Тёмный
No video :(

Kalijuga Bhagabata Part-7 ll କଳିଯୁଗ ଭାଗବତ-୭ ll🙏 ll Omm Kedar ll Bharati Sahoo ll 

Omm Kedar Official
Подписаться 19 тыс.
Просмотров 78 тыс.
50% 1

#ommkedarofficial #odianewbhajan #kalijugasong #kalijugabhagabata7 #newbhajan2024#odiabhajan #viralsong #newsad #bharati #2024kalijugasong
🎶 🔊 Song Credits 🔊 🎶
________________________________________________
* Voice & Music 🎙️ :~ Omm Kedar
* Lyrics ✒️ :~ Bharati Sahoo
* Production Banner:~ Omm Kedar Official
* Official Contact :~ +91 90409 29140
________________________________________________
🙏LIKE || COMMENTS || SHARE || SUBSCRIBE🙏
#2024newkalijugabhagabata
#kalijugabhagabata7
#viralsong
#bharati
#newodiabhajan
#kalijuga
#Coromandelsong
#newodiabhajan
#newodiasong
#ommkedarhits
#bharatisahoosongs
#odiasadsongs
#newsadsongs
#newJagannathbhajan
#ommkedaroffical
#sibananabhajan
#chandrasekharbhajansandhya
#viralvideos
#viralsong
#2024newbhajansongs
#bharati
#bharatisahoosongs
#ommkedarhits
#odiakalijugabhagabatasong
―――――: ANTI-PIRACY WARNING :―――――
This content is completely copyright of OMM KEDAR OFFICAL production house. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the above material presented.

Опубликовано:

 

21 мар 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 66   
@umakantadas1325
@umakantadas1325 4 месяца назад
କଳିଯୁଗର ଅକର୍ମ ,ଅଧର୍ମକୁ ଏଡ଼ାଇବା ପାଇଁ କବୀ ଭାରତୀଙ୍କ ଲେଖନୀ ଯେତେ ଚଳଚଞ୍ଚଳ ହୋଇଛି ତାକୁ ଆହୁରି ସଧସ ସୁନ୍ଦର କରିଛି ଓମ କେଦାରଙ୍କ କଣ୍ଠ ଚଉଦ ଅକ୍ଷରରୁ ମଝିରେ ମଝିରେ କୋଉଠି ପନ୍ଦର ଅକ୍ଷର ଲାଗୁଛି ହୁଏତ ଟ୍ରାକ ପାଇଁ ବୋଧହୁଏ ଏମିତି ହୋଇପାରେ ମୋର ତ ସ୍ବର ବିଷୟରେ ଧ୍ଯାନ ଧାରଣା ନାହିଁ ତଥାପି ଖୋଲା ହୃଦୟରେ କହିବି ସମାଜ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ କାଳଜୟୀ ହେଉ
@diptikantasahoo4891
@diptikantasahoo4891 4 месяца назад
Sundar voice❤❤
@biswaketanray7026
@biswaketanray7026 4 месяца назад
👌🙏
@KedarMalik-ic1rs
@KedarMalik-ic1rs 4 месяца назад
Supor
@debashisjena2450
@debashisjena2450 4 месяца назад
Ati sundar lekha
@diptikantasahoo4891
@diptikantasahoo4891 4 месяца назад
ଅତି ସୁନ୍ଦର
@kalpatarusahoo1395
@kalpatarusahoo1395 4 месяца назад
Nice song
@poetdhirendra6046
@poetdhirendra6046 4 месяца назад
ମର୍ମସ୍ପର୍ଶୀ ଗୀତଟିଏ ।ଭାରି ଭଲ ଲାଗିଲା। ସମସ୍ତଙ୍କୁ ଶୁଭେଚ୍ଛା।
@diptikantasahoo4891
@diptikantasahoo4891 4 месяца назад
Very nice song❤❤❤
@lipiojha27
@lipiojha27 4 месяца назад
❤❤❤❤❤
@banajamishra2782
