Тёмный

Malika Bhakta revealed Shocking Truth | Malika Future Prediction | Kalki Avtar | Satya Bhanja 

Satya Bhanja
Подписаться 726 тыс.
Просмотров 492 тыс.
50% 1

#Malika #ମାଳିକା #SatyaBhanja
For Malika Book
Visit: satyabhanja.in/
----------------------------------------------
Subscribe Now:
/ satyabhanja
Follow on us:
Facebook: / satyabhanjaofficial
Twitter: / satyabhanja
Telegram: t.me/satyabhanja
LinkedIn: / satyabhanja
Instagram: / satyabhanja
Website: satyabhanja.in

Опубликовано:

 

26 июн 2021

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@TeamOdisha143
@TeamOdisha143 2 года назад
1955 ରେ ଠାକୁର ଜନ୍ମ ହୋଇଥିଲେ
@CARTOON_EXPRESS_195
@CARTOON_EXPRESS_195 3 года назад
ବାବା ଙ୍କୁ ଯାଇ ଆଉ ଥରେ ପଚାରନ୍ତୁ ସତ୍ୟ ବାବୁ 🙏ଜୟ ପଞ୍ଚସଖା🙏 🙏ଜୟ ଜଗନ୍ନାଥ🙏
@SashankaSekharPatel00
@SashankaSekharPatel00 3 года назад
ସାର୍ ଭିଡିଓ ଯେତେ ଲମ୍ବା ହେଲେ ହେଉ, ଶୁଣିବାକୁ ଭଲ ଲାଗେ।ଭିଡିଓ ୨ ଘଣ୍ଟା ୫ ଘଣ୍ଟା ହେଲେ ମଧ୍ୟ ହେଉ। 😊
@apnadesh5646
@apnadesh5646 3 года назад
Video ଯେତେ ଲମ୍ବା ହେଲେ କିଛି ଅସୁବିଧା ନାହିଁ ବହୁତ ଭଲ ଲାଗୁଛି ଶୁଣିବାକୁ କଳି5000 ବର୍ଷ ପରଠାରୁ ଅନନ୍ତ କଳି ଆରମ୍ଭ
@sumantapaikaray6200
@sumantapaikaray6200 3 года назад
May be
@pritimanjari3349
@pritimanjari3349 3 года назад
2000 ମସିହା କୁ 5000 ବର୍ଷ ପୁରି ଯାଇଚି, ଏବେ ଚାଲିଚି ଅନନ୍ତ କଳି ଯୁଗ
@apnadesh5646
@apnadesh5646 3 года назад
@@pritimanjari3349 ତେବେ ଏବେ ଭଲ ହେବ ବୋଲି ଆଶା କରୁଛୁ ଭଗବାନ କରନ୍ତୁ ସମସ୍ତ ଜୀବଜଗତ ଶାନ୍ତିରେ ବଞ୍ଚନ୍ତୁ
@pritimanjari3349
@pritimanjari3349 3 года назад
@@apnadesh5646 ପାପି ମାନଙ୍କର ସଂଘାର ସମୟ ଆସି ଗଲାଣି, ଏବେ ଚାଲିବ ସଂଘାର ଲୀଳା
@apnadesh5646
@apnadesh5646 3 года назад
@@pritimanjari3349 ପୃଥିବୀର ଜନସଂଖ୍ୟା କମିଲେ ଯାଇ ଶାନ୍ତି ଆସିବ ଜନସଂଖ୍ୟା କମି ଯଉଁମାନେ ବଂଚିବେ ସେମାନେ ଅନ୍ତତଃ ଶାନ୍ତି ପାଇବେ ଆମେ ଚାହୁଁଛୁ କି ପୁନର୍ବାର ସତ୍ୟ ଫେରିଆସୁ
@jayjagannathagency3318
@jayjagannathagency3318 3 года назад
ନିରବାବାଙ୍କୁ ମୋର ଆନ୍ତରିକ ପ୍ରଣାମ।କଥା ଉଚ୍ଚ କୋଟିର।କଥାର ଶୈଳି ଅତି ଚମତ୍କାର।ଆଉଥରେ ତାଙ୍କ ସାକ୍ଷାତ କରନ୍ତୁ।ବହୁ ତତ୍ତ୍ବର ଅଧିକାରୀ👏👏👏👏
@bholabaghel1453
@bholabaghel1453 2 года назад
मैंने इसे बार बार देखा,,, आप दो नों विद्वानों को कोटिश़ प्रणाम जै श्री जगन्नाथ जी, ओम नमो शिवाय,,, मेरा भारत महान, आपका भगवत प्रेम बहुत सराहनीय है।
@sukantasamal2470
@sukantasamal2470 3 года назад
ବାବାଙ୍କୁ ଆଉଥରେ ଯାଇ ପଚାରନ୍ତୁ ସତ୍ୟଭାଇ 🙏ଜୟ ଜଗନ୍ନାଥ 🙏
@lobhabatinayak9670
@lobhabatinayak9670 3 года назад
Tbt
@shaktidharbiswal3421
@shaktidharbiswal3421 3 года назад
@@lobhabatinayak9670 q
