Тёмный

MahaPanchayat : ଖୋଲିବ କଳା କାରନାମା ଫାଇଲ୍‌ | 18 Aug 2024 | Argus News 

Argus News
Подписаться 1,4 млн
Просмотров 174 тыс.
50% 1

MahaPanchayat : ଖୋଲିବ କଳା କାରନାମା ଫାଇଲ୍‌ | 18 Aug 2024 | Argus News
#ArgusNews #MahaPanchayat #Political #BJD #BJP #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 378   
@prakashkumarjena.babusan.n3760
@prakashkumarjena.babusan.n3760 Месяц назад
ଜୟ ଜଗନ୍ନାଥ ଜୟ ବିଜେପି ସରକାର 🙏🙏🙏🙏
@SusantakumarMalla-x3m
@SusantakumarMalla-x3m Месяц назад
ବହୁତ ଭଲ ହେବ ଦୟାକରି ପୁରୁଣା କେଶ ଖୋଲା ଯାଉ ପାପି ମାନେ ପାଇବେ ଠିକ୍ କହିଚ ସବୁଦୋଷର କାରଣ ନବିନବାବୁ ଫାଇଲି ନ ଖୋଲିଲେ ବିଜେପି ଯିବ
@JyoshnamayeeMishra
@JyoshnamayeeMishra Месяц назад
Sighera. Dhara. Plus. Mohan. Sarkar. B. J. D. Balaku.
@sambhusahoo630
@sambhusahoo630 Месяц назад
​@@JyoshnamayeeMishra❤
@sambhusahoo630
@sambhusahoo630 Месяц назад
​@@JyoshnamayeeMishra❤
@Godeepak
@Godeepak Месяц назад
ବହୁତ ଭଲ ପଦକ୍ଷେପ ❤ ଦଣ୍ଡ ର ଆବଶ୍ୟକତା ରହିଛି ❤
@JyoshnamayeeMishra
@JyoshnamayeeMishra Месяц назад
Thik. Katha.
@RadharaniParida-id7xy
@RadharaniParida-id7xy 23 дня назад
@@JyoshnamayeeMishra aeé
@JyoshnamayeeMishra
@JyoshnamayeeMishra 22 дня назад
I, ❤. You.
@nababarika4028
@nababarika4028 Месяц назад
Many many thanks to all madam and gentlemen in this debate
@ODISHAKISHANCOMMUNITY-
@ODISHAKISHANCOMMUNITY- Месяц назад
ଯିଏ ହେଉନା କାହିଁକି ଏତେ ଗୁଡିଏ ପରିବାର ନ୍ୟାୟ ପାଇଁ ପାରି ନାହାଁନ୍ତି ଅତି ଦୁଃଖର କଥା ତେଣୁ ପାପି କୁ ଉଚିତ୍ ଦଣ୍ଡ ଦିଆଯାଉ। ହେ ପ୍ରଭୁ ଜଗନ୍ନାଥ ସତ୍ୟ ର ଉପସ୍ଥାପନ ହେଉ।
@JyoshnamayeeMishra
@JyoshnamayeeMishra Месяц назад
Jai. Jagannath.
@sankarsansahoo47
@sankarsansahoo47 Месяц назад
Jay shree jagannath
@JyoshnamayeeMishra
@JyoshnamayeeMishra Месяц назад
Thik.
@BHIKARICHARANSAHOO-b2z
@BHIKARICHARANSAHOO-b2z 21 день назад
❤ ​@@sankarsansahoo47
@TapanroseBTR
@TapanroseBTR Месяц назад
ଅରୁଣ ସାହୁ କୁ ଆଗେ ବାନ୍ଧ....... ପରୀ କେଶ୍ open କରାଯାଉ
@Padmaloch
@Padmaloch Месяц назад
ହଁ ଫାଇଲ୍ ଖୋଲିବା ଦରକାର 🙈🙊🙉⚖️⚔️
@JyoshnamayeeMishra
@JyoshnamayeeMishra Месяц назад
Thik.
