Тёмный

Mahisamardini - Geeti Natya | ମହିଷମଦ୍ଧିର୍ନୀ ଗୀତିନାଟ୍ୟ | Tale of Dussehra: Dance, Drama, Songs 

Prarthana TV
Подписаться 2 млн
Просмотров 2,9 млн
50% 1

Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 825   
@niranjanpradhan3548
@niranjanpradhan3548 2 года назад
ଭାବିଥିଲି କେବଳ କଣ୍ଠଶିଳ୍ପୀ ।।।। ଦେଖିଲି ସୁନ୍ଦର ଅଭିନୟ ।।।। ଧନ୍ଯବାଦ ସମସ୍ତ କଳାକାର ଙ୍କୁ ।।। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ ।
@pramodkumarpanda2086
@pramodkumarpanda2086 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE--v2aLAVUDJk.html
@ashokbehera1324
@ashokbehera1324 3 года назад
ସତରେ ଖୁବ ସୁନ୍ଦର ଲାଗୁଛି ତୁମର ନିଖୁଣ ଅଭିନୟ ତୁମେ ମାନେ ଜଣେ ଜଣେ ଗୀତିକାର ଓ ବାଦ୍ୟ କାର ହୋଇ ଏମିତି ଅଭିନୟ କରିବା ଖୁବ କଷ୍ଟ କର ଧନ୍ୟ ତୁମ କଳା ପଦର୍ଶନ 🙏🙏🙏🙏
@sabitribeherasabitribehera5091
@sabitribeherasabitribehera5091 16 дней назад
❤❤❤❤
@muralidharparida6460
@muralidharparida6460 2 года назад
🕉️🌺🙏, ହେ ମାତେ ଗୀତା ଦାସ, ଆପଣ ଧନ୍ୟା ଉତ୍କଳ ରାଜ୍ୟର ଅଦ୍ଵିତୀୟା ଗୀତିକାର, ମଧୁର ଧାରାର ସ୍ରୋତସ୍ୱିନୀ. ଦୀର୍ଘାୟୁ ନିରୋଗ ଜୀବନ ପ୍ରଭୁ ଜଗନ୍ନାଥ ପ୍ରଦାନକରନ୍ତୁ. ଓଁ
@mr.kaalicharandas3312
@mr.kaalicharandas3312 5 лет назад
ଯେତେ ନୂଆ ନୂଆ ଢଙ୍ଗ ରେ ଗୀତିନାଟ୍ୟ କରିଲେ ବି,,,,ସେଇ ପୁରୁଣା ଢଙ୍ଗ ଓ ପୁରୁଣା ଗୀତ ରଚନା ଗୁଡ଼ିକ ଆଜିବି ମନ ଛୁଆଁ ଲାଗୁଛି,,,,ପୁରୁଣା ବାଦ୍ୟ ,,, ଅାଃହା
@suryakantibehera5200
@suryakantibehera5200 2 года назад
ବାଦ୍ୟ ଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କୁ ମୋର ଅହେତୁକ ପ୍ରଣାମ 🙏। ସେମାନେ ବି ଏତେ ଚମତ୍କାର ଅଭିନୟ କରିପାରିବେ, ତାହା ସହଜରେ ବିଶ୍ବାସ ବୋଧ ନୁହେଁ। ଖାଲି ଚମତ୍କାର ତ ନୁହେଁ ଅତି ଚମତ୍କାର ଅଭିନୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ତା ସହିତ ନିଜ ନିଜର କଣ୍ଠଦାନର ପରିବେଷଣ ଅତିବ ଆନନ୍ଦ ପ୍ରଦାନ କରିଛି। ସତରେ ଏଭଳି ଗୋଟିଏ ଅଭିନବ ପ୍ରୟାସ ପାଇଁ ପ୍ରାର୍ଥନା ଚ୍ୟାନେଲକୁ ଅଶେଷ ଧନ୍ୟବାଦ 🙏
@manojkumardas5067
@manojkumardas5067 4 года назад
Bohut sundar , bhajan sandhya ra samasta kalakara mananku mora sata sata pranama
@brajamohanty6220
@brajamohanty6220 Год назад
ବହୁତ ସୁନ୍ଦର ଅଭିନୟ।। ଆଜି ବହୁତ୍ ମନେ ପଡ଼ନ୍ତି ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଓ ଗୋପାଳ ଛୋଟରାୟ। ସମସ୍ତ କଳାକାରଙ୍କୁ ସପ୍ରେମ ଶୁଭେଚ୍ଛା। ସଂଗୀତ ସହିତ ଅଭିନୟ ଅତ୍ୟନ୍ତ ଚମତ୍କାର। ଏହି ପରି ଗୋପାଳ ଛୋଟରାୟ ଓ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଗୁଡିକ ପ୍ରଚାର ପ୍ରସାର କଲେ ଭଲ ହୁଅନ୍ତା।