@shaktidharbiswal3421
@shaktidharbiswal3421 3 года назад
@@lobhabatinayak9670 qqqqq
@sukantasamal2470
@sukantasamal2470 3 года назад
ଧନ୍ୟବାଦ 🙏 ଜୟ ଜଗନ୍ନାଥ 🙏
@jayantisamal3397
@jayantisamal3397 3 года назад
ବର୍ତ୍ତମାନ କଳି ଶେଷ ଅନନ୍ତ ଯୁଗ ପ୍ରକାଶ ... ସବୁଦେଶର pm ମାନେ ମଳିନ ପଡ଼ିଗଲେଣି , ଦେଶ ସାଶନ ତାଙ୍କ ପାଇଁ ଅସମ୍ଭାଳ ହେଲାଣି ... ଜୟଜଗନ୍ନାଥ 🙏 ହରିବୋଲ । ଭଲ ଚିନ୍ତା କର , ଭଲ କର୍ମ କର ।
@sobhalaxmisahu4497
@sobhalaxmisahu4497 2 года назад
ih
@jeebangaming3773
@jeebangaming3773 2 года назад
Halo
@ranchogaming368
@ranchogaming368 2 года назад
L
@ranchogaming368
@ranchogaming368 2 года назад
P0
@gautamtrai8411
@gautamtrai8411 Год назад
Hi
@bideshiradhyradhyguruji6460
@bideshiradhyradhyguruji6460 3 года назад
ରାଧେ ରାଧେ ସତ୍ଯ ଭାଇ କେବେ ହବ ପଚାରିବା ଟା ଭୁଲ ହୋଇ ଜାଉଚି
@susamapadhi4446
@susamapadhi4446 3 года назад
ଜୟ ଜଗନ୍ନାଥ ମହାପ୍ରଭୁ ଜୟ ମା ବିରଜା ନୀର ବାବା ଙ୍କ ମୁଖ ରୁ ମାଳିକା ବର୍ଣ୍ଣିତ କଥାମୃତ ଶୁଣି ବାକୁ ବହୁତ ଭଲ ଲାଗୁଛି 💖 💞 💖 🌹 🌹 🌹
@purnasrichandan7595
@purnasrichandan7595 Год назад
ଧନ୍ୟବାଦ୍ ସତ୍ୟବାବୁ ଆପଣଙ୍କ ଜିଜ୍ଞାସା ମନୋଭାବ ଯୋଗୁଁ ଓଡ଼ିଶାର ସବୁଠାରୁ ମାଳିକା ଗବେଷଣା କେନ୍ଦ୍ର ଖୋଲା ଖୋଲି ପ୍ରଚାର ପ୍ରସାର ପାଇଁ।
@SashankaSekharPatel00
@SashankaSekharPatel00 3 года назад
ବହୁତ ସୁନ୍ଦର,ବାବା ପ୍ରକୃତ ଭକ୍ତର ଲକ୍ଷଣ 🙏🙏
@SingarRanjitkumar
@SingarRanjitkumar 3 года назад
ମହାପୁରୁଷ ଙ୍କ ବାକ୍ୟ କେବେ ଅନ୍ୟଥା ହେବନି ବେଳୁ ହୁଅ ସାବଧାନ ଜୟ ପଞ୍ଚ ସଖା 🙏🙏
@BTSarmyandblink1234.
@BTSarmyandblink1234. 2 года назад
Ql
@bijaymohanty-cu7wn
@bijaymohanty-cu7wn Год назад
@@BTSarmyandblink1234. this
@SPRITUALUNIVERSA
@SPRITUALUNIVERSA 3 года назад
ବାବା କଳି ର ଶେଷ ହିସାବ ଦେଲେ କିନ୍ତୁ କଳକୀ ମହାପ୍ରଭୁ ଙ୍କ ର ନୁହେଁ।।। ସତ୍ଯ ଭାଇ ଆପଣ କୁହନ୍ତୁ।।।। ଦୟାକରି ଜୟ ଜଗନ୍ନାଥ ସ୍ବାମୀ🙏🙏🙏🙏
@rasanandabarik5928
@rasanandabarik5928 3 года назад
🙏ଜୟ ପଞ୍ଚ ସଖା ଜୟ.
@bharatmahapatra1129
@bharatmahapatra1129 3 года назад
I adore you
@bharatmahapatra1129
@bharatmahapatra1129 3 года назад
I love you very much ❤
@bharatmahapatra1129
@bharatmahapatra1129 3 года назад
God please accept my at your Lotus Feet
@Bhakti-Gitanjali
@Bhakti-Gitanjali 10 месяцев назад
" ଅକ୍ଷୟ ହେଉ ପୁଣ୍ୟ ଜଗତେ ସତ୍ୟ ଧର୍ମ ହେଉ ବିଜୟ " ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ପ୍ରଭୁ ।
@tresurehunting2529
@tresurehunting2529 3 года назад
ଯେତେ ମାଳିକା ଭକ୍ତ ଅଛନ୍ତି, ସେମାନଙ୍କର ମାନବ ଜାତି ପ୍ରତି ଅବଦାନ କଣ, ଆପଣ ଭେଟିଥିବା କିଛି ଲୋକଙ୍କୁ ଛାଡିଦେଲେ most are looking selfish, coward and self centered.
