Тёмный

Minister Suryabanshi Suraj On E-KYC For Ration Cards | No Fixed Deadline Announced | Details 

Kanak News
Подписаться 8 млн
Просмотров 374 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews #SuryabanshiSuraj #E-KYC #RationCard

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 174   
@nirakardas8279
@nirakardas8279 23 дня назад
ଯେଉଁ ମାନେ ବାହାର ରାଜ୍ୟରେ ଅଛନ୍ତି, ସେମାନଙ୍କ ପାଇଁ କଣ କରା ଯାଇ ପାରିବ, ଜଣେଇଲେ ଆମେ ଉପକୃତ ହେବୁ,
@gangadhardas980
@gangadhardas980 23 дня назад
Hm bhai sei katha
@jaymuduli4583
@jaymuduli4583 18 дней назад
ଯେତେ ବେଳେ ଯିବ ସେତେ ବେଳେ କରିବ
@BisumurmuBisumurmu
@BisumurmuBisumurmu 15 дней назад
Current dio
@debashispradhan2709
@debashispradhan2709 15 дней назад
​@@jaymuduli4583Jebe asibe sebe karibe je kintu rasana miliba ki nahi kyc na Kariba parjanta
@makarsenapati1213
@makarsenapati1213 23 дня назад
ସୁରଜ୍ ସୂର୍ଯ୍ୟ ବନ୍ଶୀ ଏକଥା କହୁଛି ଖାଦ୍ୟ ଯୋଗାଣ ମନ୍ତ୍ରୀ କଣ ଘରେ ଉଷୁମ୍ ଖାଉଛି
@pklovecreation6513
@pklovecreation6513 22 дня назад
Anda douchi Bhai 😆😆😆
@kshetrabasisahu3310
@kshetrabasisahu3310 11 дней назад
ଯାହା ବି କରାଉଛ କର, officer ମାନେ ଘର ଘର ବୁଲି କରନ୍ତୁ, ନହେଲେ ଏମିତି ଲୋକଙ୍କୁ ହଇରାଣ କଲେ ଆଗାମି ନିର୍ବାଚନରେ ଗୋଟିଏ ବି ସିଟ ପାଇବା ପାଇଁ ତମକୁ ବି ହଇରାଣ ହେବାକୁ ପଡିବ....
@chaitanyachhatria3179
@chaitanyachhatria3179 23 дня назад
ଯୋଉ ହିତାଧିକାରୀ ରାସନ କାର୍ଡ ଅନଲାଇନ କରିଛନ୍ତି ଯଥାଶୀଘ୍ର ଦିଅନ୍ତୁ
@prasantapattanaik862
@prasantapattanaik862 23 дня назад
ନିଜେ କୋଟି କୋଟି ଟଂକା ଖାଇ ଯାଉଛ। ଲୋକଙ୍କୁ ଇ କେ ୱଆଇସି କରଉଛ।ଲାଜ ମାଡୁନି ଅଲାଜୁକ ଅପାରଗ ଦଳ?
@jk.satapathy
@jk.satapathy 22 дня назад
ଯେଉଁ ପରିବାର ଲୋକ ରାଜ୍ୟ ବାହାରେ କାମ କରୁଛନ୍ତି ସେମାନେ ମାସେ ଦୁଇମାସ ରେ ଯିବା ସମ୍ଭବ ନୁହଁ କାରଣ ପୁର୍ବରୁ ଭୋଟିଂ ପାଇଁ ଛୁଟି ନେଇଥିଲୁ
@BikramBag-r4r
@BikramBag-r4r 22 дня назад
ମୋବଇଲ ଆପ ରେ ekyc ହେଲେ ଭଲ ହୁଅନ୍ତା... ଆଧାର ଆଉଥଏଣ୍ଟ କେସନ ଦ୍ଵାରା
@RomanticSatya3
@RomanticSatya3 23 дня назад
Good step ଆମେ ଦାଦନ ଥିଲୁ ❤️
@Samrat_CAK
@Samrat_CAK 23 дня назад
Tama ration Kia khauchi
@Global-uj7oh
@Global-uj7oh 23 дня назад
Right
@niharranjan8937
@niharranjan8937 14 дней назад
To bapa​@@Samrat_CAK
@pravatkumarnayak3688
@pravatkumarnayak3688 14 дней назад
Eka samaya re rasan card ekyc , Subhadra yojana apply , bank account mobile link , adhar mobile link , kintu janaseva kendra re server down. Agyan kichi samaya ra byabadhan na Kari lokanku hairan kariba uchit ki ??