@tablasourav5511
@tablasourav5511 2 года назад
ଏହି ନାଟକ କୁ ମୁଁ ଓ ମୋର ସହ ପଠୀ ମାନେ କରିଥିଲୁ
@MADHABAGUNTHA99-xj7mn
@MADHABAGUNTHA99-xj7mn 2 месяца назад
Ouss Kpopuss
@hrudanandsharma757
@hrudanandsharma757 3 года назад
ମା ଦୁର୍ଗା ଓ ମହିଷାସୁର ଙ୍କ ସୁନ୍ଦର ଅଭିନୟ। ପ୍ରାର୍ଥନାର ଭଲ ପ୍ରୟାସ।Thanks to entire team ସମସ୍ତେ ଭଲ ଅଭିନୟ କରିଛନ୍ତି କଣ୍ଠ ଶିଳ୍ପୀ musician ହୋଇ ବି।
@dhananjayasethy6046
@dhananjayasethy6046 3 года назад
Good performance
@thesultana9004
@thesultana9004 5 лет назад
Jay Jay he mahishsura mardini Ramyaka pardini sayrashite
@sushilcreation7000
@sushilcreation7000 4 года назад
କୁହ ଦେବଗଣ କି ବl ଅଳକା ସମ୍ବାଦ ଓଃ କି ଗୀତ ଭାଇ ଯେତେ ଥର ଶୁଣିଲେ ବି ଯେତିକି ଶୁଣିଲେ ସେତିକି ଶୁଣିବାକୁ ଇଛା ହେଉଛି🙏 ସତରେ ବହୁତ ଭଲ ଗୀତନାଟ୍ୟ ସବୁ କଳାକାର ମାନଙ୍କୁ ଦେଖି ମନ ମୁଗ୍ଧ ହେଇ ଯାଉଛି. 🙏🙏🙏ଜୟ ଜଗନ୍ନାଥ🙏🙏🙏
@rabinarayanpatro852
@rabinarayanpatro852 3 года назад
ସତରେ
@anitanayak8866
@anitanayak8866 2 года назад
Jai maa Durga Mahishasura mardini Durga maa ki jai
@ashokkumarnayak2344
@ashokkumarnayak2344 4 года назад
ମହିଂସାସୁର ଅଭିନୟ ବହୁତ ସୁନ୍ଦର ଜୟ ମା ଦୁର୍ଗା
@sanjaysahu4079
@sanjaysahu4079 2 года назад
ବହୁତ ଭଲ ହେଇ ଅଛି ଆଉ ଗୋଟିଏ ଭିଡିଓ ଦେଖିବାକୁ ଇଛା ହେଉଛି
@munnapradhan1992
@munnapradhan1992 10 месяцев назад
Hh hostel JFK y jonobosoti BN cm cm glaucoma noboborshoou'll ononno a lot
@kartikarana6756
@kartikarana6756 10 месяцев назад
ବହୁତ ସୁନ୍ଦର ହେଇଛି ନାଟ୍ୟକାର ମଞ୍ଚ ଏହି, ଧନ୍ୟବାଦ୍ ସମସ୍ତଙ୍କୁ ମୋର ‌🙏🏻 ଜୟ ମା ଦୁର୍ଗା ତୁମେ ସାହାଭରସା‌ 🌺🙏🏻🙏🏻🙏🏻🌺
@agnikumarsahu8863
@agnikumarsahu8863 10 месяцев назад
ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା ଚିହ୍ନା ମୁହଁ ମାନଙ୍କର ନିଖୁଣ ଅଭିନୟ ଓ କଳା ପ୍ରଦର୍ଶନ ଦେଖି ଅତ୍ୟନ୍ତ ବିମୋହିତ ହେଲି ।ସତରେ କଳାର ପଟାନ୍ତର ନାହିଁ।ପ୍ରଭୁ ଜଗନ୍ନାଥଙ୍କ ନିକଟରେ କଳାକାର ମାନଙ୍କ ର ସୁସ୍ଥ ଓ ନିରୋଗ ଜୀବନ କାମନା କରୁଛି। ବୈଜ୍ଞାନିକ ଯୁଗରେ ବୁଡିଯାଉଥିବା ପୂରାତନ ଲୋକ କଳା ତଥା ସଂସ୍କୃତି ଓ ପରମ୍ପରା କୁ ପୁନର୍ଜୀବିତ କରିଥିବାରୁ ପ୍ରାର୍ଥନା ଚ୍ୟାନେଲ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଓ ସମସ୍ତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା ଅଭିନେତା ଅଭିନେତ୍ରୀ ମାନଙ୍କୁ ହୃଦୟରୁ ପ୍ରଣାମ ଜଣାଉଛି। ଜୟ କଳାକାର ଜୟ କଳା ।
