Тёмный

Modiji's promise on ratna bhandar opening | କୋଟି କୋଟି ଓଡ଼ିଆଙ୍କୁ ନିରାସ କଲେ | The Quiver 

THE Quiver News
Подписаться 211 тыс.
Просмотров 510 тыс.
50% 1

ବିଜେପି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଦିଙ୍କ କଥା ରଖିଲେ ନାହିଁ । କୋଟି କୋଟି ଲୋକଙ୍କୁ ମୋଦି ଦେଇଥିବା ପ୍ରତିଶୃତିକୁ ମୋହନ ଉପେକ୍ଷା କରିଗଲେ । ଏହି ପ୍ରତିଶୃତି ହେଲା ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ ପ୍ରସଙ୍ଗ । ରାଜ୍ୟରେ ସରକାର ଗଠନ ହେବାର ୧ମାସ ମଧ୍ୟରେ ଚାବି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ମୋଦି ଦେଇଥିଲେ ପ୍ରତିଶୃତି । ହେଲେ ମୋହନ ତାକୁ କାର୍ଯ୍ୟକାରୀ କଲେ ନାହିଁ । ଆଉ ୨୪ଘଣ୍ଟା ପରେ ମୋହନ ସରକାରକୁ ୧ମାସ ପୁରିବ, ହେଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରୁ ପଛକୁ ହଟିଗଲେ ମୋହନ ସରକାର । ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ନିରାସ କରିଛି ।
#thequiver #pmmodi #mohanmajhi
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in RU-vid! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Опубликовано:

 

9 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 168   
@prasantapradhan2719
@prasantapradhan2719 21 день назад
ଚୋର ର ବଡ ବଡ କଥା
@debashishacharya3814
@debashishacharya3814 21 день назад
ଆଜି ମଧ୍ୟ ସମୟ ଅଛି ସରକାର ଦାୟୀତ୍ବବାନ ନିଷ୍ପତ୍ତି ନିଅନ୍ତୁ ।
@haraprasadmahanta4657
@haraprasadmahanta4657 22 дня назад
ଚାବି ହଜିନ ଥିଲା ବୋଧହୁଏ କେଉଁ କାରଣରୁ ମିଥ୍ୟା କହୁଥିଲା କାହା ପାଖରେ ଥିଲା ତାହା ଜଣାଯିବ
@akshaykumarnayak9783
@akshaykumarnayak9783 21 день назад
😊😊
@manaspattnaik3307
@manaspattnaik3307 20 дней назад
Modi sara bharatare micha kahuchanti
@mr.mallik123
