Тёмный

Locals accuse teacher of not doing her duties properly in Odisha’s Chandbali 

OTV
Подписаться 11 млн
Просмотров 406 тыс.
50% 1

Опубликовано:

 

24 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 368   
@runibehera5628
@runibehera5628 Год назад
କଣ ଅସୁବିଧା ହେଇଗଲା ଖୁସି ହେବା କଥା । ତୁମ ପିଲାମାନଙ୍କର ପାଠ ପଢା ତ ବନ୍ଦ ହେଇନି । ଧନ୍ୟବାଦ୍ ସେ ଦିଦୀଙ୍କୁ ଓ ତାଙ୍କପୁଅଙ୍କୁ କେତେ ମହାନ୍ ସେମାନେ।
@itishreemohapatra3745
@itishreemohapatra3745 Год назад
Right 👍
@ambarishswain3233
@ambarishswain3233 Год назад
Right
@bighnaofficialalstatusaksh4970
ଛୁ ଟି ବଦଳରେ ଦିନେ ପଢ଼ାଇ ଦେବା ରେ କଣ କ୍ଷତି
@toceboce6042
@toceboce6042 Год назад
Mu b seya bhabuthili
@sukantadash5868
@sukantadash5868 Год назад
Right
@niranjanmaity8227
@niranjanmaity8227 Год назад
ମାଆ ଠାରୁ ପୁଅ.. ବହୁତ ସୁନ୍ଦର ଭାବରେ ପାଠ ପଢାଇ ଥିବ.. ଏଥିରେ ସନ୍ଦେହ ନାହିଁ...
@PS_05
@PS_05 Год назад
Abhibhabaka nije kebe pila ku na padhau kintu asa teacher 6 ghanta re pila ku IAS baneiba.
@PS_05
@PS_05 Год назад
Teacher ra pua bhala nischita bhala padhuthiba.
@jagasahu801
@jagasahu801 Год назад
Right 👍
@ambarishswain3233
@ambarishswain3233 Год назад
Right
@odiapila.5545
@odiapila.5545 Год назад
Nh
@kidspalace9587
@kidspalace9587 Год назад
ଆରେ ଭାଇ ଏଇଟା ତ ଭଲ।। Madam ଆସିନାହାନ୍ତି ଯାହା ହଉ ତାଙ୍କ ପୁଅ ଆସିକି ପଢ଼ାଉଚି
@PS_05
@PS_05 Год назад
Emane Tila ku tala karichanti.
@bharatcreation7499
@bharatcreation7499 Год назад
Aeta illegal
@matruprasadswain8966
@matruprasadswain8966 Год назад
​@@bharatcreation7499mane iligal kna hela ethire
@alekhakandi1517
@alekhakandi1517 Год назад
ବାଃ ବାଃ ରେ ବେହିଆ 5T ।😭 ଯା ହେଉ ପିଲାମାନେ କିଛି ଶିକ୍ଷା ପାଉଛନ୍ତି ତ । ନାଇଁ ମାମୁଁ ଠାରୁ କଣାମାମୁଁ ବହୁତ୍ ଭଲ 👍।
@kabirajmandinga8307
@kabirajmandinga8307 Год назад
କିଛି ଅସୁବିଧା ନାହିଁ। ଏଇଟା ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କାରଣ, ମା ର ଅସୁବିଧା ବା ଅନୁପସ୍ଥିତ ରେ ପିଲାମାନେ ପାଠ ପଢ଼ା ରୁ ବଞ୍ଚିତ ନ ହୁଅନ୍ତୁ ବୋଲି କାମ କରିଛନ୍ତି।
@Kritty121
@Kritty121 Год назад
ଏଇଟା ତ ଆହୁରି ଭଲ କଥା.. ପଢ଼ାଉଛନ୍ତି ସେଇଟା ବଡ କଥା.. ମା ପଢାଉ କି ପୁଅ ଏକା କଥା... ପିଲା ମାନେ ବୁଝି ପାରିଲେ ହେଲା... ☺️☺️☺️
@skyadav2311
@skyadav2311 Год назад
Apan nka stree jagare Nijara bhauni nku Rakhi lebi OK na kan
@PS_05
@PS_05 Год назад
​@@skyadav2311 apananka bhauni katha kahuchanti ki.
@PS_05
@PS_05 Год назад
​@@skyadav2311 jadi eha Kari parante tebe eha ahuri bhala katha.
