Тёмный

Nabin Nka Charcha With Bhatli MLA Irasis Acharya | Nirbhay Gumara Katha 

Nirbhay
Подписаться 282 тыс.
Просмотров 35 тыс.
50% 1

Nabin Nka Charcha With Bhatli MLA Irasis Acharya | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

15 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 122   
@susantasahoo9544
@susantasahoo9544 15 дней назад
ଧନ୍ୟବାଦ ନବୀନ ବାବୁ , ନବୀନ ଯୁବ ବିଧାୟକମାନଙ୍କ ସହିତ ଆଲୋଚନା ବହୁତ ମର୍ମସ୍ପର୍ଶୀ ହୋଇଛି। ଆଶା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କର ଏକ ସାକ୍ଷାତକାର କରନ୍ତୁ।
@turnonage
@turnonage 14 дней назад
to muha ku tike laja achi.....se choro nabin patnaik ku dhanyabd kahuchu...sala ekno choro ta nabin
@deepikaratha2879
@deepikaratha2879 15 дней назад
We love IRASISH ACHARYA..one of the most dedicated and talented young man of our area...
@Xjkbccojofvbnkk
@Xjkbccojofvbnkk 14 дней назад
Next time tate vote nai dia bip
@deepikaratha2879
@deepikaratha2879 14 дней назад
@@Xjkbccojofvbnkk j heta kahebar kana ache bhai.. Nai deba.. Chup raha ...
@Xjkbccojofvbnkk
@Xjkbccojofvbnkk 13 дней назад
@@deepikaratha2879 sabu aade lutuchhe bjp bhul heigala vote dei kari
@Papun.tenge-tenge_
@Papun.tenge-tenge_ 8 дней назад
​@@Xjkbccojofvbnkktui dele jek jitva vel bo
@ajitkumarpanda6388
@ajitkumarpanda6388 15 дней назад
Sir,ଆପଣଙ୍କ ର ଅନୁପସ୍ଥିତ ଆମକୁ ଅଥୟ କରିଦେଲା,,,,,,ଯାହାହେଉ ଆପଣଙ୍କ କାର୍ଯ୍ୟକ୍ରମ ଜାରି ରହୁ,ନ ହେଲେ ସବୁ ଗୁମର ଫିଟିବ କେମିତି ?
@BhismadevAcharya
@BhismadevAcharya 15 дней назад
ଶ୍ରୀ ଇରାଶିଷ ଆଚାର୍ଯ୍ୟ ଙ୍କୁ ପାଇ ଭଟଲି ନିର୍ବାଚନ ମଣ୍ଡଲୀ ଆଜି ଗର୍ବୀତ। ଆଜି ସତ୍ୟ, ନ୍ୟାୟ, ଅହିଂସା ର ବିଜୟ ହୋଇଛି। ଭଟଲି ତାର ଅସ୍ମିତା ଫେରି ପାଇଛି। ପ୍ରଭୁ ଶ୍ରୀ ଦଧିବାମନ ସ୍ୱାମୀ ଇରାଶିଷ ଙ୍କ ପଥଗାମୀ ହୋଇରହି ଥାଆନ୍ତୁ । ଏହା ହିଁ ଆମର ଆଶା। 🙏
@suryakantasahoo5526
@suryakantasahoo5526 15 дней назад
ହେ ପ୍ରଭୁ, ରକ୍ଷା କର, sir ଏତେ ଦିନ ଦେଲା ନ ଦେଖି ମନ ତ ଅଜଣା ଭୟ ଘାରି ଠିକ, ଏବେ ଟିକେ ରିଲାକ୍ସ
@jeetpatra029
@jeetpatra029 15 дней назад
ଠକ୍ କଥା ଆଜ୍ଞା କହିଲେ! 🙏
@binayakpaikaray8221
@binayakpaikaray8221 15 дней назад
ଆଜ୍ଞା,ଆପଣଙ୍କ ନିର୍ଭୟ ଗୁମରକଥାରେ ମନୋଜ୍ଞ ବିଶ୍ଳେଷଣକୁ କିଛି ଦିନହେଲା ଶୁଣିବାକୁ ନ ପାଇ ମନ ବ୍ଯଥିତ ହେଉଥିଲା। ଅସୁବିଧା କ'ଣ ଥିଲା? ଏବେ ସୋମବାରଠାରୁ ପୁନଶ୍ଚ ଶୁଣିବାକୁ ପାଇବୁ ନା ନାହିଁ?ଅନୁରୋଧ, ନିର୍ଭୟ ଗୁମର କଥାକୁ ବନ୍ଦକରନ୍ତୁ ନାହିଁ।
@purnachandrasahoo9161
@purnachandrasahoo9161 15 дней назад
ନିର୍ଭୟ ଗୁମର କଥା କଣ ବନ୍ଦ କରିଦେଲେକି...?
