Тёмный

Khola Katha with Odisha Minister Prithviraj Harichandan 

OTV
Подписаться 11 млн
Просмотров 87 тыс.
50% 1

#ଓଡ଼ିଶାରେ_ବନ୍ଦ_ହେବ_ମଦ ?
ଖୋଲାକଥାରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶୁଣନ୍ତୁ ଓଡ଼ିଶାରେ ମଦ ବନ୍ଦ ହେବାକୁ ନେଇ କ’ଣ କହୁଛନ୍ତି...
#Kholakatha #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

9 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 339   
@saubhagyaranjanbiswal3052
@saubhagyaranjanbiswal3052 28 дней назад
ଓଃ ଆପଣ କହିବା କଥା ଚୋରା ମଦ ବନ୍ଦ ହେଲେ ସରକାରୀ ମଦ ଦୋକାନ ରୁ ଅଧିକ ମଦ ବିକ୍ରି ହେବ, ସରକାରକୁ ଅଧିକ ରାଜସ୍ବ ମିଳିବ
@Sidhartha263
@Sidhartha263 28 дней назад
ଚୋରା ମଦ ନୁହେଁ ସବୁ ବନ୍ଦ କର । ଗାଲୁଆ ମି ବନ୍ଦ କର
@padmalochannaik6132
@padmalochannaik6132 28 дней назад
ଓଡ଼ିଶାରେ ମଦ ବନ୍ଦ କରିବା ଉଚିତ ସାର୍
@pratapkumarjena1310
@pratapkumarjena1310 28 дней назад
ପାଗଳାମି ପରି ଗପୁଛୁ ମଦ ବନ୍ଦ କରିବତ କରିବ ଚୋରାମଦ କାହିଁକି ବନ୍ଦ କରିବ, ରାଜସ୍ୱ କମୁଛିବୋଲି
@bishnuprasadjani4174
@bishnuprasadjani4174 28 дней назад
ଆପଣଙ୍କ ଗାଁ ପାଖରେ ଦେଶୀ ମଦ ଆଉ ଚୋରା ମଦ ବିକ୍ରି ହେଉଛି ଆପଣ ଆଗରୁ ଜାଣିଛନ୍ତି । ଏହାକୁ କେବେ ବନ୍ଦ କରିବେ କୁହନ୍ତୁ 🙏
@user-vl3rv7cd8z
@user-vl3rv7cd8z 28 дней назад
ସ୍ଥାନୀୟ ପୋଲିସ ମାଧ୍ୟମରେ ଚୋରା ମଦବିକ୍ରୀହେବା ବନ୍ଦ କରିବା ପ୍ରତି ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ଦରକାର
@kalpatarugauntia2942
@kalpatarugauntia2942 27 дней назад
ମାନେ ମଦ ବିକ୍ରି ହେଉ😂
@technicalallinone92
@technicalallinone92 25 дней назад
ମାଲ ଖିଆ ପୋଲିସ କଣ କରିବ
@debasishbehura6976
@debasishbehura6976 24 дня назад
Good sir
@munkukomna91
@munkukomna91 28 дней назад
ଆଜ୍ଞା ମଦ ବନ୍ଦ କରିବେତ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ, ଆମ ଓଡ଼ିଆ କୁଚିଆ ଭାଇ କୁ ବନ୍ଦ ଆଉ ଅଣ ଓଡ଼ିଆ ବିହାରୀ ମଦ ଠିକାଦାର ମଦ ବିକ୍ରୀ କରିବ । ବାଃ! ରେ ସରକାର
@samparksathi
@samparksathi 28 дней назад
ମଦ ବନ୍ଦ ବିଷୟରେ ଶୁଣିଲେ ତ, ଶାସନ ରେ ଆସିବାପରେ ସବୁ ସମାନ, ଏହି କଥା ଜାଣି ରଖନ୍ତୁ ଓଡ଼ିଆ ଭାଇ ଓ ଭଉଣୀ ମାନେ। ସେଥିପାଇଁ ନିଜ ନିଜ ଭିତରେ ଝଗଡ଼ା କରନ୍ତୁ ନାହିଁ।
@O2GCRRRRRR
@O2GCRRRRRR 28 дней назад
ବହୁତ କଷ୍ଟ ଲାଗିଲା ଭାଇ। ଚି ଚି ଚି ବିଜେପି ମଦ୍ୟ ସରକାର
@user-du3xv1kl9s
@user-du3xv1kl9s 28 дней назад
ମଦ ବନ୍ଦ୍ ନ କଲେ ଆଗାମୀ ଇଲେକ୍ସନ ରେ ଭୋଗିବ । ବାବୁ ଙ୍କ ବଡ଼ ବିଭାଗ ଚାଲିଯିବ ଭୟ ଲାଗୁଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାର ସେ । କୋଉ ପଟେ ଭାଷଣ ଦେଇ ଥିଲେ? ଏଇ ମଦ ବନ୍ଦ୍ ଆଶା କରି ଅନେକ୍ ପରିବାର bjp କୁ ଭୋଟ ଦେଇଛନ୍ତି।
@judhistiraodora2260
@judhistiraodora2260 28 дней назад
Ama Nabina asile mada band ho jiba.
