Тёмный
No video :(

News Fuse 22 JULY 2024 

OTV
Подписаться 11 млн
Просмотров 302 тыс.
50% 1

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

5 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 287   
@batakrushnabehera6311
@batakrushnabehera6311 Месяц назад
ସୁରଜ ଭାଇ ଙ୍କ କାମ କୁ ଶହେ ପ୍ରଣାମ 🙏🙏🙏🙏ମନ୍ତ୍ରୀ ହେବ ତ ସୁରଜ ଭାଇ ପରି 🥰🥰
@RinkuRinku-qx3qb
@RinkuRinku-qx3qb Месяц назад
ଶଳା CDMO ପାଗଳ ବୁଢା 👍👍ଶଳା କୁ ମାଡ ଦରକାର
@143Susanta
@143Susanta Месяц назад
ଭାଇ ତମର ବିଶ୍ଵ ପ୍ରସିଦ୍ଧ ସୁରା ସେବନକୁ ମୋର ସତ ସତ ନମନ 🙏🙏🙏 ଲୋକେ କଲେ କିଳା ପୋଲିସ କଲେ ଲୀଳା ଧନ୍ୟ 🙏🙏🙏🙏
@SasmitajenaSasmita-wo1co
@SasmitajenaSasmita-wo1co Месяц назад
0:41
@AshishRath-ll7bm
@AshishRath-ll7bm Месяц назад
​@@SasmitajenaSasmita-wo1coq
@debananbharasagar3360
@debananbharasagar3360 Месяц назад
ଓଡ଼ିଶା ର ଉଜ୍ଜ୍ୱଳ ସୁର୍ଯ୍ୟ ବନ୍ସି ସୁରଜ୍ 🙏👍🙏👍
@trilochansahoo9331
@trilochansahoo9331 Месяц назад
Sure ଲାଞ୍ଚ ଦେଇକି CDM ଚାକିରୀ କରିଛି Media ଆଗରେ ଏମିତି କହି ପାରୁଛି ସେ ରୋଗୀଙ୍କ କଥା କଣ ଶୁଣୁ ଥିବ
@kartiksenapati9371
@kartiksenapati9371 Месяц назад
ଧନ୍ୟବାଦ OTV 🎉🎉🎉
@BijaykumarSahoo-mx5tc
@BijaykumarSahoo-mx5tc Месяц назад
ଆଜିର ଏପିଶୋଡ ବହୁତ ବଢିଆ ଥିଲା ଧନ୍ୟବାଦ ନ୍ୟୁଜୁଫିଉଜୁ
@143Susanta
@143Susanta Месяц назад
ଏଠି ହେଇନି କିଛି ଏଠି ହେଇନି କିଛି ଦେଖ ଆଗକୁ କଣ ହଉଛି ଏମିତିକା ଦୁସ୍ୟ କେବଳ ଓଡ଼ିଶାରେ ଦେଖିବାକୁ ମିଳେ ଯୋଉଠି ପ୍ରଭୂ ତ୍ରି ଠାକୁରଙ୍କର ବାସ ସ୍ଥାନ ସେଇଠି ଏମିତିକା ଆଉ ଦେଶ ବାହାରେ କଣ ହବ ହେ ଜଗନ୍ନାଥ ଏମାନଙ୍କୁ ଟିକେ ବୁଦ୍ଧି ଦିଅ ପ୍ରଭୁ 🙏🏿🙏🏿🙏🏿🙏🏿
@DesiVlogger8293
@DesiVlogger8293 Месяц назад
ଆରେ ଏଇତା CDM ନା ଆତଙ୍କବାଦୀ ମୋ ବିନାଶ କାଳେ ବିପରୀତ ବୁଦ୍ଧି 🙏🙏🙏
@susantakumarsahoo186
@susantakumarsahoo186 Месяц назад
Bhai se reporter bhainku salute. Bhai mu thile se galua CDMO ku bajeithanti...
@143Susanta
@143Susanta Месяц назад
ଏଇ ଭଳିଆ ରାଲି କରୁଥିବା ଭାଇଙ୍କର ଭାଗ୍ୟ ମୋହାନ ଏମିତିକା ଭାଗ୍ୟ ଯେ ରାଲି କରିବାକୁ ଆସିକି ଜ୍ୱାଇଁ ପୁଅ ଭଳିଆ ଚର୍ଚ୍ଚା ପାଉଛନ୍ତି ମୁଁ ଏବେ ଯିବି ରାଲି କରିବା ପାଇଁ
@bichitramalik2196
@bichitramalik2196 Месяц назад
Sabuthu best episode sir 👌
@NewStatusworld143
@NewStatusworld143 Месяц назад
Nayagarh CDMO sir Vanga tika mari6anti baaa......