@santoshpradhan2509
@santoshpradhan2509 15 дней назад
ସାର୍ ଆପଣ ହଠାତ୍ ଏମିତି ତିନି ଦିନ ଧରି ଉଭାନ ହୋଇଗଲେ ଆମେ ଛାନିଆ ହୋଇ ଯାଇଥିଲୁ ।
@kamalakantadas6050
@kamalakantadas6050 15 дней назад
Irashis is a top youth leader of Odisha ,Highly educated MLA.He should be inducted as a minister.It will inspired future generations 👌☺️
@malaykumarpraharaj1864
@malaykumarpraharaj1864 15 дней назад
ଜୟ ଜଗନ୍ନାଥ ଆଜ୍ଞା 🌹🙏🌹,କିଛିଦିନ ହେଲା ନିର୍ଭୟ ଗୁମର କଥା ଦେଖିବାକୁ ନପାଇ ମନ ଭିତରେ ଅନେକ ପାପ ଛୁଉଁ ଥିଲା 😢 ଆଜି ନବୀନଙ୍କ ଚର୍ଚ୍ଚାରେ ଦେଖି ବହୁତ ଖୁସି ଲାଗିଲା 🥰🥰 ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଘଣ୍ଟ ଘୋଡେଇ ରଖି ଥାଆନ୍ତୁ ❤️🙏❤️
@mituprdhan2020
@mituprdhan2020 15 дней назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ❤❤❤❤
@kshirabdhigiri3292
@kshirabdhigiri3292 14 дней назад
Very nice discussion.Public should know the real truth .So many thanks to Irashis.👌👌
@chandipadapanda4707
@chandipadapanda4707 15 дней назад
ଭଟଲି ନିର୍ବାଚନ ମଣ୍ଡଳୀ ଟି ଏକ ସମ୍ବେଦନଶୀଳ ସ୍ଥାନ ଭାବେ ପରିଚିତ ହୋଇ ପାରିଛି ସୁଶାନ୍ତ ସିଂ ମହାଶୟ ପାଇଁ,ସେଠାକାର ବର୍ତ୍ତମାନ ର ବିଧାୟକଙ୍କୁ ଚର୍ଚ୍ଚା ରେ ଡାକିଥିବାରୁ ଧନ୍ୟବାଦ ଅର୍ପଣ କରୁଛି ।
@maheswarparihari5189
@maheswarparihari5189 15 дней назад
ତିନି ଦିନ ଯେପରି ଅନ୍ଧାରୁଆ ଲାଗିଲା । Irasis is a very strong and smart boy also a active leader ।
@biswaranjandora9211
@biswaranjandora9211 7 дней назад
ଇରାଶିଷ ଦାଦା ନିଶ୍ଚିତ ଭଲ କାମ କରବେ।Good Luck Dada👍👍
@consultsushant
@consultsushant 14 дней назад
I see Irashish as the next CM of Odisha. Full of leadership traits!🎉
@rabishankarraut1977
@rabishankarraut1977 15 дней назад
ଆଜ୍ଞା ନମସ୍କାର, ଆପଣଙ୍କ ପାଇଁ ମୁଁ ବହୁତ୍ ଦୁଃଖିତ।
@bibhutibhusanbanarjee7564
@bibhutibhusanbanarjee7564 15 дней назад
ସାର୍ ନମସ୍କାର ଆମେ ଗତ ତିନିଦିନ ହେଲା ଗୁମର କଥା ଦେଖି ପାରୁନାହୁଁ।
@souravmishra2048
@souravmishra2048 15 дней назад
Fire brand leader proud of you irasish bhai🙏🏼🙏🏼
@satishchandrabehera7291
@satishchandrabehera7291 15 дней назад
ବିଶ୍ଵର ସବୁଠାରୁ ବୃହତ ମୁକ୍ତ ରଙ୍ଗମଞ୍ଚ ହେଉଛି ବରଗଡ଼। ରାଜନୀତି ଦୃଷ୍ଟି କୋଣରୁ ବରଗଡ ମଧ୍ୟ କିଛି କମ୍ ନୁହେଁ। ମାନ୍ୟବର ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରକାରାନ୍ତରେ ତାହା ସ୍ଵୀକାର କରିଛନ୍ତି। ଜୟ ଜଗନ୍ନାଥ!!!