@user-du3xv1kl9s
@user-du3xv1kl9s 28 дней назад
@@judhistiraodora2260 ତମ ନବୀନ ତ ଓଡ଼ିଶା କୁ no 1 ମଦୁଆ ରାଜ୍ୟ ବନେଇ ଦେଲା
@O2GCRRRRRR
@O2GCRRRRRR 28 дней назад
ଠିକ କଥା । ଏ ସବୁ ଭଲ ଲୋକ ନୁହନ୍ତି
@O2GCRRRRRR
@O2GCRRRRRR 28 дней назад
ବିଜେପି ବହୁତ ଖରାପ ।ମୁ ଭାବିଥିଲି ମଦ ବନ୍ଦ ହେବ ଆଉ status bhi rakhithili
@pratapkumarjena1310
@pratapkumarjena1310 24 дня назад
@@user-du3xv1kl9s ଯଦି bjd ଓଡିଶାକୁ no-1 ମଦୁଆ ରାଜ୍ୟ କରିଥିଲା ଏବେ bjp କଣ କରୁଛି bjp ମଦ ବନ୍ଦ କରୁନି ଖାଲି ମିଛଟାରେ ବହସ୍ପଟ ମାରୁଛି
@kaliarout8777
@kaliarout8777 28 дней назад
ଦୋଗଲ ନୀତି
@menkaparida2735
@menkaparida2735 27 дней назад
ଧନ୍ୟବାଦ୍ ଜଣାଉଛୁ ସାରେ 🙏🙏🇮🇳💐💐 ଓଡ଼ିଆ ପୁଅ ଓଡ଼ିଆଙ୍କ ପାଇଁ ସମର୍ପିତ 🙏🙏🙏♥️♥️
@user-ti9fm6wv2z
@user-ti9fm6wv2z 28 дней назад
ମୋ ଓଡ଼ିଶା ମଦ ଓଡ଼ିଶା ।
@user-hd4nz2gd4y
@user-hd4nz2gd4y 28 дней назад
ଶଳେ କହିବ ଗୁଟେ କରିବ ଗୁଟେ.......ପମ୍ପ୍ ମାରି ଜିତିଲ ବହୁତ ଭୋଟେ....ଏବେ ଖାଏବ ନ ଚୋଟେ........
@chikun2000
@chikun2000 28 дней назад
ଆସନ୍ତା ନିର୍ବାଚନ ରେ ବିଜେପି ହାରିବ..ମନେରଖ
@prakashkumarsahoo6245
@prakashkumarsahoo6245 28 дней назад
ଦୋଗଲା କଥା କୁହନା, ମଦ ବନ୍ଦ କଲେ ଚୋରା ମଦ ଆପେ ଆପେ ବନ୍ଦ ହୋଇଯିବ, ଖାଲି ଚୋରା ମଦ ବନ୍ଦ କରି counter ବlଲl ଙ୍କୁ ବଡ଼ଲୋକ ଆଉ ନିଜେ କୋଟିପତି ହେବା ଲକ୍ଷ ରେ ଅଛ.....
@sudhansusekharmaharana3566
@sudhansusekharmaharana3566 27 дней назад
ମାନନୀୟ ମନ୍ତ୍ରୀ ମହୋଦୟ. ଦେଶୀ. ବିଦେଶୀ ପ୍ରଥମେ ବନ୍ଦ କରନ୍ତୁ. ବିଶେଷ କରି ଆମ ଶ୍ରୀ ଧାମ ପୂରୀ ରେଆଗ ବନ୍ଦ କରାନ୍ତୁ
@jyotijilu9020
@jyotijilu9020 28 дней назад
Sir ଓଡ଼ିଶା ରୁ ମଦ ବନ୍ଦ କରନ୍ତୁ pleases 😢😢
@endxgaming3273
@endxgaming3273 28 дней назад
Loka marijebe
@PuriToka91
@PuriToka91 28 дней назад
ସେଇ ତ ଗୋଟିଏ କଥା ବିଦେଶୀ ପ୍ରୀତି।
@MahendraKhuntia-fi2gh
@MahendraKhuntia-fi2gh 27 дней назад
ବନ୍ଦ ହେଇଯାଉ 🙏🏼
@janardansingh7168
@janardansingh7168 21 день назад
ଆପଣ କୁ ବହୁତ ବହୁତ ଧନ୍ୟବାଦ ମନୋରଞ୍ଜନ ଆଗିୟା ଆଜି ମନ୍ତ୍ରୀ ସଙ୍ଗେ ମଦ ବନ୍ଦ କରବାର ବିଷୟ ରେ ମନ୍ତ୍ରୀ ଙ୍କର କଥା ରୁ ଅସ୍ପଷ୍ଟ ବାରି ହଉଛେ ତାଙ୍କର ହୁସିଆଁରୀ ଟା ମାନେ ରନ୍ଧା ମଦ ବନ୍ଦ ହଉ ଜେ ବିଦେଶୀ ମଦ ବେଶୀ ବିକ୍ରି ହେବା ସରକାର ର ରାଜସ୍ବ ବଢବା
@mrutunjoypradhan99
@mrutunjoypradhan99 28 дней назад
କହିବା ଆଉ କରିବା ଭିତରେ ଫରକ୍ ଅଛି, ପଲଟି ବାଜ ୟାକୁ କହିବା.
