Тёмный

Maa Maninaga Temple, Ranpur, Nayagarh || ମା ମଣିନାଗ ମନ୍ଦିର, ରଣପୁର, ନୟାଗଡ଼ || @city explorer odia  

Smart Network Odia
Подписаться 655
Просмотров 2,6 тыс.
50% 1

#maa #maadurga #ranpur #nayagarh #odisha @always_silu
Maa Maninaga Temple, Ranpur, Nayagarh || ମା ମଣିନାଗ ମନ୍ଦିର, ରଣପୁର, ନୟାଗଡ଼ ||ଏହି ମନ୍ଦିର ନୟାଗଡ଼ ଜିଲ୍ଲା ର ରଣପୁର ବ୍ଲକ୍ ରେ ରହିଛି। ରଣପୁର କୁ ଦ୍ୱିତୀୟ ଶିକ୍ଷେତ୍ର ମଧ୍ୟ କୁହାଯାଏ । ଜଗନ୍ନାଥ ଙ୍କ ୧୬ କଳା ରୁ ୧ କଳା ଏଠାରେ ରହିଛି । କାରଣ ପୁରୀ ର ପ୍ରଭୂ ଜଗନ୍ନାଥ ମନ୍ଦିର ର ପ୍ରତିଟି ନୀତି ନିୟମ ଏଠାରେ ମଧ୍ୟ ପାଳନ ହୁଏ ଏବଂ ଏଠାରେ ପୁରୀ ଭଳି ରଥ ଯାତ୍ରା ମଧ୍ୟ ହୁଏ । ଏଠାର ରାଜା ନରେନ୍ଦ୍ର ସିଂହ ଦେଓ ଙ୍କ ନାମ ଅନୁସାରେ ପୁରୀ ରେ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟ କରାଯାଇଛି । ଏହି ମଣି ନାଗ ମନ୍ଦିର mainak ପର୍ବତ ଉପରେ ଅବସ୍ଥିତ ଯାହା ବିଷୟରେ ପୌରାଣିକ କଥା ରେ ଉଲ୍ଲେଖ ରହିଛି । ଏହି ପର୍ବତ ଉପରେ ମା ପୂଜା ପାଉଛନ୍ତି ବହୁତ୍ ପୁରାତନ କାଳ ରୁ । ଆଉ ଏହି ପର୍ବତ ର କିମ୍ବଦନ୍ତୀ କପିଳ ସହିନ୍ତା ରେ ଲେଖା ଯାଇଛି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏଠାକୁ ବୈଷ୍ଣବ ଧର୍ମ ର ପ୍ରଚାରକ ଶ୍ରୀ ଚୈତନ୍ୟ ମଧ୍ୟ ଆସିଛନ୍ତି। ଏହି ପର୍ବତ ରୁ ୪ ମାଇଲି ଦୂରରେ ବସି ଅଚ୍ୟୁତାନନ୍ଦ ହରିବଂଶ ଲେଖିଛନ୍ତି।
ଏହି ମନ୍ଦିର ସମୁଦ୍ର ପତନଠାରୁ ୨୦୦୦ ft ଉପରେ ଅବସ୍ଥିତ।
ଏହି ପର୍ବତ କୁ ଆସିବାକୁ ହେଲେ ଆପଣ ଙ୍କୁ ତଳୁ ୫ km ଘାଟି ରାସ୍ତା ଦେଇ ଯିବାକୁ ପଡିବ ଏବଂ ଏହି ସ୍ଥାନ ରେ ୧୯ ଟି ବାଙ୍କ ରହିଛି । ଆପଣ ଙ୍କୁ ଦେଖିକି ସଚେତନ ହୋଇ ଯିବାକୁ ପଡିବ । ଏହି ପର୍ବତ ଉପରୁ ପୁରା ରଣପୁର ସହର ଆପଣ ଙ୍କୁ ଦେଖିବାକୁ ମିଳିଯିବ ଏବଂ ବହୁତ୍ ସୁନ୍ଦର୍ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଯିବ । ବହୁତ୍ ସୁନ୍ଦର୍ ମନ୍ଦିର ଏବଂ ମନଭରା ଦୂର୍ଶ୍ୟ ଆପଣ ଙ୍କୁ ନିହାତି ଆକର୍ଷିତ କରିବ । ଏହି ପର୍ବତ ଉପରୁ ଆପଣ ଙ୍କୁ ସମ୍ପୂର୍ଣ୍ଣ ରଣପୁର ସହର ଏବଂ ରଣପୁର ଜଗନ୍ନାଥ ମନ୍ଦିର ଏବଂ ରଣପୁର ରାଜବାଟି ଦେଖିବାକୁ ମିଳିଯିବ ।
ଏଠାରେ ସବୁ ପ୍ରକାର ମାଙ୍ଗଳିକ କାର୍ଯ ମଧ୍ୟ ହୁଏ । ଏଠାରେ ମୁଖ୍ୟ ପର୍ବ ମୀନ ସଂକ୍ରାନ୍ତି ଏବଂ ରଜ ସଂକ୍ରାନ୍ତି। ଏହି ପର୍ବ ରେ ବହୁତ୍ ଗହଳି ହୁଏ ଏବଂ ଯାତ୍ରା ମଧ୍ୟ ହୁଏ । ଏଠାରେ ଆଗରୁ ନର ଦିଆଯାଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଏହା ଏବେ ବନ୍ଦ ଅଛି । ମା ବହୁତ୍ ମନସ୍କାମନା ପୂର୍ଣ୍ଣ କରନ୍ତି । ଏଠାରେ ବହୁତ୍ କିଛି ପୌରାଣିକ କିମ୍ବଦନ୍ତୀ ରହିଛି । ଏଠାରେ ମା ଉପରେ ପୂଜା ପାଉଛନ୍ତି ଏବଂ ତଳେ ମଧ୍ୟ ପୂଜା ପାଉଛନ୍ତି ଏହାର ସମ୍ପୂର୍ଣ୍ଣ କିମ୍ବଦନ୍ତି ମୁଁ ଆପଣ ଙ୍କୁ ଭିଡିଓ ରେ କହିସାରିଛି ।