@ajayanahak5780
@ajayanahak5780 Месяц назад
ଏ ମାନଙ୍କୁ କୋ ବାଳକୁ JOB ରେ ରଖୁଛନ୍ତି ସରକାର 😮😮😮 ସଳା କୁଆଡ଼ୁ କୁଆଡ଼ୁ ସବୁ JOB କରିବା ପାଇଁ ଆସୁଛନ୍ତି ବେ |
@krishnanaikbrothers6459
@krishnanaikbrothers6459 Месяц назад
Super news sir Jay Jagannath 🙏
@anandaparida5966
@anandaparida5966 Месяц назад
ସେଇ ଶଳା କୁ ଆଗ ବିଦା କର ସିଏ ନିଜେ ତଳେ ଶୋଉ
@143Susanta
@143Susanta Месяц назад
ଏମିତିକା ବେଡ଼ ଥାଇ ନଥାଇଲା ଭଳି ଏମିତିକା ଦୁସ୍ୟ କେବଳ ଓଡ଼ିଶାରେ ଧନ୍ୟ ହେ 🙏🏿🙏🏿🙏🏿
@user-zc7qx4pq1z
@user-zc7qx4pq1z Месяц назад
Thank you ❤ OTV 🎉🎉🎉
@surendranathrath4711
@surendranathrath4711 Месяц назад
ନୟାଗଡ଼ CDMO କୁ କିଏ ଚାକିରୀ ଦେଇଛି? ଲଜ୍ଜିତ ଓଡିଶା ନା ଓଡିଶା ସରକାର
@ArunDas-hc5zz
@ArunDas-hc5zz Месяц назад
ମଦ ପିଇବା ଦୃଶ୍ୟ ,ଅତି ବାହୁଲ୍ୟ ଉପସ୍ଥାପନା
@Goutambehera-km3ge
@Goutambehera-km3ge Месяц назад
Suraya Bansi Sir You Are God
@surendranathrath4711
@surendranathrath4711 Месяц назад
ନୟାଗଡ଼ CDMO କଣ ମଦ ନା ଗଞ୍ଜେଇ ନେଇଛନ୍ତି? ନିଜ ମେଡିକାଲ କଥା କୁ WORLD SCIENCE ପାଠ ପଢାଉଛି.
@PandaBabu-od6hc
@PandaBabu-od6hc Месяц назад
Thanks 🙏 otv😅
@143Susanta
@143Susanta Месяц назад
ନେତା ଭାଇ ଏମିତିକା ଵେବସ୍ତା କରିଥିବାରୁ ମତେ ବହୁତ ଖୁସି ଲାଗୁଛି ମୁଁ ଭାବୁଛି ଗରିବ ଲୋକଙ୍କୁ ଯଦି କିଛି ଖାଇବାକୁ ଦେଲେ ଭଲ ହୁଅନ୍ତା
@user-ou6rp3jj9r
@user-ou6rp3jj9r Месяц назад
ଧର ଧର ଧର ମାଗିହା ମାନଙ୍କୁ
@bidyutlatabiswal8572
@bidyutlatabiswal8572 Месяц назад
Jay Jagannath 🙏
@maitri56
@maitri56 Месяц назад
Aajika episode khoob interesting aau dumdaar. 👍👍👍👍
@user-wp8hl7fg6m
@user-wp8hl7fg6m 27 дней назад
Thank you ❤️❤️❤️ OTV
@user-jh7pl8tu8d
@user-jh7pl8tu8d Месяц назад
I love news fuse
@JayantiPattanayak-tr1ij
@JayantiPattanayak-tr1ij 20 дней назад
Jay jay ho
@user-oz8ds6pj7e
@user-oz8ds6pj7e Месяц назад
Nayagarh SDMA ra galaku galaku pitiba katha...