@RabinarayanaSwain-jh9pf
@RabinarayanaSwain-jh9pf Месяц назад
Thankyou sir
@manasdalai4028
@manasdalai4028 Месяц назад
Do CBI enquiry for pari Pihu mamita
@JyoshnamayeeMishra
@JyoshnamayeeMishra Месяц назад
Thik.
@mayadharnayak3962
@mayadharnayak3962 8 дней назад
​@@JyoshnamayeeMishra111quq7u Dr niodiyapala 😮😊q of ., Odiyapala 28:10
@bibekkumarMk
@bibekkumarMk Месяц назад
Thank you more argus news.
@prasannabehera5703
@prasannabehera5703 Месяц назад
ମାନବ ପ୍ରେମୀ ଆଦିତ୍ୟ ଦାସ ...............
@jeetendrakumarmohanty2963
@jeetendrakumarmohanty2963 Месяц назад
ନବୀନ୍ ପଟ୍ଟନାୟକ ପ୍ରକୃତ ରେ ଆଖି ଥାଇ ଅନ୍ଧ, ଧୃତରାଷ୍ଟ୍ର ର ଅଭିନୟ କରୁଥିଲେ, ପ୍ରଥମ ରେ ସେ ଦାୟୀ।ସେ ସବୁବେଳେ out sourcing ରେ,,୨୪ ବର୍ଷ କାଳ ସରକାର ଚଳାଉ ଥିଲେ, ନିଜେ ପାୱାର ଉପୋଭୋଗ କରୁଥିଲେ।
@bishnuprasadsundara1641
@bishnuprasadsundara1641 Месяц назад
ଠିକ୍
@radhakrishnaCreation147
@radhakrishnaCreation147 Месяц назад
ହଉ ସମୟକୁ ଅପେକ୍ଷା କର ସତ ଜଣାପଡିବ
@SadhubrundabanaDasSadhubrundab
@SadhubrundabanaDasSadhubrundab Месяц назад
Ketene apeksha s m j
@JyoshnamayeeMishra
@JyoshnamayeeMishra Месяц назад
Channalku. Kahucha. Na. B. J. D. Na. B. J. P. Ku. Kaucha.
@tapankumaracharya2388
@tapankumaracharya2388 19 дней назад
Good news Argus news🌹🚩🚩🚩🚩🚩🚩🚩
@pk5993
@pk5993 Месяц назад
ଯେତେ ଶୀଘ୍ର ଖୋଲିବା ଦରକାର
@BIKASHPRADHAN-mb8tn
@BIKASHPRADHAN-mb8tn Месяц назад
Good newss
@dillipkumarkumar1959
@dillipkumarkumar1959 Месяц назад
Thank you argus midiya
@purnanayak5383
@purnanayak5383 Месяц назад
ଏଇ ଗଣେଶ ସାହୁ କୁ କାହିଁକି ଡାକିଛନ୍ତି, ତାଙ୍କ ପରିବାର ରୁ କେହି ଜଣେ ଏମିତି ହତ୍ୟା ହେଇଥିଲେ ତାଙ୍କର ପାଟି ରୁ କ'ଣ ଏଇଆ ବାହାରି ଥାଆନ୍ତା ,, ଛିଃ ଛିଃ ଗଣେଶ ସାହୁ।
@JyoshnamayeeMishra
@JyoshnamayeeMishra Месяц назад
Heta. Bhai. Pagalta. Kon. Kahi na.
@prabalbehera9282
@prabalbehera9282 Месяц назад
ଯେତେ ଶିଘ୍ର ହୋଇ ପାରିବ ଏଇ ମାଗୀଆ ମଣିଷ ମରା ଦାଗି ନେତା ମନ୍ତ୍ରୀ ମାନଙ୍କୁ ଜେଲରେ ପୁରେଇବା ଦରକାର୍ ଏହି ମେସେଜ ମାଧ୍ୟମରେ ଆଇନି ମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ
@JyoshnamayeeMishra
@JyoshnamayeeMishra Месяц назад
Thik. Katha.