@mr.mallik123 19 дней назад
ମୁଦି ଓଡ଼ିଶାକୁ ଲୁଟିବାକୁ ଆସିଚି ଆ ମୋ ସରକାର ନବୀନ ପଟ୍ଟନାୟକଙ୍କ ଇଲୋଭ ୟୁ ❤❤❤❤ ନବୀନ ପଟ୍ଟନାୟକ
@susantasahoo9544
@susantasahoo9544 21 день назад
ମୋହନ ସରକାର ନବୀନ ପଟ୍ଟନାୟକ ସରକାରର କୌଣସି ଦୁର୍ନୀତି ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ଏହା ଦିବା ସତ୍ୟ ।
@user-kn9sl5sf9p
@user-kn9sl5sf9p 22 дня назад
କହବା ଟିକେ ଭୁଲ ରହୁଛି
@shakaharipruthivi8696
@shakaharipruthivi8696 21 день назад
ମୋଦୀ, ଶାହା କି ମୋହନ ସରକାର ଏମାନେ କେହି ସତ୍ୟ ଯୁଗର ଲୋକ ନୁହଁନ୍ତି ।ଘୋର କଳି ର ଲୋକ। ବାବୁ ଧର୍ମେନ୍ଦ୍ର କଣ୍ଠ ଫଟେଇ କହିଲେ 300ୟୁନିଟ ବିଜୁଳି ଫ୍ରି ହେଲା କି? ମନମୋହନ କହିଲେ ଫ୍ରି ସୋଲାର ଲାଇଟ୍? ଟଙ୍କା କମେଇବା ବାଟ ଓଡ଼ିଆଙ୍କୁ ଦେଲେ। ସେମିତି ମାସେ ଭିତରେ ଚାବି ଓ ରତ୍ନ ଭଣ୍ଡାର ଖୋଲିବା କଥା ଥିଲା। ଫେଲ ମାରିଲା। ବାସ୍ତବ ରେ କଣ କିଛି ଅସଲି ଅଛି ? ଏମାର ମଠ ର ସୁନା ରୂପା ଇଟା ଗଲା କୁଆଡେ?ସୁଦର୍ଶନ ପଟ୍ଟନାୟକ ବିଚରା ମୂର୍ତ୍ତି ସବୁ ଗଲା କୁଆଡ଼େବୋଲି ଚିତ୍କାର କଲେ ବି ଶୁଣୁ ଛି କିଏ? ମାତ୍ର ଏବେ କେହି କିଛି ନ କହିବା ଅର୍ଥ ଏମାନଙ୍କ ଠାକୁରଙ୍କ ପାଇଁ ପ୍ରେମ କେବଳ ଲୋକ ଦେଖାଣିଆଁ। ସବୁର ମୂଳ ପୂର୍ବ ଶାସକ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଏମାନେ ହାତ ପାଇବ କି ?। ସେଇଥିପାଇଁ କୋଳା କୋଳି ର ଅଭିନୟ। ଦଳ ସିନା ନା କେବଳ ଅଲଗା ମାତ୍ର କାମ ସମାନ। ଠାକୁରଙ୍କ ପାଇଁ ନ୍ୟାୟ ଏମାନେ କରି ପାରିବେ କି ?ଠାକୁରଙ୍କ କୁଆଡେ ପଚାଶ ହଜାର ଏକର ଜମି? ଜମି ଗଲା କୁଆଡେ ? ଲଙ୍ଗୁଳୀ ମଠ ର ୧୭୩ ଏକର ଜମି କଥା ବାବା ବୈଷ୍ଣବ ପୁରୀ କାନ୍ଦି କାନ୍ଦି କହୁ ଥିଲେ ଗଲା କୁଆଡ଼େ ? ସତ୍ୟ କଳି ର ଏ ପ୍ରଳୟ କାଳ ରେ ଧନ ସମ୍ପଡ ଉଦ୍ଧାର ହେବା ଅସମ୍ଭବ । କାରଣ କଳିରେ ଧନ ବଡ ଧର୍ମ ଛୋଟ। ଯିଏ ବି ଗାଦି କୁ ଆସିଲା ସେ ଧାର୍ମିକ ନ ହେଲେ ଏ ସବୁ କାମ କରି ପାରିବ ନାହିଁ। ଶାସନ ହେଉଛି ସୁଖ। ଶାସନ ହେଉଛି ରୋଜଗାର । ଏ ଥର ନିର୍ବାଚନ ରେ ୬୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଦଳ ନେତା କରି ଥିବାରୁ ଆଦାୟ ତ ପୁଣି ଦରଦାମ ବୃଦ୍ଧି କରି ନେବେ ନା ନାହିଁ? ଯେତେବେଳେ ଶାସନ ସୁଖ ଓ ଧନ ଉପାର୍ଜନ ର ବାଟ ସେତେବେଳେ ନ୍ୟାୟ ଅସମ୍ଭବ। ପୂର୍ବ ସରକାର ର ପାପ କୁ ଘୋଡାଇଲେ ଲାଭ। ରାଜ୍ୟ ସଭା ରେ ସମର୍ଥନ। ପାପ ଉଜାଗର କଲେ ମିଳିବ କଣ ? ତେଣୁ କୋଲା କୋଳି। ମନ୍ଦିର ପାଇଁ ଶଙ୍କରାଚାର୍ଯ୍ୟ ଓ ବଡ ପଣ୍ଡା ଅଲୋଡ଼ା। କେବଳ ଗଜପତି ଯାହା କହୁଛନ୍ତି। ଏ ସବୁ ଠାକୁର ଙ୍କ ଅପମାନ ନୁହେଁ କି? ଯାହା ସବୁ ହେବା କଥା ହୋଇ ସାରିଛି। ପ୍ରଭୁ ସତ୍ୟ ଏହାର ସମାଧାନ ପୁରୀ ର ବିନାଶ।ସାତ ଦିନର ପ୍ରଳୟ,ମହାମାରୀ, ଯୁଦ୍ଧ, ପ୍ରାକୃତିକ ତାଣ୍ଡବ ହିଁ ସମାଧାନ। ଠାକୁର ସ୍ଥାନ କେତେବେଳେ ଛାଡନ୍ତି ଯେତେବେଳେ ସବୁ ଶେଷ ହୁଏ। ନୂଆ ଯୁଗ ଆରମ୍ଭ ହୁଏ। ତେଣୁ ବ୍ୟସ୍ତ ବିବ୍ରତ ହେବାର ନାହିଁ। କଳ୍କୀ ଅବତାର ରେ ସେ ଅଛନ୍ତି ଆଗକୁ ପ୍ରମାଣ ବି ନିଶ୍ଚିତ ହେବ। ନ୍ୟାୟ ନିଶ୍ଚିତ ହେବ। ଅପରାଧୀ ମାନଙ୍କୁ ଦଣ୍ଡ ନିଶ୍ଚିତ ହେବ।
@ranajitkumarmohanty9740
@ranajitkumarmohanty9740 21 день назад
ଜଣେ ଶସ୍ତା ଓ ମିଛୁଆ ପ୍ରଧାନମନ୍ତ୍ରୀ ll ଲୋକବି କହୁଛନ୍ତି ଚୌକିଦାର ଚୋର ll ଆପଣ କାହିଁକି ଦେହକୁ ନେଉଛନ୍ତି ll ଆପଣଙ୍କ ନାମରେ ଏକ ସୁନ୍ଦର ଇତିହାସ ଲେଖାଯିବ ll ଲୋକ କହୁଛନ୍ତି ଚାବି 2009 ରୁ ଗୁଜୁରାଟରେ ଥିଲା ll ସେଥିପାଇଁ ଆପଣ ଏତେ ବିଶ୍ୱାସର ସହିତ ଚାବି କଥା କହୁଥିଲେ ll ଆପଣ ଆସି ଓଡିଶାବାସୀଙ୍କ ପାଖରେ ମିଛ ପାଇଁ କ୍ଷମା ମାଗନ୍ତୁ ll
@jayashreesingh-vd6tx
@jayashreesingh-vd6tx 21 день назад
ଶ୍ର୍ରୀ ଠାକୁରଙ୍କ ରତ୍ନ ଭଣ୍ଡାର ହିସାବ ଶୁଣିଲେ ଜନତାଙ୍କୁ ଖାଲି ଖୁସି ମିଳିବ ସିନା ଇଆଡ଼େ ପରିବା ଦର ରେ ଲୋକେ ଖାଇବାକୁ ପାଉନି। ଅତି ଶୀଘ୍ର ଦାଦନ ଖଟି ବାକୁ ଯାଉଥିବା ଶ୍ରମିକ ଙ୍କୁ ରୋଜଗାର ଦିଅନ୍ତୁ ସରକାର 🙏🏻🙏🏻🙏🏻🙏🏻🙏🏻।
@Jotrimay
@Jotrimay 22 дня назад
ଚାବି ହଜିଥିଲେତ
@himansudas4395
@himansudas4395 22 дня назад
ଏ ସରକାର କେବଳ ଭାଷଣ ବାଜି. ଏ ମାନେ କିଛି କରିପାରିବେ ନାହିଁ. ଏମାନଙ୍କ ପେଟପୁରିଲେ ଯାହା କରିବେ.