@meghanandasahoo8344
@meghanandasahoo8344 3 года назад
Right bro
@ranendradash1258
@ranendradash1258 3 года назад
ନିର ବାବା ଙ୍କୁ କୋଟି କୋଟି ପ୍ରଣାମ 🙏🌹🌹🙏🙏🙏
@manojpatnaik9981
@manojpatnaik9981 2 года назад
Satya bhai it's true myself too small to give a year comments about your Beautiful program.
@jayjagannath4375
@jayjagannath4375 3 года назад
Satya babu chari ade na buli ehi baba nku dhar. Sabu milijiba. Ajira episode 100% satya.
@gyanaranjan920
@gyanaranjan920 3 года назад
Right
@viewsgodlevel5557
@viewsgodlevel5557 2 года назад
ଠ ୩ ବାମେ ୫ ରଖିଲେ ଠକି ଯିବ ମୀନ ଶନି ଭଲେ। ଏହାର ମାନେ ହେଲା ୫୦୦୦ ୫୦୦୦ ବର୍ଷ ପୁରିଲା ପରେ ମୀନ ରାଶିରେ ଶନି ଚଳନ ହେବ। ସେହି ଦିନଠାରୁ ଠାକୁର ଙ୍କର ଘୋର ଲିଳା ଆରମ୍ଭ ହେବ ଓ ଘୋର କଳି ଆରମ୍ଭ ହେବ। ଯେବେ ଠାରୁ ଦ୍ଵାପର ଯୁଗର ଶେଷ ହୋଇ କଳି ଆରମ୍ଭ ହୋଇଥିଲା ଶେବର ହିସାବ। ବର୍ତ୍ତମାନ କଳି ୫୧୨୨ ବର୍ଷ ଭୋଗ ହେଲାଣି। ୨୪ ମସିହାରେ ମୀନ ରାଶିରେ ଶନି ଚଳନ ହେବ। ସେହି ହିସାବର କଥା ଲେଖା ହୋଇଛି। ମଦନମୋହନ ସାମଲ କାରା କର୍ମଚାରୀ ସମାଜ ସେବୀ ମାଳିକା ବିଶାରଦ ରାଜନୀତି ବିଶାରଦ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତ ଓ ଜଣେ ବାସ୍ତବ ବାଦି ନେତା।ମୋ -୯୦୭୮୮୬୪୬୩୪ ଗ୍ରାମ-ବରହମପୁର ବା ବ୍ରହ୍ମପୁର।(ରନ୍ତଗିରି ପାଖ)!
@dipsrisrianshientertainmen9931
@dipsrisrianshientertainmen9931 3 года назад
🙏🙏 baba , aji ra episode ti bahut bholo lagila . Amiti sunibaku echa houchi 2hr vdo hele problem nahi . Jay Jagannath jay maa laxmi
@jeebangaming3773
@jeebangaming3773 2 года назад
କଳିଯୁଗ ୫୦୦୦ ବର୍ଷ ପରେ ଅନନ୍ତ୍ର କଳି ଆସିବ ଜୟ ଜଗନ୍ନାଥ ନମଃ
@narayandalai9799
@narayandalai9799 3 года назад
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲
@anjanpallai5646
@anjanpallai5646 3 года назад
ଓଁ ଗୁରୁ ।ବାବାଙ୍କ ଚରଣ ରେ ଆନ୍ତରିକ ପ୍ରଣାମ। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ନିରବାବା ଜୟ ସତ୍ୟ ବାବା ।
@caravancargo7840
@caravancargo7840 3 года назад
ଜୟ ଜଗନ୍ନାଥ 🙏🌹🌹🌹ଜୟ ପଞ୍ଚସଖା 🌷🌷ତ୍ରାହି ଅଚ୍ୟୁତ 🌹
@dukhacharandalai7459
@dukhacharandalai7459 2 года назад
Y
@prasantadas4616
@prasantadas4616 3 года назад
Jay jagannath 💐🙏 jay panchasakha 💐🙏 jay bhakta gana 💐🙏
@sangrambarik2275
@sangrambarik2275 3 года назад
Jay Jagannath Jay Panchasakha 🙏🏻🙏🏻🙏🏻
@user-ln4kb1yz4t
@user-ln4kb1yz4t 3 года назад
Si.r, AAU tharl
@avgtdash
@avgtdash 3 года назад