@banajamishra2782 4 месяца назад
Bahut badhia
@dipakkumarbal8318
@dipakkumarbal8318 4 месяца назад
ବହୁତ ସୁନ୍ଦର ହେଇଛି ଗୀତଟି l ଶୁଭେଚ୍ଛା ଓ ଅଭିନନ୍ଦନ ଭାଇ l ସୁନ୍ଦର କଣ୍ଠଦାନ l ଜୟ ଜଗନ୍ନାଥ 🙏
@lipiojha27
@lipiojha27 4 месяца назад
Ati sundar
@diptikantasahoo4891
@diptikantasahoo4891 4 месяца назад
ମନଛୁଆଁ ଲେଖା❤❤❤
@dharmanandmallick6615
@dharmanandmallick6615 4 месяца назад
Nice composition and singing
@pothalpothal9632
@pothalpothal9632 4 месяца назад
Satya bachan bhai
@user-li7di5bo7u
@user-li7di5bo7u 4 месяца назад
Jai jagannath 🙏🙏🙏
@user-ns6uw3kd7s
@user-ns6uw3kd7s 4 месяца назад
ଭଲଲାଗୁଚି କେଦାର ଭାଇ ତୁମୋ ଗୀତ ସବୁ ଭଲ
@elishapatra4409
@elishapatra4409 4 месяца назад
Wow wow wow khub Sunder
@RakeshKumarJena-rm7bc
@RakeshKumarJena-rm7bc 4 месяца назад
❤❤❤
@diptikantasahoo4891
@diptikantasahoo4891 4 месяца назад
Nice
@achyutanandamallick576
@achyutanandamallick576 4 месяца назад
ହୋଲିର ଶୁଭ ଅବସର ରେ ଭାରତୀ ମାଡାମ ଏବଂ କେଦାର ବାବୁ ଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ସହ ଅଭିନନ୍ଦନ ଜଣାଉଛି l ବହୁତ ସୁନ୍ଦର ଲିଖନୀ ଏବଂ ବହୁତ ସୁନ୍ଦର କଣ୍ଠ ଦାନ l କେଦାର ବାବୁ ଏହିଭଳି ଗୋଟେ ପରେ ଗୋଟେ ସଫଳତା ର ପାହାଚ ଚଢି ଚାଲନ୍ତୁ l ଭଗବାନ ଆପଣଙ୍କ ଦୁହିଁଙ୍କ ସଫଳତା ର କାମନା କରୁଛି ଏବଂ ଆଶା କରୁଛି ଏ ଗୀତଟି ଓଡିଶା ରେ ଚଞ୍ଚଲ୍ୟ ସୃଷ୍ଟି କରିବ ବୋଲି ମୋର ଆଶା ଏବଂ ବିଶ୍ୱାସ l🙏🙏🌹🌹🙏🙏👌👌👌👍👍👍
@pramodrout7102
@pramodrout7102 4 месяца назад
⭕❗⭕ Jay Jagannath 🙏🙏🙏
@pradhanvlogs-vb7lu
@pradhanvlogs-vb7lu 4 месяца назад
जय श्री जगन्नाथ स्वामी मां लक्ष्मी बलराम जय श्री हनुमान जी आपके चरणों में कोटि कोटि प्रणाम करता हूं 🏵️🏵️🌼🌼💮💮🙏🙏♥️♥️🚩🚩
@lipiojha27
@lipiojha27 4 месяца назад
Very nice
@manassandhibigraha9039
@manassandhibigraha9039 4 месяца назад
Madam Geeta bahuta bhala hoichi
@debiprasaddebashis1001
@debiprasaddebashis1001 4 месяца назад
Bahut sundar bhajana
@dilipsahoo8412
@dilipsahoo8412 4 месяца назад
Jay jagannatha 🙏🙏🙏🙏
@pothalpothal9632
@pothalpothal9632 4 месяца назад
Right bhai
@diptikantasahoo4891
@diptikantasahoo4891 4 месяца назад
Good
@kalpatarusahoo1395
@kalpatarusahoo1395 4 месяца назад
😊very nice
@sumitranibehera8776
@sumitranibehera8776 4 месяца назад
Ati mansuan gita
@diptikantasahoo4891
@diptikantasahoo4891 3 месяца назад
ହୃଦୟକୁ ଛୁଇଁ ଗଲା❤❤
@diptikantasahoo4891
@diptikantasahoo4891 4 месяца назад
ଅତି ଚମତ୍କାର ସଙ୍ଗୀତ❤❤
@obraincommercewala
@obraincommercewala 4 месяца назад
Very nice Bharati. Keep it up. Also thanks to the singer.