@pratapkumarmishra7825
@pratapkumarmishra7825 22 дня назад
Govt,are requested to publish the ରତ୍ନଭଣ୍ଡାର ରିପୋର୍ଟ
@user-yd7dq7ij6w
@user-yd7dq7ij6w 22 дня назад
Mohan.bhai.Nabinra.godaniahelene.Ratna.bhandar.chbikhoja.tadant.sitalbhandar.re.rahigalanirathak.janasadharannk.asa.biswas.Modinku.michua.banaileMohan.Sarkar
@bababanagadi1133
@bababanagadi1133 21 день назад
ମୋଦୀ କୁ କିଛି ଜଣା ନାହିଁ
@chinmayakumarjena4891
@chinmayakumarjena4891 22 дня назад
ପ୍ରଭୁ ବଳଭଦ୍ରଙ୍କ ପଡ଼ିଯିବାର news ଦେଖନ୍ତୁ?
@dineshasahu4561
@dineshasahu4561 22 дня назад
300 unit bijuli Kebe miliba..bhanda sarakara
@SstarRajesh
@SstarRajesh 16 дней назад
Jai mohon sir jai jagarnnath ❤❤❤🎉🎉🎉
@PratapchadraDas
@PratapchadraDas 21 день назад
ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓଡ଼ିଶା ସାରା ବୁଲି ବୁଲି କହିବୁଲିଲେ ରତ୍ନ ଭଣ୍ଡାର ର ଚାବିକାଠି ଭି,କେ ପାଣ୍ଡିଆନନେଇ ଜାଇଛି ଏତେ ମିଛ କହି ଦେଶ ବାସି ଙ୍କୁ ଭକୁଆ ବନେଇ ଭୋଟ ଆତେଇଲ ଏବେ କୁହ ଚାବି କାହା ପାଖରୁ ଆଣିଲ , ସତକହି ଜିତିବାର ଦମ୍ ନଥିଲା ଏବେ ଦେଶ ବାସିସବୁ ଵୁଝିଗଲେ
@user-dr1ic6bi3c
@user-dr1ic6bi3c 21 день назад
ଜୟ ଶ୍ରୀ ରାମ
@SidharthPrasadDas
@SidharthPrasadDas 22 дня назад
କିଛି ହେବନି, ବିଜେପି କୁହାଲିଆ ଦଳ, ମିଛ ଗପ ଗପିବାରେ ସିଧ ହସ୍ତ ବିଜେପି, ରତ୍ନଭଣ୍ଡାର ଚାବି କୁଆଡେ ପତଳା ରୁ ଖୋଜି ଆଣିବ ବିଜେପି କିଏ ପାତାଳକୁ ଯାଇଛି ତାଙ୍କ ଦଳ ର ଆଗେ ସେ ଲୋକ ନା କୁହନ୍ତୁ, ନା ତାମିଲିନାଡୁ ଚାବି ଯାଇଥିଲା କିଏ ଯାଇ ଆଣିଲା ତା ନା କୁହନ୍ତୁ କିଏ ଯାଇଥିଲା ଚାବି ପାଇଁ କୁଆଡେ
@KartikJena-we5oj
@KartikJena-we5oj 21 день назад
ମୋଦି ଜି ତୁମ ବଚଳମି ଟିକେ ଛାଡ ତୁମେ ଭାରତ ଭଳି ବିଶାଳ ଗଣତନ୍ତ୍ର ଦେଶ ର ପ୍ରଧାନ ମନ୍ତ୍ରୀ ଏତେ ଶସ୍ତା କହି ପଡ ମର୍ଯ୍ୟାଦା ଖୁର୍ନ କରନ୍ତିନି।ଯାହାଙ୍କ କଥା କହୁଛ ସେ ହେଉ ଛନ୍ତି ଜଗତର ନାଥ ଜଗନ୍ନାଥ biswo ବ୍ରହ୍ମାଣ୍ଡ ଠାକୁର୍,ଯାହାଙ୍କ କଥାରେ ପତ୍ର ଟିଏ ହେଲେଣି ଯାହାଙ୍କ ନିର୍ଦ୍ଦେଶ ରେ ଦିନ ରାତି ହୁଏ ତାଙ୍କ ଉପରେ ଏତେ ଶସ୍ତା ତିପାନି ଦେବା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଉଛି ଯିଏ ବିଶ୍ଵି ନୀୟନ୍ତ ଯାହାଙ୍କର ବଡ଼ b😊ad chaka ଅଖି ଚାରି ଆଡକୁ ଲମ୍ବିଛି ତମେ ଯେପରି କହିଲ ଜଗନ୍ନାଥ ତୁମ ଭକତ , ମତି ଭ୍ରମ ହେଲାଣି ରହି ଦେଖ ଜଗନ୍ନାଥ କଣ କରୁଛନ୍ତି
@user-dr1ic6bi3c
@user-dr1ic6bi3c 21 день назад
ଜୟ ଶ୍ରୀ ଜଗନ୍ନାଥ
