Тёмный

Naveen stirs potato politics as BJP mocks Patnaik's letter to Mamata Banerjee. || Satyapatha 

Satyapatha
Подписаться 164 тыс.
Просмотров 110 тыс.
50% 1

Naveen stirs potato politics as BJP mocks Patnaik's letter to Mamata Banerjee. || Satyapatha
#satyapatha #naveenpatnaik #mohanmajhi #bjpodisha #bjd #potato #odishapolitics #satyaprakashnayak
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
RU-vid: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 529   
@TukunasenapatiTuku
@TukunasenapatiTuku 2 месяца назад
Good😊
@i_love_you143i
@i_love_you143i 2 месяца назад
Respect Button ✅ For Naveen Patnaik 👉👍♥️
@satyabhamaacharya152
@satyabhamaacharya152 2 месяца назад
ତୁ କାହିକି ସାମ୍ବାଦିକ ହୋଇଛୁ ତୁ ବିଜେପିର ଦଲପ୍ଲା ଦଲାଲ ଟାଉଟର
@sanjuktabehera7052
@sanjuktabehera7052 2 месяца назад
ହେଉ ନବୀନ ପଟ୍ଟନାୟକ ଅପାରଗ ଏବେ ତ ଡବଲ ଇଞଜି ସରକାର ଆସିଛି କ'ଣ କରୁଛନ୍ତି ଦେଖାଯାଉ।
@nuelbaa8392
@nuelbaa8392 2 месяца назад
Sabu jake Kadhua neta mane,kebol kathare nuhe kamore dekhauchanti Nabin sir. Rajyabasinko dukho to bujhuchanti. Great Nabin sir.
@saratkumarsahoo3222
@saratkumarsahoo3222 2 месяца назад
@@sanjuktabehera7052 ନବୀନ ପଟ୍ଟନାୟକ ଙ୍କୁ ଅପାରଗ କିଏ କହୁଛି। ତାଙ୍କ ସମର୍ଥକ କହୁଛନ୍ତି। ଦେଖାଯାଉ ଡବଲ ଇଞ୍ଜିନ ସରକାର ଙ୍କୁ ନଚେତ୍ ବଦଳାଇ ଦିଆ ଯିବ। ତାଙ୍କୁ ତାଙ୍କ ଦଳର ଲୋକ ଅପାରଗ କରିଛନ୍ତି।
@rameshsethi1280
@rameshsethi1280 2 месяца назад
ସାର, ଚବିଶ ବର୍ଷ ହେଲା ଶାସନ କରିଥିଲେ, ଯାହା କଲେ, ଇଏତ ଚବିଶ ଦିନ ର, କଣ ବା ଉପାଡି ପକେଇବ, ସମୟ ଦିଅନ୍ତୁ, ନିଶ୍ଚୟ ନବୀନ ଠାରୁ ଭଲ ହବ,
@jagannathpatnaik8409
@jagannathpatnaik8409 2 месяца назад
ଆଳୁ
@prasannapathal7280
@prasannapathal7280 2 месяца назад
Kichhi karibeni Khali rana change karibe
@satyabhamaacharya152
@satyabhamaacharya152 2 месяца назад
ଏ ସାମ୍ବାଦିକ ତମମୁହଁକୁ😢ଲଦ୍ବାନାଦି
@umeshgadtia7810
@umeshgadtia7810 2 месяца назад
କଂଗ୍ରେସ କିଛି ମିଳିଲା ନି ଆଉ ତଡା ଖାଇଲା ପରେ । BJP ରୁ କେତେ ମିଳିଲା
@debasishmahapatra2145
@debasishmahapatra2145 2 месяца назад
ମୋହନ ମାଝୀ ତ ସେଇ ଚିଠି ଖଣ୍ଡେ ବି ଲେଖି ପାରିବେ ନାହିଁ।
@minatibehera7277
@minatibehera7277 2 месяца назад
Bjp kan thadi pakauchi
@santoshthatoi8286
@santoshthatoi8286 2 месяца назад
Kaan 2dina re alu tiari hoijibi nabin babu 24 barsha alu kichhi kalani koti koti khaila au kahile bjp support and bjp tadipakauchhi
@belalasensahoo424
@belalasensahoo424 2 месяца назад
Bjp ସପୋର୍ଟ ଛାଡ଼ିଦିଅନ୍ତୁ ସାର...
@bipinbiharikisan
@bipinbiharikisan 2 месяца назад
Cold storage sabu kuade gala
@derwst
@derwst 2 месяца назад
Apana agyan kete tanka neu chhanti bjp ru ..
@derwst
@derwst 2 месяца назад
Angur na paile khata nehen ta
@KIRANMOHANTAJHUMARSONG
@KIRANMOHANTAJHUMARSONG 2 месяца назад
Pls.BJD ku support korontu
@ମୁଁନବୀନ_ପାଣ୍ଡୁ
ଛିଠିି ଲେଖି ଉପକାର କରୁଛନ୍ତି 😂
@Ranipadhial
@Ranipadhial 2 месяца назад
ହଁ... ଆମେ ତ କୃଷି ପୁରସ୍କାର ପାଇଛୁ ଚିଠି ଲେଖିବା କଣ ଦରକାର
@Sanjukta-k9k
@Sanjukta-k9k 2 месяца назад
Kelenkari neta nku chithi lekhunu
@Sanjukta-k9k
@Sanjukta-k9k 2 месяца назад
Aji ra gopabhandu
@saratkumarsahoo3222
@saratkumarsahoo3222 2 месяца назад
@@ମୁଁନବୀନ_ପାଣ୍ଡୁ ଭାଇ ଆମେରିକା ରୁ ଯଦି କିଛି ଜିନିଷ ନ ଆସିଲେ ସରକାର ଚିଠି ଲେଖିବେ ନା ବିରୋଧୀ ଦଳ ନେତା ଚିଠି ଲେଖିବେ?
