Тёмный

Many aspirants are here but lacking ability | ଗୁଣ ନାହିଁ, ଅଣ୍ଟିରେ ଖୁଣର ପସରା | The Quiver 

THE Quiver News
Подписаться 227 тыс.
Просмотров 105 тыс.
50% 1

#ଗୁଣ_ନାହିଁ_ଅଣ୍ଟିରେ_ଖୁଣର_ପସରା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ବିତର୍କ ସୃଷ୍ଟି କରିଛନ୍ତି । ରାଜ୍ୟରେ ବେକାରୀ ସଂଖ୍ୟା ଉକ୍ରଟ ବୋଲି ତଥ୍ୟ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିରେ ଲଗାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି, ଚାକିରୀ ଅଛି, ହେଲେ ମିଳୁନାହାନ୍ତି ଯୋଗ୍ୟ । ସିଏମଓ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କମ୍ପୁ୍ୟଟର ଅପରେଟର ପାଇଁ ଜଣେ ଯୋଗ୍ୟ ମିଳୁନାହାନ୍ତି ।
#odisha #OdishaGovernment #CM #MohanMajhi #mohansarkar180days #job #opertunity #qualified #candidate #computeroperator #jobless #CMO #computeroperator
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in RU-vid! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 565   
@satyaenter000
@satyaenter000 20 дней назад
ନେତା ମାନଙ୍କର Exam ହେଲେ ଭଲ ହୁଅନ୍ତା... ସେମାନେ କେତେ ଜ୍ଞାନୀ ଜଣା ପଡନ୍ତା....
@indiraranibehera9611
@indiraranibehera9611 12 дней назад
Absolutely correct 👍💯👍
@KABITAKUMARISWAIN
@KABITAKUMARISWAIN 12 дней назад
Correct bhai
@Hjkh3855
@Hjkh3855 8 дней назад
Bhai hagi pakeibe murkha gura.
@RamakantaSamarath
@RamakantaSamarath 7 дней назад
Right
@chandan-404
@chandan-404 7 дней назад
correct bhai ... 10000000000000 % emiti hi kari dianta ki ...
@sukrutapradhan6893
@sukrutapradhan6893 Месяц назад
ଚାକିରି ନ ଦେବାର ଗୋଟିଏ ବାହାନା । ମଣିଷ କେବେ ବି ଶହେ ପ୍ରତିଶତହୋଇ ନ ଥାଏ except God. No one is perfect. ହ, ଯିଏ ନିଜେ ସବୁକ୍ଷେତ୍ରରେ perfect ସେ ବା କଣ ପାଇଁ ଆଉ କାହାର weaknesses କୁ bear କରିବ?? Perfect person has said the perfect thing.
@KABITAKUMARISWAIN
@KABITAKUMARISWAIN 12 дней назад
Right right
@adminswain
@adminswain Месяц назад
ଯିଏ ଅଯୋଗ୍ୟ ସିଏ ସମସ୍ତଙ୍କୁ ଅଯୋଗ୍ୟ ବୋଲି ବିବେଚନା କରି ଥାଏ।
@amarendra29
@amarendra29 Месяц назад
YES SIR
@RanjanDas-xr1ke
@RanjanDas-xr1ke Месяц назад
Right 👍🏽👍🏽
@mohanpujari581
@mohanpujari581 Месяц назад
Bilkul 👍 thik bhai
@romanticshort9956
@romanticshort9956 29 дней назад
Thik
@satyasibasahu8834
@satyasibasahu8834 27 дней назад
Thik
@indianprimitiveliving2479
@indianprimitiveliving2479 Месяц назад
ଖାଲି ମନ୍ତ୍ରୀ ମାନେ ହିଁ ଜ୍ଞାନୀ..... ଆଉ ସବୁ ଓଡିଶା ବାସୀ କିଛି ଜାଣି ନାହାନ୍ତି..... ଗୁଜୁରାଟ ରେ ଭଲ candidates ଅଛନ୍ତି ଆଣିବେ ସେଇଠୁ ଲାଗୁଛି.....
@sushilmohanty7812
@sushilmohanty7812 Месяц назад
ନିଜେ ଠିକ୍ ସେ ସ୍ପିଚ୍ ଦେଇ ପାରୁନାହିଁ
@tejaswinikondadora4090
@tejaswinikondadora4090 19 дней назад
​@@sushilmohanty7812....Chaluni kohuchi chhunchi ku ..😅..nijoku to dekho ....Mantri mannankoro madya Exam basis re selection hele jani parithante ...
@tejaswinikondadora4090
@tejaswinikondadora4090 19 дней назад
​@@sushilmohanty7812right
@tapangamer2013
@tapangamer2013 8 дней назад
😂bjp😂jumula😂
@ParbatiMahana-z2l
@ParbatiMahana-z2l Месяц назад
ଶଳାକୁ ଓଡିଆ. ହିନ୍ଦି. ଇଂଗିଲିଶ ଜଣାନାହିଁ. ପୁଣି ସେ ଖୁଜୁଛି ଯୁଗ୍ୟ ଅଯୁଗ୍ୟ.
