Тёмный

Naveen Desperate For Power, Public Awareness From August 16 At Sri Khetra| Nirbhay Gumara Katha 

Nirbhay
Подписаться 288 тыс.
Просмотров 58 тыс.
50% 1

Naveen Desperate For Power, Public Awareness From August 16 At Sri Khetra | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 514   
@sanu3983
@sanu3983 2 месяца назад
ମାଗିହା ନବୀନ ରେଣ୍ଡୁଆ ଶଳା ଜେଲ ଯିବୁ ଆପେକ୍ଷା କର
@nabakishoresahoo5712
@nabakishoresahoo5712 2 месяца назад
ପରାଜୟ ପରେ ନବୀନଙ୍କ ଓଡ଼ିଆ ଜ୍ଞାନ ବଢ଼ି ଯାଉଛି l ଯୁବକ ହୋଇଯାଛନ୍ତି l ପ୍ରାଞ୍ଜଳ ଓଡ଼ିଆରେ କହିଯାଉଛନ୍ତି l ହାରିବାଟା ଆଶ୍ରିବାଦ ହୋଇଯାଇଛି l
@sachikantasahoo6981
@sachikantasahoo6981 2 месяца назад
Right
@SarojaJana-if2ne
@SarojaJana-if2ne 2 месяца назад
​@@sachikantasahoo6981😮😮😮😮😮😮😮😮😮😅😅😅😢😮😅😮😮😅😅😮😢😅😮😮😅😅😅😮😅😅😮😮😮😅😮😮😮😅😮😮😅😮😮 😅😮😅😮😅😮
@PurnachandraBehera-if5tu
@PurnachandraBehera-if5tu 2 месяца назад
ନବୀନ ବାବୁ ଙ୍କ ପରି ଆଉ ଜଣେ କେହି ଦୁର୍ନୀତି ଗ୍ରସ୍ତ ମୁଖ୍ୟ ମନ୍ତ୍ରୀ ଓଡିଶା ପାଇବ ନାହିଁ।
@ishwarchandra3980
@ishwarchandra3980 2 месяца назад
100%👍
@subashsamal3730
@subashsamal3730 2 месяца назад
Odisha cm ra mohuli handiya piya rajniti
@hiteshkumarpradhan254
@hiteshkumarpradhan254 2 месяца назад
Nice ଉପସ୍ଥାପନା
@laxmidharabarik2952
@laxmidharabarik2952 2 месяца назад
ନବୀନ ପଟ୍ଟନାୟକଙ୍କ ଜନଜାଗରଣ ଯାତ୍ରା ଦିନରେ ଲଣ୍ଠନ ସଦୃଶ। ଗତ ପାଞ୍ଚ ବର୍ଷ ହେଲା ଯାଇଥିଲେ କୁଆଡେ ❤❤
@sanu3983
@sanu3983 2 месяца назад
ନବୀନ ବାବୁ ନାଁ ନବୀନ ମାଗିହା ରେଣ୍ଡୁଆ
@bijayakumarmishra2964
@bijayakumarmishra2964 2 месяца назад
24ବର୍ଷ କଣ କରିଛ ଯେ ଲଜ୍ୟା ଲାଗୁନି ପୁରା ଓଡିଶା କୁ ଖାଇଦେଲ
@pandabpolai
@pandabpolai 2 месяца назад
)♧]]]
@barshabehera3649
@barshabehera3649 2 месяца назад
ନବିନ ଦାସ ଆପଣଙ୍କ ସାହାସକୁ ଧନ୍ୟବାଦ
@RabindrachandraSahu
@RabindrachandraSahu 2 месяца назад
ଠିକା, ସରକାର ନବୀନ ସରକାର go back go back....
@debabhoi32
@debabhoi32 2 месяца назад
ସୁନ୍ଦର ବିଶ୍ଳେଷଣ ନବୀନ ମହାପୁରୁଷ ଙ୍କ କାହାଣୀ ଜଗନ୍ନାଥ ମହାପ୍ରଭୁ କ୍ଷମା କରିଁବେ ନାହିଁ ବହୁତ ଦଣ୍ଡଦେବେ
@swadhikarbetaj3768
@swadhikarbetaj3768 2 месяца назад
ନବୀନ ପଟ୍ଟନାୟକ ଗୋଟିଏ ପରମ ଭାଡୁଆ,ପରମ ଗାଲୁଆ ଓ ପରମ ଭ୍ରଷ୍ଟାଚାରୀ ନେତା ଓଡ଼ିଶାର ଥିଲେ।
@PrasantaKumarSahoo-65
@PrasantaKumarSahoo-65 2 месяца назад
ଆଜ୍ଞା ନମସ୍କାର, ୨୪ ବର୍ଷ ହେଲା ଓଡ଼ିଶା ର ଜନ ଜାଗିନଥିଲେ ..... ଯେତେବେଳେ ଜନ ଜାଗିଲେ ... ସେତେବେଳ ଏ ମହାଶୟ ମାନେ ଭୋଗିଲେ ।
@gudli24
@gudli24 2 месяца назад
Right sir
@jashobantanpanda3127
@jashobantanpanda3127 2 месяца назад
😅😅😅😅
@ashokpattanik6945
@ashokpattanik6945 2 месяца назад
ନମସ୍କାର ଆଜ୍ଞା।ନବୀନ ପଟ୍ଟନାୟକ ଙ୍କ କଥା ଛାଡ଼ନ୍ତୁ।ସେ ଅଯୋଗ୍ୟ ବୋଲି ତ ଓଡ଼ିଶା ବାସୀ ତାଙ୍କୁ ଶାସନ ରୁ ଦୂରେଇ ଦେଲେ।ଆଉ କାହିଁକି ଘୋଷରୁଛନ୍ତି।ବିଜେପି ସରକାର ନିଶ୍ଚୟ ତାଙ୍କ ସମୟର ଦୁର୍ନୀତି ର ପର୍ଦା ଫାସ୍ କରିବ।ପ୍ରଥମେ ଖଣି ଦୁର୍ନୀତି ରୁ ଆରମ୍ଭ କରିବ।ସେ ସମୟର ଖଣି ସଚିବ ମନ୍ତ୍ରୀ କୋଟିପତି ଶିଳ୍ପପତି ସାମସ୍ତ୍ ଙ୍କୁ ଜେଲ୍ ପଠାଇ ଦେବ ଏତ ନିଶ୍ଚିନ୍ତ।ଦୟାକରି ଟିକେ ରାଜ୍ୟପାଳ ଙ୍କ ପୁଅ ବିଷୟ କଣ ହେଲା ।ଆଇନ୍ ମନ୍ତ୍ରୀ କହୁଥିଲେ ଜିଲ୍ଲାପାଳ ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବା ପରେ ସବୁ କରିଦେବେ। ରେପୋର୍ଟ୍ ଜିଲ୍ଲାପାଳ ଦେଲେଣି କି ନାହିଁ କିଛି ଜାଣି ହେଉ ନାହିଁ।ଆଇନ୍ ମନ୍ତ୍ରୀ ସେବେଠୁ ନୀରବ ସରକାର ବୋଧହୁଏ ଏ ଆଳୁ ଭିତରେ ଭୁଲି ଯାଇଛନ୍ତି।ଦୟାକରି ସେ ବିଷୟରେ କିଛି କୁହନ୍ତୁ।