@benudharcreations8464
@benudharcreations8464 23 дня назад
ତେବେ ସମୟ ସୀମା 25 ସେପ୍ଟେମ୍ବର ବୋଲି କାହିଁକି ରଖାଯାଇଛି
@gangadhardas980
@gangadhardas980 23 дня назад
Fake notice bhai... Semiti deadline diajaini
@laxmanbhai8760
@laxmanbhai8760 19 дней назад
ଦାଦନ ଖଟିବାକୁ ଯାଉଥିବା ଲୋକ କେମିତି କରିବେ
@NibeditaMohanty-en5zb
@NibeditaMohanty-en5zb 23 дня назад
ଯାଉ ମାନେ ଇଣ୍ଡିଆ ବାହାରେ ଅଛନ୍ତି ସେମାନଙ୍କ ପାଇଁ କିଛି କରାଯାଉ
@officialsusanta
@officialsusanta 21 день назад
😄😄
@MechanicalGyan-l9l
@MechanicalGyan-l9l 19 дней назад
Right mu bi bahare achhi friend
@sibukumar6632
@sibukumar6632 23 дня назад
ଅଶୋକ ଦାସ ଝିନ୍ଦାବାଜ
@g_kumar111
@g_kumar111 18 дней назад
ଆଜ୍ଞା ବହୁତ୍ ହଇରାଣ ହେଇକି ଏବେ ଆସିଚୁ କେରଳ....ଆଉଥରେ କଣ ଯାଇହେବ କି ଏତେ ଜଲ୍ଦୀ...ମାଲିକ ମାନେ ଛାଡ଼ିବେ ନାହିଁ... ତ ଆମେ ଏବେ କଣ କରିବୁ....ଆମ ପାଇଁ ଯଦି ମୋବାଇଲ୍ ରେ e kyc କରିବା ସୁବିଧା ହୋଇପାରନ୍ତା ...ତାହେଲେ ଭଲ ହୁଅନ୍ତା....ଭୋଟ ନେଲା ବେଳକୁ ନେଇଗଲ...ଏବେ ଆମ ଗାଣ୍ଡିରେ ହିଁ କିଳା ଖଞ୍ଜୁଚ ତମେ..... ବାଣ୍ଡ ନିୟମ କାଢୁଚ ଗୋଟେ ଗୋଟେ....
@user-mi1kp9hu2l
@user-mi1kp9hu2l 7 дней назад
Thank you sir🙏
@Odiahit5834
@Odiahit5834 23 дня назад
Ekadam right
@RasmitaSahoo-wl1vc
@RasmitaSahoo-wl1vc 23 дня назад
Thank you so much ame odisa bahare rahuchu vala barta tie deithibaru dhanyavaad
@mopratibha2363
@mopratibha2363 8 дней назад
E-kyc verification ସରକାର କରୁଛନ୍ତି କ'ଣ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ସାହାଯ୍ୟ କରିବା ପାଇଁ ନା...? ଏହା କିପରି ସାହାଯ୍ୟ...? ଘରର ସମସ୍ତ ସଦସ୍ୟ ଡିଲରଙ୍କ ପାଖକୁ ଯିବା ସମ୍ଭବ ହୋଇପାରିବକି । ମୋ ପରିବାର କଥା କହିଲେ ମୋ ବାପା, ମା ଠିକ୍ ସେ ଚାଲି ପାରନ୍ତି ନାହିଁ। ରାସନ ପାଇଁ ମୁଁ ଯାଏ। ସେମାନଙ୍କୁ ନେଇ ଡିଲର୍ ପାଖକୁ ଯିବି କିପରି ..? ଯେ ଠିକ୍ ସେ ଚାଲିପାରନ୍ତି ନାହିଁ ସେ ଛିଡ଼ା ହୋଇ ରହିବେ କିପରି ଏତେ ସମୟ। ପୁଣି ଘରଠାରୁ 7 କିଲୋମିଟର। ଏହା ସରକାରଙ୍କ ଉଚିତ୍ ପଦକ୍ଷେପ ହୋଇଛି କି..? ମାନ୍ୟବର ମନ୍ତ୍ରୀ ମହୋଦୟ ଆପଣ ଯଦି ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଦୟାକରି ପ୍ରତ୍ୟେକଟି ଗ୍ରାମରେ ଏହି ରାସନ୍ କାର୍ଡ଼ E-kyc verification କରନ୍ତୁ । 🙏
@jyostnamahalik3896
@jyostnamahalik3896 23 дня назад
Surja, sir, thankyou
@anandamohakuda4943
@anandamohakuda4943 16 дней назад
Suraj sir😅😅😅😅 rock Ford brand 😅😅
@susantkumarmohanty9411
@susantkumarmohanty9411 23 дня назад
Side ଖୋଲୁନି କଣ କରାଯିବ, କେବେ ଠାରୁ side ଖୋଲିବ 😢😢
@abhimanyusathy9627
@abhimanyusathy9627 23 дня назад
Right mo bhai🙏🏽🙏🏽
@RakeshNsk
@RakeshNsk 9 дней назад