ଏତେ vdo ପରେ, ଏ vdo ରେ ଭୟ ଲାଗିଲା।ଯାହା ହେଉ, କିଛି ତତ୍ତ୍ଵ ଜାଣିବାକୁ ପାଇଲୁ।ସତ୍ୟ ବାବୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ , ବାବା ଙ୍କୁ କୋଟି ପ୍ରଣାମ
@rikupradhan3075
@rikupradhan3075 3 года назад
Jay jagannath🙏🙏🙏🙏🙏 jay pancha sakha🙏🙏🙏🙏🙏
@satyajitbhakti8458
@satyajitbhakti8458 3 года назад
ଜୟ ପଞ୍ଚ ସଖା🙏🙏🙏🙏🙏
@narayandalai9799
@narayandalai9799 3 года назад
ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩
@sudarshandas1676
@sudarshandas1676 3 года назад
ନିର ବାବା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏। ସତୀୟ ବାବୁ ଆପଣ ଙ୍କୁ ବି ଧନୀୟ ବାଦ୍🙏🙏🙏। ବହୁତ୍ ଭଲ ଲାଗିଲା ଭିଡିଓ ଟି। ମାଳିକା କଥା ଶୁଣିକି ବହୁତ୍ ଭଲ ପ୍ରୟାସ କରୁଛନ୍ତି ସାରା ବିଶ୍ଵ କୁ ମାଳିକା କଥା ଶୁଣେଇବା ପାଇଁ।।।। ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି ଆପଣଙ୍କୁ ସାତୀୟ ବାବୁ🙏🙏🙏
@susantabeherabhadrak
@susantabeherabhadrak 2 года назад
ସତ୍ୟ ଭାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଏହି channel ମାଧ୍ୟମରେ ମାଳିକା ବିଷୟ ଗୁଡ଼ିକୁ ପ୍ରଚାର ପ୍ରସାର କରୁଥିବାରୁ ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ଆପଣ ଜଣେ ସାଧାରଣ ମାନବ ନୁହଁନ୍ତି କାରଣ- ଜଣେ ସାଧାରଣ ଲୋକ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲା ବେଳେ ଓ ନିଜ ପାଇଁ ଚିନ୍ତା କରୁଥିଲା ବେଳେ ଆପଣ ସମଗ୍ର ଓଡ଼ିଶାର ଲୋକଙ୍କ ମଙ୍ଗଳ ପାଇଁ ଚିନ୍ତା କରୁଛନ୍ତି ସେମାନେ କେମିତି ଭଲରେ ରହିବେ ଏବଂ ପାପକର୍ମରୁ ନିବୃତ୍ତ ରହିବେ really you are very great god bless you
@kanaklatadas9834
@kanaklatadas9834 3 года назад
ଜୟ ଜଗନ୍ନାଥ , ଜୟ ପଞ୍ଚସଖା 🙏🙏🙏
@biswajitmoharana1465
@biswajitmoharana1465 3 года назад
ଜୟ ଜଗନ୍ନାଥ 🙏
@narayandalai9799
@narayandalai9799 3 года назад
ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🍀🌴ମାଁ🚩🌴 ମହାମାୟୀ🚩🍀🍒🍍🥥🥥🍌🍌🌿🌿🌲🌲🍒🍍🌺🍀🚩🌴🍎🌻🌱🌳☘️🥥🍋🍇🌿🌻🌱🌳☘️🍎🚩🌴🍀🌺🍍🍒🌲
@samirsethi3803
@samirsethi3803 3 года назад
ଜୟ ଜଗନ୍ନାଥ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍
@jayantisamal3397
@jayantisamal3397 3 года назад
Pranama baba 🙏
@bighneswarmohanty2760
@bighneswarmohanty2760 3 года назад
ଜୟ ଜଗନ୍ନାଥ 🙏🙏🙏
@saturaswain6456
@saturaswain6456 2 года назад
Doismdjxzjx
@narayandalai9799
@narayandalai9799 3 года назад
ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺
@bnmohanty8071
@bnmohanty8071 3 года назад
Satya Babu U. R really great.Ur chanel inspires people not to do sin,anger,violence and vein.Thanks,U go ahead ,God will help U.