@anshumantarei826
@anshumantarei826 Месяц назад
Right👌👌👌😆😆
@bhagbatpradhan2365
@bhagbatpradhan2365 Месяц назад
ପୁରା ସତ କଥା କହିଲ 😂
@jasaswinilina8387
@jasaswinilina8387 Месяц назад
😂😂😂😂😂
@jagankumar4899
@jagankumar4899 Месяц назад
ଲାଞ୍ଚ ମିଳୁନାହିଁ ବୋଲି ସବୁ ଅଯୋଗ୍ୟ ନା ନିଜୁକ୍ତି ଦେବୁନାହିଁ ବୋଲି ମିଛ ବାହାନା,ପୋଷ୍ଟ ବାହାର କର ,ଦେଖିବା ଓଡ଼ିଆ ପୁଅ ଅଯୋଗ୍ୟ କି ଯୋଗ୍ୟ ଜାଣିବା, ପେପର ଲିକ୍ କରିବ ନାହିଁ କିନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ।
@amiyomohanthy5028
@amiyomohanthy5028 Месяц назад
ପ୍ରକୃତରେ ଯୋଗ୍ୟ ପ୍ରାଥୀ ନାହାନ୍ତି ଶିକ୍ଷା ରେ ଅଯୋଗ୍ୟ ପ୍ରାଥୀ ନିଯୁକ୍ତି ଦେଇଛନ୍ତି ଭୋଟ ପାଇବା ଆଶାରେ
@nidhiramjena2398
@nidhiramjena2398 Месяц назад
Odisha re samaste chakiri pain ajogya, kebal mohan CM pain jogya.
@snehasishnayak8652
@snehasishnayak8652 5 дней назад
😂😂😂😂
@NabaghanaBehera-m8z
@NabaghanaBehera-m8z 29 дней назад
1.5 ଲକ୍ଷ୍ୟ ଚାକିରି କୁଆଡେ ଗୋଲା ଭଟ୍ ପୁର୍ବ ରୁ ବୋହୁତ ବଡ ବଡ ଭାଶୋନ ଦୋଉଥିଲ କୁଆଡେ ଗଲା ମୋଦି ଗ୍ୟାରେଣ୍ଟି ଶୋଲା ହାରାମି
@ashokkumarsahoo8231
@ashokkumarsahoo8231 18 дней назад
ତୁମର ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ଅଛି ତ ମୋହନ ସାର
@sanjaymallick6667
@sanjaymallick6667 Месяц назад
ତାହେଲେ ଆଗରୁ କେମିତି ଚାଲିଥିଲା Cm Office...
@sayedakanizfatma380
@sayedakanizfatma380 Месяц назад
andha bhakta kehi jogya nahanti kebala gorakhyka heba payin upajukta
@JAYAPRASADPANDA-fv3qe
@JAYAPRASADPANDA-fv3qe 12 дней назад
Pandiyan sabu karuthile
@sangramjena9547
@sangramjena9547 5 дней назад
​@@sayedakanizfatma380 gorakhya re to gandi kain fatuchi sala pathana
@Rimatrl78
@Rimatrl78 3 дня назад
​@@JAYAPRASADPANDA-fv3qe😂😂
@babark6185
@babark6185 Месяц назад
ମୋହନ ବାବୁ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଥିଲେ ସେ କ'ଣ ଜାଣି ନାହାନ୍ତି ପିଲାମାନକୁ ସାର ମାନେ ପିଲା ମାନଙ୍କୁ ସଂଖ୍ୟା ଓ ଅକ୍ଷର ଶିକ୍ଷା ଦେବାର ଅାମ
@kalyaniparida5951
@kalyaniparida5951 13 дней назад
@@babark6185 se saraswati school teacher rahithila govt school teacher bi nuho tenu tanko nijo gyano kete samastanku Jona achi ,jie nije ajogya se samastanku seita bhabibo
@niharranjandash8869
@niharranjandash8869 Месяц назад
ଓଡ଼ିଆ ପିଲା ଚାକିରୀ ପାଇଁ ଯୋଗ୍ୟ ନୁହନ୍ତି କିନ୍ତୁ ଓଡିଶା ସରକାର ବାହାର ପିଲା ଆସି ଓଡ଼ିଆ ସରକାରୀ ଅଫିସର ଙ୍କୁ ମାଡାମରିବା ପରେ ସରକାର କଳଲେକଟ୍ର ଙ୍କୁ ଯାଞ୍ଚ କରିବାକୁ କହିଲେ
@lyricistgovindahansdah
@lyricistgovindahansdah 12 дней назад
