Тёмный

LIVE | ବର୍ଷିଲେ ମୁଖ୍ୟମନ୍ତ୍ରୀ | CM Mohan Majhi Speech In Bhubaneswar | BJD VS BJP | Odisha Politics 

News18 Odia
Подписаться 3,7 млн
Просмотров 544 тыс.
50% 1

LIVE | ବର୍ଷିଲେ ମୁଖ୍ୟମନ୍ତ୍ରୀ | CM Mohan Majhi Speech In Bhubaneswar | BJD VS BJP | Odisha Politics
#jualoram #mohanmajhispeech #cmmohanmajhi #mohancharanmajhi #majhigovt #pmmodi #dharmendrapradhan #rajyasabhaelection2024 #2024election #bjp #amarpatnaik #prasantnanda #cmmohanmajhi #mohancharanmajhi #railwayminister #odianews #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/desc-youtube
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y46bt2fm

Опубликовано:

 

29 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 64   
@harekrushnapagal1405
@harekrushnapagal1405 16 дней назад
❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ❤
@Khatarnaaksound1405
@Khatarnaaksound1405 21 день назад
କୋରାପୁଟ ରେ ୮ଟି ମଦ ଦୋକାନ ଖୋଲୁ ଥିବା ରୁ ଆମେ ମାନେ ଖୁସି
@ramachandrapanipani7424
@ramachandrapanipani7424 18 дней назад
ଗରିବ କଲ୍ୟାଣ ଯୋଜନା ବଳେ ଘୁଞ୍ଚାନ୍ତୁ ଦୁଃଖ ଦୁଃଖୀଲୋକ କେହି ନ ରହୁ ସର୍ବେ ଲଭନ୍ତୁ ସୁଖ ।
@user-us4pc1en5p
@user-us4pc1en5p 19 дней назад
ॐ सनातन संस्कृति और सभ्यता की युगों युगों तक जय जय हो ।। ।। जय माँ भारती ।। 🙏🏼 🚩 🙏🏼
@ramachandrapanipani7424
@ramachandrapanipani7424 18 дней назад
ଜୟ କେଉଁଝର ତାରିଣୀ ! ମାତା ଶ୍ରୀ ଦୁର୍ଗା ଦେବୀ ! ପ୍ରଭୁ ଜଗନ୍ନାଥ ,! ଦିଅନ୍ତୁ ଶକ୍ତି, ପାଦ ସେବିବି । -- ଶ୍ରୀଚରଣ ସେବକ ଶ୍ରୀ ମୋହନ ଚରଣ ମାଝୀ (ତାଙ୍କ ଭାଷଣ ଶୁଣୁ ଶୁଣୁ Comment Boxରେ ସିଧା ଟାଇପିଙ୍ଗ୍ (ଟଙ୍କଣ) କୃତ । ରାମଚନ୍ଦ୍ର ପାଣି ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ, ଭାରତବର୍ଷ । ଜୁଲାଇ ୩, ୨୦୨୪, ବୁଧବାର ।
@ramachandrapanipani7424
@ramachandrapanipani7424 18 дней назад
ମନ୍ତ୍ରୀ ଅବା ରାଜା ହେବାର ଅହଙ୍କାର ନ ରହୁ ଦେଶ ସେବା ଆଉ ପ୍ରଭୁଙ୍କ ସେବା ସ୍ୱ - ଲକ୍ଷ୍ୟ ରହୁ ।
@sashikantanayak4639
@sashikantanayak4639 17 дней назад
୨୪ ବର୍ଷା ପରେ ଓଡ଼ିଆ ଭାଷାରେ କେହି ଜଣେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣି ମୁଁ ଗର୍ବିତ ବିଜେପି ଦଳପାଇଁ ନୁହେଁ ଓଡ଼ିଆ ଭାବରେ ମୁଁ ବହୁତ ଖୁସି । ଆଜି ମୋ ପାଖରେ ଭାଷା ନାହିଁ ।
@astamibehera1972
@astamibehera1972 10 дней назад
🙏mu khub anandita apananku sarkar rupe pai .jagannathanka asisa thau sadasarbada .jay jagannath jay shree Ram.jay mohan babu.
@narayandalai8414
@narayandalai8414 20 дней назад
purbatan mukhya mantri nka bhasana ame kebe odiare suni nahin dhanyabad cm sir
@ramachandrapanipani7424
@ramachandrapanipani7424 18 дней назад
ଜୟ ଜଗନ୍ନାଥ !