Maa Maninaga Temple, Ranpur, Nayagarh .This place is also known as second srikhetra because puri's lord Jagannath all rule and regulations is worked in ranpur Jagannath temple.This temple is located in the top of a hill which distance from sea level is 2000 ft and from road 5 km . This hill is known as mainak hill . Thik hills are also represents in kapila sahnita . This temple mystery, history are well defined by kapila sahnita. Sri Chaitanya and achutanand ......here many years ago .
From the top of hill you can see a dark and natural forest view and also you saw total ranpur market also ranpur Jagannath temple and ranpur rajabati .
If you are a nature lover then you are the right destination and choose to visit .If you are a devotee then nice to choose to visit this place. Nice place for picnic and all marriage and functions.
This place's distance 71 km from Bhubaneswar
45 km from Khordha
53 km from Banki
32 km from Nayagarh
ଆପଣ ଙ୍କ ଭଲପାଇବା ଏବଂ support ନିହାତି ଦରକାର । ଆପଣ ଏମିତି ଭଲ ପାଇବା ଦେଲେ କୁ ଏମିତି ଆଗକୁ ଆଉ କିଛି ଭଲ ଭଲ ଭିଡିଓ ଆପଣ ଙ୍କ ସମ୍ମୁଖ କୁ ଆଣିବାକୁ ଚେଷ୍ଟା କରିବି ।
ଯଦି ମୋ ଭିଡିଓ ଭଲ ଲାଗୁଚି ତାହାଲେ ମୋ channel ku subscribe କରନ୍ତୁ ଏବଂ ନିଜ ସାଙ୍ଗ ମାନ ଙ୍କ ସହ ଭିଡିଓ କୁ share କରନ୍ତୁ ଆଉ ଭିଡିଓ କେମିତି ଲାଗିଲା comment କରି ମତେ ଜଣାନ୍ତୁ।
ଭିଡିଓ ର ମଝି part ରେ sound ର ଟିକେ ଅସୁବିଧା ହେଇଚି । ସେଥିପାଇଁ ମୁଁ ଦୁଃଖିତ 🙂 କ୍ଷମା କରିବେ , ପରବର୍ତ୍ତୀ ଭିଡିଓ କିଛି ଭଲ କରିବାକୁ ନିଶ୍ଚୟ ଚେଷ୍ଟା କରିବି ।
ଭିଡିଓ ରେ କିଛି ଭୁଲ ଥିଲେ କ୍ଷମା କରିବେ । ପରବର୍ତ୍ତୀ ଭିଡିଓ ରେ ଆଉ କିଛି ଭଲ କରିବା ପାଇଁ ଚେଷ୍ଟା କରିବି ।
ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ରୁ ଧନ୍ୟବାଦ୍ 🙏🙏🙏
ଜୟ ଜଗନ୍ନାଥ 🙏
maninaga temple raj-ranpur odisha
maninaga temple nayagarh
maninaga temple ranpur
ranpur maninaga temple
maninaga temple raj-ranpur odisha history
maninaga temple ranapur
maninaga temple ranpur
maninaga temple
maninaga temple ranpur
maninaga mandir ranpur
ranpur maninaga temple status
maa maninaga temple
ranpur maninaga temple
maninaga temple road silver city boy
ranpur maninaga temple 2020
maninaga temple ranpur
ranpur maninaga temple status
ranpur nayagarh odisha
ranpur jagannath temple
ranpur jagannath temple history
ranpur rath yatra
ranpur rajbati
asurakumari temple
asura kumari nayagarh
asurakumari ranpur
simili waterfall nayagarh
simili waterfall nayagarh odisha
simili jharana nayagarh
#durgatemple #maadurga #odisha #trending#durga #durgapuja #navratri #devi #jaimatadi #durgamaa #maa #maadurga#durga #lorddurga#durgamaa #temple