ଆପଣ ପ୍ରାଥମିକ ଶିକ୍ଷା କ୍ଷେତ୍ରକୁ ଦୃଢ଼ କଲେ ସିନା ମିଳିବେ, ଏଠି ତ ସବୁ ସରକାର ଶିକ୍ଷାକୁ ତଳକୁ ଖସାଇ ଦେଉଛନ୍ତି, ଶିକ୍ଷାକୁ ଗୁରୁତ୍ୱ ଦେଉ ନାହାନ୍ତି, ପ୍ରଥମରୁ ଛୁଆ ମାନଙ୍କୁ ମୂର୍ଖ ବନା ଯାଉଛି... ଆଉ ଛୁଆଙ୍କୁ ଶାସନ ନାହିଁ କି ଗାଳି ମାଡ଼ ନାହିଁ ଡରିବେ କାହିଁ ! ପାଠ ପଢ଼ କି ନ ପଢ଼ ଅଣ୍ଡା, ଡାଲି, ଭାତ ଖାଅ ରଙ୍ଗ ବେରଙ୍ଗ School uniform ପିନ୍ଧ... School ଆସି ବସ ଆଉ ଯାଅ... | ପିଲା ମାନଙ୍କୁ ବେଶୀ ଧମକେଇ ପାଠ ପଢ଼େଇଲେ ମାଷ୍ଟରଙ୍କୁ କିଳା...! ଆଉ ସରକାରୀ ସ୍କୁଲରେ ଡର ଭୟ ଥିଲେ ସିନା ପାଠ ଆସିବ |
@champanayak6444
@champanayak6444 4 дня назад
Hn
@satyarasandhan6127
@satyarasandhan6127 23 дня назад
ଯିଏ ଉତ୍କଳ ମଣି ମଧୁସୂଦନ ଦାସ କହୁଛନ୍ତି, ସେ ପୁଣି ଯୋଗ୍ୟତା ମାପୁଛନ୍ତି ।
@sushrisnigdhadas9618
@sushrisnigdhadas9618 6 дней назад
😂😂
@DEEPANKAR_SINGH99
@DEEPANKAR_SINGH99 Месяц назад
ଓଡିଆ ମୁଖ୍ୟ ମନ୍ତ୍ରୀ ଓଡିଶାର ଵେକାରୀ ସମସ୍ୟା କେମିତି ଦୂର କରୁଛନ୍ତି ଓଡିଶାର ଲୋକେ ଟିକେ ଭଲରେ ଦେଖନ୍ତୂ ଆଉ ଭଲରେ କାନ ଦେଇ ଶୁଣନ୍ତୁ ଏଇଥିରେ ବିନେପି ଓଡିଶାର ଦାଦନ ରୋକିବ ଲାଜ ନାହିଁ ଏମାନଙ୍କ ମୁହଁକୁ ।
@pabitrarout5835
@pabitrarout5835 Месяц назад
ମୋହନ ନେଜେ କୁହନ୍ତୁ ମୁଖ୍ୟମନ୍ତ୍ରୀପଦ ପାଇଁ ନେଜେ ଯୋଗ୍ୟ କି? ଯାହାର ଯୋଗ୍ୟତା ଥାଏ ସେ ଅଯୋଗ୍ୟ ମାନଂକୁ ଯୋଗ୍ୟ କରିବାର ସାମର୍ଥ୍ୟ ମଧ୍ୟ ଥାଏ, ନିଜ ମନ୍ତ୍ରୀମଣ୍ଡଳ ରେ କେତେଜଣ ଯୋଗ୍ୟ ଅଛନ୍ତି? ଯଦି ଓଡିଶା ରେ ଯୋଗ୍ୟ ପ୍ରାଥୀ ମିଳୁନାହାଁନ୍ତି ତେବେ ଓଡିଶା ରୁ ସମସ୍ତେ ଦାଦନ ଯାଆନ୍ତୁ, ଗୁଜୁରାଟ ରୁ ଆମଦାନୀ କାରି ଓଡ଼ିଆ ଅସ୍ମିତା ର ପରିଚୟ ସୃଷ୍ଟି କରନ୍ତୁ, ଏପରି ବକ୍ତବ୍ୟ ଅର୍ଥ ପରୋକ୍ଷ ରେ ଦାଦନ କୁ ପ୍ରୋଛାହିତ କରିବା
@sayedakanizfatma380
@sayedakanizfatma380 Месяц назад
go rakhyak bhabare hajar hajar berojgar pillanku appoint milichi
@gadadharbehera2520
@gadadharbehera2520 Месяц назад
ସାରେ ଆପଣ କଣ ଲେଖିଥିଲେ ମନରେ ଅଛି ଭାରତ ଜାଗାରେ ଡାରତ ଲେଖୁ ଥିଲେ
@ManashKumar-j7c
@ManashKumar-j7c Месяц назад
Nije ajogya boli samastanku ajogya bhabuchanti murkhamantri❤
@pabi94
@pabi94 Месяц назад
Shame to you CM. What is your capability?
@privateranjanbehera2227
@privateranjanbehera2227 19 дней назад
ମୁଖ୍ୟ ମନ୍ତ୍ରୀ କେତେ ଯୋଗ୍ୟ କି?ଓଡିଆ ,ହୀନ୍ଦି କିଛି ଆସୁନି😂
@Basanta_mamata_vlog
@Basanta_mamata_vlog 25 дней назад
ଯୋଗ୍ୟ ପିଲା କୋଟା ବାହାରେ ଅପେକ୍ଷା କରିଛି। ST SC OBC SEBC GENERAL ସବୁ ଏକ କର, ଯୋଗ୍ୟ ପିଲା ମିଳିବେ।
@Mr..Monu________0011
@Mr..Monu________0011 24 дня назад
U r right 👍
@PriyankaBehera-w8h
@PriyankaBehera-w8h Месяц назад
ଓ ହୋଇମ କିଏ କହୁଛି ଶୁଣ, ଗୋଦରି ଲୋ ନିଜ ଗୋଡ଼କୁ ଅନା,,
@PradiptaDas-sy4jn
@PradiptaDas-sy4jn Месяц назад
