Тёмный

Kharbela Swain Chooses Independent Path After Pratap Sarangi's Ticket Allocation | Nandighosha TV 

Nandighosha TV
Подписаться 3 млн
Просмотров 153 тыс.
50% 1

#kharabelaswain #odisha #nandighoshatv
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

24 мар 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 427   
@kedarbiswal4575
@kedarbiswal4575 4 месяца назад
ଖାରବେଳଙ୍କ ପ୍ରତି ଅନ୍ୟାୟ ହେଉଛି।
@subashmishra5616
@subashmishra5616 4 месяца назад
ଉତ୍ତମ ନିଷ୍ପତ୍ତି ଜୟ ଜଗନ୍ନାଥ
@santoshmallick3534
@santoshmallick3534 4 месяца назад
Kharabela babu is honest ,fittest & a versatile leader. He should go to Lok Sabha as MP
@dibakarpanigrahy9369
@dibakarpanigrahy9369 4 месяца назад
Excellent decision 👏
@prashantakumarnayak8186
@prashantakumarnayak8186 4 месяца назад
Vote for kharabela swain
@bimalendubehera5798
@bimalendubehera5798 4 месяца назад
If Sri Swain shall stand as an independent with internal support from dissidents , Pratap Sarangi will be defeated.
@narayanparida3001
@narayanparida3001 4 месяца назад
You are honest and right
@dibakarpanigrahy9369
@dibakarpanigrahy9369 4 месяца назад
Kharabela Swain should have been given a ticket....✅👍
@purnapradhan9553
@purnapradhan9553 4 месяца назад
❤ ଜୟ ଶ୍ରୀ ଜଗନ୍ନାଥ ❤ଆପଣଙ୍କ ନିଷ୍ପତ୍ତିକୁ ଅଭିନନ୍ଦନ ❤
@Kshetra10064
@Kshetra10064 3 месяца назад
Ik 🇧🇸😅😅😅o
@satyaranjandash388
@satyaranjandash388 4 месяца назад
ଠିକ ନିଷ୍ପତି, ଆପଣ ଇଣ୍ଡେପେଁଡିଏନ୍ସ ଷ୍ଟାଣ୍ଡ karantu
@sanjam69
@sanjam69 4 месяца назад
Congratulations 🎉🎉🎉🎉🎉🎉❤❤❤❤
@rakeshkumarpanda8961
@rakeshkumarpanda8961 4 месяца назад
ଏଇଟା ନିଛକ ସତ୍ୟ ଯେ ବାଲେଶ୍ଵର ବିଜେପି ଦଳ ଖାରବେଳ ସ୍ବାଇଁ ବହୁ ପରିଶ୍ରମ କରି,ମାଡ ଖାଇ,ଅପମାନ ସହୀ ଦଳକୁ ତିଆରି କରିଥିଲେ
@kartikparida8238
@kartikparida8238 4 месяца назад
I request all balasorian please support Mr swain.
@brajakishorepadhi4022
@brajakishorepadhi4022 4 месяца назад
ପରତାପ ଷଡଗୀଂ ଗୋଟେ ନିକମା, ଅଯୋଗ୍ୟ
@Commentatornanda
@Commentatornanda 4 месяца назад
Sir ସବୁ ଠିକ୍ ଯେ ଆପଣ ଯୋଉ ତିନି ଲକ୍ଷ ତେର ହଜାର ଭୋଟ କଥା କହୁଛନ୍ତି ସେଇଟା ଆପଣଙ୍କ ଭୋଟ୍ ନୁହଁ ମୋଦୀଙ୍କ ଭୋଟ ଥିଲା
@anilpanigrahi1030
@anilpanigrahi1030 4 месяца назад
Thank you🙏🙏
@santoshbhoi1175
@santoshbhoi1175 4 месяца назад
ବାଲେଶ୍ଵର ଵାସୀ ଜାଣିଛନ୍ତି ତମେ କଣ କରିଛ ତମ ପାଇଁ ମିତଲ କେଉଁଝର କୁ ଚାଲିଗଲା ତମେ ହଉଛ ବାଲେଶ୍ଵର କଳଙ୍କ
@MR-22
@MR-22 4 месяца назад
ଭାଇ ଆପଣ ନିଜେ କହୁଛନ୍ତି ଯେ ଗତ ୨ ବର୍ଷ ହେବ ଫୁଲବାଣୀ ଯାଇନାହାନ୍ତି, ଫୁଲବାଣୀ ଵାସି କଣ ଆପଣଙ୍କୁ ୩ ବର୍ଷ ପାଇଁ ଭୋଟ ଦେଇଥିଲେ
@pabitrakar9323
@pabitrakar9323 4 месяца назад
Really very honest.