@Rajmbbs17
@Rajmbbs17 2 месяца назад
​@@saratkumarsahoo3222sarkaar na lekhile au kn kariba?
@simple-g4k
@simple-g4k 2 месяца назад
Jai Naveen Jai BJD our great CM Naveen Patnaik
@LilenBiswalodishaindia
@LilenBiswalodishaindia 2 месяца назад
ସାମ୍ବାଦିକ ବାବୁ ନବୀନ ପଟ୍ଟନାୟକ ସାର୍ କ ବିଷୟ ରେ ଯାହା କହୁଛ ନିଜେ ଟିକେ ଭାବିଚିନ୍ତି ତମେ ଚିନ୍ତି କୁହ ? ନ ହେଲେ ପଛରେ ଚିନ୍ତା କରିବ କାରଣ ଓଡ଼ିଶା ବାସୀ ରାଜରାସ୍ତାକୁ ଓହ୍ଲାଇବେ
@minatibehera7277
@minatibehera7277 2 месяца назад
Kete aau bjpku sapat karibu
@sibajisahu2294
@sibajisahu2294 2 месяца назад
Nabin Babu jinda bad
@NoDaddyIssues
@NoDaddyIssues 2 месяца назад
ମୋହନ ଚାପରେ ଅଛନ୍ତି କେନ୍ଦ୍ର ନିର୍ଦେଶ କୁ ଅପେକ୍ଷା.......
@srinibasabehera7566
@srinibasabehera7566 2 месяца назад
ଏଇଟା ସତ୍ୟ ପାଠ news 📰 ନୁହଁ। ଏଇଟା ଗୋଟେ ମିଥ୍ୟା ପାଠ news 🗞️📰 😅😅।
@mamatasahoo898
@mamatasahoo898 2 месяца назад
Yei ta BJP news channel
@nayakmitu4917
@nayakmitu4917 2 месяца назад
ପାଗଳ ରିପଟର
@SurendraRout-jg9vn
@SurendraRout-jg9vn 2 месяца назад
Sir apana ete belajya journalist😂,kehi bhala kale b kharap chhi....godi media
@santunubarik4598
@santunubarik4598 2 месяца назад
Ea andha bhakta media
@laxmidhartripathy9687
@laxmidhartripathy9687 2 месяца назад
ହଇରେ ବିଜେଡି ପିଲେ , ଚିଠି ଲେଖିବାର ଅଭ୍ୟାସ ତୁମନେତା କେବେ ଛାଡିବେ ? ଆଳୁ ମିଶନ , ପିଆଜ ମିଶନ , ପ୍ରତିବ୍ଲକରେ ଶୀତଳ ଭଣ୍ଡାର କୋଉଠି ଥୋଇଛ କିରେ ? ଏ ବିଜେପି ଦଳର ନେତାଙ୍କୁ ମଧ୍ଯ ଭାଡୁଆ କହିବା ଠିକ୍ ହେବ । ଭୋଟ ପାଇଲା ପରେ ପୁରୁଣା କଥାକୁ ଭୁଲି ଏବେ ବିଜେଡିର --- ମରୁଛନ୍ତି । ଓଡିଶାର ଜନସାଧାରଣ କଣ ଏହା ଦେଖିବା ପାଇଁ ତୁମକୁ ଭୋଟଦେଇଥିଲେ ? ଆଗରୁ ଯେଉଁ ବାହାଷ୍ପୋଟ ମାରୁଥିଲ କୁଆଡେ ଗଲା ? ସବୁ ନାଟକ ।
@ranajitjena4668
@ranajitjena4668 2 месяца назад
ନବୀନ ପଟ୍ଟନାୟକ ଚିଠି ନଲେଖି ଆଉ କଣ କରିଥିଲେ ଭଲ ହୋଇଥାନ୍ତା ଆପଣଙ୍କ ମତରେ
@srijagannathbodyworks8371
@srijagannathbodyworks8371 2 месяца назад
24barsha sarkar re 24ta could storege kariparilani....chithi re kan alu chasa hebo odishare...
@SagarBarik-pu9rn
@SagarBarik-pu9rn 2 месяца назад
Bjp ta double engine sarkar dekhibe 5brasha keteta could storge
@SagarBarik-pu9rn
@SagarBarik-pu9rn 2 месяца назад
Kholochhi
@ranjitkumarbhoi612
@ranjitkumarbhoi612 2 месяца назад
ଆଳୁ ମିଶନ ????
@PPS_NEWS
@PPS_NEWS 2 месяца назад
​@@srijagannathbodyworks8371ଚିଠିରେ ତ ଆଳୁ ଚାଷ ହେଇପରିବନି ସତ ହେଲେ, ତୁମେ ସବୁ BJP ନେତା ମାନଙ୍କ ଗୁଟି ଖାଇ ବଞ୍ଚିବ।😂😅😂😂
@techhelpwithbalaram6840
@techhelpwithbalaram6840 2 месяца назад
Chithi khali lekhinahanti kamare karikibi dekheichanti
@RD123.........
@RD123......... 2 месяца назад
ଯିଏ ସରକାର ଆସିବ ଅନ୍ୟ ରାଜ୍ୟର ସରକାର ମାନିବେ କିନ୍ତୁ ଯିଏ ସରକାର ରେ ନାହାନ୍ତି ତାଙ୍କ କଥା କିଏ ମାନିବ
@srijagannathbodyworks8371
@srijagannathbodyworks8371 2 месяца назад
@@techhelpwithbalaram6840 Han alu mundei ki anuchhanti......rastaa re loka kahile,
@srijagannathbodyworks8371
@srijagannathbodyworks8371 2 месяца назад
@@RD123......... Right.....
@pradeepkumarpanda7626
@pradeepkumarpanda7626 2 месяца назад
Nabina bele Alu kilo 100 tanka jaithila. Bhuli gala ki?