@gangadharbaral7558
@gangadharbaral7558 Месяц назад
Open🎉🎉🎉
@ashokmohanty7626
@ashokmohanty7626 11 дней назад
Kebe kholib Sir odisha basi bharosha karichanti Mohan sir 🙏🏽🙏🏽🙏🏽
@RajibBiswal-bl9dp
@RajibBiswal-bl9dp Месяц назад
Immediately take action. . odisha gov 🙏🙏
@JyoshnamayeeMishra
@JyoshnamayeeMishra Месяц назад
Plis. Emeditly. Action. Mohan. Sarkar.
@ajaysamal1195
@ajaysamal1195 Месяц назад
ବିଜେଡି ସମୟରେ ଜାହା ଘଟିଛି ତାହା ଖୋଲିବା ଦରକାର କିଏ ଶଚଟ କିଏ ମଛୁଆ
@dayanidhl1067
@dayanidhl1067 Месяц назад
ସରକାର ସିନା ବଦଳିଛି, ତଦନ୍ତସଂସ୍ଥା ର କର୍ମଚାରୀ ବଦଳି ନାହାନ୍ତି |ଏବେ ସେମାନେ ଅଧିକ କଣ ତଦନ୍ତ କରିବେ |ତେଣୁ ସବୁ ହତ୍ୟା କେଶ ର ତଦନ୍ତ ଭାର ସିବିଆଇ କୁ ଦିଆଯାଉ |ରାଜ୍ୟ ତଦନ୍ତ ସଂସ୍ଥା କିଛି କରିପାରିବ ନାହିଁ, କେବଳ ସମୟ ଗଡ଼ିବ |
@JyoshnamayeeMishra
@JyoshnamayeeMishra Месяц назад
Thik. Katha.
@hemantsamant8993
@hemantsamant8993 Месяц назад
Anxiously waiting for
@DhirenMalik-q9j
@DhirenMalik-q9j Месяц назад
ଗଣେଶ ସାହୁ ମାଗିଆ ତୋ ଝିଅ କୁ ନବୀନ ପଟ୍ଟନାୟକ କୁ ବାହା କରି ଦେ ଶଳା ଗଣେଶ
@Official_B.kanhar
@Official_B.kanhar Месяц назад
ଖବର ବହୁତ ଚାପିଦେଇଛନ୍ତି ବିଜେଡି ସରକାର ।
@SuriyaSahu-qt2yg
@SuriyaSahu-qt2yg Месяц назад
Good jab
@rohitpradhan-fi7ln
@rohitpradhan-fi7ln 9 дней назад
Bahuta bhala heba
@ChandanBehera-wc7cf
@ChandanBehera-wc7cf Месяц назад
Right bhai super 🙏🙏
@Official_B.kanhar
@Official_B.kanhar Месяц назад
Good ଆଇଡିଆ
@BikramKuPal-z4l
@BikramKuPal-z4l Месяц назад
ଗଣେଶ ସାହୁ mg ଚୋର ପେଲେଇ ପୁଅ ହାରାମ ଖୋଲ
@saratmishra7100
@saratmishra7100 Месяц назад