@lipunbarik7816
@lipunbarik7816 3 года назад
Bahut badhia pari besana.thankyou prathana chenal
@chandrasekharparida7490
@chandrasekharparida7490 4 месяца назад
The role of Sumbh n Nisumbh played by SriCharan n Sudhakar is marvelous
@rameshchandrasahoo4364
@rameshchandrasahoo4364 2 года назад
ଗୋପାଳ ଛୋଟରାୟ ସର୍ବୋପରି ଗୋପାଳ ଛୋଟରାୟ। ତାଙ୍କ ପରି ଶବ୍ଦ ସଂଯୋଜନା ଓଡିଆ ନାଟ୳ ସାହିତ୍ୟରେ ବିରଳ। ଦଶହରା ସମୟରେ *ମହିସାମର୍ଦ୍ଦିନୀ* ଗୀତିନାଟ୍ଯ ମନମୁଗ୍ଧକର।
@manicharandas459
@manicharandas459 3 года назад
ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଜୟ ଶ୍ରୀ ରାମ ଜୟ ଶ୍ରୀ ରାଧା ରମଣ
@kshyamasagargopal3199
@kshyamasagargopal3199 11 месяцев назад
Jay maa shiba
@SurendraSahoo-rc5sn
@SurendraSahoo-rc5sn Год назад
Love this program salute Karuchi program ra creater nku emiti odiya Kala sanskruti ku agaku niantu nahele a naveen pattnayak no1dei dri dhwonsa karisarilani
@abhayadas981
@abhayadas981 3 месяца назад
ଓଡ଼ିଆ ରେ ଗୀତିନାଟ୍ୟ ର ନାମ ଭୁଲ ଲେଖା ହେଇଚି
@manicharandas459
@manicharandas459 3 года назад
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
@trilochanliti3738
@trilochanliti3738 3 года назад
Mu tama mananku bhajan antakshyari re dekhichhi
@tribikrampati7859
@tribikrampati7859 5 лет назад
Old Tradition ku ferithibaru asesh Dhanyabad khub sundar 👌🏼👌🏼💐💐💐🙏🙏
@jasobantarana2709
@jasobantarana2709 Год назад
ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଏହି ନାଟ୍ୟ ରୂପାନ୍ତର ଦେଖି ଅତ୍ୟନ୍ତ ଖୁସି ଲାଗିଲା।
@susantadas2588
@susantadas2588 4 года назад
ବହୁତ ବହୁତ ସୁନ୍ଦର ଭାବରେ ଗୀତିନାଟ୍ୟଟିକୁ ଆୟୋଜନ କରାଯାଇଛି ବହୁତ ବହୁତ ଧନ୍ୟବାଦ କଳାକାର ମାନଙ୍କୁ
@sarojinedhal728
@sarojinedhal728 4 года назад
WetyyllmbvjlpopplhgdddfcffgfffgghjjkklllfqwertuiopjgfccbnmlllkjgcxxzXnklp
@mathsforcompetitiveandscho3189
@mathsforcompetitiveandscho3189 3 года назад
ଆଖିକୁ ବିଶ୍ୱାସ ହେଉନି । ବହୁତ ବହୁତ ସୁନ୍ଦର । ଧନ୍ୟବାଦ ଅର୍ପଣ କଲି ।
@dibakaradebta2887
@dibakaradebta2887 4 года назад
🏆🏆🏆🏆🏆🏆🏆🏆
@benudharcreations8464