@nilamanikar954
@nilamanikar954 4 месяца назад
ଯେଉଁଠି ଠିଆ ହେଉଛ ହଉନ।କିଏ ମନା କରୁଛନ୍ତି।କିନ୍ତୁ ସ୍ଵାଧୀନ ପ୍ରାର୍ଥୀ ହେଲେ ଭୋଟ ମିଳିବା କଷ୍ଟ
@odishanext586
@odishanext586 4 месяца назад
ଲଢେଇ କରନ୍ତୁ, ଆପଣଙ୍କ ପରି ନେତା କ୍ଷମତାକୁ ଆସିବା ଦରକାର 👍🏽👍🏽
@drchandansahoo
@drchandansahoo 4 месяца назад
Congress should give candidate to srikanta jena this time
@manoranjanthecoolboy5006
@manoranjanthecoolboy5006 3 месяца назад
I don't support any political party but I like the fearless speech self confidence and outstanding personality inside a greatest Pearson I have never seen in my life.If in my there will be chance I wish to meet you sir.. Jay jagannath 🎉🎉
@saiaaradhyaproduction6087
@saiaaradhyaproduction6087 4 месяца назад
ଆମ ବାଲେଶ୍ୱର ରେ ଏଥର ବିଜେପି ଲୋକସଭାରେ ହାରିବ..... ଜଣେ ପୁରାତନ ପୁଙ୍ଗ ନେତା କୁ ଦଳରେ ଅଣଦେଖା କରି. ଦଳକୁ କମଜୋର ବନଯାଉଛି.... ଏ ନିଷ୍ପତି ସଠିକ ନୁହଁ..... ମୁଁ ସମ୍ପୂର୍ଣ୍ଣ ଭାବେ ଖାରବେଳ ସ୍ୱାଇଁ ଙ୍କୁ ସପର୍ଟ କରିବି....
@rajeeb941
@rajeeb941 4 месяца назад
BJP 100℅ win
@tudurusikasingary5978
@tudurusikasingary5978 4 месяца назад
Jay ...jeet .... kharabela
@sujitpanda1749
@sujitpanda1749 4 месяца назад
ଆପଣ ବିଧାନସଭା ଯିବା ଉଚିତ୍ ଆଜ୍ଞା , କାରଣ ସରକାର କୁ କାଉଣ୍ଟର କରିବାକୁ ହେଲେ ଆପଣ ଓ ଆପରାଜିତା ମେନ୍ ଭଳି ବ୍ୟକ୍ତି ନିହାତି ଆବଶ୍ୟକ । ଜୟ ଜଗନ୍ନାଥ ।
@kaliapradhan4686
@kaliapradhan4686 4 месяца назад
You are right bro. Swain Bhai MLA re stand Kariba katha Naveen babunku Takar dei paribe Aparajita Mam nka Saha.