@jchoudhury274
@jchoudhury274 14 дней назад
ଗୁଟେ ବହୁତ ବଡ଼ ଦୁର୍ନିତି ଗ୍ରସ୍ତ ବେଇମlନ୍ ଦଲାଲ୍ ଲୁଟେରା ସୁଶାନ୍ତ ସିଂ କୁ ହରାଇ ଇରା ସିସ ବାବୁ ଜିତିଲେ ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ
@sushanta87
@sushanta87 12 дней назад
Ajira charcha atti chamtkar thila, MLA Babu nka behaviour bi ati sundar
@sipramishra8094
@sipramishra8094 15 дней назад
ନିର୍ଭୟ ଗୁମର କଥା, ରାଜନୈତିକ ଚାପରେ ବନ୍ଦ୍ କରିଦେଲେ କି? ନିର୍ଭୟ ଗୁମର କଥା ଏଇ କେତେଦିନ ନଦେଖି ଭାତ ହଜମ ହେଉନଥିଲା। ଦିନ ଗୋଟିଏ ବାଜିଗଲେ ଆପଣକୁ ଶୁଣିବା ପାଇଁ ଉତ୍କଣ୍ଠା ଦେଖାଦେଇଥାଏ। ମାତ୍ର ନିରାଶ ହେଲି। ଆଶା, ନିରାଶ କରିବେନି... ନମସ୍କାର
@skaifoundation8120
@skaifoundation8120 15 дней назад
Sohela, Ambhabana, Bhatli memories. Thank you for today 🙏.
@manaswinisahoo6357
@manaswinisahoo6357 15 дней назад
ସଂଗ୍ରାମୀ ସଦୃଶ ପ୍ରତୀୟମାନ। ସୁନ୍ଦର ଅଭିବ୍ୟକ୍ତି
@dayanidhipradhan7577
@dayanidhipradhan7577 15 дней назад
Thanks a lot to NIRBHAYA team ( specifically Mr Nabin Das) for the Fearless approach by unveiling & highlighting the darken part of Govt. since long back. Sincere Thanks & welcome to Mr Irasis Acharya the youth upcomming intellectual MLA having the dream to make an IDEAL constituency free from Gunda-Raj . After a long period Bhatli constituency is going to see the new Sun rise with Rama Rajya. Praying God to bless him with enough energy to cherish the dream for public welfare. Thanks 🙏
@NirojDash-fl8zt
@NirojDash-fl8zt 15 дней назад
300unit line kenta kar ba ho
@lokanathchhataraa9057
@lokanathchhataraa9057 14 дней назад
ମୁଁ ମୋ ନେତା ପାଇଁ ଗର୍ବିତ ଆପଣକୁ କୋଟି କୋଟି ପ୍ରଣାମ 🙏🙏
@ghanashyampandey9200
@ghanashyampandey9200 15 дней назад
Irasis dada k bhorosa ache amar anchal k devlop karbe
@prafullamohanty5557
@prafullamohanty5557 15 дней назад
ନବୀନ ସାର୍ ଅତି ସୁନ୍ଦର ଉପସ୍ଥାପନା। ପୂର୍ବ ସରକାର ରେ ବହୁତ୍ ଲୋକ ଙ୍କୁ ନିର୍ଯାତିତ ହେଇ ଛନ୍ତି।। ବର୍ତ୍ତମାନ ସରକାର ଏସବୁ ବିଚାର କରିବା ଉଚିତ୍
@hariprasadpradhan8868
@hariprasadpradhan8868 9 дней назад
ଅତି ସୁନ୍ଦର ପ୍ରସ୍ତାବ ଜଳସେଚନ ହେଉ, ଛୋଟ ଛୋଟ ପ୍ରୋଜେକଟ ହେଉ ଯାହା ଖରିଫ ଫସଲ ରକ୍ଷା ହେଉ।
@dhananjaykishan9226
@dhananjaykishan9226 12 дней назад
We feel proud that our loving senior of SJ Hostel,GM College became a MLA. Love you Irasish Daa ❤
@sashirekhadash
@sashirekhadash 15 дней назад
ଆଜ୍ଞା ଦୁଇଦିନ ହେଲା ଭିଡିଓ ନଥିଲା କାହିଁ କି?