@benudharcreations8464 3 года назад
ବହୁତ ସୁନ୍ଦର ଲାଗିଲା, ଚମତ୍କାର ପ୍ରଦର୍ଶନ
@sibapanda2475
@sibapanda2475 3 года назад
ATI sundra video ate apanku dhanybad jaruchi thanks
@nkumar2703
@nkumar2703 10 месяцев назад
😂😂😂😂😂😂ବୋହୁତ ବଢିଆ ଲାଗିଲା ଚରଣ ଭାଇ ଙ୍କର ଯୋଉ ଅନ୍ତା କ୍ଷରି ରେ ରାବଣ ହସ ଥିଲା ସେଟା ଆଜି ଶୁମ୍ଭ ର ରୂପରେ ମିଳି ଗଲା 😂😂😂😂
@harapriyasenapati8770
@harapriyasenapati8770 4 года назад
ଅତି ସୁନ୍ଦର
@niranjanpradhan3548
@niranjanpradhan3548 2 года назад
ଆହା ! କି ସୁନ୍ଦର ଭାବରେ ପରିବେଷଣ ହୋଇଛି ।।।।। ଜଗତର ନାଥ ଜଗନ୍ନାଥ ଆପଣମାନଙ୍କର ମଙ୍ଗଳ କରନ୍ତୁ ।
@mrutyunjayasahoo5865
@mrutyunjayasahoo5865 4 года назад
Uchakotira Geeta,Sangita,abhinaya, Samasta kalakar mananku Bahut bahut sahrudaya sadhubad,Dhanyabad 💐💐🌹🌹🙏🙏
@anilkumarpradhan2109
@anilkumarpradhan2109 3 года назад
🙏🏼🌺🔱📿🔔🐚🕉️ ଜୟ୍ ଶ୍ରୀ ମାଁ ଦୂର୍ଗା 🐚🔔📿🔱🌺🙏🏼
@nimaicharanawasthiawasthi9835
@nimaicharanawasthiawasthi9835 2 года назад
Jay maa durga🙏🙏🙏👌👌👌
@santoshmohanty6602
@santoshmohanty6602 4 года назад
ବହୁତ ଭଲ। ସମସ୍ତଙ୍କୁ ଧନ୍ଯବାଦ
@jitendrabehera3902
@jitendrabehera3902 10 месяцев назад
ଏତେ ସୁନ୍ଦର ଅଭିନୟ ପୁଣି ବାଦ୍ୟଯନ୍ତ୍ର ଶିଳ୍ପୀ ଓ କଣ୍ଠ ଶିଳ୍ପୀ ଦ୍ବାରା ବହୁତ ଚମତ୍କାର ❤❤
@mahimamahapatra4806
@mahimamahapatra4806 10 месяцев назад
ଗୀତିନାଟ୍ୟ ବହୁତ୍ ଭଲ ଲାଗିଲା
@sabitribiswal9854
@sabitribiswal9854 3 года назад
Gita mam ipsita di and dibya di gitinatya ra all song and acting mora hrudayaku chuinla i am thank full to you for nice gitinatya👰👌🏾👌🏾👌🏾👌🏾💘💘💘💘
@Opqr-13
@Opqr-13 Год назад
ଗୀତ ସବୁ ବଢିଆ ହୋଇଛି, ଆଉ ସମସ୍ତେ ସୁନ୍ଦର୍ ଗାଇ ଛନ୍ତି
@kumarbasantadas2196
@kumarbasantadas2196 5 лет назад
Very nice geta nnateya bahuta bhala
@kanchannayak9515
@kanchannayak9515 3 года назад
ଗୀତିନାଟ୍ୟ ନୁହଁ କଣ୍ଠଶିଳ୍ପୀ ନାଟ୍ୟ । ବହୁତ ସୁନ୍ଦର ।
@user-fd5nt9jb6c
@user-fd5nt9jb6c 10 месяцев назад
ଜୟ ମା ଦୁର୍ଗା❤, ବହୁତ ଭଲ ଲାଗିଲା..😊
@pujari12300
@pujari12300 3 года назад
Prathana.thanks
@SurendraSahoo-rc5sn
@SurendraSahoo-rc5sn Год назад
Salute parthana channels
@laxmisahoo6159
@laxmisahoo6159 3 года назад
Apanamanankara Avinaya Ascharjya, Ipisita panda bahuta sundara lagu chhanti,Dhanyabad.