@user-dr1ic6bi3c
@user-dr1ic6bi3c 21 день назад
ଜୟ ଶ୍ରୀ କୃଷ୍ଣ
@amoshmajhi4502
@amoshmajhi4502 21 день назад
ମୋହନ ମାଝୀ କେବେ କାହାର ଅନିଷ୍ଟ ଚାହାନ୍ତିନି , 👍🏼👍🏼👍🏼👍🏼
@KutanSabar-yw6nk
@KutanSabar-yw6nk 21 день назад
ଏ ସରକାର କେବଳ ଭାଷଣ,ଆଉ କିଛି କରି ପାରିବେ ନାହିଁ
@indramaniswain3811
@indramaniswain3811 20 дней назад
ବଡ଼ ଦୁଃଖର ବିଷୟ ଜୟ ଜଗନ୍ନାଥ 🙏🙏
@ranajitjena4668
@ranajitjena4668 22 дня назад
ଶଳେ ନିମଛତରାଙ୍କୁ ଶାସନ ବିଷୟରେ କଣ ଜଣା
@panchanansahoo3597
@panchanansahoo3597 21 день назад
ଖାଲୁଆ ସରକାର
@user-fy8kq2uf2z
@user-fy8kq2uf2z 22 дня назад
Right
@prakashkumarjena.babusan.n3760
@prakashkumarjena.babusan.n3760 20 дней назад
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏
@user-ey7ry4hd6j
@user-ey7ry4hd6j 21 день назад
Jagannath prabhu sahibeni.
@user-iy4nq1mq5v
@user-iy4nq1mq5v 12 дней назад
ପେଳଟା ପାଇବ 😊😊😊
@Saibaba144
@Saibaba144 15 дней назад
Jay Shri Ram Jay Modi jay fula
@umeshchandraswain8578
@umeshchandraswain8578 21 день назад
ମୋଦି କହିନଥିଲେ ଲୋକେ କହିଥିଲେ
@user-zz5ff6yv1b
@user-zz5ff6yv1b 18 дней назад
Naveen sir nka bala ku emane sorl hebeni naveen sir jindaeaad 🙏
@purnachandramohanty9525
@purnachandramohanty9525 20 дней назад
ସୁପ୍ରିମକୋର୍ଟ ଦ୍ୱାରା ରତ୍ନ ଭଣ୍ଡାର ଚାବି ର ତଦନ୍ତ ନିହାତି ଆବଶକ୍ୟ ଅଛି. ସତ ମିଛ କିଏ କହୁ ଥିଲା ଜଣା ପଡିବ
@pvmuralidharan8027
@pvmuralidharan8027 20 дней назад
OH MY GOD IT IS UNBELIEVABLE MAHA PRABHU IS NOT FORGIVE THIS KEY MATTER AND ALL REPORT SUBMIT TO THE TABLE IMMEDIATELY
@mukurumunda
@mukurumunda 21 день назад
😂😂😂 300unit bijuli bill kahibe
@lasanajani
@lasanajani 21 день назад
ଏ ସରକାର ର ଖାଲି ଭଶଣ ମାରିଵା
@PadmanMali-js6wk
@PadmanMali-js6wk 15 дней назад
😮
@MaheshwariMedia
@MaheshwariMedia 22 дня назад
ବିଜେପି ସରକାର ଖାଚି ଖାଚି ଗିହାବା
@gopalkrishnapattnaik5313
@gopalkrishnapattnaik5313 21 день назад
Modiji, PLEASE HEAR & SOLVE COMMON PROBLEMS & PROBLEMS OF COMMON MAN .. WHAT IS YOUR ADVICE TO CHIEF MINISTER & OFFICERS WORKING UNDER HIM ??? THOSE ARE NOT CARRIED OUT DISTRICT WISE ??? WHY ??