@sibusahu7876
@sibusahu7876 2 месяца назад
Ae ba ranga mara sarkar😅
@jitendas6522
@jitendas6522 2 месяца назад
ଆଳୁ ମିଶନ ଖାଇ ଆଳୁ ମେସିନୀ ତଥା ଚାଷୀ ର ଆର୍ଥିକ କମର ବି ଭାଙ୍ଗିଦେଲେ
@MNDIGITALSARAKANA
@MNDIGITALSARAKANA 2 месяца назад
ସର୍ବ ପ୍ରଥମେ ଆମ ଚାଷୀ ଦାୟୀ, ମାଗଣା ଚାଉଳ ପାଇ ଖାଲି ତାସ୍ ମାଡ କରୁ ଛନ୍ତି
@SS-gq7ow
@SS-gq7ow 2 месяца назад
ଆରେ ଭାଇ ସବୁ ସ୍ଥାନରେ ସବୁ ଫସଲ କରା ଯାଇ ପରେ ନାହିଁ କାରଣ ସବୁ ସ୍ଥାନରେ ସମାନ ପ୍ରକାର ଜଳବାୟୁ ନଥାଏ ସେମିତି ହୋଇଥିଲେ ଆମ ରାଜ୍ୟ ରେ ଯାହା ଅଭାବ ଅଛି ତାହା ଆମେ ଉତ୍ପାଦନ କରି ପରନ୍ତେ
@shivarampradhan8049
@shivarampradhan8049 2 месяца назад
​@@SS-gq7owr8
@Tiria535
@Tiria535 2 месяца назад
😊😊😊😊
@SpandanSpandan-gb8uo
@SpandanSpandan-gb8uo 2 месяца назад
Bhai tame aku chasa karuna tame ta chaula neuna tame kara janiba , sabu season re alu heiparibanahi
@bisnuprasadpanda8778
@bisnuprasadpanda8778 2 месяца назад
Bhai tama chasi, mane kiea. Mije g mariki khatare soiba aau jiea chasa karuchi tara dosa kahiba
@sitanshusekharnayak6779
@sitanshusekharnayak6779 2 месяца назад
3 ମିନିଟ ଶୁଣିବା ପରେ, ଖାଲି ନବୀନ ନବୀନ ନବୀନ ଭୁଲ.. ଆରେ ଗଧ ଏବେ ଚୁଡ଼ି ପକାଅ.. ସରକାର ପା ବିଜେପି ର. ପ୍ରଶ୍ନ ବିରୋଧୀ ଙ୍କୁ କଣ ପାଇଁ ଚୁଡ଼ି ପୁଅ...
@adityaswain6513
@adityaswain6513 2 месяца назад
Thank. U. Sir. Many. Many. Thanks
@asishkumarmall585
@asishkumarmall585 2 месяца назад
ୟେ Sir ଙ୍କୁ ବି BJD ବାଲା କେବେ କିଛି କରିଛନ୍ତି ବୋଧେ । ନହେଲେ ୟେ ଭି ଗୋଦି ମିଡିଆ ବାଲା
@Bikramkumarmalik-B2s
@Bikramkumarmalik-B2s 2 месяца назад
ଚିଠି ଲେଖା power ଆଗରୁ ଦେଖିଛ ଆଉ ଏବେ ବି ଦେଖ ସତ୍ୟ ପାଠ ତୁମେ ମାନଙ୍କ chenal କେଵଳ ରଙ୍ଗ ପରିବର୍ତ୍ତନ କରୁଥିବା ଦଳକୁ suport
@satyachayaentertanment1870
@satyachayaentertanment1870 2 месяца назад
ତୁ mg ରିପୋଟର ତୋର ଯଦି ଆତ୍ମସନମାନ ଅଛି ତୁ ବିଜେପି କୁ କାହିଁକି suport କରୁଛୁ
@siu1986-yv5kp
@siu1986-yv5kp 2 месяца назад
@@satyachayaentertanment1870 ଭଲ କି ଦେଖ ରେ ଭାଇ ସେ both govt.,ଆଉ opposite କୁ ପ୍ରଶ୍ନ କରିଛନ୍ତି.
@PPS_NEWS
@PPS_NEWS 2 месяца назад
Thanks for your comments ସତ୍ୟଚୟ ବାବୁ
@generalyt6550
@generalyt6550 2 месяца назад
ଗାଣ୍ଡୀ ଫାଟୁଛି କିନ୍ତୁ ଶବ୍ଦ ହେଉନି
@PPS_NEWS
@PPS_NEWS 2 месяца назад
​@@siu1986-yv5kp ଭାଈ ଆମେ ଏବେ ନୂଆ ଦେଖୁନାଂହୂ । ସତ୍ୟପାଠ ଚାନେଲ୍ ତା ଜନ୍ମରୁ BJP supporters , ଯେହେତୁ ସେ ଜଣେ ନିଜସ୍ଵ ସାମ୍ବାଦିକ ସେ 99% BJP Supporter, 1% BJD କୁ suport କରନ୍ତି କାରଣ ଧରା ନପଡ଼ିବା ପାଇଁ, ସେ ଜଣେ pure BJP । Political ଲୋକମଙ୍କ ର news Channel କେତେ ଲୋକ ପ୍ରିୟ ହେବ ତୁମକୁ ଆଉ ସତ୍ୟପାଠ news channel କୁ ଭଲ ଭାବରେ ଜଣା। 😅😂😂😂😂😊.