@SusantaPadhan-ds9zp
@SusantaPadhan-ds9zp 28 дней назад
Sir ama Sonepur dist re aga mada band Kara heu bahut loka kidney roga re marigaleni🙏
@saratsahu5757
@saratsahu5757 24 дня назад
ye bjp sarakr kuha munda kapila jaiki CM jau greavance karuchhi nataka baji tk complain dia
@LusiSwain-ry8nw
@LusiSwain-ry8nw 25 дней назад
Thankssirodishawaniban
@manasranjanpatnaik6747
@manasranjanpatnaik6747 28 дней назад
ମଦ ବନ୍ଦ କୁ ସ୍ୱାଗତ କିନ୍ତୁ ଯଦି ପୋଡ଼ସୀ ରାଜ୍ୟ ରୁ ମଦ ବ୍ୟାପକ ଚଡ଼ା ଦାମ ରେ ଆସିବ ଓ ଚୋରା ବ୍ୟାପରି ଅଧିକା ଲାଭ ପାଇବେ ଯେପରି ଗୁଟୁକା ବନ୍ଦ ର କିଛି ମାନେ ନାହିଁ ଗୁତୁଖା 2ଟଙ୍କା ରେ ବିକ୍ରି ହେଉଥିଲା କିନ୍ତୁ ଏବେ ଚୋରା ରେ 5 ଟଙ୍କା ରେ ବିକ୍ରି ହେଉଛି ଲାଭବାନ ହେଲେ ଚୋରା ବ୍ୟପାରୀ ମଦ ମଧ୍ୟ ବନ୍ଦ କଲେ 200ଟଙ୍କା ମଦ 500 ଟଙ୍କାରେ ବିକ୍ରି ହେବ ଓ ଚୋରା ବ୍ୟପାରୀ ଲାଭବାନ ହେବେ ଓ ରାଜସ୍ବ ଆସିବ ନାହିଁ ବହୁତ ଚିନ୍ତାକରି ମଦ ବନ୍ଦ କରିବ
@siddhantaofficial5708
@siddhantaofficial5708 22 дня назад
Dhanya sir
@indradyumnamallick7969
@indradyumnamallick7969 27 дней назад
ଧନ୍ୟବାଦ ସାର ଆପଣଙ୍କ ବିଚାର ଧାରାକୁ ସାରା ଓଡିଶା ବାସି ତାରିଫ କରିବାକଥା 👋👋👋108 👋👋👋 l
@dayanidhisahoo2158
@dayanidhisahoo2158 28 дней назад
ମଦ ଦ୍ଵାରା ଓଡିଶା ରାଜସ୍ବ ଵଢାଅ ଲଜ୍ଜା ନାହିଁ ।ତୁମକୁ ଆଜି ମଦ ଦ୍ଵାରା କେତେକ ପରିବାର ଅବସ୍ଥା ଦେଖିଛ କେତେ ପରିବାର ଉଜୁଡ଼ି ଯାଇଛି ପିତାପାଖରୁ ପୁଅ ଅଲଗା ସ୍ତ୍ରୀ ପାଖରୁ ସ୍ଵାମୀ ଅଲଗା ଯେତେ ଅମାନୁଷିକ କାମ ସଵୁ ମଦ ପାଇଁ କେତେକ ଯୁବକ ଆଜି ପଥଭ୍ରଷ୍ଟ ମଦପିଉଥିବା ଲୋକ ମଦ ଵନ୍ଦ କରିପାରିବେ ନାହିଁ ।ମହାଶୟ ମଦ ପିଅନ୍ତି ତେଣୁ ମଦ ଵନ୍ଦ ପାଇଁ ଚେଷ୍ଟା କରିବେ ନାହିଁ ଦୁନିଆ। ଭା ସିଯାଉ ମୋ ବିଭାଗ ରହୁ ତୁମ ପୁଅ ଯଦି ମଦ ପିଇ କି ଘରକୁ ଆସିଲେ ତମକୁ କିଭଳି ଲାଗିବ
@sairamapat9614
@sairamapat9614 10 дней назад
ପୂର୍ବ ସରକାର ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇ ଭୋଟ ପାଇଁ ଅନେକ ଦିଶାହୀନ ଯୋଜନା ଓ ପ୍ରକଳ୍ପ କରି ଅନେକ ଅର୍ଥ ପାଣିପରି ଖର୍ଚ୍ଚ କରିଛନ୍ତି । ଏହି ଅପବ୍ୟୟ ଭରଣା ପାଇଁ ଓ ରାଜସ୍ବ ବୃଦ୍ଧି ନିମନ୍ତେ ଅବକାରୀ ବିଭାଗ ଉପରେ ଚାପ ପକାଉଥିଲେ । ରାଜ୍ୟରେ ମନ ଇଚ୍ଛା ମାତ୍ରାଧିକ ମଦ ବାର ଓ ଦୋକାନ ଖୋଲି ଥିଲେ । ଆଉ ମଧ୍ୟ ମଦ ଦୋକାନ ମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ମଦ ବିକ୍ରି ପାଇଁ ଚାପ ପ୍ରୟୋଗ କରାଯାଇଛି । ସଫଳ ବ୍ୟବସାୟ ପାଇଁ ଅଧିକ ପରିମାଣ ବିକ୍ରି ଉପରେ ପୁରସ୍କାର ବା ପ୍ରୋତ୍ସାହନ ରାଶି ଦେବା ବଦଳରେ ଅଧିକ ବିକ୍ରି କରି ନ ପାରିଲେ ଜୋରିମାନା ଲଗାଉ ଥିଲେ ।ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନେ ବାଧ୍ୟ ହୋଇ MGQ (ସର୍ବନିମ୍ନ ଗ୍ୟାରେଣ୍ଟି ଉଠାଣ ପରିମାଣ) ପୂରଣ ପାଇଁ ଓ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ରୁ ବଞ୍ଚିବା ପାଇଁ ଆବଶ୍ୟକତା ରୁ ଅଧିକ ମଦ ନିଗମ ରୁ ଆଣି ଦୋକାନ ରେ ବିକ୍ରି କରି ନ ପାରି ଚୋରାରେ ହୋଟେଲ,ଢ଼ାବା,ରେଷ୍ଟୁରାଣ୍ଟ ,ରାସ୍ତା କଡ ଚାଳିଆ ହୋଟେଲ (ମାଧ୍ୟମରେ ବିକ୍ରି କରୁ ଛନ୍ତି) କୁ ଯୋଗାଉ ଛନ୍ତି । ଯାହା ଫଳରେ ବିନା ଲାଇସେନ୍ସ ରେ ମଧ୍ୟ ସବୁ ଜାଗାରେ ମଦ ମିଳୁଛି ଓ ରାଜ୍ୟ ରେ ମଦ ଚୋରା କାରବାର ବୃଦ୍ଧି ପାଇଛି । ସବୁ ସ୍ଥାନରେ ମଦ ସହଜ ରେ ମିଳୁ ଥିବାରୁ ଦୁର୍ଘଟଣା ଓ ଅସାମାଜିକ କାର୍ଯ୍ୟ ମଧ୍ୟ ବଢ଼ି ଚାଲିଛି ।ଏହି ମଦ ଚୋରା କାରବାର ବୃଦ୍ଧି ରେ ସରକାରଙ୍କ ମଦ ନୀତି ପ୍ରତ୍ୟକ୍ଷ ଭାବେ ଦାୟୀ ରହିଛି । ଏଣୁ ନୂତନ ସରକାର ଏହାର ତର୍ଜମା କରି ନୂତନ ନୀତି ପ୍ରଣୟନ ପୂର୍ବକ MGQ (ସର୍ବନିମ୍ନ ଉଠାଣ ସୀମା ) ରେ ସୁଧାର ଆଣି ଏକ ଶୃଙ୍ଖଳିତ ନୀତି ପ୍ରଣୟନ କରିବା ଦରକାର।
@Satyajit533
@Satyajit533 27 дней назад
❤Respected minister apanka bahut ego re Katha barta karuchanti..apan kn govt upare ki kuhantu....mote jetebele 20 year hei thila mu nija ku bjp re misei dei thili....kintu apan minister jou ego re Katha hauchanti jemiti CM sir nka upare
@BIDYADHARKHARSEL-l1q
@BIDYADHARKHARSEL-l1q 28 дней назад
Nijar post jiba sethi pain eie Mada ku support karuchhi 100%
@prafullakumarsamal761
@prafullakumarsamal761 28 дней назад
ଆଜ୍ଞା ଆପଣ ଜାଣିଛନ୍ତି ତ ବିହାର ଓ ଗୁଜରାଟ ରେ ବିଜେପି ସରକାର। ସେଠାରେ ସେମାନେ ଛନ୍ଦି ହୋଇଛନ୍ତି। ଧନ୍ୟବାଦ
@sanjaybehera1291
@sanjaybehera1291 28 дней назад
Right line sir 🎉🎉🎉🎉🎉🎉
@pratapsekharmohanty2960
@pratapsekharmohanty2960 28 дней назад
Odisha re mada band haba darkar dayakari mada mukta odisha karajau🙏❤️
@gaganbiharisamantaray1122
@gaganbiharisamantaray1122 28 дней назад
ଆପଣ ମଦ ବନ୍ଦ କଲେ ଆରଥରକୁ ଜିତିବେ ନ ହେଲେ ହରିବେ ଗଳିଆ ବାଟ କଥା ରେ କିଛି କାମ ନାଇଁ,
@akshayakumar8712
@akshayakumar8712 25 дней назад
ଠିକ୍ କଥା କହିଛନ୍ତି Sir 🙏🙏🙏
@BayaBehera-wb5sd
@BayaBehera-wb5sd 24 дня назад
Right sir
@debasishbehura6976
@debasishbehura6976 24 дня назад
Good
@sanjaykumarsahoo8928
@sanjaykumarsahoo8928 27 дней назад
ସାର୍ ଓଡ଼ିଶା ଯେତେ ମଦ ଦୋକାନ ଅଛି,ସବୁ ଓଡ଼ିଆ ମାଲିକ ମାନଙ୍କ କୁ ଲାଇସେନ୍ସ ଦିଆ ଯାଉ,ଯାହା ଦ୍ଵାରା ଓଡ଼ିଆ ପିଲା ମାନେ କାମ କରିପାରିବେ, ଯୋଉ ଅଣଓଡ଼ିଆ ବିହାରୀ ମାନଙ୍କୁ ଆପଣ ଲାଇସେନ୍ସ ଦେଉଛନ୍ତି ସେମାନେ ଏଠି ନକଲି ତିଆରି କରି ବେପାର କରୁଛନ୍ତି,ଆଉ ଓଡ଼ିଶା କୁ ଲୁତୁଛନ୍ତି,ଆପଣ ଦେଖିବେ ଯେତେ ଓଡ଼ିଶାରେ ବିହାର ମାଲିକ ପାଇଛନ୍ତି ମଦ ଦୋକାନ ସବୁ ବିହାରୀ କୁ ରଖୁଛନ୍ତି,କାରଣ ବିହାରୀ କୁ ନକଲି ମଦ କରିବାରେ ପୁରା ଧୁରନ୍ଦର୍,,,ସେଥି ଲାଗି ଓଡ଼ିଆ ପିଲା ମାନଙ୍କୁ ରଖୁନାହାନ୍ତି,ଯଦି ଓଡ଼ିଆ ମାଲିକ ମାନଙ୍କୁ ଦୋକାନ licnce ମିଲାନ୍ତ ,ବହୁତ ଓଡ଼ିଆ ପିଲା କାମ ପାଇପାରନ୍ତେ ,କିଛି ଅଂଶ ରେ ବେକାରୀ ସମସ୍ୟା କମିପରାନ୍ତି, ମୋର ଅନୁରୋଧ ସବୁ ଓଡ଼ିଆ ମାଲିକକୁ ଦୋକାନ ମିଲୁ,,,,,
@publiclover1351
@publiclover1351 27 дней назад
Salute sir...