Опубликовано:

 

11 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 16   
@prasantakumar1995
@prasantakumar1995 3 месяца назад
Jay maa
@kcdaspresents9811
@kcdaspresents9811 Год назад
Jay maa maninaga
@armylover6444
@armylover6444 Год назад
Nyc❤❤
@AsishKumar-kj7gj
@AsishKumar-kj7gj Год назад
👍👍👍👍👍👍😇😇
@pradeepbarik2011
@pradeepbarik2011 Год назад
👌👌👌
@priyaranjansamal8625
@priyaranjansamal8625 Год назад
❤❤
@debiprasadprusty1116
@debiprasadprusty1116 Год назад
👌👌👌👌
@souravsknayak4380
@souravsknayak4380 Год назад
Beautiful ❤️
@SmartNetwork12
@SmartNetwork12 Год назад
Tq ☺️, share with your all friends
@rashmitamahanta5782
@rashmitamahanta5782 Год назад
Ncy
@SmartNetwork12
@SmartNetwork12 Год назад
Tq sanga 🥰 share with your all friends
@soumyaranjansahoo3307
@soumyaranjansahoo3307 8 месяцев назад
Bhai bhubaneswar ru Maninaga ku bus re picnic gale kou route re jaai haba?
@SmartNetwork12
@SmartNetwork12 8 месяцев назад
Tumaku 1st sunakhala asibaku padiba then sethu left side 15 km gale maninag temple milijiba
@soumyaranjansahoo3307
@soumyaranjansahoo3307 8 месяцев назад
@@SmartNetwork12 bhai, sunakhala ru left ku bus jaai paariba ta?
@SmartNetwork12
@SmartNetwork12 8 месяцев назад
@@soumyaranjansahoo3307 hnn
@prasantakumar1995
@prasantakumar1995 3 месяца назад
Bbsr ru khorda dei janki ru 20kilomitar gale asi jiba
Далее
RC Helicopter Trick
00:13
Просмотров 4,5 млн
🕊️Valera🕊️
00:34
Просмотров 2 млн