@sorensonofficial7002
@sorensonofficial7002 2 месяца назад
❤❤❤
@SatyamebaJayate-ml8qx
@SatyamebaJayate-ml8qx 2 месяца назад
ଲୋକଙ୍କ ପ୍ରକୃତ ଚରିତ୍ର କ୍ଷମତା ପାଇଲେ ହିଁ ପରଖି ହୁଏ... ବିରୋଧୀ ଦଳରେ ଥିବାବେଳେ ନବୀନ ସରକାର ବିରୁଦ୍ଧରେ ଏମାନେ ଯେତେ ମୁଖର ହେଉଥିଲେ ଏବଂ ଯେଉଁଥି ପାଇଁ ସକଳ ପ୍ରଲୋଭନ ଲୋଭନୀୟ ଥୋପ କୁ ଆଡ଼େଇ ଦେଇ ଓଡିଶା ବାସୀ ଶାସନ ଡୋରି ଦେଲେ ସେସବୁକୁ ଭୁଲି ଯଦି ନୂଆ ବୋତଲ ରେ ପୁରୁଣା ମଦ ପ୍ରତିପାଦିତ ହେବେ ତାହେଲେ ଭୋଟର ଙ୍କ ଭ୍ରମ ଦୂର ହେବାକୁ ପାଞ୍ଚବର୍ଷ ରୁ ଅଧିକ ସମୟ ନେବ ନାହିଁ... ଏକଥା ନୂଆ ସରକାର ଯେତେ ସହଳ ବୁଝିବେ ସେତେ ଶୁଭଙ୍କର
@pintupinakee
@pintupinakee 2 месяца назад
You are Right.
@TaptakanchniDey
@TaptakanchniDey 2 месяца назад
BJP 300unit
@ranjanbaral9351
@ranjanbaral9351 2 месяца назад
ସରକାର ଯେକୌଣସି ଯୋଜନା କରନ୍ତୁ ନା କାହିଁକି ତାହାର ସଫଳତା ରାଜ୍ୟର ଲୋକ ଚରିତ୍ର ଉପରେ ନିର୍ଭର କରେ।ଆମର ପଡୋଶୀ ରାଜ୍ୟ ମାନଙ୍କରେ ମଧ୍ୟ ସରକାରୀ ଯୋଜନାରେ ଲୋକଙ୍କୁ ମାଗଣା ମିଳୁଛି। ହେଲେ ସେମାନେ ସେମାନଙ୍କର ବୃତ୍ତି ଛାଡ଼ି ନାହାନ୍ତି। ଲୋକ ଚରିତ୍ର ନବଦଳିଲେ କୈାଣସି ସରକାର କିଛି କରିପାରିବେ ନାହିଁ।
@kamalmohapatra6046
@kamalmohapatra6046 2 месяца назад
Naven sir is the best
@madhabaraha1719
@madhabaraha1719 2 месяца назад
ଆରେ ବାବୁ ସେତିକି ଚିଠି ଲେଖିବା କୁ କାହାର କ୍ଷ୍ୟମତା ନାହିଁ
@jagannathsahoo8329
@jagannathsahoo8329 2 месяца назад
Good sir....I feel the best debate
@BimbadharMangaraj
@BimbadharMangaraj 2 месяца назад
ହେ ଜଗନ୍ନାଥ ତୁମେ ହିଁ ଭରସା ରାଜନିତିଆ ଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ
@ranjansahu7172
@ranjansahu7172 2 месяца назад
Nabin babu odisha god
@ReshmaMohanty-q3z
@ReshmaMohanty-q3z 2 месяца назад
Super ❤❤❤
@jitendrakumarnayak2535
@jitendrakumarnayak2535 2 месяца назад
If he writting a letter what's ur problem
@krushnakuna1341
@krushnakuna1341 2 месяца назад
ବିଜେପି କୁ ଭୋଟ ଦେଇ ଓଡ଼ିଆ ପଶ୍ଚାତାପ କରିବେ ନି ତ...???
@rashmiranjan4173
@rashmiranjan4173 2 месяца назад
Laza laguni tmku
@unwinded9530
@unwinded9530 2 месяца назад
Govt change haba darkar prati 1o yrs re
@damodaracreation5845
@damodaracreation5845 2 месяца назад
Actually Perfect katha kahu6anti dhanyavaad
@satyanarayanprasadnayak4505
@satyanarayanprasadnayak4505 2 месяца назад
ବିଡମ୍ବନାର ବିଷୟ ହେଲା ଗୋଟିଏ ଦଳ ଓଡିଶାକୁ 24 ବର୍ଷ ଶାସନ କଲା ପରେବି,ଓଡିଶା ଅଣ୍ଡା ଆଳୁ କଦଳୀ ଲେମ୍ବୁ ମାଛ ପିଆଜ ଟମାଟ ପନି ପରିବା ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି I ଏ ସବୁରେ ଯଦି ଓଡିଶା ସ୍ୱାବଲମ୍ବୀ ହେଇ ଥାଆନ୍ତା, ଆଜି ଏଭଳି ସମସ୍ୟା ସୃଷ୍ଟି ହେଇ ନଥାନ୍ତା I ମୋହନ ସରକାର କଣ କରିବ,ଦେଖିବାକୁ ବାକି ରହିଲା
@nabajyotisutar4886
@nabajyotisutar4886 2 месяца назад
Bhala badia badia
@arabindamishra4045
@arabindamishra4045 2 месяца назад
ସତ୍ୟ ପ୍ରକାଶ ବାବୁ, ୨୪ ବର୍ଷ ର ବିଜେଡି ସରକାରକୁ ୨ ମାସ ଭି ପୁରି ନ ଥିବା ବିଜେପି ସରକାରକୁ ତୁଳନା କରିବା ନିହାତି ଅସଂଗତ ଓ ଅନୁଚିତ।
@whatnot9845
@whatnot9845 2 месяца назад