@omprakashkhamari-cv2kc
@omprakashkhamari-cv2kc 9 дней назад
Pradeep purohit jane sangrami o samaj sebi bhala loka bali bargarh loka sabha re bargarh bashi bahut sankhiya re vote dei jiteile pradeep purohit dada 🎉🎉🎉
@sudambarik8185
@sudambarik8185 15 дней назад
Right sir. Report card is to be given. Bahut bhal program
@padmacharanpatnaik7959
@padmacharanpatnaik7959 15 дней назад
Very high standard journalism and an enjoyable interview.
@hemantakumar5501
@hemantakumar5501 15 дней назад
ଏ ସପ୍ତାହରେ ନିର୍ଭୟ ବଂଦ ଅଛିକି
@user-es3fn9dc5u
@user-es3fn9dc5u 15 дней назад
ବରଗଡ଼ ଜିଲ୍ଲା ର ଭଟଲି ନିର୍ବାଚନ ମଣ୍ଡଳୀ ପାଇଁ କିଛି କରିବା ବ୍ୟତୀତ ରାଜ୍ୟ ପାଇଁ କିଛି କରିବେ ବୋଲି ଆଶା ଯଥା ପଛୁଆ ବର୍ଗର ଯୁବକ ମାନଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ 27% ସଂରକ୍ଷଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ଯେଉଁଟା ନୁଆଁ ନୁଁହେଁ ଯାହା ଓଡିଶା ରେ ଲାଗୁ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ବହୁତ ଲଢ଼ିଛନ୍ତି।
@ajaynayak778
@ajaynayak778 15 дней назад
Very sorry for your absence
@dr.chintamanipatel3320
@dr.chintamanipatel3320 15 дней назад
In 2019 Irish lost the election. Still then every one accepted him as the befitting candidate to face the election in all' respect. We wish him bright future.
@boleshwarpatra9408
@boleshwarpatra9408 14 дней назад
I am belongs to bhatli constituency I think it's great journalists and respected MLA intellectual discussion on various issues on this area especially drugs supplies to stop for welfare of youth, law and order maintained for peaceful living, irrigation facility for farmers, health and education infrastructure highlighted very few this type of interview I can see in media house especially in odisha I think mla clearly understand the regional aspirations of western odisha.
@ShibaprasadMishra-qq3tb
@ShibaprasadMishra-qq3tb 14 дней назад
Tq👍
@skaifoundation8120
@skaifoundation8120 15 дней назад
Loved " sensitive jaga" analysis.
@laxmanprasadbarik9319
@laxmanprasadbarik9319 15 дней назад
Very nice discussion.
@ashokpanigrahi1261
@ashokpanigrahi1261 2 дня назад
Jaymatalaxmi
@abhiramsahoo5642
@abhiramsahoo5642 15 дней назад
ନିର୍ଭୟ ଗୁମର କଥା ତିନିଦିନ ହେଲା ପ୍ରସାରଣ ନହେବାରୁ ମନ ଭିତରେ ବିଭିନ୍ନ ଆଶଙ୍କା ଆସୁଥିଲା,କ'ଣ କାରଣ ଥିଲା ଆଜ୍ଞା ? ବିଧାୟକଙ୍କ ସହିତ ଆପଣଙ୍କର ଏ ଚର୍ଚ୍ଚାରୁ ଓଡିଶା ବିଜେଡିର ଅନେକ ତ୍ରୁଟିର ଫର୍ଦ୍ଦାଫାସ୍ ହେଲା !