@amirkumardas6984
@amirkumardas6984 Год назад
ଏଠି ଅସୁବିଧା କଣ ରହଲା, କିଛି ଲୋକ ଚାପରେ ପଡି କଥାକୁ ଅଜଥା ବଡ କରୁଛନ୍ତି। ସ୍କୁଲରେ କଣ ନ ହେଉଛି ଆଗରୁ ଭଲସେ ଜାଣିଥିବେ, ଏଠି ସେମିତି କିଛି ନାହିଁ, ଖାଲି ଟାରେ ତିଳକୁ ତାଳ କରିବା।
@maka2234
@maka2234 Год назад
ଭାଇ ମା ପଢାଉ କି ତାର ଛୁଆ ପଢାଉ ଛୁଆ କୁ ଶିକ୍ଷା ଦରକାର ଠିକ୍ କହିଲି ନାଁ
@PS_05
@PS_05 Год назад
​@@maka2234 thik
@PS_05
@PS_05 Год назад
​@@maka2234 ete pila nka pain Matra gote teacher .ethi bhul rahuchi government ra .
@kabitajani-tz3sx
@kabitajani-tz3sx Год назад
@@maka2234 qqa
@rudrakumar8582
@rudrakumar8582 Год назад
ପ୍ରକୁତ କଥା ହେଲା ଅଭିଭାବକ ମାନେ ଇର୍ଷା ରେ ଜଳୁଛନ୍ତି
@sambalpuriartistzone2576
@sambalpuriartistzone2576 Год назад
ଇଟା କଣ ବଡ଼ ଭୁଲ୍ ହୋଇଛି, ଯେଉଁ ଭୁଲ୍ ଗୁଡ଼ିକ ଧରିବା କଥା ତାକୁ କାହାରି ଆଖି ଦିସୁନି। କି ଯୁଗ ହେଲାରେ
@jayramsanta
@jayramsanta Год назад
ଯିଏ ବି ଶିକ୍ଷା ଦଉ ସେ ତ ଗୁରୁ 🙏🙏
@Kalandicharansahoo-pz6gj
@Kalandicharansahoo-pz6gj 8 месяцев назад
Right 👍👍👍👍👍👍👍❤❤❤❤❤❤❤❤
@hukumisabar2437
@hukumisabar2437 Год назад
ଭଲକଥା ତାଙ୍କ ପୁଅ ଆସିଛ,ମା ବଦଳରେ, ଅନେକ ସ୍କୁଲ ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦେଖାନାହିଁ,ବଡ ତାଲା ଝୁଲୁଛି
@milimahanta2516
@milimahanta2516 Год назад
Asubidha Kan heuchhi
@ranjeetpanda5584
@ranjeetpanda5584 Год назад
କିଛି ଅସୁବିଧା ନାହିଁ ବରଂ ସେ ଶିକ୍ଷୟତ୍ରୀ ଭଲ ଲୋକ ସେ ଚାହିଁଥିଲେ ଜମାରୁ ନଆସିଥିଲେ କଣ କରି ଥାନ୍ତ ଶିକ୍ଷା ଏପରି ଏକ ଜିନିଷ ଯିଏ ଦେଲେବି ଚଲିବ ମାତ୍ର ଚଲେଇ ପାରିଲେ ହେଲା ଅସୁବିଧା, ସୁବିଧା ସମସ୍ତଙ୍କର ଅଛି ସେ ଶିକ୍ଷୟତ୍ରୀ ମଧ୍ୟ ଦରମା ପାଇଲେ ସେ ପୁଅ ଚଳୁଛି ତେଣୁ କଥା ବଢେଇ ଲାଭ କଣ
@mahaveergurukul5138
@mahaveergurukul5138 Год назад
ଭଲ କଥା କଣ ହେଲା... କିଏ ତ ଜଣେ ପାଠ ପଢ଼ାଉଛନ୍ତି.... ଏଥିରେ ଅସୁବିଧା କଉଠି ରହିଲା....
@tinanayak8986
@tinanayak8986 Год назад
ଧନ୍ୟବାଦ ଗୁରୁମା ତୁମର ପଦକ୍ଷପ
@gurubhemundi8640
@gurubhemundi8640 Год назад
ବହୁତ ଭଲ କରିଛନ୍ତି ଦିଦି । ଜୟ ଜଗନ୍ନାଥ 🙏🙏🙏
@gitanjalisenapati6761
@gitanjalisenapati6761 Год назад
ଇଏ ତ ଭଲ କଥା!
@jchoudhury274
@jchoudhury274 Год назад
ଏଇଟା ଠିକ୍ କଥା ପୁଅ ପାଠ ପଡ଼ାଇ ଛି
@chinmayabehera6374
@chinmayabehera6374 Год назад
Bhala karichi teacher, I salute u. Manisha ra subidha asubidha nahi, jaha hau tanka pua ku pathaechanti bada katha, alaga jagare master ra dekha daeshan nahi, media bala tumaku school bhitaku jiba mana, kn pain jaethila.