@chandrakantsutar2922
@chandrakantsutar2922 4 месяца назад
Yes ...Mr Kharavell Swain is a true BJP senior and educated leader in Odisha....BJP should give him ticket for M.P in Balasore ❤❤ we respect him n ❤him
@sarojranjanbrahma542
@sarojranjanbrahma542 4 месяца назад
Great decision sir. You are really betrayed sir. Wishing for your victory
@LaxmidharSamal-ji1rm
@LaxmidharSamal-ji1rm 3 месяца назад
ତମେ ନିଶ୍ଚୟ ଜିତିବ ତମେ ସତ୍ୟଧର୍ମର ପ୍ରତୀକ ମନେ ରଖିଥିବେ ସାର ଅଳ୍ପ ଭୋଟ ହେଉ ପଛେ ଜିତିବା ନିଶ୍ଚିନ୍ତ ମୁ ଭଦ୍ରକ ବାସିନ୍ଦା ପ୍ରଥମ ସ୍ଲୋଗାନ ଆପଣଙ୍କର ବିଜୟ
@peaceisprosperity3203
@peaceisprosperity3203 4 месяца назад
ସେ ରହସ୍ୟ ମୟ ଶକ୍ତି ଖୁଦ ଭଗବାନ ଶ୍ରୀ ରାମ, ସେ ଚାହୁଁ ଛନ୍ତି କି ଆପଣ ବାବା ହେଇ ଅଯୋଧ୍ୟା ପଳେଇ ଯାଆନ୍ତୁ, ସେଇ ଭଗବାନ ଙ୍କ ଚରଣ ତଳେ ସାରା ଜୀବନ ବିତେଇ ଦିଅନ୍ତୁ
@muralidharajena4114
@muralidharajena4114 4 месяца назад
Bhala hoichhi...
@Swastik215
@Swastik215 4 месяца назад
Ticket କଟିଲା ଏଇଥି ପାଇଁ ଯେ, ଆପଣ ସଦାବେଳେ ସତ କଥା କହିଥାନ୍ତି। ଏବଂ ଆପଣଙ୍କ ତୁଣ୍ଡ ଭାରି danger। କଥା କହିଲା ବେଳେ ବଡ଼ ବାତ୍ତା କିଛି ମାନନ୍ତି ନାହି।
@batakrushnamahapatra2712
@batakrushnamahapatra2712 3 месяца назад
କି ଅଭିନୟ....ବିଜେପି ରେ ରହିବେ....ପୁଣି independent ଠିଆ ହେବେ.....ବିଜେପି କୁ ନଷ୍ଟ କରିବାକୁ ସଂକଳ୍ପ
@benudhardhal3153
@benudhardhal3153 4 месяца назад
Thank you. Proud of such type of leader. People of Balasore should teach the party leader.
@debendranathdas4023
@debendranathdas4023 3 месяца назад
ଖାରବେଳ,ଏମିତି ଭୁଲ୍ କର ନାହିଁ.ଯଦି ରାଜନୀତି କରୁଛ ତାହେଲେ ରାଜନୀତି କଲା ପରି କର.ସମୟ କୁ ଅପେଖ୍ୟା କର.ଭଲ ସୁଯୋଗ ପାଇବ.
@Slgopp
@Slgopp 4 месяца назад
ଖାରବେଳ ବାବୁ real BJP leader ଅଜି ଆଡ଼ଭାନୀ ଥିଲେ ନିଶ୍ଚିତ ticket ମିଳିବ ଥାନ୍ତା... ଆପଣଙ୍କ career ଖତମ କରିଦେଲ ମୋଦି 😥😥. ଆପଣ ସ୍ୱାଧୀନ ଲଢନ୍ତୁ ଯାହା ହବ ହବ... ସବୁ ବାଲେଶ୍ୱର ବାସୀ ଙ୍କୁ ଅନୁରୋଧ ଖାରବେଳ ଙ୍କୁ vote ଦିଅ, ସେ ନିଶ୍ଚିତ ଭଲ କାମ କରିବେ 🙏
@dinabandhutarai49
@dinabandhutarai49 4 месяца назад
ସେ କେଭେବି ସ୍ଵାଧୀନ ଭାବରେ ଲଢି ୧୦୦୦ ଭୋଟ ମଧ୍ୟ ପାଇପାରିବନୀ।
@Dash1962
@Dash1962 3 месяца назад
ଆପଣ ଙ୍କୁ କିଏ କହିଥିଲା, ଅଲଗା ଦଳ କରି ଓଡିଶା ବାସୀ ଙ୍କ ବିଶ୍ୱାସ କୁ କଳଙ୍କିତ କରିବାକୁ, ଏତେ ଧର୍ଯ୍ୟ ହରା ହେବା ଠିକ ନଥିଲା.
