Тёмный

Mangale Aila Usha (Part-1/4) Class 10th Odia Poem GAVS ମଙ୍ଗଳେ ଅଇଲା ଉଷା (ଭାଗ-୧/୪) ଦଶମ ଶ୍ରେଣୀ ସାହିତ୍ୟ 

GAVS
Подписаться 140
Просмотров 277
50% 1

@GAVS104 ଧର୍ମ ପାଳନ ନିମିତ୍ତ ଦ୍ଵନ୍ଦର ସମ୍ମୁଖୀନ ହୋଇ ରାମଚନ୍ଦ୍ର ରାଜଧର୍ମ ପାଳନ ପୂର୍ଵକ ପତିଧର୍ମ ପାଳନରୁ ବଞ୍ଚିତ ହୋଇଛନ୍ତି। ସୁତରାଂ ଲକ୍ଷ୍ମଣଙ୍କ ଦ୍ଵାରା ବନକୁ ପ୍ରେରଣ କରିବା ଫଳରେ ସୀତାଙ୍କୁ ନିର୍ଵାସନ ଦଣ୍ଡ ଭୋଗିଛନ୍ତି। ଵନରେ ବାଲ୍ମୀକି ଆଶ୍ରମରେ ନିର୍ଵାସିତା ସୀତାଙ୍କ ଶୋକସନ୍ତପ୍ତ ଚିତ୍ତକୁ ପରିତୋଷ କରିବା ଉଦ୍ଦେଶ୍ୟକୁ ଧାରଣ କରିଛନ୍ତି ଆଶ୍ରମଵାସୀ। ଗୋଟିଏ ଦିନର ଉଷାକାଳ କିପରି ହୋଇଛି... ତାହାର ଵର୍ଣନା ହିଁ ହୋଇଛି ପଠିତ କଵିତାର ଵିଷୟଵସ୍ତୁ।
ସ୍ଵଭାବ କଵିଙ୍କ ଅନନ୍ୟ ଵର୍ଣନାରେ ଜୀଵନ୍ତ ହୋଇଉଠିଛି ପ୍ରକୃତି। ପ୍ରକୃତିର ଵିଭିନ୍ନ ଉପାଦାନ ପାଇଛନ୍ତି ମାନଵୀୟ ସ୍ପର୍ଶ; ତାହାହିଁ ହେଉଛି କଵିତାର ଵୈଶିଷ୍ଟ୍ୟ। ସୁତରାଂ ସହଜସିଦ୍ଧ ଶବ୍ଦ ସଂଯୋଜନାର ଛଟା ସହ କଵିତାରେ ସାହିତ୍ୟର ସାର୍ଥକତାର ନିଦର୍ଶନ ସ୍ୱରୂପ ରହିଛି ସମାଜ ପାଇଁ ଵାର୍ତ୍ତା। ପ୍ରାଣପ୍ରିୟ ପତିଙ୍କ ପାଇଁ ସେଵାର ଆନ୍ତରିକ ପ୍ରସଙ୍ଗ...ଇଙ୍ଗିତ କରୁଛି ପ୍ରେମର ଦିଵ୍ୟ ଉଚ୍ଛ୍ୱାସକୁ।
ଆମ ଭିଡ଼ିଓକୁ ଦେଖନ୍ତୁ, ନିଜେ ଜାଣି ଅନ୍ୟକୁ ଜଣାନ୍ତୁ। ଲାଇକ୍ କମେଣ୍ଟ୍ ସେୟାର କରି ସବ୍-ସ୍କ୍ରାଇବ୍ ନିଶ୍ଚୟ କରନ୍ତୁ, ଯଦ୍ଵାରା ଆମ ପ୍ରସ୍ତୁତି ସର୍ଵପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଧନ୍ୟଵାଦ୍...

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
ИСЧЕЗНИ ВОДУ ДО КОНЦА
00:43
Просмотров 550 тыс.