Тёмный

New Samasangita//ମନ ନାଚେରେ ଏ ମନ ନାଚେରେ// Partamaha March- 5 Lyrics and Composition Fr . Sanjib SVD 

Br. AKP Official Channel Daringbadi
Подписаться 26 тыс.
Просмотров 120 тыс.
50% 1

ମନ ନାଚେରେ..... ଏ ମନ ନାଚେରେ
ଯୀଶୁ ନାମେ ଏ ମନ ନାଚେରେ
ପ୍ରଭୁ ନାମେ ଏ ମନ ନାଚେରେ
ଏ ମନ ନାଚେରେ ଏ ମନ ନାଚେରେ
ଯୀଶୁ ନାମେ ଏ ମନ ନାଚେରେ
ସେହି ନାମେ ପରିତ୍ରାଣ, ସେହି ନାମେ ଅନନ୍ତ ଜୀବନ
ସେହି ନାମେ ସ୍ୱାସତ ଜୀବନ
ମନ ନାଚେରେ.......
।।1।।
ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ନକ୍ଷତ୍ର
ପାଳନ୍ତି ସର୍ବଦା ତାଙ୍କ ଆଦେଶ
ପଶୁ ପକ୍ଷୀ ସର୍ବ କୀଟ ପତଙ୍ଗ
ପ୍ରକାଶ କରନ୍ତି ମହା ଆନନ୍ଦ
ବୀଣା ଝଙ୍କାର ବାଦ୍ୟ ନୃତ୍ୟରେ -2
ଗାଇବା ସର୍ବଦା ତାଙ୍କ ଜୟଗାନ
ମନ ନାଚେରେ........
।।।2।।।
ଯିହୁଦା ପ୍ରଦେଶେ ଆସିଲା ସେ ନାମ
ମେରୀଙ୍କ ଗର୍ଭରୁ ହେଲେ ସେ ଜନମ
ସାରା ଜଗତରେ ଖେଳିଲା ଚମକ
ସେ ହେଲେ ସତ୍ୟର ପଥ ଦର୍ଶକ
ତାଙ୍କ ପଥେ ଯେ କରେ ନିତ୍ୟ ଅନୁସନ୍ଧାନ -2
ପାଇବ ସର୍ବଦା ତାଙ୍କ ପରିତ୍ରାଣ
ମନ ନାଚେରେ.........
।।।। ସମାପ୍ତ।।।।

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 362   
Далее
Редакция. News: 135-я неделя
55:06
Просмотров 1,3 млн
ИСЧЕЗНИ ВОДУ ДО КОНЦА
00:43
Просмотров 550 тыс.
Редакция. News: 135-я неделя
55:06
Просмотров 1,3 млн