@Spysince95
@Spysince95 28 дней назад
ଏମାନେ ଠକି ଦେଲେ ରେ, next vote for congress
@saratsahu5757
@saratsahu5757 24 дня назад
r8 bhai se jaha kahe kare amku state re congress darakr centre re bjp hau
@jpentertainment976
@jpentertainment976 27 дней назад
ଆମ ଗାଁରେ ଡାକ୍ତରଖାନା ନାହିଁ କିନ୍ତୁ ଦୁଃଖର ବିଷୟ ଆଉ କହିବି ନାହିଁ କାରଣ ଏଠାରେ ସମସ୍ତେ 🔗🔗⛓️😂😂😂
@indianartandculture.odisha907
@indianartandculture.odisha907 28 дней назад
right decision.sir..i am proud of u...
@O2GCRRRRRR
@O2GCRRRRRR 28 дней назад
ଚି ଚି ଚି
@user-wc6mw8hl1u
@user-wc6mw8hl1u 28 дней назад
Minister change karantu
@sunilkumarsahoo2279
@sunilkumarsahoo2279 26 дней назад
Right
@87dhanba
@87dhanba 25 дней назад
ହଁ
@gaganbiharisamantaray1122
@gaganbiharisamantaray1122 28 дней назад
ଅନ୍ୟକୁ ଭାଷଣ ଦେବେ ମଦୁଆ ସରକାର ଆପଣ କଣ ଶୋଇଲା ବେଳେ ନିଜକୁ ପଚାରନ୍ତୁ
@tophanswain08
@tophanswain08 28 дней назад
Right sar
@surendrapradhan7616
@surendrapradhan7616 27 дней назад
Good decision
@ramakantabag1494
@ramakantabag1494 25 дней назад
ଗୋଟେ ଗାଁ ରେ କି ଗୋଟେ ପ ଡା ରେ ଯଦି 2/3 ଟା ପାନ ଦୋକାନ ଅଛି ସେ ଇ 2/3ଟା ଦୁକାନ ରେ ମଦ ମିଳୁଛି ଲୋକ ଘରେ ବସି ମଦ ପାଇ ପାରୁ ଛନ୍ତି ସେଥିପାଇଁ ମଦ ଅଧିକ ପିଉ ଛନ୍ତି ଭାଟି ରୁ ମଦ ଗୋଟେ ବି ବାହାରକୁ ଯିବା କଥା ନୁହେଁ ଦ୍ୱିତୀୟ କଥା ହେଲା ମଦ ପିଇ ଯିଏ ରୋଡ଼ ଉପରେ ଗାଁ ମଝିରେ ବୁଲିବ ତାକୁ ଏରେଷ୍ଟ କରାଯାଉ ମଦ କୁ ମଦ ଭାଟି ପ୍ରଯ୍ୟନ୍ତ ସୀମିତ ରଖାଯାଉ
@aamanitikhabarkendrapadaji511
@aamanitikhabarkendrapadaji511 22 дня назад
ବିଦେଶୀ ମଦ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ
@balsinghkata9649
@balsinghkata9649 26 дней назад
ଓଡ଼ିଶା ସରକାର ଚାହିଁଲେ ଓଡ଼ିଶାରୁ ମଦ ସଂପୂର୍ଣ୍ଣ ରୂପେ ବନ୍ଦ ହେଇ ପରିବା କିନ୍ତୁ କୌଣସି ବି ସରକାର ଓଡ଼ିଶାରୁ ମଦ ବନ୍ଦ କରିବା ନାହିଁ କାରଣ ସରକାର ଚାହୁଁ ନାହିଁ ଯେ ଓଡ଼ିଶା ର ଯୁବ ଗୋଷ୍ଠି ଶିକ୍ଷିତ ହୁଅନ୍ତୁ ଏହାର ମଧ୍ୟ କାରଣ ଅଛି ଲୋକ ମଦୁଆ ହେଲେ ଭୋଟ ହାତେଇବା ସୁବିଧା ହେବ। ଓଡ଼ିଶାରୁ ମଦ ସଂପୂର୍ଣ୍ଣ ଭାବେ ମଦ ବନ୍ଦ ହେବା ଜରୁରୀ । ପ୍ରତ୍ୟେକ ଗାଆଁ ରେ ସ୍କୁଲ୍ ଥାଉ କି ନ ଥାଉ କିନ୍ତୁ ମଦ ଭାଟି ନିଶ୍ଚୟ ଥିବ।ଥରେ ଚିନ୍ତା କର ଜଣେ ବ୍ୟକ୍ତି ଯଦି ମଦୁଆ ହୁଏ ସେ କିପରି ତା ପୁଅ ଝିଅ ର ଶିକ୍ଷା ବିଷୟ ରେ ଭାବିବା।ମୁ ମୋ ଅଞ୍ଚଳ ର କଥା କହୁଛି ଗାଆଁ ଗାଆଁ ରେ ମଦ ଭାଟି ଆଛି।