Тёмный

News Fuse 30 SEPT 2024 

OTV
Подписаться 11 млн
Просмотров 91 тыс.
50% 1

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 63   
@sullatapanigrahy108
@sullatapanigrahy108 10 дней назад
ଭାଇ ଆପଣଙ୍କ ଉପସ୍ଥାପନା ବହୁତ ଭଲ କରୁଛନ୍ତି,
@geetanjaliacharya6079
@geetanjaliacharya6079 9 дней назад
God bless you to your family sir 🙏
@littlequeenrakhi
@littlequeenrakhi 8 дней назад
Very good disistion thanks
@santosh9842
@santosh9842 9 дней назад
7:40 ପୂର୍ବ ସରକାର ମାଗଣା ଖୁଆଇ ଅଭ୍ୟାସ କରିଦେଇଛି ଆଉ ଏ ସରକାର? ସୁଭଦ୍ରା ଯୋଜନା OTV ପାଇଁ ମାଗଣା ନୁହଁ ବୋଧେ। 😂😂😂😂😅
@BhubaneswarBehera-nr8ir
@BhubaneswarBehera-nr8ir 9 дней назад
ଲୋକଙ୍କୁ ଗୋ ମାଂସ ପକଡା ଦେଲେବି ଖାଇଯିବେ 100%
@143Susanta
@143Susanta 9 дней назад
ମାଗଣା ମିଳିଲେ ଲୋକେ ପିଚୁ ଗିଳି ଦିଅନ୍ତି ଇଏତ ଚିକେନ ପକୋଡା ଏଇ ଥିରେ ବାଡ଼ ପ୍ଲୁ ହବନି ଧନ୍ୟବାଦ ମୋର ମାଗଣା ଖିଆ ବନ୍ଧୁ ମାନେ
@JadabaBariha-ox1zt
@JadabaBariha-ox1zt 9 дней назад
❤❤❤❤❤❤❤
@MituTarei-lo4tr
@MituTarei-lo4tr 10 дней назад
Naran Bhai namaskra
@SanatanchattarChattar
@SanatanchattarChattar 10 дней назад
ଖୁବ୍ ସୁନ୍ଦର୍ ମାଡି ଚାଲ
@prasantapattanaik862
@prasantapattanaik862 10 дней назад
ମୋହନ ମାଝି ଜଣଂକ ଘରେ ଚିକେନ କଷା ଆଊ ପଖାଳ ବସିକି ଖାଉଥିଲେ,ସେ ଫିୟୁଜ୍ କଲେ ନାହିଁ?
@gangotridassahu9308
@gangotridassahu9308 7 дней назад
Odisha govt nua nua Kariba badalara puruna gudiku ago sajadila bhala habo👍🙏
@balarammallick9372
@balarammallick9372 9 дней назад
ଯଦି କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ଏମିତି ହବ ତାହାଲେ ରାଜ୍ୟ ସରକାରଙ୍କ ନ କହିଲେ ଭଲ
@sudhansukumarbal3419
@sudhansukumarbal3419 10 дней назад
Good evening
@soumyaranjanbarik4734
@soumyaranjanbarik4734 8 дней назад
ପୋଲିସ୍ ଷ୍ଟେସନ୍ ର ଅବସ୍ତା ଦେଖିଲେ ଲାଗୁଚି ପୋଲିସ୍ ଷ୍ଟେସନ୍ ଭିତରେ ପାଣି ନା‌ ପାଣି ଭିତରେ ପୋଲିସ୍ ଷ୍ଟେସନ୍
@mrroshankumar3229
@mrroshankumar3229 10 дней назад
Mu Koraput ru Dasamantapur
@soumyaranjanbarik4734
@soumyaranjanbarik4734 8 дней назад
ସୁଭଦ୍ରା ସଚେତନତାକାର୍ଯ୍ୟକ୍ରମ ଚୁଲିକୁ ଯାଉ ଆଗ ପେଟ ସଚେତନତା କର୍ଯ୍ୟକ୍ରମ ହେବା ଜରୁରୀ ଶୋଇଲା ଲୋକର ଭାଗ ନାଇଁ
@badboykumar1683
@badboykumar1683 9 дней назад
ହିଁ ୧୯୯୦ମସିହାରେ ଯାହା ଥିଲା ଆଜି ବି ମଧ୍ୟ ତାହା ଆଉ ଦେଶ କୋଉଠି ପରିବର୍ତ୍ତନ ହଉଚି l ଜିନିଷ ସିନା ପରିବର୍ତ୍ତନ ହଉଚି କିନ୍ତୁ ଲୋକ ନୁହେଁ 😅
@sadhucharanpurty9903
@sadhucharanpurty9903 8 дней назад
ସୁଭଦ୍ରା ପାଇଁ କାହିଁ ଏମିତି ହଉଛ,ଟିକେ ଧର୍ଯ୍ୟ ଧର ନିହାନ୍ତି ମିଳିବ ଆଜି ନ ହେଲେ ତ କାଲି ମିଳିବ,
@soumyaranjanbarik4734
@soumyaranjanbarik4734 8 дней назад
ଗଲା 24ବର୍ଷରେ ଲୋକମାନଙ୍କ ଡି.ଏନ୍.ଏ ରେ ଏଇ ମାଗଣା ପାଇଲେ ବନ୍ଧବାଡ ଡେଇଁବା ଗୁଣଟି ପୂର୍ବ ସରକାର ଭର୍ତ୍ତୀ କରିଦେଇଛନ୍ତି ନୂଆ ସରକାର ଆସିଲା ବୋଲି କଣ ଗୁଣ ଛାଡିଦବୁ ପେଟପାଟଣା କଥା ବୁଝିବ ନା
@manjupravamishra8000
@manjupravamishra8000 9 дней назад
ଖାଲି ‌କାଶ ପାଇଁ ଵଟିକା ନା, ଡେଙ୍ଗୁ ହେଵାଟା ଥୟ 👍।
@yourtimepass1031
@yourtimepass1031 8 дней назад
Achha mobile re khelie stock au bina mobile re khelile jua
@MR.NAHAK-334
@MR.NAHAK-334 8 дней назад
ଯେହେତୁ ଏବେ ପୂଜା ପାର୍ବଣ ର ଦିନ ଏବେ ସବୁ ବ୍ରାହ୍ମଣ ମାନେ ପୂଜା ଆଉ ହୋମ ରେ ବ୍ୟସ୍ତ ରହିବେ😂 ମତେ ଲାଗୁଚି ଶେଇଥି ପାଇଁ ଏଇ ଭାଇମାନେ ବି ହୋମ କରୁଥିଲେ ଆଉ😅 କରିକି ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଥିଲେ ଆଉ😂
@THE.RSS_BOY
@THE.RSS_BOY 9 дней назад
ଏଥିରୁ ଧରା ପଢୁଛି ଯେ ଗାଁ ଲୋକ ଅପେକ୍ଷା ସହରୀ ଲୋକ ଅଧିକ ଭିକାରୀ ପରି ଲାଗୁଛି😂
@143Susanta
@143Susanta 9 дней назад
ଜାଣିବା କଥା ଥାନା ଭିତରେ ପାଣି ଆଉ ଥାନା ବାବୁ ମାନେ କେମିତିକା ରହିବେ ସେଥିପାଇଁ ପାଣି କାଢି ବାକୁ ଯାଇଛନ୍ତି
@badboykumar1683
@badboykumar1683 9 дней назад
ସୁଭଦ୍ରା ମାଆ ମାନେ ଯାଇଛନ୍ତି shopping 🛍️ କରିବା ପାଇଁ ୫୦୦୦ ଟଙ୍କା ମିଲିଗଲାନି ପା ଆଉ କିଆ meeting ଏଟେଣ୍ଟ କରୁଚି!