@ramachandrapanipani7424
@ramachandrapanipani7424 18 дней назад
ସାଢ଼େ ଚାରି କୋଟି ଓଡ଼ିଆ ଏବେ ବଡ଼ ଆତୁର ଦୁଃଖ ଦାରିଦ୍ର୍ୟରୁ ପ୍ରଭୁ ସେ କରିବେହିଁ ଉଦ୍ଧାର ।
@jitendramahapatra7833
@jitendramahapatra7833 18 дней назад
CM sir Pranamo
@narayandalai8414
@narayandalai8414 20 дней назад
nyaya sanhita Bharat re aji tharu lagu hebaru bahut bahut dhanyabad P M sir
@ramachandrapanipani7424
@ramachandrapanipani7424 18 дней назад
ଭାରତ ଜନତା ସେବାରେ ଦଳ ସୁବ୍ରତୀ ରହୁ ପ୍ରତି କର୍ମୀଏହି ଦଳର ଦେଶ ସେବକ ହେଉ ।
@sikanartstudio
@sikanartstudio 21 день назад
Bhashana bhala dauchhati ... Kintu kama bi tike kariki dekhantu .... Janasdharana khusi hebe .... Nahale apanku madhya by mistake chief minister kahibe.
@santoshbarik7533
@santoshbarik7533 15 дней назад
Om nua trisakati sarakar cm.mohansarakarko congratulation.salute.Rashtra pita pm.modiji or Hm. Chacha sahaji ka sapan sakara hua hae,bjp sarakar nua odish huahae jai jaganath, gariba dura hoga bharastachar dura hoga.jai utakala janani swagatama.
@ramachandrapanipani7424
@ramachandrapanipani7424 18 дней назад
Be Truthful and build a New developed and Rich Odisha. ଗଢ଼ନ୍ତୁ ଓଡ଼ିଶା ପ୍ରଦେଶ ପୂର୍ଣ୍ଣ ବିକାଶ କରି, ସତ୍ୟନିଷ୍ଠ ହୋଇ, ନିଃସ୍ୱାର୍ଥ ଭାବେ ମା - ସେବା କରି ।
@manmathmohannayak2855
@manmathmohannayak2855 16 дней назад
Thank you CM sir❤
@anandasahu4967
@anandasahu4967 3 дня назад
Mohana Bhai bhali Agaru kehi sarkar Ama Odisa ku Darkarthila
@user-rz4sf7pt1i
@user-rz4sf7pt1i 15 дней назад
Mukymantiodisa ku dnybad Sir amaro guarisuiba boli amor Biswadroici ke odisarerambagbanjanmhale tnkyou
@basantibalapanigrahi5289
@basantibalapanigrahi5289 15 дней назад
Administration thik kale sabu problem solve hoijiba.
@ajayapatra5964
@ajayapatra5964 17 дней назад
Beutiful
@ramachandrapanipani7424
@ramachandrapanipani7424 18 дней назад
ଜୟ ଉତ୍କଳଜନନୀ ! ଜୟ ଭାରତ ମାତା !
@SukdebKisan
@SukdebKisan 6 дней назад
thank you Mantri
@rkpspecial1770
@rkpspecial1770 14 дней назад
ପଶ୍ଚିମ ଓଡିଶା କୁ କେହି ଦେଖୁ ନାହାନ୍ତି ସାର କିନ୍ତୁ ପଶ୍ଚିମ ଓଡିଶା ରୁ ସବୁ ସମ୍ପଦ ଓଡିଶା ଲୋକ ଲୁଟି ନେଓ ଛନ୍ତି ଏବେବି ପଶ୍ଚିମ ଓଡିଶା ପଛରେ ଅଛି ସୁନ୍ଦର ଗଡ ଝାରସୁଗୁଡା ସମ୍ବଲପୁର ବରଗଡ ଅନୁଗୁଳ ସାର.. ଢିୟାନ ଦିଅନ୍ତୁ
@ramachandrapanipani7424
@ramachandrapanipani7424 18 дней назад
ଉତ୍କଳଜନନୀ ଲୋଡ଼ନ୍ତି ପୁଟ୍ର - ପୁତ୍ରୀ ତାଙ୍କରି ତାଙ୍କର କୀରତି ରଖନ୍ତୁ ବିଶ୍ଵ ବିଜୟୀ କରି ।
@ramachandrapanipani7424
@ramachandrapanipani7424 18 дней назад
Swaagata Abhinandana Mukhyamantree Sriyukta Mohan Charan Majhi and other Ministers of Odisha! ସ୍ୱାଗତ ଅଭିନନ୍ଦନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତଥା ଓଡ଼ିଶାର ଅନ୍ୟାନ୍ୟ ମାନ୍ତ୍ରୀଗଣ !