ଯାହା ଲାଇସେନ୍ସ ପ୍ରାପ୍ତ ମଧ୍ୟ ନୁହେଁ ଲାଇସେନ୍ସ । ପୋଲିସ ର ମଧ୍ୟ ହାତ ଥାଏ। ମଦ ପାଇଁ ପାରିବାର ରେ ଅଶାନ୍ତି, ଚୋରି ଡକାୟତି, ଯାନବାହାନ ଦୁର୍ଘଟଣା, ବେକାରୀ ସମସ୍ୟା,ସମାଜ ଉପରେ କୁପ୍ରଭାବ.... ଚୋରା ମଦ ଏତେ ବି ଖୋଲା ଖୋଲି ବିକ୍ରି ହୋଇ ପାରିବ ନାହିଁ ବର୍ତ୍ତମାନ ର ଯୁବ ପୀଢ଼ି ତ ମଦ ରୁ ମୁକ୍ତି ପାଇବେ। ଦୁଃଖର ବିଷୟ ଏହା ଯେ ଗାଆଁ ଗାଆଁ ରେ ମନ୍ଦିର ଅଛି ଆଉ ମନ୍ଦିର ପରିଚାଳନା ପାଇଁ ଆମ ଅଞ୍ଚଳ ରେ ଗାଆଁ ରେ ମଦ ଭାଟି ପାଇଁ ନିଲାମୀ ହୁଏ। ଗାଆଁ ପଛେ ଭାସି ଯାଉ କିନ୍ତୁ ଗାଆଁ ରେ ମଦ ଭାଟି ରହିବା।ମୋ ମତ ରେ ଯଦି ବି ସଂପୂର୍ଣ୍ଣ ରୂପେ ବନ୍ଦ ନହୁଏ ତେବେ ପ୍ରାଇସ ବଢେଇ ଦିଆ ଯାଉ। ଏବଂ ଲାଇସେନ୍ସ ପ୍ରାପ୍ତ ମଦ ଭାଟି ଅଧୀନ ଗାଆଁ ଗାଆଁ ରେ ମଦ ବିକ୍ରି ବନ୍ଦ କରା ଯାଉ। ଗୋଟେ ଲାଇସେନ୍ସ ରେ ଗୋଟେ ଜାଗା ରେ ହିଁ ବିକ୍ରି ହେଉ।।ଏହା ଏକ ଭୁଲ ଧାରଣ ଯେ ମଦ ବନ୍ଦ କରି ଦେଲେ ଚୋରା ମଦ ବଢ଼ି ଯିବ । ଏହା ପ୍ରତି ମଧ୍ୟ କଡ଼ା ନିୟମ ଲାଗୁ କରା ଯାଉ। ସତ୍ୟ ତା ଏହା ଯେ ସରକାର ଚାହୁନାହି ଓଡ଼ିଶା ରୁ ମଦ ବନ୍ଦ୍ ହଉ ବୋଲି
@KamalBabu-im5mk
@KamalBabu-im5mk 26 дней назад
ମଦ ଯଦି ବନ୍ଦ ହେବ ଆମେ ମାରିଯିବୁ ଆଜ୍ଞା😂😂😂😂😂😂
@nagarjunbehera7954
@nagarjunbehera7954 24 дня назад
Tito bhai good 👍❤
@swamiakhilananda9918
@swamiakhilananda9918 27 дней назад
Good analisies
@satyabratadash4299
@satyabratadash4299 28 дней назад
Very Very Nice Answer
@user-sl1rs9ij8y
@user-sl1rs9ij8y 28 дней назад
ଗାଁ କୁଚିଆ ବନ୍ଦ କର
@abhinandansutar197
@abhinandansutar197 17 дней назад
ମଦ ତ ମଦ ଚୋରା ମଦ କଣ ଦୋକାନ ମଦ କଣ..ଆପଣ indirectly କହୁଛନ୍ତି ଯେ ମଦ ବନ୍ଦ ହେବନାହିଁ କାରଣ ମଦ ରୁ ରାଜସ୍ବ ଅଧିକ ପାଇବେ... ନିଶାସକ୍ତ ଙ୍କ ସଂଖ୍ୟା କମିବା ଅସମ୍ଭବ
@swamiakhilananda9918
@swamiakhilananda9918 27 дней назад
Thanks to minister आदरणीय
@O2GCRRRRRR
@O2GCRRRRRR 28 дней назад
ତୁମେ ଉପରେ ଭରସା ଉଠିଗଲା । ଛି ଛି ଛି । ମଦ ବନ୍ଦ କରିବ କହିକି ଏଲେସନ ଜିତିଲ । ଆଉ ଜିତିଲା ପରେ ମଦ ଅଧିକ ବିକିଲ ।ପ୍ରଭୁ ଜଗନ୍ନାଥ ତୁମକୁ ଚଡ଼ିବେନି । ଏ ଅଂହଙ୍କର ରହିବନି ପୃଥିବୀ ରାଜ ହରିଚନ୍ଦନ। ତୁମେ ଆଉ ତୁମ ପରିବାର ମଦ ପିଇ କି ନଷ୍ଟ ହେଇ ଯାଆନ୍ତୁ । ଏହା ମୋର ନିଃଶ୍ୱାସ । ଓ ଟିଭି ବାଲ। ତୁମେ ଭି ଦୟକରି ବିରୋଧ କର ପୁରା ବିଜେପି ସମର୍ପିତ ହେଇଯିବା ଠିକ ନୁହଁ । ମୁ ଭି ମୋଦି ଙ୍କୁ ସିପ୍ପୋର୍ଟ କରୁଥିଲି କିନ୍ତୁ ପୃଥିବୀ ରାଜ ର ମଦ ସପୋର୍ଟ ଦେଖି ବହୁତ ନିରାଶ ହେଲି । ଜଗନ୍ନାଥ ଙ୍କ ପାଖରେ ଏତିକି ଗୁହାରି ଓଡ଼ିଶା ରେ ମଦ ବେନ ହେଉ। ଚି ଚି ଚି । ଧିକ ତୁମ ଜୀବନ । ବିଜେପି ମଦୁଆ ସରକାର । ବିଜେଡି ତୁମଠୁ ଏତିକି ଭଲ ଯେ ସେ କେବେ କହିନଥିଲା ମଦ ବନ୍ଦ କରିବ ବୋଲି । ତୁମେ ଭି କହିଥାନ୍ତ ବିଜେପି ମଦ ଆହୁରି ବିକିବ ।
@aniketrout8307
@aniketrout8307 28 дней назад
Advocate general appointment kariparunahanti 1 month heigalani emane alcohol close karibe???