@Hariharpatra07
@Hariharpatra07 2 года назад
ଜୟ ଜଗନ୍ନାଥ ମହା ପ୍ରଭୂ ଭରଷା 🙏🙏🙏
@gnyanodiptaparida3613
@gnyanodiptaparida3613 3 года назад
ହଇରେ ମୂର୍ଖ ପଣ୍ଡିତ ତୁ ତ ଜାଣିଛୁ କହିବୁନୁ କାହିଁକି, ମୂର୍ଖ ଘୋଡା ଡିମ୍ବ ଜାଣିଛୁ, ପ୍ରଭୁ କଣ କଷ୍ଟ ପାଉଛନ୍ତି ତତେ କହୁଥିଲେ, ଶଳା ତମଭଳି ପାଖଣ୍ଡି ମାନେ କିଛି କାମ ଧନ୍ଦା ନକରି ଏମିତି ଗପ ଗପି ସମାଜ କୁ.... ମାରୁଛ. ହଇରେ ମୂର୍ଖ ସୃଷ୍ଟି ର କର୍ତ୍ତା ସବୁ କରୁଛନ୍ତି, ସଂସାର ର ସନ୍ତୁଳନ ପାଇଁ ମହାପ୍ରଭୁ ସବୁ ଗଢ଼ିଛନ୍ତି ଆଉ ପରିଚାଳନା ବି କରୁଛନ୍ତି, ତମଭଳି ମହା ମୂର୍ଖ ଗୁଡ଼ାଙ୍କୁ ହତ୍ୟା କରିବା କଥା
@jayjagannathagency3318
@jayjagannathagency3318 3 года назад
ମୋର ଅନୂରୋଧ ନେମାଳ ନିକଟ ଖଣ୍ଡସାହି ଗ୍ରାମର ସୁକାନ୍ତଦାସ ମହାରାଜ ଙ୍କ ସହିତ ଥରଟିଏ ସାକ୍ଷ୍ୟାତ କରନ୍ତୁ।ଅନେକ ତତ୍ତ୍ବର ଆବିସ୍କାର କରିହେବ।ଜୟ ଜଗନ୍ନାଥ
@rakeshkumarsahoo3866
@rakeshkumarsahoo3866 3 года назад
Please apanaka contact number debe
@jayjagannathagency3318
@jayjagannathagency3318 3 года назад
@@rakeshkumarsahoo3866 9348292661
@ranendradash1258
@ranendradash1258 3 года назад
ଧନ୍ୟବାଦ ନିର ବାବା ଙ୍କୁ
@narayandalai9799
@narayandalai9799 3 года назад
ଜୟ 🌿🚩ମାଳିକା 🚩🌿ବଚନ🌿🚩jay🚩🌲 shree 🚩🍀ram🌴🌺 jay 🌱🚩sita☘️🚩 maa☘️🚩🥥🌻🍌🥥🍌☘️🌿🍀🍎🍇🌳🌱🌺🍒🌲🚩🍀🌱🍀🌴🌿☘️🍀
@debasishpanda3006
@debasishpanda3006 3 года назад
ଜୟ ଜଗନ୍ନାଥ 🙏ଜୟ ପଞ୍ଚସଖା🙏
@krutibasmohapatra825
@krutibasmohapatra825 3 года назад
ସତ୍ୟ ଭାଇ ବ୍ରଜ ଅଙ୍କ ମହା ମିଳନ ବହି ପଡ଼ିଲେ ସବୁ ଜାଣିବ
@debasishpattanaik7891
@debasishpattanaik7891 3 года назад
Bhai braja anka kana? Braja anka mahamilana keun bahi, kie lekhichhanti?
@anupamanayak8568
@anupamanayak8568 3 года назад
Babanku koti koti Pranam .Jay Jagannath Jay Panchasakha .
@LaxmidharSahoo-ei1tq
@LaxmidharSahoo-ei1tq 2 месяца назад
Welcome to near by nua bus stañd
@amarnayak5375
@amarnayak5375 2 года назад
Nira baba apanaku koti koti pranam, JAYA JAGANNATH 👏👏👏👏👏👏👏👏
@rikupradhan3075
@rikupradhan3075 3 года назад
Aapana mane kia kn pai video ku dislike karuchhanti .... Amiti video dekhibeni to au kemiti video dekhibe 🙏🙏🙏🙏🙏
@smileplease5551
@smileplease5551 3 года назад
You are right 🙏 . Papi mane kan bhogobannka kotha kebe sunonti , na dekhonti ?
@bidyadharajena1343
@bidyadharajena1343 3 года назад
@@smileplease5551 A
@anubhabkikatha
@anubhabkikatha 3 года назад
ଡହରା କଥା, ଯାହାକୁ ମଣିଷ ତିଆରି କରିଛି ତାହା ଦିନେ ନା ଦିନେ ନିଶ୍ଚୟ ଭାଙ୍ଗିବ ଏଥିରେ ଆଶ୍ଚର୍ଯ୍ୟ ହବାରେ କଣ ଅଛି l ମୋର ଭବିଷ୍ୟତ ବାଣୀ ଶୁଣ 1 - ପୁରି, କୋଣାର୍କ, ଆଉ ସବୁ ମସଜିଦ ଆଉ ଗୀର୍ଜା ଘର ସବୁ ଭାଙ୍ଗିବ 2-ତାଜମହଲ, କୁତବ ମିନାର ଆଉ ସବୁ ଭାଙ୍ଗିବ ଖାଲି ଟିକେ ସମୟ ଲାଗିବ ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି ଏଠି ସବୁ ଚୋର ଟାଉଟର youtube ରୁ ପଇସା ପାଇଁ view ବଢାଇବାପାଇଁ ଚକ୍ରାନ୍ତ ଚାଲିଛି
@smileplease5551
@smileplease5551 3 года назад
@@anubhabkikatha Emiti sobu bani nastiko manonka ro .
@sushritabisoi1789
@sushritabisoi1789 3 года назад
Interviewer bhagavan nku pachha Kari basichhanti. Tike dhyan diantu. Panditji nka pari side hei basiba katha.