@HappyBadminton-qq3qt
@HappyBadminton-qq3qt 2 месяца назад
ଧର୍ମର ଜୟ,ପାପର କ୍ଷୟ। ଭଗବାନଙ୍କର ଦରବାରରେ ସବୁ ହିସାବ ନିକାଶ ଠିକ୍ ଠିକ୍ ହେବ
@govindbisoyi4685
@govindbisoyi4685 2 месяца назад
ବିଜୁବାବୁଙ୍କ ଛବି ଓଡ଼ିଆ ମାନଙ୍କର ହୃଦୟ ରେ ଯେପରି ଥିଲା ନବିନ ବାବୁ ସବୁ ସାରିଦେଲେ।
@ashokkumarsahoo7041
@ashokkumarsahoo7041 2 месяца назад
ଯାହାହେଉ ମୋହନ ସରକାର ନବୀନ ପଟ୍ଟନାୟକ ର ନବ ଯୌବନ ଫେରାଇ ଆଣିଛନ୍ତି
@biswanathsitha5142
@biswanathsitha5142 2 месяца назад
ଆପଣଙ୍କ କେତେକ ପଢି ହସ ଲାଗିଲା ,ନବ ଯଉବନ ,ହା ଯାହା ,
@chandipadapanda4707
@chandipadapanda4707 2 месяца назад
ନବ ଯୌବନରେ ପ୍ରାପ୍ତି ରେ ବ୍ରହ୍ମ ବିଭ୍ରାଟ ପାଣ୍ଡୁ କରିବାର ସମ୍ଭାବନା ଏଡାଇ ଦିଆଯାଇ ନପାରେ ।
@ShibasankarHansdah-um4wd
@ShibasankarHansdah-um4wd 2 месяца назад
Dhanyabad Mohan Majhi
@sairamsahoo9059
@sairamsahoo9059 2 месяца назад
ନବୀନ ବାବୁ ଙ୍କ ଏହି ଯାତ୍ରା ଜନ ଜାଗରଣ ପାଇଁ ନୁହେଁ ଭୟ ଆବରଣ ପାଇଁ l
@mituprdhan2020
@mituprdhan2020 2 месяца назад
25 ବର୍ଷ ହେଲା ଜନ ଜାଗରଣ ଅଭିଜାନ କେଉଁଠି ହେଲା
@ritesh.panipani4472
@ritesh.panipani4472 2 месяца назад
ନବୀନ ଵାଵୁ।ହେଉଛନ୍ତି ମହାକାଳ ଫଳ
@swadhikarbetaj3768
@swadhikarbetaj3768 2 месяца назад
ନବୀନ ବାବୁ ଜନଜାଗରଣ ଯାତ୍ରା ପରିବର୍ତ୍ତେ ସେ ଯଦି ନିଜର ଜ୍ଞାନ ଜାଗରଣ ଆରମ୍ଭ କରନ୍ତେ ତେବେ କିଛି ଭଲ ହୋଇ ପାରନ୍ତା।
@bipracharanjena2736
@bipracharanjena2736 2 месяца назад
ନବୀନବାବୁ ଭାବୁଛନ୍ତି ଓଡ଼ିଶାର ଲୋକେ ବୋକା ନିଜର ଅପାରଗତା ପାଇଁ ନବୀନବାବୁ ଅନୁତାପ କରି ଶେଷ ସମୟରେ ବିଶ୍ରାମ ନିଅନ୍ତୁ
@sairanjanpattanaik
@sairanjanpattanaik 2 месяца назад
ଶ୍ରଧେୟ ସାର, ଏବେ ଯେମିତି ମୁ ନବୀନ ଦାସ ନିର୍ଭୟ ରେ କହୁଛନ୍ତି ଆଗରୁ ଆପଣ ମୁ ନବୀନ ଦାସ ରୋକଠୋକ ରେ କହିବା ମୁ ଦେଖିଛି, ସେତେବେଳେ କୋଉ ଚ୍ୟାନେଲ ରେ କହୁଥିଲେ ସେ ଭିଡ଼ିଓ ଗୋଟେ କିପରି ମିଳିବକି ଆପଣ ଙ୍କର ପୁରୁଣା ଭିଡ଼ିଓ ଗୋଟେ ଦେଖିବାକୁ ଇଚ୍ଛା ହେଉଚି, ସେତେବେଳେ ବି ଭଲ ଲାଗୁଥିଲା ଏବେ ବି ଲାଗୁଚି
@parsurampanda3540
@parsurampanda3540 2 месяца назад
ଏମିତି ସଫେଦ ମଣିଷ, ମହାପୁରୁଷ, ନବୀନ, ଅଲଜ୍ୟା, ତାକୁ arrest କରନ୍ତୁ
@gokulanandadas4048
@gokulanandadas4048 2 месяца назад
Jana ଜାଗରଣ ହେବା କାରଣରୁ ନବୀନ ଭାବୁ ଗଡିଚିଉତ ହେଲେ , ଆଉ ଅଧିକ ଜାଗରଣ ହେଲେ ନବୀନ niwasa ଛାଡ଼ିବାକୁ ପଡିପାରେ ,
@saratsahu4354
@saratsahu4354 2 месяца назад
ନବୀନ କୁ ଲାଜ ଲାଗୁନାହିଁ, ସେଥିପାଇଁ ସେ ସେମିତି କାମ କରୁଛି ତାଙ୍କରି ସରକାର ସମୟରେ କେତେ ଦୁର୍ନୀତି ହେଇଛି ଏବେ ସବୁ ପୋଲ ଖୁଲୁଛନ୍ତି,
@dhamirona8662
@dhamirona8662 2 месяца назад
ବିଜେପି ସରକାର କୁ ଆସିବା ପରେ ନେତା ବିଧାୟକ ମନ୍ତ୍ରୀ ମାନେ କର୍ମୀ ଙ୍କ ଠାରୁ ଦୁରେଇ ଯାଇ ସେମାନଙ୍କ ପେଟ ପାଟଣା କଥା ଚିନ୍ତା କରୁ ନାହାଁନ୍ତି। ସେହି କଥା କୁ ଜାଣିପାରି ବିଜେଡି ତା କର୍ମୀ ମାନଙ୍କ ପାଖକୁ ଯାଇ ଆସନ୍ତା ଦିନ ପାଇଁ ରଣନିତୀ ତିଆରି କରୁଛି।
@PrakashOrissa
@PrakashOrissa 2 месяца назад
ମାଇକେଲ ଜାକସନ କାହାଣୀ ଓଡ଼ିଶାରେ ପୁନରାବୃତ୍ତି ହେବାକୁ ଯାଉଛି l 150 ବର୍ଷ ଜାକସନ ବଞ୍ଚିବାକୁ ଇଛା କରିଥିଲେ, ମାତ୍ର ମାତ୍ରାଧିକ ଔଷଧ ଯୋଗୁଁ 50 ବର୍ଷରେ ଚାଲିଗଲେ l କଥାରେ ଅଛି, ଏତେ ସ୍ୱପ୍ନକୁ ରାତି କାହିଁ?