@ajitkumarmuni6528
@ajitkumarmuni6528 Год назад
Respect for your simplicity and honesty mam .🙏🙏🙏
@mrcreation2606
@mrcreation2606 Год назад
ଏହି ରିପୋର୍ଟର ମାନେ, ଯାହା ନାହିଁ ତାହା news କରିଦେଉଛନ୍ତି, ଓଡିଶା ରେ ଏମିତି କିଛି ସ୍କୁଲ ଅଛି ଯେଉଁଠି କି ପାଠ ପଢା ଭଲ ରେ ପଢ଼ା ହେଉନି, କଉଠି teacher ନାହାନ୍ତି ପାଠ ପଢ଼ାରେ ଅସୁବିଧା ହେଉଛି, କଉଠି ମଧ୍ୟାହ୍ନ ଭୋଜନ ତ କେଉଁଠି ପାଣି ଆଉ ଲାଟିନ୍ etc. ଅସୁବିଧା ହେଉଛି ,ସେମିତି କl news viral କଲେ ଏସବୁ ଅସୁବିଧା ଦୂର ହୋଇଯାଇଥା ନ୍ତା, please ରିପୋର୍ଟର୍ ଭାଇମାନେ ସେମିତି ଜାଗା କୁ ଯାଇ କି news viral କରନ୍ତୁ
@galubhai4079
@galubhai4079 Год назад
Good 👌👌👌👌
@maka2234
@maka2234 Год назад
OTV ପାଗଲା ହେଲାରେ ଭାଇ କାହିଁକି ନା ଭଲ ଖବର ଗାକୁ ଖରାପ କରୁଛି
@matruprasadswain8966
@matruprasadswain8966 Год назад
Otv au otv heiki nahin
@mrcreation2606
@mrcreation2606 Год назад
ଏଥିରେ ଅସୁବିଧା କଣ ଅଛି, ନିୟମ ଅନୁସାରେ ଏହା ଭୁଲ କିନ୍ତୁ ଖରାପ ନୁହଁ l କଣ ଚାକିରି କରୁଛି ବୋଲି ଘର ର କିଛି ଜରୁରୀ କାମ ଥିଲେ କଣ କରିବନି l ଡେରି ରେ ଆସିଥିଲେ ନିନ୍ଦା, ସେଥିପାଇଁ ପୁଅ କୁ ପଠାଇଥିଲେ, ମାଡାମ୍ ଆସିବା ଭିତରେ ରେ ତ ପ୍ରାର୍ଥନା ସରିଲା, ସେଥିପାଇଁ ଏହା ଭୁଲ ନୁହଁ, ନିୟମ ଅନୁସାରେ ଦେଖିଲେ ବି ମୁଁ ଏହାକୁ ମାନିବି ନି ,ନିୟମ ସବୁ faltu
@balatala2558
@balatala2558 Год назад
କିଛି ଅସୁବିଧା ନାହିଁ
@batuaabatuakumar2074
@batuaabatuakumar2074 Год назад
ଏତିରେ ଅସୁବିଧା କେଉଁଠି ରହିଲା ।ଗାଁ ଲୋକଙ୍କର ମାଡାମଙ୍କ ପ୍ରତି କିଛି ରାଗ ଥିବ ସେଥିପାଇଁ ତିଳ କୁ ଥାଳ କରି କହୁଛନ୍ତି।
@saratjena7728
@saratjena7728 Год назад
100 %✓
@pramodkumarjena6442
@pramodkumarjena6442 Год назад
ଦିଦିଙ୍କର ଯଦି ଅସୁବିଧା ଥିଲା ତେବେ ତାଙ୍କ ପୁଅକୁ ପଠେଇ କିଛି ଭୁଲ କରି ନାହାନ୍ତି ।
@ananya9170
@ananya9170 Год назад
Se teacher ta vala gote dina absent re bi nija pila ki pathauchanti class nebaku..ethire problem kan rahila ..gote dina katha ta sabudina ta semiti karunahanti..tankara puni kichi health issues rahuchi ki nahi tapare bi se tanka pua ku patheichanti ..bahut bhala katha ye kichi kharap nuha...dayakari rajya ra important topic upare khabar anantu
@monalisadas1877
@monalisadas1877 Год назад
ଶିକ୍ଷୟତ୍ରୀ ଙ୍କ ପୁଅ ପାଠ ପଢ଼ାଇବାରୁ ଅଭିଭାବକ ମାନଙ୍କ ଅସୁବିଧା ହେଉଛି, ଏମାନଙ୍କ ଛୁଆକୁ ପାଠ ନ ପଢାଇବା ଭଲ... ପାଠ ର ମୂଲ୍ୟ ଏମାନେ କଣ ବା ବୁଝିବେ...