@advocatedigambarbehera3517
@advocatedigambarbehera3517 4 месяца назад
ଖାରବେଳ ବାବୁ।ଆପଣ ଜଣେ ଅତି ଅହଙ୍କାରୀ ମଣିଷ। ଆପଣଙ୍କ ମୁଁ ଶବ୍ଦ ହିଁ ଆପଣଙ୍କୁ ଧ୍ଵଂସ କରି ଦେଇଛି।ଆପଣ ସ୍ୱପ୍ନ ଦେଖିବାକୁ ମନା ନାହିଁ। କିନ୍ତୁ ଯେଉଁ ସ୍ୱପ୍ନ ସାକାର କରି ହେବ ସେଭଳି ସ୍ୱପ୍ନ ଦେଖିବା ଉଚିତ୍। ଆପଣଙ୍କ ମାନସିକ ସ୍ଵାସ୍ଥ୍ୟ ଅବସ୍ଥା ଭଲ ନଥିବା ଲାଗୁଛି। ମୁଁ ଅସୁର ଆପଣଙ୍କୁ ଗ୍ଧାସ କରି ସାରିଲାଣି।ପ୍ରତାପ ଷଡ଼ଙ୍ଗୀ ସେଠାରେ ଗଧ ଭଳି ହାରିବେ।ସେ ଜଣେ ଭଲ ବକ୍ତା,ମାନେ କୁହାଳିଆ। ମାତ୍ର ଜଣେ ନମ୍ର ଅହଙ୍କାରୀ।ମୋଦି ତାଙ୍କ ଉପରେ ଭରସା କରି ମନ୍ତ୍ରୀ କଲେ ଯେ ପୁଣି ଦକ୍ଷତା ଦେଖି ବିଦାୟ କରିଦେଲେ।ଆପଣ ଜଣେ କଥା କୁହାଳିଆ ଓ ଗର୍ବୀ।। ଆପଣଙ୍କ କଥା ବେଶି ନହିବା ବୁଦ୍ଧିମାନର କାର୍ଯ୍ୟ। ନମସ୍କାର।
@ashokpanda8805
@ashokpanda8805 4 месяца назад
ଠିକ୍ କହିଛନ୍ତି
@sadasibabiswal3023
@sadasibabiswal3023 4 месяца назад
Pratap sarangi tharu kharabela swain. Bahut bhala bichakhyana neta
@narasinghasahu3501
@narasinghasahu3501 4 месяца назад
ଆପଣ ହିଁ ବିଜେପି ର ପ୍ରକୃତ ପ୍ରାର୍ଥୀ। ଅପରାଜିତା ଷଡ଼ଙ୍ଗୀ ଙ୍କ ସହିତ ମିଶି ସ୍ୱଚ୍ଛ ଶାସନ ରେ ଭାଗିଦାରୀ ହୁଅନ୍ତୁ।
@debasispriyadarsansahoo6879
@debasispriyadarsansahoo6879 4 месяца назад
ଏଇ ମହାତ୍ମା ଜଣେ ଅର୍ଦ୍ଧ ପାଗଳ। କନ୍ଧମାଳ ରେ ୟାଙ୍କୁ ଛାଡି ଆଉ କାହାକୁ MP ଟିକେଟ ଦେଇଥିଲେ କନ୍ଧମାଳ ରେ BJP MP ଜିତି ଯାଇଥାନ୍ତା। ତାଙ୍କ ଗର୍ବ ବହୁତ,କଥା ବହୁତ କାମ ରେ ସୁନ।
@biswanathpadhy8371
@biswanathpadhy8371 4 месяца назад
Really honest,straight forward,knowledgeable person but not adjusting with the present times.