@sudarsandalai7001
@sudarsandalai7001 2 месяца назад
ଜଗତେ କେବଳ ଜନ ହସିବେ
@shyamsundarmurmu6611
@shyamsundarmurmu6611 2 месяца назад
ନବୀନ ପାଣ୍ଡୁ ଦୁର୍ନୀତି ର ଗୋଟେ ସଂସ୍ଥା ଖୁଲି ଥିଲେ ଆଗରେ ଏମିତି ଦୁର୍ନୀତି କେବେ ହେଇ ନ ଥିଲା!
@UpendraBehera-o1z
@UpendraBehera-o1z 2 месяца назад
ନବୀନ ପଟ୍ଟନାୟକ ଏବେ ଠାରୁ ରାଜନୀତି ଛାଡ଼ି ସନ୍ୟାସୀ ହେବା ଠିକ୍ ହେବ‌।
@pabitramohandas6943
@pabitramohandas6943 2 месяца назад
ଯାହା କିଛି ଜନ ସମର୍ଥନ ବିଜେଡିର ଅଛି, ସେତକ ଲୋପ ପାଇବ l
@pkp4793
@pkp4793 2 месяца назад
ବିଜେଡି ପୁରା ଧଂସ ପାଇଯିବ .
@sachikantasahoo6981
@sachikantasahoo6981 2 месяца назад
ନବୀନ ପଟ୍ଟନାୟକ ବହୁତ ପରେ ଜାଣିଲେ ଯେ ବିଜେଡ଼ି ହାରି ଯାଇଛି
@santoshkumarsahoo8671
@santoshkumarsahoo8671 2 месяца назад
😅😅😅
@jashobantanpanda3127
@jashobantanpanda3127 2 месяца назад
😅😅😅😅😅😅😅😅😅😅
@simitapatnaik8202
@simitapatnaik8202 2 месяца назад
😂😂😂
@PrasantaKumarSahoo-65
@PrasantaKumarSahoo-65 2 месяца назад
@@sachikantasahoo6981 ହଁ....ସେଇଆ ନୁହେଁ ତ ଆଉ କଣ ... ଯେତେବେଳ ବିଧାନସଭା ଭିତରକୁ ଯାଇଥିବେ ତାଙ୍କ ଦଳର କେହି କହିଥିବେ sir ଆମ ଚୌକି ଟା ଏପଟେ । ଆଉ ସେପଟକୁ ଯାଆନ୍ତୁନି।😃
@brajakishorepadhi4022
@brajakishorepadhi4022 2 месяца назад
ଯେତେ ଦିନ ପର୍ୟ୍ଯନ୍ତ ନବୀନ ପଟ୍ଟନାୟକ ମମତା ବାନାର୍ଜୀ ଭଳି ନେତା ମୁଖମନ୍ତ୍ରୀ ହେଉଥିବେ ଦେଶ ସାଧୀନ ହେବା ଯାହା ନ ହେବା ସେୟା।
@ShibasankarHansdah-um4wd
@ShibasankarHansdah-um4wd 2 месяца назад
Really
@karunakardas151
@karunakardas151 2 месяца назад
ହେ ନବୀନ ପଟ୍ଟନାୟକ ଆଉଥରେ ଓଡ଼ିଶାର ଲୋକଙ୍କୁ ଭୂଆ଼ବୁଲାଇ ବିଜେଡ଼ି ଦଳ ଶାସନ କରିବାକୁ ଚାହୁଁଛନ୍ତି ଓଡ଼ିଶା ରୁସବୁ ଅର୍ଥ କୋଳକରି ପୁଣି ଅୟସ କରି ରଙ୍ଗ ଶାଳା ରେ ରଙ୍ଗା ରଙ୍ଗ ହେବାକୁ ଚାହୁଁଛନ୍ତି ଆଉ ମଧ୍ୟ ଦୁର୍ନୀତି କୁ ଘୋଡାଇ ବାକୁ16ଅଗଷ୍ଟ ଜନଜାଗରଣ ପ୍ରୟାସ ହେ ନବୀନ ପଟ୍ଟନାୟକ ଆଉ ନାଟକ ନକରି ଧଣ୍ଡସାପ ସାପ 🐍 ପରି ମୋଡିମାଡି ହୋଇରହ ତୁମ ନାଟକ ଓଡ଼ିଶା ର ଲୋକଙ୍କୁ ବେଶ ଭଲଭାବରେ ଜାଣି ସାରିଛନ୍ତି।
@sujitsamal694
@sujitsamal694 2 месяца назад
ନବୀନ ବାବୁ ଲୋକଙ୍କୁ ଏବେ ଭେଳିକି ଦେଖାଉଛନ୍ତି।
@dipakpanda9075
@dipakpanda9075 2 месяца назад
ଯେତେଚେଷ୍ଟା କଲେ ବି ବିଜେଡିର ଉତଥାନ ଅସମ୍ଭବ l
@bhagabansahoo915
@bhagabansahoo915 2 месяца назад
P😅
@SwarnaMohanty-hj5rs
@SwarnaMohanty-hj5rs 2 месяца назад
Kia Jane , BJP bisayere Congress semerti bhabuthile .