Upasana Mahapatra jou କହୁଥିଲେ actually Nabin nka Ideology କଣ ଜାଣି ହେଲାନି ଏତେ ଦିନ ହେଇଗଲା ସତରେ ନବୀନ ଙ୍କ political knowledge ବହୁତ୍ 👏
@laxmansahoo4681
@laxmansahoo4681 2 месяца назад
ରାସ୍ତାରେ ଗଡୁଛି ଟମାଟୋ ପିଆଜ ଦେଖିନାହଁ କିରେ ଓଡ଼ିଆ, ମାଡି ଆସିଲା ମଦର ବନ୍ୟା ପୁରିଗଲା କୂଅ ଗାଡ଼ିଆ 🎉
@surjeetnaik9487
@surjeetnaik9487 2 месяца назад
25 ବର୍ଷ ରେ ନବୀନ ପଟ୍ଟନାୟକ ଆଳୁ ଚାଷ ପାଇଁ ଏହି ଚିଠି ପତ୍ର ଚାଲିଛି କିନ୍ତୁ ଓଡ଼ିଶା ରେ ଚାଷ କରିବା ପାଇଁ ଚାହୁ ନଥିଲେ l
@dillipkumarmajhi4503
@dillipkumarmajhi4503 2 месяца назад
ଗଣମାଧ୍ୟମ କୁ ଦେଶର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ ହେଲେ ଏମିତି କିଛି ବ୍ୟକ୍ତି ଙ୍କ ପାଇଁ ଆଜି ଗଣମାଧ୍ୟମ ବଦନାମ୍। କିଛି ଟା ଟଙ୍କା ପାଇଁ ଓ ନିଜର ଚ୍ୟାନେଲ ର trp ବଢେଇବା ପାଇଁ ଏମାନେ ବିକ୍ରି ହୋଇ ଯାଇଛନ୍ତି।
@prafullachandramohanty7096
@prafullachandramohanty7096 2 месяца назад
ହାରିଲା ପରେ ବି ନିଜକୁ ବୋଧେ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି । Belajya ହେଲେ ଜେଉଜନ ତାଙ୍କୁ ଡରନ୍ତି ଭଗବାନ
@Sinusahoowd2dm
@Sinusahoowd2dm 2 месяца назад
ଏ ସବୁ ଗୋଟେ ପ୍ରହେଳିକା କେବଳ ଦେଖେଇ ହେବାକୁ । BJD ଶାସନ ରେ ନାହିଁ ମାନେ ସମସ୍ତେ କଣ ମାରିବେ ନା କଣ
@pyarimohanbehera6345
@pyarimohanbehera6345 2 месяца назад
Hockey jersey ru odisha name hatei deichanti... Very sad news sir.. Kindly do one episode on this
@atulaawarenessindia1979
@atulaawarenessindia1979 2 месяца назад
ନବୀନ ଚିଠି ପୂର୍ବରୁ ଓଡିଶା ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ନେତା ସାଂସଦ subrat baxi ଙ୍କ ଜରିଆରେ ମମତା ଦିଦି ଓ ଅଭିଷେଖ ବାନାର୍ଜୀ ଙ୍କ ସହ କଥା ହୋଇ ଆଳୁ ମଗାଇଛୁ ଶିବନାରାୟଣ ବିଶ୍ୱାଳ. ଭଦ୍ରକ. ବନ୍ତ
@amarnathnayak5021
@amarnathnayak5021 2 месяца назад
ଏ ବାବୁ ଏତେ ସତୀୟା ୟାଙ୍କୁ Odisha CM କରି ଦିଅନ୍ତୁ............
@SANJAYDAS-lc6bo
@SANJAYDAS-lc6bo 2 месяца назад
ନବୀନ ସରକାର 24 ବର୍ଷ ରେ ବିଶେଷ କିଛିକରି ନାହାନ୍ତି । ଶେଷ ୫ ବର୍ଷ କେବଳ ମନ୍ଦିର ,ପୋଲ ଇତ୍ୟାଦି କୁ ନେଇ କିଛି କଲେ। ଏଣୁ ଓଡ଼ିଶା ବାସି ଧୀରେ ଧୀରେ ସବୁ ଜାଣିବେ ।
@pragyanprogamer1496
@pragyanprogamer1496 2 месяца назад
ଭାଈ ଚିଠି ଲେଖି କୋଣ ଭୁଲ୍ କରିଛନ୍ତି।ବେକାର ଟାରେ ବକୁଛ ଯେ,,,ସେ ଠିକ୍ କାମ କରିଛନ୍ତି।
@deepakpallai9307
@deepakpallai9307 2 месяца назад
ଆରେ ମାଗିହା ମନ୍ତ୍ର ନା ତୁ ବିଜେପି ର ନେତା ସେହି ଭଲି ଭାଷା କାହୁଚୁ |. ତମ ସରକlର ଯୋଗlନ ବିଭାଗ ସମ୍ୱାଲି ପାରୁନି 🤬|. ଅାଉ ଗୋଟେ କଥା ବିରୋଧୀ ଦଳର ନେତା ଗୋଟେ ସନ୍ବିଧାନ୍ ପାଦବୀ ଏବଂ ଜନସାଧାରଣ ସ୍ୱର . ନବୀନ ସର୍ବଦା ନବୀନ ❤❤❤️
@maheswarmaharana5489
@maheswarmaharana5489 2 месяца назад
Bhai vasa thik kariki b katha ta kahi hae pari thanta.sia jadi tanka mata rakhile tame tama maata rakha...vasa kharap kn pae karucha.
@Snkr2012
@Snkr2012 2 месяца назад
ଚାମଚା hele Gali ଶୁଣିବାକୁ ପଡ଼ିବ
@madhusudanparida4161
@madhusudanparida4161 2 месяца назад
What is the problem with u Sir ?Very unfortunate & useless comments given by some reporters & dirty politicians.