ହରେ ମାଆଘିଆ ମୁଖ୍ୟମନ୍ତ୍ରୀ ନିଜକୁ ଓଡିଆ ଭାଶା ଲେଖୀ ଆଶୁନି ତୁ ପେଲେଇପୁଅ ଅନନ୍ୟକଥା କଣକହୁଚୁ
@adityagameing913
@adityagameing913 19 дней назад
Abhadra
@Sasankabhai353
@Sasankabhai353 18 дней назад
ଓଡ଼ିଶା ରେ କାହାରି ପାଖରେ କିଛି ଯୋଗ୍ୟତା ନାହିଁ ସବୁ ଯୋଗ୍ୟତା ମୋହନ ମାଝି CM ପାଖରେ ଅଛି ଯଦି ଅଛି ତାଙ୍କୁ COMPTUR ଦିଅ ଜଉ ଆଉ ଆଉ ବେଶୀ କଷ୍ଟ କାମ ନୁହେଁ ସହଜ କାମ EPFO apply କରିବାକୁ କୁହା ଜଉ ଜଣା ପଡ଼ିବ ଓଡ଼ିଶା ର CM କେତେ SMART
@rameshchandranayak575
@rameshchandranayak575 Месяц назад
ଯୁବ ଗୋଷ୍ଠି ଙ୍କୁ ପ୍ରଥମେ ମଦୁଆ କରି ପରେ ଯୋଗ୍ୟତା ଖୋଜିବ କଣ ଦରକାର ।
@Mohanabharat1200
@Mohanabharat1200 11 дней назад
Great statement
@suparfonyfamily
@suparfonyfamily 22 дня назад
ଯୋଗ୍ୟତା ପାଇଁ ଶିକ୍ଷା ଦବା ଦରକାର୍,ଶିକ୍ଷା ସଂସ୍ଥା ରେ ତୋ 18 /gst ଲଗେଇଚ, ତାଲିମ୍ ଦିଅ,ୟେ କି ବୟାନ ତମର ଶିକ୍ଷା ଦେଲେ ଶିକ୍ଷିତ ଦିଶନ୍ତି,
@subhransudalai8360
@subhransudalai8360 Месяц назад
ଦକ୍ଷ ମୁଖ୍ୟମନ୍ତ୍ରୀ ବି ଦେଖାଯାଉନାହାନ୍ତି ନବୀନ ଙ୍କ ପରେ ଦକ୍ଷ ସରକାର ବି ଦେଖାଯାଉନାହାନ୍ତି, କେଉଁ ତଥ୍ୟ ବେକାର କଥା ଜାତୀୟସ୍ତର ରୁ ଓଡ଼ିଶା ସ୍ଥିତି ଭଲ, ଦେଶ ସ୍ଵାଧୀନତା ଠାରୁ ନରେନ୍ଦ୍ର ମୋଦି ଙ୍କ ଶାସନ କାଳରେ ଦେଶ ରେ ବେକାରୀ ଉତ୍କଟ, ତୁମ ତଥ୍ୟ ମିଛ ଆଉ ସରକାର ସପକ୍ଷ ରେ ଓକିଲାତି ଭଳି ଲାଗିଲା
@NareshkumarParida-n2s
@NareshkumarParida-n2s Месяц назад
Mohan majhi tume CM pai jogya ta pai chanti ta. Achi tuma pakhare CM jogyata
@muktikantasenapati9404
@muktikantasenapati9404 Месяц назад
You are not fit for CM post.
@KrushnachandraBehera-z3y
@KrushnachandraBehera-z3y 29 дней назад
ପେଟ ପାଇଁ ଚାଷ କାମ କର । ଜଦି ପକେଟ୍ ପାଇଁ ଚାହୁଁଛ ତାହେଲେ ଧନୀ ଲୋକଙ୍କଠାରୁ ଚୋରି କର।
@bistusamanta8840
@bistusamanta8840 28 дней назад
ନିଜେ ମୁଖ୍ଯ ମନ୍ତ୍ରୀ ହେବାପାଇଁ ଯୋଗ୍ୟତା ଅଛି କି ନିଜକୁ ପଚାରନ୍ତୁ ା
@santoshkumardash3543
@santoshkumardash3543 Месяц назад
ଦୁଃଖ ଲାଗୁଛି.. ତାହେଲେ ସବୁ ବିଶ୍ଵବିଦ୍ୟାଳୟ ବନ୍ଦ କରିଦୀୟନ୍ତୁ।
@himansunayak1160
@himansunayak1160 Месяц назад
ଅଲଜ୍ୟା ଏମିତି ବାଜ୍ୟ କଥା କହି ନିଜକୁ ଛୋଟ କାହିଁକି କରୁଛ ବିଜେଡି କଂଗ୍ରେସ ସମୟରେ ଏ ସବୁ କାମ ହେଥିଲା ନାଁ କାମ ଅଟକି ଯାଇଥିଲ
@adityagameing913
@adityagameing913 19 дней назад
BJD samatare kete ninodia staff thike janichhu na nahi karana BJD bi janithila odia Mane ajogya
@rudraprasadpani9907
@rudraprasadpani9907 8 дней назад
Rightly said by CM. I also think the same. There are many posts vacant in companies all over India but many lack basic skills to be fit for the job. So companies prefer these to remain vacant.