@arucharanpradhan5502
@arucharanpradhan5502 2 месяца назад
ଜୟ ଜଗନ୍ନାଥ,ଲୋକେ ସବୁ ଜାଣି ଛନ୍ତି। ନବିନ ବାବୁ ଜଗନ୍ନାଥଙ୍କ ପ୍ରତି ଯେପରି ଅନ୍ୟାୟ ଓ ନିରିହ ଜନତାଙ୍କୁ ଠକି ଛନ୍ତି,ଘର ଭିତରୁ ବାହାରି ଭିକାରୀଙ୍କ ପରି ବୁଲିବେ।ଏହା ଜଗନ୍ନାଥଙ୍କର ବାବୁଙ୍କ ପାଇଁ ଦଣ୍ଡ ବିଧାନ।
@SurendraMishra-t1k
@SurendraMishra-t1k 2 месяца назад
ସାଦର ପ୍ରଣାମ,ନବୀନବାବୁଙ୍କର ଜଣଜାଗରଣ ହଠାତ ମନେପଡ଼ିଗଲା..? ଦୀର୍ଘ 25 ବର୍ଷ କଣ କରୁଥିଲ ?? ନିଜର ପାପକର୍ମକୁ ଘୋଡ଼େଇବା ପାଇଁ ଏ ପ୍ରୟାସ ନୁହେଁ କି ??? ଜୟ ଶ୍ରୀରାମ 🙏🙏🙏
@nrusinghacharananpalai8034
@nrusinghacharananpalai8034 2 месяца назад
ଜୟ ଜଗନ୍ନାଥ
@nabakishoresubudhi2647
@nabakishoresubudhi2647 2 месяца назад
ମୋହନ ସରକାର ଆଉ ବିଳମ୍ବ ନକରି ଯେତେ ପ୍ରକାରର ଦୁର୍ନୀତି ହୋଇଥିଲା ବିଗତ 24 ବର୍ଷରେ ସେ ସବୁର ସିବିଆଇ ତଦନ୍ତ ନିର୍ଦେଶ ଦେଇ ସ୍ୱଚ୍ଛ ଶାସନ ତଥା ପ୍ରତିଶୃତିକୁ ପାଳନ କରନ୍ତୁ.....
@kamarajjena5461
@kamarajjena5461 2 месяца назад
👍ପାଣି ବିନା ମାଛ ର ଅବସ୍ଥା. ନବୀନ ବାବୁ ନିଜେ ସର୍ବସାଧାରଣ ରେ କହି ପାରିବେ କି ସେ କେତେ ନିଜ ପ୍ରତିଶୃତି ପାଳନ କରିଛନ୍ତି ୨୪ ବର୍ଷରେ. ଅଲଜ୍ୟା, ନିର୍ଲଜ, କୁଳାଙ୍ଗାର. ଧିକ, ଧିକ, ଧିକ
@janardanpanda5378
@janardanpanda5378 2 месяца назад
ସାର୍ ଏହା ଏକ ରାଜନୀତି ଚାଲ୍ ସାର୍ ଙ୍କ ବିଗତ ଦିନର ଏକ୍ଟିଙ୍ଗ ଆଉ ଏବର ଏକ୍ଟିଙ୍ଗ ଭିତରେ ବହୁତ ତଫାତ୍ ଏମାନେ ଶାସନରୁ ଗଲାପରେ ଏମାନେ ଖାଲି ଛଟ୍ ପଟ୍ ହେଉଛନ୍ତି
@rabindrabehera7244
@rabindrabehera7244 2 месяца назад
ବୃଦ୍ଧବେଶ୍ୟା ତପସ୍ଵିନୀ,ଆଉ କି ରଙ୍ଗ ଅଛି ?କଳଙ୍କିତ ନବୀନ ଭୂଳିଯାଅ,ଆଉ ଓଡ଼ିଶା ବାସି ତମକୁ ବାସି ପାଣିରେ ବି ପଚାରିବେ ନାହିଁ
@jagabandhubehera1984
@jagabandhubehera1984 2 месяца назад
ଜୟ ଜଗନ୍ନାଥ 🙏
@amiyakantapadhy8605
@amiyakantapadhy8605 2 месяца назад
Jai sriram
@AmiyaKumarSahoo-u3s
@AmiyaKumarSahoo-u3s 2 месяца назад
ଶହେ ମୂଷା କୁ ଖାଇ ବିଲେଇ ଯାଉଛି ତୀର୍ଥ କରି
@prabhatagouda7377
@prabhatagouda7377 2 месяца назад
👍
@ashokbadajena8568
@ashokbadajena8568 2 месяца назад
ଓଡ଼ିଶାବାସୀ ଆଉ ମାଙ୍କଡ ହାତରେ ଶାଳଗ୍ରାମ ଦେବେ ନାହିଁ
@deepakkumarmohapatra5056
@deepakkumarmohapatra5056 2 месяца назад
ଡକାୟତ୍ ପାଣ୍ଡିଆନ୍ ବିୠଦ୍ଧରେ ଆକ୍ସନ ଯେତେ ଡେରି ହେଉଛି, ଲୋକଙ୍କ ମଧ୍ୟରେ ସନ୍ଦେହ ସେତିକି ସେତିକି ବଢି ବଢି ଚାଲିଛି। ଜୟେ ଜଗନ୍ନାଥ୍ ସ୍ୱାମୀ
@sasthakumarpurohit2580
@sasthakumarpurohit2580 2 месяца назад
B j d ର ଭୂତ ମୁକ୍ଷମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ବିଚିତ୍ର ଜୀବ କଙ୍ଗ।ରୁ ଓ ରଙ୍ଗ ବଦଳୁଥିବା ବାରମାସୀ ଚଢେଇ,,,,
@PramodDash-xn2cm
@PramodDash-xn2cm 2 месяца назад
Jay Jay Jagannath Jay Jay Shree Ram
@ajitkumarpanda6388
@ajitkumarpanda6388 2 месяца назад