କୋଲକାତା ରେ R.G.Kar ମେଡ଼ିକାଲ କଲେଜ ଓ ହସପିଟାଲ ରେ ଜଣେ ଲେଡୀ ଡକ୍ଟର ପୀଡ଼ିତା, ରାକ୍ଷସ ମାନଙ୍କ ଆକ୍ରମଣରେ,ଯେମିତି ସମସ୍ତଙ୍କୁ ବାପା, ଭାଇ, ସାଙ୍ଗ ବୋଲି ଭାବି ତାର ସୁରକ୍ଷା ପାଇଁ ଆକୁଳ ବିନମ୍ର ପ୍ରାର୍ଥନା କରୁଥିଲା, ରକ୍ଷା କର, ରକ୍ଷା କର, just before her death, ତାହା ବହୁତ୍ ହୃଦୟସ୍ପର୍ଶି। ଆମେ ସମସ୍ତେ ମର୍ମାହତ। ଦୁଃଖ ଲାଗୁଛି। ଏମିତି ଘଟଣା ଆମ ଭାରତ ରେ ସବୁବେଳେ ଚାଲୁଛି ଓ କ୍ରମାଗତ ଭାବେ ଚାଲି ଆସୁଛି। କିନ୍ତୁ, ପୂରୁଷ ସମାଜର ଲୋକମାନେ, ମାନେ ,ଆମେ ଥରେ ଭାବିବା ଦରକାର, ନାରୀ ମାନେ ସତରେ କଅଣ, ଅବହେଳିତ ଓ ସଦାବେଳେ ନିଷ୍ପେସିତ। ହଁ, ଆଜ୍ଞା। ଏହା କିନ୍ତୁ ସତ୍ୟ ଯେ, କିଛି ନାରୀ ବ୍ୟଭିଚାରୀ, ନଷ୍ଟ,ଓ ଭ୍ରଷ୍ଟ, ସେମାନଙ୍କୁ, ଉଚିତ୍ ସାମାଜିକ ଶିକ୍ଷ୍ୟା ମିଳିବା ଦରକାର। ନ୍ୟାୟିକ ବ୍ୟବସ୍ଥା ରେ ସୁଧାର ଆସିବା ଦରକାର। ପୁରୁଷ କମିଶନ ର, ଯଦିଓ ଆବଶ୍ୟକତା ଅଛି, ତାର, ଦୁରାପୁଯୋଗ ଯେପରି ନ ହେଉ। କାହିଁକି ନା, ଆମର, କେଇହି ନା କେହି, ଭଉଣୀ, ଝିଅ, ଝିଆରୀ, ଭାଣିଜୀ, ମା, ମାଉସୀ ଅଥବା ସ୍ତ୍ରୀ ଅଛନ୍ତି। ମୋ ମତରେ ଭାରତରେ UCC ଅଣାଯାଉ, କଠୋର ଆଇନ କାନୁନ ତିଆରି ହେଉ। ସେ, ଯେ, କେଉଁ ଲୋକ, ଜାତି ରେ ହେଉନା, କାହିଁକି, ଦୃଢ଼ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ । ରାଷ୍ଟ୍ର ର ନାଗରିକ ର ସୁରକ୍ଷା ଆଗେ, ପରେ political parties and others। And, please stop, political polarization. It harms India a lot for progress and further growth. Jay Hind. ଓଡ଼ିଶା ରେ ଏପରି ନେ ହେଉ। ନହେଲେ, BJP ଦାୟୀ ରହିବ।
@JyoshnamayeeMishra
@JyoshnamayeeMishra Месяц назад
Thik. Katha.
@AmilyaPradhan
@AmilyaPradhan Месяц назад
କାଇଁକି e ବାଳ ଖବର କେତେଥର କହୁଛୋ...... ବିଜେପି ର ଦମ nai କୋଉ file ଖୋଲିବାକୁ.//ସବୁ ବିଜେପି mla ଡରୁଆ, //ଆଗ hau ତାପରେ news ରେ କହିବ...
@PrasanaKumardadh
@PrasanaKumardadh Месяц назад
Okay
@niranjanmallick3830
@niranjanmallick3830 10 дней назад
Time is short. Immediate action required
@MaheswarJena-ed6db
@MaheswarJena-ed6db Месяц назад
ଗଣେଶ ଗାଲୁଆକୁସେଠାରୁ ବାହିର କରି ଦିଆନ୍ତୁ.
