@Mr_NARENDRA_KORAPUT_3585
ନାଟକ କୁଆଁରୀ ଝିଆର ଭାଗ୍ୟ କାହାଣୀ ବାଗଦେରି ଗ୍ରାମର ଆମର ପ୍ରିୟ ଭୁବନ ଗୁରୁଙ୍କ ଦ୍ଵାରା ନିବେଦିତ ବହୁତ୍ ସୁନ୍ଦର ନାଟକ ୨୦୨୪ ର ନୂଆ ନାଟକ ଏହି ନାଟକ ଟି କୋରାପୁଟ ନବରଙ୍ଗପର ମାଲକାନଗିରି ଉମରକୋଟ ଏହି ସବୁ ଜିଲ୍ଲା ରେ famos ହେଉଛି ନାଟକ ଟି ବହୁତ ସୁନ୍ଦର ଭାବରେ ହେଇଛି କାଳ୍ପନିକ ସାମାଜିକ ଓ ପୌରଣିକ ନାଟକ ଦେଖିବାରେ ବି ଭଳ ଦୃଷ୍ୟ ସୁଖ ଦୁଃଖ ଲୋଭ ଷ୍ଟୋରି ସବୁ ସିନ୍ ନାଟକ ରେ ରହି ଅଛି |
ପ୍ରୀୟ ମୋର you tube ର ସମସ୍ତ ଦର୍ଶକ ବନ୍ଦୁ ମୋର ସମସ୍ତଙ୍କୁ ଅନୁରୋଧ ଯେ ଯୋଦି ଆପଣ ମୋର chahnel ରେ ନୂଆ ତା ହେଲେ sunscrib କରି ବାକୁ ଭୁଲିବେ ନାହିଁ ଓ ଭିଡିଓ କୁ like share ନିଶ୍ଚୟ କରିବେ ଆଉ ଭିଡ଼ିଓ କେମିତି ଲାଗିଲା comment ମାଧ୍ୟମରେ ଜଣାଇବେ |
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ🙏 🎉🎉🎉🥳🥳
22 сен 2024