Тёмный

MEDICAL PHERANTA PARALISIS ROGINKU BHALA KALE NARADEHI MAA BANADURGA 

MALIKA SANDHANA
Подписаться 17 тыс.
Просмотров 287 тыс.
50% 1

jay#kanaknews #malika #bhakti #jagannath #jaishreeram #kalingatv #knews #manjari #otv #nandighoshatv #kanaknews #shortvideo #shortsviral #shortsyoutube #shorts #short #shortfeed #share #shots #odianews #odiacomedy #odisha #odia #odishanews #odiasong #odiastatus #odiashorts #sandhana #maa #maadurga #mahadev #mahavir #mahakal #mahabharat

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 276   
@amarmoharana875
@amarmoharana875 7 месяцев назад
ମାଆ ବନଦୂର୍ଗା,ତୋ ପାଦ ତଳେ କୋଟି କୋଟି ପ୍ରଣାମ।ମୋତେ ଏମିତି ରୋଗ ଦେଇଛୁ ଯେ,ମୁଁ ବେସାହାରା ହୋଇଯାଇଛି । କେବେ ତୋ ଦୟା ହେଲେ ତୋ ପୀଠକୁ ଯିବି ।ମୋତେ ସେ ଦିନ ବାର ମାସ ଓ ତାରିଖ ଜଣାଇଲେ ମୁଁ ଖୁସି ହୁଅନ୍ତି ।
@yrklifestyle8522
@yrklifestyle8522 6 месяцев назад
ଭଣ୍ଡ ମାତା
@santoshkumarnayak2062
@santoshkumarnayak2062 Год назад
ବିଶ୍ଵାସ ମୂଳେ ଭଗବାନ। ସେଇ କରୁଣାମୟୀ ମା ବନ ଦୂର୍ଗା ମା'ଙ୍କ ପାଦଦେଶରେ ଶରଣାପନ୍ନ। ମୋର ସବୁ ଦୁଃଖ ଦୂର କରିଦିଅ ମା। ଜୟ ମା ବନ ଦୂର୍ଗା ମା ଙ୍କ ର ଜୟ। ହରିବୋଲ ହରିବୋଲ ହରିବୋଲ ।
@kailashkumar5338
@kailashkumar5338 Год назад
ବିଶ୍ୱାସ ମୂଳେ ଭଗବାନ but ମଣିଷ ଭଗବାନ ନୁହେଁ 😅
@kailashkumar5338
@kailashkumar5338 Год назад
ଇଏ ତ ପାଲା ଗାୟିକା ଭଳିଆ ଲାଗୁଚି 😅
@MmmmOoo-i5c
@MmmmOoo-i5c 9 месяцев назад
​@@kailashkumar5338ea mai ki andira kahil 😅😂😅 mun daut re achhi
@KunaKar-i5j
@KunaKar-i5j 4 месяца назад
Right
@anushreenaik7585
@anushreenaik7585 Месяц назад
କେତେ ମୁନିଋଷି ଜପତପ କରୁଛନ୍ତି.. ୟା ଦେହରେ ମା ଆବିର୍ଭାବ ହେଇଛନ୍ତି ମାନେ ତ ତାହେଲେ ମୁନିଋଷି ବାବା ମାନେ ଦୌଡ଼ି ଆସନ୍ତେ ୟାକୁ ଦେଖିବାକୁ 😂😂😂ୟାର ଯଦି ଐଶରିକ ଶକ୍ତି ଅଛି ତାହେଲେ ତ ଏ ଦୁନିଆରେ ଯେତେ ପାପ ହେଉଛି ତାହା ଆଉ ହେଉ ନ ଥାନ୍ତା ... ଖାଲି ନୀରିହ ମଣିଷ ମାନେ ଆସୁଛନ୍ତି ୟା ପାଖକୁ 😂😂 କାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଆସୁନାହାନ୍ତି ତ ,, ସେମାନେ ଯଦି ଆସନ୍ତେ ୟାକୁ ମାଆ ବୋଲି ସାରା ଦେଶରେ ଘୋଷିତ କରି ଦିଅନ୍ତେ,,, ମୂର୍ଖ ମାନେ ୟାର ପାଖକୁ ଆସୁଛନ୍ତି