@Raghunathdas-kc7zt
@Raghunathdas-kc7zt 19 дней назад
କିଏ ଏ ସଲକୁ ମନ୍ତ୍ରୀ କଲା ବେ ଆଯୁଗ୍ୟ ଅପଦାର୍ଥ
@suvransujena5310
@suvransujena5310 17 дней назад
ଶଳା ତୁ ତୋ ପଦବୀ ପାଇଁ ଯୋଗ୍ୟ ତ ମୂର୍ଖ ମାଙ୍କଡ ହାତରେ ଶାଳଗ୍ରାମ
@sanjaymallick6667
@sanjaymallick6667 Месяц назад
Cm ସାର ଙ୍କୁ ମୋର ଅନୁରୋଧ ଦୟାକରି ଏହିପରି ମନ୍ତବ୍ୟ ରଖନ୍ତୁ ନାଇଁ.. ତା ସହିତ chennel ଵାଲା ଙ୍କୁ ବି ଅନୁରୋଧ. ସବୁ କମେଣ୍ଟ Cm ଙ୍କ Office କୁ mail କରାଯାଉ. ତା ହେଲେ ସିଏ ଠିକ ଜାଣି ପାରିବେ
@SukantaRout-xw5dx
@SukantaRout-xw5dx 29 дней назад
Diyantu asubidha kan 😂😂😂😂
@Raghunathdas-kc7zt
@Raghunathdas-kc7zt 19 дней назад
ଏ ମାଆଗୀହା ମୋହନ ମାଝି ଖୁବ୍ ଅଳ୍ପ ଦିନରେ ଓଡ଼ିଶା ବାସୀଙ୍କ ଠାରୁ ମାଡ଼ ଖାଇବ
@nakulabehera8456
@nakulabehera8456 Месяц назад
ଏ ଶଳା କୁକୁର ଛୁଆ କୁ କିଏ ମୂଖ୍ୟମନ୍ତ୍ରୀ କଲା
@amarendra29
@amarendra29 Месяц назад
MODI KUKURA
@Ganesh.com45
@Ganesh.com45 28 дней назад
Murkha mane murkha ku cm karichanti...dhik odisha basi jiye sala bjp ku vote karichi
@sajanbabu1911
@sajanbabu1911 16 дней назад
ମୋହନ ମାଝି ଆପଣ CM ହେବା ପାଇଁ ଯୋଗ୍ୟ ନ ହୋଇ କେମିତି ହେଲେ CM ଚାକିରି ଦେଲା ବେଳକୁ ଯୋଗ୍ୟ ଖୋଜୁଛ 😮
@ramchandrabehera7398
@ramchandrabehera7398 Месяц назад
CM sir, ଦଲାଲ ମାନଙ୍କ କେଳେନ୍କାରୀ ଓfake& furgery certificate ଧାରୀ ମହାତ୍ମା ମାନଙ୍କୁ ପ୍ରଥମେ ଲୋପ କରନ୍ତୁ। ତାହେଲେ ଭଲ କର୍ମଚାରୀ ଓ କୁଶଳୀ କର୍ମଚାରୀ ବାହାରିବେ
@SukantaRout-xw5dx
@SukantaRout-xw5dx 29 дней назад
Dalal bjp 😂😂😂
@TheConquerorManua
@TheConquerorManua 28 дней назад
ଆରେ ତୁମେ ନିଜେ ପ୍ରଥମରେ ନିଜେ ଠିକ କରି furgery(×) "forgery" ଲେଖିବା ଶିଖ .....😂
@ramchandrabehera7398
@ramchandrabehera7398 28 дней назад
@@TheConquerorManua I have no such caliber to measure ur English knowledge.i have mentioned it by mistake.so what?. By the by this lines are why striking u much,can I know.
@ramchandrabehera7398
@ramchandrabehera7398 28 дней назад
@@TheConquerorManua oh mr,why did u keep silence?come forward to clarify the reason.Then only I will know ur level of thinking.
@Abrahampangiofficial
@Abrahampangiofficial Месяц назад
ଓଡ଼ିଶାରେ ୩୦ ଜିଲ୍ଲାରେ ୩୦ ଟି ପେକ୍ଟ୍ରି ଖୋଲିବାର ତମର ଯୋଗ୍ୟ ନାହିଁ । କାହାକୁ ଆଉ ଖୋଜିବୁରେ ଯୋଗ୍ୟ। କାମ କିଛି ଜାଣିନାହାନ୍ତି ବୋଲି ତ ଓଡ଼ିଶାର ସମସ୍ତ ଯୁବ ଯୁବତୀ କୁ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ବାହାରକୁ ପଠାଉ ଅଛ । ଏହା ତମର ଯୋଗ୍ୟ କି ? ଟିକେ ମୁହଁରେ ଲଜ୍ୟା ସରମ ଲାଗିବା କଥା ।
@KoramaniPanda-cg1vr
@KoramaniPanda-cg1vr Месяц назад
ମୂର୍ଖ କେମିତି ଜାଣିବ ଭଲ ମନ୍ଦ
@subratmulia1338
@subratmulia1338 Месяц назад
ଯିଏ ଯାହା ସେ ସମସ୍ତଙ୍କୁ ସେହି ଭଳି ଭାବେ. All seem yellow to the jaundiced eye
@SidharthMishra99
@SidharthMishra99 29 дней назад
Sir, ମୁଁ ପୂର୍ଣ୍ଣ ସମ୍ମାନ ର ସହ ପଚାରୁଛି ଆପଣ CM ପାଇ ଯୋଗ୍ୟ କି ?? ଆପଣକୁ CM Face କରିଥିଲେ BJP ଗୋଟେ ବି MLA seat🪑 ପାଇଥାନ୍ତା ??ମୋଦି ଦୟ ନ କରିଥିଲେ ଆପଣ CM ହୋଇଥାନ୍ତେ???
@avinabihari338
@avinabihari338 Месяц назад
ଚାଲୁଣି କୋହୁଚି ଛୁଚିକୁ ତୋରଗୋଟେ କଣା
@pabi94
@pabi94 Месяц назад
He should first analyze his own capabilities.
