Тёмный

News Fuse 29 JULY 2024 

OTV
Подписаться 11 млн
Просмотров 108 тыс.
50% 1

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

7 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 43   
@143Susanta
@143Susanta Месяц назад
ଏଇ ଭଉଣୀଙ୍କଠୁ କିଛି ଶିଖିବା କଥା ଏମିତିକା ଭଉଣୀ ମାନେ ଯଦି ନିଜେ ଏମିତିକା ରୂପ ଦେଖେଇବେ ତାହାଲେ ସବୁ ଏଇ ସମାଜର ଖଳ ପ୍ରକୁତି ଲୋକ ସବୁ ସୁଧୁରିଯିବେ ଜୟ ଜଗନ୍ନାଥ 🙏🏿🙏🏿🙏🏿🙏🏿
@user-ob6rq5ns3y
@user-ob6rq5ns3y Месяц назад
Jay Maa Samlei ❤❤
@ajittandi2713
@ajittandi2713 Месяц назад
Sir ମୁଁ ଗୋଟେ କଥା ବୁଝି ପାରୁନି..... ସରକାରୀ ବିଦ୍ୟାଳୟ ରେ ଏତେ ଦୁଃଖ କଷ୍ଟ ସହି ପାଠ ପଢି ସରକାରୀ ଚାକିରୀ ଟେ କରି ପାରୁନି.... ଆଉ ବେ ସରକାରୀ ସ୍କୁଲ ରେ ପଢି ସରକାରୀ ଚାକିରୀ କରିବାକୁ କାହିଁକି ଚାହୁଁଛନ୍ତି ?
@KhirodaPradhan
@KhirodaPradhan Месяц назад
Very nice❤❤❤❤❤
@143Susanta
@143Susanta Месяц назад
ଜୟ ଜଗନ୍ନାଥ ଏମାନଙ୍କର କିଛି ନ ହଉ ଏଇ କୋମଳ ମତି ଶିଶୁ ମାନେ କେମିତିକା ଜାଣିବେ ଭଲ କୋଉଟା ମନ୍ଦ କୋଉଟା ଯୋଉ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ ଏମିତିକା କରୁଛନ୍ତି ତାଙ୍କ ଉପରେ ଦୁଢ କାଯ୍ୟନୁଷ୍ଟାନ ନିଆଯାଉ
@krishnanaikbrothers6459
@krishnanaikbrothers6459 Месяц назад
Super news sir Jay Jagannath 🙏
@nksahoo4123
@nksahoo4123 Месяц назад
Smart City ର smart ବିଦ୍ୟୁତ୍ ସେବା । ଲାଗୁଛି ସର୍ବ ସାଧାରଣ ଙ୍କ ପାଇଁ Electric Pannel Board ଟି ଖୋଲା ହେଇଛି । ଯାହାର ଯେତେବେଳେ ଇଚ୍ଛା switch ON/OFF କରିପାରିବେ ।😂😂😂
@143Susanta
@143Susanta Месяц назад
ପିଲା ମାନଙ୍କୁ ଏବେଠୁ ଅଲମଫିସରେ ଭାଗ ନବା ପାଇଁ ପ୍ରାକଟିସ କରୁଛନ୍ତି କେବେ ସବୁ ସୁଧୁରିବେ ଏଇ ଶିକ୍ଷକ ସମାଜ ଯଦି ପିଲାଙ୍କର କିଛି ହୁଏ ତାହାଲେ କିଏ ଦାଇ ହେବ ପ୍ରଭୁ ଜଗନ୍ନାଥଙ୍କର ପାଖରେ 🙏🏿🙏🏿🙏🏿ଗୁହାରି କରୁଛି ଏମାନଙ୍କର କିଛି ନ ହଉ
@nalinikantamohanty8434
@nalinikantamohanty8434 Месяц назад
Jay jagannath
@soumyaranjanbarik4734
@soumyaranjanbarik4734 Месяц назад
ସ୍କୁଲରେ ଭଲ ଧନ୍ଦାମୂଳକ ଶିକ୍ଷା ଦିଆଯାଉଚି ପାଠତ ଯାହା ପଢାଯାଉଚି ହଁ 2ୟ ଦୃଶ୍ୟଟିରେ ସଫଳତା ପାଇବାକୁ ହେଲେ କିପରି କଣ୍ଟକିତ ପଥ ଅତିକ୍ରମ ହେବ ତାହାକୁ ଦେଖାଯାଉଚି
@gourangasahu-sy1jk