@sarojparida2551
@sarojparida2551 3 года назад
ବାବା ଙ୍କୁ ପ୍ରଣାମ
@narayandalai9799
@narayandalai9799 3 года назад
ଜୟ 🌿🌺ଜବାନ 🌴🌻ଜୟ 🌴🌺କିଶାନ🍉🍈🍋🍇🍎🍎🌳🍍🌱🌲🌿🌱🍀🌴🌻ଜୟ 🌿🌺ଜବାନ 🌴🌻ଜୟ 🌴🌺କିଶାନ🍉🍈🍋🍇🍎🍎🌳🍍🌱🌲🌿🌱🍀🌴🌻
@shantibalamohanty8381
@shantibalamohanty8381 3 года назад
ଭାଈ ଏ ନର ହନୁମାନଙ୍କୁ କଣ କୋହିଲେ ପ୍ରମାଣ ଦେଖାନ୍ତୁ ହନୁମାନ ହି ପ୍ରଭୂ ଶିବ ଆଉ ରାଧା ହି ସୀତା ରାଧା ମା ଦୁର୍ଗା ନୁହଁନ୍ତି ତୋ ଶିବ ମା ଲକ୍ଷ୍ମୀ କୁ ଚାହିଁବେ ତୋ ପ୍ରମାଣ ଦିଅ କଉ ବେଡ଼ ଉପ ନିଷଦରେ ଲେଖା ହେଇଛି କି ଶିବ ମାନେ ହନୁମାନ ଆଉ ରାଧା ମାନେ ମା ଲକ୍ଷ୍ମୀ ତାକୁ ଚାହିଁଲେ ଆଉ ଶିବ ହି ହନୁମାନ ଏ ମାଗିହାଁ କହିଲେ ତୋ ପ୍ରମାଣ ଦିଅ କି ହନୁମାନ କୃଷ୍ଣ ହେଇ ରାଧା ସଂଗେ ରାଶ କଲେ, ବ୍ରମହା, ଵିଷ୍ଣୁ, ମହେଶ୍ୱର କୁ ଏ ବାବୁ ଉଲଟା ପାଲଟା କୋହିଲେ ଏଇଥି ପାଇଁ ସବୁ ରାଜ୍ୟର କରନା କମିଲା ଏ ଚୁ ଥିୟା ପାଇଁ କରନା କୋମୁନି ଭାଇ ପ୍ରୂଫ ଦେଇ ବିଡିଓ ଦେଖାଅ
@manojkumarsahu7013
@manojkumarsahu7013 3 года назад
Om sai ram
@anupamanayak8568
@anupamanayak8568 3 года назад
ଧନ୍ୟବାଦ ସତ୍ୟ ।ଏଇ ବାବା ପୁଣି ଦରଶନ ମିଳିଲା ।ଧନ୍ୟ ମନେ କରୁଛୁ ।
@pratapbhai8603
@pratapbhai8603 2 года назад
ଜୟ ଜଗନ୍ନାଥ 🌹ଜୟ ପଞ୍ଚସଖା 🌹🙏🙏🌹
@rameshsahoo2725
@rameshsahoo2725 3 года назад
ସତ୍ୟ ବାବୁ ଏଭଳି ମିଥ୍ଯା ଓ ଅନ୍ଧବିଶ୍ୱାସ ପ୍ରଚାର ବନ୍ଦ ହେଉ।
@mitaliinodisha777
@mitaliinodisha777 3 года назад
Jay Jagannath Satya baba 🙏🙏
@batapattanaik3401
@batapattanaik3401 3 года назад
Nihara murkhataa, o',augiyanta ku janai hua nahi, jugaauntaa jabak jauchhi ,papi sonhara kariba pain, tebe, Odisha re srikhetrare Jagsnath' avchant boli kan, sehi pravu papi nku kana papi Shohar" ku nijee baddhaa debe?eaeki murkhataa"prasan. Humar, tume kana ehaku bepar karuch.?
@pratiknaga
@pratiknaga 3 года назад
Jay Jagannath. Jay Panchasakha.
@manasparida3144
@manasparida3144 3 года назад
@@pratiknaga Tama contact number ta deba
@pratiknaga
@pratiknaga 3 года назад
@@manasparida3144 Bhai namaskar. Contact number mu debini. 😃
@laxmikantakar1685
@laxmikantakar1685 3 года назад
🙏🙏🌹🌹🌹ଜୟ ଜଗନ୍ନାଥ ଜୟ ପଞ୍ଚସଖା.
@narayanabag8462
@narayanabag8462 2 года назад
ଜୟ ଗୋରୁ ଜୟ ତରୁ, ତୁହିଁ ଜୀବ ଜଗତକୁ ରକ୍ଷା କରୁ
@sureshkhatoi8851
@sureshkhatoi8851 3 года назад
Jaya jagannatha 🙏🏻🙏🏻🙏🏻 Jaya jagannatha 🌻🌻🌻 Jaya jagannatha 🙏🏻🙏🏻🙏🏻 Jaya jagannatha 🌻🌻🌻 🙏🙏🙏🙏🙏🙏🙏🙏🙏
@Clipcom-zx4xh
@Clipcom-zx4xh 3 года назад
A small hint what i got to know from this conversation is: 5004 th year will be the last year for kali juga if not then it will be the year on which lord kalki is going to birth.
@Clipcom-zx4xh
@Clipcom-zx4xh 3 года назад
Watch from 31.50 all will notice.