@satyabhamakld371
@satyabhamakld371 21 день назад
Alpa bidya bhayankari😅😅
@NabaghanaBehera-m8z
@NabaghanaBehera-m8z 29 дней назад
ଓଡ଼ିଶା ର ରାଷ୍ଟ୍ରପତି ତାହାଲେ ମୂର୍ଖ ଓଡ଼ିଶା ଯୁବକଙ୍କୁ ଓପୋମାନ କରୁଛ କଣ ପାଇଁ ଓଡିଶା talanted ରେ ବିଖ୍ୟାତ
@Skgbul470
@Skgbul470 23 дня назад
ଯୋଗ୍ୟ ଚାକିରିଆ ଗୁଜୁରାଟ ରୁ ମଗାଅ ମୋଦିଜୀ ପଠାଇ ଦେବେ,
@SRK17170
@SRK17170 14 дней назад
ଯେ ଓଡିଆ ଦେଖିକି ପଢି ଜାଣୁନି ସେ କଣ ଯୋଗ୍ୟତା କଥା କହୁଛି
@kabirsingh5555
@kabirsingh5555 Месяц назад
Mohan jou Hindi kahuchi se bala Hindi kahi cm pain jogya nahin
@satyanarayansamantaray3640
@satyanarayansamantaray3640 18 дней назад
Sorry sir ଛୋଟ ମୁହଁରେ ବଡ କଥା ଆପଣ ଆଗ ଆମର ରାଷ୍ଟ୍ରଭାଷା ଶିଖନ୍ତୁ
@bibutibehera117
@bibutibehera117 29 дней назад
ଏଇଟା ପୁରା ବାହାନା, ଓଡ଼ିଶା ର ଏତେ କଲେଜ, ଇଊନିଭରସିଟି ର ଶିକ୍ଷା ବ୍ୟବସ୍ଥା ଉପରେ ପସନଚିହନ ଲଗାଉଛନ୍ତି
@sudarsandash8042
@sudarsandash8042 Месяц назад
ଆପଣଙ୍କ କହିବା ଅନୁସାରେ ଏହା ପାଇଁ ପ୍ରକୃତରେ ଦୋଷୀ କିଏ , ସରକାର ପୁର୍ବ ରୁ ଅଦ୍ୟାବଧି ଶିକ୍ଷା ର ଅଭାବ କରି ଆସୁଛନ୍ତି କିନ୍ତୁ ସୁ ଶବ୍ଦରେ ପ୍ରକାଶ କରୁଛନ୍ତି ।
@SukantaRout-xw5dx
@SukantaRout-xw5dx 29 дней назад
Kan janicha coment karucha
@sudarsandash8042
@sudarsandash8042 29 дней назад
କ'ଣ ଜାଣିଛ କ'ଣ କରୁଛ ଆପଣ ପ୍ରତି ଉତ୍ତର ରେ ପ୍ରଶ୍ନ କରିଛନ୍ତି, ଆପଣ ଜାଣିବା ଦର
@madhusmitadansana8902
@madhusmitadansana8902 28 дней назад
ଯାହାକୁ ଉତ୍କଳମଣି କିଏ ଜଣା ନାହିଁ, ସେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ପଦ ପାଇଁ କେତେ ଯୋଗ୍ୟ ।ଏ କଥା ଥରେ ଭାବନ୍ତୁ ।
@shishirsarangi5896
@shishirsarangi5896 Месяц назад
It is the result of easy education method.
@radhamadhav230
@radhamadhav230 Месяц назад
Exactly all paas in 10th board exams...this is the main cause of unemployment....
@NrusinghaCharanRatha
@NrusinghaCharanRatha Месяц назад
ପ୍ରକୃତରେ ଡ୍ରେସିଂ ପେଣ୍ଟିଂ ହୋଇ ଡିଗ୍ରୀଧାରୀ ସଂଖ୍ୟା ଅନେକ । କିନ୍ତୁ ସାର୍ଟିଫିକେଟ ଅନୁସାରେ ଆବଶ୍ୟକୀୟ ଗୁଣଗ୍ରାମ,ବୁଦ୍ଧିବୃତ୍ତି ଘର ଶୂନ୍ଯ, ।
@munabhoi8647
@munabhoi8647 28 дней назад
ମୁଖ୍ୟ ମନ୍ତ୍ରୀଆଜ୍ଞା ଆପଣ ସାମ୍ନାରେ Odisha ଚୟନ ଅଫସରମାନେ କଣ କରୁଛନ୍ତି ଟିକେ ପଛକୁ ବୁଲି ଦେଖ ତେବେ ଯାଇ ଠିକ୍ କମ୍ପ୍ୟୁଟର କାର୍ଯ୍ୟ କରି ପାରୁଥିବା ପିଲା ପାଇବ l
@Mohanabharat1200
@Mohanabharat1200 11 дней назад
Great statesmen, great statement , hardwork 10 to 12 hours for young generation people,,learn science and technology, develop technology by own not rent
@ALOK.CREATION.01
@ALOK.CREATION.01 29 дней назад
ଓଡ଼ିଆ ମୁଖ୍ୟ ମନ୍ତ୍ରୀ ପାଇଁ ମୋହନ ମାଝି ବି ଅଯୋଗ୍ୟ ଅମେ କିଛି କହୁଛୁ
@HoponkolaCreation
@HoponkolaCreation Месяц назад
ଆରେ ଶିଖ୍ଯା ବ୍ଯବସ୍ଥା କେତେ ଭଲ ଅଛି କି ?ଯଦି ବି କଳେ ବଳେ Entrance ଦେଉଛନ୍ତି କିନ୍ତୁ ଚାକିରି ବିକ୍ରି ହେଉଛି 😂 ବାଳ ଭଳିଆ ସରକାର ଅଛନ୍ତି ଛି
@Babu-c4k
@Babu-c4k Месяц назад
Ready hua Bhai Mane 1930 in USA economic crises like our country will face again be ready during bjp govt 100 percent
@PramodkuBasantara
@PramodkuBasantara Месяц назад
ସରକାର ଙ୍କ ଅପାରଗତା ପାଇଁ ଓଡିଶାର ଶିକ୍ଷା ବ୍ୟବସ୍ଥା ଉଜୁଡିଯାଇଛି । ବିଭିନ୍ନ ପ୍ରକାରର ମାଗଣା ଖିଆ ଯୋଜନା କରି ଲୋକଙ୍କୁ ମୁର୍ଖ ଓ ଦାସତ୍ୱକୁ ପେଲି ଦିଆଯାଇଛି।
@DEEPANKAR_SINGH99
@DEEPANKAR_SINGH99 Месяц назад
କେନ୍ଦ୍ର ରେ ବିଜେପି ଅଛି ସେ କଣ ଲୋକମାନଙ୍କୁ ମାଗଣା ଦେଉନି କି ? ତାହେଲେ ଦିଲ୍ଲୀ ମୁମ୍ବାଇ ରେ କଣ ସଵୁ ଲୋକ ଏତେ Talented ?