@SurjyakantGuru
@SurjyakantGuru 28 дней назад
ଆମ ଓଡ଼ିଆ ମାନଙ୍କୁ ଭକୁଆ ବନାଇବାକୁ ଦୋଗଲା ପ୍ରଚାର ପ୍ରସାର କରୁଛ। ଯଦି ଆପଣ ଏମିତି ମିଛୁଆ ପରିକା ଟାଉଟର ମାରିବେ ତ ! ଆମ ସାଧାରଣ ଲୋକଙ୍କ ପାଇଁ ବହୁତ ବଡ଼ ଚିନ୍ତାର ବିଷୟ 😢😢। ଆରମ୍ଭରୁ ଏତେ ମିଛ ଆଗାମୀ ଦିନରେ ବହୁତ ମିଛ କହି ମିଛୁଆ 🏆 ମିଳିପାରେ।
@babulicharansethy8563
@babulicharansethy8563 24 дня назад
Sir ଠିକ୍ କହିଛନ୍ତି ନିହାତି ବନ୍ଦ ହେବା ଦରକାର ଚୋରା ମଦ
@NMPC3131
@NMPC3131 28 дней назад
💯
@studystatuswithindia8201
@studystatuswithindia8201 26 дней назад
FIRST DECREASE THE SHOP NUMBER AND AWARE PEOPLE PREVENT STUDENTS AND DRUGS AND ADDICTIVE PROCESS
@satyanarayansahoo1860
@satyanarayansahoo1860 28 дней назад
Smart answer
@deepakkumar-tg2cr
@deepakkumar-tg2cr 28 дней назад
ଚୋର କୁ କେବେ ପାରିବେନି
@KedarJena-ki9el
@KedarJena-ki9el 28 дней назад
Right decisions
@pratapbehera9694
@pratapbehera9694 28 дней назад
Right dicision
@biswaranjanchaine4152
@biswaranjanchaine4152 28 дней назад
Sir ମିଛ କହନା ପୁରା ବନ୍ଦ କରି ଦେଖାଅ
@babulicharansethy8563
@babulicharansethy8563 24 дня назад
Sir ପୋଲିସଙ୍କ ମଧୁଚନ୍ଦ୍ରିକରେ ଚୋରା ମଦ ବିକ୍ରି ଚାଳିଛି
@lalitsahu-nj6qf
@lalitsahu-nj6qf 25 дней назад
ସାର୍ ଠିକ କହୁଛନ୍ତି।କୁଚିଆ ମାନଙ୍କ ମଦ ବିକା ବନ୍ଦ କରନ୍ତୁ।
@sadvideo9123
@sadvideo9123 28 дней назад
Right 👍 sir
@sampadsatapathy1220
@sampadsatapathy1220 28 дней назад
Great decision
@pabitranayak4405
@pabitranayak4405 27 дней назад
ବହୁତ ଭଲ କଥା
@lattrendtop2024
@lattrendtop2024 27 дней назад
ଆରେ ମାଗିହା ମନ୍ତ୍ରୀ ତୁ ମଦ ସମ୍ପୂର୍ଣ୍ଣ ବନ୍ଦ କର ଆଉ ଚୋରା ବାଳ କଥା ଉଠାନା, ଆମେ BJP କୁ ଭୋଟ ଦେଇଚୁ କେବଳ ଓଡ଼ିଶା ମଦ ମୁକ୍ତି ପାଇଁ ବାସ
@suryadas1087
@suryadas1087 28 дней назад
Big fraudulent approach for Liquor prohibition in the name of Illicit Liquor.Future of Odisha is not safe with these characters.
@mr.gktipswala
@mr.gktipswala 28 дней назад
👍👍👍👍👍👍👍
@arunkumarsamal1336
@arunkumarsamal1336 25 дней назад
ନାଁ, ସେଇଟା ତୁମ କାମ, କେମିତି ବନ୍ଦ ହେବ, ଚୋରା ହୂଏକି ଦେଖା ହେଉ... ମଦ ହିଁ ମଦ ଦୋକାନରୁ ମଦ କିଣି ପିଇଲେ ସେ ଲୋକ ଘରେ ଗଣ୍ଡଗୋଳ କରିବନି? କଣ ଖାଲି ଚୋର ମଦ ପିଇଲେ ଗଣ୍ଡଗୋଳ ହୁଏ?