@ramachandrapanipani7424
@ramachandrapanipani7424 18 дней назад
ବିନ୍ଦୁରେ ତ ସିନ୍ଧୁ ରହିଛି, ସିନ୍ଧୁ ବିନ୍ଦୁରେ ଭରି ମନୁଷ୍ୟ ମଧ୍ୟରେ ଦେବତା ବ୍ରହ୍ମଭୂତ ସେପରି ।
@KhirodBarik-su7ld
@KhirodBarik-su7ld 21 день назад
AAma ku chakiri milila nahin mohan majhi sir aapanna bekari bhata deiparibeki
@PrashantDas-pn3kf
@PrashantDas-pn3kf 16 дней назад
Buasan bhuta sunicho kam kariki dhakho Jay jagannath🙏
@ramachandrapanipani7424
@ramachandrapanipani7424 18 дней назад
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସ୍ୱାଗତ ଅଭିନନ୍ଦନ ନୂଆ ଓଡ଼ିଶା ଗଢ଼ିବାର ପ୍ରତିଶ୍ରୁତି ଦେଉଥିବା ପାଇଁ ।
@user-hi2fd2cw6m
@user-hi2fd2cw6m 20 дней назад
Not suitable CM in odisha bjd jindabad Naveen babu best
@ramachandrapanipani7424
@ramachandrapanipani7424 18 дней назад
ଓଡ଼ିଶା ମାତାଙ୍କ ସଂସ୍କୃତି, ଭାଷା ବଡ଼ ସୁନ୍ଦର ବିଶ୍ୱରେ ପ୍ରଖ୍ୟାତ କରନ୍ତୁ ଆମ ଏ ସରକାର ।
@user-tq2lr9hq3s
@user-tq2lr9hq3s 21 день назад
Jeahin..niw.odissa..shibaraut. Goudad.samaj..panigrahira..pila.. Blakmel.kori.4. Takeshkori. Nobinpotnayak. ..nare..rajoniti..kori. Lokaku..thoki. Rajnitinare..jatiniti. Barbad..kori..guruguniya.. Kori..marichhanti..nem.. shibarati. Odissa. Kolahandi..jomilutmar..koruchhamti...arae..ku...dhoriki... Niriho..lakoku.nija. Lokaku...gunikari..bandu..chhanti .. Kolori
@ramachandrapanipani7424
@ramachandrapanipani7424 18 дней назад
ଦାରୁବ୍ରହ୍ମ ଆମ ଠାକୁର ଜଗନ୍ନାଥ ବିଶ୍ୱର ତାଙ୍କ ରଥ ଯାତ୍ରା ପ୍ରସିଦ୍ଧ ନାହି କାହିଁ ଅନ୍ୟତ୍ର ।
@PrashantDas-pn3kf
@PrashantDas-pn3kf 16 дней назад
Odisha mada bandkar
@CB_the_Killer
@CB_the_Killer 21 день назад
Bikri bata band karatu public sector asset Tuma bapa ra property nuhe
@ramachandrapanipani7424
@ramachandrapanipani7424 18 дней назад
ଓଡ଼ିଆ ଯୁବକ ଦାଦନ ଆଉ କେବେ ନ ଖଟୁ ନିଜ ରାଜ୍ୟେ ରହି ନିଜର ସିଏ କୁଟୁମ୍ବ ପୋଷୁ ।
@prabirameher813
@prabirameher813 21 день назад
chitfund katha kahuthila Sahara tanka kahiki deuna
@user-bi7oj4cv7e
@user-bi7oj4cv7e 17 дней назад
❤mohonzeewhereistheadibasiasmita 8:20
@gopinathsa1383
@gopinathsa1383 16 дней назад
Jia besi kuhe kare nahi kichhi aau kahe kam kare besi
@kaliakumarnayak6127
@kaliakumarnayak6127 20 дней назад
କୁମୁଣ୍ଡି ଜିପି କାଳିଆ କୁମାର ନାୟକ ଜୟ ଶ୍ରୀ ରାମ
@subhransu9817
@subhransu9817 17 дней назад
Odisha re silpa karantu puruna factory kama Kari diantu bekari dura karantu otm kapada mill, tritol suta mil, Rahama kapada mill tritol suta mil emiti jete sabu factory achhi sabu kama Kari diantu bekari dura karantu
@PrashantDas-pn3kf
@PrashantDas-pn3kf 16 дней назад
A mar gotia ral Punjab ro odisha chalukar sir
@ramachandrapanipani7424
@ramachandrapanipani7424 18 дней назад
ରଥ ଯାତ୍ରା ବେଳେ ସେଠାରେ ଚୋରି କେବେ ନ ହେଉ ଅସାମାଜିକ ଲୋକଙ୍କ ତହିଁ ସ୍ଥାନ ନ ରହୁ ।
@ramachandrapanipani7424
@ramachandrapanipani7424 18 дней назад
ମୁଖ୍ୟମନ୍ତ୍ରୀଙ୍କର ଦରଜା ସଦା ଉନ୍ମୁକ୍ତ ରହୁ ପ୍ରଜା ହିତେ ସଡା ସର୍ବଦା ମନ୍ତ୍ରୀମଣ୍ଡଳ ରହୁ ।
@SurjitdashA
@SurjitdashA 19 дней назад
Hindu convert ho rahen hai Christian odisha me usko rokiye sir🙏🙏
@ramachandrapanipani7424
@ramachandrapanipani7424 18 дней назад
ରତ୍ନ ଭଣ୍ଡାରରେ ରହିଛି ସୁନା, ରୂପା, ରତନ ସୁରକ୍ଷିତ ରହୁ ସମସ୍ତ ଏହା କର୍ତ୍ତବ୍ୟ ଆମ ।
@ramachandrapanipani7424
@ramachandrapanipani7424 18 дней назад
ଓଡ଼ିଶାର ନେତା ବୋଲାନ୍ତି ପ୍ରଭୁ ଶ୍ରୀଜଗନ୍ନାଥ ନାୟକ ସେ ଆମ ନାବର ଏହା ଜ୍ଞାତ ନିଶ୍ଚିତ ।
@DamuMajhi-x6r
@DamuMajhi-x6r 12 дней назад
Mohan sir kichhi kam karunu khali tamku paisa darkar ame odisha basi khusi nahu tame paisa rakh Tamara family ra sapna purana kar
@NabikushMahakul-es2lk
@NabikushMahakul-es2lk 14 дней назад
Sotyo.kebe.luchirohena..somostodibyodorsi.chokhure.abirvabohoithae .