@SukantaRout-xw5dx
@SukantaRout-xw5dx 29 дней назад
Pariba sarkar asichi ta sabu g mariba
@ipsitamohanty3015
@ipsitamohanty3015 14 дней назад
Au patha padhi lava nanhi rajaniti kari minister hebi au sabu job pain jogya hebi ,aeita final 😂😂
@amarendra29
@amarendra29 Месяц назад
YOU ARE NOT FIT FOR CM
@GoGreen-x2d
@GoGreen-x2d Месяц назад
sir intervew nebeki. tamathu bahut smart achanti.
@kalyaniparida5951
@kalyaniparida5951 18 дней назад
Rasi au handia bikiba loko nku center au state mukhia rakhile tenu se thik kahichonti , thanku
@kunilatasahoo3908
@kunilatasahoo3908 21 день назад
ଅଯୋଗ୍ୟ ଓଡ଼ିଶାର ନେତା ମନ୍ତ୍ରୀ ମାନେ ଗୋଟେ ଚାକିରୀ ପାଇଁ ଲଢ଼ୁଥିବା ପର୍ଥି ନୁହେଁ,କାରଣ ଗୋଟେ ପାର୍ଥି 150 ରୁ 125 ରଖି ବି ଅସଫଳ ହେଉଛି,ତେଣୁ କିଏ ଅଯୋଗ୍ୟ ଜଣା ପଡ଼ୁଛି
@AshokPal-ok1wm
@AshokPal-ok1wm Месяц назад
Neta oh mantri maney samastey. Telent kee,examination gotiyey heijau
@Raghunathdas-kc7zt
@Raghunathdas-kc7zt 19 дней назад
ନିଯେ ଶଳା ଅଯୁଗ୍ୟ Hindi English odia ମିଛି ଜଣା ନାହିଁ ମାଆଗୀହ ଖୋଜୁଛି ଯୋଗ୍ୟ ପ୍ରାର୍ଥୀ, ତତେ ଶଳା computer କ ଜଣା ନଥିବ ଖୋାଖୋଜି ଯୋଗ୍ୟ ଶଳା ଓଡ଼ିଆରେ ଦରଖାସ୍ତ ଲେଖି ପାରିବୁନି ଭାଷଣ ଦଉଚି ରାଢ଼
@satyanarayansahoo6768
@satyanarayansahoo6768 Месяц назад
The real fact is the government have not given adequate emphasis on education. Moreover our people's representatives as well as voters do not have education value..Since 1980 our education is decaying.Neither the state or centr😮e is serious about this
@RabindraNayak-t6r
@RabindraNayak-t6r 16 дней назад
Jie jouthire jogya seithire chakiri diantu
@Sungul309
@Sungul309 29 дней назад
Mohan babu apana kn cm pain fit ki apana baa thik re hockey team ku wish kariparileni
@sushilkumarmohanty9962
@sushilkumarmohanty9962 16 дней назад
Party loka nka bhitare khojile quality kuade miliba
@kalpatarusahoo8707
@kalpatarusahoo8707 Месяц назад
If the knowledge has not been there then how all are studied in odisha getting job outside and take odisha higher..if you are not studied well then others are joke..it's rudiculous
@uttamsahani4675
@uttamsahani4675 Месяц назад
Jia nije hogya nuhne, sia sabu bele nijaku bahuta gyani bhane au samastanku agogya bhane. Odia loka puni P M office re karuchhanti. Rbi governor puni odia. Eai nijaku birat gyani bhabuchhi
@lingarajpatel3782
@lingarajpatel3782 Месяц назад
Recrutment kariba .60 mark anithiba pila paibanahi .kintu kota pai 3 mark anithiba pila service paiba .tebe quality educaton kipari miliba ba quality work kipari asha kariba.pathapadare pura puri sahaya karantu.atleastservice re merit anusare service diantu.tabe jai quality asha karibe.
@rajendraram7418
@rajendraram7418 Месяц назад
Bhala CM Madhya Odishare nahanti.Dekhi padhibe.
@amitmk403
@amitmk403 29 дней назад
ମାଗିଆ ମୋହନ ତୁ କେତେ ଜାଣିଛୁ ବେ କଥା କହି ଜାଣିନି ବେଶୀ କଥା କହୁଛି ନିଜ ତ ଜାଣିନି
@rabinarayanmohapatra4733
@rabinarayanmohapatra4733 Месяц назад
Cm sir purasmart. C.M.pura jogya au tankara sabu jogya ru adhik.