@sadhucharanpurty9903
@sadhucharanpurty9903 8 дней назад
ସୁଭଦ୍ରା ଟଙ୍କା ଦରକାର ନାହିଁ କି ଲମ୍ବା ଲାଇନ ରେ ଠିଆ ହେବାର ନାହିଁ,,,,,କାହିଁ ବିପଦକୁ ଡାକିବି,
@DhaniramBhatra-w2i
@DhaniramBhatra-w2i 10 дней назад
🙏🙏🙏🙏🙏🙏🙏🙏🙏🙏🙏🙏
@prasantapattanaik862
@prasantapattanaik862 10 дней назад
ଲୋକେ ଚାହିଁ ଥିବେ ଆଉ ବିଜେପି ମାହାଳିଆ ସମସ୍ତେ ଖାଉଥିବେ, ନୁହେଁ? ଭଲ ଆଉ।
@akashmajhi4066
@akashmajhi4066 8 дней назад
Sir government job upore gote video korantu(ri, amin, etc) Bahut maza asibo... 😊
@hk7154
@hk7154 4 дня назад
Chakri karucha bodhe nahele chakiri asayi Mane apadasta heuthiba bele tame sethiru maja utheithanta ki
@sadhucharanpurty9903
@sadhucharanpurty9903 8 дней назад
ମାଂସ ପାଇଁ ଯାହା ହେଉଛନ୍ତି ଛି ଛି ଲାଜ ଲାଗିବା କଥା
@minaketanpradhan5752
@minaketanpradhan5752 9 дней назад
Bade dil bale mangana bale odisha loke
@143Susanta
@143Susanta 9 дней назад
ହଇଓ ନାରଣ ତମେ ଆମ ମା ମାଉସୀଙ୍କୁ ଏମିତିକା କହିବନି ସେ ହେଉଛନ୍ତି ସୁଭଦ୍ରା ସେଥିପାଇଁ ପାଇଁ ଏତେ ଵେବସ୍ତା ଖାଲି ମଣିଷ ଖାଇବେ ନାଁ କଣ ଗାଈ ଗୋରୁ ମାନେ ବି ଖାଇବେ ଏଇଟା ପାଇଁ ଆମ ସରକାର 🤣😂🤣
@DhirenSethy-qw3ro
@DhirenSethy-qw3ro 9 дней назад
Bjd govt best news
@himansubagh1398
@himansubagh1398 9 дней назад
ସୁଭଦ୍ରା ଯୋଜନା କହି ଲୋକଙ୍କ ଠାରୁ ସମୟ ପ ଇସା ଲୁଟି ନେଲେ ଲୋକେ ଖାଲି 5000ଟ ପଛରେ ଗୋଡାଇଲେ । ସରକାର କହିଲେ 25,00000ମହିଳା କୁ ମିଳିଲା ହେଲେ ଆମର ଏଇଠି କାହାକୁ ବି ମିଳିଲା ନାହଁ । ଦେଖାଯାଉଛି ଯେ ଏ ସରକାର ଖାଲି କଥା ନା କାମ
@143Susanta
@143Susanta 9 дней назад
ଯାହା ହଉ ଏଇ ନୂଆ ହୋଟେଲ ବାଲା ପ୍ରକୁତ ବେପାରୀ ସେଥିପାଇଁ ଏଇଟା ବଡ ଵେବସ୍ତା କେବେ ସୁଧୁରିବେ ସବୁ ମାଗଣା ମିଳିଲେ ସବୁ ରାକ୍ଷସ ପାଲଟି ଯାଆନ୍ତି ଧନ୍ୟ 21 ଏତେ ମାଗଣା ରେ କେତେ 🤣😂🤣
@jatinentertainmentmayurbha5821
@jatinentertainmentmayurbha5821 10 дней назад
News fuse ra WhatsApp no kete
@Storycreator-tk6hh
@Storycreator-tk6hh 9 дней назад
Laguchi devi subhadra jaichanti Arjuna saha vihara kariba pain
@PlantTreeplz
@PlantTreeplz 9 дней назад
RI exam Sethi fuse houchhi, narana kan dekha jauni?.