@jalandharpradhan6006
@jalandharpradhan6006 4 месяца назад
ଏଥର ବସିପଡ ଭାଇ ଆଉ ତମ କଥା ନୁହଁ
@debasissahu2637
@debasissahu2637 4 месяца назад
Pratap Sarangi କୌଣସି କାମର ନୁହନ୍ତି। ସେଥି ପାଇଁ ତାଙ୍କୁ Modi ମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ। କିନ୍ତୁ BJP ତାଙ୍କୁ କେମିତି ticket ଦେଲା ତାହା ଆଶ୍ଚର୍ଯ୍ୟ ର କଥା।
@sanjaykumar0208
@sanjaykumar0208 4 месяца назад
😅😂😂😂Emiti hauchha sabu MP haba pain Labha ta achhi,,,
@dr.satyakantapradhan4546
@dr.satyakantapradhan4546 4 месяца назад
Actually Kharbel Swain is the fittest candidate of BJP.
@biswajitmishra2535
@biswajitmishra2535 4 месяца назад
କେଉଁ ଏକ ରହସ୍ଯମୟ ଶକ୍ତି ଟିକଟ୍ କାଟିଛି 😢
@seshachandrikajena5279
@seshachandrikajena5279 4 месяца назад
M samal
@debiprasadmishra2699
@debiprasadmishra2699 4 месяца назад
ପ୍ରତାପ ସଢଙ୍ଗୀ ଙ୍କ ସହ ଖାରବେଳ ଙ୍କ ବ୍ଯକ୍ତିଗତ ଅସହିଷ୍ଣୁତା ରହୁଛି।
@sushantadevta9225
@sushantadevta9225 4 месяца назад
Great
@jayasenparida5705
@jayasenparida5705 4 месяца назад
Sorry kharabela sir, ଫୁଲବାଣୀ ସମେତ କନ୍ଧମାଳ ଲୋକ ସଭା ଆସନରେ ଦଳର ସ୍ଵତନ୍ତ୍ର ଭୋଟର ଅଛନ୍ତି। ଏହାକୁ ଟିକିଏ ଦୃଷ୍ଟିରେ ରଖି ମିଡ଼ିଆ ଆଗରେ କହିବେ।
@karttikaprasadjena7900
@karttikaprasadjena7900 4 месяца назад
Kharabela is best M p in Bslasore
@user-op8hf6lc7p
@user-op8hf6lc7p 4 месяца назад
ଆମେ ଅଛୁ ଅପେକ୍ଷା ରେ
@kctripathy
@kctripathy 4 месяца назад
ଏଥି ପାଇଁ ଆଙ୍କେ public ଠୁ ମାଡ଼ ଖାଉଛନ୍ତି ଆଉ....
@Jayparida07
@Jayparida07 4 месяца назад
He is deserving candidate, pratap sarangi is undeserving candidates
@sachidanandasahu4164
@sachidanandasahu4164 4 месяца назад
Very good thinking sir
@maheshwardas310
@maheshwardas310 4 месяца назад
ଖାରବେଳ ବାବୁ ପ୍ରକୁତ୍ bjp କଣ ପାଇଁ ପ୍ରତାପ ଷଡ଼ଙ୍ଗୀ ଟିକେଟ ମିଳିଲା ମୁ ଦେବୀ ଖାରବେଳ ବାବୁ ସମ୍ପର୍କରେ ଆପଣ ବନ୍ଧୁ କେନ୍ଦ୍ରାପଡ଼ା ରେ ଦେଖା ହୋଇ ଥିଲା AC ଦେବେ
@biplabsahu318
@biplabsahu318 4 месяца назад
You are a great leader❤
@susantakumarbarik7111
@susantakumarbarik7111 4 месяца назад
I think you will be the CM if BJP will win more seats.only 03 candidate ie Sambit jee Aparijita madam and you are fit for CM CM
@tnanda1432
@tnanda1432 4 месяца назад
You're an honest , you come Cuttack stand independently.maybe other opportunity in planning Commission Or else
@seshachandrikajena5279
@seshachandrikajena5279 4 месяца назад
Manmohan samal taken a bad decision not giving ticket to Kharabelaa swain, he is a best MP ihave ever seen .bi have given my first vote to him and he had done a tremendous work for Baleswar. Personal ego not work in election who is perfect pls give ticket to them. If he contest independent we will support him. Pratap sarangi should choose for MLA and Kharbela Swain for MP. Change ur decision.