ଔଷଧ ବିକଳରେ ତାଟିଆ କାମୁଡିବା ଅବସ୍ଥା ହେଲାଣି ନବୀନ ପଟ୍ଟନାୟକ ଙ୍କ ର,,,,,,,,ବିକାଶ ନାମରେ ଓଡ଼ିଶାର ବିନାଶ ହିଁ ସାର ହେଲା,,,,,,,,,,CBI ଲାଗିଲେ ଠିକ୍ ତତଲା କାଟିବ,,,,
@jayanteenanda768
@jayanteenanda768 2 месяца назад
ନବୀନ ପକ୍ କା ମାଡୁଆ ଯେଉଁଦିନ ମାଡ ପଡିବ ଓଡିଶା ଛାଡିବ
@UpendraBehera-o1z
@UpendraBehera-o1z 2 месяца назад
ନବୀନ ବାବୁ , ନମସ୍କାର। ମହାନଦୀ ରେ ପାଣି ଶୁଖିଗଲା ବେଳେ , ବିଜେଡ଼ି ଦଳ ପାଣି ପାଇଁ ହାଣ୍ଡି ,ମାଠିଆ ଭାଙ୍ଗୁ ଥିଲେ । ତାଙ୍କୁ ଲାଜ ମାଡିବ କାହିଁକି ।
@jatindrabarik9271
@jatindrabarik9271 2 месяца назад
ନବୀନ ସରକାର ଯେଉଁ ଜାଗରଣ କରିଥିଲେ ତାହା ନବ ଦାସ ହତ୍ୟା,ମମିତା ମେହେର ହତ୍ୟା ପରି ଷଡ଼ଯନ୍ତ୍ର ଓ କିଛି କୁବେର ମାନଙ୍କୂ ସୃଷ୍ଠି କରିଛନ୍ତି।
@Business-inodia
@Business-inodia 2 месяца назад
CM Naveen Patnaik bahut Santi Priya state ra 24 years old ruled. 24 Years ama Naveen Patnaik 50,000 Crore Chori karichanti BJD Party. Odisha ra privious Govt. Officer pakharu 1000 Crore with 200 no plot Chori karuchanti.
@nalinipati2283
@nalinipati2283 2 месяца назад
ନବୀନ ବାବୁଙ୍କ ସଂପର୍କ ରେ ଆପଣଙ୍କ କଥା ଠିକ କିନ୍ତୁ ଓ୍ବାକଫ ବୋର୍ଡ, ବିଜେପିର ଅନ୍ଯାନ୍ଯ ପୋଗ୍ରାମ କଥା କଣ କହୁଚନ୍ତି ବୁଝାପଡୁନି।
@gobardhanrout5588
@gobardhanrout5588 2 месяца назад
ନଵୀନ ବାବୁଙ୍କୁ ଲାଜ ନାହିଁ, କ୍ଷମତା ପାଇଁ ଛଟପଟ, 24ବର୍ଷରେ କିଛି କରିପାରିଲେ ନାହିଁ,
@surendrakumarsethy8816
@surendrakumarsethy8816 2 месяца назад
ବିଜେଡି ର କାଳ ବେଳ ସରିଆସୁଛି ।ସେଥୀ ପାଇଁ ନବୀନ ବାବୁ ବିବ୍ରତ ।
@simanchalbeherauu754
@simanchalbeherauu754 2 месяца назад
Rati asijaichhi bjd din dekhiba pai shan dekhibaku chahuchhi
@laxmidharapanda6086
@laxmidharapanda6086 2 месяца назад
ଜନବିରୋଧୀ କାର୍ଯ୍ୟକରି ଜନ ଜାଗରଣ ଯାତ୍ରା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ! ଜଗତେ କେବଳ ଜନେ ହସିବେ ଏହିତହୁଁ ଫଳ.........
@srikantapradhan506
@srikantapradhan506 2 месяца назад
ନବୀନ ସରକାର ଚବିଶି ବର୍ଷ ଓଡିଶା କୁ କାଙ୍ଗାଳ କରିଦେଇଛି, ନବୀନ ସରକାର ପାଗଳ ଚୋଧ ଶଳା ଟା.
@prabhasray675
@prabhasray675 2 месяца назад
Jay Jagannath Jay Shriram
@biswanathsitha5142
@biswanathsitha5142 2 месяца назад
ଏମିତିରେ ତ ନବିନଙ୍କ ନାମରେ ମାନହାନୀ କେସ ରାଜ୍ୟ ସରକାର କରନ୍ତୁ ,ଯଦି କିଛି ବିରୋଧ ଭାଷା ପ୍ରୟୋଗ କରନ୍ତି ,କେସ କରାଯାଉ ,
@biswanathsitha5142
@biswanathsitha5142 2 месяца назад
ଏବେ ଜଣା ପଡିଲା ନବିନ ପଟନାୟକ ଜଣେ ଅହଂକାରି , ତାଙ୍କୁ ଖାଲି ଗାଦୀ ଦରକାର , କିନ୍ତୁ ଶାସନ ଜଣା ନାହିଁ,ବିକାଶ କଣ ଜାଣନ୍ତି ନାହିଁ, ଜନତା ଙ୍କ ଜୀବନ ଜିବୀକା ଉପରେ ଧାରଣା ନାହିଁ, ଟଙ୍କା ଦେଇ ଭୋଟ କିଣିବା ଜାଣିଛନ୍ତି , ନବିନ ବାବୁକୁ କେବଳ ଟଙ୍କା ଦରକାର ,ପିସି ଦରକାର ,ବଡ ଅଭୁତ ମଣିଷ ନବିନ ପଟନାୟକ,,କିଛି ଜଣା ନାହିଁ ,ଦଳର ନେତାଙ୍କୁ ଗେଟ ଜଗେଇ ଦେଇ ବାବୁ ମଦ ନିଶାରେ ଆରାମ କରିବା ମଣିଷ ନବିନ ,