@hadubandhupradhan4938
@hadubandhupradhan4938 Месяц назад
BJD ର ଆଉ କେହି ମିଲୁ ନାହାନ୍ତି.
@threeshaktimusic6560
@threeshaktimusic6560 Месяц назад
କାମ କରିବା ଦରକାର କଥାରେ ନୁହେଁ
@amarendramahanta7211
@amarendramahanta7211 Месяц назад
Very good sir
@SambhunathDas-rp7cx
@SambhunathDas-rp7cx Месяц назад
ଏ ସବୁ ଶୁଣି ଶୁଣି କାନ ବଧିର ହୋଇ ଗଲାଣି. ଏ ସରକାରର ଦମ ନାହିଁ, ଏ ସବୁ high profile ଘଟଣା ଖୋଲିବାକୁ
@SantunuMahanty-e8c
@SantunuMahanty-e8c Месяц назад
❤❤❤❤❤❤❤❤❤❤❤
@santoshkumarmishra2620
@santoshkumarmishra2620 Месяц назад
ପ୍ରଥମେ ପରୀ କେସ୍ କୁ ଖୋଲାଯାଉ.
@JyoshnamayeeMishra
@JyoshnamayeeMishra Месяц назад
Thik.
@DamodarSwain-d7s
@DamodarSwain-d7s Месяц назад
Jay sri ram
@sunilgouda2225
@sunilgouda2225 16 дней назад
Good sir
@ODISHAKISHANCOMMUNITY-
@ODISHAKISHANCOMMUNITY- Месяц назад
ଏତେ ପରିବାର ସତରେ ନ୍ୟାୟ ପାଇବା ଆଶାରେ ବସିଛନ୍ତି ପ୍ରଭୁ???। ତୁମେ ନ୍ୟାୟ ଦିଅ ପ୍ରଭୁ????
@JyoshnamayeeMishra
@JyoshnamayeeMishra Месяц назад
AkAhya. Hau. Prunya. Jagata. Dharmara. Hau. Jaya. Jai. Jagannath.
@chhatishmohanta4282
@chhatishmohanta4282 Месяц назад
Good news action should taken very quick against creaminal
@pradeepkumarbhuyan9681
@pradeepkumarbhuyan9681 Месяц назад
ନବୀନ ବାବୁ ଓଡିଶା ର ମୁଖ୍ୟ ଖଳନାୟକ
@manojdikshit1308
@manojdikshit1308 Месяц назад
ଏହି ତଦନ୍ତ କେବେ ଶେଷ ହେବ ? ମିଡିଆରେ ଆଉ ବାଜିବ ନାହିଁ l ଶୀଘ୍ର ଶେଷ କରାଯାଉ l
@hrushikeshsahoo5289
@hrushikeshsahoo5289 Месяц назад
କାର୍ୟ୍ଯ କରି ଦେଖ।। ଭାଷଣ ମାରନା ।
@JyoshnamayeeMishra
@JyoshnamayeeMishra Месяц назад
Bhai. Dharjya. Dhara.
@hariharasahu3566
@hariharasahu3566 Месяц назад
Fals investigation by BJD rule
@user-fu5zl6pz6m
@user-fu5zl6pz6m Месяц назад
Immediate arrest with necessary legal Actions against concerned M.L.A.s are essentially needed.