@rashmiranimohanty1869
@rashmiranimohanty1869 День назад
Jay maa banadurga🙏🙏🙏maa dukha haran kara maa😢😢😢
@nareshnaresh3258
@nareshnaresh3258 Год назад
ଅନ୍ଧ ମଣିଷ, କାହଁକି ଏମିତି ହେଉଛ ରେ,
@meera.patra_
@meera.patra_ Год назад
You are right friends
@dhananjayabal6820
@dhananjayabal6820 6 месяцев назад
Chitralaya ru asichi na kn
@AdityaPatra-ru2zd
@AdityaPatra-ru2zd Месяц назад
Jay maa banadurga apananka pada Padma re Kati Kati namaskaar 🎉
@malikabichhara8835
@malikabichhara8835 Год назад
ମାଳିକା ସନ୍ଧାନ ଟିକେ ମା କୁ ଆମ ବିଷୟରେ ପଚାରି ବୁଝନ୍ତୁ ଆମ ପଖ୍ୟା ଘାତ କେତେ ଦିନ ରେ ସୁସ୍ଥ ହୋଇ ପାରିବ। ହରି ବୋଲ। ଓଁ ପରଂବ୍ରହ୍ମ ଶ୍ରୀଗୁରୁ ଅଚ୍ୟୁତ ଶରଣ ହରି ଓଁ
@lochankarji7308
@lochankarji7308 Год назад
ହେ ମା ମୁଁ ଆପଣଙ୍କ ଉତ୍ତର ଅପେକ୍ଷାରେ.....
@kunjalatajena3196
@kunjalatajena3196 6 дней назад
କୋଉ ସମସ୍ୟାରେ ପଡ଼ିଛନ୍ତି ସେଇଟା ମା କହିପାରୁ ନାହାନ୍ତି ଖାଲି କହୁଛନ୍ତି ସମସ୍ୟାରେ ପଡ଼ିଛନ୍ତି ସେଇଟା କହି ପାରୁନାହାଁନ୍ତି।
@p.sentertainment.4604
@p.sentertainment.4604 10 месяцев назад
କେତେଜଣ ସଫଳ ହେଉଛନ୍ତି ସେମାନଙ୍କ ଭିଡ଼ିଓ ଟିକେ ପକେଇଲେ ଭଲ ହୁଅନ୍ତା
@munnabehera7367
@munnabehera7367 Год назад
ଅନ୍ଧ ଦେଶରେ ଦର୍ପଣ ବିକା..... ଉତ୍ତର କିଏ ଜାଣିଛ କମେଣ୍ଟ କର
@villagestyleboysubash
@villagestyleboysubash Год назад
ମୁର୍ଖ ଙ୍କ ଆଗରେ ଜ୍ଞାନ କହିବା
@MaheshPolei
@MaheshPolei Год назад
Kaalaa aagare mulaa chobeibaa
@beehappybeehappy2686
@beehappybeehappy2686 23 дня назад
Daya Kari emiti kuhantu ni karana jadi bhala katha kahi paruna maa nku tahale kharap bi kahiba adhikar nahi pilz maa bana Durga nku emiti kuhantu ni satare maa achi lo maaa lo mo mana re jaha achi purana hau lo maaa 🙏🙏🙏🙏😭🙏😭🙏🙏🙏🙏🙏😭🙏😭🙏
@NituSahoo-ly5fz
@NituSahoo-ly5fz 21 день назад
Jay ma bandugra ma mo Swami jhia pichare padiki mote gali mada deouchanti ma mo katha tike bujama
@manikyasahu7009