@JitankumarDash-gt3kf
@JitankumarDash-gt3kf 8 дней назад
bhai bhal kama karantu bht agaku jibe jay jaganaath
@kastucharansahu6656
@kastucharansahu6656 15 дней назад
Many many congratulations Irasis acharya
@chaitanyabariki810
@chaitanyabariki810 15 дней назад
ସତ୍ୟମେଵ ଜୟତେ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ
@jpofficial5440
@jpofficial5440 12 дней назад
Such a great leader
@narendrakumarmahakur8604
@narendrakumarmahakur8604 15 дней назад
କେନସିଥି ନାଇଁ ନ ଉନା ବରଗଡ଼ କେନସିଥି ନାଇଁ ରହୁ ଉନା ମା ସମଲେଇର ଆର୍ଶୀବାଦ ଥାଉ ନବୀନ ଆଜ୍ଞା ନାଇଁ କରୁନ୍ ଭାବନା ।
@shovanrath8834
@shovanrath8834 15 дней назад
A great person who is very talented
@Sundarmani-f6m
@Sundarmani-f6m 15 дней назад
Nabin sir Firstly Irasish parents good and honest. They treated poor people whose have not given money.Irasish cash was false . people of Bhatli can not belive regarding murder cash.Irashish Acharya is very good man.All educated people must with him.We are very happy for getting as MLA. I also like him.
@kundansahu9310
@kundansahu9310 14 дней назад
ଆପଣଙ୍କ ଚ୍ୟାନେଲ୍ ମାଧ୍ୟମରେ ମୋହନ ସରକାରଙ୍କୁ ମୋର ପ୍ରଶ୍ନ ଯେ ନିର୍ବାଚନ ସମୟରେ ପ୍ରସ୍ତୁତ କରିଥିବା ଜେଲ୍ ର ତାଲିକା ସହ ଦୁର୍ନୀତିଗ୍ରସ୍ତ ବିଜେଡି ନେତାମାନଙ୍କର ନାମ ମଧ୍ୟରୁ କେତେଜଣ ଏଯାଏଁ ଜେଲ ଗଲେଣି ଟିକେ ତଥ୍ୟ ପ୍ରଦାନ କରିବେ ।
@acharyaone7500
@acharyaone7500 14 дней назад
Soumya Babu nku thare dakibaku anurodh..♥️🙏
@pratyushkumarchakra2762
@pratyushkumarchakra2762 15 дней назад
I hope you see my comment! I wanted to compliment you on your excellent questioning skills - keep up the great work! I also have a request: could you please invite Ghasipura MLA Shri Badri Narayan Patra for a conversation? He's a remarkable individual known for his kindness and dedication to helping people across party lines. His good deeds are countless, and if I were to list them all, it would fill a book! So, I kindly request that you invite our beloved Badri Sir. Thank you!!!
@ranjansahu7759
@ranjansahu7759 15 дней назад
Ovartaa huya Chehera logo kaa Mashihaa❤
@ashoksamal7683
@ashoksamal7683 15 дней назад
ନିର୍ଭୟ ଚାନେଲ କୁ ଆଉ ନିୟୁଜ ପାଣ୍ଡିଆନ, ନବୀନ ବାବୁ ଛଡା କିଛି ନାହିଁ, ରାତିରେ ଶୁଏନି, ଅତି ଅଲଜ୍ୟା ଲୋକ, ବିଜେପି ର ଯୋଜନା ଲୋକଙ୍କ ବିଷୟରେ ଆଲୋଚନା କରି ଶିଖିନି,
@littoncool
@littoncool 15 дней назад
Tu Naveen Pandian ra chamcha ki…..25 yr ra durniti katha Gapile 5 yr minimum Lagiba…setiki din se gapu….aau kichi topic asiba kouthi jebe 25 yr Jane power re Rahiba….
@sudambarik8185
@sudambarik8185 15 дней назад
Correct
@Jagannath-oc9ht
@Jagannath-oc9ht 15 дней назад
JAI JAI SHREE JAGANNATH.