@chitaranjansethi4069
@chitaranjansethi4069 Месяц назад
Kebe haba 5years pare
@Sankirtan-g3q
@Sankirtan-g3q Месяц назад
ନିହାତି ଭାବରେ ପେଡ଼ି ଖୋଲିବା ଦରକାର ଏବଂ ନବୀନ ସରକାର ଲୋକଙ୍କୁ କେତେ ନ୍ୟାୟ ଦେଉଥିଲେ ବିଜେଡ଼ି ନେତାମାନେ ଟିକିଏ ଦେଖନ୍ତୁ
@brundabangouda3592
@brundabangouda3592 Месяц назад
🇮🇳🙏🌹🙏🌹🇮🇳Good🙏🏿❤️🙏🏽 Newss🙏🏿💘🙏🏽 Sar🇮🇳🙏🌹🙏🌹🇮🇳
@ManoranjanBhuiyan
@ManoranjanBhuiyan Месяц назад
Bahut badhia thank you bjp
@RameshMohanty-p1f
@RameshMohanty-p1f Месяц назад
I like this statement. I know BJP Sarkar work. Not bring new case . Only against will go to court . That's BJP Sarkar work.Very very thanks.
@bahanbishoyi5578
@bahanbishoyi5578 Месяц назад
ବିଜେପି ଯଦି ଓଡ଼ିଶାରେ ଆଉ ଥରେ ପୂର୍ବକୁ ଯଦି ସରକାର ଗଢ଼ି ବାକୁ ଯିବ ତାହା ହେଲେ ଏସବୁ କେସ କୁ cbi କୁ ଦିଅନ୍ତୁ n ହେଲେ next କଂଗ୍ରେସ ସରକାର ଏହାକୁ ଅସ୍ତ୍ର କରି ଢୋଲ ବଜେୟୀ ବଜେୟୀ ସରକାର କୁ ବିଜେଡି କିଛି ନେତା କୁ ଧରି କଂଗ୍ରେସ ସରକାର ଗଠନ କରିଦେବ ତେଣୁ ବିଜେପି ଚାହିଁଲେ ଏସବୁ cbi କୁ ଦେଇ ଆଗାମୀ ସରକାରଙ୍କୁ ପକା କରୁ କାହିଁକି ନା bjd ଚାଲକି ହୋଇ ଚୋର ମୁଁହ tan pari jothi ବି ଭଡ ଭଡ ହେଉଛି ତେଣୁ ଯାହା ଏହି ନୂଆଁ ସରକାର କରିବେ
@JyoshnamayeeMishra
@JyoshnamayeeMishra Месяц назад
Satya. Katha. Kahila. Bhai.
@banamalisankha3333
@banamalisankha3333 9 дней назад
Old file must open darkar Jadi open na haba next congress. Sarkar 2029.
@khalnayak1504
@khalnayak1504 Месяц назад
ସବୁର ଦାୟୀ ନବୀନ
@mrprasantakumarpradhan4569
@mrprasantakumarpradhan4569 Месяц назад
Jete jaldi kholiba bhala huanta, jay BJP, Jay CM Mohan sir 🙏🙏🙏🙏🙏🙏
@bipinimallickbipini6793
@bipinimallickbipini6793 Месяц назад
A, ମାଗିଆ. ଗଣେଶକୁ. କିଏ. ଡାକିଲା
@JyoshnamayeeMishra
@JyoshnamayeeMishra Месяц назад
Thik. Kaicha. BhAi.
@KrushnaMuduli-yu6nv
@KrushnaMuduli-yu6nv Месяц назад
Samastnku.jailre.pura.odissaloke.dekhantu
@ARTTATRANSENAPATI
@ARTTATRANSENAPATI Месяц назад
Jaldi. Kara
@MilanMohanty-b3n
@MilanMohanty-b3n Месяц назад
ଗାଲୁଆ ଗଣେଷ
@bipinbihariswain3511
@bipinbihariswain3511 Месяц назад
Naveen Patnaik is the mastermind. Jai Jagannath.