@nabakishorerana8844
@nabakishorerana8844 4 месяца назад
ଆରେ ଭାଇ. ତୁମକୁ କେଉଁ ଦଳ ନେବ ନାହିଁ, ଆଉ ସ୍ୱାଧୀନ Candidate ହେଇ ଜିତିବା ତୁମର ଏହା ଦିବା ସ୍ବପ୍ନ l
@pinkibehera1182
@pinkibehera1182 4 месяца назад
Bhai my berhampur Loko kintu tumoku support Karu chii
@bhattruhari
@bhattruhari 4 месяца назад
ବିଜେପି କେବଳ ଭାଇ ଭାଇ ଭିତରେ ଦଙ୍ଗା କରୁଛି
@arunanshupatra8947
@arunanshupatra8947 4 месяца назад
Plz. Support Kharabela Swain
@arjunbehera1398
@arjunbehera1398 4 месяца назад
Bastabare Swain Sir sampurna " Spasta Baadi " byakti atanti, nichhak sata bi kahuchhanti. Sir apana nku mora hrudaya ru bahut bahut dhanyabad 👌👌✌
@krushnachandrabacha2261
@krushnachandrabacha2261 4 месяца назад
ଆପଣ ଙ୍କ ବୟସ ଆଉ ଚିନ୍ତା ରେ ବହୁତ ପରିବର୍ତ୍ତନ ହୋଇସାରିଲାଣି ତେଣୁ ବୋଧେହୁଏ ଦେଇନାହାନ୍ତି
@jagannathprasadbarik7872
@jagannathprasadbarik7872 4 месяца назад
Kharvela ❤❤❤❤
@babumb260
@babumb260 4 месяца назад
Discarding Kharabel is injustice and unjustified.
@mahendraray8149
@mahendraray8149 4 месяца назад
Boath are talented fitest to be the c m of odisha 1 aparajita 2 kharbela
@benudharpatra9256
@benudharpatra9256 4 месяца назад
ଏ ସବୁ କଥା ପିଲାଳିଆମି। Automatic party suspend Kariba। ସାମ୍ବାଦିକ ପ୍ରଶ୍ନ ପଚାରି ପଚାରି ମାରିଦେବେ।
@NabinkumarSahu-jh4zj
@NabinkumarSahu-jh4zj 4 месяца назад
ଗୃହ ଶତ୍ରୁ ବିଭୀଷଣ
@rabinayak3001
@rabinayak3001 3 месяца назад
Congratulation sir
@Dillip5331
@Dillip5331 4 месяца назад
Rest niantu sir 🙏 IFS brain lagei area ra kemiti develop heb try karantu
@jyotsnadalai5254
@jyotsnadalai5254 4 месяца назад
Bhala hela eka ladhantu 🎉
@FarmingCorridor
@FarmingCorridor 3 месяца назад
Mo vote Apononku 100% ... Kamo koriba loko hin darkar Balasore ku , Nijoku prepare korontu au Balasore pain kn koribe taro road map bonantu dekhibe loko nihati chayan koribe....
@santoshdash870
@santoshdash870 4 месяца назад
ମୁଁ ରାକ୍ଷସ ମଣିଷ ଭିତରେ ଏବେ ବି ବଂଚିଛି!