@manjupravamishra8000
@manjupravamishra8000 15 дней назад
ଜୟ ଶ୍ରୀ ଜଗନ୍ନାଥ 🌹🙏।
@sahilpadhan380
@sahilpadhan380 15 дней назад
Proud of you irasis dada
@basantapattnaik7812
@basantapattnaik7812 15 дней назад
ସାର ପ୍ରଣାମ 🙏🌹
@BidyabhusanKuldy-yy4cb
@BidyabhusanKuldy-yy4cb 15 дней назад
Irashish bhala misile, sata kahile... Nischay tankara ujjala bhabishyat achhi. God bless him.
@radhakantrk7677
@radhakantrk7677 15 дней назад
Rengali vidhayak sudarshan news nku thare dakantu
@uttamkumarbarik552
@uttamkumarbarik552 15 дней назад
ଆପଣଙ୍କ ର ତିନି ଦିନ ଏପିସଡ଼ ନ ଦେଖି. ବହୁତ ମନ ଦୁଃଖ ହେହୁଥିଲା
@srinibassp2968
@srinibassp2968 14 дней назад
Navin sir baahubali heba paen tagda ragda heba darkar nahi... Jigar thiba darkar 😃 jahara jigar thiba se bahubali
@taranisennaik1473
@taranisennaik1473 15 дней назад
Jay Dadhibaman Swami 🙏 Bhatli Dham
@GopikaPatra
@GopikaPatra 15 дней назад
#MyLeader Irasis Dada 🙏❤️
@jyotiranjan203
@jyotiranjan203 15 дней назад
Sir 🙏
@acharyaone7500
@acharyaone7500 14 дней назад
❤❤
@chandrabhanu2015
@chandrabhanu2015 13 дней назад
🙏🙏
@Infinitylearning07
@Infinitylearning07 15 дней назад
Podcast ରେ ଅମରେନ୍ଦ୍ର ଦାସଙ୍କୁ ଡାକନ୍ତୁ।
@user-fo9ko2lq6x
@user-fo9ko2lq6x 15 дней назад
ଡଃ ହେମନ୍ତ ଲେଙ୍କା ବୁଧବାର ସକାଳ ୭ଟାରେ ଶୈଳଶ୍ରୀବିହାର ମାଛ ବଜାରରେ ଆପଣଙ୍କ ସହ ଦେଖା ହୋଇଥିଲା। ଆମ ଭିତରେ ୫/୭ ମିନିଟ ଅନ୍ତରଙ୍ଗ ତଥା ସୁଖଦ ବାର୍ତ୍ତାଳାପ ହୋଇଥିଲା । ସେହି ଦିନ ମଧ୍ୟାହ୍ନରୁ ଆଜି ଅର୍ଥାତ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ନେଇ ଚିନ୍ତିତ ଥିଲି କାରଣ ୩ ଦିନ ନିର୍ଭୟ ଗୁମର କଥା ପ୍ରସାରଣ ବନ୍ଦ ଥିଲା। ଇଶ୍ଵରଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଯେହେତୁ ଆପଣଙ୍କୁ ସୁସ୍ଥ ଭାବରେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖୁଛି ।
@rabindrakumarroutray5599
@rabindrakumarroutray5599 15 дней назад
I feel your absence a lot for last two days.
@bijoyketanacharya8921
@bijoyketanacharya8921 15 дней назад
Nirbhaya Gumar Katha kuade Gala.
@ManojMohanty-e8o
@ManojMohanty-e8o 9 дней назад
Nabin das. B j p bala pandian ku hat kari para sarkar ku asile b j p bala pandian lu dhari. E v m tampering kari sarkar ku asichi.
@birakishoresahoo3080
@birakishoresahoo3080 14 дней назад
Rajniti byaktitwa biseshkari bjp leaders manaku apanka alochana nischita sasan ku sudhar kariba.jay jay jagannath.
@rabishankarraut1977
@rabishankarraut1977 15 дней назад
ସେ ଯାହା ହେଉ ନାଁ କାହିଁକି ଜନତା ଜନାର୍ଦ୍ଧନ ପରିବର୍ତ୍ତନ ଚାହିଁଥିଲେ
@ManojMohanty-e8o
@ManojMohanty-e8o 9 дней назад
Nabin babu hat fat halai kahuna.