@dz_shiva_2.0
@dz_shiva_2.0 Месяц назад
🔥🔥🔥🔥
@tapanamahapatrababu8705
@tapanamahapatrababu8705 Месяц назад
ନୟାଗଡ଼ ମେଡିକାଲ ର CDM ଙ୍କର ମୁଣ୍ଡ ଖରାପ୍ ହେଇଯାଇଛି ତାକୁ ବିଦା କରିକି ନୁଆ CDM ରଖନ୍ତୁ ସରକାରଙ୍କୁ ଅନୁରୋଧ
@biswaranjandora9211
@biswaranjandora9211 Месяц назад
ବହୁତ ସୁନ୍ଦର ଉପସ୍ଥାପନା❤
@drtusharranjanmishra3810
@drtusharranjanmishra3810 Месяц назад
Suryabanshi Suraj zindabad 🌹🌹🌹🌹🌹🌹🌹🌹🌹🌹
@mamatamohapatra8559
@mamatamohapatra8559 Месяц назад
Namaskar, bahut bhala lagila
@sulochanaojha2580
@sulochanaojha2580 Месяц назад
Suraja bhai god bless u atedine samastanka dukha jib
@Gayatri-xg6xi
@Gayatri-xg6xi Месяц назад
Dhanyawad otv
@DhaneJankar
@DhaneJankar 27 дней назад
ମାଗିହା ଆଗରୁ ଫିକ୍ସ୍କ ହେଇଛି ଶଳା ଆଗରୁ ଏତେ ଟିଫିନ୍ ଆଉ ଚ୍ୟାର କୋଉଠି ଥିଲା
@kartikeshwar-hz8ih
@kartikeshwar-hz8ih Месяц назад
ଜୟ ଜଗନ୍ନାଥ🙏
@user-ht1dh5ly3c
@user-ht1dh5ly3c Месяц назад
Jaja pur ru mu dekhuchi sir mo name sibeswar mo name tk kuha news fuse re mu sabubele like karuchi
@kartikarout7124
@kartikarout7124 Месяц назад
ନିଉଜୁଫିଉଜୁ ରେ ସବୁଠାରୁ ପୁରୁଣା ଜ୍ଞାନକୋଷ ହେଉଛି ସବୁଠାରୁ ବଡ଼ ଠକ୍
@rajlaxmisahu5208
@rajlaxmisahu5208 Месяц назад
ହଇରେ ନାରଣ ମତେ ଲାଗୁଛି ବୟସ ବଢିବା ସାଙ୍ଗେ ସାଙ୍ଗେ CDMO SIR ଙ୍କର ମୁଣ୍ଡରେ ବହୁତ ଗଭୀର ଜ୍ଞାନ ଅଛି ଭାରତ ବିଷୟରେ ,ତେଣୁ ତମେ ତାଙ୍କୁ ସେ ପଦବୀରୁ ବାହାର କରି କୌଣସି UPSC COACHING ର EXPERT ଭାବେ ରଖିବାର କୌଣସି ବନ୍ଦୋବସ୍ତ କଲେ ଭଲ ହୁଅନ୍ତା । ଯାହାଦ୍ୱାରା ସେ ନିଜ ଜ୍ଞାନର ପ୍ରସାରଣ କରି ପାଗଳପଣରୁ ମୁକ୍ତି ପାଆନ୍ତେ ।
@bidyabhusan9098
@bidyabhusan9098 Месяц назад
Suryabanshi Suraj ଭାଇ ❤❤❤
@pruthirajpal4155
@pruthirajpal4155 Месяц назад
Very good
@jksaraf4437
@jksaraf4437 Месяц назад
Very very good
@user-dk1vj3zs6d
@user-dk1vj3zs6d Месяц назад
ଏହା ରଥ ଯାତ୍ରା ନୁହେଁ, ଯୁଦ୍ଧ ଯାତ୍ରା, କଳିଯୁଗ ବିନାଶ ହେବାର ପ୍ରଥମ ସୋପାନ
@soumyaranjanbarik4734
@soumyaranjanbarik4734 Месяц назад
ସବୁବର୍ଷ ରଥ ଆଗରେ ସେ ଓଡିଶୀ,କିର୍ତ୍ତନ,ପାରମ୍ପରିକ ନୃତ୍ୟ କରି କରି ଏବର୍ଷ ଭକ୍ତ ମାନେ ରଥଆଗରେ କିଛି ନୂଆ କରିବାକୁ ପ୍ରୟାସ କରିଥିଲେ ଧର୍ମ ସହିଲେ ହେଲା😢😢😢
@user-bi5rk1nj3q
@user-bi5rk1nj3q Месяц назад
Jay jaganath
@bindasboybitubrokenheart1189
@bindasboybitubrokenheart1189 Месяц назад
Gota bada loka hauki sadharana janata hau direct cm ku meet kari pariba eae hauchi sasana au sarkar
@manasmanas9686
@manasmanas9686 Месяц назад
Hn tote sabu sasana jana aau
@bindasboybitubrokenheart1189
@bindasboybitubrokenheart1189 Месяц назад
Tu kan kahuchu kaha kahaku sasana kuha jaaa Gota mister ku dakha karibaku gala ki m.l .a dakha karibaku gala police piti ba nahala jail ra puraedaba nuha Tu bhai pura bjd bala ra
@prasantapadhan8452
@prasantapadhan8452 Месяц назад
Super sambadika
@prasantaroutraya4952
@prasantaroutraya4952 10 дней назад
Nice episode,cdmo is one cool funny officer😅
@PandaBabu-od6hc
@PandaBabu-od6hc Месяц назад
Good bro
@gourangasahu-sy1jk