@rahulbadset
@rahulbadset 10 дней назад
ପାଣ୍ଡିଆନ ପାଇଁ ଓଡିଶା develop ହୋଇଛି
@BimbadharMangaraj
@BimbadharMangaraj Месяц назад
ଗାଲୁଆ ଙ୍କ ବାରବାଟୀ ଚାଷ ୨୪ ବର୍ଷର ଶାସନରେ ଜଡିତ ସମସ୍ତ ନେତା କର୍ମଚାରୀ ବ୍ଯକ୍ତି ଅପରାଧରେ ଅଭ୍ଯସ୍ତ ଥିଲେ ୨ମାସରେ ଆସୁଥିବା ଅଭିଯୋଗ ବଜେପି ସରକାରକୁ ଦାୟୀ କରିବା ଉଚିତ ହେବନାହିଁ
@ashokbadajena8568
@ashokbadajena8568 Месяц назад
ଶିଘ୍ର ସେ ନବୀନ ହିଁ ରହିଛି,ଏହା ଆଲୋଚନା କରନ୍ତି ଲୋକ କାରଣ ସେ କେବଳ ଏମାନଙ୍କୁ ସାହାଯ୍ୟ କରୁଥିଲା ,,,,ତଦନ୍ତ ନ କରି,,ଆଇନ୍ କହେ ଦୋଷୀକୁ ସାହାଯ୍ୟ କରିବା ମଧ୍ୟ ଦୋଷୀ,,ଏହା ଆଲୋଚନା ହୁଏ
@JyoshnamayeeMishra
@JyoshnamayeeMishra Месяц назад
Thik.
@simanchalpattnaik3678
@simanchalpattnaik3678 Месяц назад
Correct should be reopen strictly otherwise nexttime voter will decide again new one
@s.kbehera2828
@s.kbehera2828 Месяц назад
କଳା କାରନାମା ଫାଇଲ ନ ଖୋଲାହେଲେ। ମମତା ଭଳି ମୋହନ ସରକାର ବି ବିଦାୟ ହେବେ , ସେଥିପାଇଁ ଦିନ ଗଣନ୍ତୁ।
@JyoshnamayeeMishra
@JyoshnamayeeMishra Месяц назад
To. Bhauni. Senty.
@jamudaproduction7670
@jamudaproduction7670 Месяц назад
Open 🎉🎉🎉
@basantibalapanigrahi5289
@basantibalapanigrahi5289 Месяц назад
Enquire against Arun Bothra
@debasishsahu8933
@debasishsahu8933 Месяц назад
Kia sikhiila right Question ❓❓❓
@baidyabiharigiri9439
@baidyabiharigiri9439 Месяц назад
ରାଜ୍ୟ ପାଳ ପୁଅ ପିଟିଲା ମାଡ଼ ମାରିଥିବା ଅଭିଯୋଗ ଫର୍ଦ୍ଦ କେବେ ଖୋଲିବ
@sunilrauto5923
@sunilrauto5923 12 дней назад
କଳା କାରନାମା ଖୋଲିବା ନିହାତି ଜରୁରୀ
@pradeeptabharati8499
@pradeeptabharati8499 Месяц назад
B.J.D.Au 14 purusa gale Sarkar kari paribani.
@harekrishnasahoo9741
@harekrishnasahoo9741 Месяц назад
Open the file of Laxmanananda Saraswati murder case.
@SambhunathDas-rp7cx
@SambhunathDas-rp7cx Месяц назад
ଭାଇ, ସେଥିପାଇଁ Argus Channel କୁ ଲୋକେ ସମାଲୋଚନା କରନ୍ତି. News ପରେ କିଛି action ହୁଏ ନାହିଁ.