@pothalpothal9632
@pothalpothal9632 4 месяца назад
V nice
@MuraliSrichandan
@MuraliSrichandan 20 часов назад
3:01
@sritamsahoo
@sritamsahoo 4 месяца назад
ଅତି ସୁନ୍ଦର୍ ❤❤
@SARATVLOGS7
@SARATVLOGS7 4 месяца назад
Super
@bikramkeshariswain7589
@bikramkeshariswain7589 4 месяца назад
Very nice song
@user-et4hu6zz5s
@user-et4hu6zz5s 4 месяца назад
Jay Jagannath 🙏🙏🙏
@Bharati1974
@Bharati1974 4 месяца назад
ଓଡ଼ିଶାର ଅଗଣିତ ସଂଗୀତ ପ୍ରେମୀ ମାନଙ୍କୁ ଗୀତିକାର ଭାରତୀ ସାହୁ ଭକ୍ତିପୂତ ପ୍ରଣାମ ଜଣାଉଛି l ଆଶା କରୁଛି ଆଗଭଳି ଆପଣମାନେ ଭଲ ପାଇବା ଦେଇ ଏ କଳିଯୁଗ ଭାଗବତ ର 7-ଭାଗକୁ ନିଶ୍ଚୟ ଆଗେଇ ନେବେ ବୋଲି ଆଶା ଓ ବିଶ୍ୱାସ l ମଣିଷ ମାନଙ୍କ ମନରେ ଧାର୍ମିକ ଚେତନା ଆସୁ, ସମାଜ ବଦଳି ଯାଉ, ସେଇ ତ୍ରେତୟା, ଦ୍ୱାପର ଭଳି ଭକ୍ତି ରସ ସମସ୍ତେ ପାନ କରନ୍ତୁ l କମେଣ୍ଟ ଲେଖିବାକୁ ଭୁଲିବେନି, share କରିବେ l ରହୁଛି ଆଜ୍ଞା, ପ୍ରଣାମ l🙏🙏🙏 ଗୀତିକାର ଭାରତୀ ସାହୁ
@diptikantasahoo4891
@diptikantasahoo4891 4 месяца назад
ତନ ମନ ସବୁ ତଲିନ ହୋଇଗଲା❤❤
@laxmidharbehera6026
@laxmidharbehera6026 4 месяца назад
Kedara bhai tuma a gita suni suni mo prabhu jagannath nkara mo jibana kemiti chalijau jaldi
@PravatNaik-dc2uk
@PravatNaik-dc2uk 3 месяца назад
M
@anadicharanmahali2080
@anadicharanmahali2080 4 месяца назад
ସୁନ୍ଦର ଭାବପୂର୍ଣ୍ଣ ରଚନା କରିଛନ୍ତି, ଯାହା ଅତ୍ୟନ୍ତ ଭାବଗର୍ଭକ ଓ ହୃଦୟସ୍ପର୍ଶୀ ହୋଇପାରିଛି, ଧନ୍ୟବାଦ ଅର୍ପଣ କରୁଛି 🙏🏻🙏🏻🙏🏻
@Bharati1974
@Bharati1974 4 месяца назад
ସମସ୍ଦର୍ଦର୍ଶକଙ୍କୁ ପ୍ରଣାମ ଜଣାଉଛି ଗୀତିକାର ଭାରତୀ ସାହୁ l ଆପଣ ମାନଙ୍କ ଭଲ ପାଇବାକୁ ଆମର ଓମ କେଦାର ଅଫିସିଆଲ ଚ୍ୟାନେଲ କୁ ଅଜସ୍ର ଭଲ ପାଇବା ଦେଇ ଆଗକୁ ନେବା ପାଇଁ ଅନୁରୋଧ କରୁଛି l ଆପଣ ମାନଙ୍କ ଆଶୀର୍ବାଦ ଏକାନ୍ତ କାମ୍ୟ l ଭାରତୀ ସାହୁ 🙏🙏🙏
@jayantakumarpatel4338
@jayantakumarpatel4338 3 месяца назад
Bahut sundar lekhaa medam God bless you 💖
@mayaramhans9775
@mayaramhans9775 15 дней назад
Jay jagannath 🙏🙏🙏🙏🙏🙏
@Bharati1974
@Bharati1974 4 месяца назад
ସମସ୍ତ ଦର୍ଶକ ମାନଙ୍କୁ ଶୁଭେଚ୍ଛା ଏବଂ ପ୍ରଣାମ ଜଣାଉଛି l ଆପଣ ମାନଙ୍କ ଭଲ ପାଇବା ମୋର ଏକାନ୍ତ କାମ୍ୟ l ଆଶୀର୍ବାଦ ଟିକେ ଆମ ପାଇଁ ରହୁ ଏତିକି ଅଳି l🙏🙏🙏🙏
@diptikantasahoo4891
@diptikantasahoo4891 4 месяца назад
Welcome