@rashmiranjan3432
@rashmiranjan3432 Год назад
Due to shortage of teachers ,there is no teacher to adjust class ... hence it's wise decision taken by the teacher to adjust
@chandankumarjena8622
@chandankumarjena8622 Год назад
How to wise decision???
@chandankumarjena8622
@chandankumarjena8622 Год назад
He isn't a teachers
@cricketpremi5824
@cricketpremi5824 Год назад
Sala kukura media maane teacher vacancy kana paain bahar karau nahanti,seta chaadi beni ,khali bekar news gudaka chadibe
@sarojkumardehuri
@sarojkumardehuri Год назад
Good decision
@swaruppattnaik9829
@swaruppattnaik9829 Год назад
Totally agreed 💯
@sudarsanpati2943
@sudarsanpati2943 Год назад
ଏଇଟା କୋଉ ନୂଆ କଥା ଯେ ଏବେ ଯଦି ପ୍ରକୃତରେ ଖୋଳତାଡ଼ କରାଯିବ ଲକ୍ଷ ଲକ୍ଷ out side Bed କରି ପାଠରେ ପ ଅକ୍ଷର ଜଣା ନଥିବା Teacher ମାନେ ଅଛନ୍ତି. Dhola ଭିତରେ ମୂଷା
@SITANSHU942
@SITANSHU942 Год назад
State government Bed shit badheibani toh pila mane kn karibe madarchod aage sarkar ku kaha ta pare aau kahaku kahibu sala
@friloair89
@friloair89 Год назад
Sabu ta heuthila ..Problem kan. Se school re Anya kou teacher achanti ki nahanti seita janiba darker. Hna repeatedly heba kharap
@barsharaninayak1962
@barsharaninayak1962 Год назад
Media Bala nkr au kichi Kam nai ai kou kharap Katha je se didi jaha karichanti right 👍❤️ didi
@rudrakumar8582
@rudrakumar8582 Год назад
ସମ୍ପୂର୍ଣ୍ଣ ଭାବରେ ଅବଗତ ନଥାଏ ମଧ୍ଯ କିନ୍ତୁ ଯେତିକି ଦେଖିଲି ସେହି ହିସାବରେ କହୁଅଛି ଏହି ଭଲି ସମ୍ବାଦ ଦେଖି ମୁଁ ବହୁତ ଲଜ୍ଜିତ। ଏଭଳି ଏକ ସମ୍ବାଦ ଲୋକଲୋଚନକୁ ନ ଆଣି ଅଭିଭାବକ ମନେ ଜଦି ତଦାରଖ କରି ଥାନ୍ତେ ସେହି ଯୁବକ ଯଣକ କିଭଳି ଭାବରେ ପାଠ ପଢାଉଛନ୍ତି ଜଦି ଠିକ୍ ଲାଗିଥାନ୍ତା ତାହେଲେ ଭଲ । ଏହାକୁ ଲୋକଲୋଚନକୁ ଆଣି ନିଜର ଗ୍ରାମ କୁ ଆଉ ସେ ଯୁବକ ଯଣଙ୍କ ଭବିଷ୍ଯତ କୁ ବର୍ବାଦ କରିବା କଥା । ତାପରେ ବି ମଧ୍ଯ ସମସ୍ତ ଙ୍କ ସୁବିଧା ଅସୁବିଧା ଅଛି। ଅଭିଭାବକ ମାନଙ୍କୁ ମୋର ଏକ ପ୍ରଶ୍ନ ଆପଣ ମାନେ କୁହନ୍ତୁ ଆପଣ, ଆପଣଙ୍କ ଛୁଆ ମାନଙ୍କୁ ଆପଣ ଙ୍କ ଘରେ କେତେ ଥର ପାଠ ପଢାଉଛନ୍ତି ତାପରେ ତ ମିଡିଆ ବାଲା ଭାଇ ଟି ଆର ପି ପାଗଳ 🤦‍♂️ ନିଜକୁ ଓଡିଆ କହିବା ପାଇଁ ଏବେ ଲଜ୍ଜିତ ଲାଗୁଛି ଏହିଭଳି ପ୍ରସାରଣ ଦେଖି 😏
@jenabarsha9003
@jenabarsha9003 Год назад
Problem kn
@bablybaby9415
@bablybaby9415 Год назад