ସେଇଟା ହୋଇଛି ସତକଥା କାହିଁକି ନା ଆମେବି ତାମିଲନାଡୁ ଅଛୁ ହେଲେ କେମିତି ଦେବୁ ଯେଉଁ ମାନେ ଇନକମ କରିଛନ୍ତି ସେମାନେ ସିନା ଗରେ ଅଛନ୍ତି ହେଲେ ଆମୋକୁ ଟଙ୍କା ଅବାଭ ହୋଉଛି ସେଥିପାଇଁ ଆମେ ବିଦେଶୀ ଯାଇକି କାମ କରି ପେଟ ପୋଷୁଥାଉ ।
@Tunapande
@Tunapande 14 дней назад
ଆମେ ତାମିଲନାଡୁ ରେ ଅଛୁ କେମିତି କରିବୁ E KYC
@alokjena733
@alokjena733 15 дней назад
ଯୋଉମାନେ ବାହାରେ ଅଛନ୍ତି ସେମାନଙ୍କ ପାଇଁ ଯୋଉଠାରେ ଖୁଚୁରା ବିକ୍ରୟ ଅଛି ସେଠାରେ କଲେ ଭଲ ହୁଅନ୍ତା .suryabansi Sir🙏
@alokjena733
@alokjena733 15 дней назад
ଖୁଚୁରା ବିକ୍ରୟ କେନ୍ଦ୍ର ( one nation one card)
@arpitlugun349
@arpitlugun349 17 дней назад
Thank you ❤
@BuluGouda-b7e
@BuluGouda-b7e 14 дней назад
thanks
@kshetrabasisahu3310
@kshetrabasisahu3310 11 дней назад
ଲୋକେ ବହୁତ ହଇରାଣ ହେଉଛନ୍ତି, ଆର୍ଥିକ ସ୍ଥିତି ବିଗିଡ଼ିବ.....
@JadupatiDas-o7j
@JadupatiDas-o7j 21 день назад
Thank you for thinking for us
@mrsushantamohanta1526
@mrsushantamohanta1526 13 дней назад
ସୂର୍ଯ୍ୟବଂଶୀ ସୁରଜ୍ 🎉
@susantapanda1930
@susantapanda1930 23 дня назад
Suryavanshi sir Jay Jagannath 👏🎉👍
@sibukumar6632
@sibukumar6632 23 дня назад
ରାସନ କାଡ କାଟିବ ତମେ କଟିବ
@abhimanyusathy9627
@abhimanyusathy9627 23 дня назад
Right mo bhai🙏🏽🙏🏽💞💞
@krishroy1022
@krishroy1022 23 дня назад
Niaa jaliba😡
@mikutech1114
@mikutech1114 23 дня назад
😂😂😂
@sunaramhansdah9766
@sunaramhansdah9766 15 дней назад
Right 👍
@steminarani5803
@steminarani5803 19 дней назад
Thank you newws ❤❤
@sganeshbehera3886
@sganeshbehera3886 23 дня назад
Ekyc date line extension hela ye bahut Badhiya step but jeun mane bahare rahuchhanti nija block ku jai paru nahanti semane jadi nearest Dealer nka pakhare eKyc kari parante tebe semana nka bahut bhala huanta . We hope Our Government will take necessary action. Thanks
@KanchanKanchan-z1e
@KanchanKanchan-z1e 17 дней назад
You are so great sir
@kumarbarik7144
@kumarbarik7144 23 дня назад
Thanks kanak news
@jagabandhugiri6980
@jagabandhugiri6980 21 день назад
Good morning sir odisha Jay Jagannath 🙏🙏🙏🙏🙏🙏 Happy New year 2024
@HariharSamal-tl3ln
@HariharSamal-tl3ln 23 дня назад
Thank u sar
@user-pl1xo2kk7d
@user-pl1xo2kk7d 10 дней назад
Right
@kumarbarik7144
@kumarbarik7144 23 дня назад
Kanak news is best information dauchi
@SrimanPradhan-ub6zh
@SrimanPradhan-ub6zh 8 дней назад
Month re ni 1year time ଦିଆଯାଉ
@kununaik5946
@kununaik5946 16 дней назад
ସ୍କୁଲ ପିଲାଙ୍କର ଛୁଟି ଦେବାକୁ ମନା କରୁଛନ୍ତି ସିକ୍ଷ୍ୟକ ତାଙ୍କର କେମିତି e-kyc କରାଯିବ?