@rakeshmahuri489
@rakeshmahuri489 3 года назад
ନିର ବାବା ଆପଣଙ୍କ ପାଦ ତଳେ ଏ ଆକିଞ୍ଚନ ର ପ୍ରଣାମ 🙏🙏🙏
@rabinarayanamohapatra1619
@rabinarayanamohapatra1619 3 года назад
ଓମ୍ ହରିହରାୟ ନମୋ ନମ୍ଃ ସେବଡଭକ୍ତ ଏହା ପ୍ରମାଣ,
@sameerkumardalai2964
@sameerkumardalai2964 2 года назад
Nira baba knows everything about malika...One of the best interview I ever seen..thnk u Satya sir... 🙏🙏🙏🙏🙏
@nrusinghbarik7083
@nrusinghbarik7083 3 года назад
Jay Jagannath swami 🙏🙏🙏 jay panchsakha 🙏🙏🙏 baba correct information deuchanti baba nku koti koti namaskar
@bidyadharpatra9580
@bidyadharpatra9580 3 года назад
Omm namha bhagabate basu debayaa.
@Keshabasrita_P1
@Keshabasrita_P1 2 года назад
Guruswami Saranam 😇🙏🙏
@soudaminimallick2064
@soudaminimallick2064 3 года назад
🙏🙏🙏🙏🙏thanks🙏🙏🙏🙏
@madhusmitapradhan5873
@madhusmitapradhan5873 2 года назад
Maa sarala 🙏🙏🙏
@prashantkumarprashant456
@prashantkumarprashant456 3 года назад
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@hemantanaik6166
@hemantanaik6166 3 года назад
ସାର ଆପଣଙ୍କୁ ଅନୁରୋଧ ଆପଣ ସେଠାକୁ ଯାଇ ଅଧିକ ତଥ୍ୟ ହାସଲ କରନ୍ତୁ ଆଉ ସଂସାର ଵାସିକୁ ଜଣାନ୍ତୁ
@basantkumarnayak6546
@basantkumarnayak6546 3 года назад
Thank you so Satya Babu This is seriously effects Please arrange to meet him again and again. Request for your best efforts
@abhaymallick9552
@abhaymallick9552 3 года назад
Satya Bhai Namaskar U are doing a great job when we are meeting holy personalities in this channel My best wishes 2 U and other brothers and sisters who are the audience
@Radheshyam-ux9jq
@Radheshyam-ux9jq 3 года назад
Baba nk malika katha bahut bhala lagila 🙏 pura thik katha kahuchhanti .... Dandabat pranaaama babanku 🙏🌹🙏
@rupalisahoo8004
@rupalisahoo8004 3 года назад
Jay Jagannath 🙏🙏 Jay Panchasakha 🙏🙏 Jay Nila Baba🙏🙏🙏
@debasisacharya4207
@debasisacharya4207 3 года назад
Jay Jagannath 🙏
@digambarbehera9039
@digambarbehera9039 2 года назад
ବାବା ତୁମ ପାଦେ ପଣାମ ,ଜୟ ଜଗନ୍ନାଥ, ଯିଏ ବୁଝି ପାରିଲା ତା ପାଇଁ ସତ ଯିଏ ବୁଝି ନପାରେ ତର ପାଇଁ ମିଛ....ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ,
@TeamOdisha143
@TeamOdisha143 2 года назад
ଠାକୁର ମାନବ ଦେହ ଧାରଣ କରି ତ୍ୟାଗ କରିସାରିଲେଣି ଦେହ
@prasantasing771
@prasantasing771 3 года назад
ଆମେ କଣ ଯାଣିବୁ ମାଛ ମାଂସ ଖାଉ ଥିବା ଲୋକ / ଜୟ ଜଗନ୍ନାଥ କହିଦିନ ଆରମ୍ଭ ଓ ରାତି.ରେ ସୋଇବା ବେଳେ ଜୟ ଜଗନ୍ନାଥ ନାମରେ ଶେଷ
@sarojinijena4751
@sarojinijena4751 3 года назад
ପୁରା ଠିକ କଥା ଜଣାଇଥିବାରୁ ଧନ୍ୟବାଦ
@sudarsansahoo1865
@sudarsansahoo1865 Год назад
🌹ଜୟଶ୍ରୀଜଗନ୍ନାଥମହାପ୍ରଭୁଙ୍କରଜୟ🌹🔥 🌹🔥ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ ହରେ ରାମ ହରେ ରାମ ରାମ ରାମ ହରେହରେ🌹🔥🙏🙌
@urmilasahoo5807
@urmilasahoo5807 3 года назад
Baba 👏Jay Jagannath 2 Jay achutya👏👏Baba.Bahut bhalalagila VDO🙏Plz Au thare Baba nku Apan dekhakarantu Satya bhai🙏🙏🙏
@jayjagannath8129
@jayjagannath8129 3 года назад
ବାବା ଙ୍କ କଥା ଯେତେ ସୁନିଲେବି ଭଲ ଲାଗୁଛି ଅଛୁତ ସରଣମ୍ ଅଛୁତ ସରଣମ ଅଛୁତ ସରଣମ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏
@soudaminipaital2257
@soudaminipaital2257 3 года назад
🙏
@birendas248
@birendas248 3 года назад
Plz bhai ବାବା ଙ୍କୁ ପଚାରନ୍ତୁ ମାଳିକା ରେ ଲେଖା ହୋଇଛି ମାନେ ହେବ ଆମେମାନେ ଖରାପ, ଭଲ, ଦୁଷ୍ଟ, ଅସୁର, ସାଧୁ,ହେଲେ ବିପତି କଣ ଫେରି ଯିବ
@mitunayak8751
@mitunayak8751 3 года назад
ଭାଇ ତୁମ ଚ୍ୟାନେଲେକୁ ସବସକ୍ରାଇବି କରିବାକୁ ବାଧ୍ୟ ହଉଛି କାରଣ ଉଚକୋଟିର ଶିକ୍ଷା ମିଳୁଛି ଏଥିପାଇଁ ଧନ୍ୟବାଦ
@chandandehuri2383
@chandandehuri2383 3 года назад
Satya,Babu, ଆଉ,ଥରେ, ଯା ଅ ନ୍ତୁ, ପୋ ଥି,ବିଷୟରେ, ପଚା ରନ୍ତୁ,
@__dudebg__6957
@__dudebg__6957 3 года назад
Jay Sri Jagannath swami ki Jay hoo Jay Sri Radha Rani ki Jay Jay radhe Rani ki Jay Jay radhe Rani ki Jay Jay radhe Rani ki Jay Jay radhe Rani ki Jay hoo 🙏🙏🙏🙏🙏
@sanjuktabhuyan6507
@sanjuktabhuyan6507 Год назад
ନୀରବାବାଙ୍କର ଏଇ ଏପିସୋଡ୍ ବହୁତ୍ ଭଲ ଲାଗିଲା । ବ୍ରହ୍ମ ଏକାକ୍ଷର ଗୀତା ବିଷୟରେ ଯାହା କହିଲେ ତାହା ବହୁତ ଉଚ୍ଚ କୋଟିର ଥିଲା । ନୀରବାବା ଓ ସତ୍ୟ ବାବୁଙ୍କୁ ପ୍ରଣାମ । ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ, ଜୟ କଳ୍କିରାମ୍ ଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ ।🙏🙏🙏🙏🙏❤️❤️🌺🌺👌👌
@susamapadhi4446
@susamapadhi4446 3 года назад
ନୀର ବାବା ଙ୍କୁ ପ୍ରଣାମ ବହୁତ ଭଲ ଲାଗୁଛି ମାଳିକା ବଚ୍ଚନ 💖💞💖🌹🍀
@sibadattajena1691
@sibadattajena1691 3 года назад
24 ekakhyara kn kuhantu sir. Ekakhyara upare gote video anantu
@jhuriapatro6074
@jhuriapatro6074 3 года назад
Koti pranam guptha gyana ku koli kuantu apanankara atha brama sarupa
@udasyogashram1035
@udasyogashram1035 3 года назад
Udas yogashram
@narayandalai9799
@narayandalai9799 3 года назад
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଉ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩
@dillipkumarbhuyan8193
@dillipkumarbhuyan8193 2 года назад
🙏🙏🙏🙏🙏🙏🙏🙏🙏🙏🙏🙏🙏 🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏 🙏🙏 🙏🙏🙏🙏🙏🙏🙏🙏🙏🙏
@arunkumarbhuyan4595
@arunkumarbhuyan4595 2 года назад
Very good the intelligency and mysterious prediction of Nora Baba. Namaskar Nira Baba *
@maheshkumarmahali
@maheshkumarmahali 3 года назад
ଏ ମହାଶୟ ବାହାର ଲୋକ ହେଇ ସେ ରହସ୍ୟ କେମିତି ଜାଣିଲେ?
@gitadarsanbysantosh8380
@gitadarsanbysantosh8380 3 года назад
malika prabachak jea heba se aga bata ku asi kichhi gyana sangrah karanti thakura nka tharu
@dusmantabehera3412
@dusmantabehera3412 2 года назад
Kau Rahasya bhai 🙏🙏
@nvbhabanisankardhal9167
@nvbhabanisankardhal9167 3 года назад
Jay Jagannath 🙏 Jay Panchasakha 🙏🔱
@damayantimalla4720
@damayantimalla4720 3 года назад
Jay pravu charama natha satya vai apana puni jai nira babanku vetantu dayakariki
@kapurjani9393
@kapurjani9393 3 года назад
SATYA BHANJA BHAIଙ୍କୁ ଧନ୍ୟବାଦ ଭଲ ଲାଗୁଛି ଭିଡିଓ ଟି ଲମ୍ବା କରନ
@neerennayak7417
@neerennayak7417 3 года назад
ଜୟ ଜଗନ୍ନାଥ ଜୟ ମାଳିକା ଧନ୍ଯବାଦ ସତ୍ଯ ଭାଇ ମାଡିଚାଲ
Далее
Malika Bhakta | Shocking Things Revealed | Satya Bhanja
39:32
Hidden Malika Devotee shared Truth about Satya Bhanja
20:56