@risetapan
@risetapan 2 месяца назад
ଏଭଳି ଲେଖା ଅନେକଥର ମୁଖ୍ୟମନ୍ତ୍ରୀ ଥିଲା ବେଳେ ଲେଖିଥିଲେ, ଯେଉଁ ବର୍ଷ ମମତା ବାନାର୍ଜୀ ଜାଣି ଶୁଣି ଆଳୁ ଟ୍ରକ ଓଡିଶା ସୀମା ଭିତରକୁ ଛାଡି ନ ଥିଲା l 24 ବର୍ଷ ରାଜ୍ୟ ଶାସନର ମୁଖ୍ୟ ହେଇ ରହିଲ, ଆଳୁ ଭଳି ଅତ୍ୟାବଶ୍ୟକ ଖାଉଟି ଦ୍ରବ୍ୟକୁ ସ୍ୱାବଲମ୍ବୀ କରି ପାରିଲ ନାହିଁ l ତଥାପି ମନରେ ଗ୍ଲାନି ଆସିଲା ନାହିଁ, ଶସ୍ତା ରାଜନୈତିକ mileage ପାଇଁ ଏଭଳି ଅନ୍ତଃସାରଶୁନ୍ୟ ଲୋକ ଦେଖାଣିଆ ଚିଠି ଲେଖୁଛ l😄
@jagannathpatnaik8409
@jagannathpatnaik8409 2 месяца назад
ମୋହନ ବାବୁ କିଲୋ୮ ରେ ବିକୁଛନ୍ତି ଆଳୁ। ବର୍ତ୍ତମାନ ଆଳୁର ସୂବର୍ଣ୍ଣ ଯୁଗ ଓଡିଶାରେ ମାଝୀ ସରକାର।
@bijaybarc
@bijaybarc 2 месяца назад
Contribute something rather than criticising.
@abhisekdash6011
@abhisekdash6011 2 месяца назад
Sir amar bhari dayalu
@ahncreation888
@ahncreation888 2 месяца назад
Godi youtuber
@santoshkumardash3543
@santoshkumardash3543 2 месяца назад
ଭାଇ ଟିକେ ପଚାରିବେ ଯେତେବେଳେ ମମତା ଦିଦି ଓଡ଼ିଶା ଆସିଥିଲେ ସେତେବେଳେ ନବୀନ ବାବୁ ଭଲ ଭାବରେ କଥା ହୁଅନ୍ତିନି। ଅନ୍ୟ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ଫୋନ କଲେ ଫୋନ ଉଥନ୍ତିନି। ନୀତିଶ କୁମାର ଆସିଥିଲେ ଯେ ତାଙ୍କ ସାଙ୍ଗରେ ଦେଖାକରିବାକୁ ଦୁନିଆ ନାଟକ କରିଥିଲେ। ଅରବିନ୍ଦ କେଜରିୱାଲ ଙ୍କୁ ମଧ୍ୟ ପଚରନ୍ତିନି। ତାଙ୍କୁ ବିଶ୍ୱାସ କରିବା କଷ୍ଟ।
@chittaranjanbarik122
@chittaranjanbarik122 2 месяца назад
ନବୀନ ପଟ୍ଟନାୟକ 24 ବର୍ଷ ରାଜ୍ୟରେ ରାଜୁତି କଲ ତୁମର ଆଳୁ ମିସନ ଓ ପିଆଜ ମିସନ କୁଆଡେ ଗଲା, ଏବେ ଦିଦିକୁ ଚିଠି ଲେଖୁଛ ଧିକ ତୁମ ଶାସନ କାଳ
@santoshnanda7811
@santoshnanda7811 2 месяца назад
ଆଳୁ ମିଶନ କରି ଓଡିଶାରେ ପ୍ରଚୁର ଆଳୁ ଅଛି. ପଶ୍ଚିମବଙ୍ଗ ରୁ କଣ ଦରକାର. ଆଗରୁ କେନ୍ଦ୍ରକୁ ଚିଠି ଲେଖୁଥିଲେ କିନ୍ତୁ ଭିତିରି ସମ୍ପର୍କ ଠିକ ଥିଲା. ଭଲ ଅଭିନୟ.
@sarojpanda8334
@sarojpanda8334 2 месяца назад
ତୁମେ ମିଡିଆ ବାଲା ସବୁ ଫାଲ୍ତୁ चुटकुला ମାରି ଶିଖିଛ।
@biswaranjanparida297
@biswaranjanparida297 2 месяца назад
ଆଳୁ ଓଡିଶାରେ ପହଞ୍ଚି ଗଲାଣି, ନବିନା ବାବୁ ବ୍ଯସ୍ତ ହେବା ଦରକାର ନାହିଁ।
@MunaAcharya-vz1gj
@MunaAcharya-vz1gj 2 месяца назад
ଆଉ ଆପଣଙ୍କର T.v କ'ଣ ଅଭିଯୋଗ ଜାଣିଛି କହୁ। ଆଉ ଖାଲି Bjp ର ଡାଟିଲେ କ'ଣ ହେବ।
@gopalkrishnapattnaik5313
@gopalkrishnapattnaik5313 2 месяца назад
MOHAN BABOO & NAVEEN BABOO WILL MANAGE ODISHA FOR FIRST SIX MONTHS. .. THEN BJP WILL SOLVE PROBLEMS... PEDECESSORS COULD NOT SUCCEED IN POTATO MISSION...RESULT WE SEE
@bijayadalai5092
@bijayadalai5092 2 месяца назад
ଏ ସାଳା କୁ ନବୀନ ଙ୍କ କାମ ପସନ୍ଦ କରନ୍ତି ନି ଯାହା କଲେବି ଖରାପ କୁହନ୍ତି
@binodsahoo3374
@binodsahoo3374 2 месяца назад
What was Peru potato mission ?Potato crisis from 2014 to 2024 a saga of betrayal ? Rajyasabha MP Madam told the reality.
@dwarikanathmohanty179
@dwarikanathmohanty179 2 месяца назад
Motivationally all are dishonest . This is basic principle of Indian politics. Naveen Patnaik and Mohan Majhi are no except. Try to hoodwink the common man and lead king's life - political motto. How many politicians in India have behaved like Rushi Sunak after loosing power?