@privateranjanbehera2227
@privateranjanbehera2227 19 дней назад
ମୁଖ୍ୟ ମନ୍ତ୍ରୀ କେତେ ଯୋଗ୍ୟ ଜଣା ଅଛି😅
@privateranjanbehera2227
@privateranjanbehera2227 20 дней назад
ମୁଖ୍ୟ ମନ୍ତ୍ରୀ କେତେ ଯୋଗ୍ୟ ଅଛନ୍ତି
@suparfonyfamily
@suparfonyfamily 22 дня назад
Banjha କି ବୁଝିବ ,,,,,,,ଶିକ୍ଷିତ କଣ ମା ପେଟରୁ ଆସନ୍ତି କି,,ଏଇ ସମାଜ ରେ ଶିକ୍ଷା ଯାହା ଦିଆ ଯାଏ ,ତାକୁ ଲୋକେ ଗ୍ରହଣ କରନ୍ତି ,delhi ଭଳି ସ୍କୁଲ clg କର,sc, St,obc, ଙ୍କୁ ତାଙ୍କ reservation ଦିଅ openly,gst clear କର,କଥା ବଡ଼ tax payer boli ଚିନ୍ତା କରି କହ ମୁର୍ଖ ଭଳି ବୟାନ ବାଜି କରନା
@santoshsenapati1447
@santoshsenapati1447 Месяц назад
Kandha maghia ku bapa R banda jana
@Su-wq4wc
@Su-wq4wc Месяц назад
Gujurati janibe sabu 😂😂😂
@ljmahapatra9881
@ljmahapatra9881 21 день назад
ତାହେଲେ ବିଦେଶ ରୁ ଲୋକ ଆଣନ୍ତୁ ଓଡିଶା ଲୋକେ ପୋଖରୀରେ ବୁଡି ଯାଉଛୁ
@sudamcharanprusty
@sudamcharanprusty 29 дней назад
ଭାର ତର ତିରିଶ ନମ୍ବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
@GolakhaPatra
@GolakhaPatra 13 дней назад
Nijakutakichhijananaibhapakuadupsiba
@privateranjanbehera2227
@privateranjanbehera2227 19 дней назад
ମୁଖ୍ୟ ମନ୍ତ୍ରୀ କେତେ ଯୋଗ୍ୟ କି😅
@bipin552
@bipin552 Месяц назад
Nije murkh boli kn sabu murkha na kn ମୁର୍ଖମନ୍ତ୍ରୀ
@ganeshpari5201
@ganeshpari5201 21 день назад
High school re computer dele hele teacher nahi ,kauthire teacher achhanti to class hauni ,school ku tike dekhiba katha ajikalira student 8th class re thibe hele nija naa lekhiparunathibe
@privateranjanbehera2227
@privateranjanbehera2227 20 дней назад
ମୁଖ୍ୟ ମନ୍ତ୍ରୀ କେତେ ଯୋଗ୍ୟ
@kamallochannayak9660
@kamallochannayak9660 Месяц назад
Dhik CM ,Next BJP Shesh .
@dhukhisyammohanty4120
@dhukhisyammohanty4120 29 дней назад
ପିଲା ଯଦି ଲାଞ୍ଚ ଦେଇ ଚାକିରୀ କରିବେ ତାହା ହେଲେ ଏହି ପ୍ରକାରର ଅସୁବିଧା ଭୋଗିବାକୁ ପଡ଼ିବ। ସଠିକ୍ ବାଟରେ ପରିଶ୍ରମ କରିଥିବା ପିଲାଟି ଚାକିରୀ ପାଇଲେ । ସେ ସବୁ କାମ ଠିକ୍ ଭାବରେ ତୁଲାଇ ପାରିବ। ସେଥିପାଇଁ ଏହି ମୋହନ ସରକାର ଙ୍କୁ ଏତିକି ଅନୁରୋଧ ଚାକିରୀ ଯେତ୍ର ରେ ପିଲା ବାଛିବା ସମୟ ରେ ଲାଞ୍ଚ କାରବାର ନ ହେଉ । ଠିକ୍ କାମ ଜାଣିଥିବା ପିଲାଙ୍କୁ ବାଛି କି ନିଯୁକ୍ତି ଦିଅନ୍ତୁ। ନ ହେଲେ ବାର ବାର ଏହି ପ୍ରକାରର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ।।।।
@SukantaRout-xw5dx
@SukantaRout-xw5dx 29 дней назад
Chakiri kadhiki deakha
@gbabusaheb123
@gbabusaheb123 13 дней назад
ଗାଁ ଗାଁ ବୁଲିକି ଖାଯୁଛନ୍ତି ବୋଧେ ଏ ମୁଖ୍ୟ ମନ୍ତ୍ରୀ ନୁହେଁ ମୂର୍ଖ ଟିଏ 😂😂😂
@DevrajPatriOdia
@DevrajPatriOdia 22 дня назад
Exam Kariba pain Online re Notification bahar Karantu .
@santoshkumardash3543
@santoshkumardash3543 Месяц назад
ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି।
@balarambhoi1185
@balarambhoi1185 29 дней назад
Jiea ajogya se samastanku ajogya bhabanti.
Далее
Поплатился за подлые удары!
01:00
A good education system requires good teachers.
7:37
Просмотров 122 тыс.
Поплатился за подлые удары!
01:00