@manikyasahu7009 Год назад
Jay ma mangala
@SagarNayak-xp4hq
@SagarNayak-xp4hq Год назад
ସାରଳା ଦେବିଜେ କାଳୀକା ରୂପରେ ହୋଇଥିବସେ ବାହାର ଭକତ ପରୀକ୍ଷା ଆରମ୍ଭ କରିବ କଳିଆବୋଦା ଠାବର। ନଜାଣିବେ ଜ୍ଞାନୀ ନ ଚିହ୍ନିବେ ମୁନି। ନାରୀ ରୂପେ ରହିଥିବ ଜୟ ମା ବନଦେବୀ ମା ମଙ୍ଗଳା ମଣ୍ଡଳେ ବିଶ୍ରାମ ସ୍ଥଳରେ ଗୁପ୍ତ ଲୀଳା ମାନ ପ୍ରକାଶିବ
@rajeshnayak5236
@rajeshnayak5236 Год назад
ATI Sundar mantyb
@gyanendrapallur1625
@gyanendrapallur1625 3 месяца назад
Jay maa bana durga 🙏🙏🙏🙏🙏
@sumantanayak30
@sumantanayak30 Год назад
Jay maa bana durga
@maagojobayani9455
@maagojobayani9455 Год назад
ଜୟ ମା ଗୋଜବାୟାଣୀ ❤🙏
@kabitapradhan7261
@kabitapradhan7261 Год назад
Mu maa pakhaku jaiparuni.sandhana channel tk maa nka pakharu pachari bujhantu mora santana kebe heba
@kshitishkumarjena8987
@kshitishkumarjena8987 Год назад
Jay maa gojabyani ...Jay maa mangala...please bless us maa...luv u maa....
@satyabratanayak6044
@satyabratanayak6044 Год назад
କୋଉ ଭଗବାନ microphone ରେ ହୁକୁମ ଦେଲେଣି ଭଗବାନଙ୍କ ନାମ ନେଇକି ଏମିତି କରନି ଲୋକ ମାନଙ୍କୁ ଠକନି ମା ବନଦୁର୍ଗା ଏମିତିକା ନୁହଁ ଯେମିତି ତମେ ମାନେ ହଉଛ ।ମା କେବେ ବି ଏ ଅନ୍ୟାୟ ସହିବନି 🙏🙏🙏
@ManojMahapatra-j4n
@ManojMahapatra-j4n Год назад
ଟଙ୍କା ଲୋଭି ମଣିଷ ଯିଏ ମାଙ୍କ ନାମ ରେ ବେପାର କରୁଛି ଆଉ ତାକୁ ସାହାର୍ଯ୍ୟ କରିବା ପାଇଁ ତାର ପଇସା ଖିଆ ଲୋକ ବହୁତ୍ ଅଛନ୍ତି ମୁ ନିଜେ 3 ଥର ଯାଇକି ଜାଣିଚି ମୁଁ ଗୁଟଖା ମଦ କିଛି ବି ଖାଏନି କିନ୍ତୁ ମୋ ପେଟ ଯନ୍ତ୍ରଣା ଥିଲା ଆଉ ମୋ ଘର ଅସୁବିଧା ଥିଲା ଏ ମାଆ କହିଲା ମୁ ମଦ ଗୁଟଖା ଗଞ୍ଜେଇ ଖାଉଛି ଆଉ ମୋର ଘରେ ବହୁତ୍ ଅସୁବିଧା ଅଛି ସଲା ସବୁ ମିଛ କହୁଚି ମୋତେ କହୁଥିଲା ବରଣୀ ପାଇଁ ମୋତେ ବରଣ କରୀକି ତୋ ଘରକୁ ନେ ମୁ ତୋର ସବୁ ଠିକ୍ କରିଦେବି ନିଜ ଘର ଠିକ୍ ନାହିଁ ପଇସା ପାଇ ତା ବାପା ଭାଇ ସେ ପୀଠ ରେ ପିଟା ମରା ହଉଛନ୍ତି ସେମାନେ ଅନ୍ୟଘର କଣ ଠିକ୍ କରିବେ
@banamalisasmal8171
@banamalisasmal8171 Год назад
Bhai nirata Sathya ama lokamane ki prakar maa banadurga kana tankara chakar prasasanku Anuradha sabu prahasana Banda karantu.dakatarakhana uthijiba.