@debasishpatra1366
@debasishpatra1366 22 дня назад
This Modi is interested to utilise this Ratnavandar for BJP .
@kamarajjena5461
@kamarajjena5461 22 дня назад
ଠିକ କଥା
@laxmidharnayak4191
@laxmidharnayak4191 22 дня назад
Dhanyawad.Salasuturare sarkar chalichhi.(?) Puruna Prem bhari madhur. Loke thik jawab debe.
@user-yd7dq7ij6w
@user-yd7dq7ij6w 22 дня назад
Ara.tharaku.chas.budile.barse.bhot.pai.panch.barsa.jagibaku.padib
@minketanmajhi8045
@minketanmajhi8045 15 дней назад
ଭିର୍ତ୍ତିହୀନ ଖବର
@narayandalai8414
@narayandalai8414 18 дней назад
ତମେ କରିଦିଅ
@sureshdash8597
@sureshdash8597 22 дня назад
Aparajita sarangi ku pratap sarangi ku cm karajau
@bijayamalik8903
@bijayamalik8903 21 день назад
ମିଛୁଆ ସରକାର
@gurucharanmohapatra4508
@gurucharanmohapatra4508 21 день назад
Really Most painful dialogues.Dukha tike laguni?
@user-uv9oo6up8v
@user-uv9oo6up8v 22 дня назад
Navin. Olu
@dhaniramgoud3761
@dhaniramgoud3761 21 день назад
ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର bjp ସରକାର କଣ pandian ଠାରୁ ଚାବି ଆଣିଲେକି ? ରତ୍ନଭଣ୍ଡାର ଚାବି ଭୋଟ ପୂର୍ବରୁ କହୁଥିଲ ଚାବି ହଜିଯାଇଛି ବୋଲି।
@Pramila-ie1fb
@Pramila-ie1fb 21 день назад
ଚ। ବିହଜିର୍ଥଲେ ସିନା ବିଜେପି ମିଛ କହି ର୍ଥ ଲାମୋହେନମା ଝି ସେର୍ଥରେ ଅଛି
@SsPix23
@SsPix23 15 дней назад
Jai bjp ❤❤
@rameshchandraswain5449
@rameshchandraswain5449 21 день назад
A weak Govt.
@SwadharmaOdisha
@SwadharmaOdisha 21 день назад
Bjd 25 yrs re kariparila Nahi..cong 50 yrs rahila ..kichhi kariparila nahi ..ebe bjp dui dina hela asichhi ki nahi..sabu immediately karidia..jaha ki kebe possible nuhe .. give 5 yrs ..then blame..and then change
@harihardhal1974
@harihardhal1974 22 дня назад
Sarakar jathasighra tadanta karantu
@SomnathRout-rc4gu
@SomnathRout-rc4gu 21 день назад
Ratna bhadar re kana achhi samaste janiba darkar seta ama prabhunkka jinisa jadi kie chori kare kahaku bharasa nahi
@kaliabagh1157
@kaliabagh1157 19 дней назад
Janata nku hairan kale puni jawab deve
@prabiramishra9758
@prabiramishra9758 19 дней назад
ଓଡ଼ିଆ ଲୋକଙ୍କୁ ଭକୁଆ ବୁଲାଉ ଛନ୍ତି, ମୋଦିଜୀ.