@manjupravamishra8000
@manjupravamishra8000 2 месяца назад
ଜୟ ଶ୍ରୀ ଜଗନ୍ନାଥ 🙏🌹। ଆଜ୍ଞା ନବୀନ ବାବୁ "ଔଷଧ ବଦଳରେ ତାଟିଆ କାମୁଡ଼ୁଛନ୍ତି"👍।ଏହା ଅତି ହାସ୍ୟାସ୍ପଦ କଥା। ନିର୍ଭୀକ ସାମ୍ବାଦିକତା କ୍ଷେତ୍ରରେ ଆପଣଙ୍କର ଅବଦାନ ଅତୁଳନୀୟ ତଥା ଅଦ୍ୟୁତୀୟ👍🙏। ଜୟ ଶ୍ରୀ ଜଗନ୍ନାଥ 🙏🌹।
@surathcharanmuduli4263
@surathcharanmuduli4263 2 месяца назад
ଯାହା ପାଇଁ ଦଳ ଅଧପତନ୍ ହେଲା ଏବେ ନବୀନବାବୁ ତାକୁ ଘରେ ନୁଚେଇ ରଖି ଲୋକଙ୍କ ପାଖକୁ ଯାଉଛନ୍ତି ଜନସଂପର୍କ ସ୍ଥାପନ କରିବା ପାଇଁ। ନବୀନବାବୁ ଅପମାନିତ ହେବେ।
@chhabindramansingh73
@chhabindramansingh73 2 месяца назад
ବିଶ୍ୱସ୍ତରୀୟ ରୂପାନ୍ତରୀକରଣ ପ୍ରବଳ ବିକାଶ କଲାପରେ, କଣ ଦର୍କାର ଜନଜାଗରଣ, bjd ବୁଡିବା ଡ଼ଙ୍ଗା କୁ ରକ୍ଷା କରିବାକୁ, ଜାହାକଲେ ଡ଼ଙ୍ଗା କଣା ପନିପସୀ ବୁଡିବ, ଆଗରୁ ଲୁଟିଲ ଏବେ ଲୋକ ମନେପଡିଲେ
@thirdeye9492
@thirdeye9492 2 месяца назад
ନିର୍ଲ୍ଲଜଙ୍କ ବାରବାଟୀ ଚାଷ ହସ ଭାଇ ମନ ଭରି ହସ ଚବିଶ ବର୍ଷ ବନାମ ଦୁଇ ମାସ ଲାଗୁ ସିବିଆଇ ହେଉ ଧ୍ବଂସ 😢😄
@kanhapatel1432
@kanhapatel1432 2 месяца назад
ବରଗଡ଼ ଷୋହେଲା ରେ ଚାଷୀ ଙ୍କୁ ବୋନସ ଓ ପଦ୍ମ ପୂର୍ ଉପ ନିର୍ବାଚନ ରେ ପଦ୍ମ ପୁର କୁ ଜିଲ୍ଲା ଘୋଷଣା ପୂର୍ଣ୍ଣ କେମିତି ହୋଇଛି ଓଡ଼ିଶା ବାସୀ ସବୁ ଜାଣିଛନ୍ତି
@akpanda833
@akpanda833 2 месяца назад
Should be dumped & afraid of jail for corruption
@dipfragnant
@dipfragnant 2 месяца назад
ନବୀନ ଆଉ ପାଣ୍ଡୁ ବିରୋଧ ରେ cbi, Ed ନ ଲଗେଇ ପାରିଲେ ବିଜେପି ମଧ୍ୟ ଆସନ୍ତା ନିର୍ବାଚନରେ ହାରିବ।
@mohancharandas614
@mohancharandas614 2 месяца назад
ସାର୍ ନମସ୍କାର , ନବୀନ ବାବୁଙ୍କୁ ମୋହନ ସରକାରଙ୍କ ଦୁଇମାସ ଷାଠିଏ ଦିନ ନୁହେଁ ଷାଠିଏ ବର୍ଷ ପରି ଲାଗୁଛି କାରଣ କ୍ଷମତାରୁ ବାହାରେ ପ୍ରତି ମିନିଟ ଅସହ୍ୟ ବୋଧ ହେଉଛି
@kushapanigrahi9352
@kushapanigrahi9352 2 месяца назад
Nabin patnaik bhanuchhanti se ebe bi Cm achhanti , power pai Nabin jhurijhiri marijiba,
@PramodKumarNayak-i8d
@PramodKumarNayak-i8d 2 месяца назад
ଜନତା ଜାଗ୍ରତ ହୋଇନଥିଲେ ସେ କ'ଣ ଶାସନ ଗାଦିରୁ ତଡ଼ା ଖାଇଥାନ୍ତେ ?
@dhaneswardas548
@dhaneswardas548 2 месяца назад
ଆଜି ର ଏପିସୋଡ୍ ଅତି ଚମତ୍କାର। ହେଲେ ମୁଁ ଜାଣି ପାରୁନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଛାୟା ମନ୍ତ୍ରୀ ମାନେ ଓଡିଶାର କେଉଁଠାରେ ଆଗାମୀ ସ୍ଵାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କରିବେ..
@FudanHandah
@FudanHandah 2 месяца назад
Durniti.Bhastachar.ChuraBjd.Dalaku.jeunthipaiba.kuhurmadadeba.jaganahtmahaprabhunku.vikarikarisajaiba.sahita.Odisabasinkubokabonaithila.jayjaganath.jaySriRam❤❤
@rajendrabehera8215
@rajendrabehera8215 2 месяца назад
ନବୀନବାବୁ ୨୫ ବର୍ଷ ପରେ ମନେପଡିଲା ଜନ ଜାଗରଣ
@kshirodswain4993
@kshirodswain4993 2 месяца назад
Very informative one. Thanks a lot.