@pushpanjalipushpa2206
@pushpanjalipushpa2206 Год назад
Tu maribu mu janici sabu lok vhal hauchanti
@maheshbehera1320
@maheshbehera1320 Год назад
​@@ManojMahapatra-j4nBhai A Sabu Tantra Sadhana.....
@AjSmileNandu123
@AjSmileNandu123 9 месяцев назад
​@@ManojMahapatra-j4nsotore jaithile apana se banadurga nko Village kouthi kohibeki tike
@dushasanbiswal4283
@dushasanbiswal4283 2 дня назад
ଆରେ ଭାଇ ମନେ କଣ ତୁମ ଜାଣି ପାରୁନ ଏ ମା ଙ୍କ ନାରେ କି ନାଟକ କରୁଛି
@Rudraprakash620
@Rudraprakash620 11 месяцев назад
Jay maa bana Durga 🙏
@bharatibehera143
@bharatibehera143 2 дня назад
Kou jagare maa achanti. Ad plz
@Chiranjibinayak-cu9dp
@Chiranjibinayak-cu9dp 9 дней назад
Jay maa ❤❤🙏🙏🙏🌺🌺🌺
@SukantChandu
@SukantChandu Год назад
ଜୟ,ମା❤
@RajeshDalai-b2y
@RajeshDalai-b2y Месяц назад
ଜୟ ମା🙏🙏ବନଦୂର୍ଗା🙏🙏
@LenimohantyLenimohanty
@LenimohantyLenimohanty 8 месяцев назад
ମା ଲୋ ମୁଁ କେମିତି ତୋର ସହିତ ସଂଯୋଗ ସ୍ଥାପନ କରି ପାରିବି ଜଣା। 🙏🙏🌹🌹
@alokchakra5984
@alokchakra5984 7 месяцев назад
ଜୟ 🙏ମା ଭବାନୀ... ବନଦୁର୍ଗା ଙ୍କର.... କିନ୍ତୁ ଆପଣଙ୍କ ମନ୍ତବ୍ୟ ଜଣେ ସାଧାରଣ ମନୁଷ୍ୟ ଭଳି. ମାନୁଛି ମା ଙ୍କର କିଛି ଶକ୍ତି ଆପଣଙ୍କ ସହିତ ମାନବ ଶରୀରରେ ଅଛି. କିନ୍ତୁ ମା ଙ୍କ ନା ରେ ଏସବୁ ପ୍ରହଚନ କରନ୍ତୁ ନାହିଁ. ଅନ୍ୟାୟ, ମିଥ୍ୟା ପ୍ରବଚନ ବନ୍ଦ କରନ୍ତୁ.
@RameshMahalik-n7p
@RameshMahalik-n7p Год назад
ଜୟ ମା ମଙ୍ଗଳା🌺🌺🌺🙏🏼🙏🙏
@MahadevSwain-r8w
@MahadevSwain-r8w Месяц назад
ଜୟ ମାଁ
@kshirasagar5460
@kshirasagar5460 9 месяцев назад
Om Easta Devi Adishakti Maa Bana Durgayei Namah .🙏🙏🙏🙏🙏.