@biswajitsamal9361
@biswajitsamal9361 4 года назад
Thanks to prathana Chanel amiti odia parampara bachairakhi thibaru
@gandharbbhoi2986
@gandharbbhoi2986 3 года назад
Prayaas bahut vala, 90 ℅ satify, Jay jaganath
@gobindnayak7219
@gobindnayak7219 2 года назад
Very Excellent Acetin.beautiful.jay maa durgatinasen durga.🐚💐🙏🙏🙏
@linkanmohapatra4543
@linkanmohapatra4543 Год назад
A gitinatya dekhile mo pila bele katha mane padijayeee😢😢😢😢😢
@janakibeherakhaprakhol8445
@janakibeherakhaprakhol8445 2 года назад
ଅତି ସୁଂଦର ହେଇଛେ 👍 ପ୍ରତିଦିନ ଦେଖବାର ଲାଗି ଇଚ୍ଛା ଲାଗୁଛେ
@mmmohan1434
@mmmohan1434 4 года назад
ମହିଷାସୁର ଜିନ୍ଦାବାଦ
@puspaknayak5388
@puspaknayak5388 3 года назад
Jay maa Durga Bahut sundr hoichi
@jagnnathnaik4495
@jagnnathnaik4495 2 года назад
Bahuta bhal laguchi
@purnachandramohanty6004
@purnachandramohanty6004 3 года назад
Ati sundar agaku emiti gitinatya asu. Khub sundar
@satrupalia3499
@satrupalia3499 21 день назад
Bahut badhia jai jagannath 🙏
@titinamallik2948
@titinamallik2948 3 года назад
Supara bahutha Khushi laguchhi dekhiki
@sabitribiswal9854
@sabitribiswal9854 3 года назад
Gita mam ipsita di and dibya di aau sabu bada vhai nku mo tarafharu i love you and very very respect 🙏🙏🙏🙏🙏🙏❤️❤️❤️❤️❤️❤️
@narendrakumarsahoo7858
@narendrakumarsahoo7858 4 года назад
Bohuta badhia lagila ati sundra
@studentsconceptlearning8846
@studentsconceptlearning8846 4 года назад
Bahut bhala laguchhi..champu swara bahut bahut sunder lagilaa
@user-ws7tg7jc5t
@user-ws7tg7jc5t 10 месяцев назад
Ñarada rolta mote vari vala laguchhi. Dhanyabad Shankar Pradhan thank God paribar barga goudia borda
@asheshkumardwibedi
@asheshkumardwibedi 2 года назад
Bharati Krushna sir really amazing actor. Laxmipurana re jagannath, Aau Eithi mahisasura really Jabardast 👌
@arunkumarray6909
@arunkumarray6909 3 года назад
Super mind blowing excellent mythology performance by our odishas best singers
@pramodkumarpanda2086
@pramodkumarpanda2086 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE--v2aLAVUDJk.html
@niranjanpatra84
@niranjanpatra84 2 года назад
Samasta kalakar bhai nku mor koti pranam 🙏
@mrutyunjayabahinipati5454
@mrutyunjayabahinipati5454 3 года назад
Mahaisasura is best of best singing and acting... beautiful👌👌👌👌
@jyotirmayee1999
@jyotirmayee1999 Год назад
Who is he?
@mrutyunjayabahinipati5454
@mrutyunjayabahinipati5454 Год назад
@@jyotirmayee1999 don't know but i am very much interested to knew his name.
@PurusottamSahu
@PurusottamSahu Год назад
Director - Bharatikrushna Das
@jyotirmayee1999
@jyotirmayee1999 Год назад
@@PurusottamSahu thanks!