@NilamaniSahu-de9rl
@NilamaniSahu-de9rl 25 дней назад
ମନ୍ତ୍ରୀ ମଦ ବନ୍ଦ କରିବା ସପକ୍ଷରେ ନାହାଁନ୍ତି।କୁଚିଆ ମଦ ବନ୍ଦ୍ କଲେ ଅବକାରୀ କର୍ମଚାରୀ ଗରିବ ଲୋକଙ୍କୁ ଅସୁବିଧାରେ ପଡ଼ିବେ। ସରକାରୀ ବାବୁ ଓ ନେତାମାନେ ନିଜ କାର୍ଯ୍ୟାଳୟରେ ପିଉଛନ୍ତି ସେଇଟା ତ ବନ୍ଦ୍ କରିବା ଉଚିତ୍।
@kishorprusty9324
@kishorprusty9324 28 дней назад
Sir desi mada band karajau
@pintusahoo5426
@pintusahoo5426 28 дней назад
Thik katha
@padmanavsenapati9586
@padmanavsenapati9586 28 дней назад
କଥା ବଡ ବଡ କାମ zero 😂😂😂😂😂
@user-wc6mw8hl1u
@user-wc6mw8hl1u 28 дней назад
Firstly foreign liquor band karantu
@jajatidas530
@jajatidas530 20 дней назад
ପୁରା ମଦ କାହିଁ ବନ୍ଦ୍ ହେବନି, ଆମେ ହେଉଛୁ ବୁଡବାକ ଭୋଟ ଦେୟୀ ଛୁ 5 ବର୍ଷ ଶାସନ ଏଞ୍ଜୟ୍ କର
@somelife9719
@somelife9719 28 дней назад
Thik katha କହିଲେ
@ujjwalnaik8382
@ujjwalnaik8382 18 дней назад
ଚୋରା ମଦ 🍺 ରେ ରାଜସ୍ୱ ମିଳିବ ନାହିଁ ସରକାରକୁ ଆସିବା ପାଇଁ ମଦ ବନ୍ଦ ନାରା ଦେଇଥିଲେ 😅😂
@sanjayabiswal7913
@sanjayabiswal7913 28 дней назад
good decision
@Comedychhunk
@Comedychhunk 27 дней назад
100%true pura manjhi ta ku dharichhanti
@prasantakumarbala3443
@prasantakumarbala3443 28 дней назад
Attorny General kebe appointment hebe ?2 dina bhitare appointment karibaku kahithila pa..
@satyapriyapradhan8181
@satyapriyapradhan8181 27 дней назад
ମନ୍ତ୍ରୀ ଠିକ କହୁଛନ୍ତି ପ୍ରତି ଗାଁ ରେ 3 ରୁ 4 ଚୋରା ମଦ ବିକ୍ରି ହେଉଛି ଏମିତି ଢଙ୍ଗରେ ବିକ୍ରି ହେଉଛି ଧରିବା କଷ୍ଟ ହାତ ପାଖରେ ବିକ୍ରି ହେଉଛି ବୋଲି ପିଇବା ଲୋକେ ସହଜରେ ବାକିରେ ବି ପିଇ ପରିପାରୁଛନ୍ତି
@Spysince95
@Spysince95 28 дней назад
ଗାଁ ଗାଁ ରେ ମଦ ବିକା ଚାଲିଛି, shame on BJP...
@kshyamasagardash2188
@kshyamasagardash2188 27 дней назад
PC katha clear kalani au contractors mana PC officer nku debani etike clear kara sara Odisha tuma fan ହେଇଯିବ
@BipinbiharirautarayMitu
@BipinbiharirautarayMitu 28 дней назад
Local hotel re miluchhi baghamari road to kantilo
@nagendrabasanti9476
@nagendrabasanti9476 28 дней назад
ବାପ ଯୋଗୁଁ ଅଯୋଗ୍ୟ ମନ୍ତ୍ରୀ
@Pramodpanda-p9y
@Pramodpanda-p9y 27 дней назад
cannot possible
@chanchalmahananda8737
@chanchalmahananda8737 24 дня назад
ଭାଈ ସିଧା କହିଦିଅ ମଦ ବନ୍ଦ ହେବ ନାହିଁ, ସରକାର ମଦ ଠାରୁ ବହୁତ୍ ପଇସା ପାଉଛି।ଓଡ଼ିଶାରେ କମ୍ପାନୀ industries ଖୋଲିବନି ମଦର ଟଙ୍କାରୁ ଓଡ଼ିଶା ଚାଲିବ।ସବୁଠୁ ବଡ଼ ଧାର୍ମିକ bjp ସରକାର ଲାଜ ଲାଗିବା କଥା😅😅😅😅😂
@pinkysethi7537
@pinkysethi7537 24 дня назад
Sir i challenge you and your government can never stop whiskey, rum, can never distribution subhadra jojana in each women, can never give 3000/- bhata old age pension or 300 unit electric bill free. Because bjp is one of jumla baji party., hence that today is 240 seat..,.. And further it will be 2 seat position wherever was in past
@technicalallinone92
@technicalallinone92 25 дней назад
ତାଳଚେର ର ପୁରା ଏରିଆ ଚୋରା ମଦ ର ଗନ୍ତାଘର, ମନ୍ତ୍ରୀ କେବେ ନଜର ଦେବେ..?
@user-uu1in5wf2d
@user-uu1in5wf2d 27 дней назад
Total ମଦ ବନ୍ଦ କର । ନହେଲେ ପରିବର୍ତ୍ତନ କଣ ହେଲା ବୋଲି ଓଡିଶା ବାସୀ କହିବେ
@hemantdhangdamajhi5079
@hemantdhangdamajhi5079 25 дней назад
ପାରିବେ ନାହିଁ। ଏହି ତ ଦ୍ୱନ୍ଦ! କଥା ଓ କାମ ମଧ୍ୟରେ ସମନ୍ୱୟ ରହୁ ନାହିଁ
Далее
#kikakim
00:23
Просмотров 9 млн
Who Are Eligible To Receive PM-Kisan Money?
7:11
Просмотров 431 тыс.
How This Man Scammed Bollywood Actresses
21:20
Просмотров 739 тыс.