@jyotsnaswain8468
@jyotsnaswain8468 8 месяцев назад
Jai maa mangala❤❤❤
@LaxmipriyaJena-jq1yq
@LaxmipriyaJena-jq1yq Месяц назад
Jaymaajaybandruga
@alokchakra5984
@alokchakra5984 7 месяцев назад
ମା ଙ୍କୁ କଣ ଗରମ ଲାଗୁଚି.... ପଛରୁ ବିଞ୍ଚଣା ରେ ବିଂଚୁଛ
@bikanmobilemobile6032
@bikanmobilemobile6032 Месяц назад
Jay maa banadurgaa🌺🌺🌺🌺🌺🙏🙏🙏🙏🙏
@user-qs8gy7uy9t
@user-qs8gy7uy9t Месяц назад
Puri JAGANNATH DHAM re JAGANNATH nku dukha Jana a Apri andha biswas thu durei ruhantu Maa tume sabu bichar kariba... Athi Kan chalichi.. 😢he jagannatha Ahar bichar kar.. Maa🙏
@archananath8656
@archananath8656 6 месяцев назад
Jay maa ❤️🙏
@harapriyamalik7198
@harapriyamalik7198 7 месяцев назад
maa mo dukha suna mor job houni ajijae ghare basirahuchi aau chinta mor dura houni kete ninda sunibire mo dukha kebe saribalo maa banadurga mote krupakarantnu maa
@bharatikumbhar8279
@bharatikumbhar8279 Год назад
Jye maa bandurga
@kailashkumar5338
@kailashkumar5338 Год назад
କଣ ହେଇଗଲେ ଇଏ କଳିଯୁଗ ମଣିଷ 😅
@rakeshtripathy5598
@rakeshtripathy5598 Год назад
ବେପାର😂😂❤❤❤
@gitanjalibehera3024
@gitanjalibehera3024 15 дней назад
Jay maa 🙏🙏🙏🙏
@tikikumari9742
@tikikumari9742 Год назад
Maa tame juge juge maa hele tame Bhakta manuku nijara Parichay sabu bele kanpayi daucha Bhakta Kan Jani nahanti ki maa Bali na kahaku bishwas heyni je kahucha🙏🙏🙏
@swarnalinjena581
@swarnalinjena581 8 месяцев назад
Jay maa Mangala maa mo manakamana Purna kare maa
@sunilkumarnayak1011
@sunilkumarnayak1011 4 дня назад
ଏଟା କଉଠି କଉ ଜାଗା
@gurumohanty8208
@gurumohanty8208 Год назад
Maa aau bidi piunahanti😂
@anitasubhadarshini7861
@anitasubhadarshini7861 Год назад
ଜୟ ମା ମଙ୍ଗଳା 🙏
@bhagabanbehera6110
@bhagabanbehera6110 Год назад
JaMADHAGA. BHAGABAN
@gulshankumarofficial1595
@gulshankumarofficial1595 8 месяцев назад
Educations is very important
@asteen69
@asteen69 6 месяцев назад
❤❤❤right bro
@ranjanrout6378
@ranjanrout6378 Год назад
Jay Maa Mangala🌺🌺🌺🌺🌺
@gruhini8423
@gruhini8423 7 месяцев назад
ମାଆ
@SMaharana-y7z
@SMaharana-y7z Месяц назад
ଜୟ ମାଁ ବନ ଦୁର୍ଗା ମୋ ପାଇଁ କିଛି ବି ଚମତ୍କାର କର ମାଁ ଲୋ
@payalpradhan3611
@payalpradhan3611 25 дней назад
jay maa
@Manassahu675
@Manassahu675 6 месяцев назад
ଏ ଗେହୀ କି ମୁଁ ଯାନିଜି ଏ ଗୋଟେ ପାଗଳ ଡ଼ା ଇଆକୁ 5 ଟା କୁକୁର ଗାଣ୍ଡୀ ମାରିଛନ୍ତି
@manasranjandehuri6321
@manasranjandehuri6321 Год назад
Maa mo puaku bhala kari dia maa
@mamalisahoo3976
@mamalisahoo3976 Год назад
Mitu Bhai bhagaban nku darantu tk Kou Durga maa Lipstick lagei asanti vakta mana nka pakhaku
