ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ସହରାଞ୍ଚଲର ଲୁକେ ନିର୍ଭର କରସନ୍ । ଯେନ୍ ସହରେ ଟ୍ରାନ୍ସପୋର୍ଟ ଯେତକି ଭଲ୍ ସେ ଜାଗାନେ ଲୁକଙ୍କର ଆର୍ଥିକ ଆର ସାମାଜିକ ବିକାଶ ବି ହେତକି ଭଲ୍ । ଲୋକ କମ୍ ସମିୟାଁରେ ଯିବା ଆଏବାର କରିପାରବେ ଆର ତାଙ୍କର କାମ୍ ହେଇପାରବା ହେତିର ଲାଗି ରାଏଜ ସାରା ସହରାଞ୍ଚଲରେ ଚାଲୁଛେ ମୋ ବସ୍ । ରାଜ୍ୟ ସରକାରଙ୍କର ଉଦ୍ୟମନେ ଏବେ ବହୁତ୍ ଟେ ଜାଗାନେ ଚାଲିଛେ ମୋ ବସ୍ । ଯେନଥିରେ ଲୋକମାନେ ସୁବିଧାନେ ଯିବା ଆଏବାର କରିପାରୁଛନ୍ । ସେ ଉଧେ ସମ୍ବଲପୁରନେ ଚାଲଲା ମୋ ବସ୍ ସେବା । ଯାହାକେ ଭିସିନେ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପହେଲା ଖେପେ ୪ଟା ରୁଟ୍ରେ ୧୫ଟା ମୋ ବସ୍ ଚାଲଲା ସମ୍ବଲପୁରରେ । ତ ଇ ବାବଦେ କାଣା ରହିଛେ ପୁରା ଖବର୍ ଆର୍ କାଣା କହୁଛନ୍ ଲୋକ୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...
For more such updates, please Like, Comment, and Share our videos and Subscribe to our RU-vid channel.
Contacts:-
Mail- pahara24x7@gmail.com
Facebook- / paharaa24x7
RU-vid- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#sambalpur #Odisha #News #SambalpuriNews #OdishaNews #MoBus
#Odisha #Paharaa
19 сен 2024