RadheKrishna-zu8us
@RadheKrishna-zu8us 3 месяца назад
Mukti paiba pain Mrutyu kn nihati abashyaka Bhai.... Bhagawan samastanka janma deichanti kichhi na kichhi bhala udyasa re...jadi satare bhagawan nku paibara ichha tahele bhagawan nku bhala laguthiba sabu bhala kama kariba uchit...jadi samastanku mrutyu darkar tahele bhagawan janma kn pain deichanti...Jay jagannath❤
@sasikantamohanty9623
@sasikantamohanty9623 3 месяца назад
@@RadheKrishna-zu8us ଠିକ କଥା ହେଲେ ସଂସାର ଠୁ ଦୂର ରେ ରହିବାକୁ ଚାହୁଁଚି. ମୁଣ୍ଡ ବିଚଳିତ ହଉଚି. ନିଜ ଉପରେ ସବୁ ବିତି ଯାଉଛି. ତେଣୁ ମୃତ୍ୟୁ ଚାହୁଁଚି.
@laxminarayandas557
@laxminarayandas557 6 месяцев назад
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏🪔🪔🪔
@KanhaSahoo-ei1ux
@KanhaSahoo-ei1ux 4 месяца назад
ଜୟ ଜଗନ୍ନାଥ ହେ କାଳିଆ କୋଟି ଓଡ଼ିଆ ର ମ ଉଡ ମଣି ଏ ଦୁନିଆ ମିଛ ମାୟା ସଂସାର ଏଠି କାଳିଆ ହିଁ ନିଜର ହେ ମଣିମା ଶୁଣିମା ହେଉ ହେ ମହାପ୍ରଭୁ ହେ କୃପାସିନ୍ଧୁ କୋଟି କୋଟି ଭକ୍ତ ମାନଙ୍କର ଦୁଃଖ ଦୂର କରିଦିଅ ଏଇ ଦୁନିଆଟା ହଉଛି ମିଛ ମାୟା ଏଇଟା କଳି ଯୁଗ ଯିଏ ଭଲ କାମ କରେ ସେ କାଳିଆର ପ୍ରିୟ ହୁଏ ଓ ସେ ମଣିଷକୁ ବହୁତ ଶୀଘ୍ର ତାଙ୍କ ପାଖକୁ ନେଇଯାଆନ୍ତି ହେ ମହାପ୍ରଭୁ ଜୟ ଶ୍ରୀ ଜନ୍ନାଥଙ୍କ
@cp5469
@cp5469 5 месяцев назад
ଅତି ସୁନ୍ଦର ଭିଡ଼ିଓ ଟି ଜୟ ଜଗନ୍ନାଥ ⭕❗⭕🙏🥺
@bikrammohapatra4035
@bikrammohapatra4035 5 месяцев назад
ଜୟ ଜଗନ୍ନାଥ ସ୍ୱାମି ସମସ୍ତ ଙ୍କୁ ହସ ଖୁସି ରେ ରଖିଥାନ୍ତୁ 🙏🙏🙏💐💐💐💐
@HemantaBehera-pz8yt
@HemantaBehera-pz8yt 3 месяца назад
ଏଇ ମିଛ ମାୟା ସଂସାରରେ କାଳିଆ କୁ ଛାଡ଼ିଦେଲେ ଆଉ କେହି ନୁହଁ କାହାରି, ମଣିଷ ଜେତେବେଳେ ସବୁ କିଛି ହରାଇ ଅସହାୟ ହୋଇଯାଏ ସେତେବେଳେ କାଳିଆ ହିଁ ଏକ ମାତ୍ର ସାହାରା ହୁଏ, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ ⭕️‼️⭕️
@niranjansahu5358
@niranjansahu5358 6 месяцев назад
ସତରେ ଭାଇ ଏ ଗୀତ ଟି ଯେମିତି ସୌରଭ ସାର୍ ଭାବ ଦେଇକି ଗାଇଛନ୍ତି ତାଙ୍କର ସେଇ ଗୀତ ଟି କୁ ଅଶ୍ୱିନ ଭାଇ ଙ୍କ ଅଭିନୟ ଦ୍ୱାରା ବହୁତ୍ ଭଲ ଭାବରେ ବୁଝେଇଦେଉଛନ୍ତି ସତରେ ଅ ଶ୍ଵିନ ଭାଇ ଅଭିନୟ ବହୁତ୍ ସୁନ୍ଦର୍ କରିଛନ୍ତି ଏଇ ଭିଡିଓ ଦେଖି ଆଖିରେ ଲୁହ ଆସିଯାଇଛି😢😢😢😢😢😢😢😢😢😢😢😢😢😢ଜୟ ଜଗନ୍ନାଥ 🙏🙏🙏🥹🥹🥹🥹
@mr_biku_
@mr_biku_ Месяц назад
ମନକୁ ଗୋଟେ ଗୋଟେ ଥର ଏମିତି ପ୍ରଶ୍ନ ଆସୁଛି କାହିଁକି ଏ କଳିଯୁଗରେ ମୁଁ ଜନ୍ମ ନେଲି
@lee_tu_
@lee_tu_ 3 дня назад
ସତ ରେ ଭାଇ 😢🥺
@rajasahu5950
@rajasahu5950 6 месяцев назад
Video pura a class. Aswin Real actor tame. Jibanta laguchii video.