@upendramajhi2373
@upendramajhi2373 2 месяца назад
Jay maa bana Durga mudabyata kamibat upao kuontu
@SudhirNayak-b8g
@SudhirNayak-b8g 10 месяцев назад
Jaya ma bana duruga
@KunaKar-i5j
@KunaKar-i5j 4 месяца назад
Marana kala bipari tabudhu jou mane maa kara nida karu chante samane bohuto bhogiba jay maa bana duruga🙏🙏
@SasmitaMohanty-n1b
@SasmitaMohanty-n1b 6 месяцев назад
Jay maa
@trustworthy-guy6408
@trustworthy-guy6408 9 месяцев назад
ପାରାଲିସିସ୍ ରୋଗୀ ଉଠିପଡି ଦଉଡିଥିବେ 😂
@abinashtarania2268
@abinashtarania2268 6 месяцев назад
😂
@RameshKumar-iy6vg
@RameshKumar-iy6vg 11 месяцев назад
Jay maa Bana Durga ❤❤❤❤❤❤❤❤❤❤❤❤
@jitbabadas9008
@jitbabadas9008 5 месяцев назад
Jay Maa Tadi 🙏🙏🙏
@RamchandarMalik-y4j
@RamchandarMalik-y4j 6 месяцев назад
Maa ethi jou jaga pain sahi loko patitunda houchhanti sei samasyara sama dhana habakinai maa
@SMaharana-y7z
@SMaharana-y7z Месяц назад
ଜୟ ମାଁ ବନ ଦୁର୍ଗା ମୋ ଇଛା ପୁରଣ କରିଦିଅ ମାଁ ଲୋ କିଛି ବି ଚମତ୍କାର କର ମାଁ ଲୋ 😂😂😂😂😂
@utkaladas4930
@utkaladas4930 Месяц назад
Maa Mo jhia deho bhalo Kari diamaa
@kbGamer-p8y
@kbGamer-p8y Месяц назад
Jay maa banadug 🙏🌺🌿
@KabitaKabita-g3r
@KabitaKabita-g3r 9 месяцев назад
Jay maa bana drugaa
@ajaysamal1195
@ajaysamal1195 9 месяцев назад
Jay maa Duruga🙏🙏🙏🙏🙏🙏
@ManguluNaik-nf1sj
@ManguluNaik-nf1sj 9 месяцев назад
Righte maa Mangala
@surendrabate7993
@surendrabate7993 5 месяцев назад
Jai Maa
@payalpradhan3611
@payalpradhan3611 25 дней назад
Kou jaga
@alokchakra5984
@alokchakra5984 7 месяцев назад
ବିନାଶ କାଳେ ବିପରୀତ ବୁଦ୍ଧି...... ଦେବି ଦେବତା ଙ୍କୁ ନାମାନିବେ ନର.... ନିଜକୁ ବୋଲଇବେ ସ୍ୱଙ୍ଗ ଇଶ୍ୱର.... କଳି କାଳ.....
@Styles-siba-07
@Styles-siba-07 7 месяцев назад
Maa bana druga maa mo pati bhala karidi maa mo pati bhala Kari dele Tate mu gote sadhi debi lo maa🙏🙏🙏🥹
@mitanjalilaha7011
@mitanjalilaha7011 Год назад
Se lady kahile to jaga re ଅସ୍ଥି ଶଲ୍ୟ ରହିଛି ମୁଁ ଏତେ ହସିଲି 😂😂😂😂😂
@dp_creation_1968
@dp_creation_1968 Год назад
Se kinner ta😁
@sabitapradhan-cu3ku
@sabitapradhan-cu3ku 7 месяцев назад
Maa maa maa
@minatisahoo3811
@minatisahoo3811 9 месяцев назад
Jai maa BanaDurga❤
@Archanasingh-hn8bx
@Archanasingh-hn8bx 7 месяцев назад
Maa mo deho moroprablem,salf koro ma mu bahuto dukhi doya koro ma
@taniyapatra4932
@taniyapatra4932 9 месяцев назад
Maa next in chaudar Jail
@NalinibeheraRitu-ye3ej
@NalinibeheraRitu-ye3ej Год назад
Jay maa banadrugaa
@babitaswainbabitaswain732