@dayapatra3241
@dayapatra3241 21 день назад
ଆରେ ଚୋର ବେଇମନ ରତ୍ନ ଭଣ୍ଡାର କଣ ତୋ ବୋପାର ସହ ସହ ବର୍ଷରୁ ମହାପ୍ରଭୁଙ୍କର ଆଢୁଆଳ ରେ ସୋଭା ପାଉଛି | ତାହା ଆମ ଓଡିଶାର ଗୌରବ ତାକୁ ଆଖିପକାଇବା କାହାପକ୍ଷେ ଅସମ୍ଭବ | ତୁ ଶେଷରେ ଆସିଲୁ ଓଡିଶାରେ ଶାସନକରି ଓଡ଼ିଶାକୁ ଖୋଳ କରିବୁ | ନରେନ୍ଦ୍ର ମୋଦୀ ତୁ ବାକ୍ୟବିର ହୋଇ ମହାପ୍ରଭୁଙ୍କୁ ଅବମାନନା କରୁଛୁ ତୋପାଇଁ ନର୍କରେ ସ୍ଥାନ (0) "ଜୟଜଗର୍ନ୍ନାଥ"
@masterkuna1931
@masterkuna1931 21 день назад
👍🆗😳🙋🙏🌹🤝💯
@RajaSwain40
@RajaSwain40 22 дня назад
The govt is better for us
@BhakitKishah20204
@BhakitKishah20204 21 день назад
Blazer
@SekharsambhitDhal
@SekharsambhitDhal 21 день назад
BJP sarkar sabubele odisha bashi nku thakibare mahir 😢😢
@rosypradhan5307
@rosypradhan5307 21 день назад
Jama ranta bhandara kholani sabu gujurat paleeba jaganathank sanpati
@hiranyasahoo3548
@hiranyasahoo3548 22 дня назад
A Sarakar michhua Galua kuade gala tume jou Ratnabhandar chabi 1 month re Deba Abe kn karuchha
@user-ry4gf1pu8c
@user-ry4gf1pu8c 21 день назад
Jio Airtel BJP badhaela
@sdcyclone5736
@sdcyclone5736 22 дня назад
Odisha loka nku deithiba katha purana karantu nija bakya nije rakhantu
@sushantKumar-fo7eh
@sushantKumar-fo7eh 21 день назад
Khajana ......,😢
@chittaranjansahu1613
@chittaranjansahu1613 22 дня назад
Modiji aap bol raheth e ratna bhandar ki chabi Tamilnadu chala gaya. Aab logo kehte hai aab ratna bhandar gujrat chala jayega.
@mohapatrasubhranshusekhar7545
@mohapatrasubhranshusekhar7545 21 день назад
Chabi nakhoji kolapa bhangi diajau ! Kintu tahapurbaru Strang room O Security byqbasta karajau .
@gurucharanmohapatra4508
@gurucharanmohapatra4508 21 день назад
Really Big tautor. Dukha laguchhi
@Odisha_News_Live
@Odisha_News_Live 21 день назад
Lajya
@mahavir453
@mahavir453 21 день назад
JAI HO🙏🚩 MOHAN MAJHHI EAK DOGLAA INSHAN HAI KYA
@user-bb1ws8cz8x
@user-bb1ws8cz8x 21 день назад
आपको सब कुछ जल्दी चाहिएहै क्या आपका 6 महीना में एक वीडियो आया है यहां पर बहुत कुछ प्रॉब्लम चल रहा है बहुत कुछ दिक्कत हो रहा है आपको क्या पता है क्यों नहीं खोलेगा रत्न भंडार खोल केरहेगा
@PanchananaBehera-hr2vp
@PanchananaBehera-hr2vp 12 дней назад
Jayasriram,baba,ma,ko,naman,,,mu,vhabu,chi,,samaste,misi,kama,kariba,,karana,ama,upare,,amadesara,bada,gurujana,loka,achanti,,modi,baba,nku,mu,dhuithara,,,odisaku,dakichi,amaku,kathaadeithile,,ama,kama,karibapai,,sar,naman,jayasriram
@laxmidharsahu8083
@laxmidharsahu8083 22 дня назад
Mohan sarkar ku time diya.ate Kam samay re asha Kariba ati hoijauchi.
@Lituharichandan
@Lituharichandan 22 дня назад
Ratna vandar ra chabi kholibaku Kan samaya Darkar Kan kou construction kama heuchi ki ?