@jitunayak157
@jitunayak157 Месяц назад
Good.b.j.p
@ramabarik6236
@ramabarik6236 Месяц назад
Phail kholiba katha
@Sukanta-hi3pq
@Sukanta-hi3pq Месяц назад
ସବୁ ଯିବେ ଜେଲ 😢😢😢😢😢
@ManashranjanPradhan-hd4sb
@ManashranjanPradhan-hd4sb Месяц назад
Loka manakara ta budhi nhi
@ashokkumarbehera8970
@ashokkumarbehera8970 Месяц назад
ମୋ ପାଖରେ ତଦନ୍ତ ବାଟବଣା ର ଅନେକ ପ୍ରମାଣ ଅଛି।ମୁଁ ଜେଲର୍(jailor) କହୁଛି।
@sanjibray3786
@sanjibray3786 Месяц назад
Pradeep maharathi , Naba Das
@FudanHandah
@FudanHandah Месяц назад
Bhsan.bahuthela.Agyan.Atisighra.karjyarePorinataKarantu.janatankarakhusi.AnantuJayjaganathJaySriRam❤❤
@hariharaom7482
@hariharaom7482 Месяц назад
ଶାନ୍ତିଭୂଷଣ ବାବୁ, ୟେ ଆଇନ ମନ୍ତ୍ରୀଙ୍କ ମୁଣ୍ଡ ବୋଧହୁଏ ଠିକ୍ ନାହିଁ, କାରଣ ୟେ ଆଇନ ମନ୍ତ୍ରୀ ଗୃହ ବିଭାଗ ର ମନ୍ତ୍ରୀ ନୁହଁନ୍ତି ତେଣୁ ୟେ ମହାଶୟଙ୍କର ମିଡିଆ ରେ ଦେଖେଇ ହେଲେ ସାଧାରଣ ଲୋକ କହିବେ ୟେ ବଢିଆ ମନ୍ତ୍ରୀ , କିଛି ଫାଇଲ ଖୋଲିବାର ନାହିଁ , ଖାଲି ବିଜେପି ବାଲା ଭାଣ୍ଡାମି କରୁଛନ୍ତି ।
@BikramKuPal-z4l
@BikramKuPal-z4l Месяц назад
ତୁମେ ବୋଧେ ପାଣ୍ଡୁ ର ପ୍ରକୃତ ପୁଅ ହେଇ ଥିବ
@JubrajBagarty-g6x
@JubrajBagarty-g6x Месяц назад
ଗଣେଷ ଵାଵୁ କୁ ଆଣିବା ଦରକାର ନାହି
@banamalisankha3333
@banamalisankha3333 9 дней назад
Sarkar legal naya dekhantu
@mohapatrasubhranshusekhar7545
@mohapatrasubhranshusekhar7545 Месяц назад
Kantabanjhire Naveen Babu nka Ajogyata hetu harile .
@SahadevMuduli-c2q
@SahadevMuduli-c2q Месяц назад
Hema Malini Maine Jo Teri duniya
@GeriGeri-wt8jm
@GeriGeri-wt8jm Месяц назад
Justice for Aditya Das slso
@PrabhatSahoo-f3e
@PrabhatSahoo-f3e 18 дней назад
Aruna sahoo ku jaldi jharpada pathaw
@narmandananda719
@narmandananda719 Месяц назад
Bahut bhala heba puruna file khalagale.Aditya Das case bi khalajau
@kamallochannayak9660
@kamallochannayak9660 Месяц назад
Quick Should be Open Old Files
@bikramsahu8583
@bikramsahu8583 Месяц назад
Kathor sasan darkar
@BrundabanPujari-k2h
@BrundabanPujari-k2h Месяц назад
Gobernarpuara file kebe kholibe tike kohibeki argus news sir
@NarayanDas-x7f
@NarayanDas-x7f Месяц назад
ଆଗୁଆ ପ୍ରଚାର କାହିଁକି
@AshokPatra-yz3vp
@AshokPatra-yz3vp Месяц назад
Pata. HA 🪔🪔🪔
@ranjitkumarpradhan2001
@ranjitkumarpradhan2001 Месяц назад
କେବେ ଖେଲାହେବ
Далее
КОГДА НЕВЕСТУ ВЫБИРАЕТ МАМА
00:56
Hurricane Milton: Storm damage in Fort Myers, Fla.
01:05
КОГДА НЕВЕСТУ ВЫБИРАЕТ МАМА
00:56