କଣ ହେଲା ସେଠୁଁ, ଦିଦିଙ୍କୁ ଧନ୍ୟବାଦ 🙏, କାରଣ ଦୁଇ ଜଣ ଦିଦି କୁ ଜଣେ ନାହାନ୍ତି, ତେଣୁ ବଡ଼ ଦିଦି ଙ୍କର କିଛି ଅସୁବିଧା ଥିଲା, late ରେ ପହଂଚିଲେ ସ୍କୁଲ ଖୋଲି ନି ବୋଲି ହାଲା କରିଥାନ୍ତେ ଅଭିଭାବକ ମାନେ ତେଣୁ ଦିଦି ପୁଅ କୁ ପଠେଇ ଠିକ ସମୟ ରେ ସ୍କୁଲ ଖୋଲି ଥିଲେ, କଣ ତାଙ୍କ ପୁଅ କଣ ଏ minor ସ୍କୁଲ ପାଠ ପଢ଼େଇ ପାରୁବେନିକି, ତେଣୁ ଦିଦିଙ୍କ ଉପରେ କୌଣସି କାର୍ଯ୍ୟ ନୁଷ୍ଠାନ ନ ନେବା ଦରକାର
@bidyabhoi7661
@bidyabhoi7661 Год назад
ଗାଁ ଲୋକ ଅଂହକାରିଆ ହେୀଇଥୀବେ ମୁର୍ଖ ସଳା ଗଁା ପାଠ ପଢେଇ ସେ ପିଲା କଣ ଭୁଲ୍ କଲା ଦିଦି ଟିକେ ଲେଟ୍ ରେ ଆସି ଲେ ପୁଅ କୁ ପଠେଇ ଥିଲେ ଅସୁବିଧା କଣ ହେଲା ମୁର୍ଖ ସଳେ
@saratkanhar9738
@saratkanhar9738 Год назад
ସବୁଠୁ ଭଲ କରିଛି ସେ ଦିଦି, ନ ହେଲେ କ୍ଲାସ ଖାଲି ରହିଥାନ୍ତା
@abhijitkaran1294
@abhijitkaran1294 Год назад
Nice work
@leisureb9740
@leisureb9740 Год назад
Education is main motive ... Ethire pua ra jadi proper qualification achhi hele emiti guiding teaching dei chhanti hele Kan ta baala hei Gala ... Jete arts college achhi tankara students maananku 1 month or some days ra up school re jaaiki teaching debara system heba katha ... Hele both students nkara teaching aau education improvement heba ...
@bablusir786
@bablusir786 Год назад
Good work didi
@hirankumarbehera7213
@hirankumarbehera7213 Год назад
No Problem 👍
@PASSIONBABU
@PASSIONBABU Год назад
No problems, 👍
@lsatyajeet6218
@lsatyajeet6218 Год назад
Kichi toh problem nahi….Good job bro ❤❤
@sabitarautaray626
@sabitarautaray626 Год назад
Full support to mam
@runabajigar4415
@runabajigar4415 Год назад
Good job
@rajkishormishra8904
@rajkishormishra8904 Год назад
Example of Odisha education system.
@puspashreeroutray2658
@puspashreeroutray2658 Год назад
Bhala katha, sikhya gata । jyogyata achi jadi padhaipariba asubidha kana, ghara asubidhku, manej kala .
@tinanayak8986
@tinanayak8986 Год назад
ଏଠି ଦୋଷିକିଏ ଅସୁବିଧା ଥିବା ହେତୁ ପୁଅ ପଢ଼ାଉଛନ୍ତି ଭୁଲ କେଉଁଠି ରହିଲା
@rashmiranjansamal7813
@rashmiranjansamal7813 Год назад
Salute madam
@snj0756
@snj0756 Год назад
Right
@anantabarik2630
@anantabarik2630 Год назад
Good
@Spiritual88867
@Spiritual88867 Год назад
ତମ ପିଲାମାେନ ଯେମିତି ବଡ଼ ବଡ଼ ପଣ୍ଡିତ ଆଉ। କିଭଳିଆ ବାଳ news.