@SarojMajhi-p1g
@SarojMajhi-p1g 2 месяца назад
ମୋହନ ମାଝୀକୁ ଇଂରାଜୀ ଆସିଲେ ତ ମମତା ବାନାର୍ଜୀକୁ ଚିଠି ଲେଖିବେ
@shubhendudey5799
@shubhendudey5799 2 месяца назад
ବିଜେପି ହଟାନ୍ତୁ, ଦେଶ ବଞ୍ଚାନ୍ତୁ!
@dillipkumarnayak3136
@dillipkumarnayak3136 2 месяца назад
Very good
@satyapriyamohanty2110
@satyapriyamohanty2110 2 месяца назад
Part of godi media not respond any one
@pk5993
@pk5993 2 месяца назад
BJD 25 ବର୍ଷରେ ସବୁ ଲେଉଟାଇ ଦେଲ ଓ ଏ ଗୋଟେ ମାସରେ ଲେଉଟାଇ ପାରିଲେ ନାହିଁ
@sobtagiri
@sobtagiri 2 месяца назад
24 ବର୍ଷ ଆଳୁ ସ୍ଟରେଜ 200 ଟା ଥିଲା 2 ମାସରେ 500 ସ୍ଟରେଜ ବନ୍ଦ କରି ଦେଇଚନ
@user-pintubhai
@user-pintubhai 2 месяца назад
ଭାଇ ତୁମକୁ ଅନୁରୋଧ ଏବେ ଡବଲ ପଦ୍ମ କଲଷ୍ଟର ପତି ପଞ୍ଚାୟତରେ ଖୁଳା ଯାଉ
@BenitPradhan-ru4bn
@BenitPradhan-ru4bn 2 месяца назад
Tu kiabe poro khiya bjp bilei
@rameshsethi1280
@rameshsethi1280 2 месяца назад
ଚବିଶ ବର୍ଷ ରେ, ଓଡିଶା କୁ, ଲୁଟିକି ଖୋଳ କରିଛି, ବିଜେଡ଼ି ନବୀନ ସରକାର, ବାସ୍ତବିକ ଯଦି, ନବୀନ ବାବୁ ଚାହିଁ ଥାନ୍ତେ ଆଜି, ଓଡିଶା ରେ ଆଳୁ ର, ଅଭାବ ନଥାନ୍ତା, ସିଏ ଜାଣିଥିଲେ ଓଡ଼ିଆ ଙ୍କୁ, ପାଞ୍ଚ ସହ, ଟଙ୍କା, ଆଉ ମଦ, ଦେଲେ ଆମେ ଶାସନ ଗାଡ଼ିରେ ବସିଲୁ, ଶୀତଳ ଭାଣ୍ଡାର ହେଲେ କେତେ, ନହେଲେ କେତେ,
@rakeshkumarmohapatra4501
@rakeshkumarmohapatra4501 2 месяца назад
ସତ୍ୟ ଭାଇ.... କେବେତ Maturbhanj development roadmap ବାବଦରେ content ବନାନ୍ତୁ। ଆମ ଏୟାରପୋର୍ଟ ର status କଣ?କାହିଁକି ଏସିଆ ର ସର୍ବବୃହତ airstrip ଥାଇକି ମଧ୍ୟ international airport ହୋଇପାରୁନାହିଁ? AIIMS balasore ରେ ହେଇଗଲା ଆମ ମୟୂରଭଞ୍ଜ ରେ କାହିଁକି ନୁହଁ ? Mayurbhanj ରାଜା SCB କଲେ। କିନ୍ତୁ Mayurbhanj ପାଇଁ ଭଲ healthcare ନାହିଁ। ଏବେ ବି accident, heart patient ଙ୍କୁ ଗାଡ଼ିରେ ବୁହା ହେଉଛି କଟକ ଭୁବେଶ୍ବରକୁ। IIT, IIM Mayurbhanj ରେ କାହିଁକି ହୋଇପାରୁନି ? Mayurbhanj ରାଜା ରେଭେନ୍ସା କଲେ, ଉତ୍କଳ university କଲେ... କିନ୍ତୁ ମୟୂରଭଞ୍ଜ ରେ ଶିକ୍ଷା ବ୍ୟବସ୍ଥା ବିପରଯ୍ୟସ୍ତ। ବାରିପଦା ଓ ରାଇରଙ୍ଗପୁର ରେ କାହିଁକି Multi-speciality hospital ହୋଇପାରୁନାହିଁ? କାହିଁକି PG courses Mayurbhanj medical college re start ହୋଇପାରୁନି? କାହିଁକି ମୟୂରଭଞ୍ଜ ରେ railway network ଏତେ ଦୁର୍ବଳ? Balasore ବାଲା ଏତେ easiliy ଦେଶର କୋଣ ଅନୁକୋଣ କୁ ଯାଇପରୁଛନ୍ତି ଟ୍ରେନରେ। କିନ୍ତୁ ମୟୂରଭଞ୍ଜ ଲୋକ ସବୁବେଳେ balasore Bhubaneswar ଉପରେ କାହିଁକି ନିର୍ଭର କରିବେ ? Mayurbhanj ଓଡ଼ିଶା ରେ ମିଶିବା ଆଗରୁ ତାର ନିଜର railway network ଥିଲା। ଓଡିଶା ରେ ଯୋଡ଼ିହେବ ପରେ କଣ development ହେଲା? Industrial setup କାହିଁକି zero Mayurbhanj ରେ? Mayurbhanj ର citizenship ନେଇ Tata group mining ଆରମ୍ଭ କରିଥିଲା Mayurbhanj ରୁ। କିନ୍ତୁ ଆଜି ଆମେ ଭକୁଆ। Tourism development କାହିଁକି zero Mayurbhanj ରେ? ଏଇସବୁ ବାବଦରେ କଣ୍ଟେଣ୍ଟ ହେଉ। ଆପଣ topic selection process କୁ ଆଉଟିକେ broad କରନ୍ତୁ 😢
@kausharali4701
@kausharali4701 2 месяца назад
Naveen babu is a great and visionary leader.