@ramachandrapanipani7424
@ramachandrapanipani7424 18 дней назад
ରାଇକଳା ସରପଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଛନ୍ତି ଏହି ମୋହନ ମାଝୀ ଆମ ଆନନ୍ଦ ।
@ramachandrapanipani7424
@ramachandrapanipani7424 18 дней назад
ପ୍ରତିଶ୍ରୁତି ଦେଲେ, ପାଳିବେ ଆଶା ରହିଛି ଆମ ଧନ୍ୟବାଦ ଆମ ଘେନନ୍ତୁ, ପ୍ରଭୁ - ପଦେ ପ୍ରଣାମ ।
@user-bv7en9wc4s
@user-bv7en9wc4s 21 день назад
ସଂଗଠନ ଦରପାଇଁ ନୁହ କାମକରିକୀଦେଖାଅ ମୋଦୀକ କଥା neet ଘୋଟାଲାର ମାଷ୍ଟର ମୋଦୀ ଅସୀମିତା କଥାକହିବା ଆଗରୁ ଭାବ ମୋଦୀ କୁକୁର ହେବା ଭଲ
@ramachandrapanipani7424
@ramachandrapanipani7424 18 дней назад
ବିନ୍ଦୁ ସିଏ ସିନ୍ଧୁ ହୋଇଲେ କ୍ଷୁଦ୍ର ହେଲେ ବିଶାଳ, ବ୍ରହ୍ମଙ୍କ ଲକ୍ଷଣ ଏପରି ଯିଏ ଆମ ଠାକୁର ।
@harekrushnapagal1405
@harekrushnapagal1405 16 дней назад
❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ କାଳିଆ ସାଆନ୍ତେ ଜୟ ❤
@ramachandrapanipani7424
@ramachandrapanipani7424 18 дней назад
ଓଡ଼ିଶାର ବରପୁତ୍ରଙ୍କ ରହୁ ଚିର ସମ୍ମାନ ତୀର୍ଥ ରୁପେ ତାଙ୍କ ଜନମ - ସ୍ଥାନ ହେଉ ଗଣନ ।
@lingarajacharya8088
@lingarajacharya8088 11 дней назад
ମୋର ଆପଣଙ୍କ ଠାରେ ପ୍ରାର୍ଥନା । ସରକାରୀ ସ୍ତରରେ ସମସ୍ତ ବ୍ୟକ୍ତି ନିଜର ଦରମାରେ ଚଳିବେ ଯଦି କୌଣସି ବ୍ୟକ୍ତି ଏଥିରୁ ବାଦ ପଡେ ସିଏ ଚାକିରି ହରେଇବା ସୂନିଶ୍ଚିତ।ୟାକୁ ଓଡ଼ିଶା ରେ ଲାଗୁ କରନ୍ତୁ।ଦେଖିବେ ୫ ବର୍ଷ ରେ ସୁନାର ଓଡ଼ିଶା ଆପେ, ଆପେ ହୋଇଯିବ।
@kunimohanty6021
@kunimohanty6021 11 дней назад
Attaku kia kla 😮😮😂😂
@prabirameher813
@prabirameher813 21 день назад
Dhana 3100 hele chaula kete heba chinta kara sale
@user-us4pc1en5p
@user-us4pc1en5p 19 дней назад
सबर करो , अपने आप को किउँ गाली देरेहो ।।
@SantilataPradhan-vu6og
@SantilataPradhan-vu6og 17 дней назад
ତୁ ବେଶି ଗପୁଚୁ
Далее