@RajeshkumarBarik-n2r
@RajeshkumarBarik-n2r 20 дней назад
1 month hei gala ratnavandar chabi kude gala
@sidharthasidhartha377
@sidharthasidhartha377 21 день назад
Chit found katha bhuligalaki mohan sir
@user-fu6ev2pu4e
@user-fu6ev2pu4e 20 дней назад
E bjp sarkar ra katha vote lagi thila😂😂😂😂
@SAIKO60
@SAIKO60 21 день назад
2029 re rahul gandhi coming yaad rakhna 😂
@sitaramkumarpradhan842
@sitaramkumarpradhan842 21 день назад
Modi ji jane micha thok kahiki 11 years hela desh pai kichi karinahanti Bjp hat re hi chabi achi thila only Odissa ku bhunya buleuchanti
@parsuramnayak4093
@parsuramnayak4093 19 дней назад
25 barsa akhipauni .a ta gota a masa .tathapi 1 masa re kete kan kari sarilani dharjyadhara .apekshyara phala mitha .not tautar govt .
@jaydevpradhan9433
@jaydevpradhan9433 22 дня назад
Modi and Mohan both are tauter
@BuluNaik-zg1hg
@BuluNaik-zg1hg 21 день назад
25Years bjd rajaniti kala taku kichhi kahi parilani ebe kahicha bjp ku
@amitkumarnayak1574
@amitkumarnayak1574 20 дней назад
Free yojana karni loka sabu alsua durniti sartha ehi sabu armba heba durniti hatiba ku hele free band karaja bjp srakar batku asibe
@qxztr
@qxztr 22 дня назад
ଚାବିତ ପାଏଲ ରତ୍ନଭଣ୍ଡାର କେଭେ ଖୁଲିବ। ଖାଲି ଟୁଣେ ପାଡ୍ ପଡୁଛି।
@ashokkumardash1032
@ashokkumardash1032 21 день назад
Mohana babu nka sahasa nanhi. Bjp sasrakara pura jana padilani pura akarma.khali hhasana baji kala bala.
@kamalbhoi4356
@kamalbhoi4356 13 дней назад
Dekha be odissa basi sate pura basi
@user-we4hc2jx4j
@user-we4hc2jx4j 21 день назад
Bjd ra pandian neigala au bjp ra Kia neba chabikathi janiba katha😂
@santoshnayakmaatariniprodu6640
@santoshnayakmaatariniprodu6640 22 дня назад
😂
@JoubanRout
@JoubanRout 7 дней назад
😅😅😅
@jagabandhusahu8485
@jagabandhusahu8485 22 дня назад
🤭
@pradiptamohanty1364
@pradiptamohanty1364 22 дня назад
BJP govt eha sabu kariba paine akhyam boli odisha ra janasadharan anubhav kaleni.... Tenu jatha sighra odisha ra sabu khetrare inquiry heba jaruri... Eha nhi odisha basi asha karanti.... Ebe jaha jana paduchhi BJP govt kounasi kama karibare biphala.... Taha ebe odisha ra janasadharan nku manasika bhabe kasta delani....
@parsuramnayak4093
@parsuramnayak4093 19 дней назад
Modi sara world re no1 .jia ninda karuchi se watch men pain madhya gogya nunha .
@user-fp7vw2ht1p
@user-fp7vw2ht1p 22 дня назад
Kan hin khola galani
@rozasaiodiakitchen
@rozasaiodiakitchen 20 дней назад
Michha kahibar gote sima thae ,sabu par kari dauchha
@tadasilu8478
@tadasilu8478 22 дня назад
400
@PankajiniSingh-yk3gr
@PankajiniSingh-yk3gr 21 день назад
Katar lagao
@ajaysahoo2976
@ajaysahoo2976 22 дня назад
Bjp ra bada kendriya neta election purbaru bada katha kahigale,sehi katha ku bharasa kari odia bjp ku andha bhabare vote dei jitaile. Hele jane aparipakya adibasi lokaku cm kari puni odianka saha kheluchanty. Ebe Modi kathare bi odisha loka mutibeni.
@sashikantabehera3686
@sashikantabehera3686 21 день назад
Modi jadi chabi Tamilnadu re achhi.bjp Sarkar Kala dam achhita chabikathi Ana.
Далее
😱КТО БУДЕТ ЛЕДИ БАГ А4⁉️ #а4
00:50