@with_Ratikanta
@with_Ratikanta Год назад
Tame balo media ବାଲା 🙄 mo ଚଡ଼ି ଫାଟି ଯାଇଚି asa ଦେଖିବ
@saraqueen0619
@saraqueen0619 Год назад
Tanka bhul ku kadhu kadhu sarkar nije fasi jibe, se school re ta teacher 2 jana, teacher post aga purana kara 🙏🏻🙏🏻🙏🏻
@dilippradhan361
@dilippradhan361 Год назад
ଏ ମାଗିହା 5T ମାଇକିନା ନାହିଁ ମାକୁ ଗେଇପକାଇବ
@pabitrakumarsahoo1728
@pabitrakumarsahoo1728 Год назад
ସ୍ତ୍ରୀ ଙ୍କ ପତିନିଧିତ୍ଵ ସ୍ବାମୀ କରୁଛନ୍ତି , ସରପଞ୍ଚ, ସମିତିସଭ୍ୟ ,MLA, ସେଥିରେ କିଛି ଅସୁବିଧା ନାହିଁ ,
@All_Things_HR
@All_Things_HR Год назад
No problem
@jbirdinformative
@jbirdinformative Год назад
କିଛି ତ ଅସୁବିଧା ନାହିଁ ଯିଏ ତ ହେଲେ ଆସି ପଢ଼ାଇଲେ ନା ପୁଣି ଏତେ ଡ୍ରାମା କାହିଁକି କରୁଛନ୍ତି , ଫାଲତୁ କଥା କୁ ଗୋଟେ issue ବନାଯାଉଛି
@cnjcreation3616
@cnjcreation3616 Год назад
କଣ ହୋଇଗଲା ସେଇଠୁ କିଛି ତ ଖରାପ କାମ କରିନାହାନ୍ତି । ମା ଆସିନାହାନ୍ତି ପୁଅ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି
@sandeepkumarnayak5600
@sandeepkumarnayak5600 Год назад
ପାଠ ତ ପଢ଼ାଉଥିଲେ କିଛି ଖରାପ୍ କାମ ତ କରୁନଥିଲେ,ଶଳା ଭଲ କାମ କଲେ ସମସ୍ତେ ବିରୋଧ କରିବାକୁ ଆସିଯାଉଛନ୍ତି। ପାଗଳ ଅଭିଭାବକ
@GALPITA143
@GALPITA143 Год назад
ପାଠ ତ ପଢାଉଥିଲା କିଛି ଭୁଲ ତ କରୁ ନଥିଲା। ଲୋକଙ୍କ ଆଖିରେ ଭଲଟା କେବେ ଭଲ ଦେଖା ଯିବନି । ନେତା ମନ୍ତ୍ରୀ ଙ୍କ କଥା ହେଲେ ବାଃ ବାଃ ହେବେ ।
@royalcreation8845
@royalcreation8845 Год назад
ପୁଅ ପଢେଇଦେଲା ତ କଣ ହେଲା? ପାଠ ତ ପଢ଼ାଉଛି ନା ଆଉ କିଛି ତ କରୁନି
@kishorev323
@kishorev323 Год назад
ଆରେ ଶଳା ପାଠ ପଢେଇବା କୁ ନେଇ ଵି ଅସୁବିଧା.. ମାଙ୍କଡ଼ ବସିଛି ଡାଳ ରେ ତମ news ମୋ ବାଳ ରେ
@mithunbarik8804
@mithunbarik8804 Год назад
Good job athir kichibi problem nahi athir kichibi asubidha nahi
@Techno-Rider07
@Techno-Rider07 Год назад
ଏମିତି ଓଡ଼ିଶାରେ ଅନେକ ସ୍କୁଲ ଅଛି ଆଉ ଏମିତି ପାଠ ହଉ ଥିବା
@sasmitasankhua6979
@sasmitasankhua6979 Год назад
କିଛି ଅସୁବିଧା ନାହିଁ ପାଠ ତ ପଢ଼ାଉ ଛନ୍ତି କାହା ର ଦୁନିଆରେ ଅସୁବିଧା ନାହିଁ
@sunamarandi2089
@sunamarandi2089 Год назад
ଓଡ଼ିଶାର ଶିକ୍ଷକ ମାନେ ବର୍ଷକୁ ବର୍ଷ ଆନ୍ଦୋଳନ କରୁଛନ୍ତି । ସାରା ଭାରତରେ ଓଡ଼ିଶା ର ଶିକ୍ଷକ ମାନେ ସବୁଠୁ କମ୍ ଦରମା ପାଉଛନ୍ତି । ସେଥି ପାଇଁ ସେମାନେ ଭଲରେ duty କରୁ ନାହାନ୍ତି ।
@kamalakanta792
@kamalakanta792 Год назад
Good didi right direction
@kamalaworklifestyle2751
@kamalaworklifestyle2751 Год назад
କିଛି ଅସୁବିଧା ନାଇଁ, problems kn ପାଠ ପଢ଼ାଇବା ଭଲ କଥା
@tuneshnisika8902
@tuneshnisika8902 Год назад
ପୁଅ ହଉ କି ମା ପାଠ ପଢା ବନ୍ଦ ହେଇନି ସେଇଟା ବଡ଼ କଥା ସେମିତିରେ ଦେଖିବାକୁ ଗଲେ ଅନେକ ସ୍କୁଲ୍ ରେ ଶିକ୍ଷକ ଆସୁଛନ୍ତି ଫୋନ୍ ରେ time pass kari 4ଟା ହେଲେ ଘରକୁ ପୋଲାଉଛନ୍ତି ସେ madam ତ ନିଜେ ନ ରହିଲେ ଭି ତାଙ୍କ ବଦଳରେ ନିଜ ପୁଅ କୁ କହିଥିଲେ ରହିବାକୁ ତାଙ୍କୁ ସୁଲ୍ଟେ କରିବା କଥା ଯେ ପାଠ ପଡ଼ା ବେକାର ଯାଇନି ସମସ୍ତଙ୍କ ର ବ୍ୟକ୍ତିଗତ ସମସ୍ୟା ଥାଏ
@entertainment4you...974
@entertainment4you...974 Год назад
Jadi pua jane educated tebe teaching dele asubidha nahin... Every villagers to respect their students teachers...if they complaints their children will be suffer....now govt have no money to appoint teacher....This is 5T
@byasadevrana1902
@byasadevrana1902 Год назад
ବହୁତ୍ ଭଲ ଅସୁବିଧା କଣ ହେଲା
@sagardoraraghav9065
@sagardoraraghav9065 Год назад
ଦିଦି ଙ୍କ କାମ ଥିଲା ତ ଗଲେ ଏଥିରେ ବଢେଇ ଚଦେଇ କହୁଚ କାହିଁ
@susantakumarbarik7111
@susantakumarbarik7111 Год назад
All school should be Saraswati shisu Vidya mandir . 8th class 8+1 i e one headmaster eight teacher. Trained.. & un trained will be engaged.