@babitaswainbabitaswain732 5 дней назад
Maa mora barambara miscarriage hauchi mora gote jhia achhi mu chahuchi gote pua maa mu kn karibi mote upaya kuha maa
@SoubhagyaRanjanPradhan-tj9zf
@SoubhagyaRanjanPradhan-tj9zf Месяц назад
Maa 🙏🙏🙏
@santilatabehera2412
@santilatabehera2412 9 месяцев назад
Ma🙏🙏🙏🙏🌺🌺🌺🌺
@shreyansishortvideo4147
@shreyansishortvideo4147 Год назад
Jaya maa mangala
@BipinOdiaVlogs
@BipinOdiaVlogs 6 месяцев назад
ହଁ ମୁ ଯିବି ତ ପାଖକୁ ତତେ ଗୁଟେ ଗୁପ୍ତ ଗୀତା ଜ୍ଞାନ ଦେବି ନବୁ
@dillipdhal2227
@dillipdhal2227 26 дней назад
😭🙏🏿🙏🏿🙏🏿
@rajeshgochhayat7218
@rajeshgochhayat7218 9 месяцев назад
Jai mata di
@rajatranjandas4546
@rajatranjandas4546 Год назад
Kn sarathi
@padminiparida9739
@padminiparida9739 6 месяцев назад
Maa achhanti thiki hele mu bujhiparuni jouthi Amiti thakura laguchhanti samaste amiti aee katha samastaku kahuchhanti
@damayantinani6360
@damayantinani6360 4 месяца назад
Jay ma durga 🕉️🪔🙏🙏😭
@ranidhania3511
@ranidhania3511 Год назад
Maa tame ta jane maa aou pachharucha kn gram devi nka naa kn boli
@dnaikdnaik4768
@dnaikdnaik4768 11 месяцев назад
Jay Maa mangala
@rahulvlogs246
@rahulvlogs246 8 месяцев назад
Kou jaga
@mahendrabehera6972
@mahendrabehera6972 Год назад
Tora sabu thike achi ta
@LaxmiBehera-z6t
@LaxmiBehera-z6t 3 месяца назад
Place kn kauri achi?
@bhajanmajhi2636
@bhajanmajhi2636 11 дней назад
Maa nka sahita online re Katha hei paranti ki
@Iswarpanda-96
@Iswarpanda-96 9 месяцев назад
Bhai location📍 kouthi a jaga kouthi
@gurumohanty8208
@gurumohanty8208 Год назад
Bhanda😂😅😊
@anjalisahoo683
@anjalisahoo683 6 месяцев назад
🙏🙏🙏
@BabuRout-so3su
@BabuRout-so3su 8 месяцев назад
Maa pranam more anthu binduci Tara upakar kuhantu
@SaisankarSethy
@SaisankarSethy 2 дня назад
Koutui aeta
@PriyadarshiniSahoo2004
@PriyadarshiniSahoo2004 5 месяцев назад
Emiti hele sansara dukha au rahibani 😅 purthibi pura suna heijiba ama district bi asantu tanku anantu 😅
@anushreenaik7585
@anushreenaik7585 Месяц назад
କେତେ ମୁନିଋଷି ଜପତପ କରୁଛନ୍ତି.. ୟା ଦେହରେ ମା ଆବିର୍ଭାବ ହେଇଛନ୍ତି ମାନେ ତ ତାହେଲେ ମୁନିଋଷି ବାବା ମାନେ ଦୌଡ଼ି ଆସନ୍ତେ ୟାକୁ ଦେଖିବାକୁ 😂😂😂ୟାର ଯଦି ଐଶରିକ ଶକ୍ତି ଅଛି ତାହେଲେ ତ ଏ ଦୁନିଆରେ ଯେତେ ପାପ ହେଉଛି ତାହା ଆଉ ହେଉ ନ ଥାନ୍ତା ... ଖାଲି ନୀରିହ ମଣିଷ ମାନେ ଆସୁଛନ୍ତି ୟା ପାଖକୁ 😂😂 କାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଆସୁନାହାନ୍ତି ତ ,, ସେମାନେ ଯଦି ଆସନ୍ତେ ୟାକୁ ମାଆ ବୋଲି ସାରା ଦେଶରେ ଘୋଷିତ କରି ଦିଅନ୍ତେ,,, ମୂର୍ଖ ମାନେ ୟାର ପାଖକୁ ଆସୁଛନ୍ତି
Далее
Maa Santoshi Pitha | Nimapada, Puri | Satya Bhanja
8:36