@gourangasahu-sy1jk Месяц назад
Jay Jagannath Jay odisha Jay look
@SulachanaMukhi
@SulachanaMukhi Месяц назад
❤❤❤
@ashokdash4028
@ashokdash4028 Месяц назад
Jay Jagannath
@soumyaranjanbarik4734
@soumyaranjanbarik4734 Месяц назад
ଭୁବନେଶ୍ୱର ର ଏପରି ପରିସ୍ତିତି ରୁଷିଆ ଆସି ମଧ୍ୟସ୍ତି କରି କିଛି ସହାୟତା ପ୍ରଦାନ କରିବା ଉଚିତ୍
@LaxmiBhanja-us3eq
@LaxmiBhanja-us3eq 29 дней назад
Amiti bahut school re chalichi.pila sabu school kama karuchhanti😢
@143Susanta
@143Susanta Месяц назад
ଏମିତିକା ପରିବେଶ ମତେ ଟିକେ କୁହନି ମୁଁ ଆଉ ମୋ ସାଙ୍ଗ ମାନେ ଯିବୁ ପିକନିକ କରିବା ପାଇଁ ଏମିତିକା ଦୁସ୍ୟ ଦେଖି ମତେ ବହୁତ ଖୁସି ଲାଗୁଛି କାରଣ ଏଇ ଆଖ ପାଖରେ ଯିଏ ରହୁଥିବେ ସିଏ ନିଚୟ ପ୍ରତି ଦିନ ମେଡିକାଲ ଯାଉଥିବେ ହେ ପ୍ରଭୁ ତୁ କେବେ ବୁଦ୍ଧି ଦେବୁ
@lebinashgamango7669
@lebinashgamango7669 Месяц назад
Very good sister
@RameshChandraPanda-h3u
@RameshChandraPanda-h3u Месяц назад
Bhala
@143Susanta
@143Susanta Месяц назад
ପୂର୍ଣ୍ଣଣ୍ଡା ଭାଇ କଲର କରୁଛନ୍ତି ହେଲେ କ ମାନେ କରେଣ୍ଡ ଆଉ କ ମାନେ କଲର ଟିକେ ସେ ମିକ୍ସ କରିଦେଉଛନ୍ତି ଜାଣିକି ଏମିତିକା କରୁଛନ୍ତି କିଛି ହେଲେ କିଏ ଦାଇ ହେବ କୁହ 🙏🏿🙏🏿🙏🏿🙏🏿
@-manas-ranjan-143
@-manas-ranjan-143 Месяц назад
ଶକ୍ତି ବିଭାଗ କେତେ ସକ୍ରିୟ ଅଛନ୍ତି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ମଣିଷ ମଲେ ତାଙ୍କର କଣ ଯାଏ ଦୌଡ଼ି ଦୌଡ଼ି ଚପଲ ଛିଡିବା କଥା ...
@bichitrasatapathy1229
@bichitrasatapathy1229 Месяц назад
କଳାହାଣ୍ଡି Govt. School ର ଏଭଳି ଘଟଣା ସମ୍ପୂର୍ଣ୍ଣ ନୀନ୍ଦନୀୟ.....
@143Susanta
@143Susanta Месяц назад
ଆମଲୋକଙ୍କର ନବା ଅଭ୍ୟାସ ଆଗରୁ ଅଛି ମାଗଣା ଯାହା ମିଳିଲେ ତାକୁ ନେଇଯିବେ ହେଲେ ମୁଁ ବୁଝି ପାରୁନି ଲୋକେ ଆମର ଏତେ ନବା ରେ ବେସ୍ତ ଯେ କରେଣ୍ଟକୁ ବି ଛାଡୁ ନାହାନ୍ତି 🤣😂🤣😂
@LaxmiBhanja-us3eq
@LaxmiBhanja-us3eq 29 дней назад
Madhyana bhojana re bi haldi pani au bhata😂😂
@kpsinghadv9798
@kpsinghadv9798 Месяц назад
Angul jindal jeun gas chhaduchi swasha rudha hoijauchhi jahaki nanagogara karana, sarkarnku mora nibedan apanka jariare ehara uchit padakhyepa nebe. Nahele Angul dwansha nisthita.