@gourangasahu-sy1jk Месяц назад
Jay Jagannath Jay odisha Jay bharat super news 😁😁😁😁😁
@BeheraBehera-ux8bf
@BeheraBehera-ux8bf Месяц назад
Good
@sureshexpress3155
@sureshexpress3155 Месяц назад
Right sir
@gvramani4995
@gvramani4995 Месяц назад
Mu sabu bele news fuse dekhe❤❤❤
@sanjayasethi157
@sanjayasethi157 Месяц назад
Suraj is good neta
@FakirMohan-fg9te
@FakirMohan-fg9te Месяц назад
ଏ ବୁଢ଼ା ମଉସା ର ମୁଣ୍ଡ କାମ କରୁନି ଏହାକୁ ରାଞ୍ଚି ପାଗଳ ଖନା କୁ ପଠେଇ ଦିଅ ବୁଢ଼ା ସେଇଠି ତଳେ ସୋଇଥାଉ
@SagaR-qf1ub
@SagaR-qf1ub Месяц назад
👍🏻👍🏻👍🏻
@bindasboybitubrokenheart1189
@bindasboybitubrokenheart1189 Месяц назад
Narana ama Basudevpur madical ku asila bahut fuse paeba
@pintukhuntiakattarhindurss3697
@pintukhuntiakattarhindurss3697 Месяц назад
CMO nuha chief mental officer
@mohantyparameswar8396
@mohantyparameswar8396 Месяц назад
Cdm badhe malpakeichhibadhe
@bhagabanpradhan7500
@bhagabanpradhan7500 Месяц назад
Galua CDM ade baze bit deuchhi health minister dekhantu please quke action sadharan lokanku Kan kahuthilaea pagal cdm
@Rajeshkumars42
@Rajeshkumars42 Месяц назад
Super otv
@user-kh7vl6hx6b
@user-kh7vl6hx6b Месяц назад
Polic bhai🥵
@bindasboybitubrokenheart1189
@bindasboybitubrokenheart1189 Месяц назад
Odisha ra chitra badalae dala bjp sarkar I salute you
@biswanathkar2758
@biswanathkar2758 Месяц назад
ଗାଲୁଆ ଟା
@gvramani4995
@gvramani4995 Месяц назад
🙏🏻🙏🏻🙏🏻sir cdm drink karichi kete relax Hoi basichi speech deuchi😊😊
@user-mu5es6jv6s
@user-mu5es6jv6s Месяц назад
Jai Ho soraj bhai
@SADHUSINGH-bo2mq
@SADHUSINGH-bo2mq Месяц назад
Sir apana mane tk Mayurbhanj ra baripada City ,PRM Hospital ra news tk nebe please......🙏🙏🙏🙏
@gouttambehera8137
@gouttambehera8137 Месяц назад
Odisha district balesaore thana chadesore sce besi udaypur
@user-km2lw9on3r
@user-km2lw9on3r 24 дня назад
Kichi badalini ama Bhati mati chadei neba pain bahuta chesta chalichi
@dhirenamanta6811
@dhirenamanta6811 Месяц назад
ନୟାଗଡ ଗମେଣ୍ଟ ହସ୍ପିଟାଲ ର ସିଡିଏମ ପାଗଳ ହେଇ ଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୁ ପଚାର ଏହାର ଉତ୍ତର ଦେବେ
@sudhansukumarbal3419
@sudhansukumarbal3419 Месяц назад
Nice public consciousness program
@user-md3jw6db6h
@user-md3jw6db6h 16 дней назад
Gote thara bhadrak hade quarter hospital asi dakhijantu pasent ki problem ra
@krishnaprasadrath
@krishnaprasadrath Месяц назад
Entire episode ra samasta addhyaya gudika uchchakotira.🙏 Jai ♥️🇮🇳🔥 Hind 🙏
@JyotsnaraniNayak-iv4gl
@JyotsnaraniNayak-iv4gl Месяц назад
Cdmo କୁ ବାହାର କରାଯାଉ
@fullbobalindia
@fullbobalindia Месяц назад
Cary on bhai
@sanjayasethi157
@sanjayasethi157 Месяц назад
Mohan sir bujhantu
@manojpanda1997
@manojpanda1997 Месяц назад
ଏ cdmo କୁ ବାନ୍ଧି କି ବାଡେଇବା କଥା,,,Aku kea CDMO KARICHI.....
