NEW DESIA CHRISTMASS SPECIAL SONG 2023// CHATIKE ROILA BUDHI NAI /SUSANTA KHOSLA /UDAY TAKRI /PINTU KHORA
HAPPY CHRISTMASS
#susantakhosla #desiahit #udaytakri #pintukhora
LYRICS AND MUSIC-SUSANTA KHOSLA
DANCE-SUSANTA, UDAY, DIBYA, PINTU
CAMERA-AJAY
ଏ ମୋର ଭାଇ, ଏ ଅଳସୁଆ ଭାଇ
ତକେ କେତେକ କୋଇନ୍ଦେ ମୁଇଁ
ମୋର ବୁଦ୍ଧି ବାଟ ଦିଶେ ନାଇଁ...
ଏ ମୋର ଭାଇ, ଏ ଅଳସୁଆ ଭାଇ
ତକେ କେତେକ କୋଇନ୍ଦେ ମୁଇଁ
ଖାଣ୍ଡେ ପାରୋତନା ଯିବା ପାଇଁ...
ଆଜି ପିଲାମାଇଜି ଘର ଦୁଆର
ସବୁ ରଙ୍ଗ ରସ ବାଟେ
ତୁଇ ମଦ ମାଉସ ଚାକନା ଖାଇ
ଶୋଇଲୁ ଅଛୁସ ଖାଟେ
ସୁନ ବାଇବଲ ର କାତା
ଏଟା ଖାରା ବରଷାର ଛାତା...
ତୁଇ ଖରାପ ଭାବିଲେ ମିଶା ବାକ୍ୟ ତର ପାଇଁ ଏକା ଅଟା
ସୁନ କଇ ଦେବି ଆଚି ମୁଇଁ..
ତକେ ଚାଟିକେ ରୋଇଲା ବୁଦ୍ଧିନାଇଁ, ଚାଟିକେ ରୋଇଲା ବୁଦ୍ଧି
ତକେ ଚାଟିକେ ରୋଇଲା ବୁଦ୍ଧି ନାଇଁ
ମୋର ଭାଇରେ ଚାଟିକେ ରୋଇଲା ବୁଦ୍ଧି ନାଇଁ..||0||
ସାନ ହେଲେ ମିଶା କାଇହେଲା ବାବୁ
ଚାଟିକେ ରୋଇଲାବୁଦ୍ଧି
ଦୁନିଆ ସାରା ଖୋଜିଲେ ବାବୁ
ନାଇମିଲେ କେନେ ଇତି..
ମାଡ଼ ଗୋଲ ନାଇଁ ମାରାପିଟା ନାଇଁ
ଝିକା ଟାନା ମିଶା ନାଇଁ
ଘର ଦୁଆର ଖାଦି ପିଦି ସଙ୍ଗେ
ସବୁବେଳେ ଦେକା ରେଡି
ବେଳ ରୋଉ ରୋଉ ବାଇବଲ କାତା
ଜୀବନେ ସଞ୍ଚୟ କରା
ବେଲ ରୋଉ ରୋଉ ଜୀବନେ ତୁମର
ଚାଟିର ବୁଦ୍ଧିକେ ଧରା
ଶେଷ ବେଲେ ଦେକା ବାଇବଲ କାତା
ନାଇଁ ମିଲେନି କାଇଁ ବାବୁ
ଶେଷ ଦିନେ ଯୀଶୁ ଖେଟି ଦେଲେ ବେଲେ
ବେକାର ହେଇସି ସବୁ.. ସୁନ ବାଇବଲ ର କାତା..||1||
ଅଳସୁଆ ବାବୁ ଶେଷ ଦିନେ ଦେକା
ନିରୁବୁଦ୍ଧି ଲୋକ ପାରା
ତେଲ ସରିଗଲା ଦୀପ ଲିଭିଗଲା
ବର ଦେକା ଖେଟି ଗଲା
ଅଳସୁଆ ବାବୁ ଶେଷ ଦିନେ ଦେକା
ଟାଙ୍କା କେ ପୋତିଲା ପାରା
ସବୁ ଦିନ ପାଇଁ ଯୀଶୁ ରାଜା ପାକେ ଭକୁଆ ହେଇ ଗଲା
ଅଳସୁଆ ର ଜୀବନ କାତା କୋଇଦେଲିନି ଦେକା
ପିଲାମାଇଜି ଘରଦୁଆର ନାଇନି କାର ଚିନ୍ତା
ଅଳସୁଆ ହେଇ ଘରର ମାଇଜି
ନାଇନି କାୟ ରାନ୍ଦା ବାଡା
ଘରେ ଶୋଇ ଶୋଇ ଖଟେ ରୋଇ ରୋଇ
ଜୀବନ ତୁମର ଗଲା.. ସୁନ ବାଇବଲ ର କାତା..||0||
.............. ସମାପ୍ତ...............
ସମସ୍ତ ଭାଇ ଭଉଣୀ ମାନଙ୍କୁ Dibya official ତରଫରୁ ନମସ୍କାର ଏବଂ praise the Lord 🙏🙏❤️❤️❤️👌🏻
22 сен 2024