@sachikantasahoo6981
@sachikantasahoo6981 2 месяца назад
ପ୍ରକୃତ କଥା ହେଲା ଏବେ ହଠାତ ନବୀନ ପଟ୍ଟନାୟକ ଜନ ଜାଗରଣ ଯାତ୍ରା କରିବା ର କାରଣ ହେଲା ସେ ଜାଣିଛନ୍ତି କିଛି ଦିନ ମଧ୍ୟରେ CBI ତାଙ୍କୁ ଓ ବିଜେଡ଼ିର ନେତା ମନ୍ତ୍ରୀ ମାନଙ୍କୁ ବାନ୍ଧିବ ତେଣୁ ସେ ଗୋଟିଏ ରାସ୍ତା ଏବେ ଠାରୁ ଓପେନ ରଖିଛନ୍ତି ଯେ କହି ହେବ ଆମ ଜାଗରଣ ଯାତ୍ରା କୁ ଡରି କି ସେ CBI କୁ ଲଗେଇଲେ 🤣
@ramachandramohanty3128
@ramachandramohanty3128 2 месяца назад
ଆଶାରାମ ବାପୁଙ୍କ ସଙ୍ଗରେ ନବୀନ ପଟ୍ଟନାୟକ ରହିଲେ ଗୋଟିଏ କୋଠରୀ ରେସବୁ ଠିକ୍ ହୋଇଯିବ। କିନ୍ତୁ ପାଣ୍ଡିଆ କୁସଂଗରେ ନେବା ପାଇଁ ଚେଷ୍ଟା କରିବେ।
@lambodarsahoo5643
@lambodarsahoo5643 2 месяца назад
ଜନତା ଜାଗି ସାରିଲେଣି।ସେଥିପାଇଁ ତ ବିଜେଡି କ୍ଷମତାରୁ ଗଲା। ବର୍ତ୍ତମାନ ନବୀନ ବାବୁଙ୍କ କର୍ତ୍ତବ୍ୟ ହେଉଛି ଜନଜାଗରଣ ନୁହେଁ,ଆତ୍ମ ଜାଗରଣ। ଅର୍ଥାତ୍ ନିଜକୁ ଜାଗରଣ କରନ୍ତୁ।
@sachikantasahoo6981
@sachikantasahoo6981 2 месяца назад
@@ramachandramohanty3128 🤣🤣🤣
@Jagannath-oc9ht
@Jagannath-oc9ht 2 месяца назад
ନବିନ କି ଜନ ଜାଗରଣ କରିବେ। ଦୁଇ ମିନଟ ଭାସଣ ଦେଇ ପାରିବେ ନାହିଁ । ଓଡିଆ କହିବା ଜଣା ନାହିଁ । କହିଲେ ବାସିପାଡ, ଉଠିପାଡ, ଖୁସିତୋ ମୁଁ କିନ୍ତୁ ଖୁସି କହିଲେ ଲୋକ ହସିବେ। ଜନତାଙ୍କୁ ଜାଗରଣ ଯୋଗାଇଦେବେ। 2. ଗୁମର କଥା କୁ ସ୍ବାଧୀନତା ଦିବସ ର ଅନେକ ଅନେକ ଶୁଭେଚ୍ଛା । ସମସ୍ତ ଅଗଣିତ ଦେଶବାସୀଙ୍କୁ ଶୁଭେଚ୍ଛା ଶୁଭେଚ୍ଛା ଶୁଭେଚ୍ଛା ।
@atulkumarsahoo4086
@atulkumarsahoo4086 2 месяца назад
ନବିନ୍ ଦାସ ମହାଶୟ ଆପଣଙ୍କ ନିର୍ଭୀକତା କୁ ଯେତେ ଧନ୍ୟବାଦ ଦେଲେ ଵି କମ୍ ହେବ।
@prabhatagouda7377
@prabhatagouda7377 2 месяца назад
100%
@kalandinayak463
@kalandinayak463 2 месяца назад
Sabu inquiry Cbi ku miliba darkar.
@susantasahoo9544
@susantasahoo9544 2 месяца назад
ନବୀନ ପଟ୍ଟନାୟକ ଏବେ ନିଜ ଛାଇକୁ ନିଜେ ଡରୁଛନ୍ତି ।ମୋହନ ସରକାର ତାଙ୍କ ନିଜ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ଆଗେଇ ଚାଲିବାରୁ ନବୀନ ପଟ୍ଟନାୟକ ଭୟକରୁଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟ ଦେଖି ସ୍ଵାଭାବିକ ଭୟ ଆସୁଛି କେବେ ଦୁର୍ନୀତିଗ୍ରସ୍ତ ନେତା, ମନ୍ତ୍ରୀ ମାନଙ୍କ ଅବସ୍ଥା କଣ ହେବ ।
@artabandhupatra5116
@artabandhupatra5116 2 месяца назад
ହଁ ହଁ ମୋହନ ସରକାର bjd ର ଦୁର୍ନୀତି ର ପର୍ଦାଫାଶ କରିବା ପ୍ରତିଶୃତି ବାବଦ ରେ ପୁରା ନିଷ୍କ୍ରିୟ ଅଛନ୍ତି,
@PurnachandraBehera-if5tu
@PurnachandraBehera-if5tu 2 месяца назад
ନବୀନ ବାବୁ ଙ୍କ ନାମରେ ହୋଇଥିବା fir କଣ ହେଲା। ଯାହା ରାଜ୍ୟ ପାଳ ଙ୍କ ଅନୁମତି ଲୋଡା ହେଇଥିଲା।
@BabitaMishra-yx2hr
@BabitaMishra-yx2hr 2 месяца назад
ମୁଁ ଏବର୍ଷ ନିରାଡମ୍ବର ଭାବେ ସ୍ବାଧୀନତା ଦିବସ ପାଳନ କରିବି । କାରଣ ଅଖଣ୍ଡ ଭାରତର ହିନ୍ଦୁନାରୀ ମାନଙ୍କର ଆକୁଳ କ୍ରନ୍ଦନ ମୋତେ ବାରମ୍ବାର ଶୁଭୁଛି ଏବଂ ମୋ ଅନ୍ତରାତ୍ମାକୁ ବିଚଳିତ କରୁଛି । କିନ୍ତୁ ମୁଁ ଧର୍ମନିରପେକ୍ଷ ତାର ନସ୍ ବନ୍ଦିରେ ସ୍ଥାଣୁ ହେଇଯାଇଛି । ମୁଁ କିଛି କଲେ ସମ୍ବିଧାନ ସଙ୍କଟରେ ପଡିଯିବ ଓ ମୋତେ ଜେଲ୍ ରେ ଚକି ପେଷିବାକୁ ପଡିବ । ଆଉ ଆମେ ଏତେ ଖ୍ୟୁଦ୍ର ଓ ସ୍ବାର୍ଥପର ହେଇ ଯାଇଛନ୍ତି ଯେ ମୋ ସଂସାର ଓପାସ ଭୋକରେ ସଢ଼ି ମରିବେ । ଏ ହେଉଛି ମୋ ଭଳି ଲକ୍ଷ୍ୟ ଲକ୍ଷ୍ୟ ହିନ୍ଦୁଙ୍କ ଚିନ୍ତା ।