@phonetube1902
@phonetube1902 2 месяца назад
ଜୟ ଜଗନ୍ନାଥ ପ୍ରଭୁ କେତେ ଲୀଳା ତମର 🙏 ପ୍ରଭୁ ମୋର ଡୋରି ଲଗେଇଦିଅ 😟🙇
@anuruparout3397
@anuruparout3397 6 месяцев назад
ବାସ୍ତବରେ ହୃଦୟସ୍ପର୍ଶି ❤❤ ଭଜନ ଆଉ ଭାଇଙ୍କ ଅଭିନୟ 👌
@TheManojpalei
@TheManojpalei 6 месяцев назад
Aakhiru luha asigala video dekhiki Very good lyrics totally heart-touching. Mahaprabhu sabu tuma maya🙏
@puskarbehera9597
@puskarbehera9597 6 месяцев назад
ହେ ପ୍ରଭୁ ତମର କି ନୀଳା ..... ଜୟ ଜଗନ୍ନାଥ 🙏
@sanjaymohanty4798
@sanjaymohanty4798 5 месяцев назад
Ohhhh kn heichi mo....ashwin bhai such a tremendous.....mono ku chuingola....jay jagannath
@Sam3290-s9l
@Sam3290-s9l 5 месяцев назад
ହୃଦୟ ଭକ୍ତିପୂତ ଆବେଗକୁ କୁ ପୁନଃ ଅଙ୍କୁରିତ କରିଦେଲେ ଏ ସଙ୍ଗୀତ 🙏🥺
@Sonu-mz4pv
@Sonu-mz4pv 5 месяцев назад
Music, lyrics, Singing ... all done by Sourav Bhardwaj.... One man Army. What a multidisciplinary talented guy... ସୁନ୍ଦର ସଂଯୋଜନା ସହିତ ଅଭିନେତା ଙ୍କ ଅଭିନୟ ଗୀତ ର ମହତ୍ତ୍ଵ ଓ ମାଧୁର୍ଯ୍ୟକୁ ଦ୍ଵିଗୁଣିତ କରୁଛି।
@sangrambehera8874
@sangrambehera8874 5 месяцев назад
ଜୟ ଜଗନ୍ନାଥ ବହୁତ ବହୁତ୍ ବଢିଆ ହେଇଛି ❤
@Somyaranjanpatra-r4m
@Somyaranjanpatra-r4m 4 месяца назад
Jetiki thara video dekhuchhi bhai akhi ru luho polei asuchhi Jay Jagannath🥺🙏🙏
@SOMYARUDRA
@SOMYARUDRA 6 месяцев назад
ଏମିତି ଗୀତ ମୁଁ କେବେ ସୁଣିନି ଧନ୍ୟବାଦ୍
@lipu6188
@lipu6188 5 месяцев назад
🙏🙏🙏ଭକ୍ତିରେ ଡାକିଲେ ଜଗା ଶୁଣିବା🙏🙏🙏
@sunitabehera2574
@sunitabehera2574 6 месяцев назад
Bahute sundara heichi gita ti aswin Bhai nka abhinaya bi sundar jay jagannath Swami sakhalu sakhalu prabu nka gita suni man Santi heigala
@tapaskumarsingh1993
@tapaskumarsingh1993 22 дня назад
ବହୁତ୍ ସୁନ୍ଦର୍ ହୋଇଛି ❤❤❤
@odiaexperiment5852
@odiaexperiment5852 5 месяцев назад
This song makes goosebumps🙏❤️ Jagannatha Swami Nayan patha Gami Bhawa Tume🙏❤️
@official-tofan-mr-guru1999
@official-tofan-mr-guru1999 5 месяцев назад
ଗୀତ ବହୁତ୍ ସୁନ୍ଦର୍ ହେଇଜୀ
@Jas.JR.2024
@Jas.JR.2024 6 месяцев назад
ବହୁତ ସୁନ୍ଦର ହେଇଛି ଭାଇ
@Sushant-ph9tj
@Sushant-ph9tj 4 месяца назад
Emiti bhajan sunile aatma ku shanti milijae....odia bhajan music dina ku dina jagannath ada nku tani nouchi... Jai jagannath team 😢
@hemantajena4758
@hemantajena4758 6 месяцев назад
ସତରେ aswin sir ଆପଣଙ୍କ ଅଭିନୟ ହୃଦୟକୁ ଛୁଇଁଗଲା, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ବହୁତ୍ ଆଗକୁ ନେଇକି ଯିବେ, ଜୟ ଶ୍ରୀ ଜଗନ୍ନାଥ 🙏
@amitrajeetparida2478
@amitrajeetparida2478 4 месяца назад
ଜୟ ଜଗନ୍ନାଥ
Далее
Ванька пошел!!!! 🥰
00:18
Просмотров 285 тыс.
RAM SIYA RAM I Adipurush
16:55
Просмотров 57 млн
Tuan Tuin Part 53 || Michhua Raadhuaa
13:53
Просмотров 466 тыс.