@diptikantasahoo4891
@diptikantasahoo4891 4 месяца назад
Thanks all of you
@lipiojha27
@lipiojha27 4 месяца назад
Thank you madam
@diptikantasahoo4891
@diptikantasahoo4891 4 месяца назад
Very very nice❤❤
@diptikantasahoo4891
@diptikantasahoo4891 4 месяца назад
ସବୁ ଦର୍ଶକ ମାନଙ୍କୁ ମୋର କୋଟି କୋଟି ପ୍ରଣାମ
@Bharati1974
@Bharati1974 4 месяца назад
ସମସ୍ତ ଦର୍ଶକ ମାନଙ୍କୁ ଗୀତିକାର ଭାରତୀ ସାହୁ ପ୍ରୀତିଭରା ଶୁଭେଚ୍ଛା ଓ ପ୍ରଣାମ ଜଣାଉଛି l ଆଗଭଳି ଭଲପାଇବା ଦେଇ ଗୀତଟିକୁ ଆଗେଇ ନେଲେ ନିଶ୍ଚୟ ଋଣୀ ହୋଇ ରହିବି l ଆପଣମାନଙ୍କ ପ୍ରେରଣା ପାଇଲେ ନିଶ୍ଚୟ ଆଗକୁ ବଢିବାର ଆମେ ସୁଯୋଗ ପାଇବୁ l ଆଶା କରୁଛି ଆପଣମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ନିଶ୍ଚୟ ଅଜାଡି ଦେବେ l ରହୁଛି, ପ୍ରଣାମ l ଭାରତୀ ସାହୁ 🙏🙏🙏
@AmitDas-tf9xg
@AmitDas-tf9xg 4 месяца назад
😢😢😢
@lipiojha27
@lipiojha27 4 месяца назад
Jay jagannath
@jayantisahoo9686
@jayantisahoo9686 4 месяца назад
Bharatisahoomaaok
@dipakkumarbal8318
@dipakkumarbal8318 4 месяца назад
ଭାରତୀ ଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସୁନ୍ଦର ଗୀତଟି ଭେଟି ଦେଇଥିବାରୁ l ଜୟ ଜଗନ୍ନାଥ 🙏
@Bharati1974
@Bharati1974 4 месяца назад
ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ପ୍ରଣାମ ଜଣାଉଛି l ଓଡ଼ିଆ ନବ ବର୍ଷ ଉପଲକ୍ଷେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି l କେବଳ ଆପଣ ମାନେ ଆଶୀର୍ବାଦ ଟିକେ ଅଜାଡି ଦେବେ ଏତିକି ମୋର ଅଳି 🙏🙏🙏 ଗୀତିକାର ଭାରତୀ ସାହୁ 🙏🙏
@diptikantasahoo4891
@diptikantasahoo4891 3 месяца назад
ବହୁତ ବହୁତ ବଧା ଇ❤❤
@user-ye8kp4dk8v
@user-ye8kp4dk8v 27 дней назад
Tikie tikite haba na sabu bhangi habani bhagaban ku ninda jemiti nahana am mahaprabhu karibe biswas achi je
@diptikantasahoo4891
@diptikantasahoo4891 3 месяца назад
ଶୁଣନ୍ତୁ ଏବଂ like share କରନ୍ତୁ❤❤
@diptikantasahoo4891
@diptikantasahoo4891 3 месяца назад
ଜୀବନ ଧର୍ମୀ ସଙ୍ଗୀତ❤❤❤
@user-ye8kp4dk8v
@user-ye8kp4dk8v 4 месяца назад
Pali chanti sametse je kam
Далее
ТАЙНЫ И ЗАГАДКИ ИНТЕРНЕТА 2
41:37
до/после Знакомо?
00:16
Просмотров 13 тыс.
Dhanyare Manisa Dharmaku Tike Nahin Dara Full
23:18
ТАЙНЫ И ЗАГАДКИ ИНТЕРНЕТА 2
41:37