@mrutyunjayabahinipati5454
@mrutyunjayabahinipati5454 Год назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-VxQZlF812eM.html
@ramakanta4225
@ramakanta4225 4 года назад
Bahut sundar abhinaya sabu kalakar manankar🙏🙏🙏🙏🙏🙏🙏
@ashantimoharana5360
@ashantimoharana5360 4 года назад
Bahut badhhia
@himansupadhi2958
@himansupadhi2958 4 года назад
Narada charitra ku sundar bhabe upasthapana kale rabi bhaina, sricharana bhai super sumbha 😃
@bhabanisankarrout4480
@bhabanisankarrout4480 3 года назад
,ଜୟ ମାଁ ଦୁର୍ଗତି ନାଶିନୀ
@rabinarayanpatro852
@rabinarayanpatro852 3 года назад
Rabindra mahapatra acting good as narad muni
@user-or6or6hj5y
@user-or6or6hj5y Год назад
सुंदर प्रस्तुति धन्यवाद 🌹🚩🇮🇳
@user-mt1bw8qk9g
@user-mt1bw8qk9g 6 месяцев назад
Beautiful performance of all the Artists, stay another gitinatya
@priyankapattnaik9287
@priyankapattnaik9287 5 лет назад
Naataa hee mangee potila temee...naraada.... Superb direction...superb acting...maa durga n manishasura all are superb.... overall super geetenatya...ସବୁ ଦଶହରାର ଛୁଟି ରେ ରେଡିଓ ରେ ଶୁଣୁ ଏ ଗୀତିନାଟ୍ୟ ଟି....ଆପଣମାନଙ୍କ ପରିଶ୍ରମ ରେ ଏ ଗୀତିନାଟ୍ୟ ର level up ହୋଇଛି । great job...
@bhujarajsahu4702
@bhujarajsahu4702 5 лет назад
Hello
@elinadash7092
@elinadash7092 10 месяцев назад
Maalaxmi maadurga❤❤❤❤❤❤🙏🙏🌸🌸
@sulochanadas2557
@sulochanadas2557 4 года назад
SUPER
@Happy_420
@Happy_420 Год назад
Samste bahut bhal acting kruchanti .mahisa u besta 👌👌👌👌
@in-uv6bq
@in-uv6bq 4 года назад
ଜୟ ମାଁ
@brajabandhudas9799
@brajabandhudas9799 3 месяца назад
ମା ଦୁରଗା❤❤😃
@bikashrajput6081
@bikashrajput6081 4 года назад
Odisha diamond all are singer
@chatakparvat7858
@chatakparvat7858 3 года назад
ଶ୍ରୀ ଚରଣ ବାବୁ ଙ୍କ କଂଠ ସ୍ୱର ପରି ଶୁଣାଯାଉଛି ।
@sadasibapur6792
@sadasibapur6792 2 года назад
Charanq babu
@anantasahoo7249
@anantasahoo7249 3 года назад
Bharati bhaina mahisa sura 👌👌👌
@ajitkumar-hb5lp
@ajitkumar-hb5lp 2 года назад
Rabindra sir❤️ superb
@BhubanabihariKuanr-zt7fn
@BhubanabihariKuanr-zt7fn 3 месяца назад
🎉❤😊😮
@rasmiranjansahoo5703
@rasmiranjansahoo5703 4 года назад
mate BISHNU nka gita ' Kuha deba gana alaka sambada' Bahuta Bhala lagila . Samastanka Acting Escat & Excellent. Mahisasura, Durga, Sumbha, Indra, BISHNU Acting A1.