@babimalik2995
@babimalik2995 Месяц назад
ଏମାନକ ଗାଡିରେ ଵାଡିପୁରେଇ ଦିଅ
@manojdalei1105
@manojdalei1105 Месяц назад
Nayagarh medical au dist re sabu a bebasta
@baikunthabehera3971
@baikunthabehera3971 Месяц назад
sir nku khali jabuda .abasyak paduchhi .jay jagannatha
@ramkanthapradanpradan5576
@ramkanthapradanpradan5576 Месяц назад
Very nice
@majnuodishavlogs2799
@majnuodishavlogs2799 Месяц назад
ଏତ କିଛି ହେଇନି ଆଗକୁ ଦେଖ 😔କଣ ହଉଚି 😜
@KunaNahak-rk9xw
@KunaNahak-rk9xw Месяц назад
Very nice 🎉🎉❤❤
@armedialive2076
@armedialive2076 12 дней назад
ଠାକୁର ଘରେ କିଏ ମୁଁ କଦଳୀ ଖାଇନି
@soumyaranjanbarik4734
@soumyaranjanbarik4734 Месяц назад
କଥାରେ ଅଛି ପରା ମାଛ ଖାଇବ ଈଲିସି ଚାକିରି କରିବ ପୋଲିସ ଭାଇମାନେ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି
@user-ip4qm8pi7h
@user-ip4qm8pi7h Месяц назад
Hospital re chakiri kiye dela
@YsssVlogs
@YsssVlogs Месяц назад
CDM ku registration kareba darkara
@user-th5xz1hy9l
@user-th5xz1hy9l Месяц назад
ଦୁଖ ଲାଗି ଲା ମେଡିକାଲ ଉଚ କର୍ତ୍ତୃପକ୍ଷ ମହା ମାନବ. 😮କି କଥା ଦେଖ
@probot1436
@probot1436 Месяц назад
BB bhai
@purnakar3844
@purnakar3844 Месяц назад
ଏଇଭଳି CD Mo କୁ ତ ପ୍ରଥମେ ଅଞ୍ଚଳବାସୀ ନଇତ୍କଳକୁ ନେଇ ଫୁଲ ଚନ୍ଦନ ଦେବା କଥା
@gangadharbarik2204
@gangadharbarik2204 Месяц назад
ମଦ ପିଦେଇଛି
@BaikunthaPrusty-jp2bp
@BaikunthaPrusty-jp2bp Месяц назад
ନୟାଗଡ ମୃଖ୍ୟ ଚିକିତ୍ସାଳୟ ଅବସ୍ଥା ଯଦି ପାଣି ମୁନ୍ଦାଏ ପାଇଁ ମୂଖ୍ୟ ଅଧିକାରୀ ଏପରି କୁହନ୍ତି ରୋଗିକୁ ବିନା ପାଣିରେ ଟାବଲେଟ୍ ଗିଳିବା ପାଇଁ ନିଶ୍ଚୟ ପରାମର୍ଶ ଦେଉଥିବେ।😂
@shubhamrout992
@shubhamrout992 16 дней назад
Cdmo should get suspended, what is his work if he will not take accountability and resolve this issue
@kshyamanidhimahakur3521
@kshyamanidhimahakur3521 Месяц назад
Matri hebata emiti good
@user-er2xr3eg5h
@user-er2xr3eg5h Месяц назад
ଭଲ ପାଠ ପଢିଛି😂
@user-mu5es6jv6s
@user-mu5es6jv6s Месяц назад
ଶଳା କୁ ନିଜ ପାଣି ଠିକ ନୁହେଁ
Далее
News Fuse 06 SEPT 2024
22:04
Просмотров 9 тыс.
News Fuse 15 JULY 2024
21:34
Просмотров 153 тыс.
News Fuse 08 JULY 2024
22:49
Просмотров 213 тыс.
BAKI NAHNI PART-5// MR GULUA COMEDY// ODIA COMEDY
1:16:53