@unlimitedstatus7362
@unlimitedstatus7362 15 дней назад
ବହୁତ ଦିନ ପରେ, କାରଣ ଜାଣିପାରୁନାହୁଁ ସାର... ଦୟାକରି ଜଣାନ୍ତୁ ସାର
@RanjanBehera-ge1kf
@RanjanBehera-ge1kf 15 дней назад
☀️ ସାର୍ ନମସ୍କାର... 🌺🌼🌹🌼🌺 ଲୋକମାନଙ୍କ ସ୍ଵର ନିରନ୍ତର ପ୍ରକ୍ରିୟା ରେ ଚାଲୁ ରହିଥିବାରୁ ନିର୍ଭୟ ଗୁମର କଥାକୁ ଅନେକ ଅନେକ ଶୁଭେଚ୍ଛା...⏩ ♥️🌲💙🌲 🧡🌲🖤🌲💚🌲🤍🌲♥️🌲 💙🌲💛🌲🖤🌲♥️🌲 🌲💙🌲🧡🌲🤍🌲♥️🌲💚🌲🖤🌲💙🌲♥️🌲💛🎄💙
@taranisennaik1473
@taranisennaik1473 15 дней назад
Bhatli Dadhibaman mandir prakalpa hau dada
@rajeshkumarjena4332
@rajeshkumarjena4332 14 дней назад
Accidental Govt....
@manjuranimishra1135
@manjuranimishra1135 15 дней назад
You are breve🎉
@satyabaspatel4001
@satyabaspatel4001 14 дней назад
2029 re bjd again
@dwarikanath1958
@dwarikanath1958 15 дней назад
ଆପଣଙ୍କ ପ୍ରଶ୍ନ ର ଉତ୍ତର ପାପ ହାଣ୍ଡି ଭର୍ତ୍ତି ହେଲେ ଭଗବାନ ଦଣ୍ଡ ଦିଅନ୍ତି |
@consultsushant
@consultsushant 14 дней назад
Correction, A future CM and not next CM.
@rajanikantabiswal2669
@rajanikantabiswal2669 15 дней назад
ସାର୍ ନମସ୍କାର ଆପଣ କଣ ଆମ ଉପରେ ଅଭିମାନ କରି ଥିଲେ କି
@chhatishmohanta6403
@chhatishmohanta6403 15 дней назад
ସାର ମୟୂରଭଞ୍ଜ MP ଥରେ ଡାକନ୍ତୁ
@BidyabhusanKuldy-yy4cb
@BidyabhusanKuldy-yy4cb 15 дней назад
Sir 3/4 dina nirbhay absent kahinki hela janein leni... Ajira program purbaru, suspence rahigala.
@pallimadhuriodiafolksong2771
@pallimadhuriodiafolksong2771 15 дней назад
ଦକ୍ଷତା ଅଛି
@prasant6260
@prasant6260 15 дней назад
Nabin Babu how are you ?
@subhrendumahapatra7386
@subhrendumahapatra7386 15 дней назад
Tankadhar Tripathy nku thare Charchare saamil karantu
@sibaprasaddash4386
@sibaprasaddash4386 15 дней назад
Sir nirvay gumar kstha bandh Kari dele ki
@Rajesh--123
@Rajesh--123 15 дней назад
Ramesh Jena nku dakantu
@jkmcreation1944
@jkmcreation1944 14 дней назад
Sir bjd nka Neta mananku anantu
@prasantkumardash879
@prasantkumardash879 15 дней назад
Agyan,Kuade palei thile ki aapan ?
@sarojpanigrahi3574
@sarojpanigrahi3574 15 дней назад
Nabin charcha na kale trp asibani
@SumantaSahu-mi1ve
@SumantaSahu-mi1ve 14 дней назад
Sushant singh jindabad
Далее
Nabin Nka Charcha With Berhampur MP Pradeep Panigrahi
45:16
😂😂
00:16
Просмотров 853 тыс.
Каха и жена (недопонимание)
00:37
Тарковский - гений
00:48
Просмотров 485 тыс.
Nabin Nka Charcha With Balasore MLA Manas Dutta
28:47
😂😂
00:16
Просмотров 853 тыс.