@bisueverything7711
@bisueverything7711 Год назад
ଏଥିରୁ ଅସୁବିଧା କେଉଁଠି ରହିଲା ? ମୁଁ କହିବି ସରକାରଙ୍କ ଭୁଲ୍ ରହିଛି। କାରଣ ସରକାରୀ ସ୍କୁଲରେ ଶିକ୍ଷକଙ୍କ ଅଭାବ ପୂରଣ କରୁନାହାନ୍ତି। ଜଣେ /ଦୁଇଜଣ ଶିକ୍ଷକ କ'ଣ କରିବେ?
@OyeBabloo_
@OyeBabloo_ Год назад
ଏଇ ମିଡିଆ ବାଲା ତାଳ କୁ ବାଳ କରି news କରି ନିଜ trp ବଢେଇବା ପଛରେ ଖାଲି ପଡିଛନ୍ତି ।
@everydayneedtoknow333
@everydayneedtoknow333 Год назад
if teacher not present her son or any- one teach student so what happen i think is good sing for your society.... i suppot teacher
@saajanswastik9240
@saajanswastik9240 Год назад
ହାଏରେ ନବୀନ ବାବୁ ଆମେ ତମ ଫ୍ରେଣ୍ଡସ୍ ,ଓଡିଶାର ଶିକ୍ଷା ବ୍ୟବସ୍ତା ରେ ଏମିତି ବହୁତ ଉନ୍ନତି ହେଉଛି
@manoranjansahoo8191
@manoranjansahoo8191 Год назад
ତୁମକୁ ଟିକେ ଲଯ୍ୟା ନାହିଁ ଦରମା ଆହୁରି ରୁ ଆହୁରି ନବା ପାଇଁ ଖାଲି ରାଲେ.. ଛି୤ ଟିକେ ତ ଲଜ୍ୟା କର କାହାର ପିଲା ଙ୍କୁ ଏମିତି କରିଲେ ତ ନିଜ ପିଲା ର ଅବସ୍ଥା ଏମିତି ହେବ
@susamasusama535
@susamasusama535 Год назад
Sarkarnku janaa ahi school re ahuri shikhyaka nijukti karanti , panchati class re due jana Gurumaa pila patha kipari padhibe
@sarojsahu5989
@sarojsahu5989 Год назад
ଓଡିଶା ସରକାର ଭାଇ ।। ଏଠାରେ ଲୋକ ନୁହଁ ସରକାର ହିଁ ଚୋର
@runabajigar4415
@runabajigar4415 Год назад
Are Bhai bhala ta
@prahalladmajhi7041
@prahalladmajhi7041 Год назад
ଏତ ଏକ ଖୁସିର କଥା 👍 ପିଲାଏ ତ ପାଠ ପଢ଼ୁଛନ୍ତି
@jogendrapatel1574
@jogendrapatel1574 Год назад
ଯିଏ ବି ପଢାଇଲେ ତମ ପିଲାତ ପଢିଲେ, ତୁମର ଅସୁବିଧା କ'ଣ ହେଲା?
@charitranayak5796
@charitranayak5796 Год назад
Bjd ସରକାର ହଟାଅ ସବୁ ଠିକ୍ ହୋଇ ଯିବ
@santoshkumarmishra2620
@santoshkumarmishra2620 Год назад
ଅସୁବିଧା କେଉଁଠି ? ଓଡିଶାରେ ନେତା ପୁଅ ନେତା ହେବ. ମନ୍ତୀ ପୁଅ ମନ୍ତୀ ହେବ.
