OMM SAIRAM
Watch and enjoy our Dushera special mastiwala song ''Mo Bou Chipideba Tanti'' studio version .This beautiful song is sung by Tarique Aziz & Diptirekha Padhi and penned by Monalisha Panda and music by Monalisha Panda and the music is beautifully arranged by "Deepak kumar" sir we hope you all enjoy our Dushera song
✽ Song : Mo Bou Chipideba Tanti
✽ Singer: Tarique Aziz and Diptirekha Padhi
✽ Lyrics: Monalisha Panda
✽ Music compose : Monalisha Panda(7205645734)
✽ Music Arranger: Deepak Kumar
✽ Produced By: Monalisha panda
✽ Production House: Lisha creation & entertainment
✽ Recorded At: JCK Studio, CDA-6, Cuttack
✽ Recorded By: Nityashri Ranjan (Babu) & Upendra
✽II Don't Forget To Like And Share Our Video And Don't Forget To Subscribe "LISHA CREATION & ENTERTAINMENT" And Press The Bell Icon To Receive Latest Notifications II✽
#MoBouChipidebaTanti #DiptirekhaPadhi #TariqueAziz #DiptirekhaSong #TariqueAzizSong #DeepakKumar #OdiaSong #LishaCreation #MonalishaPanda #JhumaJhumaEiRati #LalGulabi
you can also watch our hit songs
• Jhuma Jhuma Ei Rati | ...
• Luchaibi Kemti Mu_ Odi...
• O Janeman II New odia ...
• Sathi Aa_New Odia Song...
• Abhimanini Mo Priya II...
you can follow us on faceook
/ 𝘓𝘐𝘚𝘏𝘈-𝘊𝘙𝘌𝘈𝘛𝘐𝘖𝘕-𝘌𝘕𝘛𝘌𝘙𝘛𝘈...
Lyrics
m - ତୋର ସାହି ବାଟ ଦେଇ ଯାଉଥିଲି
କଣେଇ କଣେଇ ଚାହୁଁଥିଲି
ଯେବେ ତୋର ମୋର ମିଶିଗଲା ଆଖି
ଟନ ଟନା ଟନ ଦିଲ ଭିତରେ
ବାଜିଗଲା ଘଣ୍ଟି
f - ମୋର ରଂଗୀଲା ଟୋକା
ଭାରି ଦିଶୁଚୁ ଚୋଖା
ଏତେ କରନା ତୁ ଆଉ ପଟାପଟି
ତୋ ମୋ କଥା ଶୁଣି ବୋଉ ମୋର
ଚିପି ଦେବା ତଣ୍ଟି
m - ଗୋରା ଗୋରା ଗଲେ ତୋର
sweet sweet ଡିଂପ୍ଲେ
ଆଖି ତୋର କଥା କହୁଛି
ଲାଗୁଛୁ ଭାରି simple
f - ମୋ ଜୀବନେ ଅସିଗଲୁ
ମନ କିଣି ନେଲୁ
ଧକ ଧକ ମୋର ଦିଲ ଟାରେ
ଜାଗା ବନେଇଲୁ
m - ଗୋରୀ ଵନିଯା ମୋର
ଲାଲ ପାନ ବିବି
f - ରାଜା ବନି ଅସିଜାରେ
ବ୍ୟାଣ୍ଡ ବଜେଇ କି
f - ଯେଉଁ ଦିନ ତୁଇ ଆସି
କଲୁ ମୋତେ propose
ତୋର ହୋଇକରି କରିଦେଲି ଆଉ
ସବୁ chapter close
m - ତୁଇ ମୋର ଦିଲ କି ରାନି
cute ସୋଣୀ କୁଡି
ସବୁ କହିବେ ତୋର ମୋର
lovely lovely ଯୋଡି
f - ଅସିଜାତୁ ବର ବନି ଜଲଦି
ମୋତେ ଦେଖି କିଆଁ ହଉଛୁ ଭାରୀ naughty naughty
m - ର ସାହି ବାଟ ଦେଇ ଯାଉଥିଲି
କଣେଇ କଣେଇ ଚାହୁଁଥିଲି
ଯେବେ ତୋର ମୋର ମିଶିଗଲା ଆଖି
ଟନ ଟନା ଟନ ଦିଲ ଭିତରେ
ବାଜିଗଲା ଘଣ୍ଟି
f - ରାଜା ବନି ଅସିଜାରେ ବ୍ୟାଣ୍ଡ ବଜେଇ କି
m - ଟନ ଟନା ଟନ ଦିଲ ଭିତରେ ବାଜିଗଲା ଘଣ୍ଟି
f - ମୋତେ ଦେଖି କିଆଁ ହଉଛୁ ଏତେ naughty naughty
||-- ANTI-PIRACY WARNING--||
This is the Copyright content of LISHA CREATION & ENTERTAINMENT channel. Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
For jiosavan- www.saavn.com/...
For Spotify- open.spotify.c...
For Amazone-music.amazon.i...
For Resso- m.resso.com/ZS...
For Apple-
music.apple.co...
For ytmusic- • Mo Bou Chipideba Tanti
7 окт 2024