@jyotishreetv8200
@jyotishreetv8200 2 месяца назад
ମହାପ୍ରଭୁ ଜଗନ୍ନାଥ ଙ୍କ ଦେଶ ଓଡିଶା କୁ ଲଙ୍କା କହିବା ଘୋର ନିନ୍ଦନୀୟ । ଆପଣ ଏପରି ଶବ୍ଦ ବ୍ୟବହାର କରି ଭୁଲ୍ କରୁନାହାନ୍ତି କି?
@biswanathsahoo1568
@biswanathsahoo1568 2 месяца назад
ନବୀନ ବାବୁ ଚିଠି ଲେଖିଲେବୋଲି ତମେ ଆଳୁ ପାଇଲ ତମ ମୋହନ ବାବୁ କୁଆଡେ ଗଲେ କାଇଁ ମୋହନ ବାବୁ ୟୁପି ରୁ ଆଳୁ ଆଣିବାପାଇଁ ଯୋଗୀ କୁ ଗୋଟେ ଚିଠି ଲେଖି ଲେନି ଚୁପ ରହିଗଲେ
@maheswarpradhan3978
@maheswarpradhan3978 2 месяца назад
ତୋର ନିୟୁଜ ଭଲ ଆଉ କେହି ଭଲ ନାହିଁ, ସେମିତି ସବୁ ଆଳୁ, 5ବର୍ଷ ରେ 50 ବର୍ଷ ଓଡିଶା ବଢିବ
@rajibparida999
@rajibparida999 2 месяца назад
,ତୁମେ ମାନେ janiparuna ବୋଧେ କେତେ ହଇରାଣ ହେଉଛନ୍ତି ଲୋକମାନେ ଏପଟେ କଣ କରୁଚି ମୋହନ ସରକାର କୁହ ତ ।ଖାଲି ବାଲା ଭିଡିଓ ବନେଇକରି subscribe au like neucha eia tuma kama
@MANASBISWAL-f4g
@MANASBISWAL-f4g 2 месяца назад
ନା ଓଡ଼ିଶା ର ତୁମେ ନାଉଟେଉଥିଲ ବେକାର ଭାସନ ବନ୍ଦ କର ବେଶୀ ତୁ ଗପୁଚୁ ଆରେ ଯିଏ ହିରୋ ହିରୋ ତୁ ଯେତେ ଗପିଲେ କଣ ହେବ ଓଡ଼ିଶା ବାସୀ ଭାବୁଛନ୍ତି ନବୀନ କୁ ତତେ କିଏ ପଚାରେ
@ganeshmahalikganeshmahalik
@ganeshmahalikganeshmahalik 2 месяца назад
ଏବେ ଓଡ଼ିଶାରେ ଡବଲ ଇଂଜିନିୟର କାମ ଦେଖାଜାଉନି
@bhaskarpatra9762
@bhaskarpatra9762 2 месяца назад
ନବିନ ପଟ୍ଟନାୟକ ଚିଠି ଲେଖି ଠିକ କରିଛନ୍ତି ।
@Sibasakti45
@Sibasakti45 2 месяца назад
@nilayabeheravlogs535
@nilayabeheravlogs535 2 месяца назад
ପାଗଳ ଚୋଦା ଭଳି news ରେ କହୁଛନ୍ତି.. ଯିଏ ସରକାର ରେ ଅଛନ୍ତି ତାଙ୍କୁ କୁହ.. ନବୀନ ଙ୍କ ନାଁରେ କଣ ପାଇଁ ଆଲୋଚନା କରୁଛନ୍ତି.. ବେକାର news
@kamalmohapatra6046
@kamalmohapatra6046 2 месяца назад
Nice
@somnathsahu658
@somnathsahu658 2 месяца назад
ତୋ ବୋଉ କୁ ଚିଠି ଲେଖି ଥିଲେ ଭଲ ହେଇଥଆନ୍ତତା ଶଳା bjp କୁ ସପଟ କରୁଚୁ
@prasantajena2318
@prasantajena2318 2 месяца назад
ତୁମେ ମନ୍ତ୍ରୀ ହେଉନ
@gadadharpattanaik4983
@gadadharpattanaik4983 2 месяца назад
BJP ajent
@bamansahu6900
@bamansahu6900 2 месяца назад
MAMATA MAY NOT HEAR NABIN LETTER..
@GyanaranjanBehera-g5e
@GyanaranjanBehera-g5e 2 месяца назад
BJP ସରକାର କଣ କରୁଛି ଡବଲ ଇଞ୍ଜିନ ଗାଡ଼ିରେ ଆଳୁ ପଠେଇବ ବୋଧେ 😂 ବକବାସ୍ ବନ୍ଦ କର ତମର
@sitaramkumarpradhan842
@sitaramkumarpradhan842 2 месяца назад
Sir apn Odissa ar lok to odiya to Bjp kete tanka deuchi ku always pottato cost kete thila kuh kete PC deichi bjp kuh
@abhimanyunayak4246
@abhimanyunayak4246 2 месяца назад
ଓଡିଶା ମିଛ ରାଜନୀତି କରନ୍ତୁ ନାହଁ ଠିକ ରାଜନୀତି କରନ୍ତୁ
Далее
The REAL Truth Behind the DVD Logo
01:00
Просмотров 29 млн
ОН У ТЕБЯ ЗА ДВЕРЬЮ!
22:33
Просмотров 416 тыс.
7th Administration | The Progressive Caucus briefing
38:57
Lubna British Pakistani reacts to Sadhguru speech!!
18:14
The REAL Truth Behind the DVD Logo
01:00
Просмотров 29 млн