@JadupatiDas-o7j
@JadupatiDas-o7j 21 день назад
I am at Delhi
@SubhaginiBhuyan
@SubhaginiBhuyan 12 дней назад
ଆଜ୍ଞା ହେବେ ମାସେ ହେଲା ଭାହାରେ କାମ କରିବାକୁ ଯାହିଚି ପୁର୍ବ ରୁ ବୁଟିଂ ପାଇଁ ଘରେ ଯାଇଥିଲି
@Au.1991
@Au.1991 23 дня назад
Good news
@smrutisanjana1122
@smrutisanjana1122 16 дней назад
Sir ame foren country re rahuchu abe ame kana karibu
@BasantaBadiBadi-ri6og
@BasantaBadiBadi-ri6og 16 дней назад
ଯୋଉ ମାନକର ନୂତନ ରାସନ୍ କାର୍ଡ ତିଆରି ହେଉଚି ସେମାନେ କେମିତି କରିବେ ଲୀଷ୍ଟ୍ ଆସିଚି
@arunkumarnaik1167
@arunkumarnaik1167 23 дня назад
Nfsa ration card e kyc ବାଧ୍ୟତାମୂଳକ ନାହିଁ ବୋଲି କହିଛନ୍ତି( Sfss ration card e kyc ବାଧ୍ୟତାମୂଳକ କି ନାହିଁ ଯେଉଁ ମାନେ New member add କରିଛନ୍ତି online ରେ ଆଜକୁ 8 ମାସହେଲା ସେମାନେ କଣ କରିବେ କୁହନ୍ତୁ)
@dibyajyotiray4263
@dibyajyotiray4263 16 дней назад
Good
@Dillipkerai143
@Dillipkerai143 22 дня назад
Right..
@PradeepPadhi-i8i
@PradeepPadhi-i8i 15 дней назад
ଦାଦନ ଶ୍ରମିକ/ଅଲଗା ରାଜ୍ୟରେ ଥିବା ଲୋକମାନେ ରୋହୁଥିବା ଶ୍ରମିକଙ୍କ ପାଇଁ ତାଙ୍କ ପାଇଁ କେତେ ଦିନ ସମୟ ସୀମା ରହିଛି ?ଏବଂ ସେ ତାଙ୍କ ମୁଣ୍ଡ ପିଛା ଚାଉଳ ହୋଉ କି ଅନ୍ୟାନ୍ୟ ସୁବିଧା ସୁଯୋଗ ହୋଇପାରିବ ତ ?