@batratv420
@batratv420 Месяц назад
ଯୋଉ ମାନେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଭୁବନେଶ୍ବର ବିଜୁଳି ବିଭାଗ ଦ୍ଵାରା 😂😂
@soumyaranjanbarik4734
@soumyaranjanbarik4734 Месяц назад
ଭଉଣୀଙ୍କ ସାହସକୁ ମାନିବାକୁ ପଡିବ
@soumyaranjanbarik4734
@soumyaranjanbarik4734 Месяц назад
ବିଜୁଳି ଆମେ ବ୍ୟବହାର କରୁଚେ ବିଜୁଳିବାଲା କାହିଁକି ସେ ପ୍ୟାନେଲବୋର୍ଡ ରେ ହାତମାରିବେ ତେଣୁ ସିଏ ଆମର ଭଲପାଇଁ ଏପରି ଅବସ୍ତାରେ ରଖିଛନ୍ତି ଅନ୍ ଅଫ୍ ଆମେକରିବୁ
@NabinBibhar-tl6lv
@NabinBibhar-tl6lv Месяц назад
Sir bhwanipatna block laxmipur gp ra school sabu thik apana dekhei thiba video bhali
@user-uv6so1ny8h
@user-uv6so1ny8h Месяц назад
Chit finds khabar sir
@sudhansukumarbal3419
@sudhansukumarbal3419 Месяц назад
Nice public awareness program
@NabinBibhar-tl6lv
@NabinBibhar-tl6lv Месяц назад
School re kana vip 80 barsia ticher achanti laguchi
@Paidfun_lmaoPrivate_show-wp1tv
@Paidfun_lmaoPrivate_show-wp1tv Месяц назад
Drama 🙄 women empowerment misfired 😳 Useless news, don't encourage free publicity 🙏🏻
@user-ql1xl3hf1q
@user-ql1xl3hf1q Месяц назад
Naranal nuasarakar kahi ba nahi newu fius vala ebang purba ru bi eatharu bichitra fhiusckd
@monalisapradhan3788
@monalisapradhan3788 Месяц назад
Smart city ra smart electric ସେବା ସବୁ ଖୋଲି କି free re ଦବା 🤣🤣🤣
@PunjaSidia
@PunjaSidia Месяц назад
Bala Karucha ok
@monalisapradhan3788
@monalisapradhan3788 Месяц назад
Electric corent m😂😂
@mrbir9490
@mrbir9490 13 дней назад
Sir ଏମିତିକା ଭିଡ଼ିଓ ପଠାଇବାକୁ ଚାହୁଁଛି କାହଁକି ନା ଆମ ଗାଁ ରେ ମଧ୍ୟ କିଛି ସରକାରୀ କାମ ଅଧା ରହିଛି କରୋନା ପୂର୍ବରୁ କାମ ହେଇଛି କିନ୍ତୁ ପୂର୍ଣ୍ଣ ହେଇନି
@pradeepkumarjena4162
@pradeepkumarjena4162 Месяц назад
ଏ ଭିଡିଓ ଟି ଆମ ଓଡ଼ିଶା ରେ ନୁହଁ
@Sonababy302
@Sonababy302 Месяц назад
Ai pari chapal mada darkar 😂😂
@Dallyvlog22
@Dallyvlog22 Месяц назад
Keibi tike like dauna
@user-vw1wd1jb6z
@user-vw1wd1jb6z Месяц назад
Jay jagannath
Далее
News Fuse 15 JULY 2024
21:34
Просмотров 153 тыс.
Fake watermelon by Secret Vlog
00:16
Просмотров 9 млн
News Fuse 08 JULY 2024
22:49
Просмотров 214 тыс.
News Fuse 2 AUG 2024
22:41
Просмотров 120 тыс.