Kapilash Temple, also known as Mahadev Chandrashekhar Temple is situated in the north eastern part of Dhenkanal town.
The temple is situated at a height of about 2239 feet from sea level. The main tower of the temple is 60 feet tall.
There are two approaches to the temple. One is by climbing 1352 steps and the other is thru Barabanki or travelling by the twisting way.
King Narasinghdeva I of Ganga Dynasty constructed the temple for Sri Chandrasekhar in 1246 CE as indicated
in the Kapilash temple inscription.
The temple has a wooden Jagamohana. Sri Ganesh, Kartikeya, Gangadevi, etc. are found in the temple. Patita pavana
Jagannath is installed in the temple as the Parsa Deva. Lord Vishwanath temple is also situated in Kapilash. According to some
scholars this temple is older than the Chandrasekhar temple, hence it is known as Budha Linga. There are many legends about
Kapilash pitha and its significance. Tradition describes it as the ashram of Kapila, to some scholars it is the second Kailash of Lord Shiva.
Shridhar Swami who wrote commentary on Bhagavata Purana stayed there. There are some monasteries in the premises.
କପିଲାଶରେ ରହିଥିବା ଏହି ଶୈବ ମନ୍ଦିରରେ ଭଗବାନ ଶିବ ଶଙ୍କର ଚନ୍ଦ୍ରଶେଖର ଜୀଉ ଙ୍କ ନାମରେ ପୂଜା ପାଉଛନ୍ତି । ଆଉ ଅନେକ ଅନେକ ଦୂରରୁ ଆସୁଥିବା ଭକ୍ତ ମାନେ ମହାଦେବଙ୍କର
କୃପା ଅର୍ଜନ କରିବା ପାଇଁ ଓଡ଼ିଶାର ଅନନ୍ୟ କୋଣ ଏବଂ ଅନୁକୋଣରୁ ଆସିଥାନ୍ତି । ଅନ୍ୟ ପକ୍ଷରେ ଏହି ମନ୍ଦିରର କଳା ସ୍ଥାପତ୍ୟରୁ ଫୁଟି ଆସିଅଛି ସେହି ରାଜା ନରସିଂହଦେବ ଙ୍କର ଶାସନ କାଳର ନିଖୁଣ ଏବଂ ହସ୍ଥ
କାରିଗରୀ । ତେଣୁ ଏହି ସ୍ଥାନର ମାହତ୍ମ କୋଣାର୍କର ସୂର୍ଯ ମନ୍ଦିର ସହ କିଛି ସାମଞ୍ଜସ୍ୟ ରଖୁଛି । ତା ସହ ଏହି ମନ୍ଦିର ବେଢାଭୁମିରେ ରହିଅଛି ଅନ୍ୟ କେତେଗୁଡିଏ ଦେବାଦେବୀଙ୍କର ମନ୍ଦିରବଳୀ, ଯେଉଁଠାରେ କି
ଶ୍ରୀ ଗଣେଶ ମନ୍ଦିର, କାର୍ତ୍ତିକେୟ ମନ୍ଦିର, ବିଶ୍ଵନାଥ ମନ୍ଦିର, ଗଙ୍ଗାଦେବୀ ମନ୍ଦିର, ଶ୍ରୀରାମ ମନ୍ଦିର ଓ କପିଳ ମୁନିଙ୍କର ତପୋବନ ଭଳି ଅନେକ ଦୈବୀୟ ଅନୁଷ୍ଠାନ ମଧ୍ୟ ରହିଅଛି ।
ତ୍ରେତୟା ଯୁଗର ରାମାୟଣ ବିଷାରଦ ଶ୍ରୀ ଶ୍ରୀ ଶ୍ରୀ ବାଲ୍ମୀକି ମହର୍ଷି ମଧ୍ୟ ଏହି ପବିତ୍ର ଦେବଭୂମିରେ ତପସ୍ୟା କରିଥିଲେ ।
ଆଉ ଦ୍ଵିତୀୟ ପକ୍ଷରେ ମାତା ସୀତଙ୍କର ଜନ୍ମଭୂମି ପବିତ୍ର ସ୍ଥାନର ଘଞ୍ଚ ଅରଣ୍ୟ ମଧ୍ୟରେ ହୋଇଥିଲା । ତେଣୁକରି ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିବାକୁ ପାଇଥିବେ କି ମାତା ସୀତାଙ୍କର ଏନ୍ତୁଡ଼ିଶାଳ ।
ଏହିଭଳି video ଏବଂ କାହାଣୀମାନ ଦେଖିବା ପାଇଁ VISIT ODISHA ଚ୍ଯାନେଲ କୁ subscribe କରି ରଖିଥିବେ ।
#visit_odisha
#kapilash_temple
#dhenkanal
#Chandrasekhar_dev
MUSIC IN THIS VIDEO
*************************
Cinematic Trailer Intro - SoundrideMusic
Music Link: • NoCopyright Cinematic ...
(Music by Gudappan)
Channel link- • Classical Indian Vocal...
11 окт 2024