@haraprasadjena590
@haraprasadjena590 23 дня назад
Jahar tip chinha asuni taku kn karajib kuha plz
@BasudebdasKSI
@BasudebdasKSI 14 дней назад
ଡିଲର କାଟି ଦେବ କହୁଛି
@chintanhelpfulvideo8190
@chintanhelpfulvideo8190 23 дня назад
Pagala minister kana kahuchhanti kie thik nahni.notice out pare puni au gote katha
@pklovecreation6513
@pklovecreation6513 22 дня назад
Jumla sarkar bhai
@sidhantasamal809
@sidhantasamal809 20 дней назад
Suraj sir good 👍
@NarahariPradhan-eu3wn
@NarahariPradhan-eu3wn 15 дней назад
ଏବେ ଜଣେ ରାସନ୍ କାର୍ଡ ଅଲଗା କରିବ ସେ କଣ କରିବା ଦରକାର
@bijayalaxmibehera762
@bijayalaxmibehera762 23 дня назад
Very good d
@akshayarout7630
@akshayarout7630 23 дня назад
Thank you Ag. Minister
@pilatmajhi972
@pilatmajhi972 16 дней назад
ତମେ ମାନେ ସବୁ ଭୋଟ୍ ପାଇଲା ପରେ ଯାହା କରୁଛ ତାହା ଠିକ୍ ନୁହେଁ କାହିଁ କି ? ନା ଲୋକ ମାନେ ହଇରାଣ ହେଉଛନ୍ତି ଯେଉଁ ମାନେ ଭୋଟ ଦେବା ପାଇଁ ବାହାରରୁ ଆସିଥିଲେ ସେମାନେ ଭୋଟ ସରିଲା ପରେ ଆଉ ଦାଦନ ଖଟିବାକୁ ଯାଇଛନ୍ତି ସେ ମାନେ କଣ ହେବେ ଏହିପରି ଅନେକ ଲୋକ ଯାଇଛନ୍ତି ମାସକୁ ଥରେ ଲେଖାଏଁ ଚେଞ୍ଜ କରିବ ତା ହେଲେ ଲୋକ ହଇରାଣ ହେବେ ଆପଣ ମାନେ ଭାବୁଥିବେ ମୁଁ ନେତା ବୋଲି ହ ଆମେ ମାନୁଛୁ ଆମୋ ଦ୍ୱାରା ହିଁ ନେତା ଦାଦନଶ୍ରମିକଙ୍କୁ ପାଇଁ ମଧ୍ୟ ନିଷ୍ପି ନିଆଯାଉ ଯୌଉ ଜାଗାରେ ଅଛନ୍ତି ସେମାନଙ୍କୁ ସେଠି ହିଁ କରାଯାଉ
@Jogendranaik-t9l
@Jogendranaik-t9l 14 дней назад
Sir mu ajiku 10 day hela rasation name add karichhi e-kyc kale hebo ki sir
@PramodKumar-op7sp
@PramodKumar-op7sp 23 дня назад
Sir ame bahare rohuchu kemiti e kyc heipariba kahibe
@TechSuvam288
@TechSuvam288 23 дня назад
Rockford hero Suryavanshi suraj
@KajalBiswal-o9r
@KajalBiswal-o9r 13 дней назад
Bhai ame kan karibu kuha Amara subhidha kichi nahi na ame baire achu
@jayabajrangabali1231
@jayabajrangabali1231 22 дня назад
👍👍👍
@jagabandhugiri6980
@jagabandhugiri6980 21 день назад
Jay Hind 🇮🇳🇮🇳🙏🔥🔥🔥
@amarendrasethi5603
@amarendrasethi5603 23 дня назад
Right decision
@fakirabhuyan8538
@fakirabhuyan8538 23 дня назад
Jay BJP sarkaar I like suryavanshi speech🙏🙏 Ekyc related full information Jay Jagannath
@BabulaPradhan-q6o
@BabulaPradhan-q6o 17 дней назад
Apsutl right
@Gaming_PAPU
@Gaming_PAPU 19 дней назад
Bhahare rahu thi a bhai mananka pai kichi upaya 😢
@seemalatabehera6105
@seemalatabehera6105 23 дня назад
Dayakari thik kariki kuhantu nirdisht samay achhi ki nahi
@user-lf7jr2dd5o
@user-lf7jr2dd5o 23 дня назад
ମୁଁ ସୁରତ ଆସିଛି କେମିତି ହେଵ
@kansa_mamu
@kansa_mamu 23 дня назад
Bjd ku vote deo Surat....
@SivareddyVanthala
@SivareddyVanthala 8 дней назад
Kyc
@laxmilakhua4531
@laxmilakhua4531 5 дней назад
3 sal Ho Gaya likhate likhate ration card abhi tak mera nahin hua hai ham log to vote de rahe hain FIR kyon ration card nahin mil raha hai abhi tak
@saraswatijena7740
@saraswatijena7740 2 дня назад
Ham log bahar hai kaise KYC Karega. Jaane ke liye taiyar hai. Hamare Paisa bhejiye jaega KYC karne ke liye
@biswalsaraswati1752
@biswalsaraswati1752 19 дней назад
Suraj suryabanshi sir nku dhanyabad
@SameerMallick-mz6kw
@SameerMallick-mz6kw 18 дней назад
aame bahare aochhu hele aame kemiti e.kyc update karibi?
