Тёмный

LIVE : ୨୨ ବିଧାୟକଙ୍କ ଫୋନ ଅଫ୍ I BJD Earthquake: 22 MLAs' Phones Shut Off, Naveen Patnaik in Tension 

The Politics Odia
Подписаться 86 тыс.
Просмотров 33 тыс.
50% 1

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 17   
@ChristadanKhara
@ChristadanKhara 2 месяца назад
ଯୋଉ ମାନଙ୍କ ED,CBI, କି କିଛି ଦୁର୍ବଳତା ଥିବ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଦଳ ଛାଡ଼ିବେ।
@MaheswarKar-z8g
@MaheswarKar-z8g 2 месяца назад
ହେ ନବୀନ, "କପଟ ପଶାର ପରାଭବ ତୁମେ ଯଦି ନ ଭୋଗିବ ଦୁର୍ଯ୍ୟୋଧନ ଭୋଗିବ କିଏ "ମହାଭାରତ ଏହି ଉକ୍ତି କୁ ଆପଣଙ୍କୁ ସ୍ୱୀକାର କରିବାକୁ ପଡ଼ିବ।
@mauditripati2254
@mauditripati2254 2 месяца назад
ରାଜନେତାଙ୍କ କୌଣସି ଦଳ ନଥାଏ , ଯୁଆଡେ କ୍ଷମତା ସିଆଡେ ପଳେଇ ଯିବେ ।
@brajakishorepadhi4022
@brajakishorepadhi4022 2 месяца назад
ନବୀନ କେଉଁ ଆଦର୍ଶ ଟା କି !!! ମା ଗିହା କଂ ମୂର୍ତ୍ତି ନବୀନ। ଯେଉଁ ନବୀନ କୁ ବିଜେପି ଆଣିଲା ତାକୁ ହିଁ ପ୍ରଥମେ ଗାଣ୍ଡି ମାରି ବିଦା କଲା ୨୦୦୯ ରେ। ୟାକୁ କଣ କହିବ।
@ajitirout6322
@ajitirout6322 2 месяца назад
Two third or one third pl update.
@sasanksekharaswain9208
@sasanksekharaswain9208 2 месяца назад
Network problem achhi
@warzone8161
@warzone8161 2 месяца назад
Changu
@swadhikarbetaj3768
@swadhikarbetaj3768 2 месяца назад
ନବୀନ ନିବାସ କ'ଣ ସ୍ବର୍ଗ ଲୋକ ଠୁ ବଡ? ନା ନବୀନ ପଟ୍ଟନାୟକ ବ୍ରହ୍ମା ଓ ଇନ୍ଦ୍ର ଙ୍କଠାରୁ ବଡ କି ???
@MrSwarajdas
@MrSwarajdas 2 месяца назад
ବିଜେଡି କୁ କିଛି ହେବନାହିଁ ନବୀନ ବାବୁଙ୍କୁ ସାଢେ଼ ଚାରି କୋଟି ଓଡିଆ ବହୁତ ଭଲ ପାଆନ୍ତି ବିଜେପି ର ଲୋକ ପ୍ରିୟତାର ହ୍ରାସ ପାଉଛି
@ChristadanKhara
@ChristadanKhara 2 месяца назад
ନବୀନ ସାର୍ ଙ୍କୁ ନୁହେଁ ପାଣ୍ଡିଆନ ବାବୁ ଙ୍କୁ ବିଶ୍ରାମ ଦେଲେ। ଏବେ policy ଆପେ ବଞ୍ଚିଲେ ବାପ ନାଁ
@chaturamahanta013
@chaturamahanta013 2 месяца назад
Navin ra au kn darkar. Bjd darkar nahi.
@swadhikarbetaj3768
@swadhikarbetaj3768 2 месяца назад
ମୂଖିଆ ର କେତେବେଳ ଚଡି ଖୋଲି ନିଆହେବ, ତାହା ସେ ନିଜେ ମଧ୍ଯ ଜାଣିପାରିବ ନାହିଁ।
@swadhikarbetaj3768
@swadhikarbetaj3768 2 месяца назад
ଆଗକୁ ମୋହନ ସରକାର ବିଜେଡି ଦଳର ନେତାମାନଙ୍କ ପାଇଁ ଦୁର୍ଗାପୂଜା ଅଫର୍ ଡିକ୍ଲାର କରିବାକୁ ଯାଉଛନ୍ତି।
@debasishpatra1366
@debasishpatra1366 2 месяца назад
This BJP Government has no merits to break Our BJD Party at Odisha.
@biswal.manmohan5530
@biswal.manmohan5530 2 месяца назад
Tame 2 jana bjp re join kala ki
@supravanayak5673
@supravanayak5673 2 месяца назад
Sighra BJD ra successor declare kara. Pandu ku gate out kara. Nahele budiba sure.odisha people BJD ra future kia janibaku chahunchanti
@MrSwarajdas
@MrSwarajdas 2 месяца назад
ଏଦୁଇ ଜଣ ପାଗଳ 😅
Далее
🎙ПОЮ ВЖИВУЮ!
3:07:23
Просмотров 913 тыс.
1 Subscriber = 1 Penny
00:17
Просмотров 46 млн
🎙ПОЮ ВЖИВУЮ!
3:07:23
Просмотров 913 тыс.