@SoumyaRanjan-pk8qt
@SoumyaRanjan-pk8qt 4 месяца назад
Rajaniti Bina kn loka seba karihebani
@niranjandas1543
@niranjandas1543 3 месяца назад
Well spoken.Kharabela babu,you are worthy to become MP or MLA or to hold any political top posts.But the go of the day is sycophants win.You contest and definitely fortune shall favour the brave.May Almighty keep you healthy to win the race.The mysterious power, if you are sure, be brought to limelight before election which shall be beneficial for you.
@minadas292
@minadas292 4 месяца назад
ସବୁ ଆପଣ କରିଛନ୍ତି, ଟିକେଟ ଆପଣଙ୍କ ଆଚରଣ ପାଇଁ କଟିଛି
@pariantivirus9404
@pariantivirus9404 3 месяца назад
Yes sir
@bramhanandmallik3037
@bramhanandmallik3037 4 месяца назад
It's right
@jhadeswarsamantaray6882
@jhadeswarsamantaray6882 3 месяца назад
Aapana jarur aasantu aame swagata janauchhu
@kajolbalagiri5674
@kajolbalagiri5674 4 месяца назад
Loke bhakua eithi kharabela sir nku dia vote ki pratap sirnku dia ultimately bjp jitiba😂😂..kuch vii
@bipinanandamishra
@bipinanandamishra 3 месяца назад
Once you declared to be an independent candidate basing on your support Your words should be strong and unmoved.
@chandrasekharsahu7260
@chandrasekharsahu7260 4 месяца назад
Badhia haba
@asiskumar7490
@asiskumar7490 4 месяца назад
Good decision......kharabela swain heuchhanti .pure BJP
@rasmiparida3838
@rasmiparida3838 4 месяца назад
Kharabel Swain welcome
@ramachandrapanda2937
@ramachandrapanda2937 3 месяца назад
Swagatam bhai,jay Jagannath
@daitaryrout5493
@daitaryrout5493 4 месяца назад
Right
@sukumarrana9091
@sukumarrana9091 4 месяца назад
No doubt, Kharabela Swain is a very talented and honest person .
@ManojDas-ei4eb
@ManojDas-ei4eb 3 месяца назад
All right
@subratray1653
@subratray1653 4 месяца назад
Sir 🙏 really really really perfect analysis 👍
@sureshsethy6759
@sureshsethy6759 4 месяца назад
Bhai sath aau uchit Lokaku agiraduniar dunirre sthan nahi but asking to public's to apply their conscience for right clean and a need person whou will provide sevice to people's. God bless you ❤
@rameshchandradash4605
@rameshchandradash4605 4 месяца назад
Prakrutare kharabela Babu puruna neta tanka sahita 30 barshara tale dekha hoithila puruna neta sukindara bjp leader Akshaya ku sahoo nk jariare,
@gopinathghadai5018
@gopinathghadai5018 4 месяца назад
Khatabela swai jindabad
@prabakta-dr-bhabatoshpanda5179
@prabakta-dr-bhabatoshpanda5179 4 месяца назад
Bhai Tkiki katha.Apan kam jaha katha seia.Dhanyabad
@SB-fi9up
@SB-fi9up 4 месяца назад
Kharabela deserve that loksabha seat as compared to pratap sarangi
@pankajkumargamango4157
@pankajkumargamango4157 3 месяца назад
I ❤ you kha ra bela Good Disicen
@bhupeshkarmi513
@bhupeshkarmi513 4 месяца назад
ଆପଣଙ୍କୁ। ସ୍ଵାଗତ।,,,,,,,ସ୍ଵାଧୀନ ପାଇଁ,,,,,, ସ୍ବାଧିନ। ପାଇଁ। ଲଢନ୍ତୁ
@lalitendubehera5357
@lalitendubehera5357 4 месяца назад
ପ୍ରତାପ ନନା ହାରିବେ
Далее
Новые iPhone 16 и 16 Pro Max
00:42
Просмотров 1,6 млн
Что не так с воздухом в Корее?
00:45
Muslims debate with a Hare Krishna Monk
20:51
Просмотров 2,6 млн
Новые iPhone 16 и 16 Pro Max
00:42
Просмотров 1,6 млн