@puritoka14357
@puritoka14357 Год назад
Dr Ambedkar jou law lekhichhanti seita kn thik sc st post kehi nei paribe sc st post vacancy thile bi sebc au general pila nku tanka seat dia jiba nahi school re teacher nathile emiti hin heba Jago sebc general public jago au Kate dina sahiba
@ashokkumardas6003
@ashokkumardas6003 Год назад
ଏଇଟା କେଉଁ ଅଜବ କଥା, ଗାଡ଼ି puncture ହୋଇଗଲେ କଣ steppin ରଖା ଯାଉନି କି
@rejoicekumbhar5371
@rejoicekumbhar5371 Год назад
ଏଡ଼େ ଅଧମ ଅଭିଭାବକ ଯେ ଏଇମାନେ ଆଉକେବେବାଟକୁ ଆସିବେ.,....,,
@Kalahandia230
@Kalahandia230 Год назад
କଣ ଟା ଭାସିଗଲା ସେଠୁ🙄🙄 ପାଗଳ ଅଭିଭାବକ
@samirbehera4990
@samirbehera4990 Год назад
Teacher kom ochhanti, OTV ku dekha jauni. Padhauchhi, bholo kotha
@lokanathbehera8577
@lokanathbehera8577 Год назад
Hi ରେ ଚାନ୍ଦବାଲି ବାସିନ୍ଦା 😆
@akhilchandrabarik6440
@akhilchandrabarik6440 Год назад
Govt to engage Teacher in the School. Govt to be active. Since long Odisha Govt has destroyed Primary Education.
@binodtiger5649
@binodtiger5649 Год назад
ଏ ମାଘିଆ news ୱାଲା ଙ୍କୁ ଗୋଡେଇ ଗୋଡେଇ ମାରିବା କଥା
@Raaj.ff999
@Raaj.ff999 Год назад
ତ ଅସୁବିଧା କୋଉଠୁ ରହିଲା ଆଉ ତ କେହିନୁହେ ସେଇ ଦିଦି ଙ୍କ ପୁଅ ସେ ପଢାଉଛି ପାଠ ପଢା ତ ବନ୍ଦ ହେଇନି ଏତେ ବାଣ୍ଡ ଆଲୋଚନା ନ କରି ଭଲ news କର କହାକୁ ବଦନାମ କରିବା ତୁମର କିଛି ଅଧିକାର ନାହିଁ ସେ ପିଲା କିଛି ଚୋରି କି ନାରୀ କରିନି ତ ବାସ ଖାଲି ପାଠ ପଢ଼େଇଛି ଏତେ ବାଳ news କରନି ok 😡😡😡😡😡
@gouriharpal6733
@gouriharpal6733 Год назад
eta ta bahut bhala . bhul kana pain.
@rajeshmajhi6145
@rajeshmajhi6145 Год назад
କିଛି ବଡ଼ କଥା ନୁହେଁ ସେ ସ୍କୁଲ ରେ ବାହା ହେଉଛନ,ମଦ ପିଇଛନ, ଛାତ୍ରଛାତ୍ରୀ ଦୁଷ୍କର୍ମ କରୁଛନ୍ କଣ ରହିଲା
@matruprasadswain8966
@matruprasadswain8966 Год назад
Bhai jne asin patha padhai dele je bahut bada apradh ten kardeuchan bahut lajya ra Kath re bhai
@samalpuridesinaturalvideo9184
ପଢ଼ା ତ ହଉଚି ଅସୁବିଧା ରହିଲା କୋଉଠି ମୁର୍ଖ ଗୁଡାକ
@musicloverodia3302
@musicloverodia3302 Год назад
ଦିଦିଙ୍କ ମିଛ ତାଙ୍କ ମୁଖମଣ୍ଡଳ ରୁ ଜଣା ପଡୁଛି....
@matruprasadswain8966
@matruprasadswain8966 Год назад
Bhai bahut badhia
@gyanendrachakraborty2147
@gyanendrachakraborty2147 Год назад
Reason achi boli teacher asileni,ta prati badalare tanka pua asiki padheile sethu kn pro heigala.teacher ta scl chhuti kriparibani na,then pua ra accident heichi ,sethire puni complain.
@karismalipumangaraj3867
@karismalipumangaraj3867 Год назад
Tame Media mane jouthi bhala kama chalichi seithi tamaku problem dekha jauchi kintu jouthi problem seithi kahara bi najar nahi
Далее
Massive fire breaks out in Odisha’s Chandbali
5:15
Как не носить с собой вещи
00:31
7 AM Headlines | 25th October 2024 | Odisha TV | OTV
2:42