@ashutoshdash4829
@ashutoshdash4829 Год назад
Jai maa mahamayi jagat jannini sarbeswari iswara gharani
@hemantakumarpradhan992
@hemantakumarpradhan992 2 года назад
Miss you Radhakanta nanda sir🥺
@sakuntaladas3726
@sakuntaladas3726 3 года назад
ବହୁତ୍ ସୁନ୍ଦର ଗୀତିନାଟ୍ୟ
@sukantipujaimissyoubijayas9179
Jay Jagannath Swamy nayana patha gami bhab tume Bahuta Sundar laguchhi Aau gotiye gitinaya karile Bhala huanta please
@maheshtheworld5969
@maheshtheworld5969 3 года назад
ଅତି ଚମତ୍କାର ।।।।।। ଅତି ସୁନ୍ଦର୍ ପରିବେଷଣ 👍👍
@behuriaraju2095
@behuriaraju2095 4 года назад
Baht bhala lagila
@lotuscreations3608
@lotuscreations3608 4 года назад
କୁହ ଦେବଗଣ କିବା ଅଳକା ସମ୍ବାଦ ହେ କୁହ ଦେବ୍ ଗଣ। ଚମତ୍କାର ସଙ୍ଗୀତ। ସମସ୍ତେ ବହୁତ୍ ସୁନ୍ଦର୍ ପରିବେଷଣ କରିଛନ୍ତି । ଏମିତି ନୂଆ ଶୈଳୀ ରେ ଗୀତିନାଟ୍ୟ ପରିବେଷଣ କଲେ ଆଜିର ଚଳଚ୍ଚିତ୍ର ମୁହାଁ ଯୁବ ଗୋଷ୍ଠୀ ମଧ୍ୟ ଅନେକାଂଶ ରେ ପ୍ରଭାବିତ ହେବେ।
@bharatpradhan5724
@bharatpradhan5724 4 года назад
Bhai bhala chintadhara.
@soumyapani9568
@soumyapani9568 4 года назад
Hm thik katha
@achyutanandamahapatra3165
@achyutanandamahapatra3165 4 года назад
Ayusman. 😅🤢🤒😷😳🤒🤒
@basantisamal8002
@basantisamal8002 3 года назад
ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖିଲେ ବି ନୂଆ ଦିଶୁ ଥାଇ ଗଣ କବି ବୈଷ୍ଣବ ପାଣିଙ୍କର ଗୀତିନାଟ୍ୟ ଯେବେ ଦେଖିଲେ ବି ମନ ଭିତରେ ଆନନ୍ଦର ଲହରୀ ଖେଳି ଯାଏ
@subham.sahoo07
@subham.sahoo07 День назад
Eta gopala chhotray nka ra gitinatya
@bharathinayak9408
@bharathinayak9408 Год назад
Bahuta sundar 🙏🙏🙏🙏🙏
@prafullasahoo4300
@prafullasahoo4300 4 года назад
Ati manmugthkar old mahisa mardin, best wishes to prathana channel antrakhyri team. Ati sundar kitchhi baribar nahi. Thanks to all.
@maheswarnayak2528
@maheswarnayak2528 10 месяцев назад
Khub.sundarhoiachhi❤❤❤❤❤❤
@subalkumarswain1457
@subalkumarswain1457 Год назад
ଅତ୍ୟନ୍ତ ହୃଦୟସ୍ପର୍ଶୀ ପ୍ରାର୍ଥନା ଚାନେଲ ର ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ନାଟକ ପରିବେଷଣ ବହୁତ ଖୁସି ଲାଗିଲା, ନିଆରା ଢଙ୍ଗରେ ଅଭିନୟ ବହୁତ ଭଲ ଲାଗିଲା, Ispita ଦିଦି ଙ୍କର ଦୁର୍ଗା ଅଭିନୟ ସବୁଠାରୁ ଭଲ ଲାଗିଲା💐👏
@kunjbiharikar3734
@kunjbiharikar3734 2 года назад
100% perfect pori laguchi
@sureshbapi82
@sureshbapi82 5 лет назад
ଅଭିନବ ପ୍ରୟାସ। ଅତି ଉଚ୍ଚକୋଟିର। ସମସ୍ତଙ୍କୁ ସାଧୁବାଦ।
@siddharthabeura3236
@siddharthabeura3236 4 года назад
8
@bananipatel9383
@bananipatel9383 5 лет назад
Salute to Bharati Krushna Sir🙏🙏
Далее
🍏 Устарели ОФИЦИАЛЬНО! 🤡
00:32
To mahh too🫰🍅 #abirzkitchen #tomato
01:00
Просмотров 864 тыс.
Bacon на громкость
00:47
Просмотров 87 тыс.
BHAJAN_ANTAKHYARI_EP182_ 21MAY2016
49:16
Просмотров 1,4 млн