@sujunapaltoka3719
@sujunapaltoka3719 9 дней назад
bank re
@nxt628
@nxt628 8 дней назад
Online line khela ku freedom Diya 1cr khela na
@Kundulala
@Kundulala 10 дней назад
Mo dukha buju naaha
@SitaramKanhar-st8fm
@SitaramKanhar-st8fm 7 дней назад
Pratibadkaribaodissa.no.1kebeamechadibunu.sabukhaijibu...kankahucha.narayan
@143Susanta
@143Susanta 9 дней назад
ଯାହା ହଉ ମୁଁ ଦେଖୁଥିଲି ବିଜେଡି ର ଅବସ୍ଥା ଏମିତି ଥିଲା ଏଵେ ବିଜେପି ବାଲାଙ୍କର ବି same ଅବସ୍ଥା ବୋଧେ ଲୋକେ କଂଗ୍ରେସ ଷ୍ଟେଜ ରେ ବୋଧେ ଫୁଲ ହେବେ 🤣😂🤣
@ramanarao2410
@ramanarao2410 9 дней назад
7 purush re biryani khini 1 time
@143Susanta
@143Susanta 9 дней назад
ଇଏ time pass କରିବାର ଦୁସ୍ୟ ହେଲେ ଯଦି time ଦେବେ କେତେ ଧନ୍ୟ ହେ କିଏ କହୁଛି ଆମ ଓଡିଶା ଗରିବ
@ManiBibi-c3w
@ManiBibi-c3w 17 часов назад
Nmblhoutvv
@jayramraj6074
@jayramraj6074 10 дней назад
Bhainku bahut laja maduchi. Sethi paien tikiye muja luchei thile Q
@sunilchoudhury8777
@sunilchoudhury8777 18 часов назад
Online ra jua khala hauchi news bala kn akhi kan hai jaiche
@bbablu_04
@bbablu_04 9 дней назад
Emiti nhi fuse vdo , 😂😂 Ahuri dekhantu😅😅
@bbablu_04
@bbablu_04 9 дней назад
Sarkar' badali gale b magana khaiba emiti nhi miuthau😂😂😂
@susmitasahoo7862
@susmitasahoo7862 9 дней назад
Jouthi magana re vata chicken 🍗 miliba sethi loka Hebe
@prasantapattanaik862
@prasantapattanaik862 10 дней назад
ମାଗଣା ଦେଲେ କିଛି ଲୋକ ଯାହା ତାହା ଖାଇଯିବେ।
@sonu7284
@sonu7284 6 дней назад
Magana ausadh paen,....chuti dina maanunahanti....
@gangotridassahu9308
@gangotridassahu9308 7 дней назад
😂😂😂😂😂
@prasantapattanaik862
@prasantapattanaik862 10 дней назад
ମାଗଣା ଖାଇଲେ ବୋଲି ବିଜେଡି କୁ କହୁଛନ୍ତି। କଣ ସବୁ ବିଜେପି ଖାଇଯିବେ? ଲୋକେ ଆଁ କରି ଚାହିଁ ଥିଲେ? ଭଲ ଆଉ।
@chandangouda9939
@chandangouda9939 10 дней назад
Nice 😂😂😂😂
@tatatea1477
@tatatea1477 8 дней назад
Bekar katha ho sabu
@rameshsabat2367
@rameshsabat2367 9 дней назад
Free yojana kindly stop at all NO WARK NO RIJGAR GOVT MIND IT 🪷
Далее
News Fuse 01 Oct 2024
21:27
Просмотров 47 тыс.
Hurricane Milton Extreme Surge Wind Slams Sarasota, FL
03:59
Bro think he the MC.. 😂👊🔥
00:20
Просмотров 5 млн
News Fuse 27 SEPT 2024
22:57
Просмотров 85 тыс.
News Fuse 04 Oct 2024
21:34
Просмотров 81 тыс.
News Fuse 02 Oct 2024
21:45
Просмотров 58 тыс.
News Fuse 25 SEPT 2024
22:35
Просмотров 79 тыс.
News Fuse 07 Oct 2024
21:02
Просмотров 50 тыс.
Hurricane Milton Extreme Surge Wind Slams Sarasota, FL
03:59