@LaxmiDhar-fi5ok
@LaxmiDhar-fi5ok 2 месяца назад
😢😢ବିଜୁ ପଟ୍ଟନାୟକ ଠାରୁ ନବୀନ ପଟ୍ଟନାୟକଙ୍କ ଶାସନ ଥିବା ଯାଏଁ ଦେଶ ସ୍ବାଧୀନ ହୋଇ ପାରିଲା ନାହିଁ
@apspravatkumar
@apspravatkumar 2 месяца назад
Naveen Das tame jete chesta kale bi Naveen Patnaik nka image kharap kariparibeni
@JogendraMishra-i4o
@JogendraMishra-i4o 2 месяца назад
ନିଜର ଦୋସ ତୃଟି ଏବଂ ଦୁର୍ନୀତି କୁ ଲୁଚାଇ cbi ଏବଂ ed ରୁ ବର୍ତିବା ପାଇଁ ଜନ ଜାଗରଣ ଯାତ୍ରା ନାମରେ ଏହା ନବୀନଙ୍କର ଆଉ ଗୋଟିଏ ନାଟକ।
@netajidash9367
@netajidash9367 2 месяца назад
ଠିକ୍ କେଜ୍ରିୱାଲ ଏବଂ କଂଗ୍ରେସିଆଙ୍କ ଡ୍ରାମାର ଓଡ଼ିଶା chapter ଖୋଲିବ ଆସନ୍ତା ଷୋହଳ ତାରିଖ
@dayanidhl1067
@dayanidhl1067 2 месяца назад
ନବୀନ ର ଜନ ଜାଗରଣ ଯାତ୍ରା -ମୂଷାଖିଆ ବିରାଡ଼ି ର ବୋଲବମ ଯାତ୍ରା
@BimbadharMangaraj
@BimbadharMangaraj 2 месяца назад
ବିଜୁ ବାବୁ ଙ୍କ ସ୍ବପ୍ନ ନବୀନବାବୁ ସାରି ଦେଲେ ୨୪ ଦିନରେ ଲଜ୍ଜା ଲ଼୍ଜା ଲଜ୍ଜା
@birajakumarbarik3038
@birajakumarbarik3038 2 месяца назад
ନବୀନ ପଟ୍ଟନାୟକ ତୁରନ୍ତ ଆରେଷ୍ଟ ହେବା ଦରକାର
@satyanaryanpraharaj5840
@satyanaryanpraharaj5840 2 месяца назад
ଜନଜାଗରଣ ଆରମ୍ଭ ଦିନ ସକାଳୁ ଉଲିବୁର ଖଣି ଦୁଇ କୁ ସିବିଆଇ ଟିମ ପଚାରିବାକୁ ଆସିବା ଦରକାର ତେବେ ଜାଇ ବିଜେପି କୁ ଚିନିଃବେ ।
@lambodarsahoo5643
@lambodarsahoo5643 2 месяца назад
ଜନତା ଜାଗି ସାରିଲେଣି। ସେଥିପାଇଁ ତ ବିଜେଡି କ୍ଷମତାରୁ ଗଲା। ବର୍ତ୍ତମାନ ନବୀନ ବାବୁଙ୍କ କର୍ତ୍ତବ୍ୟ ହେଉଛି ଜନଜାଗରଣ ନୁହେଁ, ଆତ୍ମ ଜାଗରଣ।ଅର୍ଥାତ୍ ନିଜକୁ ଜାଗରଣ କରନ୍ତୁ।
@jyotirmayjena1869
@jyotirmayjena1869 2 месяца назад
ବିଜେଡି ଜନ ଜାଗରଣ ଯାତ୍ରା ଯେତେ କରିବ ଜନତା ସେତେ ଜାଗିବେ , ନବୀନ ପଟ୍ଟନାୟକଙ୍କ ସେତେ କ୍ଷତି ଘଟିବ । ଜନତା ଜାଗିଲେ ବୋଲି ବିଜେଡି କ୍ଷମତାରୁ ଗଲା ।
@arunkumarbehera9271
@arunkumarbehera9271 2 месяца назад
Bohut. Bodhia. Nobinsir
@PrasantaSahu-g7r
@PrasantaSahu-g7r 2 месяца назад
ଖାଲି ଆପଣ ନବୀନ ପଟ୍ଟନାୟକଙ୍କ ବିରୋଧ ରେ କହୁଛନ୍ତି।
@SukulmurmuMurmu
@SukulmurmuMurmu 2 месяца назад
Thank you verymuch
@bhupeshkarmi513
@bhupeshkarmi513 2 месяца назад
ଦିନଥିଲା ,,,,,,,ନବୀନ ତାଙ୍କ ଚାମଚ। ମାନଙ୍କୁ କହୁଥିଲେ। ଯେମିତି ସେମିତି ହେଉ ମୋର MLA ଦରକାର,,,,,,ସେଦିନ ର ମୁଖ୍ୟ ପଦବୀ ରୁ ଆଜି ବହୁ ଦୂରରେ ନବୀନ,,,,,, କେମିତି ନିସଂଗ ଜୀବନ ନ ଲାଗିବ ,,,,,,,କହିଲେ,,,,,,
@surendranarayanpanda8021
@surendranarayanpanda8021 2 месяца назад
ନବୀନ ବାବୁ ଏବେ ଓଡ଼ିଶାବାସୀଙ୍କୁ ଜଣେଇ ବାକୁ ଚାହୁଁଛନ୍ତି ମୁଁ ପୁରାଫିଟ ଅଛି ଓଡ଼ିଆ କହିପାରିବି ଓ ସମସ୍ତ ଙ୍କ ସାଙ୍ଗରେ ଦେଖାକରିବି..ମତେ ରକ୍ଷାକର ସାହାଯ୍ଯ କର.
@TikeswarSa-n3w
@TikeswarSa-n3w 2 месяца назад
ନବୀନ ବୁଢା ପାଗଳ ହୋଇଗଲା ହୋ। ଏଖେନ୍ ଆଉ ବାୟା ହୋଇଯିବ।pandian band ଚୁହିବୁ ମୋର banda ku
@RajuRaju-ik9on
@RajuRaju-ik9on 2 месяца назад
ବିଜେପି ଆଉ ନ ଥିବ
Далее
Скинь той самой ❤️‍🔥
00:15
Просмотров 17 тыс.
BHAJAN ANTAKHYARI EP135
49:07
Просмотров 6 млн
Cyclone Has Made Naveen A Leader | Nirbhay Gumara Katha
25:11