@nibashmangaraj1867
@nibashmangaraj1867 18 дней назад
Madam ? joumane Chennai Mumbai Bangalore achhanti semane kemiti karibe
@debendrakumarmishra5636
@debendrakumarmishra5636 19 дней назад
Sofia madam is great
@PrasanaKumardadh
@PrasanaKumardadh 19 дней назад
Ok
@jagabandhugiri6980
@jagabandhugiri6980 21 день назад
Jay Hind India 🇮🇳🙏🙏🙏🙏 Happy New year 2024
@chandan98660
@chandan98660 16 дней назад
Mu bi mumbai re achi good job for bjp government
@Sanamsona389
@Sanamsona389 13 часов назад
Hahare thiba lok nka pai kichhi subida karantu....
@user-mp2xk4mr7j
@user-mp2xk4mr7j 18 дней назад
Are bhai tame notification karichha... Jadi bhul heichhi tahele manuna kanhiki....
@ExcitedBoatLake-pf2qs
@ExcitedBoatLake-pf2qs 23 дня назад
Nua ration card kebe miliba angyan
@rojalinlenka2306
@rojalinlenka2306 16 дней назад
Sabu rakha dussara time ku gharaku samaste asithibe eta hi right time
@pradipbiswal7586
@pradipbiswal7586 23 дня назад
Jai Sri Ram ❤
@tulubiswal4216
@tulubiswal4216 20 дней назад
ଛି ଛି ରେ ତମ ସ ...ଜନତାଙ୍କ ଟଙ୍କା ମଉଜ କରୁଛ। ବିଜେପି ସରକାର ଦୃବିକ୍ଷ ସରକାର 😂😂
@sarojmohanta5167
@sarojmohanta5167 18 дней назад
Pandian thuo sikhichanti
@bishnumalik7750
@bishnumalik7750 18 дней назад
ଛୋଟ ପିଲାଙ୍କର ଫିଙ୍ଗର ନେଉନି କଣ କରାଯିବ
@saratsarat
@saratsarat 23 дня назад
Ashok das is a great ma
@tapaslipi114
@tapaslipi114 23 дня назад
Mu 2yrs helani new ration card apply kalini.asuni vai kn kribi.
@SSkamar9556
@SSkamar9556 20 дней назад
Online kichi subidha karantu
@KailashJena-vl5qd
@KailashJena-vl5qd 21 день назад
Odisha sarkarnku nebedan nirdhista time rakhantu nanhi ekyc pain bahara rajya rea bohut loka achhanti
@jagabandhugiri6980
@jagabandhugiri6980 21 день назад
Jay Hind Modi Jay Hind 🇮🇳🇮🇳🙏🙏🙏 Happy New year 2024
@sanatansahu-j9i
@sanatansahu-j9i 18 дней назад
Online karile samastai opakruta Hebe jayo Mane odisha bahare achanti okk na nele 6months time Diya jiba ta hii bhala haba
@basudevswain7364
@basudevswain7364 23 дня назад
Ame ta bahare achu kemiti karibu
@gangadhardas980
@gangadhardas980 23 дня назад
Bahare jeunmane achanti CSC centre kyc karibara bi byabastha karajau
@dilipbadajena1581
@dilipbadajena1581 23 дня назад
JanaSeva kendra re kipari e-kyc hoi pariba
@GladsonSurin-i5l
@GladsonSurin-i5l 18 дней назад
Ame gujrat re kamo koru ochu hele kemiti e kyc koriba...chinta re ochhu
@anandamohakuda4943
@anandamohakuda4943 16 дней назад
Sikya mantri na ucha sikhya mantri 😅😅😅😅😅
@arjunnath8426
@arjunnath8426 18 дней назад
I am dadan working
@tapansahu3910
@tapansahu3910 23 дня назад
Sfss Ration card e kyc Kamasea kam December tak hona Chayiea
@ExcitedBoatLake-pf2qs
@ExcitedBoatLake-pf2qs 23 дня назад
Jou mane online re ration card pain apply karichhanchi taanku ration card diaajau
Далее